• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

3
ଆଦିତ୍ୟ ବିଶାଲ ଏହି କଳାକାରଙ୍କ ସହ ରୋମାଣ୍ଟିକ୍ ଦୃଶ୍ୟରେ ଦେଖାଦେଲେ

ମୁମ୍ବାଇ : ଆଜିକାଲି ଦକ୍ଷିଣ ଆଫ୍ରିକାର କେପଟାଉନରେ ରିଆଲିଟି ସୋ ‘ଖତରୋ କେ ଖିଲାଡି ୧୧’ର ସୁଟିଂ ଚାଲିଛି। ସମସ୍ତ ପ୍ରତିଯୋଗୀ ଇନଷ୍ଟାଗ୍ରାମରେ ସୁଟିଂ ପରେ ସେମାନଙ୍କର ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। ଏହି ଶୋ’ର ପ୍ରତିଯୋଗୀ ବିଶାଲ ଆଦିତ୍ୟ…

  • Thursday, 10 June 2021
cp
ରଜରେ ନିୟମ ନମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଅମାନିଆଙ୍କୁ ସତର୍କ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। କଟକଣା ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କଲେ।

  • Thursday, 10 June 2021
Biki
ଭୋକିଲାଙ୍କ ପାଇଁ ସାହା ବିକାଶ

ବ୍ରହ୍ମପୁର: ହୃଦୟ ତ ଆମ ସମସ୍ତଙ୍କ ପାଖରେ ଅଛି, ହେଲେ ବିଶାଳ ହୃଦୟ ବାସ୍‌ ମାତ୍ର ଅଳ୍ପ ଜଣଙ୍କ ପାଖରେ ଥାଏ। ଲକଡାଉନ୍‌ ସମୟରେ ଅନେକ ଖାଦ୍ୟ ପାଉନାହାନ୍ତି। କିଏ କେତେବେଳେ ଗଣ୍ଡାଏ ଖାଇବାକଉ ଦେବ ତାହାକୁ ଅନାଇ ରହିଛନ୍ତି। ଆଉ…

  • Thursday, 10 June 2021
Ali
ବାଟବଣା ହେଉଛି କି ସରକାରଙ୍କ ମାଳ ମାଳ ଯୋଜନା?

ଅସହାୟ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଘର ଯୋଗାଇଦେବା ପାଇଁ ସରକାରଙ୍କର ରହିଛି ବିଜୁପକ୍କା ଘର ଏବଂପ୍ରଧାନମନ୍ତ୍ରୀ ଆବାସ ଯୋଜନା।

  • Thursday, 10 June 2021
mumbai rain
ଆସୁଛି ବଡ଼ ବର୍ଷା, ମାଡ଼ି ଆସିବ ବନ୍ୟା ଜଳ ! ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ

ଭୁବନେଶ୍ୱର: ମୌସୁମୀ ରୁତୁରେ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ଆଗୁଆ ପ୍ରସ୍ତୁତି । ଲଘୁଚାପ ଜନିତ ବର୍ଷା ଓ ମୌସୁମୀ ପ୍ରଭାବରେ ରାଜ୍ୟରେ ଅଧିକ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା…

Untitled-1
ଭିକି କୌଶଲ୍-କ୍ୟାଟ୍ରିନା କୈଫଙ୍କ ଡେଟିଂ : ଖୁଲାସା କଲେ ହର୍ଷବର୍ଦ୍ଧନ

ମୁମ୍ବାଇ: ବଲିଉଡ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ସମ୍ପର୍କ ବହୁତ ମଜବୁତ ହେବାରେ ଲାଗିଛି। ସେ ହୁଏତ ଏହା କହୁ ନାହାଁନ୍ତି, କିନ୍ତୁ ବି-ଟାଉନ୍ କରିଡରରେ ଏହାର ଚର୍ଚ୍ଚା ଜୋର ଧରିଛି। ଉଭୟ ଏ ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କ…

  • Thursday, 10 June 2021
mahanadi
୨ ବର୍ଷ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର: ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲର ଅବଧି । ଅହୁରି ୨ବର୍ଷ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଜଳ ସଂପଦ ନଦୀ ବିକାଶ ଓ ଗଙ୍ଗା ସରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି ।…

raja
ରଜ: କୃଷିଭିତ୍ତିକ ତଥା ଧରିତ୍ରୀମାତାକୁ ପୂଜା ପାଇଁ ଉଦ୍ଦିଷ୍ଟ ପର୍ବ

ରଜ ପର୍ବ ! ମା’ ଓ ମାଟିର ପୂଜାର ପର୍ବ । ଏକ କୃଷିଭିତ୍ତିକ ତଥା ଧରିତ୍ରୀମାତାକୁ ପୂଜା ପାଇଁ ଉଦ୍ଦିଷ୍ଟ ପର୍ବ । ବର୍ଷକରେ ଥରେ ଆସୁଥିବା ଏହି କୃଷିଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି…

naveen patnaik
ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୩%ରୁ ଅଧିକ କ୍ଷତି ସହିଥିବା କ୍ଷୁଦ୍ର/ନାମମାତ୍ର ଚାଷୀଙ୍କୁ ଇନପୁଟ୍ ସବସିଡି ମିଳିବ ବୋଲି କହିଲେ ନବୀନ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା…

nusrat jahan
ଏହି ଅଭିନେତାଙ୍କ ପାଇଁ ଟିଏମ୍‌ସି ସାଂସଦ ନୁସରତ୍‌ଙ୍କ ବୈବାହିକ ଜୀବନରେ ଝଡ଼ !

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ୍‌ ଜହାଁ ଶେଷରେ ନିଜର ବୈବାହିକ ଜୀବନକୁ ନେଇ ମୁହଁ ଖୋଲିଛନ୍ତି। ୨୦୧୯ରେ ବିଜ୍‌ନେସ୍‌ ମ୍ୟାନ୍‌ ନିଖିଲ ଜୈନଙ୍କ ସହ ହୋଇଥିବା ତାଙ୍କର ବିବାହ ବୈଧ(ଭାଲିଡ୍‌) ନୁହେଁ ବୋଲି ନୁସରତ୍‌ କହିଛନ୍ତି। ସେ କହିଛନ୍ତି,…

  • Thursday, 10 June 2021
Niharika-Das-2
ଶ୍ୱଶୁରଙ୍କୁ ପିଠିରେ ବୋହିଥିବା ବୋହୂ କହିଲେ ଭାଇରାଲ ଫଟୋ ପଛର ସତ କାହାଣୀ...

ଗତ ସପ୍ତାହରେ ଜଣେ ମହିଳା ତାଙ୍କ କୋଭିଡ ଆକ୍ରାନ୍ତ ଶ୍ୱଶୁରଙ୍କୁ ପିଠିରେ ବୋହି ନେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଫଟୋକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା । ସମସ୍ତେ ଉକ୍ତ ବୋହୂଙ୍କୁ ଭୁରି…

rath yatra
ପୁରୀ ବ୍ୟତୀତ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ, ଭକ୍ତଙ୍କୁ ବାରଣ

ପୁରୀ: କେବଳ ପୁରୀ ବ୍ୟତୀତ ଚଳିତ ବର୍ଷ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ। ଗତବର୍ଷ ଭଳି ଚଳିତ ବର୍ଷ କେବଳ ପୁରୀରେ କଟକଣା ସହ ରଥଯାତ୍ରା ଅନୁଷ୍ଠିତ ହେବ। ପୁରୀରେ ରଥ ଯାତ୍ରାକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସବୁ ସ୍ଥାନରେ…

Soumendra Priyadarshi
ରଜ ପାଇଁ ବଢ଼ିଲା କଟକଣା, ଦୋକାନୀଙ୍କୁ ପୋଲିସ କମିଶନରଙ୍କ କଡ଼ା ଚେତାବନୀ..

ଭୁବନେଶ୍ୱର: ରଜ ପାଇଁ ବଢ଼ିଲା କଟକଣା । ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ପାଇଁ ଆଜିଠୁ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଥିବା ସେ କହିଛନ୍ତି । କୋଭିଡ୍ କଟକଣା…

gwalior
ହିନ୍ଦୁ ମା’ର ଶେଷକୃତ୍ୟ କରିବାକୁ ମନାକଲା ଖ୍ରୀଷ୍ଟିଆନ୍ ପୁଅ

ଧର୍ମ ପରିବର୍ତ୍ତନ ପରେ ହିନ୍ଦୁ ମା’କୁ ମୁଖାଗ୍ନି ଦେବାକୁ ମନା କଲା କୁଳାଙ୍ଗାର ପୁଅ ୧୧୦୦ କିମି ଦୂରରୁ ଆସି ଆଈର ଦାହସଂସ୍କାର କଲା ନାତୁଣୀ ପୁଅ ପାଇଁ ବଡ଼ ହେଲା ଧର୍ମ, ପର ହୋଇଗଲା ମା’ । ହିନ୍ଦୁ ମା’ର…

  • Thursday, 10 June 2021
monsoon
ଓଡ଼ିଶା ଛୁଇଁଲା ମୌସୁମୀ, ୧୧ରେ ବେଶୀ ବର୍ଷା ହୋଇପାରେ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ସାରା ରାଜ୍ୟରେ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  Southwest…

9
ଦୁର୍ଗମ ଅଞ୍ଚଳରେ ବଢ଼ୁଛି ସଂକ୍ରମଣ : ଏବେ ବି ଚେରମୂଳି ସହ ଝଡ଼ାଫୁଙ୍କା ଉପରେ ନିର୍ଭର ଆଦିବାସୀ

ମୋହନା : ଦୁର୍ଗମ ଅଂଚଳ ରହୁଥିବା ଜନଜାତିଙ୍କ ମଧ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଜ୍ୱର ଥଣ୍ଡା କାଶ ଓ ଝାଡା ବାନ୍ତିରେ ଆକ୍ରାନ୍ତ ହେଲେ ଏବେ ବି ଝଡ଼ାଫୁଙ୍କା ସହ ଚେରମୂଳି ଉପରେ ନିର୍ଭର କରୁଛନ୍ତି…

  • Thursday, 10 June 2021
Dingko
ଆରପାରିରେ ଟିମ୍ ଇଣ୍ଡିଆର ପୂର୍ବତନ ବକ୍ସର ଡିଙ୍ଗକୋ ସିଂ

ନୂଆଦିଲ୍ଲୀ: ଆରପାରିରେ ଟିମ୍ ଇଣ୍ଡିଆର ପୂର୍ବତନ ବକ୍ସର ଡିଙ୍ଗକୋ ସିଂ । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । ଡିଙ୍ଗକୋ ବହୁ ବର୍ଷ ଧରି ବକ୍ସିଂରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି…

corona death
ହଠାତ୍‌ ବଢ଼ିଗଲା କରୋନା ମୃତ୍ୟୁ ସଂଖ୍ୟା

ପାଟନା: ଦେଶରେ ଦୈନିକ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ଆଜି ଦୈନିକ ମୃତ୍ୟୁ ହାର ରେକର୍ଡ ପାର୍ କରିଛି। ୨୪ ଘଣ୍ଟାରେ ୬ ହଜାର ୧୪୮ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଏହି ନୂଆ ମୃୃତ୍ୟୁ ହାର ସହ ଦେଶରେ…

corona
୨୪ ଘଣ୍ଟାରେ ୯୪ ହଜାର ନୂଆ ସଂକ୍ରମିତ ଚିହ୍ନଟ, ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ

ନୂଆଦିଲ୍ଲୀ : କମୁଛି ସଂକ୍ରମଣ । ଦେଶରେ କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ସମସ୍ତ ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ସଂକ୍ରମଣ କମୁଥିଲେ ମଧ୍ୟ ଦେଶରେ…