• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

checking in ctc
ଏଣିକି ପରିଚୟ ପତ୍ର ଓ ଅଥରାଇଜେସନ ଲେଟର ଦେଖାଇଲେ ମିଳିବ ଅନୁମତି: ସିପି

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୧୨ ହଜାର ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ  ପାଳନ କରିବାକୁ ସରକାର କଟକଣା ଜାରି କରିଥିଲେ ମଧ୍ୟ କିଛି ଅମାନିଆ ନିୟମକୁ…

  • Saturday, 08 May 2021
elephant
ଆଈ ଓ ନାତୁଣୀକୁ ଦଳି ଦେଲା ହାତୀ

ବାରିପଦା : ହାତୀ ଆକ୍ରମଣରେ ଆଈନାତୁଣୀ ମୃତ, ଆଉ ଜଣେ ଗୁରୁତର । ଏହିପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ରେଞ୍ଜ ଅଂଚଳ ଦୁଧକୁଣ୍ଡି ଗାଁ ନିକଟ ଜଙ୍ଗଲରେ । ଆଜି ସକାଳ ସମୟରେ ଦୁଧକୁଣ୍ଡି ଗାଁର କିଛି…

  • Saturday, 08 May 2021
1
ରଶ୍ମୀ ଦେଶାଇ ବୋଲ୍ଡ ଅବତାର ନେଇ ଟ୍ରୋଲ

ମୁମ୍ବାଇ: ଯେତେବେଳେ ଟିଭି କଳାକାରମାନଙ୍କ କଥା ପଡେ ସତେବେଳେ ଏହି ତାଲିକାରେ ରଶ୍ମୀ ଦେଶାଇଙ୍କୁ ବାଦ ଦେଇ ହେବନି। ରଶ୍ମୀ ସେହି କଳାକାର ଯିଏ ‘ଉତରନ’ ସିରିଏଲ ମାଧ୍ୟମରେ ଘରେ ଘରେ ପରିଚିତ। ‘ବିଗ୍ ବସ୍ ୧୩’ ର ପ୍ରତିଯୋଗୀ ତଥା…

  • Saturday, 08 May 2021
rahul gandhi
‘ଜନତାଙ୍କ ଜୀବନ ଚାଲିଯାଉ, ତଥାପି ଟ୍ୟାକ୍ସ ଛାଡ଼ କରିବେନି କେନ୍ଦ୍ର ସରକାର’

ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନ ମୂଲ୍ୟ ପରେ ଏବେ ତା’ ଉପରେ ଲାଗୁଥିବା ଟ୍ୟାକ୍ସକୁ ନେଇ ହଙ୍ଗାମା ଆରମ୍ଭ ହୋଇଯାଇଛି । ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭ୍ୟାକ୍ସିନ କିଣିଲେ  ଲାଗୁଥିବା ଜିଏସଟି ହଟାଇବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ…

  • Saturday, 08 May 2021
oxyzen
ଉପସାଗରୀୟ ଦେଶରୁ ଭାରତକୁ ଆସିବ ଅକ୍ସିଜେନ

ନୂଆଦିଲ୍ଲୀ: ଉପସାଗରୀୟ ଦେଶ ଗୁଡ଼ିକରୁ ଭାରତକୁ ଆସିବ ଲିକୁ୍ୟଇଡ୍ ମେଡ଼ିକାଲ୍ ଅକ୍ସିଜେନ। ଆବୁଧାବି, କୁଏତ, କତାର, ବାହରିନ, ସାଉଦିଆରବ, ଓମାନରୁ ଏହି ଲିକୁଇଡ୍ ମେଡିକାଲ ଅକ୍ସିଜେନ୍ ଭାରତକୁ ଆସିବ। ଇଣ୍ଡିଆନ ଅଏଲ ଏବଂ ଗେଲ୍ ଇଣ୍ଡିଆ ସହଯୋଗରେ ଏହି ଅକ୍ସିଜେନ୍ ଅଣାଯିବ…

  • Saturday, 08 May 2021
kamla
ଦୁର୍ଦ୍ଦିନରେ ଆମେ ଭାରତ ସହ ଅଛୁ- କମଲା ହାରିସ

ନୂଆଦିଲ୍ଲୀ: ଭାରତର ବିପତ୍ତି ସମୟରେ ସହାୟତାର ହାତ ବଢାଇଛି ଆମେରିକାର ବାଇଡେନ ପ୍ରଶାସନ । କରୋନା କବଳରେ ପଡି ଭାରତ ଅଣନିଃଶ୍ୱାସୀ ହେଉଥିବବେଳେ ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଲା ହାରିସ ‘ଆମେ ଭାରତ ସହ ଅଛୁ’ ବୋଲି କହି ଆଶ୍ୱାସନା…

  • Saturday, 08 May 2021
4
କଙ୍ଗନାଙ୍କୁ କରୋନା : କହିଲେ ଶେଷ କରିଦେବି

ମୁମ୍ବାଇ: କରୋନାର କରାଳ ସାରା ଦୁନିଆକୁ ଘେରି ରଖିଛି। ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା କରୋନା ଲହର ବଲିଉଡର ଅନେକ ସେଲିବ୍ରିଟିମାନଙ୍କୁ କବଲିତ କରିଛି। ବର୍ତ୍ତମାନ ବଲିଉଡର ପଙ୍ଗା ରାଣୀ ଅର୍ଥାତ୍ କଙ୍ଗନା ରଣୌତ ମଧ୍ୟ କୋଭିଡ୍ ପଜିଟିଭର ଶିକାର…

  • Saturday, 08 May 2021
odisha
୮ ଘଣ୍ଟାରୁ ଅଧିକ ସମୟ ଯାଏ ହସ୍ପିଟାଲ୍‌ରେ ପଡ଼ି ରହିଲା କରୋନା ରୋଗୀଙ୍କ ମୃତଦେହ !

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର କୋଭିଡ୍‌ ହସ୍ପିଟାଲରେ ଚରମ ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇଛି। ହସ୍ପିଟାଲ୍‌ର ଆଇସିୟୁ ଭିତରେ ଚିକିତ୍ସାଧିନ ଅବସ୍ଥାରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେବାର ୮ ଘଣ୍ଟାରୁ ଅଧିକ ସମୟ ଯାଏ ଶବ ପଡ଼ି ରହିବା ନେଇ ଏକ…

  • Saturday, 08 May 2021
sonu
କରୋନା ସଂକ୍ରମିତଙ୍କ ମୃତ୍ୟୁରେ ଭାବୁକ ହେଲେ ସୋନୁ ସୁଦ୍ 

ମୃତ୍ୟୁ ନୀରବ ଆଉ ନିଷ୍ଠୁର । ସୋନୁ ସୁଦଙ୍କ ଶତ ଚେଷ୍ଟା ସତ୍ତ୍ୱେ ଚାଲିଗଲା ଜୀବନ । କରୋନା ସଂକ୍ରମିତଙ୍କ ମୃତ୍ୟୁରେ ଭାବୁକ ହେଲେ ଗରିବଙ୍କ ମସିହା  । କରୋନାର ଭୟାନକ ମାହୋଲରେ ଅଭିନେତା ସୋନୁ ସୁଦ୍ ପାରୁ ପର୍ଯ୍ୟନ୍ତ ଲୋକଙ୍କୁ…

  • Saturday, 08 May 2021
corona
ଦେଶରେ ୨୪ ଘଣ୍ଟାରେ ଆଖି ବୁଜିଲେ ୪୧୮୭ କରୋନା ରୋଗୀ

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ବିତୀୟ ଲହର ଯେମିତି ଦେଶରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରୁଛି । ଦେଶରେ ସଂକ୍ରମଣ ହାର ବଢିବା ସହ ମୃତୁ ହାର ମଧ୍ୟ ବଢି ଚାଲିଛି । ଆଜି ବି ୪ର୍ଥ ଦିନରେ ଦେଶରେ ସଂକ୍ରମଣ…

  • Saturday, 08 May 2021
accident
ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ କୋଭିଡ୍ ଡ୍ୟୁଟିରେ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ନୟାଗଡ଼: ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ କୋଭିଡ୍ ଡ୍ୟୁଟିରେ ଯାଉଥିବା ଏକ ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁ ନିକଟରେ ଗଛରେ ପିଟି ହୋଇ ବସ୍‌ଟି…

  • Saturday, 08 May 2021
tamilnadu
ତାମିଲନାଡୁରେ ମେ ୧୦ରୁ ୧୪ ଦିନିଆ ଲକଡାଉନ୍

ଚେନ୍ନାଇ : ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁରେ ଲାଗୁ ହେଲା ସମ୍ପୂର୍ଣ୍ଣ ଲକଡାଉନ୍ । କରୋନା ଚେନରେ ବ୍ରେକ୍ ଲଗାଇବା ଲାଗି ମେ ୧୦ରୁ ମେ ୨୪ ଯାଏ ତାମିଲନାଡୁରେ ଲକଡାଉନ୍ ଘୋଷଣା କରିଛନ୍ତି ତାମିଲନାଡୁର ନୂତନ ଡିଏମକେ…

  • Saturday, 08 May 2021
CORONA
ଚନ୍ଦା ଲୋକଙ୍କୁ ସଂକ୍ରମଣ ଭୟ ଅଧିକ : ୨.୫ ଗୁଣ ଅଧିକ ଗମ୍ଭୀର ରୂପରେ ପୀଡିତ ହେବାର ଆଶଙ୍କା

ନୂଆଦିଲ୍ଲୀ : କରୋନା ମହାମାରୀର କହର ସାରା ବିଶ୍ୱରେ ବଢ଼ିବାରେ ଲାଗିଛି । କିନ୍ତୁ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଏବେ ଚିନ୍ତାଜନକ ରହିଛି । ପ୍ରତି ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟାରେ ମଧ୍ୟ ଲଗାମ…

  • Saturday, 08 May 2021
Tehsildar
ବିବାହ ଭୋଜି ଅଟକାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ତହସିଲଦାର

ମୋହନା: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଯେଉଁଭଳି ଭାବରେ ବୃଦ୍ଧି ପାଉଛି କୋଭିଡ୍‌ ନିୟମ ଠିକ୍‌ ଭାବେ ପାଳନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି। ହେଲେ କିଛି ଅମାନିଆ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। କମ୍‌…

  • Saturday, 08 May 2021
karnatak
କରୋନା ସଂକ୍ରମଣରେ ବ୍ରେକ ଲଗାଇ ପାରିଲାନି କର୍ଫ୍ୟୁ : ୧୦ରୁ ୨୪ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ ଲକଡାଉନ୍

ବେଙ୍ଗାଲୁର : ଦୈନିକ ମୃତ୍ୟୁ ଓ ପଜିଟିଭ୍ ହାରରେ ବ୍ରେକ ଲଗାଇବା ପାଇଁ ଦୁଇ ସପ୍ତାହର ଲକଡାଉନ୍ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । କରୋନା ସଂକ୍ରମଣକୁ କମ୍ କରିବାକୁ ସାରା ରାଜ୍ୟରେ କର୍ଫ୍ୟୁ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିଲାନି…

  • Saturday, 08 May 2021
kerala
କେରଳରେ ଆଜି ଠାରୁ ସମ୍ପୂର୍ଣ୍ଣ ଲକଡାଉନ୍‌

ତ୍ରିଭେନ୍ଦ୍ରମ୍ : କେରଳରେ ଲାଗୁ ହେଲା ୮ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ । ମହାମାରୀ କରୋନାର ଦ୍ୱିତୀୟ ଲହରରେ ଅନ୍ୟତମ ପ୍ରଭାବିତ ରାଜ୍ୟ ତାଲିକାରେ ରହିଛି କେରଳ । ଆଉ ଏଥିପାଇଁ ଏଥିରେ ବ୍ରେକ୍ ଲଗାଇବା ପାଇଁ ବିଜୟନ ସରକାର ଏହି…

  • Saturday, 08 May 2021
snake
ସାପ କାମୁଡ଼ାରେ ଭାଇଭଉଣୀ ମୃତ

ସାପ କାମୁଡ଼ାରେ ଭାଇଭଉଣୀ ମୃତ ମୃତ ୨ ଶିଶୁଙ୍କ ବୟସ ୧୧ ବର୍ଷ ଓ ୩ ବର୍ଷ ରାତିରେ ଶୋଇଥିବା ବେଳେ ଉଭୟଙ୍କୁ କାମୁଡ଼ି ଦେଇଥିଲା ସାପ ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏକ ଦୁଃଖଦ…

  • Saturday, 08 May 2021
sbi
ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ନମ୍ବର ଜାରି କଲା ଏସବିଆଇ : ମାତ୍ର ଗୋଟିଏ କଲରେ ହୋଇଯିବ ସମସ୍ତ କାମ

ନୂଆଦିଲ୍ଲୀ : ମହାମାରୀର ମହାସଙ୍କଟ ମଧ୍ୟରେ ଆଉ ବ୍ୟାଙ୍କ ଦଉଡ଼ିବାକୁ ପଡ଼ିବନି । ମାତ୍ର ଗୋଟିଏ କଲରେ ହୋଇପାରିବ ଅନେକ କାମ । କରୋନାର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ…

  • Saturday, 08 May 2021