ଖାଲି ସେତିକି ନୁହେଁ, ଛାତ୍ରଙ୍କୁ ପ୍ରବଳ ମାଡ଼ ମଧ୍ୟ ମରାଯାଇଛି । ଜଣେ ଶିକ୍ଷକଙ୍କ ସମେତ ଦୁଇ ଜଣ ଶିକ୍ଷୟିତ୍ରୀ ତାଙ୍କୁ ମାଡ଼ ମାରିଛନ୍ତି । ଆଉ ଗୁରୁତର ଅବସ୍ଥାରେ ଛାଡ଼ିଛନ୍ତି ।
ଦିନକ ପରେ ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀଯାଏଁ ଚାଲିଛି ପ୍ରସ୍ତୁତି, ଲାଲକିଲାରେ ସରିଲା ଫୁଲ୍ ଡ୍ରେସ୍ ରିହର୍ସାଲ । ଏପଟେ ରାଜ୍ୟସ୍ତରୀୟ ଉତ୍ସବ ଲାଗି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବି ଜୋରଦାର ପରେଡ୍ ଅଭ୍ୟାସ
କୃଷି ଓ କୃଷକଙ୍କ ଜିଲ୍ଲା ସୁବର୍ଣ୍ଣପୁର । ଏଠି ୯୦ ପ୍ରତିଶତ ଲୋକ ଚାଷକାମ କରି ଜୀବିକା ନିର୍ବାହ କରନ୍ତି । ଉଭୟ ଖରିଫ୍ ଏବଂ ରବି ଋତୁରେ ଧାନ ଓ ପନିପରିବା ଚାଷ କରି ପରିବାର ଚଳନ୍ତି ଏଠିକାର ଚାଷୀ....
ବର୍ଷକ ବାରମାସ ତାଙ୍କ କ୍ଷେତରେ କିଛି ନା କିଛି ଚାଷ ହେଉଥାଏ । ସନ୍ତୋଷିନୀ ଏହି ଚାଷ ଜମିରୁ ନିଜର ପରିବାର ସହ ଆହୁରୀ ୬ ପରିବାରଙ୍କୁ ନିଯୁକ୍ତି ଦେଇଛନ୍ତି । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଗାଁର ଯୁବରାଜ ଛତ୍ରିଆ ।
ଦିଲ୍ଲୀ ବନ୍ୟା ନେଇ ମୋଦି- LG ଆଲୋଚନା
ଯମୁନା ୪୫ ବର୍ଷର ରେକର୍ଡ ଭାଙ୍ଗି ଏବେବି ବିପଦ ସଂକେତ ଠାରୁ ୨ ମିଟର ଉପରେ ପ୍ରବାହିତ ହେଉଥିବା ବେଳେ, ରାଜଧାନୀ ଦିଲ୍ଲୀର ବନ୍ୟା ସ୍ଥିତିରେ ସେଭଳି ବିଶେଷ ସୁଧାର ଆସିନି। ତଳିଆ ଅଞ୍ଚଳରୁ ଭିଆଇପି ଏରିଆ ଯାଏଁ, ସବୁଆଡ଼େ ଜଳବନ୍ଦୀ ସ୍ଥିତି। ଆଗକୁ ବି କିଛି ଦିନ ବର୍ଷା ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। NDRF ସହିତ ସ୍ଥଳସେନା ଓ ନୌସେନାଙ୍କୁ ନିୟୋଜିତ କରାଯାଇଛି ଦିଲ୍ଲୀ ଜଳଦୁର୍ଦ୍ଦଶାର ପ୍ରଶମନ ପାଇଁ। ଏଭିତରେ ୨୫ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ୩ଟି ଜୀବନ ଯାଇଥିବା ସୂଚନା ମିଳିଛି।
ଟଙ୍କା ଛଡ଼ାଇନେବା ସମୟରେ ବୃଦ୍ଧ ଜଣକ ରାସ୍ତାରେ ଛିଟିକି ପଡ଼ିଥିବା ମଧ୍ୟ ଅଭିଯୋଗ ହୋଇଛି । ପୋଲିସର ସୂଚନା ଅନୁସାରେ ବୃଦ୍ଧ ବ୍ୟବସାୟୀ ସାନସର ସିଂ ତାଙ୍କ ପରିବାର ସହିତ ଗାଜିଆବାଦରେ ରହୁଥିଲେ । ହେଲେ ହର୍ଷ ବିହାରରେ ଏକ ଦୋକାନ କରିଥିଲେ ।
ରାଜଧାନୀ ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା କୋଚିଂ ସେଣ୍ଟରରେ ଲାଗିଛି ନିଆଁ
ଏକ ଆର୍ଥିକ ବିବାଦ ନେଇ ଏକ ମାମଲାର ଶୁଣାଣି ପାଇଁ ମହିଳା ଜଣକ କୋର୍ଟକୁ ଆସିଥିଲେ । ଏହି ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି ।
ଆମେ ସାଧାରଣତଃ ଜାଣିଛନ୍ତି ବା ଶୁଣିଛନ୍ତି ଛୁଆ ଜନ୍ମ ହେବା ପରେ ତା’ର ହାର୍ଟ ସର୍ଜରୀ କରାଯାଏ । କିନ୍ତୁ ଏଠି ମାଆର ଗର୍ଭରେ ଥିବା ବେଳେ ଛୁଆର କରାଯାଇଛି ହାର୍ଟ ସର୍ଜରୀ ।
ପୋଲିସ ଉପସ୍ଥିତରେ ଗଣ୍ଡଗୋଳ ଚାଲିଥିଲା । ଗତ ଦୁଇ ଦିନ ତଳେ ହିଁ ଦିଲ୍ଲୀରେ ମେୟର ନିର୍ବାଚନ ସରିଛି ।
ପ୍ରତାପ ନନା କହିଲେ ଏମିତିକା ଘର ମୋର ଭାରି ପସନ୍ଦ । ଘର କାନ୍ଥରେ ବୃକ୍ଷଲତା ଓ ଯୋଗମୁଦ୍ରାର ପ୍ରତିଛବି ସ୍ପଷ୍ଟ ଦର୍ଶାଉଛି ଜଣେ ସରଳ ମଣିଷର ନିଛକ ପ୍ରକୃତି ପ୍ରେମକୁ ।
ଦର୍ଶକଙ୍କ ଭଲ ପାଇବା ସାଉଁଟି ମୁଁ ଦିଲ୍ଲୀ ଯାଉଛି, ମୋର ଆଶା ଓ ବିଶ୍ୱାସ ଭଲ ହୋଇ ଫେରିବି; ପିଣ୍ଟୁ ନନ୍ଦ
ଗ୍ୟାଙ୍ଗ୍ ଲିଡର ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛି ।
ପଞ୍ଜାବ, ହରିୟାଣା ଓ ଉତ୍ତରାଖଣ୍ଡରେ ବି ପ୍ରବଳ ଶୀତ(Cold wave)
ବଦଳିଲା ଅଫତାବ୍ର ଠିକଣା। ଏଣିକି ତିହାର ଜେଲର୍ ସେଲ୍ ନମ୍ବର-୪ରେ ରହିବ ଅଫତାବ୍..କେହି ଭେଟିବେନି କି କେହି କଥା ହେବେନି...ଏକା ଏକା ରହିବ ଅଫତାବ୍...
ଦିଲ୍ଲୀର ଉପରାଜ୍ୟପାଳ ଇମାମ ସହି ଅହମ୍ମଦ ବୁଖାରୀଙ୍କ ସହ ଆଲୋଚନା କରି ଏହି ନିର୍ଦ୍ଦେଶ ହଟାଇବାକୁ ଅନୁରୋଧ କରିଥିଲେ ।
ବିଜେପିର ରାଲିରେ କମ୍ପିଲା ଦିଲ୍ଲୀ। ଏକା ସାଙ୍ଗରେ ୧୪ ରାଲି !! କେଉଁଠି କେନ୍ଦ୍ରମନ୍ତ୍ରୀ ତ କେଉଁଠି ଖୋଦ୍ ଜେପି ନଡ୍ଡା
ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି
କୋର୍ଟ କହିଛନ୍ତି, ପତ୍ନୀ ଓ ପିଲାଙ୍କୁ ପୋଷିବା ଏକ ପବିତ୍ର ବ୍ରତ ବୋଲି ଭାବିବା ଉଚିତ୍ ।
ପଶୁ କିମ୍ବା ପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ହେଲେ ପ୍ରଥମେ ଏକ ଫର୍ମ ଫିଲ୍ଅପ୍ କରିବାକୁ ହେବ ।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବ୍ୟାଙ୍କ୍ ଲକର ଯାଞ୍ଚ କରିଛି CBI । ସିସୋଦିଆଙ୍କ ଉପସ୍ଥିତିରେ ଲକର ଯାଞ୍ଚ କଲା ସିବିଆଇ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇର ଛାନ୍ଭିନ୍ ।
ଦୁଇ ତୃତୀୟାଂଶ ଫ୍ଲାଟ୍ ବୁକ୍ କରିସାରିଥିଲେ ଗ୍ରାହକ । ଏହି ସମସ୍ତ ଗ୍ରାହକଙ୍କୁ ସେମାନଙ୍କ ମୂଳ ଟଙ୍କା ସୁଧ ସମେତ ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।