• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

patkura --election
ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ ;ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଲୋକସଭା ଆସନ ଅଧୀନରେ ଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଥଗିତ ରହିଲା ମତଦାନ। ଆସନ୍ତା ୨୯ ତାରିଖରେ ଏଠାରେ ଭୋଟ୍‌ ହେବାର ଥିଲା। ତେବେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ପରେ ଏଠାରେ ମତଦାନକୁ ସ୍ଥଗିତ ରଖାଯାଇଛି। ଏନେଇ  ରିଟର୍ଣ୍ଣିଂ ଅଫିସର ନିର୍ଦ୍ଦେଶମାନା ଜାରି କରିଛନ୍ତି। ଭାରତୀୟ ଜନ ପ୍ରତିନିଧି ଆଇନ ୧୯୫୧ର ଧାରା ୫୨ ଅନୁସାରେ କୌଣସି ସ୍ଥାନରେ ପ୍ରାର୍ଥୀଙ୍କ ମୃତ୍ୟୁ ହେଲେ ନିର୍ବାଚନ ସ୍ଥଗିତ ରଖାଯିବାର ନିୟମ […]

  • Friday, 16 July 2021
dead
ପୋଲିଂ ବୁଥ୍‌କୁ ଯିବା ପୂର୍ବରୁ ପୋଲିଂ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ

ଆନନ୍ଦପୁର ( ମୁନା ସିଂହ) : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପୋଲିଂ ବୁଥ୍‌କୁ ଯିବା ପୂର୍ବରୁ ପୋଲିଂ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି।  ମୃତକ ହେଲେ ଚମ୍ପୁଆ ହାଇସ୍କୁଲର କର୍ମଚାରୀ ଅଭୟ କୁମାର ସେଠୀ। ଘସିପୁରାର ୨୧ ନମ୍ବର ଏସ୍‌ସିର  ବୁଥ୍ ନଂ ୧୪୯ରେ ତାଙ୍କର ଡ୍ୟୁଟି ପଡ଼ିଥିଲା। ନିର୍ବାଚନ ଡ୍ୟୁଟିକୁ ବାହାରିବା ବେଳେ ଡେସପାଚ୍ ରୁମ୍‌ରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଥିଲା। ସେଠାରେ ଅଭୟଙ୍କୁ ମୃତ ଘୋଷଣା […]

  • Friday, 16 July 2021
golak
ଯିଏ ପିସିର ସର୍ଦ୍ଦାର, ସେ ଭୁବନେଶ୍ୱରରୁ ନିର୍ବାଚନ ଲଢୁଛନ୍ତି : ଗୋଲକ ମହାପାତ୍ର

ଭୁବନେଶ୍ୱର  : ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସରକାରୀ ଅବହେଳା ନେଇ ବିଜୁ ଜନତା ଦଳ ଉପରେ ବର୍ଷିଛି ବିଜେପି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିନି ବୋଲି ବିଜେପି ଅଭିଯୋଗ କରିଛି। ଭୁବନେଶ୍ୱରରେ ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିନି ; ବର୍ଷା ହେଲେ ପାଣି ଜମୁଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ରାସ୍ତାଘାଟରେ ଅବ୍ୟବସ୍ଥା। ଏଠାକାର ସାଂସଦ, ବିଧାୟକ, ମେୟର ଓ କର୍ପୋରେଟର ବିଜେଡିର। ବର୍ଷା ହେଲେ ପାଣି ଜମୁଛି, ଶିକ୍ଷା, ସ୍ୱାସ୍ଥ୍ୟ […]

  • Friday, 16 July 2021
arun singh
ପ୍ରତିଶ୍ରୁତି ଦେଲେ ଅରୁଣ

ବାଲେଶ୍ୱର(ରଶ୍ମୀ ରଂଜନ ଦାସ) : ବିଜେପି ଓଡ଼ିଶାରେ ସରକାରକୁ ଆସିଲେ ଚାଷୀମାନେ ଧାନ ମଣ୍ଡିରେ ନୁହେଁ ନିଜ ଘରେ ବସି ଧାନ ବିକ୍ରି କରିପାରିବେ। ଏଥିସହ ୧୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ମାଗଣାରେ ସ୍ମାର୍ଟ ଫୋନ୍ ଯୋଗାଇ ଦିଆଯିବ। ଖାଲି ସେତିକି ନୁହେଁ,  BJP କ୍ଷମତାକୁ ଆସିଲେ ପୂର୍ବ ସରକାରର ସବୁ ଯୋଜନା ଜାରି ରହିବା ସହିତ ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ। ବାଲେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି […]

  • Friday, 16 July 2021
polling5
ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟି

ଭୁବନେଶ୍ୱର  : ଦିନକ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ। ଏଥିପାଇଁ ବୁଥ୍‌ ଅଭିମୂଖେ ବାହାରିଲେଣି ପୋଲିଂ ଅଧିକାରୀ। ନିର୍ବାଚନ କମିଶନଙ୍କ ପକ୍ଷରୁ ପୋଲିଂ ଅଧିକାରୀଙ୍କୁ ବିଭିନ୍ନ ପୋଲିଂ ବୁଥକୁ ପଠାଯାଉଛି। ଭୁବନେଶ୍ୱରର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେବି କଲେଜରେ ଷ୍ଟ୍ରଙ୍ଗରୁମ୍‌ ଓ ବିତରଣ […]

  • Friday, 16 July 2021
dd
ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନ୍‌ରେ ଝାଳ ବୁହାଉଛନ୍ତି ସେମାନଙ୍କ ପତ୍ନୀ

ଭୁବନେଶ୍ୱର : ରାଜନୀତି ରଣାଙ୍ଗନକୁ ଓହ୍ଲାଇଛନ୍ତି ଅର୍ଦ୍ଧାଙ୍ଗିନୀ। ଖରାକୁ ଖାତିର ନକରି ଘରର ଚାରି କାନ୍ଥରୁ ବାହାରି ସ୍ୱାମୀଙ୍କ ପାଇଁ ସାଜିଛନ୍ତି ସେନାପତି। ସ୍ୱାମୀ ଗୋଟିଏ ଯାଗାରେ ଭୋଟ୍ ମାଗୁଥିବା ବେଳେ ତାଙ୍କ ସ୍ତ୍ରୀ ଅନ୍ୟ କେଉଁଠି ପ୍ରଚାର କରୁଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ଏଭଳି କୌଶଳ ଆପଣାଇଛନ୍ତି କିଛି ଲୋକସଭା ଓ ବିଧାନସଭା ପ୍ରାର୍ଥୀ। ସମ୍ୱଲପୁର ବିଜେପି ଲୋକସଭା ପ୍ରାର୍ଥୀ ହେଉଛନ୍ତି ଦେବଗଡ଼ ‘ରାଜା’ […]

  • Friday, 16 July 2021
sambl
କେଉଁ ନୂଆ ମୁହଁକୁ ଏଥର ଭରସା କରିବେ ସମ୍ବଲପୁର ଭୋଟର ?

ସମ୍ବଲପୁର : ସମ୍ବଲପୁର ଲୋକସଭା ଆସନ ପାଇଁ ଏଥର ହେଉଛି ବିଗ୍ ଫାଇଟ୍। ତିନି ନୂଆ ମୁହଁ ଭିତରେ ହେଉଛି ଟକ୍କର। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏଥର ପୁରୁଣା ଉପରେ ଭରସା ନକରି ଜନତାଙ୍କ ଆଗକୁ ନୂଆ ଚେହେରାଙ୍କୁ ଆଣିଛନ୍ତି।  ବିଜେଡିର ନଳିନୀକାନ୍ତ ପ୍ରଧାନ, କଂଗ୍ରେସର ଶରତ ପଟ୍ଟନାୟକ ଓ ବିଜେପିର ନିତେଶ ଗଙ୍ଗଦେବଙ୍କ ମଧ୍ୟରେ ହେବ ଲଢ଼େଇ। ଗଡ଼ ବଜାୟ ରଖିବାକୁ ବିଜେଡି ଏଠି ଏଥର ସିଟିଂ ଏମ୍‌ପି ନଗେନ୍ଦ୍ର […]

  • Friday, 16 July 2021
dhurva
କାଳିଆ ଟଙ୍କା ମିଳିନଥିବାରୁ ପ୍ରଚାର ରାଲି ଉପରକୁ ଧୂଳି ଫିଙ୍ଗିଲେ ଚାଷୀ

ପଟ୍ଟାମୁଣ୍ଡାଇ : ନିର୍ବାଚନ ପ୍ରଚାର ବେଳେ ଅପଦସ୍ଥ ହେଲେ ରାଜନଗର ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ। ଧ୍ରୁବଙ୍କ ରାଲି ଉପରକୁ ଜଣେ ଚାଷୀ ଧୂଳିମାଡ଼ କରିଥିବା ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ ପଟ୍ଟାମୁଣ୍ଡାଇ ବ୍ଲକ୍ ବଡ଼ପଡ଼ା ଗାଁରେ ଧ୍ରୁବ ସାହୁଙ୍କ ପ୍ରଚାର ରାଲି ଚାଲିଥିବା ବେଳେ ସ୍ଥାନୀୟ ଜଣେ ଚାଷୀ ରାଲି ଅଟକାଇଥିଲେ। କାଳିଆ ଯୋଜନାରେ ଟଙ୍କା ମିଳିନଥିବାରୁ ସେ ଏହାର ପ୍ରତିବାଦ କରିବା […]

  • Friday, 16 July 2021
surya mishra
ନିର୍ବାଚନ ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ହେଲେ ସ୍ଥଗିତ ହେବ ନିର୍ବାଚନ : ପ୍ରଫେସର ସୂର୍ଯ୍ୟ ମିଶ୍ର

ଭୁବନେଶ୍ୱର : ନିର୍ବାଚନ ପ୍ରକ୍ରିୟା ସମୟରେ କୌଣସି ପ୍ରାର୍ଥୀଙ୍କର ମୃତ୍ୟୁ ଘଟିଲେ ନିର୍ବାଚନ ସ୍ଥଗିତ କରାଯିବାର ନିୟମ ରହିଛି। ସେ ଦୃଷ୍ଟିରୁ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ମୃତ୍ୟୁ ପରେ ପାଟକୁରା ବିଧାନସଭା ଆସନ ଲାଗି ନିର୍ବାଚନ ସ୍ଥଗିତ ରହିବ ବୋଲି ମତ ଦେଇଛନ୍ତି ସମ୍ବିଧାନ ବିଶେଷଜ୍ଞ ପ୍ରଫେସର ସୂର୍ଯ୍ୟ ମିଶ୍ର। ତେବେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେଉଥିବାରୁ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୂର୍ବ […]

  • Friday, 16 July 2021
dharmendra
କେନ୍ଦୁଝରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର

କେନ୍ଦୁଝର(ପ୍ରଣୟ ପାଣି) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର। କେନ୍ଦୁଝର ଲୋକସଭା କ୍ଷେତ୍ରର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ପ୍ରଥମେ ତେଲକୋଇ ନିର୍ବାଚନ ମଣ୍ଡଳୀର ହରିଚନ୍ଦନପୁର, ପରେ ପାଟଣା ନିର୍ବାଚନ ମଣ୍ଡଳୀର ତୁରମୁଙ୍ଗା ଏବଂ ଶେଷରେ ସଦର ନିର୍ବାଚନ ମଣ୍ଡଳୀର ମୁରୁସୁଆଁରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ନିଜ ଭାଷଣରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ଧର୍ମେନ୍ଦ୍ର। ସନାତନ ମହାକୁଡ଼ ଏବଂ ଖଣି ଠିକାଦାର […]

  • Friday, 16 July 2021
salepur
ରାଜ୍ୟରେ ପରିବର୍ତ୍ତନର ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକରେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭିଙ୍କ ରୋଡ ଶୋ। କଟକ-ବାରବାଟୀ ନିର୍ବାଚନମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ସମୀର ଦେଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ମୁକ୍ତାର। କଟକର କଦମ୍-ଏ-ରସୁଲ ଯାଇ ଭୋଟରଙ୍କୁ ଆକୃଷ୍ଟ କରିଥିଲେ। ଏହା ପୂର୍ବରୁ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାଲେପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ରାଜ୍ୟରେ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଥିଲେ ମୁକ୍ତାର ନକଭି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ପରିବର୍ତ୍ତନର ନାରା ଦେଇଛନ୍ତି ସେଥିରେ […]

  • Friday, 16 July 2021
adr
ତୃତୀୟ ପର୍ଯ୍ୟାୟ ନିର୍ବାଚନ ଏଡିଆର୍‌ ରିପୋର୍ଟ : ପିନାକୀ ମିଶ୍ର ଓ ବବି ମହାନ୍ତି ସବୁଠାରୁ ଧନୀ ପ୍ରାର୍ଥୀ

ଭୁବନେଶ୍ୱର :  ପ୍ରକାଶ ପାଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏଡିଆର୍‌ ରିପୋର୍ଟ। ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ ହେଉଛନ୍ତି ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର। ତାଙ୍କ ମୋଟ୍‌ ସମ୍ପତ୍ତି ପରିମାଣ ୧୧୭ କୋଟି। ସେହିପରି ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଧନୀ ହେଉଛନ୍ତି ବଡମ୍ବାର କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତି।  ତାଙ୍କର ୧୦୬ କୋଟି ୩୨ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ଏଡିଆର୍ ଓ ଓଡିଶା ଇଲେକସନ୍ ଓ୍ୱାଚ୍ ପକ୍ଷରୁ  ପ୍ରାର୍ଥୀଙ୍କ ସଂପର୍କିତ […]

  • Friday, 16 July 2021
vote
ବିଜୁଳି ନାହିଁ ତ ଭୋଟ ନାହିଁ ; ଗ୍ରାମବାସୀଙ୍କ ନିର୍ବାଚନ ବର୍ଜନ ନିଷ୍ପତ୍ତି

ଉଦଳା( ମାନସ ପାଣି) :  ବିଜୁଳି ନାହିଁ ତ ଭୋଟ ନାହିଁ। ଏଭଳି ନିଷ୍ପତ୍ତି ନେଇଛନ୍ତି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ନନ୍ଦୁରସାହି ବାସିନ୍ଦା। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଆଜିଯାଏ ବିଜୁଳି ଆଲୁଅ ଦେଖି ନାହାନ୍ତି ଗ୍ରାମବାସୀ। ବର୍ଷ ବର୍ଷ ଧରି ଡିବିରି ଓ ଲଣ୍ଠନ ଆଲୁଅରେ ଚଳୁଛନ୍ତି। ପିଲାମାନେ ବି ମିଞ୍ଜି ମିଞ୍ଜି ଡିବିରି ଆଲୁଅରେ ପାଠ ପଢ଼ୁଛନ୍ତି। ବାରମ୍ବାର ଅଭିଯୋଗ ପରେ ବି ବିଦ୍ୟୁତ୍‌ ସଂଯୋଗ ନେଇ ବିଭାଗୀୟ ଅଧିକାରୀ କି […]

  • Friday, 16 July 2021
nilamani
ଇଭିଏମ୍‌ ଭଙ୍ଗା ଘଟଣାରେ ଟୁଇଷ୍ଟ

ବ୍ରହ୍ମପୁର : ମତଦାନ କେନ୍ଦ୍ରରେ ଇଭିଏମ୍‌ ଭାଙ୍ଗିବା ଅଭିଯୋଗରେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଥାନାରେ ଅଟକ ଥିବା ବେଳେ ଏହି ଘଟଣା ଏକ ନୂଆମୋଡ଼ ନେଇଛନ୍ତି। ନୀଳମଣି ବିଷୋୟୀ ପାଲଟା ଅଭିଯୋଗ କରିଛନ୍ତି ଯେ ବିଜେଡି କର୍ମୀମାନେ ଇଭିଏମ୍‌ ଭାଙ୍ଗାରୁଜା କରିଛନ୍ତି। ସେ କହିଛନ୍ତି, ବିଜେଡି କର୍ମୀ ବୁଥ୍ ରିଗିଂ କରୁଥିବା ଖବର ପାଇ ଯାଇଥିଲି। ବୁଥ୍‌ରେ ବିଜେଡି କର୍ମୀଙ୍କ ସହ କଥା କଟାକଟି ହୋଇଥିଲା। ତା’ସହିତ ଠେଲାପେଲା ବି […]

  • Friday, 16 July 2021
ଜଦତତଗଲୁ ୱହେ
ରାସ୍ତା ଧସି ଯିବାରୁ ଫସି ରହିଛି ପୋଲିଂ ପାର୍ଟି ଗାଡ଼ି

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ବାଣିଗୋଛା ନିକଟ ବୃତ୍ତଙ୍ଗ ନଦୀ ପାଖରେ ଅଧା ରାସ୍ତାରେ ଫସି ରହିଛନ୍ତି ପୋଲିଂ କର୍ମଚାରୀ। ରାସ୍ତା ଧସି ଯାଇଥିବାରୁ ପୋଲିଂ କର୍ମଚାରୀଙ୍କୁ ନେଇ ଆସୁଥିବା ମିନି ବସ୍‌ଟି ଅଟକି ରହିଛି। ଏ ସମ୍ପର୍କରେ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରାଯାଇଥିଲେ ସୁଦ୍ଧା ପୋଲିଂ କର୍ମଚାରୀମାନଙ୍କୁ ଉଦ୍ଧାର କରାଯାଇପାରିନି। ଆଜି ନିର୍ଦ୍ଧାରିତ ସମୟରେ ଓ ଶାନ୍ତିଶୃଙ୍ଖଳାରେ ବାଣିଗୋଛା ବୁଥ୍‌ରେ ନିର୍ବାଚନ ସରିଛି। ମତଦାନ ସରିବା ପରେ ଦୁଇଟି ବୁଥ୍‌ର EVM ମେସିନ ସହ ୧୬ […]

  • Friday, 16 July 2021
uma bharati
ମହାନଦୀ ଜଳ ବିବାଦ ସମାଧାନରେ କିଏ ପୁରାଇଥିଲା କେଁ ? ଗୁମର ଖୋଲିଲେ ଉମା

କଟକ : ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦର ସମାଧାନ ବାଟରେ କିଏ ପୁରାଇଲା କେଁ। ସେ ସମ୍ପର୍କରେ ଗୁମର ଖୋଲିଛନ୍ତି ପୂର୍ବତନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ। ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ଅବସରରେ ଉମା କହିଛନ୍ତି, ମହାନଦୀ ଜଳ ବିବାଦ ବୈଠକ ବେଳେ ନବୀନଙ୍କୁ ବିଭ୍ରାନ୍ତ କରାଯାଉଥିଲା। ଜଣେ ଆଇଏଏସ ତାଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିଲେ। ଏମିତିକି ମିଟିଂ ବେଳେ ବାରମ୍ବାର ଆସି ନବୀନଙ୍କ କାନ ପାଖରେ କିଛି କହୁଥିଲେ ଓ […]

  • Friday, 16 July 2021
vijay-dillip
ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲୀପ ରାୟ

ପାଟକୁରା : କେନ୍ଦ୍ରାପଡ଼ା ରାଜନୀତିରେ ନୂଆ ମୋଡ଼। ପାଟକୁରାରେ ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲୀପ ରାୟ। ନିର୍ବାଚନରେ ବିଜୟଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ଦିଲୀପ। ବିଜୟ ମହାପାତ୍ରଙ୍କ ସହ ରହିଛି ଓ ତାଙ୍କୁ ସମର୍ଥନ କରୁଛି ବୋଲି ଦିଲୀପ କହିଛନ୍ତି। ରାଉରକେଲା ପାଇଁ ତାଙ୍କର ୨ଟି ଦାବି ସମ୍ପର୍କରେ ମତ ରଖିବା ସହ ଦିଲୀପ କହିଛନ୍ତି, ତାଙ୍କର ଦାବି ପୂରଣ ହୋଇଛି। ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଏବଂ ଆଇଜିଏଚ୍ ହସ୍ପିଟାଲକୁ ସୁପର ସ୍ପେଶାଲିଟି ହସ୍ପିଟାଲ […]

  • Friday, 16 July 2021
road show jay panda
ମହାକାଳପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ମେଗା ରୋଡ୍ ଶୋ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ବିଜେପିର ମେଗା ରୋଡ୍ ଶୋ। କେନ୍ଦ୍ରାପଡ଼ାରୁ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଏହି ରୋଡ୍‌ ଶୋ’ରେ ସାମିଲ ହୋଇଛନ୍ତି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ହଜାର ହଜାର ଜନତା। ଏହି ଶୋଭାଯାତ୍ରା ଅନ୍ତେଇରୁ ଆରମ୍ଭ ହୋଇ ପ୍ରାୟ ୩୫ କିଲୋମିଟର ଦୂର ମଙ୍ଗଳା ଛକ ପର୍ଯ୍ୟନ୍ତ ଚାଲିଥିଲା। ଶୋଭାଯାତ୍ରାରେ ବୈଜୟନ୍ତଙ୍କ ସହ ମହାକାଳ ପଡ଼ା ବିଜେପି ପ୍ରାର୍ଥୀ ବିଜୟ ପ୍ରଧାନ ସାମିଲ ହୋଇଥିଲେ। ରାଲି ବେଳେ ବିଭିନ୍ନ ସ୍ଥାନରେ ବୈଜୟନ୍ତଙ୍କୁ […]

  • Friday, 16 July 2021
lulu
ଲୁଲୁଙ୍କ ପତ୍ନୀ ଓ ସମର୍ଥକଙ୍କ ଉପରେ ବିଜୁ ଯୁବ ବାହିନୀର ଆକ୍ରମଣ ଅଭିଯୋଗ

ବ୍ରହ୍ମଗିରି  : ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ୍‌ ବ୍ରାହ୍ମଣ ଦେଓ ଗାଁରେ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପତ୍ନୀଙ୍କ ଉପରକୁ ନିର୍ବାଚନ ପ୍ରଚାର ବେଳେ ଆକ୍ରମଣ ଅଭିଯୋଗ। କେତକ ବିଜେଡି କର୍ମୀ ତାଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିଜୁ ଯୁବ ବାହିନୀ ସାହଯ୍ୟରେ କିଛି ବିଜେଡି କର୍ମୀ ପ୍ରଚାର ଗାଡ଼ିକୁ ଅଟକାଇବା ସହ ଢେଲା ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ପରେ ପରେ ଠେଙ୍ଗାରେ ପିଟିବା ସହ କିଛି ବିଜେପି କର୍ମୀଙ୍କୁ ମଧ୍ୟ ଆକ୍ରମଣ […]

  • Friday, 16 July 2021
evm
ଇଭିଏମ୍‌ ଭାଙ୍ଗିବା ଅଭିଯୋଗରେ ବିଜେପି ପ୍ରାର୍ଥୀ ଥାନାରେ ଅଟକ

ଗଞ୍ଜାମ : ମତଦାନ କେନ୍ଦ୍ରରେ ଇଭିଏମ୍‌ ଭାଙ୍ଗିବା ଅଭିଯୋଗରେ ପୁଲିସ୍ ଜଣେ ବିଜେପି ପ୍ରାର୍ଥୀଙ୍କୁ ଥାନାରେ ଅଟକ ରଖିଛି। ତାଙ୍କ ନାଁ ନୀଳମଣି ବିଷୋୟୀ। ସେ ସୋରଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ନୀଳମଣିଙ୍କୁ ଥାନାରେ ଅଟକ ରଖାଯାଇଥିବା ନେଇ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଆଜି ମତଦାନ ଚାଲିଥିବା ବେଳେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଣ୍ଟି ଗାଁର ୧୮୨ ନମ୍ବର ବୁଥ୍‌ରେ ନୀଳମଣି ଇଭିଏମ୍‌ ଭଙ୍ଗାରୁଜା କରିଥିଲେ। ଏ […]

  • Friday, 16 July 2021
prakash
ନବୀନ ସରକାରଙ୍କ ଗୁମର ଖୋଲିଲେ ପ୍ରକାଶ ମିଶ୍ର

ଭୁବନେଶ୍ୱର :୨୦୧୪ ସାଧାରଣ ନିର୍ବାଚନରେ ଆମ୍ବୁଲାନ୍ସରେ ଯାଉଥିବା ବିଜେଡି ଟଙ୍କାକୁ ଧରିବାରୁ କ୍ଷୁବ୍ଧ ହେଲେ ନବୀନ ସରକାର। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ସାଙ୍ଘାତିକ ଗୁମର ଖୋଲିଛନ୍ତି କଟକ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ପୂର୍ବତନ ପୁଲିସ୍ ଡିଜି ପ୍ରକାଶ ମିଶ୍ର। ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖି ପ୍ରକାଶ କହିଛନ୍ତି, ସାରଦା ଚିଟ୍‌ଫଣ୍ଡ୍ ଦୁର୍ନୀତିର ସିବିଆଇ ତଦନ୍ତକୁ ସୁପ୍ରିମ୍ କୋର୍ଟରେ ବିରୋଧ କରିଥିଲେ ରାଜ୍ୟ ସରକାର। ଏପରିକି ପ୍ରାୟ ୨୦ ହଜାର କୋଟି […]

  • Friday, 16 July 2021
booth
ଅପରାହ୍ଣ ୫ଟା ସୁଦ୍ଧା ୬୪% ମତଦାନ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ରାଜ୍ୟରେ ଭୋଟ୍ ଗ୍ରହଣ ଚାଲିଛି। ୫ଟି ଲୋକସଭା ଆସନ (ବରଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, କନ୍ଧମାଳ ଓ ଆସିକା) ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍ ଚାଲିଥିବା ବେଳେ ଅପରାହ୍ଣ ୫ଟା ସୁଦ୍ଧା ୬୪% ମତଦାନ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର କହିଛନ୍ତି। ସେ କହିଛନ୍ତି, ନିର୍ଦ୍ଧାରିତ ସମୟରେ ଧାଡ଼ିରେ ଛିଡ଼ା ହୋଇଥିବା ଲୋକେ ଭୋଟ୍ ଦେଉଛନ୍ତି। […]

  • Friday, 16 July 2021
cm
ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ବେଳେ ଦୁର୍ଘଟଣା

ଖୋର୍ଦ୍ଧା  : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ଶୋ’ ବେଳେ ଘଟିଛି ଦୁର୍ଘଟଣା। ଏଥିରେ ବିଜେଡିର ଜଣେ କର୍ମୀ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରୋଡ୍ ଶୋ’ କରିଥିଲେ। ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବେଗୁନିଆରେ ପହଞ୍ଚିବା ପରେ ରୋଡ୍ ଶୋ’ରେ ବାହାରିଥିଲେ। ସେ ଖୋର୍ଦ୍ଧା ଓ ଜଟଣୀ ହୋଇ ଭୁବନେଶ୍ୱର ଯାଇଥିଲେ ଓ ସ୍ଥାନୀୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଥିଲେ। […]

  • Friday, 16 July 2021
repolling
୬ ବୁଥ୍‌ରେ ହେବ ସାନି ନିର୍ବାଚନ

ଭୁବନେଶ୍ୱର : ୩ ଲୋକସଭା ନିର୍ବାଚନ ମଣ୍ଡଳୀର ୬ଟି ବୁଥ୍‌ରେ ହେବ ସାନି ନିର୍ବାଚନ। ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୬୮, ଅତାବିରାର ୨୩୫ ନମ୍ବର ବୁଥ୍, ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ୨୧୩ ନମ୍ବର, ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୨୯ ନମ୍ବର, କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶପଲ୍ଲାର ୨୧୦ ଓ ୨୨୨ ବୁଥ୍‌ରେ ସାନି ନିର୍ବାଚନ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ସୂଚନା […]

  • Friday, 16 July 2021
2nd
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଶେଷ ; ଇଭିଏମ୍‌ରେ ସିଲ୍ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାର ୫ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ହୋଇଛି ଭୋଟ୍। ସକାଳୁ ଲମ୍ବା ଧାଡିରେ ଛିଡ଼ା ହୋଇ ମତଦାନ ସାବ୍ୟସ୍ତ କରିଛନ୍ତି ଭୋଟର। ଭୋଟରଙ୍କ ସହ ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କର ମୂଲ୍ୟବାନ ଭୋଟ୍ ଦେଇଛନ୍ତି। ବଲାଙ୍ଗିର ଲୋକସଭାରୁ ବିଜେଡି ପ୍ରାର୍ଥୀ ହୋଇଥିବା କଳିକେଶ ସିଂହଦେଓ, କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର, ଆସ୍କା ଲୋକସଭାରୁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ପ୍ରମିଳା ବିଷୋୟୀ ଭୋଟ୍ ଦେଇଛନ୍ତି । ସେହିପରି ସୁନ୍ଦରଗଡ଼ରେ ବିଜେପି ସାଂସଦ ପ୍ରାର୍ଥୀ […]

  • Friday, 16 July 2021