ଗୁଜୁରାଟ : ଗୁଜୁରାଟର ସାବରମତୀ ନଦୀରେ ମିଳିଲା କରୋନା ଭାଇରସ୍ । ପ୍ରାକୃତିକ ଜଳ ଉତ୍ସରେ ଜୀବିତ ରହୁଛି ଭୂତାଣୁ । ମହାମାରୀର ଦ୍ୱିତୀୟ ଲହରୀ ଧୀରେ ଧୀରେ କମ ହେଉଥିବା ବେଳେ ସଙ୍କଟ ସମ୍ପୂର୍ଣ୍ଣ ରୂପେ ଟଳିନାହିଁ । କରୋନାକୁ…