ରାୟବରେଲି : ଗହମ ଚୋରି ଅଭିଯୋଗରେ ଯୁବକଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ମାଡ଼ । ଉତ୍ତରପ୍ରଦେଶ ରାୟବରେଲିର ଘୁରୋନା ଗାଁରେ ଏପରି ଘଟଣା ଘଟିଛି । ତିନି ବସ୍ତା ଗହମ ଚୋରି କରିବାକୁ ତାଲିବାନି ସଜା ଶୁଣାଇଛନ୍ତି ଗ୍ରାମବାସୀ । ଚୋରି…
ଭୁବନେଶ୍ୱର: ଡେଲ୍ଟା ଭାଇରସର ମୁକାବିଲା କରିବାରେ କୋଭିସିଲ୍ଡ ଓ କୋଭାକ୍ସିନ ସଫଳ। ଏହି ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। ଟିକା ନେଲା ପରେ ସିଭିୟରିଟି କମିଛି। ତେବେ ଲକଡାଉନ୍ ନେଇ ଡିଏମ୍ଇଟି କହିଛନ୍ତି, ସଂକ୍ରମଣ କମାଇବା ପାଇଁ ଏହାର ଉଦ୍ଦେଶ୍ୟ…
ଭୁବନେଶ୍ୱର: ରାଜ୍ୟରେ ବେସ ଲାଇନ ଇନଫେକ୍ସନ କମୁଛି। ଟେଷ୍ଟ ପଜେଟିଭିଟି ରେଟ ବି କମୁଛି। ଆଉ ୭ ରୁ ୮ ଦିନ ଭିତରେ ଆମେ ଗୋଟିଏ ଭଲ ସ୍ଥିତିରେ ପହଞ୍ଚିବାର ସମ୍ଭାବନା ବହୁତ ରହିଛି ଓ ସଂକ୍ରମଣ ହାର ୫ପ୍ରତିଶତ ତଳକୁ…
କରୋନାରେ କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଅର୍ଥରାଶି ମଞ୍ଜୁର ହୋଇଛି ଏହାଦ୍ୱାରା ରାଜ୍ୟରେ ଥିବା ୮୭…
ନୂଆଦିଲ୍ଲୀ: ପହିଲମାନ ସାଗର ଧନଖର ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍ରେ ବନ୍ଦୀ ଥିବା ରେସଲର ସୁଶୀଲ କୁମାର ପ୍ରୋଟିନ ଡାଏଟ୍ ପାଇଁ କୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି। ସେ କହିଛନ୍ତି, ଜେଲ୍ରେ ଦିଆଯାଉଥିବା ଖାଦ୍ୟ ତାଙ୍କ ପାଇଁ ଯଥେଷ୍ଟ…
ଲକ୍ଷ୍ନୌ : ଉତ୍ତରପ୍ରଦେଶକୁ ସମ୍ପୂର୍ଣ୍ଣ ଅନଲକ୍ ଘୋଷଣା କରାଯାଇଛି । ସଂକ୍ରମଣ ହ୍ରାସ ପାଇଥିବାରୁ ସମସ୍ତ ଜିଲ୍ଲାରୁ କରୋନା କର୍ଫ୍ୟୁ ହଟାଇ ଦିଆଯାଇଛି । ମିରଟ, ଗୋରଖପୁର ଏବଂ ଲକ୍ଷ୍ନୌ ରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୦ ରୁ କମ୍ ହେବା…
ମୁମ୍ବାଇ : ବଲିଉଡ୍ର ବିବାଦୀୟ ଅଭିନେତ୍ରୀ ରାଖୀ ସାୱନ୍ତଙ୍କୁ ଏମିତିରେର ଏଣ୍ଟରଟେନ୍ମେଣ୍ଟ କୁଇନ୍ କୁହାଯାଏ ନାହିଁ, କିନ୍ତୁ ସେ ତାଙ୍କ ପ୍ରଶଂସକମାନଙ୍କୁ ମତୁଆଲା କରିବାର କୌଣସି ବି ସୁଯୋଗ ହାତଛଡା କରନ୍ତି ନାହିଁ। ସୋସିଆଲ୍ ମିଡିଆରେ ସକ୍ରିୟ ଥିବା ରାଖୀଙ୍କ ମନୋରଞ୍ଜନଧର୍ମୀ…
ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଆମେରିକା, ବ୍ରିଟେନ ପରି ଦେଶରେ ଶହଶହ ଲୋକଙ୍କ ଜୀବନ ନେଇଗଲା କରୋନା। ଭାରତରେ ମଧ୍ୟ କରୋନା ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। ଅନେକ ପରିବାର ଉଜାଡି ଦେଇଛି। ଅନେକ ବାପା-ମା’ଙ୍କ…
ଜଳେଶ୍ୱର/ଚୌଦ୍ୱାର : ତାତିଠୁ ବଳି ଯାଉଛି ଜଳ ଯନ୍ତ୍ରଣା। କେଉଁଠି ନଳକୂଅ ଅଚଳ ତ ଆଉ କେଉଁଠି ଜଳ ଯୋଗାଣ ବ୍ୟବସ୍ଥା ଫେଲ୍। ଫଳରେ ବାଧ୍ୟ ହୋଇ ଦୂଷିତ ପାଣି ବ୍ୟବହାର କରୁଛନ୍ତି ଲୋକେ । ଖରାଦିନେ ପାଣି ଟିକିଏ ପାଇଁ…
ନୋଏଡା : ପଡୋଶୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ମହିଳା । ଗୌତମ ବୁଦ୍ଧନଗର(ନୋଏଡା)ର ଭଙ୍ଗେଲ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟକଲା ଭଳି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ନୋଏଡା ଫେଜ୍-୨ର ଅଞ୍ଚଳରେ ଜଣେ ମହିଳା ଘରେ କବାଟ ଦେଇ ଶୋଇଥିବା…
ନୂଆଦିଲ୍ଲୀ : ଦେଶରେ ଆଉ ଏକ ବଡ଼ ଧରଣର ଆକ୍ରମଣ ଆଶଙ୍କା କରାଯାଉଛି । ରାଷ୍ଟ୍ରୀୟ ଏଜେନ୍ସି ପାଖକୁ ଆସିଲା ଧମକପୂର୍ଣ୍ଣ କଲ୍ । ୨୬/୧୧ ପରି ଷଡଯନ୍ତ୍ର ରଚାଯାଉଛି ବୋଲି କଲ କରିଥିବା ବ୍ୟକ୍ତି କହିଛି । ତେବେ ବର୍ତ୍ତମାନ…
ହାତୀଙ୍କ ପାଇଁ ସୁରକ୍ଷିତ ନୁହେଁ ଚମ୍ପୁଆ ବନାଞ୍ଚଳ ଘରୋଇ ଖଣିଗୁଡିକରେ ବ୍ଲାଷ୍ଟିଂ ସାଜିଛି ବିପଦ ଜଙ୍ଗଲ ଛାଡ଼ି ଭୟରେ ଗାଁ ମୁହାଁ ହେଉଛନ୍ତି ହାତୀ ଚମ୍ପୁଆ ଯୋଡ଼ା ଅଞ୍ଚଳରେ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନ କେନ୍ଦୁଝର : ଜୀବନ ରକ୍ଷା ଚିନ୍ତାରେ…
ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀର ପ୍ରକୋପ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମି କମି ୬ ହଜାର ତଳେ ପହଞ୍ଚିଛି। ହେଲେ ଚିନ୍ତା ବଢାଇଛି ମୃତ୍ୟୁ ସଂଖ୍ୟା। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆଜି…
ଭୁବନେଶ୍ୱର : ରାଜଧାନୀରେ ହତ୍ୟାକାଣ୍ଡ। ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ। ମୃତକ ଜଣକ କାର୍ତ୍ତିକ ସାହୁ ବୋଲି ଜଣାପଡିଛି । ସୂଚନା ମୁତାବକ ଦ୍ରୁତ ଗତିରେ ଗାଡ଼ି ଚଳାଇବାକୁ ନେଇ ବଚସାରୁ…
ଭୁବନେଶ୍ୱର: ରାଜ୍ୟରେ ମହାମାରୀର ପ୍ରକୋପ କମି କମି ଆସୁଛି। ଦୈନିକ ସଂକ୍ରମଣ ତାଲିକାକୁ ଦେଖିଲେ ଏହା ସହଜରେ ଅନୁମାନ କରିହୁଏ। ଗତକାଲି ରାଜ୍ୟରେ ୬୧୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୫୮୯୬ ରୋଗୀ। ସେମାନଙ୍କ ମଧ୍ୟରୁ ୩୩୩୨…
ସମ୍ବଲପୁର : ଓଟିଟି ପ୍ଲାଟଫର୍ମରେ ପ୍ରଥମ ଓଡିଆ ଡକ୍ୟୁମେଣ୍ଟାରୀ ରିଲିଜ୍ ହୋଇଛି । ଓଡ଼ିଶାରେ ହକି ଖେଳ ପ୍ରଶିକ୍ଷଣରେ ପ୍ରତିବନ୍ଧକ ଏବଂ ସଫଳତାକୁ ନେଇ ପ୍ରସ୍ତୁତ ଡକ୍ୟୁମେଣ୍ଟାରୀ ‘ଦି ମାଉଣ୍ଟେନ୍ ହକି’ ହଟ୍ଷ୍ଟାରରେ ରିଲିଜ୍ ହୋଇଛି। ଆଦିବାସୀ ଝିଅମାନଙ୍କୁ ହକି ଟ୍ରେନିଂ…
ପିଲାଦିନର ସ୍ୱପ୍ନ ସତ ହେବ । ମହାକାଶ ଯାତ୍ରା କରିବେ ଆମାଜନ ପ୍ରତିଷ୍ଠାତା ତଥା ସିଇଓ ଜେଫ୍ ବେଜୋସ୍ । ଭାଇ ସହ ଦୁଃସାହସିକ ମହାକାଶ ଯାତ୍ରା କରିବେ ବୋଲି ଗତକାଲି ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରେ ନିଜ କମ୍ପାନୀ’…
ଭୁବନେଶ୍ୱର: ରାଜ୍ୟରେ କରୋନାରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସାଧନ ନାହିଁ। କରୋନାର ଦ୍ୱିତୀୟ ଲହର ଘାତକ ସାଜିଛି। ଫୁସ୍ଫୁସ୍କୁ ସଂକ୍ରମିତ ହୋଇ ଏହାକୁ ନଷ୍ଟ କରି ଦେଉଛି। ଏପରିକି ଚିକିତ୍ସା ପାଇଁ ସମୟ ମିଳୁନି ରୋଗୀଙ୍କୁ। ଫଳରେ ଚାଲିଯାଉଛି…
ନୂଆଦିଲ୍ଲୀ : ବିଦେଶ ଯାଉଥିବା ଯାତ୍ରୀଙ୍କ ପାଇଁ ଏସଓପିରେ ପରିବର୍ତ୍ତନ । ୨୮ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ ନେଇପାରିବେ ବିଦେଶ ଯାଉଥିବା ଯାତ୍ରୀ । କେନ୍ଦ୍ର ସରକାର ବିଦେଶ ଯାଉଥିବା ଛାତ୍ରଛାତ୍ରୀ ଓ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରି…
ନୂଆଦିଲ୍ଲୀ : ଥରହର ଶତ୍ରୁ ଦେଶ । ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଦୀର୍ଘ ଦଶ ବର୍ଷର ଅପେକ୍ଷା ପରେ ଶେଷର ଭାରତୀୟ ନୌସେନାକୁ ଖୁବ ଶୀଘ୍ର ଅନେକ ସ୍ୱତନ୍ତ୍ରତା ଥିବା ହେଲିକପ୍ଟର ରୋମୀୟ ମିଳିବ । ରୋମୀୟ…
ନୂଆଦିଲ୍ଲୀ : ତୁରନ୍ତ କଟକଣା କୋହଳ କରିବା ନିଷ୍ପତ୍ତି ଉପରେ ବିଚାର କରିବା ଜରୁରୀ । ସଂକ୍ରମଣ କମୁଥିବାରୁ ଶୀଘ୍ର ପ୍ରତିବନ୍ଧକ ହଟାଇବା ବିପଦକୁ ଖୋଲାଖୋଲି ଆମନ୍ତ୍ରଣ କରିବା ସହ ସମାନ । ଭାରତରେ କରୋନା ପ୍ରତିବନ୍ଧ କୋହଳ କରୁଥିବା ବେଳେ…
ପୁଣେ: ମହାରାଷ୍ଟ୍ର ପୁଣେର ଏକ ସାନିଟାଇଜାର ଫାର୍ମରେ ଭୟାବହ ଅଗ୍ନିକାଣ୍ଡ ଏହି ଅଗ୍ନିକାଣ୍ଡରେ ୧୮ଜଣ ଶ୍ରମିକଙ୍କ ପ୍ରାଣହାନୀ ଘଟିଛି। ୨୦ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାର ଖବର ମଧ୍ୟ ଆସିଛି। ଆଜି କାରଖାନାର ସାନିଟାଇଜର ଉତ୍ପାଦନ ୟୁନିଟ୍ରେ ହଠାତ୍ କୌଣସି…