• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Delhi

National Capital inundated
୨୫ ହଜାରରୁ ଅଧିକ ବିପନ୍ନଙ୍କ ସହ ଉଦ୍ଧାର ହେଲା କୋଟିଏ ଟଙ୍କିଆ ଷଣ୍ଢ

ଯମୁନା ୪୫ ବର୍ଷର ରେକର୍ଡ ଭାଙ୍ଗି ଏବେବି ବିପଦ ସଂକେତ ଠାରୁ ୨ ମିଟର ଉପରେ ପ୍ରବାହିତ ହେଉଥିବା ବେଳେ, ରାଜଧାନୀ ଦିଲ୍ଲୀର ବନ୍ୟା ସ୍ଥିତିରେ ସେଭଳି ବିଶେଷ ସୁଧାର ଆସିନି। ତଳିଆ ଅଞ୍ଚଳରୁ ଭିଆଇପି ଏରିଆ ଯାଏଁ, ସବୁଆଡ଼େ ଜଳବନ୍ଦୀ ସ୍ଥିତି। ଆଗକୁ ବି କିଛି ଦିନ ବର୍ଷା ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। NDRF ସହିତ ସ୍ଥଳସେନା ଓ ନୌସେନାଙ୍କୁ ନିୟୋଜିତ କରାଯାଇଛି ଦିଲ୍ଲୀ ଜଳଦୁର୍ଦ୍ଦଶାର ପ୍ରଶମନ ପାଇଁ। ଏଭିତରେ ୨୫ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ୩ଟି ଜୀବନ ଯାଇଥିବା ସୂଚନା ମିଳିଛି।

DELHI LOOT
୭୦ ବର୍ଷୀୟ ବୃଦ୍ଧଙ୍କ ମୁଣ୍ଡରେ ଲଗାଇଲେ ବନ୍ଧୁକ; ଝାମ୍ପିନେଲେ ୨ଲକ୍ଷ ଟଙ୍କା

ଟଙ୍କା ଛଡ଼ାଇନେବା ସମୟରେ ବୃଦ୍ଧ ଜଣକ ରାସ୍ତାରେ ଛିଟିକି ପଡ଼ିଥିବା ମଧ୍ୟ ଅଭିଯୋଗ ହୋଇଛି । ପୋଲିସର ସୂଚନା ଅନୁସାରେ ବୃଦ୍ଧ ବ୍ୟବସାୟୀ ସାନସର ସିଂ ତାଙ୍କ ପରିବାର ସହିତ ଗାଜିଆବାଦରେ ରହୁଥିଲେ । ହେଲେ ହର୍ଷ ବିହାରରେ ଏକ ଦୋକାନ କରିଥିଲେ ।

Fire breaks out coaching centre
କୋଚିଂ ସେଣ୍ଟରରେ ଭୟଙ୍କର ନିଆଁ, ଭୟରେ କୋଠାରୁ ଡେଇଁ ପଡ଼ିଲେ ଛାତ୍ରଛାତ୍ରୀ

ରାଜଧାନୀ ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା କୋଚିଂ ସେଣ୍ଟରରେ ଲାଗିଛି ନିଆଁ

Saket court firing
କୋର୍ଟରେ ଯୁବତୀଙ୍କୁ ୪ ରାଉଣ୍ଡ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି

ଏକ ଆର୍ଥିକ ବିବାଦ ନେଇ ଏକ ମାମଲାର ଶୁଣାଣି ପାଇଁ ମହିଳା ଜଣକ କୋର୍ଟକୁ ଆସିଥିଲେ । ଏହି ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି ।

Delhi Aiims Heart Surgery
ବିରଳ ! ମାଆ ଗର୍ଭରେ ଥିବା ଛୁଆର ହାର୍ଟ ସର୍ଜରୀ

ଆମେ ସାଧାରଣତଃ ଜାଣିଛନ୍ତି ବା ଶୁଣିଛନ୍ତି ଛୁଆ ଜନ୍ମ ହେବା ପରେ ତା’ର ହାର୍ଟ ସର୍ଜରୀ କରାଯାଏ । କିନ୍ତୁ ଏଠି ମାଆର ଗର୍ଭରେ ଥିବା ବେଳେ ଛୁଆର କରାଯାଇଛି ହାର୍ଟ ସର୍ଜରୀ ।

Delhi MCD
Viral Video: ଦିଲ୍ଲୀରେ AAP-BJP ନେତା ମାରପିଟ୍, ଚୁଟି ଟଣାଠୁ ଆରମ୍ଭ କରି ଗୋଇଠା ମରା ଯାଏଁ..

ପୋଲିସ ଉପସ୍ଥିତରେ ଗଣ୍ଡଗୋଳ ଚାଲିଥିଲା । ଗତ ଦୁଇ ଦିନ ତଳେ ହିଁ ଦିଲ୍ଲୀରେ ମେୟର ନିର୍ବାଚନ ସରିଛି ।

Pratap Sarangi
ଦିଲ୍ଲୀ କ୍ୱାଟର୍ସ ପରିସରରେ ବାଲି-ନିମପତ୍ର-ଗୋମୁତ୍ରରେ ଗଢ଼ା ହେଉଛି ନନାଙ୍କ ନୂଆ ମାଟି ଘର

ପ୍ରତାପ ନନା କହିଲେ ଏମିତିକା ଘର ମୋର ଭାରି ପସନ୍ଦ । ଘର କାନ୍ଥରେ ବୃକ୍ଷଲତା ଓ ଯୋଗମୁଦ୍ରାର ପ୍ରତିଛବି ସ୍ପଷ୍ଟ ଦର୍ଶାଉଛି ଜଣେ ସରଳ ମଣିଷର ନିଛକ ପ୍ରକୃତି ପ୍ରେମକୁ ।

Pintu Nanda
ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ

ଦର୍ଶକଙ୍କ ଭଲ ପାଇବା ସାଉଁଟି ମୁଁ ଦିଲ୍ଲୀ ଯାଉଛି, ମୋର ଆଶା ଓ ବିଶ୍ୱାସ ଭଲ ହୋଇ ଫେରିବି; ପିଣ୍ଟୁ ନନ୍ଦ

Car Theft
ଗ୍ୟାଙ୍ଗ୍‌ ଲିଡରର କେମୋଥେରାପି ପାଇଁ ଚୋରି କରିଥିଲେ ୫୦ ଗାଡ଼ି, ଧରିଲା ପୋଲିସ...

ଗ୍ୟାଙ୍ଗ୍‌ ଲିଡର ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛି ।

An earthquake in Delhi with a magnitude of 5.9 on the Richter Scale
ଥରିଲା ରାଜଧାନୀ ଦିଲ୍ଲୀ, ଭୟରେ ପଦାକୁ ଚାଲିଆସିଲେ ଲୋକେ

ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୯ ଥିବା ଜଣାପଡ଼ିଛି।

Cold wave
ଥଣ୍ଡାରେ ଥରୁଛି ଉତ୍ତର ଭାରତ : ରାଜଧାନୀ ଦିଲ୍ଲୀରେ ହାଡ଼ ଭାଙ୍ଗୁଛି ଜାଡ଼

ପଞ୍ଜାବ, ହରିୟାଣା ଓ ଉତ୍ତରାଖଣ୍ଡରେ ବି ପ୍ରବଳ ଶୀତ(Cold wave)

Special Story | Shraddha Murder Mystery | Accused Aaftab’s cell to be changed in Tihar jail
ସେଲ୍‌ ନମ୍ବର ୪...ଅଫତାବ୍‌ର ନୂଆ ଠିକଣା

ବଦଳିଲା ଅଫତାବ୍‌ର ଠିକଣା। ଏଣିକି ତିହାର ଜେଲର୍‌ ସେଲ୍‌ ନମ୍ବର-୪ରେ ରହିବ ଅଫତାବ୍‌..କେହି ଭେଟିବେନି କି କେହି କଥା ହେବେନି...ଏକା ଏକା ରହିବ ଅଫତାବ୍‌...

Jama Masjid
ଦିଲ୍ଲୀ ଜାମା ମସ୍‌ଜିଦ୍‌ରେ ମହିଳାଙ୍କ ପାଇଁ ଲାଗିଥିବା କଟକଣା ହଟିଲା

ଦିଲ୍ଲୀର ଉପରାଜ୍ୟପାଳ ଇମାମ ସହି ଅହମ୍ମଦ ବୁଖାରୀଙ୍କ ସହ ଆଲୋଚନା କରି ଏହି ନିର୍ଦ୍ଦେଶ ହଟାଇବାକୁ ଅନୁରୋଧ କରିଥିଲେ ।

BJP
ବିଜେପିର ରାଲିରେ କମ୍ପିଲା ଦିଲ୍ଲୀ

ବିଜେପିର ରାଲିରେ କମ୍ପିଲା ଦିଲ୍ଲୀ। ଏକା ସାଙ୍ଗରେ ୧୪ ରାଲି !! କେଉଁଠି କେନ୍ଦ୍ରମନ୍ତ୍ରୀ ତ କେଉଁଠି ଖୋଦ୍‌ ଜେପି ନଡ୍ଡା

Supreme Court
‘ଛାଡ଼ପତ୍ର ପରେ ବି ପତ୍ନୀ-ପିଲାଙ୍କ ଦାୟିତ୍ୱ ସ୍ୱାମୀର’

କୋର୍ଟ କହିଛନ୍ତି, ପତ୍ନୀ ଓ ପିଲାଙ୍କୁ ପୋଷିବା ଏକ ପବିତ୍ର ବ୍ରତ ବୋଲି ଭାବିବା ଉଚିତ୍‌ ।

ZOO
ଆପଣ ଚାହିଁଲେ ବାଘ-ସିଂହ-ହାତୀଙ୍କୁ ପୋଷ୍ୟ କରିପାରିବେ, ଜାଣନ୍ତୁ କ’ଣ ରହିଛି ନିୟମ

ପଶୁ କିମ୍ବା ପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ହେଲେ ପ୍ରଥମେ ଏକ ଫର୍ମ ଫିଲ୍‌ଅପ୍‌ କରିବାକୁ ହେବ ।

Manish Sisodia
ସିସୋଦିଆଙ୍କ ପିଛା ଛାଡ଼ୁନି CBI ! ଲକର୍ ଯାଞ୍ଚ ପରେ ବି କିଛି ମିଳିଲାନି

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବ୍ୟାଙ୍କ୍ ଲକର ଯାଞ୍ଚ କରିଛି CBI । ସିସୋଦିଆଙ୍କ ଉପସ୍ଥିତିରେ ଲକର ଯାଞ୍ଚ କଲା ସିବିଆଇ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇର ଛାନ୍‌ଭିନ୍‌ ।

Twin Tower
ଭାଙ୍ଗିଲା ବହୁ ଚର୍ଚ୍ଚିତ ଟ୍ୱିନ୍‌ ଟାୱାର, ନିମିଷକ ମଧ୍ୟରେ ମିଶିଗଲା ମାଟିରେ; ଦେଖନ୍ତୁ ଭିଡିଓ

ଦୁଇ ତୃତୀୟାଂଶ ଫ୍ଲାଟ୍ ବୁକ୍ କରିସାରିଥିଲେ ଗ୍ରାହକ । ଏହି ସମସ୍ତ ଗ୍ରାହକଙ୍କୁ ସେମାନଙ୍କ ମୂଳ ଟଙ୍କା ସୁଧ ସମେତ ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

manish-sisodia
ED ରେଡ୍‌କୁ ଅସନ୍ତୋଷ ଜାହିର କଲେ ସିସୋଦିଆ, କହିଲେ ମୋଦି ଜି ଏସବୁ କି ଡ୍ରାମା ଚାଲିଛି..?

ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ଏହାସହ ଅନ୍ୟ ୧୩ ଜଣଙ୍କ ବିରୋଧରେ ମଧ୍ୟ ଲୁକ ଆଉଟ ସର୍କୁଲାର ଜାରି କରିଛି ସିବିଆଇ ।

Kejriwal
ମନିସ ସିସୋଦିଆଙ୍କୁ ଗରିଫ କରାଯିବ ବୋଲି ମୁଁ ଆଗରୁ ଜାଣିଛି: କେଜ୍ରିୱାଲ

ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର । ବିନୟ କୁମାର ସକ୍ସେନା ଆଇନ ଭଙ୍ଗ ସହିତ ଲାଇସେନ୍ସ ପାଇଥିବା ବ୍ୟକ୍ତିଙ୍କୁ ଅନେକ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇଥିବା କହିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ।

Watch: Barking dog leads to brawl as man hits three people in Delhi’s Paschim Vihar
ଭୋକିବାରୁ କୁକୁରକୁ ପିଟି ଲହୁଲୁହାଣ କଲା; ଅଟକାଇବାରୁ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ

କୁକୁର ଭୋକିଲା ବୋଲି କୁକୁର ସମେତ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ...

Small Girl Child Punished
ପ୍ରଥମ ଶ୍ରେଣୀ ଛୁଆ ହୋମଓ୍ୱାର୍କ ନ କରିବାରୁ ଏମିତି ଦଣ୍ଡ ! କଂକ୍ରିଟ ଛାତରେ ସିଝୁଛି କଅଁଳ ଝିଅ

ହୋମ୍‌ୱାର୍କ କରିନି ବୋଲି ହାତ ଗୋଡ଼ ବାନ୍ଧି ଝିଅକୁ ପ୍ରଚଣ୍ଡ ଖରାରେ ଛାଡ଼ିଦେଲେ । ଭିଡିଓ ଭାଇରାଲ ପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ।