/odishatv-khabar/media/post_attachments/uploadimage/library/16_9/16_9_0/Panchang__1741748449.jpg)
Panchang
ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର
ଚନ୍ଦ୍ର- ମେଷ ରାତ୍ରି ୦୨.୫୩ ଗତେ ବୃଷ
ତିଥି- ପ୍ରତିପଦ ରାତ୍ରି ୦୯.୧୧ ଗତେ ୨ୟା
ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୨.୫୩ ଗତେ ବିଛା ରାଶିର
ଘାତବାର- ମିଥୁନ ରାଶିର
ପୁଷ୍କରଦୋଷ- ରାତ୍ରି ୦୯.୧୧ ଗତେ ୧-ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୯.୩୭ ଗତେ ୨ପାଦ -ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ
ଶୁଭ ସମୟ-
ପ୍ରାତଃ- ୦୫.୨୩ ରୁ ୦୬.୫୮
ଦିବା- ୧୦.୨୮ ରୁ ୦୧.୦୦
ଦିବା- ୦୪.୨୯ ରୁ ୦୫.୧୪
ସନ୍ଧ୍ୟା- ୦୬.୫୦ ରୁ ୦୯.୦୫
ରାତ୍ରି- ୧୧.୪୩ ରୁ ୦୨.୨୨
ଅଶୁଭ ସମୟ-
ରାହୁକାଳ- ପ୍ରାତଃ ୦୬.୫୮ ରୁ ୦୮.୩୩
କାଳବେଳା- ପ୍ରାତଃ ୦୬.୫୮ ରୁ ୦୮.୩୩
ବାରବେଳା- ଦିବା ୦୨.୫୪ ରୁ ୦୪.୨୯
କାଳରାତ୍ରି- ରାତ୍ରି ୧୦.୧୯ ରୁ ୧୧.୪୩
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)