ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ରାଜନୈତିକ ଭବିଷ୍ୟତ ଉପରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗଦେବ ଗୁପକାର ମେଣ୍ଟ । ଜମ୍ମୁ-କଶ୍ମୀରର ବିଭିନ୍ନ ରାଜନୈତିକ ଦଳକୁ ନେଇ ଗଠିତ ଗୁପକାର ମେଣ୍ଟ ବୈଠକରେ ସାମିଲ ହେବ ବୋଲି…
ନୂଆଦିଲ୍ଲୀ : ଭାରତରେ ଷ୍ଟାର୍ଟ-ଅପ ବ୍ୟବସାୟ ପାଇଁ ଉତ୍ତମ ପରିବେଶ ଅଛି । ତେଣୁ ଏଠାକୁ ଆସି ନିବେଶ କରିବାକୁ ବିଶ୍ୱକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାଇଭାଟେକ୍ ସମ୍ମିଳନୀର ପଞ୍ଚମ ସଂସ୍କରଣରେ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦବୋଧନ…
ମହାମାରୀ କରୋନା ସାରା ବିଶ୍ୱରେ ସୃଷ୍ଟି କରିଥିବା ଗୁରୁତର ସ୍ୱାସ୍ଥ୍ୟ ସଙ୍କଟକୁ ନେଇ ଜି ୭ ରାଷ୍ଟ୍ରଗୋଷ୍ଠୀ ବୈଠକରେ ମାନସ ମନ୍ଥନ । ରବିବାର ଅନୁଷ୍ଠିତ ଏହି ଭର୍ଚୁଆଲ ବୈଠକରେ କୋରନା ଟିକା ଉପରେ ସାମୟିକ ପ୍ୟାଟେଣ୍ଟ ଛାଡ଼ ଲାଗି ଆହ୍ୱାନ…
କେନ୍ଦ୍ର ମନ୍ତ୍ରିମଣ୍ଡରେ ଅଦଳବଳଦ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଆଜି ସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୃହମନ୍ତ୍ରୀ ଅମିତ୍ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏ ପ୍ରକାର କଳ୍ପନାଜଳ୍ପନା ଜୋର ଧରିଛି।
ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ତେଣୁ ଏବେଠୁ ରାଜ୍ୟରେ ଆରମ୍ଭ ହେଲାଣି ଆରୋପ ପ୍ରତ୍ୟାରୋପ । ନିର୍ବାଚନ ଯେତିକି ପାଖୋଉଛି ରାଜନୀତି ସେତିକି ସରଗରମ ହେଉଛି । ନେତାଙ୍କ କଥାରେ ଉଷ୍ମତା ବଢ଼ୁଛି । ତେବେ ଗୁରୁବାର…
ଭୁବନେଶ୍ୱର : ପାଖାପାଖି ଗୋଟିଏ ବର୍ଷ ଗୋଟିଏ ମାସ ପରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ବର୍ଷ ଏପ୍ରିଲ ୧୫ରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଭୁବନେଶ୍ୱରରେ ରୋଡ ଶୋ କରିଥିଲେ ମୋଦି। ଏଥର କିନ୍ତୁ ବିକାଶର ଗାଥା ବଖାଣିବାକୁ ଆସିବେ ମୋଦି। ଏଥିପାଇଁ ଦଳ କଟକ କିଲ୍ଲା ପଡ଼ିଆକୁ ବାଛିଛି। ଏଇଠି ନିଜ ଶାସନର ଚତୁର୍ଥ ବର୍ଷରେ ଦେଶ ପାଇଁ ମୋଦି କଣ କଣ କରିଛନ୍ତି ତାର ହିସାବ ରଖିବେ। ଆଜି ଦଳର ରାଜ୍ୟ […]
ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି। କେନ୍ଦ୍ରରେ ବିଜେପି ସରକାରର ୪ ବର୍ଷର ପୂର୍ତ୍ତ ଅବସରରେ ଓଡ଼ିଶାରେ ହେବାକୁ ଥିବା ଏକ ବିଶାଳ ଜନସଭାରେ ମୋଦି ଯୋଗଦେଇ ଓଡ଼ିଶାବାସୀଙ୍କୁ ଉଦ୍ବୋଧନ ଦେବେ। ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ ସୂଚନା ଦେଇଛନ୍ତି। ଓଡ଼ିଶା ଗସ୍ତ ଅବସରରେ ମୋଦି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ।
ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା। ସମସ୍ତଙ୍କୁ ମାଗଣା ଟିକା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି। ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର। ଜୁନ୍…
ନୂଆଦିଲ୍ଲୀ : ପୂରଣ ହେବ କି ଭ୍ୟାକ୍ସିନର ଅଭାବ ? କରୋନା ସଙ୍କଟ ମଧ୍ୟରେ ଆମେରିକାରୁ ଭାରତକୁ ଆସିଲା କଲ୍ । ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନରେ ଫୋନରେ କଥାବାର୍ତ୍ତା ହୋଇଛନ୍ତି ।…
ନୂଆଦିଲ୍ଲୀ: ଲକଡାଉନ ବେଳେ ସ୍କୁଲ ବନ୍ଦ । ପିଲାମାନେ ଘରେ ପାଠ ପଢ଼ୁଛନ୍ତି । ଅନ୍ଲାଇନ ପାଠପଢ଼ା ଉପରେ ବହୁ ଛାତ୍ରଛାତ୍ରୀ ନିର୍ଭର କରୁଛନ୍ତି। ହେଲେ ସେମାନଙ୍କ ମାନସିକ ଅବସ୍ଥା ବୁଝୁଛି କିଏ? ଖେଳିବା ବୁଲିବା ବୟସରେ ଘରେ ବସି ଅତ୍ୟଧିକ…
ଭୁବନେଶ୍ୱର: ବିଜେପି ପାଳିଲା ସେବା ଦିବସ । କେନ୍ଦ୍ରରେ ବିଜେପି ସରକାରର ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ସେବା ଦିବସ ପାଳନ କରାଯାଇଛି । ସାରା ଦେଶରେ ବିଜେପି କର୍ମୀମାନେ ସେବା ଦିବସ ପାଳନ କରିଛନ୍ତି ।…
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୭ତମ ମନ୍ କି ବାତ୍ କରୋନା ସ୍ଥିତି ନେଇ ପରାମର୍ଶ ଓ ପଦକ୍ଷେପ ନେଇ ପ୍ରଶଂସା କଲେ କରୋନାର ଦ୍ୱିତୀୟ ଲହର ବହୁତ ଭୟଙ୍କର, ଅଧିକ ମୃତ୍ୟୁ ହେଉଛି ଫ୍ରଣ୍ଟଲାଇନ୍ କରୋନା ଯୋଦ୍ଧା ଦିନରାତି ପରିଶ୍ରମ କରୁଛନ୍ତି…
କରୋନା ମହାମାରୀରେ ବାପା ମାଆଙ୍କୁ ହରାଉଥିବା ଅନାଥଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଭଳି ପିଲାଙ୍କ ଭବିଷ୍ୟତ ସୁରକ୍ଷା ଲାଗି ପିଏମ୍ କେୟାର୍ସ ଫଣ୍ଡରୁ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟାସ୍ ବାତ୍ୟା କ୍ଷୟକ୍ଷତିର ରିପୋର୍ଟ ଦେଇ ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଲେଇକୁଣ୍ଡା ଏୟାର ବେସ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ମାତ୍ର ୧୫ ମିନିଟ ପାଇଁ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା ବୈଠକ ଥିଲା।
ନୂଆଦିଲ୍ଳୀ: କରୋନା ମୁକାବିଲାରେ ନିୟୋଜିତ ଦେଶର ବିଭିନ୍ନ ଜିଲ୍ଲାପାଳ ଓ କ୍ଷେତ୍ରୀୟ ଅଧିକାରୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭିଡିଓ କନଫରେନ୍ସିଂରେ ବିଭିନ୍ନ ରାଜ୍ୟର ଜିଲ୍ଲା ଅଧିକାରୀ ଓ କ୍ଷେତ୍ର ଅଧିକାରୀଙ୍କ ସହ ଆଲୋଚନା ବେଳେ…
କରୋନା ମୁକାବିଲା ନେଇ ଆଜି ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ। ବିଭିନ୍ନ ରାଜ୍ୟର ଅଧିକାରୀ ଓ ଫିଲ୍ଡ ଅଫିସରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ : ମହାମାରୀରେ ରାଜନୈତିକ ଡୋଜ୍ । ଦେଶରେ କରୋନା ସଙ୍କଟ ଲଗାତାର ବୃଦ୍ଧି ପାଉଥିବା ବେଳେ ମୁକାବିଲା ପାଇଁ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଆଉ ଏହାରି ଭିତରେ ୧୨ ଟି ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…
ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ ନାଏକ। ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ବି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। କରୋନାରେ ଆକ୍ରାନ୍ତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ପତ୍ନୀ ପ୍ରମିଳା…