• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

ask
ମା’ ପରେ ଚାଲିଗଲା ଝିଅ, କରୋନା ସନ୍ଦେହରେ ‍ଆସିଲେନି ବନ୍ଧୁ ପରିଜନ ! ପ୍ରଶାସନ କଲା ଅନ୍ତିମ ସଂସ୍କାର

ବ୍ରହ୍ମପୁର: ମାଆ ଓ ଝିଅର ମୃୃତଦେହକୁ ଛୁଇଁଲେନି ଗ୍ରାମବାସୀ । ଶେଷରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ କଲେ ଶବସତ୍କାର । ଗଂଜାମ ଜିଲ୍ଲା ଆସିକା ଅଂଚଳରେ ଘଟିଛି ଏଭଳି ଏକ ଅଭାନୀୟ ଘଟଣା । ସାନଖେମୁଣ୍ଡି…

  • Saturday, 15 May 2021
medicine
ମାତିଛନ୍ତି ଅସାଧୁ ବ୍ୟକ୍ତି ଏବଂ ମୁନାଫାଖୋର୍ ବ୍ୟବସାୟୀ: କରୋନାର ସଙ୍କଟ ଭିତରେ ଚାଲିଛି କଳାବଜାରୀ

ଭୁବନେଶ୍ଵର: ମହାମାରୀର ମଉକା ଦେଖି ମାତିଛନ୍ତି ମୁନାଫାଖୋର୍।  କରୋନା କଷ୍ଟବେଳେ ଚଳାଇଛନ୍ତି ବେଧଡ଼କ କଳାବଜାରୀ। ଅକ୍ସିଜେନ୍ ସିଲିଣ୍ଡରଠୁ ଆମ୍ବୁଲାନ୍ସ ଯାଏଁ, ସେବା ନାଁରେ ଚଳାଇଛନ୍ତି ଶୋଷଣର ଗୋଲକଧନ୍ଧା। ଭୁବନେଶ୍ୱର ପ୍ରଶାନ୍ତି ବିହାରର ରତିକାନ୍ତ ନାୟକ। କମ୍ ବେତନ ପାଉଥିବା ଏକ ଛୋଟମୋଟ ଘରୋଇ…

  • Saturday, 15 May 2021
Tauktae
ମହାରାଷ୍ଟ୍ର ଓ ଗୁଜରାଟ ପାଇଁ ବୋଝ ଉପରେ ନଳିତା ବିଡ଼ା, କରୋନା ପରେ ଏବେ ‘ତାଉତେ’ ଡର..

ମହାମାରୀ ସହ ଲଢ଼ି ଲଢ଼ି ସ୍ଥିତି ଟିକିଏ ସୁଧୁରିଛି କି ନାହିଁ, ମହାରାଷ୍ଟ୍ର ଓ ଗୁଜରାଟ ଉପରେ ଘୋଟି ଆସିଲାଣି ବାତ୍ୟା ବିପଦ । ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତାଉତେ ଭୟଙ୍କର ରୂପ ନେଇ କୋଙ୍କଣ ତଟ ନିକଟ…

  • Saturday, 15 May 2021
mask
ଦିନକରେ ସୁସ୍ଥ ହେଲେ ୧୦୭୮୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୧୦୭୮୧ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୦୨୪୫୫କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍‌ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆରୋଗ୍ୟଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ଅଛନ୍ତି।…

  • Saturday, 15 May 2021
ratha
ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା। ଚଳିତ ବର୍ଷ କରୋନା ପାଇଁ କଟକଣା ଭିତରେ ହେବ ଚନ୍ଦନ ଯାତ୍ରା। ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ ହେଉଥିବା ବେଳେ ପୁରୀ ପୋଲିସ ଏଥିଲାଗି କଡ଼ା ପଦକ୍ଷେପ ନେଇଛି। ୧୪୪ ଧାରା…

  • Saturday, 15 May 2021
Modi
ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା, କହିଲେ ଅଧିକ ସଂକ୍ରମିତ ଅଞ୍ଚଳରେ କଟକଣା ବୃଦ୍ଧି କରାଯାଉ

ନୂଆଦିଲ୍ଲୀ: ଦେଶର ଯେଉଁ ଜିଲ୍ଲାରେ ଅଧିକ କରୋନା ସଂକ୍ରମଣ ହେଉଥିବା ଜାଣାପଡ଼ୁଛି, ସେହି ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ଆବଶ୍ୟକ । ଏନେଇ ଶନିବାର ଦେଶରେ କରୋନା ମହାମରୀ ସ୍ଥିତି ଏବଂ ଟକାକରଣ ନେଇ ସମୀକ୍ଷା…

  • Saturday, 15 May 2021
କୋଭିଶିଲ୍ଡ ୨ୟ ଡୋଜ୍ ବ୍ୟବଧାନ ୧୨-୧୬ ସପ୍ତାହକୁ ବୃଦ୍ଧି

ନୂଆଦିଲ୍ଲୀ : କୋଭିଶିଲ୍ଡ ୨ୟ ଡୋଜ୍ ବ୍ୟବଧାନ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି ଘଟଣା। ବ୍ୟବଧାନ ବୃଦ୍ଧି ବିଜ୍ଞାନସମ୍ମତ ବୋଲି କହିଲେ ନୀତି ଆୟୋଗ ସଦସ୍ୟ ଭି.କେ.ପଲ୍। ବୈଜ୍ଞାନିକମାନଙ୍କ ସୁପାରିସକୁ ନେଇ ବ୍ୟବଧାନ ଅବଧି ବୃଦ୍ଧି କରାଯାଇଛି। ତେବେ ଟିକା ଅଭାବ…

  • Saturday, 15 May 2021
deadbody
ଆଗ ପଛ ହୋଇ ଚାଲିଗଲେ ମା, ଝିଅ: କରୋନା ସନ୍ଦେହରେ ଶବ ସତ୍କାର କଲେନି ଗାଁ ଲୋକେ

ଆସିକା (ମନୋଜ ମୁନୀ): ମହାମାରୀର ଭୟ ଏତେ ଯେ, ଶବ ଦେଖିଲେ ନିଜ ସମ୍ପର୍କୀୟ ବି ୨ କୋଷ ଦୂରକୁ ଘୁଞ୍ଚିଯାଉଛନ୍ତି । କରୋନା ସନ୍ଦେହରେ ଗାଁ ଲୋକେ ମା ଓ ଝିଅଙ୍କ କଲେନି ଶବସତ୍କାର । ଏପରିକି ମୃତଦେହ ଉଠାଇବାକୁ…

  • Saturday, 15 May 2021
Sanjaya Singh
ବିଏମସିର ନୂଆ ବ୍ୟବସ୍ଥା, ଏଣିକି ବରିଷ୍ଠ ନାଗରିକଙ୍କୁ ଘରୁ ଆଣି ଟିକାକରଣ କରାଯିବ

ଭୁବନେଶ୍ୱର: ବିଏମସିର ନୂଆ ବ୍ୟବସ୍ଥା । ଏଣିକି ଫୋନ୍ କଲେ ଘରେ ପହଞ୍ଚିବ ବିଏମସି । ‍ଆଉ ସାମ୍ପୁଲ ସଂଗ୍ରହ କରିବ । ଏନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ । ସେ କହିଛନ୍ତି ଯେ, ଏଣିକି…

  • Saturday, 15 May 2021
ଚୀନର ବଡ଼ ଉପଲବ୍ଧି

ଚୀନ୍ ଅଭିଯାନର ଜ୍ୟୁରୋଗ୍ ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଥିବାବେଳେ ତିନି ମାସ ପୂର୍ବେ ଆମେରିକୀୟ ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଛି। ଏହାକୁ ଚୀନ୍‌ର ଏକ ବଡ଼ ସଫଳତା ବୋଲି ବୁଝିବା ଜରୁରୀ ଅଟେ।

  • Saturday, 15 May 2021
Suresh-Mahapatra
ଟିକା ପାଇଁ ଟେଣ୍ଡର ! ଚାରି ମାସରେ ‍ଆସିପାରେ ୩.୮ କୋଟି ଭ୍ୟାକ୍ସିନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ବିଶେଷ କରି ଲକଡାଉନ୍ କାରଣରୁ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ କମିବାରେ ଲାଗିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । ସେ କହିଛନ୍ତି ରାଜ୍ୟର ୧୦…

  • Saturday, 15 May 2021
Randeep Guleria
‘ବ୍ଲାକ୍ ଫଙ୍ଗସ’କୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ମହାମାରୀ ଜାଲରେ ଛନ୍ଦି ହୋଇ ରହିଛି । ପ୍ରତ୍ୟେକ ଦିନ ପ୍ରାୟ ୪ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି…

dgp
ମାଓବାଦୀ କରୋନା ସଂକ୍ରମିତ ହୋଇଥିଲେ ଆତ୍ମସମର୍ପଣ କରନ୍ତୁ: ଡିଜିପି

କଳାହାଣ୍ଡି : ମାଓ ଦମନ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ। ବିଏସ୍ଏଫ୍ କ୍ୟାମ୍ପରେ ସମୀକ୍ଷା ବେଳେ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ମାଓବାଦୀଙ୍କୁ ଆହ୍ବାନ ଦେଇଛନ୍ତି ଡିଜିପି। ଯଦି କେହି ମାଓବାଦୀ କରୋନା ସଂକ୍ରମିତ, ତା ହେଲେ ଆତ୍ମସମର୍ପଣ…

  • Saturday, 15 May 2021
wear mask
୪ ଗୁଣା ଅଧିକ ସତର୍କ ହୁଅ, ଘରେ ରହିଲେ ବି ମାସ୍କ ପିନ୍ଧ: ତ୍ରେହାନ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଯୋଗୁଁ ସ୍ଥିତି ସଂଗୀନ ହେଉଥିବାବେଳେ ସୁରକ୍ଷିତ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଘରେ ରହିଲେ ବି ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି। ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ,…

  • Saturday, 15 May 2021
Soumendra Priyadarshi
ଏଣିକି ଘରୋଇ ସଂସ୍ଥାର କର୍ମଚାରୀମାନେ ଇ-ପାସ୍ ଥିଲେ ଯାଇପାରିବେ ଅଫିସ୍, ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଅଫିସ ବାହାନାରେ ଆଉ ମନଇଚ୍ଛା ବୁଲିପାରିବେନି ଅମାନିଆ । ଟୁଇନସିଟି ପାଇଁ ପୁଣି କଡ଼ା ଆଇନ ଲାଗୁ କଲା କମିଶନରେଟ ପୋଲିସ । ଅମାନିଆଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ‍ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି…

  • Saturday, 15 May 2021
dharmendra pradhan
୧୯ ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଭୁବନେଶ୍ଵର : ରାଜ୍ୟର ୧୯ଟି ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟ ବ୍ୟବସ୍ଥା ପାଇଁ ଅନୁରୋଧ। କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ୧୫ଟି ଜିଲ୍ଲାରେ ୧୯ଟି ପ୍ଲାଣ୍ଟ ସ୍ଥାପନ କରିବା ନେଇ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର।…

  • Saturday, 15 May 2021
Untitled-1
ହିଂସା ପରେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନନ୍ଦିଗ୍ରାମ ପରିକ୍ରମା

କୋଲକାତା : ନିର୍ବାଚନ ପରବର୍ତ୍ତି ହିଂସାରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କ ପରିବାରଲୋକଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧାନକର। ନନ୍ଦିଗ୍ରାମକୁ ଯାଇ ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ସହ ଆଲୋଚନା କରିଛନ୍ତି। କଣ ହୋଇଥିଲା ? କାହିଁକି ହିଂସାକାଣ୍ଡ ହେଲା ? ଏଥିରେ…

  • Saturday, 15 May 2021
soumendra
୨୧୦ଜଣ ପୁଲିସ କର୍ମଚାରୀ କରୋନା ସଂକ୍ରମିତ

ଭୁବନେଶ୍ଵର :  ରାଜ୍ୟରେ କରୋନା ତା’ର କାୟା ବିସ୍ତାର କରୁଥିବା ବେଳେ ଏବେ କଟକ ଓ ଭୁବନେଶ୍ଵର ପୁଲିସ ଶିବିରରେ ପ୍ରବେଶ କରିଛି।  ଦୈତ ନଗରୀରେ ନିୟୋଜିତ ୨୧୦ଜଣ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। କମିଶନରେଟ୍ ପୁଲିସର ୨୧୦ରୁ…

  • Saturday, 15 May 2021
online order
ଅର୍ଡର କଲେ ମାଉଥ୍‌ୱାଶ୍‌, ହେଲେ ଆସିଲା ସ୍ମାର୍ଟଫୋନ୍‌

ମୁମ୍ବାଇ: ଅନ୍‌ଲାଇନ୍‌ରେ ଅର୍ଡର କଲେ ମାଉଥ୍‌ୱାଶ୍‌, ହେଲେ ଆସିଲା ସ୍ମାର୍ଟଫୋନ୍‌। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ସହ ଏଭଳି କିଛି ଘଟିଛି। ମୁମ୍ବାଇର ଲୋକେଶ ଡାଗା ନାମକ ଜଣେ ବ୍ୟକ୍ତି ଅନ୍‌ଲାଇନ୍‌ ଶପିଂ…

  • Saturday, 15 May 2021
Sumana
କପିଲ ଶର୍ମାଙ୍କ 'ଭୁରୀ' ବେକାର! ଯୁଝୁଛନ୍ତି ଏହି ରୋଗରେ

କପିଲ ଶର୍ମା ଶୋ’ର ଭୂରୀ ବା ମଞ୍ଜୁ ତଥା ସୁମୋନା ଚକ୍ରବର୍ତ୍ତୀ ନିଜର ଚମତ୍କାର କଳା ପ୍ରଦର୍ଶନ ନେଇ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି। କପିଲଙ୍କ ଶୋ’ରେ ସେ ଲୋକଙ୍କୁ ବହୁତ ହସାନ୍ତି। କିନ୍ତୁ ପୂର୍ବ କିଛି ଦିନ ଧରି ସେ…

  • Saturday, 15 May 2021
lockdown 1
ଆସନ୍ତାକାଲି ଠାରୁ ମେ ୩୦ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକଡାଉନ୍ : କେବଳ ଜରୁରୀ ସେବାକୁ ମିଳିବ ଅନୁମତି

କୋଲକାତା : ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟ ଏନେଇ ନର୍ଦ୍ଦେଶ ଜାରି କରିଛନ୍ତି । ଫଳରେ ୧୬ ମେରୁ ୩୦ ମେ ପର୍ଯ୍ୟନ୍ତ ଲକଡାଉନରେ…

beer
ଭୁବନେଶ୍ୱରରେ ଅନ୍‌ଲାଇନ୍‌ରେ ମିଳିବ ମଦ

ଭୁବନେଶ୍ୱରରେ ଅନ୍‌ଲାଇନ୍‌ରେ ମିଳିବ ମଦ ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବା ଲାଗି ଅନୁମତି ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ଅନ୍‌ଲାଇନ୍‌ରେ ବିକ୍ରି ହେବ ମଦ  ଫୋନ୍ ଯୋଗେ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍‌ ଜରିଆରେ…

  • Saturday, 15 May 2021