• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

death
ଭାରତରେ ରେକର୍ଡ ଭାଙ୍ଗୁଛି କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି କରୋନା ମୃତକଙ୍କ ସଂଖ୍ୟା । ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଲୋକେ ଭୟରେ ଜୀବନ…

  • Friday, 07 May 2021
1
ସଲମାନଙ୍କୁ ପସନ୍ଦ କରୁ ନ ଥିଲେ ଅମିର, ଜାଣନ୍ତୁ କାରଣ…

ମୁମ୍ବାଇ: ଦୁଇ ବଲିଉଡ ସୁପରଷ୍ଟାର ଅମୀର ଖାନ ଓ ସଲମାନ ଖାନଙ୍କ ପ୍ରଶଂସକ ବହୁତ ଅଧିକ। ଉଭୟଙ୍କ ଯୋଡି ପ୍ରାୟତଃ ପରଦାରେ ଦେଖାଯାଇ ନାହିଁ। କିନ୍ତୁ କମେଡି ଫିଲ୍ମ ‘ଅନ୍ଦାଜ୍ ଅପ୍ନା ଅପ୍ନା’ ରେ ଉଭୟଙ୍କ ଯୋଡି ଲୋକମାନଙ୍କୁ ବହୁତ ମଜ୍ଜା…

  • Friday, 07 May 2021
israel
ଓଂ ନମଃ ଶିବାୟ ଜପ କଲେ ଇସ୍ରାଏଲ୍ ଲୋକେ

ଭାରତୀୟଙ୍କ ପାଇଁ ସମବେତ ପ୍ରାର୍ଥନା । ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ଓଂ ନମଃ ଶିବାୟ ଜପ କରୁଛନ୍ତି ଇସ୍ରାଏଲବାସୀ । ଭାରତକୁ ବର୍ତ୍ତମାନ ମୃତ୍ୟର ଦୂତ ଧରି ଆସିଛି କରୋନାର ଦ୍ଵିତୀୟ ଲହରୀ । ଚାରିଆଡେ ନୀରବତା ,…

  • Friday, 07 May 2021
3
ଏହି ଅଭିନେତାଙ୍କ ସହ ଚୁମ୍ବନ ଦୃଶ୍ୟ କରିବାକୁ ଚାହାନ୍ତି ଜାହ୍ନବୀ

ମୁମ୍ବାଇ: ‘ଧଡକ’ ଚଳଚ୍ଚିତ୍ରରେ ଡେବ୍ୟୁ କରିବା ପରେ ‘ଗୁଞ୍ଜନ ସାକ୍ସେନା’ ଏବଂ ‘ରୋହି’ରେ ଅଭିନୟ କରିଥିବା ଅଭିନେତ୍ରୀ ଜାହ୍ନବୀ କପୁର ଏଯାଏ ଭିନ୍ନ ଭିନ୍ନ ଭୂମିକାରେ ନିଜର ଯାଦୁଗରୀ ଅଭିନୟରେ ଦର୍ଶକମାନଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ କିଣି ସାରିଛନ୍ତି। ବର୍ତ୍ତମାନ…

  • Friday, 07 May 2021
pradhan-mantri-kisan-mandhan-yojana1-sixteen_nine
କୃଷକଙ୍କୁ ପ୍ରତି ବର୍ଷ ସରକାର ଦେବେ ୩୬୦୦୦ ଟଙ୍କା : ମାସକୁ ଜମା କରିବାକୁ ପଡ଼ିବ ମାତ୍ର ୫୫ ଟଙ୍କା

ଦେଶରେ କ୍ଷୁଦ୍ର ଚାଷୀଙ୍କ ପାଇଁ କେନ୍ଦ୍ରରେ ମୋଦି ସରକାର ଅନେକ ଯୋଜନା ମାନ ଉପସ୍ଥାପନ କରିଛନ୍ତି । ଏଥି ମଧ୍ୟରୁ କିସାନ ସମ୍ମାନ ନିଧି ଯୋଜନା ଅନୁସାରେ କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ ଦିଆଯାଉଛି । କିନ୍ତୁ କେନ୍ଦ୍ର ସରକାରଙ୍କ…

  • Friday, 07 May 2021
stalin
ଚାହା ଖଟିରୁ ରାଜନୀତିର ଚାଣକ୍ୟ ପାଲଟିଗଲେ ଷ୍ଟାଲିନ୍

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ DMK ମୁଖ୍ୟ ଏମ୍. କେ ଷ୍ଟାଲିନ୍। କରୋନା କଟକଣା ଭିତରେ ଶପଥ ନେଲେ ଏମ୍. କେ ଷ୍ଟାଲିନ୍। ପଦ ଓ ଗୋପନୀୟତାର ଶପଥ ପାଠ ରାଜ୍ୟପାଳ କରାଇଛନ୍ତି। ଚେନ୍ନାଇ ରାଜଭବନରେ ନିରାଡମ୍ବର ଉତ୍ସବରେ…

  • Friday, 07 May 2021
covid new
କମୁନି ସଂକ୍ରମଣ; ଆଜି ଦେଶରେ ପଜିଟିଭ ସଂଖ୍ୟା ୪ ଲକ୍ଷ ଉପରେ

ନୂଆଦିଲ୍ଲୀ:ଦେଶରେ କରୋନା ତା’ର ସ୍ଥିତି ପୂର୍ବପରି ଜାହିର ରଖିଛି । ସଂକ୍ରମଣ ହାର କେତେକ ରାଜ୍ୟରେ ସାମାନ୍ୟ ହ୍ରାସ ପାଇବା ପରି ମନେ ହେଉଥିଲେ ହେଁ ମୋଟ ସଂଖ୍ୟାରେ କୌଣସି ପରିବର୍ତ୍ତନର ସୂଚନା ନାହିଁ । ସଂକ୍ରମଣ ହାର ଦେଖି ଏବେ…

  • Friday, 07 May 2021
PTI
ଗୁରୁଗ୍ରାମରୁ ଲୁଧିଆନା ଗଲେ କରୋନା ରୋଗୀ, ୧.୨୦ ଲକ୍ଷ ଭଡ଼ା ଆଦାୟ କଲେ ଆମ୍ବୁଲାନ୍ସ ଡ୍ରାଇଭର

ଗୁରୁଗ୍ରାମ: ମହାମାରୀ ଭୟ ମାରିଦେଉଛି ମାନବିକତା । ସାଇବର ସିଟି ଗୁରୁଗ୍ରାମରେ ଘଟିଛି ଲଜ୍ୟାଜନକ ଘଟଣା । କରୋନା ରେୀଗୀଙ୍କ ଅସହାୟତାର ଫାଇଦା ଉଠାଇଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର । ଗୁରୁଗ୍ରାମରୁ ଲୁଧିଆନା ଯିବାପାଇଁ କରୋନା ସଂକ୍ରମିତ ରୋଗୀଙ୍କ ଠାରୁ ୧.୨୦ ଲକ୍ଷ…

  • Friday, 07 May 2021
tipu sultan
ଜଣେ ମୁସଲିମ ଶାସକ ହୋଇ ବି କାହିଁକି ହିନ୍ଦୁଙ୍କ ପ୍ରତୀକକୁ ବ୍ୟବହାର କରୁଥିଲେ ଟିପୁ ସୁଲ୍‌ତାନ

ଭାରତ ସ୍‌:ାଧୀନତା ସଂଗ୍ରାମର ପ୍ରଥମ ଯୋଦ୍ଧା ଟିପୁ ସୁଲ୍‌ତାନ । ଇତିହାସରେ ସ୍‌:ର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି ଏହି ମହାନ ଯୋଦ୍ଧାଙ୍କ ନାଁ । ୧୭୯୯ ମେ’ ୪ ତାରିଖ ଇଂରେଜମାନଙ୍କ ବିରୋଧରେ ଚାଲିଥିବା ଯୁଦ୍ଧରେ ତାଙ୍କର ମୃତ୍ୟୁ ଘଟିଥିଲା…

  • Friday, 07 May 2021
77
ଦୃଢ଼ ମନୋବଳ ଆଗରେ ହାରିଲା କରୋନା : ଘରେ ରହି ଭାଇରସକୁ ମାତ ଦେଲେ ୧୦୦ ବର୍ଷୀୟ ମହିଳା

ଲକ୍ଷ୍ନୌ : ହାରିଗଲା ଭାଇରସ୍‌, ଜିତିଗଲେ ବୃଦ୍ଧା । ଦୃଢ଼ ମନୋବଳ ଆଗରେ ହାରିଲା ଅଦୃଶ୍ୟ ଭାଇରସ୍ । କରୋନା ମହାମାରୀର ମୁକାବିଲା କରି ଜିତିଲେ ବୃଦ୍ଧ ମହିଳା । ଘରେ ରହି ଭାଇରସକୁ ହରାଇଲେ ୧୦୦ ବର୍ଷୀୟ ଜାନକୀ ଠୁକରାଲ…

  • Friday, 07 May 2021
medicine
କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେବା ନେଇ ଆସିଲା ନୂଆ ଗାଇଡ୍‌ଲାଇନ୍

ଭୁବନେଶ୍ୱର: କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେବା ନେଇ ଆସିଲା ନୂଆ SOP। କରୋନା ପାଇଁ ନୂଆ ଔଷଧ TOCILIZUMAB(ଟୋସଲିଜୁମାବ) ଓ ଅନ୍ୟ ଔଷଧ ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ପ୍ରୋଟୋକଲ ଜାରି ହୋଇଛି। ଗୁରୁତର ରୋଗୀଙ୍କୁ ଔଷଧ,…

  • Friday, 07 May 2021
covaxin
ଓଡ଼ିଶାରେ ଉତ୍ପାଦନ ହେବ କୋଭାକ୍ସିନ୍ ଟିକା

ଭୁବନେଶ୍ୱର: ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ଓଡ଼ିଶାରେ ଉତ୍ପାଦନ ହେବ କୋଭାକ୍ସିନ୍ ଟିକା। ଏହି ଲକ୍ଷ୍ୟ ନେଇ ଭୁବନେଶ୍ୱର ଅନ୍ଧାରୁଆଠାରେ ଟିକା ଉତ୍ପାଦନ ଶିଳ୍ପାନୁଷ୍ଠାନର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

  • Friday, 07 May 2021
kejriwal
କରୋନାର ନୂଆ ଭାରିଏଣ୍ଟ୍ ପାଇଁ ଆଲର୍ଟ : ଦୁଇ ରାଜ୍ୟରୁ ଦିଲ୍ଲୀ ଆସିଲେ ୧୪ ଦିନିଆ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଠେଟାର ନିଷ୍ପତ୍ତି ନେଲେ କେଜ୍ରିୱାଲ ସରକାର । ଏବେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନରୁ ଦିଲ୍ଲୀ ଆସୁଥିବା ଲୋକଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି ।…

  • Friday, 07 May 2021
corona death
କରୋନାରେ ଗଲା ଆଉ ୧୯ ଜଣଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା କରୋନା। ୨୪ ଘଣ୍ଟାରେ ସର୍ବାଧିକ ୧୯ ଜଣଙ୍କ ମୃତ୍ୟୁ ହୋଇଛନ୍ତି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ସର୍ବାଧତ୍କ ୪ ଲେଖାଏଁ, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୨ ଲେଖାଏଁ; ଅନୁଗୁଳ, ବଲାଙ୍ଗିର, କଟକ ଓ ଦେବଗଡ଼ରୁ…

  • Friday, 07 May 2021
irfan
ପୂର୍ବତନ କ୍ରିକେଟର ଇରଫାନ୍ ପଠାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ଅହମଦାବାଦ : ପୂର୍ବତନ କ୍ରିକେଟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଭାରତର ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ସହ ନିଜ ବୋହୂର ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତିି ଅହମ୍ମଦାବାଦ ପୋଲିସ ବିଭାଗରୁ ଅବସର ନେଇଥିବା ଜଣେ ବୃଦ୍ଧ । କେବଳ…

  • Friday, 07 May 2021
corona
ରେକର୍ଡ ପରେ ରେକର୍ଡ: ଦିନକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଟପିଲା

ରାଜ୍ୟରେ ସାଂଘାତିକ ସ୍ଥିତିରେ ପହଞ୍ଚିଲାଣି କରୋନା । ଏବେ ସିଧା ଡେଇଁଛି ୧୨ ହଜାର ଉପରକୁ । ରାଜ୍ୟରେ ଆଉ ୧୨ ହଜାର ୨୩୮ ପଜିଟିଭି ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ଓ ଖୋର୍ଦ୍ଧାରେ ଉଗ୍ର ରୂପ ଧାରଣ କଲାଣି ମହାମାରୀ…

  • Friday, 07 May 2021
ipl
IPLରେ ବଡ଼ ଖୁଲାସା: UAE ତୁଳନାରେ ଭାରତରେ ବାୟୋ-ବବୁଲ ଦୁର୍ବଳ ଥିଲା..

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ବାୟୋ-ବବୁଲ୍ ଗତ ବର୍ଷ ୟୁଏଇର ବାୟୋ ବବୁଲ ତୁଳନାରେ ଦୁର୍ବଳ ଥିଲା । ଆଇପିଏଲ ୨୦୨୧ ସ୍ଥଗିତ ହେବା ପରେ କିଛି ଖେଳାଳି ଏଭଳି କହିଛନ୍ତି । ଖେଳାଳିଙ୍କୁ କରୋନା ଗ୍ରାସ କରିବା ପରେ…

  • Thursday, 06 May 2021
Randeep Guleria
ଅଲଗା-ଅଲଗା ସମୟରେ ଆସି ଘାଇଲା କରିବ କରୋନା: ଗୁଲେରିଆ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢ଼ାଇଥିବା ବେଳେ ରଣଦୀପ ଗୁଲେରିଆ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଆହୁରି ରୂପ ବଦଳାଇ ପାରେ କରୋନା । କରୋନା ଭାଇରସ୍‌ର ଦ୍ୱିତୀୟ ଲହର, ଦେଶର ବିଭିନ୍ନ ସ୍ଥାନରେ…

  • Thursday, 06 May 2021
mask
ମାସ୍କ ନପିନ୍ଧିବା ଅଭିଯୋଗରେ ୬ କୋଟି ଟଙ୍କାର ଫାଇନ୍ ଆଦାୟ

ଭୁବନେଶ୍ୱର: ସଚେତନ ନହେଲେ କରୋନା ସଂକ୍ରମଣ ବଢ଼ିବ। ତେଣୁ ରାଜ୍ୟରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ତଥାପି ବହୁ ଲୋକ କଟକଣା ମାନୁନାହାନ୍ତି ବୋଲି କହିଛନ୍ତି ପୋଲିସ୍ ଡିଜି ଅଭୟ। ରାଜ୍ୟରେ କୋଭିଡ୍ କଟକଣା ନମାନିବାରୁ କଟିଛି ୧୫ କୋଟିରୁ ଅଧିକ ଟଙ୍କାର…

  • Thursday, 06 May 2021
terrorist attack
୩ ଆତଙ୍କୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ, ଜଣେ କଲା ଆତ୍ମସମର୍ପଣ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷା ବଳକୁ ମିଳିଛି ବଡ଼ ସଫଳତା ।  ଦକ୍ଷିଣ କାଶ୍ମୀରର ସୋପିଆନ ସେକ୍ଟରରେ ଗୁରୁବାର ସକାଳୁ ସକାଳୁ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି । ଏନକାଉଣ୍ଟରରେ ୩ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ଏଥିସହିତ ଜଣେ…

  • Thursday, 06 May 2021
health-specialist
ତୃତୀୟ ଲହର କଥା ଚିନ୍ତା ନକରି ଆକ୍ରାନ୍ତଙ୍କ ଚିକିତ୍ସା ଉପରେ ଧ୍ୟାନ ଦିଅ: ବିଶେଷଜ୍ଞ

ଭୁବନେଶ୍ୱର: ମେ୧ରେ ୧୦, ୪୧୩, ୨ରେ ୮୦୧୫, ୩ରେ ୮୯୧୪, ୪ରେ ୮୨୧୬, ୫ରେ ୯୮୮୯ ଓ ଆଜି ୧୦, ୫୨୧। ମେ ମାସର ପ୍ରଥମ ୬ ଦିନରେ ଚିହ୍ନଟ ହେଲେଣି ୫୫ ହଜାର ୯୬୮ କୋଭିଡ୍ ଆକ୍ରାନ୍ତ। ଖୋର୍ଦ୍ଧା ଓ…

  • Thursday, 06 May 2021
train
ଦେଶରେ ବଢୁଛି କରୋନା ସଂକ୍ରମଣ: ମେ ୯ରୁ ୨୮ଟି ସ୍ପେଶାଲ ଟ୍ରେନ୍ ବାତିଲ୍ ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ: ପୁଣିଥରେ ଟ୍ରେନ୍ ସେବାକୁ ରୋକିଲା ମହାମାରୀ କରୋନା। ଆସନ୍ତା ୯ ତାରିଖରୁ ଦେଶବ୍ୟାପୀ ୨୮ଟି ଏକ୍ସପ୍ରେସ ତଥା ସ୍ପେଶାଲ ଟ୍ରେନ୍ ଚଳାଚଳକୁ ବାତିଲ କରିବାକୁ ରେଲୱେ  ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଲଗାତାର ଭାବେ ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ…

  • Thursday, 06 May 2021
upscib
ଭାରତ ପରେ ବିଗିଡ଼ିପାରେ ପୂରା ବିଶ୍ୱର ସ୍ଥିତି

ୱାଶିଂଟନ୍: ଯଦି ଭାରତରେ ସ୍ଥିତି ଭୟାନକ ହୋଇ ରହେ, ତେବେ ଦୁନିଆର ପରିସ୍ଥିତି ମଧ୍ୟ ଭୟାନକ ରହିବ । ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇଁ ଓକିଲାତି କରୁଥିବା ଏକ ପ୍ରମୁଖ ଗୋଷ୍ଠୀ ଏଭଳି କହିଛନ୍ତି । ସେମାନେ…

  • Thursday, 06 May 2021
buttler
ଭାରତ ଛାଡ଼ିବା ପୂବର୍ରୁ ଜୋସ ବଟଲର ହେଲେ ଭାବପ୍ରବଣ, ଲେଖିଲେ ଏଭଳି ସନ୍ଦେଶ..

ନୂଆଦିଲ୍ଲୀ: ସାରା ଭାରତରେ ଏବେ କରୋନା କାୟା ବିସ୍ତାର କରି ରଖିଛି । କରୋନା ଜାଲରେ ଭାରତବାସୀ ଛନ୍ଦି ହୋଇ ରହିଛନ୍ତି । ବହାରି ପାରୁନାହାନ୍ତି କି ବର୍ତ୍ତିପାରୁ ନାହାନ୍ତି । ତେବେ ଏହି କରୋନା ସମୟରେ ଅନେକ ବ୍ୟବସ୍ଥିତ ଢ଼ଙ୍ଗରେ…

  • Thursday, 06 May 2021