• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

petrol
ହୁ ହୁ ହୋଇ ବଢୁଛି ତୈଳ ଦର....ରାଜ୍ୟରେ ୧୦୦ ଟପିଲା ପେଟ୍ରୋଲ ଦର

କରୋନା କାଳରେ ଜୀବିକାକୁ ନେଇ ସଂଘର୍ଷ କରୁଥିବା ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗିଦେଲାଣି ପେଟ୍ରୋଲର ମହଙ୍ଗା ମାଡ଼। ଲଗାତାର ଦୁଇ ଦିନ ହେଲା ମାଲକାନଗିରି ଜିଲ୍ଲାରେ ଶତକ ମାରୁଛି ପେଟ୍ରୋଲ୍।

  • Monday, 31 May 2021
death
କରୋନା : ମଣିଷ ନୁହେଁ, ମାନବିକତାର ବି ମୃତ୍ୟୁ ହେଉଛି

କରୋନା କାଳରେ ଖାଲି ମଣିଷ ନୁହେଁ, ମାନବିକତାର ବି ମୃତ୍ୟୁ ବି ହେଉଛି। ସ୍ଥିତି ଏମିତି ହେଉଛି ଯେ, ଅଣଲେଉଟା ଯାତ୍ରାରେ ଯାଉଥିବା ଆତ୍ମୀୟଙ୍କୁ ଶେଷ ବିଦାୟ ଜଣାଇବାକୁ ବି ଯାଉନାହାଁନ୍ତି ପ୍ରିୟ ପରିଜନ

Covid 19
କୋଭିଡ-୧୯ର ଉତ୍ପତ୍ତି ସ୍ପଷ୍ଟ ନହେଲେ କୋଭିଡ-୨୬ ଓ କୋଭିଡ-୩୨ ଭୋଗିବାକୁ ପଡ଼ିବ: ବିଶେଷଜ୍ଞ

ୱାଶିଂଟନ୍: କରୋନା ଭାଇରସର ଉତ୍ପତ୍ତି କେଉଁଠୁ ହୋଇଛି ? ଏହା ଜାଣିବା ପାଇଁ ଚୀନ୍ ଉପରେ କ୍ରମାଗତ ଭାବେ ଚାପ ବଢ଼ିବାରେ ଲାଗିଛି । ଏବେ ଆମେରିକାର କେତେ ଜଣ ରୋଗ ବିଶେଷଜ୍ଞ କହିଛନ୍ତି ଯେ, ଭବିଷ୍ୟତରେ କରୋନା ମହାମାରୀକୁ ଏଡାଇବାକୁ…

mamata-banerjee
ପଶ୍ଚିମବଙ୍ଗ ଘମାସାନରେ ନୂଆ ଟ୍ୱିଷ୍ଟ ! କେନ୍ଦ୍ର ନିର୍ଦ୍ଦେଶକୁ ବେଖାତିର ପରେ ଦିଦି ହେଲେ ସାହା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଘମାସାନରେ ନୂଆ ଟ୍ୱିଷ୍ଟ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପଧ୍ୟାୟଙ୍କ କେନ୍ଦ୍ରୀୟ ଡେପୁଟେସନ ପ୍ରସଙ୍ଗକୁ ନେଇ ଉଗ୍ର ହୋଇଛି ବିବାଦ । ତାଙ୍କୁ ଏବେ ରାଜ୍ୟ ସରକାର ଛାଡି ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି…

sc
ଜୁନ୍‌ ୩ରେ ଜଣା ପଡ଼ିବ ଚଳିତବର୍ଷ ହେବ କି ନାହିଁ ଦ୍ୱାଦଶ ବୋର୍ଡ ପରୀକ୍ଷା

ସିବିଏସ୍ଇ ଏବଂ CISCEର ଦ୍ୱାଦଶ ବୋର୍ଡ ପରୀକ୍ଷା ରଦ୍ଦ ଆବେଦନ ଉପରେ ହେବାକୁ ଥିବା ସୁପ୍ରିମକୋର୍ଟଙ୍କ ଶୁଣାଣି ଆସନ୍ତା ୩ ତାରିଖକୁ ଘୁଞ୍ଚିଲା। ୨୦୨୧ର ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ ନା ନାହିଁ ଏହି ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଥାନ୍ତେ।

Alapan-Mamata
ବିବାଦ ଭିତରେ ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ

ବିବାଦ ଭିତରେ ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟୟ। ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି ଆଲପନ। ଆଜି ସେ ନିଜ ଅବସର ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି

  • Monday, 31 May 2021
4
ଅଧିକ ଆମ୍ବ ଖାଉଛନ୍ତି କି? ତେବେ ଏହିସବୁ ସମସ୍ୟା ହୋଇପାରେ

ଆମ୍ବକୁ ଜାତୀୟ ଫଳ ତଥା ଫଳମାନଙ୍କର ରାଜା ବୋଲି ବିବେଚନା କରାଯାଏ। ଏହି ଆମ୍ବ କାହାକୁ ବା ପସନ୍ଦ ନୁହେଁ। ଗ୍ରୀଷ୍ମ ଆସିବା ମାତ୍ରେ ଲୋକମାନେ ନିଜ ପ୍ରିୟ ଆମ୍ବ ବଜାରରୁ ଆଣି ଉତ୍ସାହର ସହିତ ଖାଆନ୍ତି। ଆମ୍ବ କେବଳ ସ୍ୱାଦରେ…

  • Monday, 31 May 2021
Untitled-1
ଏଲୋପାଥି କାହିଁକି ଲୋକପ୍ରିୟ, କିଏ ଥିଲେ ଏହାର ଜନକ?

ଏଲୋପାଥି ଏବଂ ଆୟୁର୍ବେଦ ମଧ୍ୟରେ ବିବାଦ କମିବା ପରିବର୍ତ୍ତେ ବୃଦ୍ଧି ପାଉଛି। ଯୋଗ ଗୁରୁ ରାମଦେବ ଅତୀତରେ ଏଲୋପାଥି ଉପରେ ଏକ ବିବାଦୀୟ ବିବୃତ୍ତି ଦେଇ ଏହାକୁ କମ୍ ପ୍ରଭାବଶାଳୀ ବୋଲି କହିଛନ୍ତି। ଏଥି ସହିତ, କରୋନା ସଂକ୍ରମଣଙ୍କ ଚିକିତ୍ସା ସମୟରେ…

  • Monday, 31 May 2021
india
ସେରମ୍ ଇନଷ୍ଟିଚ୍ୟୁଟ୍‌ର ମୁଖ୍ୟଙ୍କ ବିରୋଧରେ ହେବ କି FIR?

ଗୋଟିଏ ପଟେ ଦେଶରେ ଟିକାକୁ ନେଇ ବିବାଦ ଦେଖାଯାଉଛି। ସଠିକ୍‌ ସମୟରେ ଟିକା ମିଳୁନଥିବା କଥା ସାମ୍ନାକୁ ମଧ୍ୟ ଆସିଛି। ତେବେ ଏହାରି ମଧ୍ୟରେ କୋଭିସିଲ୍ଡ ଟିକା କମ୍ପାନୀ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅଧର ପୁନାଓ୍ୱାଲାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି ହୋଇଛି।

  • Monday, 31 May 2021
mehul choksi
ଗର୍ଲଫ୍ରେଣ୍ଡ ସହ ରୋମାଣ୍ଟିକ୍ ଡିନର କରିବାକୁ ଆସିଥିଲେ ମେହୁଲ ଚୋକସି, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ: ଭାରତରୁ ପ୍ରାୟ ୧୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଋଣ ନେଇ ଫେରାର ଥିବା ହୀରା ବେପାରୀ ମେହୁଲ ଚୋକସି ଏବେ ଡୋମିନିକା ପୋଲିସ ହେଫାଜତରେ ରହିଛନ୍ତି । ଦୀର୍ଘ ଦିନ ଧରି ସେ ଆଣ୍ଟିଗୁଆ ଦ୍ୱୀପରେ ନାଗରିକତା…

bike
କାଲିଠାରୁ ୩ ଜିଲ୍ଲାରେ ଖୋଲିବ ଗାଡ଼ି ଶୋରୁମ୍

ଓଡ଼ିଶାର ୩ଟି ଜିଲ୍ଲାରେ ଲକଡାଉନ୍ କଟକଣା ହେଲା କୋହଳ: କାଲିଠାରୁ ଖୋଲିବ ଗାଡ଼ି ଶୋରୁମ୍, ଆରମ୍ଭ ହେବ ପଞ୍ଜୀକରଣ #Odisha #LOckdown

  • Monday, 31 May 2021
୮ ମାସ ପରେ ମଲାଇକା ଦେଖେଇଲେ ସୁପର୍ ଫିଗର୍

ମୁମ୍ବାଇ : କରୋନା ଲୋକମାନଙ୍କୁ ଦୁଃଖ ପରେ ଦୁଃଖ ଦେ‍ଇଚାଲିଛି। କରୋନାକୁ ହାଲୁକା ଭାବେ ଗ୍ରହଣ ନ କରିବା ନେ‍ଇ ଡାକ୍ତରମାନେ ବାରମ୍ବାର କହୁଛନ୍ତି। କରୋନାକୁ ପରାସ୍ତ କରିବା ପରେ ମଧ୍ୟ ଶରୀରକୁ ଭେକ୍ସିନ୍ ସମେତ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ…

  • Monday, 31 May 2021
West bengal CS
ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ?

ଥମିବାରେ ନା ନେଉନାହିଁ ମୋଦି-ଦିଦି ବିବାଦ। ଦିନକୁ ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ବେଶ୍‌ ଜୋରସୋରରେ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ, ବାତ୍ୟା ୟାସ୍‌ ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ ଅନେକ କ୍ଷତି ହୋଇଛି।

corona vaccine
ଏଣିକି ଦିନକୁ କୋଟିଏ ଲୋକଙ୍କର ହେବ ଟିକାକରଣ, ଚାଲିଛି ଜୋରଦାର ପ୍ରସ୍ତୁତି..

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ଟିକା ପାଇଁ ହାହାକାର ପଡ଼ିଛି । ସମସ୍ତେ ଟିକା ନେବା ପାଇଁ ବ୍ୟଗ୍ରତାର ସହ ଅପେକ୍ଷାରେ ଅଛନ୍ତି । ହେଲେ ଟିକା ଅଭାବ ରହିଛି । ଅନେକ ରାଜ୍ୟରେ ଟିକା ଅଭାବକୁ ଦୃଷ୍ଟିରେ ରଖି…

Athagarh
୫ ପୁଅ ଜନ୍ମ କରିଥିଲା ବୋଲି ଆଜି ଖାଇବାକୁ ପାଉନି ମା'

ପୁଅଟିଏ ପାଇବା ପାଇଁ ମା କରିଥାଏ ଅନେକ ଓଷା ବ୍ରତ , ଜୀବନର ଶେଷ ସମୟରେ ବାପ ମା ଙ୍କର ପୁଅ ହୋଇଥାଏ ସାହା। ଆଉ ବୟସର ଅପରାହ୍ନରେ ଯେତେବେଳେ ପୁଅମାନେ ନପଚାରନ୍ତି ସେତେବେଳେ ଅନେକ ଦୁଃଖ ଯନ୍ତ୍ରଣାରେ କଟିଥାଏ ଦିନ

  • Monday, 31 May 2021
nagada
କରୋନାକୁ ନେଇ ବେଫିକର ନଗଡ଼ାବାସୀ

ମହାମାରୀର ମୁଠାରେ ଏବେ ସାରା ବିଶ୍ୱ ଥିବାବେଳେ ଏକଦା ଅପହଞ୍ଚ ଓ ଅପପୁଷ୍ଟିର ଇଲାକା ଭାବେ ପରିଚିତ ଯାଜପୁର ଜିଲ୍ଲା ନଗଡାରେ କିନ୍ତୁ ସ୍ଥିତି ଭିନ୍ନ ରହିଛି। ଏଠି ଲୋକ କରୋନାକୁ ନେଇ ବେଫିକର

vaccination
ରାଜଧାନୀରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ

ଆଜିଠୁ ରାଜଧାନୀରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ ହୋଇଛି। ୪୫ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଘର ଘର ବୁଲି ଟିକା ଦିଆଯାଉଛି। ବିଏମସିର ୩ଟି ଜୋନର ୬ଟି ଆପାର୍ଟମେଣ୍ଟରେ ଚାଲିଛି ଟିକାକରଣ। ପ୍ରତି ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି

Hospital building
ମେଡ଼ିକାଲ ବେଡ଼ରେ ମହିଳାଙ୍କୁ ନକଲି ଡାକ୍ତରଙ୍କ ଦୁର୍ବ୍ୟବହାର, ଅଭିଯୋଗ ପରେ ଯୁବକ ଗିରଫ

ଆଳି(ବନମାଳୀ ସାହୁ) :  ମେଡ଼ିକାଲ ବେଡ଼ରେ ମହିଳାଙ୍କୁ ଦୁର୍ବ୍ୟବହାର କଲେ ନକଲି ଡାକ୍ତର । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରୁ। ଅଭିଯୋଗ ଅନୁସାରେ ଅରଗଳ ଗାଁର ମହିଳା ଡାଇରିଆରେ ଅସୁସ୍ଥ ହୋଇ ଚିକିତ୍ସା ପାଇଁ…

  • Monday, 31 May 2021
china
ଚୀନରେ ଏବେ ତିନୋଟି ପିଲା ଜନ୍ମ କରିପାରିବେ ମହିଳା

ବେଜିଂ : ସାରା ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଏକ ପ୍ରମୁଖ ସମସ୍ୟା ପାଲଟିଛି । ଜନସଂଖ୍ୟା ବୃଦ୍ଧି କାରଣରୁ ଖାଦ୍ୟ ନିରାପତ୍ତା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସଂଘର୍ଷ ଚାଲିଛି । ଗୋଟିଏପଟେ ସାରା ବିଶ୍ୱରେ ଜନସଂଖ୍ୟାକୁ…

  • Monday, 31 May 2021
Actress Meera Chopra
ନକଲି ସ୍ୱାସ୍ଥ୍ୟକର୍ମୀର ପରିଚୟ ପତ୍ର ଦେଖାଇ କରୋନା ଟିକା ନେଲେ ଅଭିନେତ୍ରୀ !

ମୁମ୍ବାଇ: ମୁମ୍ବାଇର ଜଣେ ଅଭିନେତ୍ରୀ ନକଲି ସ୍ୱାସ୍ଥ୍ୟକର୍ମୀର ପରିଚୟ ପତ୍ର ଦେଖାଇ କରୋନା ଟିକା ନେଇଥିବା ଅଭିଯୋଗ ହୋଇଛି। ୧୮ରୁ ୪୪ ବର୍ଷ ବୟସ ବର୍ଗରେ ଆସୁଥିବା ଅଭିନେତ୍ରୀ ମୀରା ଚୋପ୍ରା ନକଲି ଆଇଡି କାର୍ଡ କରି କରୋନା ଟିକା ନେଇଥିବା…

  • Monday, 31 May 2021
suresh mohapatra
କୋରାପୁଟରେ ୨ ମାସ ଭିତରେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ ପ୍ଲାଣ୍ଟ

କୋରାପୁଟ: କୋରାପୁଟ ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଜିଲ୍ଲାର କୋଭିଡ୍ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି।   ସ୍ୱାସ୍ଥ୍ୟ ବିଭାଗ ACSଙ୍କ ସହ କୋରାପୁଟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । କୋଭିଡ୍ ହସ୍ପିଟାଲ…