• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

sushant parlament
ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ବର୍ଷେ ବିତିଲା... ଆଜି ବି ମନେ ପଡ଼ୁଛି ତାଙ୍କର ନିଖୁଣ ଅଭିନୟ

ନୂଆଦିଲ୍ଲୀ: ସୁଶାନ୍ତଙ୍କୁ ଝୁରୁଛି ସାରା ଦେଶ…..ଆଜିକୁ ଠିକ୍‌ ବର୍ଷେ ତଳେ ଜୀବନ ହାରିଥିଲେ ସୁଶାନ୍ତ ସିଂ ରାଜପୁତ। ଠିକ୍‌ ଆଜିର ଦିନରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ବେଡରୁମ୍‌ରୁ ଉଦ୍ଧାର କରାଯାଇଥିଲା।  ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଅଭିନେତା…

chirag
ଚିରାଗ ପାଶ୍ୱାନଙ୍କ ବିରୋଧରେ LJPରେ ବିଦ୍ରୋହ : ଜେଡିୟୁରେ ସାମିଲ ହୋଇପାରନ୍ତି ପାଞ୍ଚ ସାଂସଦ

ପାଟନା : ବିଦ୍ରୋହ ରାଜନୀତି ଆରମ୍ଭ । ବିହାର ରାଜନୀତିରେ ନାଟକୀୟ ମୋଡ । ରାମବିଲାସ ପାଶ୍ୱାନଙ୍କ ଦଳ LJPରେ ଫାଟ ସୃଷ୍ଟି ହୋଇଛି । ଚିରାଗ ପାଶ୍ୱାନଙ୍କ ଉପରେ ନାରାଜ ହୋଇ ଲୋକସଭା ସ୍ପିକର ଓମ ବିର୍ଲାଙ୍କୁ ଏକ ଚିଠି…

  • Monday, 14 June 2021
corona-death
ରାଜ୍ୟରେ ପ୍ରକୃତରେ କରୋନା ମୃତ୍ୟ ସଂଖ୍ୟା କେତେ?

ଭୁବନେଶ୍ୱର: ରାଜ୍ୟରେ ପ୍ରକୃତରେ କରୋନା ମୃତ୍ୟ ସଂଖ୍ୟା କେତେ? ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ଆଜି ଯାଏଁ ୩, ୩୦୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ତେବେ ବିହାର ସମେତ କିଛି ରାଜ୍ୟରେ ମୃତ୍ୟୁ ସଂଖ୍ୟା ସଂଶୋଧନ ହେବାପରେ ଓଡିଶାରେ ବାସ୍ତବରେ…

  • Sunday, 13 June 2021
School-Unlock
କେବେ ସ୍ୱାଭାବିକ ହେବ ଅଫଲାଇନ୍‌ ପାଠ ପଢ଼ା?

ନା ସ୍କୁଲ, ନା ପରୀକ୍ଷା? କରୋନା ପାଇଁ ପାଖାପାଖି ଦେଢ଼ ବର୍ଷ ହେବ ଅନିଶ୍ଚିତତାରେ ଭବିଷ୍ୟତ। ଓଡ଼ିଶା ଭଳି ରାଜ୍ୟର ଅଧିକାଂଶ ଉପାନ୍ତ,ଅନୁନ୍ନତ ଅଞ୍ଚଳରେ ଅନ୍ ଲାଇନ୍ ଶିକ୍ଷା ତ ସ୍ୱପ୍ନ ଆଉ ଏଭଳି ସ୍ଥିତିରେ ଏବର୍ଷ କଣ ହେବ ପିଲାଙ୍କ ଭାଗ୍ୟ?

  • Sunday, 13 June 2021
Chumbak-Men
ଦେହକୁ ଚୁମ୍ବକ କରୁଛି କି କରୋନା ଟିକା?

କରୋନା ଟିକାର ଉଭୟ ଡୋଜ୍ ନେବା ପରେ ଶରୀରରେ ସୃଷ୍ଟି ହେଉଛି କି ଚୁମ୍ବକୀୟ ଶକ୍ତି। ଏଭଳି ଘଟଣା ଏବେ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

  • Sunday, 13 June 2021
Vaccine-Village
ଟିକା ଟେନ୍‌ସନ୍‌: ଅନେକ ଗାଁ ଲୋକେ ସିଧା ସିଧା ମନା କରୁଛନ୍ତି, ଆମେ ଟିକା ନେବୁ ନାହିଁ

କୋଭିଡକୁ ନୁହେଁ ବରଂ ଟିକା ନାଁ ଶୁଣିଲେ ଭୟ। ରାଜ୍ୟର ବିଭିନ୍ନ ଆଦିବାସୀ ଅଞ୍ଚଳର ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି। କିଏ କହୁଛି ଦେହ ଠିକ୍ ଅଛି, ଟିକା ନେବୁନି, ତ କିଏ କହୁଛି ଟିକା ନେଲେ କୁଆଡ଼େ ଦେହ ଖରାପ ହୋଇଯିବ। କୋଭିଡ୍ ଟିକା କଥା କହିଲେ ଆଶା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସିଧା ସିଧା ବିରୋଧ କରୁଛନ୍ତି ଲୋକେ

raja
ରଜ ପାଇଁ ସଜବାଜ: ରାଜଧାନୀରେ ଘରେ ଘରେ ପହଞ୍ଚିବ ପିଠା !

ଭୁବନେଶ୍ୱର: ରାତି ପାହିଲେ ପହିଲି ରଜ। ହେଲେ ଚଳିତ ବର୍ଷ ବି କରୋନା ପାଇଁ ସରକାରଙ୍କ କଟକଣା ଜାରି ରହିଛି। ତେବେ ଭୁବନେଶ୍ୱରରେ ଓଟିଡିସି ପକ୍ଷରୁ ପାଳନ ହେବ ରଜ ଉତ୍ସବ। ପାନ୍ଥନିବାସରେ ନିରାଡ଼ମ୍ବର ଭାବେ ରଜ ପାଳିବା ପାଇଁ ସ୍ୱତନ୍ତ୍ର…

unlocke
କାଲିଠୁ ଦିଲ୍ଲୀରେ ଖୋଲିବ ମାର୍କେଟ୍, ମଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଅନଲକ୍ 2.0। ଗତ ସପ୍ତାହରେ ଥିବା ଅଡ୍ ଇଭିନ ବ୍ୟବସ୍ଥାକୁ କୋହଳ କରାଯାଇଛି। ଏଣିକି ଆସନ୍ତାକାଲିଠୁ ସକାଳ ୧୦ଟାରୁ ରାତି ୮ ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା…

  • Sunday, 13 June 2021
Akash
ଖୁସି ବାଣ୍ଟିଲେ ଖୁସି ବଢେ: ଆକାଶ

ଖୁସି ବାଣ୍ଟିଲେ ଖୁସି ବଢେ। ଏକଥା କହିଛନ୍ତି ଅଭିନେତା ତଥା ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସନାୟକ। ସୋନୁସୁଦ, ସବ୍ୟସାଚୀ ଏବଂ ଶ୍ରିତମଙ୍କ କରୋନା ସମୟରେ ଅସହାୟଙ୍କୁ କରୁଥିବା ସେବା ସମ୍ପର୍କରେ ଜନସାଧାରଣ ଜାଣିଛନ୍ତି। ଆଉ ଅଭିନେତା ଆକାଶ ମଧ୍ୟ ଏଥିରୁ ପଛରେ ନାହାନ୍ତି

  • Sunday, 13 June 2021
1
କରୋନା ଚାପରୁ ମୁକ୍ତି ପାଇଁ ଅଜବ ପ୍ରୟାସ : ବର୍ଷେ ହେଲା ଡେଉଁଛନ୍ତି ପାଣିକୁ

ନୂଆଦିଲ୍ଲୀ :  କରୋନା ମହାମାରୀର ଏହି ସଂକଟ ସମୟରେ ଲୋକମାନେ ଚିନ୍ତାରେ ଅଛନ୍ତି। ଅନେକ ଲୋକ ଚାପରୁ ମୁକ୍ତି ପାଇବା ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି। କିନ୍ତୁ ଜଣେ ବ୍ୟକ୍ତି ଏନେଇ ଏମିତି କିଛି କରୁଛନ୍ତି ଯାହା ଜାଣିଲା ପରେ ଆପଣ…

  • Sunday, 13 June 2021
rahul
କେନ୍ଦ୍ର ସରକାରଙ୍କ ସବୁଠୁ କାମିକିଆ ମନ୍ତ୍ରଣାଳୟର ନାମ କଣ: ରାହୁଲ ଗାନ୍ଧୀ

କରୋନା ମହାମାରୀକୁ ନେଇ ଦେଶରେ ଏବେ ବି ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ। ଆଉ ଏହାରି ମଧ୍ୟରେ ମହାମାରୀକୁ ନେଇ ରାଜନୀତି ବି ଜୋରସୋରରେ ଚାଲିଛି।

  • Sunday, 13 June 2021
4
ମନୁଷ୍ୟ ଓ ପ୍ରକୃତିର ନିଆରା ସଂପର୍କ ଗଣପର୍ବ ରଜ

“ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ ଘେନି ନୂଆ ସଜବାଜ’ ଏହା ଯେ କେବଳ ଏକ ଗୀତ ନୁହେଁ, ଏହା ପ୍ରକୃତି ଓ ମନୁଷ୍ୟ ସହିତ କେଉଁ ଆବାହମାନ କାଳରୁ ଜଡିତ ଥିବା ଏକ ଗାଢ ସମ୍ପର୍କ।ବନସ୍ତରେ…

1
ପୁରୁଷ ପାଇଁ କଞ୍ଚା ରସୁଣ କେତେ ଉପକାରୀ?

ମହିଳାମାନଙ୍କ ସହିତ ପୁରୁଷମାନଙ୍କୁ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ। ନିଜକୁ ସକ୍ରିୟ ଏବଂ ଶକ୍ତିଶାଳୀ କରିବାକୁ ପୁରୁଷମାନେ ଅନେକ ଜିନିଷ ଖାଇଥା’ନ୍ତି। କିନ୍ତୁ ଆପଣ ଜାଣନ୍ତି କି ରସୁଣ ଖାଇବା ପୁରୁଷମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ। ରସୁଣର…

  • Sunday, 13 June 2021
car
ମୁମ୍ବାଇଲେ ପ୍ରବଳ ବର୍ଷା: ଚାହୁଁ ଚାହୁଁ ଗାତରେ ବୁଡ଼ିଗଲା କାର୍‌

ମୌସୁମୀ ବର୍ଷା ଯୋଗୁଁ ବେହାଲ ମୁମ୍ବାଇ। ଲଗାଣ ବର୍ଷା ଫଳରେ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ସେପଟେ ପ୍ରବଳ ବର୍ଷା ଯୋଗୁଁ ସ୍ୱରେଜ୍‌ ଲାଇନ୍ ଧସିବା ଭଳି ଘଟଣା ଦେଖିବାକୁ ମିଳିଛି

  • Sunday, 13 June 2021
magnet
ଟିକା ନେବା ପରେ ଚୁମ୍ବକୀୟ ଶକ୍ତି ବୃଦ୍ଧିକୁ ନେଇ କଣ କହିଲେ ବିଶେଷଜ୍ଞ, ଜାଣନ୍ତୁ

ଭୁବନେଶ୍ୱର: ଦେହରେ ଲାଗି ଯାଉଛି ଚାମଚ, କଣ୍ଟା ଇତ୍ୟାଦି ଲୁହା ତିଆରି ସାମଗ୍ରୀ। ଦେହରେ ଚୁମ୍ବକ ଥିବା ପରେ ସେହି ସବୁ ସାମଗ୍ରୀ ପୁରା ଲାଖି ଯାଉଥିବାର ଅନେକ ଲୋକେ ଦାବି କରିଛନ୍ତି। ଏହାର ଭିଜୁଆଲ୍ ବି ଭାଇରାଲ ହେଉଛି। ରାଜ୍ୟର…

  • Sunday, 13 June 2021
berhampur
ଚିକିତ୍ସା ପାଇଁ ଟଙ୍କା ନାହିଁ, ସାହାଯ୍ୟ ଅପେକ୍ଷାରେ ପୂରା ପରିବାର

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜିଲୁଣ୍ଡା ଗ୍ରାମର ନରେନ୍ଦ୍ର ପୋଲାଇ ଗତ ୪ ଦିନ ତଳେ ଅନ୍ୟର ଉପକାର କରିବାକୁ ଯାଇ ନିଜେ ଦୁର୍ଘଟଣାର ଶିକାର ହୋଇଛନ୍ତି। ବାଇକରେ ନରେନ୍ଦ୍ର ବୁଗୁଡା ଅଭିମୁଖେ ଫେରୁଥିବା ବେଳେ ତକରଡ଼ା ଗ୍ରାମ ନିକଟସ୍ଥ ବାଘୁଆ କେନାଲ ବାଙ୍କରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇ କର୍ସିଙ୍ଗ ଅଭିମୁଖେ ଚାଲିଯାଇଥିଲା।

  • Sunday, 13 June 2021
Kubhakara
ତାଲାବନ୍ଦ, ବିକ୍ରି ହୋଇପାରୁନାହିଁ କୁମ୍ଭକାରର ସାମଗ୍ରୀ....ଏବେ ପରିବାର ଚଳିବ କେମିତି?

କରୋନା ପାଇଁ ତାଲା ବନ୍ଦର ସିଧା ପ୍ରଭାବ ପଡିଛି କୁମ୍ଭକାର ଏବଂ ଟେରାକୋଟା କାରିଗରଙ୍କ ପରିବାର ଉପରେ। ଲକଡାଉନ୍‌ ଛଡାଇ ନେଇଛି କୁମ୍ଭକାରଙ୍କ ଜୀବିକା। ବିକ୍ରିବଟା ଅଭାବରୁ ଏବେ ସଙ୍କଟରେ ପଡିଛନ୍ତି ରାୟଗଡା ଜିଲ୍ଲାର କୁମ୍ଭକାର ପରିବାର।

  • Sunday, 13 June 2021
niroj
ଦେଶରେ ମୃତ୍ୟୁ ସଂଖ୍ୟା ବଢିବାର କାରଣ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: ଦେଶରେ ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟା ବଢିବା ସଂପର୍କରେ ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ମୃତ୍ୟୁ ସଂଖ୍ୟାର ପୁଣି ଅଡ଼ିଟ କରାଯାଉଛି। ଘରେ କିମ୍ବା ଘରୋଇ ମେଡିକାଲରେ ହୋଇଥିବା କୋଭିଡ୍ ରୋଗୀଙ୍କ ମୃତ୍ଯୁକୁ ଆଉଥରେ ଅଡିଟ୍ କରାଯାଉଛି। ଏଥିପାଇଁ…

  • Sunday, 13 June 2021
Untitled-1
ଜି-୭ କ’ଣ? ଏଥିରେ ଭାରତ ଓ ଅଷ୍ଟ୍ରେଲିଆ କାହିଁକି ସାମିଲ ନାହାନ୍ତି?

ନୂଆଦିଲ୍ଲୀ : ଜି-୭ ଶିଖର ସମ୍ମିଳନୀ ଆରମ୍ଭ ହୋଇଯାଇଛି। ଏହାର ମୁଖ୍ୟ ଲକ୍ଷ ରହିଛି କରୋନା ଭାଇରସ୍‌ରୁ କିପରି ମୁକ୍ତି କାରିବା। ଏହା ସହିତ ପର୍ଯ୍ୟାବରଣକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଦୁନିଆର ପ୍ରାୟ ଦେଶର ନଜର ଏହା ଉପରେ। ଏହି…

  • Sunday, 13 June 2021
187311984_383877509734037_8889834657420160411_n
ଡଙ୍ଗରିଆ କନ୍ଧଙ୍କ ଭୋକ ମେଣ୍ଟାଉଛି ସଲପ ଜାଉ

କଲ୍ୟାଣସିଂହପୁର(ମଉଡ଼ି ବାରିକ) : ଭୋକ ମେଣ୍ଟାଉଛି ସଲପ ଜାଉ । ରାୟଗଡ଼ାର ପାରସାଲି ପଞ୍ଚାୟତର ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧମାନେ ଏବେ ବି ସଲପ ଗଛର ଶୁଖିଲା କାଣ୍ଡର ଚୁନାକୁ ଜାଉ କରି ଖାଉଛନ୍ତି । ତେବେ ସଲପ ଜାଉ ଖାଇବା…

  • Sunday, 13 June 2021
DELHI
ରାଜଧାନୀରେ ଆସନ୍ତାକାଲିଠୁ କୋହଳ ହେବ କଟକଣା

ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆସନ୍ତାକାଲିଠାରୁ କଟକଣା ଆହୁରି କୋହଳ କରାଯିବ। ପୂର୍ବରୁ ଅଡ୍ ଇଭିନରେ ଦୋକାନ ଖୋଲାଯାଉଥିବା ବେଳେ କାଲିଠୁ ସବୁଦିନ ଦୋକାନ ଖୋଲିବ। ସକାଳ ୧୦ଟାରୁ ୮ ପର୍ଯ୍ୟନ୍ତ ଦୋକାନ ଖୋଲିବ

  • Sunday, 13 June 2021
murder
ଡ଼ାକି ନେଲେ, ଜଙ୍ଗଲ ମଧ୍ୟରେ ହତ୍ୟା କଲେ

ଗୁଣି ଗାରେଡ଼ି ସନ୍ଦେହରେ ବାପା ଓ ପୁଅକୁ ହତ୍ୟା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡ଼ବା ଥାନା ଗୁଲୁବା ପଞ୍ଚାୟତ ମୁଠାଗୁଡ଼ା ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ। ଗାଁର କିଛି ଲୋକ ଗତକାଲି ବିଳମ୍ବିତ ରାତିରେ ବାପା ପୁଅଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି

  • Sunday, 13 June 2021
naba das
ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଚେତାଇ ଦେଇଛନ୍ତି। ସେ କହିଛନ୍ତି, ଅଭିଯୋଗ ପାଇଲା ପରେ ର୍ନିଦ୍ଧିଷ୍ଟ…

  • Sunday, 13 June 2021
ବାପାକୁ ବଞ୍ଚାଇବାକୁ କୁନି ଝିଅର ଆକୁଳ ନିବେଦନ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ମୋ ବାପାଙ୍କୁ ଭଗବାନ୍ ଭଲ କରି ଦିଅନ୍ତୁ । ଭଲ ହୋଇ ମୋ ବାପା ମୋ ପାଖକୁ ଫେରି ଆସନ୍ତୁ । ଭଲ କରି କଥା କହିପାରୁ ନଥିବା କୁନି ଝିଅ ବାପାଙ୍କୁ ବଞ୍ଚାଇବାକୁ ଗୁହାରୀ କରୁଛି…

  • Sunday, 13 June 2021