• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "729" result for "ଦୋଳ" in https://otvkhabar.in

Chilika People Protest
ଚିଲିକା ପାଣି ଭିତରେ ପଶି ଆନ୍ଦୋଳନ କଲେ ଲୋକେ !

ପାଣି ଭିତରେ ପଶି ଆନ୍ଦୋଳନ କଲେ ଲୋକେ । ବାରମ୍ବାର ସରକାରଙ୍କୁ ତଥା ସ୍ଥାନୀୟ ପ୍ରଶାସନକୁ ନେହୁରା ହେବା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା । ଶେଷରେ ବାଧ୍ୟ ହୋଇ ଏକ ନିଆରା ଆନ୍ଦୋଳନ ପନ୍ଥା ଆପଣାଇଲେ ଗ୍ରାମବାସୀ । 

mla
ରେଳପଥ ନିର୍ମାଣ ଦାବିରେ ରେଳ ଲାଇନ୍‌ରେ ଶୋଇ ଆନ୍ଦୋଳନ କଲେ ବିଧାୟକ

ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ବିମଳଗଡ଼-ତାଳଚେର ରେଳପଥ ନିର୍ମାଣ ଦାବି ରେଳ ଲାଇନ୍‌ରେ ଶୋଇ ଆନ୍ଦୋଳନ କଲେ ବିଧାୟକ ରେଳପଥ ନିର୍ମାଣ ନହେଲେ ମାଲ ପରିବହନ କରାଇ ନଦେବାକୁ ଚେତାବନୀ ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ବିମଳଗଡ଼-ତାଳଚେର ରେଳପଥ ନିର୍ମାଣ ଦାବିରେ ରେଳ ଲାଇନ୍‌ରେ ଶୋଇ ଆନ୍ଦୋଳନ କରିଛନ୍ତି ବିଧାୟକ ଲକ୍ଷ୍ମଣ ମୁଣ୍ଡା। ବିମଳଗଡ଼-ତାଳଚେର ସଂଗ୍ରାମ ସମିତି ପକ୍ଷରୁ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ଶତାଧିକ ସିପିଆଇଏମ୍ କର୍ମୀ ବିମଳଗଡ଼ଠାରେ ରେଳ ରୋକ କରିଥିଲେ। ରେଳପଥ […]

photo
କୃଷକ ଆନ୍ଦୋଳନ: ଚାପରେ ଆସି ଟ୍ୱିଟ୍‌ କରିଛନ୍ତି କି ସଚିନ ? ତଦନ୍ତ କରିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ: କୃଷକ ଆନ୍ଦୋଳନ ଉପରେ କ୍ରିକେଟର୍‌ ଓ ସିନେ ଷ୍ଟାର ଟ୍ୱିଟ୍ କରିବା ପରେ ବିବାଦ ବଢ଼ିବାରେ ଲାଗିଛି। ଏନେଇ ମହାରାଷ୍ଟ୍ର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେଲିବ୍ରିଟିମାନେ ଚାପରେ ପଡ଼ି  ଟ୍ୱିଟ୍ କରିଛନ୍ତି କି ନିଜ ଇଚ୍ଛାରେ ସେମାନେ ଟ୍ୱିଟ୍ କରିଛନ୍ତି ସେନେଇ ତଦନ୍ତ ହେବ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି। ସେ କହିଛନ୍ତି ଯେ ଅବସରପ୍ରାପ୍ତ କ୍ରିକେଟର ସଚିନ ତେନ୍ଦୁଲକର, ଆକ୍ଟର ଅକ୍ଷୟ କୁମାର, ଏବଂ ସାଇନା ନେହୱାଲଙ୍କ ଭଳି କ୍ରୀଡ଼ା […]

salman-khan
କୃଷକ ଆନ୍ଦୋଳନ ନେଇ ମୁହଁ ଖୋଲିଲେ ସଲମାନ ଖାନ

ମୁମ୍ବାଇ: କୃଷକ ଆନ୍ଦୋଳନକୁ ନେଇ ବଲିଉଡ୍, ହଲିଉଡ୍ କିମ୍ବା କ୍ରୀଡ଼ା ଜଗତ ନିଜ ନିଜର ପ୍ରତିକ୍ରିୟା ଦେବା ପରେ ଏହି ବିଷୟରେ ନିଜର ମତ ରଖିଛନ୍ତି ବଲିଉଡ୍‌ ଦବଙ୍ଗ ଖାନ ସଲମାନ ଖାନ। ଗୁରୁବାର ଏକ ମ୍ୟୁଜିକ ରିୟାଲିଟି ଶୋ’ର ଲଞ୍ଚ ଇଭେଣ୍ଟ ଯୋଗ ଦେବା ବେଳେ ସଲମାନଙ୍କୁ କୃଷକ ଆନ୍ଦୋଳନ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ଦେଇ ସଲମାନ କହିଥିଲେ ଯାହା ଠିକ୍ ତାହା ହେବା ଉଚିତ୍। ଗୁରୁବାର ମୁମ୍ବାଇର ଏକ ମ୍ୟୁଜିକ୍‌ ଶୋ’ […]

Greta-Thunberg
ଗ୍ରେଟା ଚାଷୀ ଆନ୍ଦୋଳନ ସମ୍ପର୍କିତ ଟୁଲ୍‌କିଟ୍‌ ଶେୟାର କରିବା ପରେ ଦିଲ୍ଲୀ ପୋଲିସର ମାମଲା

ନୂଆଦିଲ୍ଲୀ: ଭାରତର ଚାଷୀ ଆନ୍ଦଳନକୁ ସମର୍ଥନ କରି ସ୍ୱିଡେନ୍‌ର ୧୮ ବର୍ଷିୟା ପରିବେଶବିତ୍ ଗ୍ରେଟା ଥନବର୍ଗ‌ ଆନ୍ଦୋଳନ ସମ୍ପର୍କିତ ଏକ ଟୁଲ୍‌କିଟ୍‌ ଶେୟାର କରିବା ପରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ। ଏ ନେଇ ଦିଲ୍ଲୀ ପୋଲିସ ସ୍ପେଶାଲ କମିଶନର ପ୍ରବୀର ରଂଜନ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଟୁଲକିଟ୍ ଟୁଇଟ୍ ଜରିଆରେ ବିଷମଞ୍ଜି ବୁଣା ଯାଇଥିବା ଦିଲ୍ଲୀ ପୋଲିସ କହିଥିବା ବେଳେ ଏନେଇ ଦିଲ୍ଲୀ ସାଇବର ପୋଲିସ ପକ୍ଷରୁ ମାମଲାର ଯାଞ୍ଚ […]

cp
ଚାଷୀ ଆନ୍ଦୋଳନରେ ହିଂସା ନେଇ ଦିଲ୍ଲୀ ପୋଲିସ କମିଶନର କହିଲେ, ଚାଷୀ ନେତା ହିଁ ଦାୟୀ

ନୁଆଦିଲ୍ଲୀ: ଗତକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ପୋଲିସ କମିଶନର ଏସ୍‌ଏନ ଶ୍ରୀବାସ୍ତବ। ଏଥିପାଇଁ ଚାଷୀ ନେତାମାନେ ଦାୟୀ ବୋଲି ପୋଲିସ କମିଶନର କହିଛନ୍ତି। ଏନେଇ ସେ କହିଛନ୍ତି ଯେ ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ନ କରିବା ପାଇଁ ଚାଷୀ ନେତାଙ୍କୁ କହିଥିଲୁ। ମାତ୍ର ଚାଷୀ ନେତା ଜିଦ ଧରିବାରୁ ୫ ରାଉଣ୍ଡ କଥାବାର୍ତ୍ତା ହୋଇଥିଲା। ଚାଷୀ ନେତାଏ ଶାନ୍ତି ଶୃଙ୍ଖଳାର ସହ ରାଲି କରିବାକୁ ପ୍ରତିଶ୍ରୁତି […]

bsnl
ଦରମା ମିଳିନଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ BSNLର ଠିକା କର୍ମଚାରୀ

ବଲାଙ୍ଗିର: ବଲାଙ୍ଗିର BSNL କାର୍ଯ୍ୟାଳୟରେ ଉତ୍ତେଜନା। ଦଶ ମାସର ଦରମା ମିଳିନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଠିକା କର୍ମଚାରୀ। ଗତ ୧୭ ଦିନ ଧରି ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟକୁ ବନ୍ଦ କରି ଧାରଣାରେ ବସିଛନ୍ତି ଶ୍ରମିକ। ସକାଳୁ କାର୍ଯ୍ୟାଳୟ ଖୋଲିବାକୁ କର୍ମଚାରୀ ଓ ପୋଲିସ୍ ଫୋର୍ସ ପହଞ୍ଚି ଆନ୍ଦୋଳନକାରଙ୍କୁ ହଟାଇଥିଲେ। ଏହି ସମୟରେ ପୋଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କଥା କଟାକଟି ପରିସ୍ଥିତି ଉପୁଜିଥିଲା। ତେବେ ଅସ୍ଥାୟୀ ହେଲେ ଜିଲ୍ଲାରେ ଠପ୍ ହୋଇପଡ଼ିଛି ବିଏସ୍ଏନ୍ଏଲ୍ ସେବା। ଫଳରେ ଗ୍ରାହକ ବିଏସ୍ଏନ୍ଏଲ୍ […]

congress
୨୬ରେ ଆନ୍ଦୋଳନ କରିବେ ସମସ୍ତ ବିରୋଧୀ ଦଳ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ସମସ୍ତ ବିରୋଧୀ ଦଳ ଆନ୍ଦୋଳନ କରିବେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ। କଂଗ୍ରେସ ଏହି ଆନ୍ଦୋଳନର ନେତୃତ୍ୱ ନେଉଛି। କରୋନା ମୁକାବିଲା ଓ ଲୋକଙ୍କ ଜୀବନ ଜୀବିକା ସୁରକ୍ଷିତ ରଖିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ୧୩ଟି ବିରୋଧୀ ଦଳ । ୨୬ ତାରିଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଜ୍ୟପଳଙ୍କୁ ପ୍ରଦାନ କରାଯିବ। […]

ଓୱପଗୱୋପପୋୱୋକ
କରୋନା ସମୟରେ ନାମଲେଖାକୁ ବିରୋଧ କରି ଅଭିଭାବକ ମହାସଂଘର ଆନ୍ଦୋଳନ

ଭୁବନେଶ୍ୱର: ଜୁଲାଇ ୩୧ ପରେ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବାବେଳେ କରୋନା ମହାମାରୀ ସମୟରେ ନାମଲେଖାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଅଭାଭାବକ ମହାସଂଘ। ଏ ନେଇ ଭୁବନେଶ୍ୱର ଗାନ୍ଧି ପାର୍କରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ସଂଘ ଧାରଣା ଦେଇଛି। ସାରା ବିଶ୍ୱକୁ ଏବେ କରୋନା କବଳିତ କରିଥିବା ବେଳେ ଆଡମିଶନ କାହା ସ୍ୱାର୍ଥରେ ବୋଲି ଅଭିଭାବକ ମହାସଂଘ ପ୍ରଶ୍ନ କରିଛି। ଘରୋଇ ସ୍କୁଲଗୁଡ଼ିକର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣ […]

ritesh
ବାପାଙ୍କ ଜନ୍ମଦିନରେ ହୃଦୟକୁ ଆନ୍ଦୋଳିତ କଲା ଭଳି ଭିଡିଓ ଶେୟାର କଲେ ବଲିଉଡ୍‌ ଷ୍ଟାର୍‌ ରିତେଶ ଦେଶମୁଖ

ମୁମ୍ବାଇ: ସୋସିଆଲ ମିଡିଆରେ ହୃଦୟକୁ ଆନ୍ଦୋଳିତ କଲା ଭଳି ଭିଡିଓ ଶେୟାର କରିଛନ୍ତି ଅଭିନେତା ରିତେଶ ଦେଶମୁଖ। ନିଜ ପିତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଲାସରାଓ ଦେଶମୁଖଙ୍କ ଆଜି ୭୫ତମ ଜୟନ୍ତୀ। ଆଉ ଏହି ଅବସରରେ ସୋସିଆଲ ମିଡିଆରେ ସେ ଭାବବିହ୍ୱଳ ଭିଡିଓ ପୋଷ୍ଟ କରିଛନ୍ତି। ଭଡିଓରେ ବାପାଙ୍କର ଭଲପାଇବା ଶ୍ନେହଁକୁ ଖୁବ୍ ମନେ ପକାଇ ଭାବପ୍ରବଣ ହୋଇଛି ରିତେଶ। ବଲିଉଡ ସିଙ୍ଗର ସୋନୁ ନିଗମଙ୍କ ଏକ ଗୀତରେ ସେ ଏହି ଭିଡିଓ ଶୁଟ୍ କରିଛନ୍ତି। […]

ernakumal
ଘରକୁ ଫେରିବା ପାଇଁ ଆନ୍ଦୋଳନରତ ପ୍ରବାସୀ ଶ୍ରମିକଙ୍କୁ ପୁଲିସ୍‌ର ଲାଠି ମାଡ଼

ଏର୍ଣ୍ଣାକୁଲମ୍: କେରଳର ଏର୍ଣ୍ଣାକୁଲମ ଜିଲ୍ଲା କୁତାତୁକୁଲମ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଲାଠିମାଡ଼ କରିଛି ପୋଲିସ। ଘରକୁ ଫେରିବା ଲାଗି ଆନ୍ଦୋଳନ କରୁଥିବାବେଳେ ପୋଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିଛି। ଲକଡାଉନ ପାଇଁ ଫସି ରହିଥିବା ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି ଦାବି କରି ଆସୁଥିଲେ। କେରଳ ସରକାର ସେମାନଙ୍କୁ ନିଜ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରି ଆଜି ଶହ ଶହ ଶ୍ରମିକ ଆନ୍ଦୋଳନ କରୁଥିଲେ। ତେବେ ଲକଡାଉନ ନିୟମ […]

jamia
କରୋନା ପାଇଁ ବନ୍ଦ ହେଲା ଜାମିଆ ଆନ୍ଦୋଳନ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟଠାରେ ଚାଲୁ ରହିଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ସ୍ଥଗିତ ରଖାଯାଇଛି। ଜାମିଆ କୋଅର୍ଡିନେସନ୍‌ କମିଟି ଏବଂ ପୂର୍ବତନ ଛାତ୍ର ସଂଗଠନ ଏପରି ନିଷ୍ପତ୍ତି ନେଇଛି। ଉଭୟ ପୂର୍ବତନ ଛାତ୍ର ଏବଂ ବର୍ତ୍ତମାନର ଛାତ୍ରଙ୍କୁ ନେଇ ଗଠିତ ଜାମିଆ କୋଅର୍ଡିନେସନ୍‌ କମିଟି ପକ୍ଷରୁ ଏହି ନିଷ୍ପତ୍ତି ବାବଦରେ ଘୋଷଣା କରାଯାଇଛି। କମିଟି ପକ୍ଷରୁ କୁହାଯାଇଛି, “ଅନେକ କୋହ ଏବଂ ଆଶା ନେଇ ଆମେ ସାମୟିକ ଭାବେ ଗେଟ୍‌ […]

lo
ଆନ୍ଦୋଳନକୁ ସାମୟିକ ଭାବେ କୋହଳ କରିବାକୁ ଓକିଲଙ୍କ ନିଷ୍ପତ୍ତି

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି କରୁଥିବା ଓକିଲ ସଂଘ ‘ନୋ କୋର୍ଟ ନୋ ହିୟରିଂ’ ଆନ୍ଦୋଳନକୁ ସାମୟିକ ଭାବେ କୋହଳ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବଲପୁରରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ଅଦାଲତ କାର୍ଯ୍ୟରେ ସହଯୋଗ କରିବା ଏବଂ ଓକିଲମାନେ ଶୁଣାଣିରେ ଭାଗନେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆବାହାକ ଅଶୋକ ଦାସ କହିଛନ୍ତି । ସେପଟେ ରାଜ୍ୟ ସରକାର […]

caa
ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ପଥର ମାଡ଼

ନୂଆଦିଲ୍ଲୀ: ଦିଲ୍ଲୀର ମୌଜପୁର ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନରେ ଏକ ଶୋଭାଯାତ୍ରା ସମୟରେ ପଥର ମାଡ଼ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ଜାଫ୍ରାବାଦ୍‌ ନିକଟବର୍ତ୍ତୀ, ଯେଉଁଠାରେ ଏବେ ସିଏଏ ବିରୋଧରେ ଆନ୍ଦୋଳନ ଚାଲୁ ରହିଛି। ତେବେ ମୌଜପୁରଠାରେ ବିଜେପି ନେତା କପିଲ ମିଶ୍ରା ସିଏଏ ସମର୍ଥନରେ ରାଲି କରିବା ପରେ ବିବାଦ ବଢ଼ିଯାଇଛି। ଏବେ ପରିସ୍ଥିତିକୁ ଲକ୍ଷ୍ୟ ରଖି ସ୍ଥାନୀୟ ଅଞ୍ଚଳରେ ଅତିରିକ୍ତ ପୁଲିସ୍‌ ମୂତୟନ କରାଯାଇଛି। ସେହି ଅଞ୍ଚଳ ସମେତ ସମସ୍ତ ଡିସିପି […]

odisha
ପଶ୍ଚିମ ଓଡ଼ିଶା ଆଇନଜୀବୀଙ୍କ ଆନ୍ଦୋଳନରେ କ୍ଷୁବ୍ଧ ହେଲା ରାଜ୍ୟ ଓକିଲ ସଂଘ

ବଲାଙ୍ଗିର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚାଲୁଛି। ଆଇନ୍‌ଜୀବୀମାନେ ଆନ୍ଦୋଳନରେ ସାମିଲ ହେଉଥିବାରୁ ସମସ୍ତ କାର୍ଯ୍ୟ ଠପ୍‌ ହୋଇଯାଉଛି। ପଶ୍ଚିମ ଓଡ଼ିଶାର ଆଇନ୍‌ଜୀବୀଙ୍କ ଏପରି ଆନ୍ଦୋଳନକୁ ବିରୋଧ କରିଛି ରାଜ୍ୟ ଓକିଲ ସଂଘ। ଆନ୍ଦୋଳନ କରୁଥିବା ଆଇନ୍‌ଜୀବୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଓକିଲ ସଂଘ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆକୁ ଚିଠି ଲେଖିଛି। ଏହି ଚିଠିରେ ପଶ୍ଚିମ ଓଡ଼ିଶାର ୧୭ଟି ଓକିଲ ସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର […]

taps
ସିଏଏ ଅନ୍ଦୋଳନ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ସୃଷ୍ଟି ହୋଇଥିବା ଆନ୍ଦୋଳନ ଓ ହିଂସାକାଣ୍ଡ ସମ୍ପର୍କରେ ପ୍ରଥମଥର ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏହି ହିଂସାକାଣ୍ଡ ପାଇଁ ଏକ ମୋଦୀ କହିଛନ୍ତି। ସେହିପରି ଏହି ଆଇନ କୌଣସି ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କର କ୍ଷତି ପହଂଚାଇବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି, “ନାଗରିକତା ସଂଶୋଧନ ବିଧେୟକ ବିରୋଧରେ ହିଂସାତ୍ମକ ପ୍ରତିବାଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ। ଆଲୋଚନା, ବିତର୍କ ଏବଂ ମତଭେଦ ଗଣତନ୍ତ୍ରର […]

supreem court
ଓକିଲଙ୍କ ଆନ୍ଦୋଳନ: 'ପ୍ରଥମେ କାମ କର, ପରେ ଆଲୋଚନା'

ନୂଆଦିଲ୍ଲୀ: ଓକିଲଙ୍କ ଆନ୍ଦୋଳନ ନେଇ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଆଇନଜୀବୀଙ୍କୁ ରୋକ୍‌ଠୋକ୍‌ ଭାବେ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ପ୍ରଥମେ କାର୍ଯ୍ୟରେ ଯୋଗ ଦେଇ କୋର୍ଟ କାମକୁ ସ୍ୱାଭାବିକ କର, ତାପରେ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିବାକୁ ଆସ। ଏଭଳି ଭାବେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଆଇନଜୀବୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ଦାବିରେ ଏହି ଦୁଇ ଅଞ୍ଚଳର ଆଇନଜୀବୀମାନେ ଚଳାଇଥିବା ଆନ୍ଦୋଳନକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସର୍ବୋଚ୍ଚ […]

DAHANA
ଚାଷୀ ଆନ୍ଦୋଳନ ତେଜିବା ଦେଖି ମଝିରାସ୍ତା ବାଛିଲେ ସରକାର

ଭୁବନେଶ୍ୱର: ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଚାଷୀ ଆନ୍ଦୋଳନ ତେଜୁଥିବା ଦେଖି ମଝିରାସ୍ତା ବାଛିଛନ୍ତି ସରକାର। କେବଳ ସେତିକି ନୁହେଁ, ସରକାରଙ୍କ ମୌଖିକ ପ୍ରତିଶ୍ରୁତି ମିଳିବା ପରେ ଚାଷୀ ଆନ୍ଦୋଳନରୁ ଓହରିଛନ୍ତି। ସେପଟେ ଟୋକନ୍ ବ୍ୟବସ୍ଥାର ପ୍ରତ୍ୟାହାର ଦାବି ନେଇ ବିଧାନସଭାରେ ଆଜି ବି ହଙ୍ଗାମା ହୋଇଛି। ତେବେ  ଟୋକନ ବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁରର ବରେଇପାଲି, ବରଗଡ଼ର ଗୋଡ଼ଭଗା ସବୁଆଡ଼େ ଆନ୍ଦୋଳନ କରିଥିଲେ ଚାଷୀ। ଗୋଡ଼ଭଗାରେ ରାସ୍ତା ଉପରେ ଧାନବସ୍ତା ଗଦେଇ ଧାରଣା ଦେଇଥିଲେ। ବରେଇପାରିଲେ […]