ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ହରିଦାଶପୁର-ପାରାଦୀପ ମଧ୍ୟରେ ୮୨ କିଲୋମିଟର ରେଳପଥ ନିର୍ମାଣ କାମ ସମ୍ପୂର୍ଣ୍ଣ ହେବା ପରେ ଏହି ପ୍ରକଳ୍ପର ଉଦଘାଟନ ଲାଗି ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭ ଉଦଘାଟନ ପାଇଁ ସେ ଅନୁରୋଧ କରିଛନ୍ତି। ଚିଠିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, “ବିଗତ ବର୍ଷମାନଙ୍କରେ ଅନେକ ଜନପ୍ରତିନିଧି ଓ ସାଂସଦ […]
ନୂଆଦିଲ୍ଲୀ: ଲୋକାର୍ପିତ ହେଲା ମରିସସ ସୁପ୍ରିମକୋର୍ଟର ନୂଆ କୋଠା। ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀଣ ଜଗନ୍ନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଭାବେ ଏହି ନୂଆ ବିଲ୍ଡିଂର ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ନୂଆଦିଲ୍ଲୀରୁ ଏହାର ଲୋକାର୍ପଣ କରିଥିବାବେଳେ ମରିସସ ପ୍ରଧାନମନ୍ତ୍ରୀ ପୋର୍ଟ ଲୁଇସରେ ରହିଥିଲେ। ପୋର୍ଟ ଲୁଇସରେ ନିର୍ମିତ ସୁପ୍ରିମକୋର୍ଟ ବିଲଡିଂ ପାଇଁ ଭାରତ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ୨୦୧୬ରେ ଭାରତ ପକ୍ଷରୁ ଭିତ୍ତିଭୂମିର ବିକାଶ ପାଇଁ ମରିସସକୁ […]
ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ଲାଗି ଆମକୁ ପରସ୍ପରଠାରୁ ଶିଖିବାକୁ ପଡିବ । ପରସ୍ପରକୁ ସହାୟତା କରିବାକୁ ପଡିବ । କରୋନା ମୁକାବିଲା ନେଇ କୋଓ୍ୱିନ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ…
ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିରର ଭୂମି ପୂଜନ ପାଇଁ ଅଯୋଧ୍ୟାରେ ପହଁଞ୍ଚି ସାରିଲେଣି। ଭୂମି ପୂଜନ ସ୍ଥାନକୁ ଯିବା ପୂର୍ବରୁ ପିଏମ୍ ମୋଦି ହନୁମାନଗଡ଼ି ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାପାଠ କରିଥିଲେ। ରାମଲଲାଙ୍କ ଦର୍ଶନ କରିବା ପୂର୍ବରୁ ହନୁମାନଗଡ଼ି ମନ୍ଦିରରେ ପୂଜା କରିବାର ଏକ ବିଶ୍ୱାସ ରହିଛି। ହନୁମାନଗଡ଼ି ମନ୍ଦିରର ମୁଖ୍ୟ ପୁରୋହିତ ଶ୍ରୀ ଗାଦ୍ଧିଶିନ ପ୍ରେମଦାସ ମହାରାଜ ମୋଦିଙ୍କୁ ପଗଡ଼ି, ରୂପା ମୁକୁଟ ଓ ପାରମ୍ପରିକ ଷ୍ଟଲ ପିନ୍ଧେଇଥିଲେ। ଏହି ସମୟରେ ପିଏମ୍ ମାସ୍କ […]
ନୂଆଦିଲ୍ଲୀ: କରୋନାରେ ସବୁଠୁ ଅଧିକ ପ୍ରଭାବିତ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ବର୍ତ୍ତମାନ ତୃତୀୟ ସ୍ତାନରେ ରହିଛି। କିନ୍ତୁ ଯେଉଁଭଳି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ତାକୁ ଦେଖିଲେ ଲାଗୁଛି ଭାରତ ଏହି ଘଟଣାରେ ଖୁବ୍ଶୀଘ୍ର ଶୀର୍ଷ ସ୍ତାନରେ ପହଞ୍ଚିବ। ତେବେ ଏସବୁରେ ପ୍ରଶ୍ନ ଉଠୁଛି, କେନ୍ଦ୍ରର ମୋଦି ସରକାର କରୋନା ମୁକାବିଲାରେ ସଫଳ ହୋଇଛନ୍ତି ତ ? ଏମିତିକ ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆଟୁଡେ ମୁଡ୍ ଅଫ୍ ଦି ନେସନ୍ ନାଁରେ ଏକ ସର୍ଭେ […]
ନୂଆଦିଲ୍ଲୀ: ହାତୀ-ମଣିଷ ଲଢ଼େଇକୁ କେମିତି ହ୍ରାସ କରାଯାଇ ପାରିବ, ସେ ସଂପର୍କରେ ମଧ୍ୟ କେନ୍ଦ୍ର ସରକାର ଆଜି ଏକ ଡକ୍ୟୁମେଣ୍ଟର ଉନ୍ମୋଚନ କରିଛନ୍ତି। ଏହି ଡକ୍ୟୁମେଣ୍ଟରେ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ପ୍ରସ୍ତୁତ କରାଯାଇଛି। ଏହାକୁ ଅନୁସରଣ କଲେ ହାତୀ ମଣିଷ ଲଢ଼େଇ କମିବ ଓ ଜୀବନହାନୀ ମଧ୍ୟ ହ୍ରାସ ପାଇବ ବୋଲି କୁହାଯାଇଛି। EIA2020 ड्राफ़्ट का मक़सद साफ़ है – #LootOfTheNation यह एक और ख़ौफ़नाक उदाहरण है कि भाजपा सरकार […]
ନୂଆଦିଲ୍ଲୀ: ଦେଶରେ କରୋନାଭାଇରସର ସଙ୍କଟ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ଏହି ମହାମାରୀରେ ଆକ୍ରାନ୍ତ ହେଉଛନ୍ତି। ଏବେ ମୋଦି ସରକାରଙ୍କ ମନ୍ତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି। କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଖୋଦ୍ ଶ୍ରୀପଦ ନାଏକ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ଆଜି ନିଜର କୋଭିଡ୍-୧୯ ଟେଷ୍ଟ କରାଇଛି, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଛି। […]