• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

7
ଆଜି ଦିଶାଙ୍କୁ ଛୁଇଁଲା ୨୯; ଜାଣନ୍ତୁ ତାଙ୍କର କେତେକ ଅଜଣା କଥା

ମୁମ୍ବାଇ : ନିଜର ସୁନ୍ଦର ଚେହେରା ଓ ପ୍ରତିଭା ଦ୍ୱାରା ବଲିଉଡରେ ଏକ ନିଆରା ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଦିଶା ପାଟ୍‌ନୀଙ୍କ ଆଜି ଜନ୍ମଦିନ। ଆଜି ସେ ତାଙ୍କର ୨୯ ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକଙ୍କ ସହ ବଲିଉଡର…

  • Sunday, 13 June 2021
raja pana
ପାନ ବିନା ଫିକା ରଜ ମଉଜ

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ॥ ରଜ ଦୋଳି କଟ କଟ, ମୋ ଭାଇ ମଥାରେ ସୁନା-ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟମଟ ॥ ପାନ ଖିଆ ରସିକ…

shivsena
ନାଳ ସଫା ନହେବାରୁ ନାରାଜ ନେତା : ଆବର୍ଜନା ପାଣିରେ ଠିକାଦାରକୁ ଗାଧୋଇଦେଲେ ବିଧାୟକ

ମୁମ୍ବାଇ : ଅବହେଳା ପାଇଁ ଠିକାଦାରଙ୍କୁ ସର୍ବସମ୍ମୁଖରେ ଅପମାନିତ କଲେ ବିଧାୟକ । ଶିବସେନା ବିଧାୟକ ଦିଲ୍ଲୀପଙ୍କ ଏକ ଭିଡିଓ ଏବେ ଜୋରସୋରରେ ଭାଇରାଲ ହେଉଛି । ନାଳ ସଫା ହୋଇ ନଥିବାରୁ ଠିକାଦାର ଉପରେ ଅଳିଆ ଆବର୍ଜନା ଫୋପାଡ଼ୁଥିବା ଭିଡିଓରେ…

  • Sunday, 13 June 2021
corona
ଦେଶରେ ଖସୁଛି କରୋନା ଗ୍ରାଫ୍‌, ଦିନକରେ ୮୦,୮୩୪ ପଜିଟିଭ୍‌

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ । ଦିନକରେ ୮୦ ହଜାର ୮୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ହେଉଛି ଗତ ୭୧ ଦିନରେ ସବୁଠୁ କମ୍ ଦୈନିକ ସଂକ୍ରମଣ । ଏହି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ…

whale
ମୃତ୍ୟୁକୁ ମାତ୍‌ ଦେଇ ତିମି ପାଟିରୁ ଜୀବିତ ଅବସ୍ଥାରେ ବାହାରକୁ ଆସିଲେ ଏହି ବ୍ୟକ୍ତି

କଥାରେ ଅଛି, ରଖେ ହରି ତ ମାରେ କିଏ। ଭଗବାନ ଯାହାକୁ ରକ୍ଷା କରିବାକୁ ଚାହିଁବେ ତାଙ୍କୁ କେହି ବି ମାରି ପାରିବେ ନାହିଁ। ଏଭଳି କିଛି ଘଟଣା ଘଟିଛି ଆମେରିକାର ଜଣେ ବ୍ୟକ୍ତିଙ୍କ ସହ। ବିରାଟକାୟ ତିମିର ପାଟି ଭିତରେ…

  • Sunday, 13 June 2021
collage (7)
ସେବା ପାଇଁ ତତ୍ପର ନିଃସ୍ୱାର୍ଥପର ମଣିଷ : ସେନାରେ ଯୋଗ ଦେବାକୁ ନିଶୁକ୍ଳ ତାଲିମ ଦେଉଛନ୍ତି ଶ୍ରୀକାନ୍ତ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ବିଶାଳ ପଡିଆରେ ତାଲିମ ନେଉଛନ୍ତି ଯୁବକ । ଦୌଡ଼, ଲଙ୍ଗ ଜମ୍ପ ,ହାଇ ଜମ୍ପ, ରଶି ସାହାଯ୍ୟରେ ଗଛ ଚଢିବା ,ଟାୟାର ତଳେ ଶୋଇ ଶୋଇ ଯିବା ଆଦି ସବୁ ପ୍ରକାରର ଶାରୀରିକ ତାଲିମ ଦିଆଯାଉଛି  ଭାରତୀୟ…

  • Sunday, 13 June 2021
Cyber Fraud
ସାଇବର ଠକେଇର ଶିକାର ହେଲେ ଡାକ୍ତର, ବିଟ୍‌କଏନ୍‌ ନାଁରେ ୧୧ ଲକ୍ଷ ଲୁଟ୍‌

କେନ୍ଦ୍ରାପଡ଼ା: ସାଇବର ଠକେଇର ଶିକାର ହେଲେ ଡାକ୍ତର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବାଦଲ ମହାନ୍ତି ସାଇବର ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି । ବିଟ୍ କଏନରେ ୧୧ ଲକ୍ଷ ଟଙ୍କା ଲଗାଇ ସେ ଠକାମୀର…

ନିଜ ଆର୍ଥିକ ସଂକଟର ପ୍ରଚାରକୁ ନେଇ ଜବାବ ଦେଲେ ରାଜେଶ ଖଟ୍ଟର

ମୁମ୍ବାଇ : କରୋନା ଛଡେଇ ନେଇଛି ଅନେକଙ୍କ ରୋଜଗାର। କରୋନା କାଳରେ କିଏ ଚାକିରୀ ହରାଇଛି ତ କାହାର ବ୍ୟବସାୟରେ ଡୋରି ବନ୍ଧା ହୋଇଛି। ଏଥିରୁ ମୁକୁଳି ପାରିନି ସିନେ ଇଣ୍ଡଷ୍ଟ୍ରି । ଏହି କ୍ଷେତ୍ରରେ କାମ କରୁଥିବା ଲୋକମାନେ ଅଧିକ…

  • Sunday, 13 June 2021
Matric-exam-stop
ଓଡ଼ିଶାରେ ମାଟ୍ରିକ ପରୀକ୍ଷା ବାତିଲ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ବାତିଲ। CBSE/ ICSE ପରେ ରାଜ୍ୟ ବୋର୍ଡ ବାତିଲ ନେଇ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। କରୋନା ସଂକ୍ରମଣ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଏହାସହ…

  • Sunday, 13 June 2021
results
ଜୁନ୍‌ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର: ଜୁନ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ। ଏନେଇ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମାଟ୍ରିକ୍‌ ରେଜଲ୍ଟ ବାହାରିବା ନେଇ ସେ କହିଛନ୍ତି, ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ୍ ଭାବେ କରାଯାଉଛି।…

  • Sunday, 13 June 2021
Duleep Singhji
ଇଂଲଣ୍ଡର ଏହି କ୍ରିକେଟରଙ୍କ ନାଁରେ ଏବେ ବି ଭାରତରେ ଖେଳାଯାଉଛି ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ଭାରତରେ ଜନ୍ମ ହୋଇଥିଲେ ମଧ୍ୟ ସେ ଇଂଲଣ୍ଡ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଲେ । ଆଉ ତାହା ମଧ୍ୟ ମାତ୍ର ୧୨ଟି ଟେଷ୍ଟ ମ୍ୟାଚ୍‌ । ହେଲେ ଏହା ଭିତରେ ସେ କ୍ରିକେଟ୍ ଜଗତରେ ଏତେ ବଡ ନାଁ କରିଥିଲେ…

rajastan
ରାଜସ୍ଥାନ ବିଜେପିରେ କନ୍ଦଳ ଜଳଜଳ : ୨୦ ବର୍ଷରେ ପ୍ରଥମ ଥର ପାଇଁ ପୋଷ୍ଟରରୁ ବସୁନ୍ଧରା ରାଜେ ଗାୟବ୍

ଜୟପୁର : ପୋଷ୍ଟରକୁ ନେଇ ରାଜସ୍ଥାନ ରାଜନୀତି ସରଗରମ । ବିଜେପି କାର୍ଯ୍ୟାଳୟ ବାହାରେ ଲାଗିଥିବା ପୋଷ୍ଟରରୁ ବସୁନ୍ଧରା ରାଜେଙ୍କ ଫଟୋ ଗାୟବ୍ । ରାଜସ୍ଥାନ ବିଜେପିରେ ଫାଟ ଆଉ କାହାକୁ ଅଛପା ନାହିଁ । ରାଜସ୍ଥାନରେ ଦୁଇ ବର୍ଷ ପରେ…

  • Sunday, 13 June 2021
temple
କରୋନା ମାତା ମନ୍ଦିରରେ ବୁଲିଲା ବୁଲଡୋଜର : ରାତାରାତି ବାଲି, ପଥର, ମାଟି ହଟାଇଲା ପୋଲିସ୍‌

ପ୍ରତାପଗଡ଼ : ଅନ୍ଧବିଶ୍ୱାସର ଅନ୍ତ । ତିଆରି ହେବାର କିଛି ଦିନ ଭିତରେ ଭାଙ୍ଗିଲା କରୋନା ମାତା ମନ୍ଦିର । ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଗାଁ ଲୋକଙ୍କ ଦ୍ୱାରା ତିଆରି ହୋଇଥିବା କରୋନା ମାତା ମନ୍ଦିରକୁ ତୁରନ୍ତ ହଟାଇ ଦେଇଛି ପୋଲିସ ।…

  • Sunday, 13 June 2021
sonu sood
ଆଇଏଏସ୍ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ସୋନୁଙ୍କ ଉପହାର, ମାଗଣାରେ କୋଚିଂ ବ୍ୟବସ୍ଥା କରିବେ ଅଭିନେତା

ନୂଆଦିଲ୍ଲୀ : ଟଙ୍କା ଅଭାବରୁ ମେଧାବୀ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେବେ ନାହିଁ । ଶିକ୍ଷାର ଆଲୋକ ଜଳାଇବେ ବଲିଉଡ଼୍ ଅଭିନେତା, ଆରମ୍ଭ କରିବେ ସମ୍ଭବମ୍ ଯୋଜନା । କରୋନା ମହାମାରୀରେ ଗରିବଙ୍କ ଦେବଦୂତ ସାଜିଥିବା ସୋନୁ ସୁଦ୍ ଆଇଏଏସ୍ ପରୀକ୍ଷା…

  • Sunday, 13 June 2021
corona death
ରାଜ୍ୟରେ ପୁଣି ୪୫ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପଟେ ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଥମିବାର ନାଁ ଧରୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୪୫ ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଖୋର୍ଦ୍ଧା ଜିଲ୍ଲାରୁ…

bride
ମ୍ୟାଟ୍ରିମୋନିଆଲ୍‌ ଆଡ୍‌ରେ ଭ୍ୟାକ୍‌ସିନ୍‌ ନେଇଥିବା ବର ଖୋଜିଲେ ଯୁବତୀ !

ନୂଆଦିଲ୍ଲୀ: ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ସ୍ଲଟ୍‌ ବୁକିଂ କରି ଲୋକମାନେ ଟିକାକରଣ କେନ୍ଦ୍ରରେ ଟିକା ନେଉଛନ୍ତି। ହେଲେ କିଛି ଲୋକ ଭୟରେ ଟିକା ନେଉ ନଥିବା ଦେଖିବାକୁ ମିଳିଛି। ସେମାନଙ୍କୁ ସଚେତନ…

  • Sunday, 13 June 2021
Drone Vaccine
ଡ୍ରୋନ୍‌ରେ ହେବ ଟିକା ପରିବହନ, ରହିବନି ଟ୍ରାଫିକ୍‌ କିମ୍ବା ରାସ୍ତା ସମସ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି । ଏହି ସମୟରେ ଦେଶରେ କରୋନା ଟିକାକରଣ ଅଭିଯାନ ମଧ୍ୟ ବ୍ୟାପକ ସ୍ତରରେ ଚାଲିଛି । ଏହି ଟିକାକରଣ ଅଭିଯାନକୁ ଦୁର୍ଗମ ଅଞ୍ଚଳ ପର୍ଯ୍ୟନ୍ତ ଖୁବ୍‌ଶୀଘ୍ର ପହଞ୍ଚାଇବାକୁ…

watermelon
ବିକ୍ରି ନହେବାରୁ ମାଗଣାରେ ତରଭୁଜ ବାଣ୍ଟି ଦେଉଥିଲେ ଚାଷୀ,ବଜାର ଦରରେ ସବୁ ମାଲ କିଣିନେଲା ସେନା

କିଷାନଙ୍କ ଦୁଃଖ ବୁଝିଲେ ଯବାନ ତରଭୁଜ ବିକ୍ରି ନହେବାରୁ ମାଗଣାରେ ବାଣ୍ଟି ଦେଉଥିଲେ ଚାଷୀପୁଅ ବଡ଼ ହୃଦୟ ଦେଖାଇ ବଜାର ଦରରେ କିଣିଲା ସେନା ରାମଗଡ଼ : ଚାଷୀ ପୁଅର ଦୁଃଖ ବୁଝିଲା ସେନା । ବିକ୍ରି ନହେବାରୁ ମାଗଣାରେ ତରଭୁଜ…

  • Sunday, 13 June 2021
euro cup 2020
ୟୁରୋ କପ୍‌ ୨୦୨୦: ମ୍ୟାଚ୍‌ ଚାଲି ଥିବାବେଳେ ପଡ଼ିଆରେ ଅଚେତ ହୋଇପଡ଼ିଲେ ଖେଳାଳି

କୋପେନହେଗନ: ଫୁଟବଲର ମିନି ମହାକୁମ୍ଭ କୁହାଯାଉଥିବା ୟୁରୋ କପ୍ ୨୦୨୦ରେ ଗତକାଲି ଏକ ଅଘଟଣ ଘଟିଛି। କୋପେନହେଗନରେ ଏକ ମ୍ୟାଚ୍‌ ଚାଲିଥିବା ବେଳେ ପଡ଼ିଆରେ ଜଣେ ଖେଳାଳି ଅଚେତ ହୋଇପଡ଼ିଥିଲେ। ଫିନ୍‌ଲାଣ୍ଡ୍‌ ଓ ଡେନ୍‌ମାର୍କର ମ୍ୟାଚ୍‌ ଚାଲି ଥିବାବେଳେ ଡେନ୍‌ମାର୍କର ଖେଳାଳି…

  • Sunday, 13 June 2021
coronavirus
ଖସୁଛି ସଂକ୍ରମଣ ହାର, ୨୪ ଘଣ୍ଟାରେ ୪,୪୬୯ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ୪ ହଜାର ୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୫୪୬ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୫୪୬ ଜଣ ଲୋକାଲ କଣ୍ଟାକ୍ଟସରୁ…

ବ୍ରେକିଂ ନ୍ୟୁଜ୍‌: ଜୁନ୍‌ ୧୩

ଭୁବନେଶ୍ୱର: ବଜ୍ରପାତ ସହ ବର୍ଷା ନେଇ ଗଞ୍ଜାମ, ପୁରୀ, ନୟାଗଡ଼, ଗଜପତି, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାକୁ ସତର୍କ ସୂଚନା ଜାରି। ଭୁବନେଶ୍ୱର ସ୍ଥିତ ପାନ୍ଥନିବାସରେ ନିରାଡ଼ମ୍ବର ଭାବେ ପାଳନ ହେବ ରଜ ଉତ୍ସବ, ପାନ୍ଥନିବାସକୁ ବାହାର ଲୋକଙ୍କ ପ୍ରବେଶ ଉପରେ…

  • Sunday, 13 June 2021
corona
ସୁଧୁରୁଛି ସ୍ଥିତି, ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ କରୋନା ନିୟନ୍ତ୍ରଣକୁ ଆସୁଛି

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଗ୍ରାଫ୍ । ମହାରାଷ୍ଟ୍ର ପରେ ଦୈନିକ ସଂକ୍ରମଣରେ ଦ୍ୱିତୀୟ ସର୍ବାଧିକ ରହୁଥିବା କର୍ଣ୍ଣାଟକରେ ବି ଧୀମା ପଡ଼ିଛି ମହାମାରୀର ଗତି । କର୍ଣ୍ଣାଟକରେ ୨ ଲକ୍ଷ ତଳକୁ ଖସିଛି ଆକ୍ଟିଭ୍ କେସ୍ ସଂଖ୍ୟା । କର୍ଣ୍ଣାଟକରେ…

rainfall
୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଉପକୂଳ ଓ ଓଡ଼ିଶା ମୁହାଁ ହୋଇଛି। ଏହାର ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତାରେ…

  • Sunday, 13 June 2021
doorsrashan
ଦୂରଦର୍ଶନରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ

ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନ ଜରିଆରେ ହେବ। ଶିକ୍ଷାଦାନ ଆସନ୍ତା ୧୭ରୁ ୨୨ ତାରିଖ ଯାଏଁ ଯୁକ୍ତ ଦୁଇ ପିଲାଙ୍କ ଲାଗି ଅନଲାଇନରେ ଏହି ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। କେବଳ ଫିଜିକ୍ସ ଓ କେମେଷ୍ଟ୍ରି ବିଷୟରେ…

  • Saturday, 12 June 2021
Untitled-1
କେତେ ଦୂରରେ ହାର୍ଡ ଇମ୍ୟୁନିଟି?

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ ଦେଶରେ COVID-19 ର ବିସ୍ତାରକୁ ଆକଳନ କରିବା ପାଇଁ ଆଇସିଏମ୍‌ଆର୍‌ ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେ କରିବ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହା କରିବା ନେଇ ମଧ୍ୟ…

  • Saturday, 12 June 2021