• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "18" result for "ଫାଉଣ୍ଡେସନ" in https://otvkhabar.in

amit shah
ଇଶା ଫାଉଣ୍ଡେସନରେ ଅମିତ୍ ଶାହ

ଇଶା ଫାଉଣ୍ଡେସନରେ ଅମିତ୍ ଶାହ କୋଏମ୍ୱାଟୁରର ଇଶା ଫାଉଣ୍ଡେସନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ।

Isha Foundation case
ଇଶା ଫାଉଣ୍ଡେସନ ରେଡ୍, ପୋଲିସ ଉପରେ ବାଜିଲା ସୁପ୍ରିମକୋର୍ଟଙ୍କ ଛାଟ!

ସଦଗୁରୁ ଜଗ୍ଗି ବାସୁଦେବଙ୍କ ଈଶା ଫାଉଣ୍ଡେସନରେ ପୋଲିସ ରେଡ୍ । ମାଡ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ରେଡ୍ ପାଇଁ ଅନୁମତି ଦେବା ପରେ ପ୍ରାୟ ୧୫୦ ପୋଲିସ କର୍ମୀ ଅକ୍ଟୋବର ପହିଲାରେ କୋଏମ୍ବାଟୁର ସ୍ଥିତ ସଦଗୁରୁଙ୍କ ଈଶା ଫାଉଣ୍ଡେସନରେ ଏଣ୍ଟ୍ରି ମାରିଥିଲେ ।

scholarship
ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସ୍କଲାରସିପ୍, ୬ ଜଣଙ୍କୁ ମିଳିଲା ଘନଶ୍ୟାମ ଦାସ ମେଧାବୃତ୍ତି

ସ୍କଲାରସିପ୍‌ ପ୍ରଦାନ କରାଯାଇଥିବା ୬ ଜଣ ଛାତ୍ରଛାତ୍ରୀ ହେଲେ ପ୍ରିୟାଂଶୁ ପଣ୍ଡା, ହିମାଂଶୁ ଶେଖର ପାତ୍ର, ପ୍ରସନ୍ନ କୁମାର, ଅଭିପ୍ସା ଚୌଧୁରୀ ଏବଂ ପ୍ରିୟଙ୍କା ଦଳାଇ ।

Shambhavi Puraskar
ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସମ୍ଭାବୀ ପୁରସ୍କାର ପାଇଲେ ରଣଜିତ୍ ମାଝୀ

ସୁନ୍ଦରଗଡ଼ ଜିଲ୍ଲାର ୧୧୨ଟି ଗାଁର ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରତି ସଶକ୍ତ କରିଥିଲେ ରଣଜିତ୍। ପରିବେଶ ସଂରକ୍ଷଣ ଓ ପୁନଃଦ୍ଧାର କ୍ଷେତ୍ରରେ ବି ସେ ପ୍ରୋତ୍ସାହିତ କରିଛନ୍ତି।

Parliament
ଇନଫୋସିସ ଫାଉଣ୍ଡେସନ ମୁଖ୍ୟ ରାଜ୍ୟସଭାକୁ ମନୋନୀତ, ବିଭିନ୍ନ କ୍ଷେତ୍ରରେ ରହିଛି ଅବଦାନ

ପ୍ରସିଦ୍ଧ ଶିଳ୍ପପତି ତଥା ଇନଫୋସିସର ଚେୟାରମ୍ୟାନ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଇନଫୋସିସର ଫାଉଣ୍ଡେସନ ହେଡ ଅଛନ୍ତି ସୁଧା ମୂର୍ତ୍ତି ।

IMFA
ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ପାଇଁ ଚୟନ ଛାତ୍ରଛାତ୍ରୀ ସମ୍ମାନିତ

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଇଞ୍ଜିନିଅରିଂ, ମେଡିସିନ୍ ଏବଂ ଉଦାରବାଦୀ କଳା କ୍ଷେତ୍ରରେ ପେସାଦାର ଡିଗ୍ରୀ ହାସଲ କରିବା ପାଇଁ ପ୍ରତିବର୍ଷ ୬ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଏ । ଏହି ବୃତ୍ତି ଅନ୍ତର୍ଗତ ଏକାଡେମିକ୍ ଫି’ର ୯୦ ପ୍ରତିଶତ ଓ ୪ ବର୍ଷ ମଧ୍ୟରେ ହେବାକୁ ଥିବା ଅନ୍ୟ ଖର୍ଚ୍ଚକୁ ମିଶାଇ ପ୍ରତି ବୃତ୍ତିଧାରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଏ ।

IMFA
ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ପାଇଁ ଚୟନ ଛାତ୍ରଛାତ୍ରୀ ସମ୍ମାନିତ

୨୦୨୨-୨୩ ଶିକ୍ଷା ବର୍ଷରେ ୩ ଜଣ ବୃତ୍ତିଧାରୀ ବିଭିନ୍ନ ଆଇଆଇଟି ଏବଂ ଅନ୍ୟ ୩ ଜଣ ଏନଆଇଟି ରାଉରକେଲା, ଭିସୁଟ୍ ବୁର୍ଲା ଓ ଏମକେସିଜି ମେଡିକାଲ କଲେଜରେ ଶିକ୍ଷା ଲାଭ କରୁଛନ୍ତି।

Swapna foundation celebrates ‘Pahili Raja’
ସ୍ୱପ୍ନ ଫାଉଣ୍ଡେସନ ପକ୍ଷରୁ ରଜ ଉତ୍ସବ ପାଳନ

ସ୍ୱପ୍ନ ଫାଉଣ୍ଡେସନ ପକ୍ଷରୁ ରଜ ଉତ୍ସବ ପାଳନ । ନୂଆ ପୋଷାକ, ପିଠା ମିଠା ସହ ରଜ ଆସର । ଜଙ୍ଗଲ ଘେରା ବାଞ୍ଚିଆମା ଅଦିବାସୀ ବସ୍ତିରେ ପାଳନ କରାଯାଉଛି ରଜ ।

Holi
ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହୋଲି ଉତ୍ସବ ପାଳିତ

ଆଜି ରଙ୍ଗର ପର୍ବ ହୋଲି । ଏହି ଅବସରରେ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହୋଲି ଉତ୍ସବ ପାଳିତ ହୋଇଛି । ରଙ୍ଗର ପର୍ବ ହୋଲିକୁ ଧୁମଧାମରେ ପାଳନ କରିଛନ୍ତି ସ୍ୱପ୍ନା ଫାଉଣ୍ଡେସନ ସଦସ୍ୟ । ଏହି ଉତ୍ସବରେ ବଲିଉଡ୍ ଅଭିନେତ୍ରୀ ଅମ୍ରିତା ରାଓ ସାମିଲ ହୋଇଥିଲେ ।

Rajiv Gandhi Foundation
'ରାଜୀବ ଗାନ୍ଧୀ ଫାଉଣ୍ଡେସନ'ର FCRA ଲାଇସେନ୍ସ ବାତିଲ, ହୋଇପାରେ ସିବିଆଇ ଯାଞ୍ଚ

ଗାନ୍ଧୀ ପରିବାର ସହ ଜଡିତ ଏକ ସଂସ୍ଥା ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

Mughal Gardens
JSW ଫାଉଣ୍ଡେସନ କରିବ ମୋଗଲ ଗାର୍ଡେନର ରକ୍ଷଣା ବେକ୍ଷଣ

କାଶ୍ମୀରରେ ଥିବା ଦୁଇଟି ମୋଗଲ ଗାର୍ଡେନର ରକ୍ଷଣା ବେକ୍ଷଣ କାମର ତଦାରଖ କରିବ ମୁମ୍ବାଇର JSW ଫାଉଣ୍ଡେସନ । ଏନେଇ ଜାମ୍ମୁ ଓ କାଶ୍ମୀର ପ୍ରଶାସନ ସହ JSW ଫାଉଣ୍ଡେସନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମୋଗଲ ଗାର୍ଡେନର ଇନଚାର୍ଜ ଥିବା ଜାଭେଦ୍ ଅହମ୍ମଦ ମସୋଦି ଏହି ସୂଚନା ଦେଇଛନ୍ତି ।

Ghanashya Das Award
ବଂଶୀଧର ଓ ଇଲା ଫାଉଣ୍ଡେସନ ପକ୍ଷରୁ ୬ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି

ଇମ୍ଫାର ବଂଶୀଧର ଓ ଇଲା ଫାଉଣ୍ଡେସନ ପକ୍ଷରୁ ୬ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ଦିଆଯାଇଛି । ଉଚ୍ଚତର ଶିକ୍ଷାପାଇଁ ପ୍ରଫେସର ଘନଶ୍ୟାମ ଦାଶ ମେଧାବୃତ୍ତି ନାମରେ ନାମିତ ଏହି ଛାତ୍ରବୃତ୍ତିକୁ ଭର୍ଚୁଆଲ ମୋଡରେ ପ୍ରଦାନ କରାଯାଇଥିଲା  ।

ajemi
ପିଏମ୍‌ କେୟାର୍ସ ଫଣ୍ଡକୁ ଅଜିମ ପ୍ରେମଜୀ ଫାଉଣ୍ଡେସନ ଓ ୱିପ୍ରୋ ଦେଲେ ୧୧୨୫ କୋଟି ଟଙ୍କା

ନୂଆଦିଲ୍ଲୀ: ରତନ ଟାଟା ପରେ ଦେଶର ଆଉଜଣେ ପ୍ରତିଷ୍ଠିତ ବ୍ୟବସାୟୀ କରୋନା ମୁକାବିଲା ପାଇଁ ସରକାରଙ୍କୁ ସହାୟତା ହାତ ବଢ଼ାଇଛନ୍ତି। ୱିପ୍ରୋ ଇଣ୍ଟରପ୍ରାଇଜେସ୍‌ର ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ୍‌ ପକ୍ଷରୁ ପିଏମ୍‌ କେୟାର୍ ଫଣ୍ଡକୁ ୧୧୨୫ କୋଟି ଟଙ୍କା ଦାନ କରିଛନ୍ତି। ଏହି ୧୧୨୫ କୋଟି ଟଙ୍କା ମଧ୍ୟରୁ ୱିପ୍ରୋ ଲିଃ ୧୦୦ କୋଟି, ୱିପ୍ରୋ ଇଣ୍ଟରପ୍ରାଇଜେସ ୨୫ କୋଟି ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ ୧ ହଜାର କୋଟି ଟଙ୍କା ଦେବେ। କରୋନା ପାଇଁ ଆବଶ୍ୟକ […]

odisha
ଏହି ୩ ସାହିତ୍ୟିକଙ୍କୁ ମିଳିବ ତପସ୍ୟା ଫାଉଣ୍ଡେସନ୍‌ ସାହିତ୍ୟ ପୁରସ୍କାର- ୨୦୧୯

ଭୁବନେଶ୍ୱର: ଭୁବନେଶ୍ୱର ତପସ୍ୟା ଫାଉଣ୍ଡେସନ୍‌ ପକ୍ଷରୁ ୨୦୧୯ ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ନାଟ୍ୟକାର ଓ ଅଭିନେତା ନାରାୟଣ ଚନ୍ଦ୍ର ମହାପାତ୍ରଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୧୯’, ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକତା ଓ ସାହିତ୍ୱର ବଳିଷ୍ଠ ସ୍ୱର ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା ସୃଜନ ପୁରସ୍କାର-୨୦୧୯’ ଏବଂ ଯୁବ ଲେଖକ ଡିଲେଶ୍ୱର ରଣାଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୧୯’ରେ ସମ୍ମାନିତ କରାଯିବ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଏହି ୩ ଜଣ ସାହିତ୍ୟିକଙ୍କୁ ମୋଟ୍‌ […]

nba
ଭାରତରେ ଏନ୍‌ବିଏକୁ ସ୍ୱାଗତ କଲା ରିଲାଏନ୍ସ ଫାଉଣ୍ଡେସନ

ମୁମ୍ବାଇ: ମୁମ୍ବାଇ ସ୍ଥିତ ନ୍ୟାସନାଲ୍‌ ସ୍ପୋଟର୍ସ କ୍ଲବ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ସିଆଇ) ଡୋମ୍‌ ଠାରେ ୧୦ ରୁ ୧୬ ବର୍ଷ ବୟସର ବାଳକ ବାଳିକାଙ୍କ ଗହଣରେ ନ୍ୟାସନାଲ୍‌ ବାସ୍କେଟ୍‌ବଲ୍‌ ଆସୋସିଏସନ୍‌(ଏନ୍‌ବିଏ)ର ଐତିହାସିକ ମ୍ୟାଚ୍‌ ଆୟୋଜିତ ହୋଇଛି। ଗତ ଶୁକ୍ରବାର ଦିନ ଏହି ମ୍ୟାଚ୍‌ ଆୟୋଜିତ ହୋଇଥିଲା। ଏହି ଅବସରରେ ଆମେରିକାର ହାଇପ୍ରୋଫାଇଲ ବାସ୍କେଟ୍‌ ବଲ୍‌ ଲିଗ୍‌ ଏନ୍‌ବିଏର ଦୁଇ ଦଳ ଇଣ୍ଡିଆନ୍‌ ପେସର୍ସ ଓ ସାକ୍ରାମେଣ୍ଟୋ କିଙ୍ଗ୍ସ ପରସ୍ପରକୁ ଭେଟିଥିଲେ। ୧୦ରୁ ୧୬ ବର୍ଷର ବାଳକ ଓ […]

immfa
ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଚୌଦ୍ୱାର ଇମ୍ପାରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଚୌଦ୍ୱାର ରୂପଯାତ୍ରା ପଡିଆ ନିକଟରେ ଏକ ମେଗା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଥିଲା। ପବ୍ଲିକ ୱାଲଫେୟାର ସୋସାଇଟିର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁରୋଗ, ଚର୍ମରୋଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ଭେଷଜ ବିଭାଗର ୫ଜଣ ଡାକ୍ତର ଯୋଗ ଦେଇଥିଲେ। ଏଥିରେ ଅଞ୍ଚଳର ୫୮୦ ଜଣ ରୋଗୀଙ୍କୁ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା। ସେହିଭଳି […]

students
ସେଣ୍ଟ୍ରାଲ୍‌ ୟୁନିଭର୍ସିଟି ଫାଉଣ୍ଡେସନ୍‌ ଡେ’ କୁ ବର୍ଜନ

କୋରାପୁଟ: କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟି ଫାଉଣ୍ଡେସନ ଡେ’କୁ ବର୍ଜନ କଲେ ଛାତ୍ରଛାତ୍ରୀ। ବିଶ୍ୱବିଦ୍ୟାଳୟରେ ୧୦ମ ଫାଉଣ୍ଡେସନ ଡେ’ ପାଳନ କରାଯାଉଥିବା ବେଳେ ଛାତ୍ରଛାତ୍ରୀ କଳାବ୍ୟାଜ୍‌ ପିନ୍ଧି ଏହାକୁ ବର୍ଜନ କରିବା ସହ ହଷ୍ଟେଲ୍‌ଗୁଡ଼ିକର ଗେଟରେ କଳା ପତାକା ଲଗାଇଥିଲେ। ପୂର୍ବରୁ ଲାଗି ରହିଥିବା ବିବାଦ ତଥା ୬୦ ଦଫା ଦାବି ନେଇ କୌଣସି ପ୍ରତିଶ୍ରୁତି ପାଳନ ହୋଇନଥିବାରୁ ଫାଉଣ୍ଡେସନ ଡେ’ ବର୍ଜନ କରିଥିଲେ। ଛାତ୍ରଛାତ୍ରୀ ଏକ ରାଲିରେ ଆସି ଫାଉଣ୍ଡେସନ ଡେ’ ପାଳନ ହେଉଥିବା ସ୍ଥାନରେ ଧାରଣାରେ […]

RELIANCE
୧୦୦୦ ଶିକ୍ଷକଙ୍କୁ “ରିଲାଏନ୍ସ ଫାଉଣ୍ଡେସନ୍‍ ଶିକ୍ଷକ ସମ୍ମାନ” ପ୍ରଦାନ

ମୁମ୍ବାଇ : ସେଣ୍ଟର ଫର ଟିଚର୍ସ ଆକ୍ରିଡିଟେସନ୍‍ (ସେଣ୍ଟା) ପକ୍ଷରୁ ଆୟୋଜିତ ଟିଚିଙ୍ଗ୍‍ ପ୍ରଫେସନାଲ୍‍ ଅଲମ୍ପିଆଡ୍‍ (ଟିପିଓ)୨୦୧୮ରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଏକ ହଜାର ଶିକ୍ଷକଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍‍ ପକ୍ଷରୁ ‘ରିଲାଏନ୍ସ ଫାଉଣ୍ଡେସନ୍‍ ଶିକ୍ଷକ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଏହି ୧୦୦୦ ଶିକ୍ଷକଙ୍କ ଭିତରୁ ଯେଉଁମାନେ ସେଣ୍ଟା ଟିପିଓ ୨୦୧୮ର ବିଜେତା ଘୋଷିତ ହୋଇଛନ୍ତି ସେମାନଙ୍କୁ ୟୁନେସ୍କୋ, ୟୁନିସେଫ, ସିବିଏସ୍‍ଇ ବୋର୍ଡ ପ୍ରତିନିଧିଙ୍କ ଦ୍ୱାରା ସମ୍ମାନିତ କରାଯାଇଛି । ଏହା ସହିତ ଜାତୀୟ ସ୍ତରରେ ସେଣ୍ଟା- […]