୯୨ ବର୍ଷ ବୟସରେ ରମାକାନ୍ତଙ୍କ ବିୟୋଗ ସହ ଆଧୁନିକ ଓଡ଼ିଆ ସାହିତ୍ୟରେ ଏକ ଯୁଗର ଅବସାନ ଘଟିଛି । ବିଦେଶରେ ଥିବା ଏକମାତ୍ର ପୁଅ ଆସି ପହଞ୍ଚିବା ପରେ ଆସନ୍ତାକାଲି ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ । ରମାକାନ୍ତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିବା ସହ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥର ବଡ଼ ଓଷାରେ ଜାଣିବା ଆସନ୍ତୁ ବଡ଼ ଓଷା ପଛରେ କି କି କିମ୍ବଦନ୍ତୀ ରହିଛି, ଏଥିରେ ଶିବଙ୍କୁ କାହିଁକି ପୂଜା କରାଯାଏ ଓ ଧବଳେଶ୍ଵର ଶିବଙ୍କ ସହ ଏହାର ସମ୍ପର୍କ କ'ଣ ?
୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ଜନ୍ମାଷ୍ଟମୀ ଦିନ ଭଗବାନ କୃଷ୍ଣଙ୍କୁ ରାତିରେ ପୂଜା କରାଯାଏ ବୋଲି ବିଶ୍ୱାସ କରାଯାଏ। କୁହାଯାଏ ଭଗବାନ କୃଷ୍ଣ ରାତିରେ ଜନ୍ମ ହୋଇଥିଲେ, ସେଥିପାଇଁ ତାଙ୍କୁ ରାତିରେ ପୂଜା କରାଯାଏ। ତେବେ ସେ ଜନ୍ମ ହେବାକୁ ରାତି କାହିଁକି ବାଛିଲେ ଆସନ୍ତୁ ଜାଣିବା।
ଟି-୨୦ ବିଶ୍ୱକପ୍ ବିଜୟ ସହ ପ୍ରଶଂସକଙ୍କ ପାଇଁ ବିରାଟ ଝଟକା । ଟି-୨୦ ଫର୍ମାଟରୁ ଅବସର ଘୋଷଣା କଲେ ରନ ମେସିନ ବିରାଟ କୋହଲି ଓ ହିଟ୍ ମ୍ୟାନ ରୋହିତ ଶର୍ମା ।
ଭାରତ ପଇଁ ୧୯୬୭ରୁ ୧୯୭୯ ପର୍ଯ୍ୟନ୍ତ ୬୭ଟି ଟେଷ୍ଟ ମ୍ୟାଚ ଖେଳି ସେ ୨୬୬ଟ ୱିକେଟ୍ ଅକ୍ତିଆର କରିଥିଲେ । ଏମିତିକି ତାଙ୍କ ଅଧିନାୟକତ୍ୱରେ ଭାରତ ଟେଷ୍ଟ ମ୍ୟାଚରେ ବି ବିଜୟୀ ହୋଇଥିଲା ।
କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଆଜି ଜନ୍ମଦିନ। ୨୦୧୨ ମସିହାରୁ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କ୍ରୀଡା ଦିବସ ବା ନ୍ୟାସନାଲ୍ ସ୍ପୋର୍ଟର୍ସ ଡେ’ ଭାବେ ପାଳନ କରାଯାଉଛି।
ରବୀନ୍ଦ୍ର ସଂଗୀତର କିମ୍ବଦନ୍ତୀ ଗାୟିକା ସୁମିତ୍ରା ସେନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଗାୟିକାଙ୍କ ଝିଅ ଶ୍ରାବଣୀ ସେନ୍ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।
ଦୁଇ କିମ୍ବଦନ୍ତୀ ଖେଳାଳି - କ୍ରିକେଟର୍ ସଚିନ ତେନ୍ଦୁଲକର ଓ ଫୁଟ୍ବଲର୍ ଲିଓନେଲ୍ ମେସୀଙ୍କ ସବୁଠାରୁ ବଡ଼ ଉପଲବ୍ଧି ମଧ୍ୟରେ ସମାନତାକୁ ନେଇ ଏବେ ଚର୍ଚ୍ଚା। କ୍ୟାରିଅର୍ରେ ବ୍ୟାପକ ସଫଳତା ସତ୍ତ୍ୱେ ଉଭୟ ତେନ୍ଦୁଲକର ଓ ମେସୀଙ୍କର ଏକ ଅଧୁରା ସ୍ୱପ୍ନ ରହିଥିଲା - ଦୁହେଁ ବିଶ୍ୱକପ୍ ଟ୍ରଫି ଜିତି ନ ଥିଲେ। କିନ୍ତୁ ଉଭୟ ନିଜ ନିଜ ଶେଷ ବିଶ୍ୱକପ୍ରେ ଏହି ସ୍ୱପ୍ନକୁ ସାକାର କରିଥିଲେ।
ଆଜି ପବିତ୍ର ମହାଳୟା ଅମାବାସ୍ୟା ସହ ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ। ପିତୃକୂଳ ଓ ମାତୃକୁଳକୁ ଆଜି ପୁଅମାନେ ପିଣ୍ଡଦାନ କରିଥାନ୍ତି । ଯେଉଁମାନେ ତାଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନଥିଲେ ସେମାନେ ଆଜି ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ତେବେ ଆସନ୍ତୁ ଜାଣିନେବା ଏହା ପଛରେ କ’ଣ ରହିଛି ପୌରାଣିକ କାରଣ।
ଗଞ୍ଜାମ ଜିଲ୍ଲା ପାଲୁରୁ ନିକଟସ୍ଥ ଝାଟିପଦର ଓ ରଘୁନାଥପୁର ଗାଁ ମଝିରେ ଅବସ୍ଥିତ ଶିଖରେଶ୍ୱର ପାହାଡ଼ । ଲୋକଙ୍କ କହିବା ଅନୁସାରେ ପାହାଡ଼ ଶୀର୍ଷରେ ଥିବା ଏକ ଶିବ ଲିଙ୍ଗ ପ୍ରତ୍ୟେକ ବର୍ଷ ବଢି ବଢି ଚାଲିଛି
ସ୍ପ୍ରିଣ୍ଟ କୁଇନ୍ ପିିଟି ଉଷା ମଧ୍ୟ ଟୁଇଟ୍ କରିଛନ୍ତି ଯେ, ୩୭ ବର୍ଷ ପରେ ମୋ ଅପୂରଣୀୟ ସ୍ବପ୍ନ ସାକାର ହେଲା। ମିଲଖା ସିଂ ଓ ପିଟି ଉଷା ଆଥଲେଟିକ୍ସରେ ଅଲିମ୍ପିକ୍ସ ପଦକର ଅତି ନିକଟକୁ ଆସି ମଧ୍ୟ ଏହାକୁ ହାସଲ କରିବାରେ ସଫଳ ହୋଇନଥିଲେ।
ପର୍ବତ ଉପରେ ରହିଛି ଅନେକ ଛୋଟ ବଡ଼ ଗୁମ୍ଫା । ଗୁମ୍ଫା ଭିତରେ ଅଛି ଶିବ ଲିଙ୍ଗ, ଯାହାକୁ କୋଟେଶ୍ୱର ମହାଦେବଙ୍କ ନାମରେ ନାମିତ କରାଯାଇଛି । ଏହାସହ ପର୍ବତର ବିଭିନ୍ନ ସ୍ଥାନରେ ରହିଛି ଦେବଦେବୀଙ୍କ ପ୍ରତିମୂର୍ତ୍ତି । କିନ୍ତୁ ଗମନାଗମନର ସୁବିଧା ନଥିବା କାରଣରୁ ମହାଦେବଙ୍କୁ ଦର୍ଶନ କରିବା ତ ଦୂରର କଥା ପ୍ରତିଦିନ ପୂଜା ମଧ୍ୟ ହୋଇପାରୁ ନାହିଁ
ମୁମ୍ବାଇ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କୁ ପୁଣିଥରେ କ୍ରିକେଟ୍ ମଇଦାନରେ ଦେଖିବାକୁ ମିଳିବ। ଆସନ୍ତାବର୍ଷ ଭାରତରେ ସଡ଼କ ସୁରକ୍ଷା ଅବସରରେ ୱାର୍ଲ୍ଡ ସିରିଜ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏହି ଟି-୨୦ ଟୁର୍ଣ୍ଣାମେଣ୍ଟରେ ପାଞ୍ଚଟି ଦେଶର ଯଥା ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜର ଅବସରପ୍ରାପ୍ତ ଖେଳାଳି ଭାଗ ନେବେ। ଭାରତର ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରାଙ୍କ ବ୍ୟତୀତ ବୀରେନ୍ଦ୍ର ସେହୱାଗ, ଅଷ୍ଟ୍ରେଲିଆର ବ୍ରେଟ୍ ଲି’, ଶ୍ରୀଲଙ୍କାର ତିଲକରତ୍ନେ ଦିଲସାନ୍ […]
ତାଙ୍କ ନାଁ ଶୁଣିଲେ ଆଖି ଆଗରେ ନାଚିଯାଏ ଏକ କୌତୁକିଆ, ରସିକିଆ ମଣିଷର ଥଟ୍ଟା, ମଜ୍ଜା। ମନେ ପଡିଯାଏ ପ୍ରଖର ବୁଦ୍ଧି ସମ୍ପନ୍ନ ଜଣେ ବ୍ୟକ୍ତିଙ୍କ ବାକ୍ଚାତୁରୀ। ପିଲାଙ୍କ ଗପପେଡ଼ିର ଏକ ଚିରସବୁଜ ନାୟକ ସେ। ସେ ହେଉଛନ୍ତି ଗୋପାଳ ଭାଣ୍ଡ । କିଏ ଏହି ଗୋପାଳ ଭାଣ୍ଡ ? କେଉଁଠି ତାଙ୍କ ଘର ? କେଉଁଠି ରହିଛି ତାଙ୍କର ଅସ୍ତିତ୍ୱ ? ଗୋପାଳ ଭାଣ୍ଡଙ୍କ ଅସ୍ତିତ୍ୱକୁ ନେଇ […]
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ପୁଲେଲା ଗୋପୀଚାନ୍ଦ। ଓଡ଼ିଶା-ସାଇ ରିଜିଓନାଲ ବ୍ୟାଡମିଣ୍ଟନ ଏକାଡେମୀ ଏବଂ ପୁଲେଲା ଗୋପୀଚାନ୍ଦ ଫାଉଣ୍ଡସେନ ସହ MOU ସ୍ୱାକ୍ଷର ପାଇଁ ସେ ଭୁବନେଶ୍ୱର ଆସିଛନ୍ତି। କ୍ରୀଡ଼ା ବିଭାଗ ସହିତ ଆଲୋଚନା ମଧ୍ୟ କରିବେ। ଏହା ସହିତ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ଏସିଆନ ଆଥଲେଟିକସ ଚାମ୍ପିୟନସିପର କଫି ଟେବୁଲ ବୁକର ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ବ୍ୟାଡମିଣ୍ଟନ ପ୍ରତିଭାମାନଙ୍କୁ ଖୋଜି ବାହାର କରିବା ପାଇଁ ଉଦ୍ୟମ କରିବେ ବୋଲି ଗୋପୀଚାନ୍ଦ […]
ନୂଆଦିଲ୍ଲୀ: ୧୯୮୩ ବିଶ୍ୱକପ ବିଜେତା ଭାରତର କ୍ରିକେଟ୍ କିମ୍ବଦନ୍ତି କପିଲ ଦେବଙ୍କୁ ହୃଦଘାତ ଶିକାର ହୋଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଆଞ୍ଜିଓପ୍ଲାଷ୍ଟିକ୍ ଚିକିତ୍ସା ପୂର୍ବରୁ ତାଙ୍କ ହାର୍ଟଆଟାକ ହୋଇଛି। ତେବେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ୬୧ ବର୍ଷୀୟ କପିଲଙ୍କୁ ହୃଦ୍ଘାତ ହୋଇଥିବା ଖବର ଆସିବା ପରେ କ୍ରିକେଟ ଜଗତରୁ ଆରୋଗ୍ୟ କାମନାର ସୁଆ ଛୁଟିଛି। କପିଲଙ୍କ ଅସୁସ୍ଥତା ନେଇ ପୂର୍ବତନ କ୍ରିକେଟର ମଦନ ଲାଲ୍ ସୁଚନା ଦେଇଥିଲେ। କପିଲ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ […]
ଚଣ୍ଡୀଗଡ଼ : ଆରପାରିରେ କିମ୍ବଦନ୍ତୀ ଧାବକ ମିଲଖା ସିଂହ । ପ୍ରାୟ ମାସେ ଧରି କରୋନା ସହ ଯୁଦ୍ଧ କରିବା ପରେ ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ନିଧନ ହୋଇଛି । ଚଳିତ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କ ପତ୍ନୀ…