
ପୁରୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଅହିଂସା ନୀତି ଓ ଆଦର୍ଶକୁ କେବଳ ଭାରତ ନୁହେଁ ବିଶ୍ୱବାସୀ ଏହାକୁ ଗ୍ରହଣ କରିଛନ୍ତି। ଏ ନେଇ ମହାତ୍ମାଙ୍କ ୧୫୦ତମ ଜନ୍ମ ଜୟନ୍ତିଙ୍କୁ ଅଧିକ ସ୍ମରଣୀୟ କରିବାକୁ ‘ଜୟ ଜଗତ’ ପଦଯାତ୍ରା କରିଛନ୍ତି ବିଦେଶୀ ନାଗରିକ। ସେ ସୁଦୂର ସୁଜରଲ୍ୟାଣ୍ଡର ଜେନେଭାରୁ ଆସି ପହଞ୍ଚିଛନ୍ତି ପୁରୀରେ। ଜେନେଭାର ନାଗରିକ ଡେନିସ୍ ଚେନେୟୁ। ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ। ଦେଶ ଦେଶ ବୁଲି ପ୍ରଚାର କରୁଛନ୍ତି ଶାନ୍ତି, ମୈତ୍ରି ଏବଂ ନ୍ୟାୟର […]
ଏଣିକି ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ । କାହିଁକି ନା ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଯେଉଁଠି ମିଳିବ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ଆଲକୋହଲ ଯୁକ୍ତ ପାନୀୟ, ମ୍ୟୁଜିକ୍ ସାଙ୍ଗକୁ ମନୋରଂଜନର ଅନ୍ୟାନ୍ୟ ସୁବିଧା
କେବଳ ଏତିକି ନୁହେଁ ବରଂ ଶ୍ରୀଜିଉଙ୍କ ଆଜି ଅନେକ ନୀତିକାନ୍ତି ରହିଛି। ସୂଚନା ଅନୁସାରେ, ଆଜି ରାତିରୁ ହିଁ ଠାକୁରଙ୍କ ଦେହରେ ସେନା ପଟ୍ଟାଲାଗି ହେବ। ଏହି କାମ ସମୟ ସାପେକ୍ଷ ବୋଲି ବରିଷ୍ଠ ସେବାୟତମାନେ କହିଛନ୍ତି। ଏହାସହ ଆସନ୍ତାକାଲି ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉଙ୍କ ନୀତିକାନ୍ତି ସବୁ ସରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି। ଏପଟେ, ଶ୍ରୀଜିଉଙ୍କ ଟାହିଆ ମଧ୍ୟ ପ୍ରସ୍ତୁତ ହେବାରେ ଲାଗିଛି। ତେବେ ମୋଟ୍ ଉପରେ ବର୍ଷା ବି ବାଧକ ସାଜିପାରିନାହିଁ ରଥ କାମରେ।
ଏଣିକି ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ । କାହିଁକି ନା ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର
ପୁରୀ: ପୁରୀ ପୋଲିସ୍ କଲୋନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟା ସାମ୍ନାକୁ ଆସିଛି। ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି ଜଣେ ମହିଳା ଯେ କି ଅଭିଯୁକ୍ତ ଜିତେନ୍ଦ୍ର ସେଠୀଙ୍କ ଦ୍ୱିତୀୟ ପତ୍ନୀ ବୋଲି ନିଜକୁ ଦାବି କରିଛନ୍ତି। ମହିଳା ଜଣକ କହିଛନ୍ତି ଯେ, ପୁରୀ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଜିତେନ୍ଦ୍ର ସଠୀଙ୍କର ସେ ଦ୍ୱିତୀୟ ପତ୍ନୀ। ଜିତେନ୍ଦ୍ର ଅତି ଘୃଣ୍ୟ କାମ କରିଛନ୍ତି। ଏପରି କାମ ଯୋଗୁ ତାଙ୍କୁ ସର୍ବସମ୍ମୁଖରେ ଫାଶୀ […]