• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1263" result for "ପୁରୀ" in https://otvkhabar.in

ଲକ୍‌ଡାଉନ୍‌ କଟକଣାରେ କେମିତି ପୁରୀ ଗଲା ଏହି କାର୍ ?

ପୁରୀ: ଲକ୍‌ଡାଉନ୍‌ କଟକଣା ଭିତରେ ପୁରୀ ଯାଇଥିବା ଏକ କାର୍‌କୁ ଅଟକ ରଖାଯାଇଛି। ଭୁବନେଶ୍ୱରର ଏହି କାର୍‌ଟି ସନ୍ଦେହଜନକ ଭାବେ ପୁରୀ ଆସିଥିଲା ଏବଂ ଶ୍ରୀମନ୍ଦିର ସମ୍ମୁଖରେ ଅଟକିଥିଲା। ଆଜି ଭୋର ସମୟରେ କାର୍‌ଟି ପୁରୀ ଆସିଥିଲା ବୋଲି ସୂଚନା ମିଳିଛି। କାର୍‌ରେ ଥିବା ୩ ଜଣ ବ୍ୟକ୍ତି ହିନ୍ଦୀରେ କଥା ହେଉଥିଲେ ବୋଲି ଜଣାପଡ଼ିଛି। ସନ୍ଦେହଘେରକୁ ଆସିବା ପରେ କାର୍‌କୁ ପିପିଲି ଟୋଲ୍ ଗେଟ୍‌ରେ ଅଟକା ଯିବାସହ କାର୍‌ରେ ଥିବା ୩ଜଣଙ୍କୁ ପଚରାଉଚରା କରଯାଇଥିଲା। ଗାଡ଼ିରେ […]

Vidya Balan
ସମ୍ବଲପୁରୀ ଶାଢ଼ୀରେ ବିଦ୍ୟା ବାଲାନ୍‌ଙ୍କ ନୂଆ ଲୁକ୍‌

ଭୁବନେଶ୍ୱର/ମୁମ୍ବାଇ: ସମ୍ବଲପୁରୀ ଶାଢ଼ୀ ପିନ୍ଧି ନୂଆ ଲୁକ୍‌ରେ ନଜର ଆସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ୍‌। ବିଦ୍ୟା ତାଙ୍କର ଆଗାମୀ ଫିଲ୍ମ ‘ଶକୁନ୍ତଳା ଦେବୀ’ ର ଇ-ପ୍ରମୋସନ ଅବସରରେ ଏହି ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହାର ଫଟୋ ଓ ଭିଡିଓ ବିଦ୍ୟା ସୋସିଆଲ୍‌ ମିଡିଆରେ ଶେଆର୍‌ କରିଛନ୍ତି। ଟ୍ୱିଟ୍‌ କରି ସେ ଲେଖିଛନ୍ତି, ‘ଏହି ଶାଢ଼ୀଟି ହେଉଛି ସମ୍ବଲପୁର ବାନ୍ଧ ଶାଢ଼ୀ। ସୋନୁପର ଜିଲ୍ଲା କେନ୍ଦୁପଲ୍ଲୀର ରମାକାନ୍ତ ମେହେର ଏହି ଶାଢ଼ୀଟିକୁ ବୁଣିଛନ୍ତି। ଏହାକୁ ତିଆରି […]

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ନର୍ସଙ୍କୁ କରୋନା, ସିଲ୍‌ ହେଲା OT

ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ପରେ ଡାକ୍ତରଖାନାର ଅପରେସନ୍ ଥିଏଟରକୁ (OT) ସିଲ୍‌ କରାଯାଇଛି। ଅପରେସନ୍ ଥିଏଟର ସିଲ୍‌ ହେବାପରେ ରୋଗୀମାନେ ଡାକ୍ତରଖାନା ବାହାରେ ବସିଥିବା ସୂଚନା ମିଳିଛି। ଏ ନେଇ ରୋଗୀଙ୍କ ସମ୍ପର୍କୀୟ ଚିନ୍ତାରେ ଥିବା ଜଣାପଡ଼ିଛି। OT ସିଲ୍‌ ହେବାର ୨୪ ଘଣ୍ଟା ପରେ ବି ସାନିଟାଇଜ୍ ହୋଇ ନଥିବା ଅଭିଯୋଗ ହୋଇଛି।

thumb
ଆଧୁନିକ ପରିଧାନରେ ସମ୍ବଲପୁରୀ ପୋଷାକର ଚାହିଦା

(ଲିପ୍‌ସା ପଟେଲ) ଓଡ଼ିଶାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଉତ୍କର୍ଷତା ପାଇଁ ହିଁ ଓଡ଼ିଶାର ଅନ୍ୟ ନାମ ଉତ୍କଳ। ଯଦି ହସ୍ତଶିଳ୍ପ କଳାର ଆଲୋଚନା କରାଯାଏ ତେବେ ଓଡିଶାର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାରର ବୟନଶିଳ୍ପ ଦେଖିବାକୁ ମିଳେ। କିଛି ଉଲ୍ଲେଖଯୋଗ୍ୟ ବୟନଶିଳ୍ପ ମଧ୍ୟରେ ସମ୍ବଲପୁରୀ, ସୋନପୁରୀ ପାଟ, ବ୍ରହ୍ମପୁରୀ ପାଟ ଯୋଡ, ଖୋର୍ଦ୍ଧା ଲୁଙ୍ଗି ଗାମୁଛା, ହବସପୁରୀ, ବୋମକାଇ, ଖଣ୍ଡୁଆ, ମାଣିଆବନ୍ଧ,ଖଦି ପୋଷାକ, ଉତ୍ତର ଓଡ଼ିଶାର ଟସର ଲୁଗା, ଧଳାପଥର ପରଦା ଇତ୍ୟାଦି ରହିଛି। […]