• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Delhi

rain
ଦିଲ୍ଲୀରେ ପ୍ରବଳ ବର୍ଷିବ: ବୁଡ଼ି ପାରେ ତଳିଆ ଅଂଚଳ

କେବଳ ଏତିକି ନୁହେଁ ବରଂ ବର୍ଷା ପ୍ରଭାବରେ ତଳିଆ ଅଂଚଳରେ ପାଣି ଜମିବା ପାରେ ତେଣୁ ଏବେଠୁ ସାବଧାନ ରହିବା ଲାଗି ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ଅର୍ଥାତ୍‌ IMD ଡ୍ୟୁଟି ଅଫିସର କହିଛନ୍ତି ଯେ, ଦିଲ୍ଲୀ ଉପରେ ଏର ଟ୍ରଫ୍‌ ଲାଇନ ରହିଛି। ତେଣୁ ବର୍ଷାର ପରିମାଣ ବଢିବ ବୋଲି କୁହାଯାଇଛି।

arvind kejriwal
କେଜ୍ରିୱାଲଙ୍କ ସଂପର୍କୀୟ ଗିରଫ

ନୂଆଦିଲ୍ଲୀ: ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଛି ଦୁର୍ନୀତି ନିବାରଣ ବ୍ୟୁରୋ। କେଜ୍ରିୱାଲଙ୍କ ଶଳା ସୁରେନ୍ଦ୍ର ବଂଶଲଙ୍କ ପୁଅ ବିନୟ ବଂଶଲଙ୍କୁ ଗିରଫ କରିଛି ଦିଲ୍ଳୀ ସରକାରଙ୍କ ଏସିବି। ପୂର୍ତ୍ତ ବିଭାଗରେ ଜାଲ୍ ବିଲ୍ ଦେଇ ଟଙ୍କା ହାତେଇଥିବା ଅଭିଯୋଗରେ ବିନୟ ଗିରଫ ହୋଇଛନ୍ତି। ବିଭିନ୍ନ ଟେଣ୍ଡରରେ ଫେକ୍ ବିଲ୍ ଦେଇଥିଲେ ବିନୟ। ଏପରିକି ତାଙ୍କ ନାଁରେ ଥିବା କମ୍ପାନୀ ମଧ୍ୟ ଫେକ୍ ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ବିନୟଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ […]

dust
ଦିଲ୍ଲୀ, ଗୁରୁଗ୍ରାମ ଏବଂ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ  

ନୂଆଦିଲ୍ଲୀ : ଦିଲ୍ଲୀ, ଗୁରୁଗ୍ରାମ ଏବଂ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଗତକାଲି ସଂଧ୍ୟାରୁ ଆରମ୍ଭ ହୋଇଥିବା ଘୂର୍ଣ୍ଣିଝଡ଼ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି। ଦିଲ୍ଲୀ ସମେତ ଗ୍ରେଟର ନୋଏଡ଼ା, ଫରିଦାବାଦ୍, ଖୁରଜା ଅଞ୍ଚଳରେ ମୁଖତଃ ଏହାର ପ୍ରଭାବ ପଡ଼ିଛି। ଫଳରେ ଏସମସ୍ତ ଅଞ୍ଚଳରେ ବର୍ଷା ହୋଇଥିବା ମଧ୍ୟ ରେକର୍ଡ କରିଛି ପାଣିପାଗ ବିଭାଗ। ଘୂର୍ଣ୍ଣିଝଡ଼ ଯୋଗୁଁ ଆଗାମୀ ଦୁଇ ଦିନ ଯାଏ ହରିଆଣାରେ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସେହିପରି […]

operation
ମୁଣ୍ଡରେ ଆଘାତ କିନ୍ତୁ ଅପରେସନ୍‌ ହେଲା ଗୋଡ଼ରେ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟସେବାରେ ଗୁରୁତର ଅବହେଳା। ମୁଣ୍ଡରେ କ୍ଷତ ହୋଇଥିଲେ ମଧ୍ୟ ଡାକ୍ତର ଗୋଡ଼ର ଅପରେସନ କରିଛନ୍ତି।  ଦିଲ୍ଲୀର ଶୁଶ୍ରୁତ ଟ୍ରମା ସେଣ୍ଟରରେ ଏଭଳି ଗୁରୁତର ଅବହେଳା ହୋଇଥିବା ନଜରକୁ ଆସିଛି। ସୂଚନା ଅନୁଯାୟୀ, ବିଜେନ୍ଦ୍ର ତ୍ୟାଗୀ ନାମକ ଜଣେ ବ୍ୟକ୍ତି ଏକ ଦୁର୍ଘଟଣାର ଶିକାର ହୋଇ ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।  କିନ୍ତୁ ଚିକିତ୍ସା କରୁଥିବା ଡାକ୍ତର ଜଣଙ୍କ ତାଙ୍କ ଗୋଡରେ ଅପରେସନ କରିଛନ୍ତି। ସଂପୃକ୍ତ ୱାର୍ଡରେ ବିଜେନ୍ଦ୍ର ନାମରେ ଆଉଜଣେ […]

aiims
ଏମ୍‌ସ୍‌ରୁ ଧରାପଡିଲେ ନକଲି ଡାକ୍ତର

ନୂଆଦିଲ୍ଲୀ: ନକଲି ପରିଚୟ ଦେଇ କୌଣସି ଏକ ପେଶା ଆପଣେଇବା ଓ ଲୋକଙ୍କୁ ଭୁଆଁ ବୁଲେଇ ବିଶ୍ୱାସଭାଜନ ହେବାର ଅନେକ ନଜିର ଦେଖିବାକୁ ମିଳେ। ହେଲେ ଦିଲ୍ଲୀ ଏମ୍‌ସ୍‌ରେ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିଶ୍ୱାସ କରିପାରିବେନି ଯେ ଏମ୍‌ସ୍‌ ଭଳି ଏକ ପ୍ରସିଦ୍ଧ ଡାକ୍ତରଖାନାରେ ଏମିତି ହୋଇଛି। ପ୍ରକାଶିତ ସୂଚନା ଅନୁସାରେ, ଆଦନାନ୍‌ ଖୁରାମ୍‌ ନାମକ ୧୯ବର୍ଷିୟ ଜଣେ ଡାକ୍ତର ଆଶାୟୀ ସାଧାରଣ ଯୁବକଙ୍କୁ ଦିଲ୍ଲୀ ପୁଲିସ୍‌ ଗିରଫ […]

mohammad shami
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମହମ୍ମଦ ସାମି

ନୂଆଦିଲ୍ଲୀ: ପତ୍ନୀଙ୍କ ବିଭିନ୍ନ ଅଭିଯୋଗକୁ ନେଇ ଗତ କିଛିଦିନ ଧରି ବିବାଦ ଘେରରେ ଥିବା ଭାରତୀୟ କ୍ରିକେଟର ମହମ୍ମଦ ସାମି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି।। ସୂଚନା ଅନୁସାରେ, ଗତକାଲି ଡେରାଡୁନରୁ ଦିଲ୍ଲୀ ଫେରୁଥିବା ସମୟରେ ସାମି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ଟ୍ରକ ସହ ସାମିଙ୍କ କାର୍ ମୁହାମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ସାମିଙ୍କ ମୁଣ୍ଡରେ ଆଘାତ ଲାଗିଛି। ମୁଣ୍ଡରେ କିଛି ଷ୍ଟିଚ୍ ମଧ୍ୟ ପଡ଼ିଛି। ତେବେ ସାମି ବର୍ତ୍ତମାନ ବିପଦମୁକ୍ତ ବୋଲି ଜଣାପଡ଼ିଛି। […]

auditorium
କାଲିଠୁ ୫୦ ପ୍ରତିଶତ କ୍ଷମତାରେ ଖୋଲିବ ଅଡିଟୋରିୟମ

ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି। ତେଣୁ ଆଜି ଦିଲ୍ଲୀ ସରକାର ଅନଲକ୍‌-୭ର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ତେବେ ନୂଆ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ଅର୍ଥାତ୍‌ ସୋମବାରଠାରୁ ଦିଲ୍ଲୀରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ ସ୍କୁଲ, ଅଡିଟୋରିୟମ ଆଦି ୫୦ ପ୍ରତିଶତ କ୍ଷମତା ସହ ଖୋଲିବ। କିନ୍ତୁ ସାଧାରଣ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିନାହିଁ।

NarendraModi
କାଲି ସନ୍ଧ୍ୟାରେ ନିଜ କ୍ୟାବିନେଟ୍‌ ସଂପ୍ରସାରଣ କରିବେ ପ୍ରଧାନମନ୍ତ୍ରୀ

କାଲି ସଂଧ୍ୟାରେ କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣ ହେବ। ଏନେଇ ଜାତୀୟ ଗଣମାଧ୍ୟମରୁ ମିଳିଛି ସୂଚନା । ଆସନ୍ତାକାଲି ହେବ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣ। ତେବେ କାହାକୁ ମନ୍ତ୍ରୀପଦ ମିଳିବ ତାହାକୁ ନେଇ ଏବେଠୁ ଜୋରସୋରରେ ଚର୍ଚ୍ଚା ଚାଲିଛି

Delhi
ଖୋଲିଲା କେଜ୍ରିଓ୍ୱାଲ୍‌ଙ୍କ ଅକ୍ସିଜେନ୍ ରାଜନୀତି ଗୁମର, ଆବଶ୍ୟକଠାରୁ ଅଧିକ ଅକ୍ସିଜେନ୍‌ କରୁଥିଲେ କ’ଣ ?

ନୂଆଦିଲ୍ଲୀ: ଖୋଲିଲା କେଜ୍ରିଓ୍ୱାଲ୍‌ଙ୍କ ଅକ୍ସିଜେନ୍ ରାଜନୀତି ଗୁମର । ଆବଶ୍ୟକତା ଠାରୁ ୪ ଗୁଣ ଅଧିକ ଅକ୍ସିଜେନ୍ ମାଗିଥିଲା ଦିଲ୍ଲୀ । ଗୁମର ଖୋଲିଲା ସୁପ୍ରିମକୋର୍ଟଙ୍କ ଅଡିଟ୍ ଟିମ୍ । ଏବେ ହରଡ଼ଘଣାରେ ଦିଲ୍ଲୀର ଆପ୍ ସରକାର । ରିପୋର୍ଟରେ ଦର୍ଶାଯାଇଛି,…

heavy rain
ବର୍ଷାରେ ଦିଲ୍ଲୀ-କୋଲକତା ଅବସ୍ଥା ବେହାଲ, ରାସ୍ତା ଉପରେ ଆଣ୍ଠୁଏ ପାଣି

 ପଶ୍ଚିମବଙ୍ଗରେ ଭୀଷଣ ବର୍ଷାରେ ଜନଜୀବନ ଅସ୍ଥବ୍ୟସ୍ତ ହୋଇପଡିଛି । କୋଲକାତାରେ ଗତକାଲି ରାତିରେ ପ୍ରବଳ ବର୍ଷା ଫଳରେ ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଥିଲା । ଲେକ୍ ଗାର୍ଡେନ ଏବଂ ଗଲ୍ଫ ଗ୍ରୀନ ଅଂଚଳରେ ପ୍ରବଳ ବର୍ଷା ଫଳରେ ଲୋକଙ୍କ…

arvind-kejriwal
କୋଭିଡ୍‌ ମୁକାବିଲା ପାଇଁ ୫ ହଜାର ଯୁବକ-ଯୁବତୀଙ୍କୁ ଦିଆଯିବ ସ୍ୱାସ୍ଥ୍ୟ ସହାୟକ ଟ୍ରେନିଂ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହର ସହ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ଦିଲ୍ଲୀ ସରକାର । ଏହି କ୍ରମରେ ୫ ହଜାର ଯୁବକ/ଯୁବତୀଙ୍କୁ ସ୍ୱାସ୍ଥ୍ୟ ସହାୟକା ଭାବେ ପ୍ରଶିକ୍ଷଣ ଦେବେ ବୋଲି ସ୍ଥିର କରିଛନ୍ତି ସରକାର । ଆଗକୁ ଦେଶରେ…