• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

corona
କରୋନାର ନାମକରଣ କଲା WHO: ଭାରତ ଷ୍ଟ୍ରେନର ନାଁ ରଖିଲା କପ୍ପା ଓ ଡେଲ୍ଟା

ନୂଆଦିଲ୍ଲୀ: ବିଶ୍ୱରେ ସବୁରି ପାଖରେ ପରିଚିତ ନାମ ‘କରୋନା ଭାଇରସ’। ବିଭିନ୍ନ ଭାରିଏଣ୍ଟ  ଅନୁସାରେ ଏହାର ବିଭିନ୍ନ ନାମ ରଖାଯାଇଥିଲା ।  ଏବେ ଏହି ଭାଇରସର ନୂଆ ନାମକରଣ କରିଛି WHO। ପ୍ରଥମେ କରୋନା ଭାଇରସର ବିଭିନ୍ନ ଭାରିଏଣ୍ଟର ନାମକରଣ ସେହି…

  • Tuesday, 01 June 2021
Corona
କରୋନା ରୋଗୀଙ୍କୁ ଏମାନେ ଦେଉଛନ୍ତି ରନ୍ଧା ଖାଦ୍ୟ

ମହାମାରୀ କରୋନା କୋପରେ ସବୁଠି ଭୟର ବାତାବରଣ। ଏଭଳି ପରିସ୍ଥିତିରେ ଡାକ୍ତର, ନର୍ସ, ସାମ୍ବାଦିକ, ପୋଲିସଙ୍କ ଠାରୁ ଆରମ୍ଭ କରି ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ ସମ୍ମୁଖ ଯୋଦ୍ଧା ଭାବେ ରୀତିମତ ଲଢ଼େଇ କରି ଆସୁଛନ୍ତି।

  • Tuesday, 01 June 2021
ଗୁଗୁଲ୍‌ର ନୂଆ ନିୟମ; ଷ୍ଟୋରେଜ୍ ପାଇଁ ପଡିବ ଟଙ୍କା

ନୂଆଦିଲ୍ଲୀ : ସାମ୍ନାକୁ ଆସିଛି ବଡ ଖବର। ଗୁଗୁଲ୍ ଫଟୋରେ ଅସୀମିତ ମାଗଣା କ୍ଲାଉଡ୍ ଷ୍ଟୋରେଜ୍ ଜୁନ୍ ୧ ଅର୍ଥାତ ଆଜିଠାରୁ ଶେଷ ହେଉଛି। ଗୁଗୁଲ ଗତ ବର୍ଷ ଘୋଷଣା କରିଥିଲା ​​ଯେ ଏହା ବର୍ତ୍ତମାନ ଫଟୋ ଡ୍ରାଇଭକୁ ମନିଟାଇଜିଂ କରୁଛି…

  • Tuesday, 01 June 2021
Alapan Bandyopadhyay
ମୁଖ୍ୟ ଶାସନ ସଚିବ ପଦରୁ ଇସ୍ତଫା ଦେଇ ମମତାଙ୍କ ମୁଖ୍ୟ ପରାମର୍ଶଦାତା ହେଲେ ଆଲାପନ ବନ୍ଦୋପାଧ୍ୟାୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କୁ ଏବେ କେନ୍ଦ୍ର ସରକାର ନୋଟିସ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଡାକିଥିବା ବୈଠକରେ ସେ…

  • Tuesday, 01 June 2021
Monsoon
ଦୁଇ ଦିନ ପରେ କେରଳରେ ପ୍ରବେଶ କରିବ ମୌସୁମୀ, ଓଡ଼ିଶାକୁ ନେଇ ବଡ଼ ସୂଚନା ଦେଲା IMD

ଆଉ ଦୁଇ ଦିନ ପରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ତାପରେ ପରେ ଆସିବ ଓଡ଼ିଶା। ନିର୍ଦ୍ଧିଷ୍ଟ ଭାବେ କେତେ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ, ତାହା ସ୍ପଷ୍ଟ ହୋଇନଥିଲେ ବି ଓଡ଼ିଶା ଆକାଶରେ ପ୍ରାକ୍ ମୌସୁମୀର ସଂକେତ ଦେଖିବାକୁ ମିଳିଛି

  • Tuesday, 01 June 2021
job
ଜନତାଙ୍କ ଅଣ୍ଟା ଭାଙ୍ଗିଦେଲା ଦ୍ୱିତୀୟ ଲହରୀ : ରୋଜଗାର ହରାଇଲେ ଏକ କୋଟିରୁ ଅଧିକ ଲୋକ

ସାଧାରଣ ଲୋକଙ୍କ ପାଇଁ କାଳ ସାଜିଲା ମହାମାରୀ । ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗିଦେଲା ଭାଇରସ୍ । ତାଜା ତଥ୍ୟ ଅନୁସାରେ କରୋନାର ଦ୍ୱିତୀୟ ଲହରୀ ପାଇଁ ଦେଶର ପାଖାପାଖି ଏକ କୋଟିରୁ ଅଧିକ ଲୋକ ବେକାର ହୋଇଯାଇଛନ୍ତି । ସେହିପରି…

  • Tuesday, 01 June 2021
sbi
୩୦ ଜୁନ୍‌ ମଧ୍ୟରେ ଏହି କାମ ନକଲେ ବ୍ୟାଙ୍କ୍‌ର କୌଣସି ସୁବିଧା ଆପଣ ପାଇବେ ନାହିଁ

ଆପଣ ଏସବିଆରରେ ଆକାଉଂଟ୍‌ ରଖିଛନ୍ତି କି? ଯଦି ହଁ ତେବେ, ଏହି ସୂଚନା ଆପଣଙ୍କ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ନଚେତ୍‌ ଆପଣଙ୍କ ଆକାଉଂଟ୍‌ ବନ୍ଦ ହୋଇପାରେ। ବ୍ୟାଙ୍କ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆପଣ ଯଦି ଜୁନ୍‌  ୩୦ ସୁଦ୍ଧା ନିଜର ପାନ୍‌ କାର୍ଡକୁ ଆଧାର ସହ ଲିଙ୍କ୍‌ ନକରାଇବେ ତେବେ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

  • Tuesday, 01 June 2021
corona
ଦେଶରେ ସଂକ୍ରମଣ କମୁଛି: ସେପଟେ, ଦିନକରେ ୨,୭୯୫ ମୃତ

ଦେଶରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍। ଦେଶରେ ୨୪ ଘଣ୍ଟାରେ ପୁଣି ୨ ହଜାର ୭୯୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଥିସହ ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୩୧ ହଜାର ୮୯୫କୁ ବୃଦ୍ଧି ପାଇଛି। ଦେଶରେ ଆଜି ଆଉ ୧ ଲକ୍ଷ ୨୭ ହଜାର ୫୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

  • Tuesday, 01 June 2021
WINE
ରାଜଧାନୀରେ ଘରେ ବସି ମଦ ଅର୍ଡର କରିପାରିବେ ଗ୍ରାହକ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ମଦର ହୋମ ଡେଲିଭରିକୁ ଅନୁମତି । ମୋବାଇଲ ଆପ୍ କିମ୍ବା ଅନଲାଇନ ୱେବ୍ ପୋର୍ଟାଲ ମାଧ୍ୟମରେ ମଦର ହୋମ ଡେଲିଭରିକୁ ଅନୁମତି ଦେଇଛନ୍ତି କେଜ୍ରିୱାଲ ସରକାର । ଏହା ପୂର୍ବରୁ ଛତିଶଗଡ଼ ସରକାର ମଦର…

  • Tuesday, 01 June 2021
naxel
୧୧ ବର୍ଷ ଧରି ବନ୍ଧୁକ ମୁନରେ ଶାସନ କରୁଥିଲେ,ଏବେ ଲୋକଙ୍କ ସେବାରେ..

ହାଇଦ୍ରାବାଦ୍‌: ଦିନେ ବନ୍ଧୁକ, ଲାଲ ପତାକା ଥିଲା ତାଙ୍କର ପରିଚୟ। ହେଲେ ଏବେ ସେ ଜନ ପ୍ରତିନିଧି।  ଜନତାଙ୍କ ସୁଖ ଦୁଃଖର ସାଥୀ। ଖାଲି ଯେ ତାଙ୍କର ପରିଚୟ ବଦଳିଛି ତା ନୁହେଁ,  କାମ ବି ବଦଳିଛି। ନକ୍ସଲଙ୍କ ସହ ୧୧…

  • Tuesday, 01 June 2021
BLACK FUNGUS
ଦେଶର ୨୬ ରାଜ୍ୟକୁ ବ୍ୟାପିଲା ବ୍ଲାକ୍ ଫଙ୍ଗସ୍ : ଚିକିତ୍ସିତ ହେଉଛନ୍ତି ୨୦ ହଜାର ରୋଗୀ

ନୂଆଦିଲ୍ଲୀ : ଭୟ ବଢ଼ାଉଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ ସହ ବ୍ଲାକ୍ ଫଙ୍ଗସ୍ ମଧ୍ୟ ବ୍ୟାପିବାରେ ଲାଗିଛି । ମସ୍ତିଷ୍କକୁ ସିଧାସଳଖ ପ୍ରଭାବିତ କରୁଥିବା ଏହି ରୋଗ ବର୍ତ୍ତମାନ ଦେଶର ୨୬ ଟି ରାଜ୍ୟରେ ପହଞ୍ଚି…

  • Tuesday, 01 June 2021
ramdev
ବାବା ରାମଦେବଙ୍କ ବିରୋଧରେ ଆଜି କଳା ଦିବସ ପାଳନ କରୁଛନ୍ତି ଡାକ୍ତର

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବ ଓ ଏଲୋପାଥି ଡାକ୍ତରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଏହି କ୍ରମରେ ଆଜି ସାରା ଦେଶରେ କଳା ଦିବସ ପାଳନ କରୁଛନ୍ତି ଡାକ୍ତର । ବାବା ରାମଦେବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ…

  • Tuesday, 01 June 2021
corona death
ସଂକ୍ରମଣ ସଂଖ୍ୟା କମୁଛି ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନାହିଁ ବ୍ରେକ୍‌: ଜାଣନ୍ତୁ କେଉଁ ରାଜ୍ୟରେ କେତେ ମୁଣ୍ଡ ନେଲାଣି ମହାମାରୀ...

ଟେନ୍‌ସନ୍‌ ଦେଉଛି କରୋନା। ଦେଶରେ ସଂକ୍ରମଣର ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ କମିବାର ନା ନେଉନାହିଁ। ଗତ ୪ ଦିନ ହେବ ଦେଶରେ ୨ ଲକ୍ଷ ମଧ୍ୟରେ ରହୁଛି ସଂକ୍ରମଣ। ଆଉ ଲଗାତାର ୧୮ ଦିନ ହେବ ସଂକ୍ରମଣ କମିବାରେ ଲାଗିଛି।

  • Tuesday, 01 June 2021
firojabad
୨୪ ଘଣ୍ଟାରେ ଆଖି ବୁଜିଲେ ୩୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଇଛି କରୋନା ଦୈନିକ ମୃତ୍ୟୁ ହାର। ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ କମୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ରୋକ ଲାଗି ପାରୁନି।  ଆଜି ରାଜ୍ୟରେ ପୁଣି ବଢିଛି କରୋନା ମୃତ୍ୟୁ ସଂଖ୍ୟା । ଗତକାଲି ୩୫ ଜଣ କରୋନା ରୋଗୀ…

lockdown
ଆଜିଠୁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ; ଆହୁରି କଡ଼ାକଡ଼ି ହେଲା ଯାଞ୍ଚ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍। ଆସନ୍ତା ୧୭ ତାରିଖ ଯାଏ ଲକ୍‌ଡାଉନ୍ ବଢ଼ିବା ପରେ ଆଜିଠୁ ଆହୁରି କଡ଼ାକଡ଼ି ହେବ କଟକଣା। କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବାକୁ ଲକ୍‌ଡାଉନକୁ ବଢ଼ାଯାଇଛି। ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର,…

supreme court
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: କହିଲେ, ସରକାରଙ୍କୁ ସମାଲୋଚନାର ଅର୍ଥ ନୁହେଁ ଦେଶ ଦ୍ରୋହ

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। କହିଲେ, ସରକାରଙ୍କୁ ସମାଲୋଚନା କରିବା ଅର୍ଥ ନୁହେଁ ଦେଶଦ୍ରୋହ। କେବଳ ଏତିକି ନୁହେଁ ବରଂ ଗଣମାଧ୍ୟମର ସ୍ୱାଧୀନତା ପରିପ୍ରେକ୍ଷୀରେ ଦେଶଦ୍ରୋହର ସଂଜ୍ଞା ନିରୂପଣ କରିବାର ସମୟ ଆସିଯାଇଛି ବୋଲି କହିଛନ୍ତି କୋର୍ଟ

  • Tuesday, 01 June 2021
corona
ରାଜ୍ୟରେ ଚିହ୍ନଟ ହେଲେ ୮,୭୩୫ କରୋନା ପଜିଟିଭ

ଭୁବନେଶ୍ୱର:  ଆଜିର ତାଲିକାକୁ ଦେଖିଲା ପରେ ଖୋର୍ଦ୍ଧା ଜିଲ୍ଲାକୁ ନେଇ ପୁଣି ଚିନ୍ତା ବଢିଛି। ଆଜି ବି ଖୋର୍ଦ୍ଧା ଉପରେ ରହିଛି ଏବଂ ସଂକ୍ରମିତଙ୍କ ତାଲିକା ୧୦୦୦ରୁ ଅଧିକ ରହିଛି। ଆଜି ଏହି ଜିଲ୍ଲାରୁ ୧,୨୨୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।…

vaccine
ବିମାନଯାତ୍ରୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଜରୁରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ  କଡାକଡି ହେଲା କୋଭିଡ କଟକଣା। ସଂକ୍ରମଣ ହାର କମୁ ନ ଥିବାରୁ ଆଜିଠୁ ଆରମ୍ଭ ହୋଇଛି ୩ୟ ପର୍ଯ୍ୟାୟ ଲକ୍‌ ଡାଉନ। ଏଥିସହିତ ସପ୍ତାହାନ୍ତ ଲକ୍‌ ଡାଉନ ମଧ୍ୟ ଜାରି ରହିଛି। ଏବେ ବିମାନଯାତ୍ରୀଙ୍କ ପାଇଁ ଲାଗୁ…

football coach
ପରଲୋକରେ ଫୁଟବଲ କୋଚ୍ ନନ୍ଦକିଶୋର

-ବିଶିଷ୍ଟ ଫୁଟବଲ କୋଚ୍ ନନ୍ଦ ପଟ୍ଟନାୟକଙ୍କ ପରଲୋକ -କରୋନା ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ -ବିଳମ୍ବିତ ରାତିରେ ପରଲୋକ ନେଇ ସାନ ଭାଇ ଦେଲେ ସୂଚନା -ନନ୍ଦ କିଶୋର ରାଜ୍ୟ ପାଇଁ ଅନେକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିଥିଲେ…

corona
ଭାରତରେ ଚିହ୍ନଟ ହୋଇଥିବା ସର୍ବପ୍ରଥମ ଷ୍ଟ୍ରେନ ‘ଡେଲ୍ଟା’ : କୋଭିଡ ଭାରିଏଣ୍ଟର ନାମ ଦେଲା WHO

ଅଦୃଶ୍ୟ ଭାଇରସର ନାମକରଣ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭାରିଏଣ୍ଟର ନାମ ଡେଲ୍ଟା’ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୋମବାର ଏହି ନାମ ରଖାଯାଇଛି । କରୋନା ଭାଇରସର ଉତ୍ପତ୍ତି ସ୍ଥଳକୁ…

  • Tuesday, 01 June 2021
gdp
ଦେଶର ଜିଡିପିକୁ ବଡ଼ ଝଟକା : ବିକାଶ ଦର ୭.୩ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ : ଦେଶର ଅର୍ଥବ୍ୟବସ୍ଥାକୁ ଘାଇଲା କଲା ମହମାରୀ । କରୋନାର ଦ୍ୱିତୀୟ ଲହରୀରେ ଭାରତର ଅର୍ଥବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହୋଇଛି । ଭାରତ ସରକାରଙ୍କ ତାଜା ତଥ୍ୟ ଅନୁସାରେ ୨୦୨୦-୨୧ରେ ଜିଡିପି ୭.୩ ପ୍ରତିଶତ ହ୍ରାସ ପାଇଛି । ଚାରି…

  • Tuesday, 01 June 2021
corona
ମେ'ରେ ଯଦି ଏତେ ତେବେ ଜୁନ୍‌ରେ କେତେ?

ଆସନ୍ତାକାଲିଠୁ ରାଜ୍ୟରେ ଲାଗୁ ହେବ ତୃତୀୟ ପର୍ଯ୍ୟାୟ ଲକଡାଉନ୍‌। ତେବେ କଟକଣା ସାମାନ୍ୟ କୋହଳ କରାଯାଇଥିବା ୩ ଜିଲ୍ଲା ମଧ୍ୟରେ ସୁନ୍ଦରଗଡ଼କୁ ରଖାଯିବା ନେଇ ଉଠିଛି ପ୍ରଶ୍ନ। କାରଣ ମେ ଶେଷ ସପ୍ତାହରେ ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ୧୧.୦୫ ପ୍ରତିଶତ ରହିଛି

  • Monday, 31 May 2021
ipl match
IPL 2021: ଏଥର ଷ୍ଟାଡିୟମରେ ଦର୍ଶକଙ୍କ ଗହଣରେ ଖେଳାଯିବ ମ୍ୟାଚ୍..

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଗୁଡ଼ିକ ଏବେ ସେପ୍ଟେମ୍ବରରେ ୟୁଏଇରେ ଅନୁଷ୍ଠିତ ହେବ । ବିସିସିଆଇର ଏକ ସ୍ୱତନ୍ତ୍ର ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏବେ ଆଇପିଏଲ୍ ସହିତ ଜଡିତ ଆଉ ଏକ…

cricket
IPL 2021: ବିଦେଶୀ ଖେଳାଳି ନଆସିଲେ BCCIକୁ ଫରକ ପଡ଼ିବନି

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଆୟୋଜନରେ ବିସିସିଆଇ ପୁରା ଦମ୍ ଲଗାଇଦେଇଛି। କରୋନା ଭାଇରସ୍ କାରଣରୁ ଏହି ଟୁର୍ଣ୍ଣାମେଣ୍ଟକୁ ଭାରତରେ ୨୯ଟି ମ୍ୟାଚ୍ ପରେ ସ୍ଥଗିତ ରଖିବାକୁ ପଡ଼ିଥିଲା। କିନ୍ତୁ ଏବେ ଆସନ୍ତା ସେପ୍ଟେମ୍ବରରୁ ଅବଶିଷ୍ଟ ୩୧ଟି…

heat-wave
୪୦ଂ ଉପରେ ୭ ସହର; ଆହୁରି ୪ ଦିନ ଗୁଳୁଗୁଳି!

ଭୁବନେଶ୍ୱର: ଆଉ ଦିନ କେଇଟା ପରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ତାପରେ ପରେ ଆସିବ ଓଡ଼ିଶା। ନିର୍ଦ୍ଧିଷ୍ଟ ଭାବେ କେତେ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ, ତାହା ସ୍ପଷ୍ଟ ହୋଇନଥିଲେ ବି ଓଡ଼ିଶା ଆକାଶରେ ପ୍ରାକ୍ ମୌସୁମୀର ସଂକେତ…

  • Monday, 31 May 2021