• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

campaign-- copy
ଚତୁର୍ଥ ପର୍ଯ୍ୟାୟ ପ୍ରଚାର ସରିଲା ; ୨୯ରେ ଭୋଟ

ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ପ୍ରଚାର ସରିଛି। ହେଭିୱେଟ ନେତା, ହାଇଭୋଲଟେଜ୍ କ୍ୟାମ୍ପେନ୍ ଓ ହାଇଟେକ୍ ପ୍ରଚାରରେ ଆଜି ଲାଗିଛି ବ୍ରେକ୍‌। ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଦେଖିବାକୁ ମିଳିଛି ଏଭଳି କ୍ୟାମ୍ପେନ୍। ଗାଁରୁ ସହର, ସବୁଠି ନିର୍ବାଚନ ମାହୋଲ ସରଗରମ ଥିବା ବେଳେ ସାରା ଓଡ଼ିଶାରେ ଶୀର୍ଷରେ ଥିଲା ପ୍ରଚାର ପାରା। ପ୍ରଥମ ଥର ପାଇଁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବା ନେଇ ଘୋଷଣା ହୋଇଥିଲା। ଆଉ ସେହି ଅନୁସାରେ ନିର୍ବାଚନ […]

  • Friday, 16 July 2021
evm
ବଢୁଛି EVM ସୁରକ୍ଷା ଓ ଟାମ୍ପରିଂ ଷଡ଼ଯନ୍ତ୍ର ଶଙ୍କା

ଭୁବନେଶ୍ୱର : ଫସର ଫାଟିଲା ଇଭିଏମ୍ ଟାମ୍ପରିଂ ଷଡ଼ଯନ୍ତ୍ର। ରାତି ଅଧରେ ଷ୍ଟ୍ରଙ୍ଗ୍‌ ରୁମ୍ ସାମ୍ନାରୁ ଧରାପଡ଼ିଲା ସନ୍ଦିଗ୍ଧ। କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଷ୍ଟ୍ରଙ୍ଗ ରୁମ୍ ଆଗରେ ବୁଲୁଥିଲା ? ତାକୁ ନେଇ ସାରା କେନ୍ଦୁଝରରେ ଚର୍ଚ୍ଚା। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ସ୍କୁଲ ଅଫ୍ ମାଇନିଂ ଇଂଜିନିୟରିଂ ସ୍ଥିତ ଷ୍ଟ୍ରଙ୍ଗରୁମ୍ ଆଗରେ  ୩ଜଣ ଅଚିହ୍ନା ବ୍ୟକ୍ତି ଏକ ଗାଡ଼ିରେ ଆସି ବୁଲୁଥିଲେ। ସେମାନଙ୍କୁ ଦେଖି ତତ୍‌କ୍ଷଣାତ୍ ଘେରି ଯାଇଥିଲେ ସ୍ଥାନୀୟ ବିଜେପି […]

  • Friday, 16 July 2021
polling party
ବୁଥ୍ ଅଭିମୁଖେ ପୋଲିଂ ପାର୍ଟି

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ। ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୧ଟି ବିଧାନସଭାରେ ହେବ ମତଦାନ। ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି। ଯାଜପୁର ଜିଲ୍ଲାର ବିଭିନ୍ନ ବୁଥ୍‌କୁ ପୁଲିଂ ପାର୍ଟିଙ୍କୁ ପଠାଯାଉଛି। ସମସ୍ତ ପୁଲିଂ କର୍ମଚାରୀ ସ୍ଥାନୀୟ ଏନି କଲେଜ ପରିସରରୁ ଇଭିଏମ୍ ଓ ଭିବିପାର୍ଟ ମେସିନ୍ ସହିତ ଆବଶ୍ୟକ ସରଞ୍ଜାମ ନେଇ ନିଜ ନିଜ ବୁଥ୍‌କୁ ଯାଉଛନ୍ତି। ସେହିପରି ଭଦ୍ରକ ଜିଲ୍ଲାରେ […]

  • Friday, 16 July 2021
salim
ବୈଜୟନ୍ତଙ୍କ ସହଯୋଗୀ ଟଙ୍କା ବାଣ୍ଟିଥିବା ଅଭିଯୋଗକୁ ବିଜେପିର ଖଣ୍ଡନ

ଭୁବନେଶ୍ୱର : ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଚାରି ସହଯୋଗୀଙ୍କ ବିରୋଧରେ ଭୋଟରଙ୍କୁ ଟଙ୍କା ବଣ୍ଟନ ନେଇ ବିଜେଡି ଯେଉଁ ଅଭିଯୋଗ ଆଣିଛି, ତାକୁ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି। ବିଜେଡିର ଏହି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେପି ନେତା ସଲିମ୍ ଖାନ୍ କହିଛନ୍ତି । ଏ ସଂପର୍କରେ ଆଜି ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ […]

  • Friday, 16 July 2021
Pradeep-Maharathy
ପ୍ରଦୀପ ମହାରଥୀଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର : ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ଭୁବନେଶ୍ୱରର ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ୫୦ ହଜାର ଟଙ୍କାର୨ ଜାମିନଦାରଙ୍କ ବଦଳରେ ମହାରଥୀଙ୍କୁ ଜାମିନ ମିଳିଛି। ତଦନ୍ତରେ ସହଯୋଗ କରିବା ଏବଂ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଫ୍ଲାଇଂ ସ୍କ୍ୱାର୍ଡ ମାଜିଷ୍ଟ୍ରେଟ୍ ଓ ତାଙ୍କ ଟିମ୍‌କୁ ଆକ୍ରମଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଗତ ରବିବାର […]

  • Friday, 16 July 2021
om
ଇଭିଏମ୍ ଭଙ୍ଗାରୁଜା ଘଟଣା ; ସୋଶାଲ ମିଡିଆରେ ଭିଡିଓ ଜାରି କଲେ ଓମ୍ ପ୍ରକାଶ ମିଶ୍ର

ପୁରୀ( ମଧୁସୂଦନ ମିଶ୍ର) : ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ବୀରକିଶୋରପୁର ୭୮ ନମ୍ବର ବୁଥ୍‌ରେ ଇଭିଏମ୍ ଭଙ୍ଗାରୁଜା ଘଟଣାର ନିରପେକ୍ଷ ତଦନ୍ତ ଦାବି। ଏ ଦାବି ନେଇ ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି ଫେରାର ଥିବା ସତ୍ୟବାଦୀର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର। ଓମ୍‌ ପ୍ରକାଶ କହିଛନ୍ତି ଯେ, ଗତ ୨୩ରେ ଭୋଟ୍ ବେଳେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବୁଥ୍‌ରେ ୭ଟି ବୁଥ୍‌ରେ ବେଆଇନ୍ କାର୍ଯ୍ୟକଳାପ ହୋଇଥିଲା। ବିଜେପି ଏଜେଣ୍ଟଙ୍କୁ ବୁଥ୍‌ରୁ […]

  • Friday, 16 July 2021
baijayanta2
କେନ୍ଦ୍ରାପଡ଼ାରେ ବିଜେଡିର ଅଣ୍ଡାମାଡ଼ ଷ୍ଟ୍ରାଟେଜି ଆଶଙ୍କା କଲେ ବୈଜୟନ୍ତ

 କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ବିଜେଡିର ଅଣ୍ଡାମାଡ଼ ଷ୍ଟ୍ରାଟେଜି ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଏଥିପାଇଁ ବିଜେପି କର୍ମୀମାନଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେବା ସହ ସେମାନେ ଯେମିତି ଅଯଥା ନିନ୍ଦିତ ନହୁଅନ୍ତି, ସେଥିପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ବୈଜୟନ୍ତ। ଟ୍ୱିଟ୍ କରି ବୈଜୟନ୍ତ କହିଛନ୍ତି ଯେ, ଅନୁକମ୍ପାମୂଳକ ଭୋଟ୍ ହାତେଇବା ପାଇଁ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ବେଳେ ଅଣ୍ଡାମାଡ଼ ନାଟକ କରାଯାଇପାରେ। ଏନେଇ ଗୁଜବ ଶୁଣିବାକୁ ମିଳୁଛି। […]

  • Friday, 16 July 2021
ceo
ପୋଲିଂ ଅଫିସରଙ୍କ ବିରୋଧରେ ବିଜେପିର ଫେରାଦ

ଭୁବନେଶ୍ୱର : ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ପୋଲିଂ ଅଫିସରଙ୍କ ବିରୋଧରେ ଫେରାଦ ହେଲା ବିଜେପି। ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। କେନ୍ଦୁଝର ଜିଲ୍ଲା ଘସିପୁରା ଗୋହିରା ପଞ୍ଚାୟତ ଭୋଲାନୂଆଗାଁ ବୁଥ୍‌ରେ ପୋଲିଂ ଅଫିସର ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଦଳ ଅଭିଯୋଗ କରିଛି। ଅନ୍ୟମାନଙ୍କ ପାଇଁ ପୋଲିଂ ଅଫିସର ନିଜେ ଭୋଟ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଭିଡିଓ ଭାଇରାଲ ହୋଇଥିଲେ […]

  • Friday, 16 July 2021
rahul gandhi
ଭାଷଣ ଆରମ୍ଭରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ୍‌

ବାଲେଶ୍ୱର : ରାଜ୍ୟର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ପ୍ରଚାରକୁ ଆଉ ମାତ୍ର ୨୪ ଘଣ୍ଟା ଥିବାରୁ କେହି କାହାକୁ ଛାଡ଼ିବା ମୁଡ୍‌ରେ ନାହାଁନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ବାଲେଶ୍ୱର ରେମୁଣାରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଏକ ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି। ଭାଷଣ ଆରମ୍ଭରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ୍‌। ବେରୋଜଗାରୀ ଦେଶରେ ସବୁଠୁ ବଡ଼ ସମସ୍ୟା […]

  • Friday, 16 July 2021
dharmendra
ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର

ଜଗତସିଂହପୁର  : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର। ଜଗତସିଂହପୁର ବାଲିକୁଦା ନିର୍ବାଚନୀ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ସବୁ କିଛି ଭୁଲି ଯାଉଛନ୍ତି। ତାଙ୍କ ଅଣଓଡ଼ିଆ ଅଫିସର ଯାହା କିଛି ଲେଖିକି ଦେଉଛନ୍ତି, ସେସବୁ ସେ ପଢୁଛନ୍ତି। ହେଲେ ସମୟ ସରିଆସିଲାଣି ଖୁବଶୀଘ୍ର ନବୀନ ବିଦାୟ ନେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହାପରେ ଏରସମାରେ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ […]

  • Friday, 16 July 2021
cm -
ମୁଖ୍ୟମନ୍ତ୍ରୀଙ୍କ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ମାରାଥନ ପ୍ରଚାର

ଜଗତସିଂହପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ମାରାଥନ ପ୍ରଚାର। ଜଗତସିଂହପୁର ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗୋଡ଼ା କଲେଜ ଗ୍ରାଉଣ୍ଡରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି ପାଇଁ ଓଡ଼ିଶା ବାସୀଙ୍କ ଭୋଟ୍‌ ମୂଲ୍ୟବାନ, ଓଡିଶାବାସୀ ନୁହଁନ୍ତି ବୋଲି ନବୀନ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ବନ୍ୟା ବାତ୍ୟା ସମୟରେ ଆନ୍ଧ୍ର, ଗୁଜରାଟ […]

  • Friday, 16 July 2021
maharathy jail
ଜେଲ୍‌ ଗଲେ ମହାରଥୀ

ଭୁବନେଶ୍ୱର : ଶେଷରେ ଝାରପଡ଼ା ଜେଲକୁ ଗଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ। ତାଙ୍କ ଜାମିନ ଆବେଦନର ଶୁଣାଣି ୨୪ ତାରିଖକୁ ଘୁଞ୍ଚିଥିବାରୁ ସେପର୍ଯ୍ୟନ୍ତ ଜେଲରେ ରହିବେ ମହାରଥୀ। ଜେଲ୍‌ ୱାର୍ଡରେ ରହି ଚିକିତ୍ସିତ ହେବେ। ଗତକାଲି ନିର୍ବାଚନ ଫ୍ଳାଇଂ ସ୍କ୍ୱାର୍ଡରେ ଥିବା ମାଜିଷ୍ଟ୍ରେଟଙ୍କୁ ମାଡ଼ ମାରିବା ଅଭିଯୋଗରେ ଆଜି ଗିରଫ ହୋଇଥିଲେ ପ୍ରଦୀପ ମହାରଥୀ। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ନିଜ ଫାର୍ମ ହାଉସରେ ମଦ ଓ ଟଙ୍କା ବାଣ୍ଟୁଥିବା ଖବର ପାଇ ଫ୍ଲାଇଂ ସ୍କ୍ୱାର୍ଡ […]

  • Friday, 16 July 2021
modi
ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଲି କେନ୍ଦ୍ରାପଡ଼ାରେ ଏକ ବିଶାଳ ସାଧାରଣ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ଜୋରଦାର ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିବେ ମୋଦି। ଏଥିପାଇଁ ବାରୁଅ ପଡ଼ିଆରେ ବ୍ୟାପକ ଆୟୋଜନ ହୋଇଛି।

  • Friday, 16 July 2021
maharathy
ମହାରଥୀଙ୍କୁ ମହଙ୍ଗା ପ଼ଡିଲା ମାଜିଷ୍ଟ୍ରେଟଙ୍କୁ ମାଡ଼

ଭୁବନେଶ୍ୱର : ମହଙ୍ଗା ପ଼ଡିଲା ମାଜିଷ୍ଟ୍ରେଟଙ୍କୁ ମାଡ଼। ଗିରଫ ହେଲେ ପ୍ରଦୀପ ମହାରଥୀ। ପିପିଲି ବିଧାୟକ ତଥା ଏଥର ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ ପରେ କରାଯାଇଥିଲା କୋର୍ଟ ଚାଲାଣ। ମହାରଥୀଙ୍କ ବିରୋଧରେ ଲାଗିଛି ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫା। ପୁରା ଘଟଣା ଥିଲା ଏମିତି। ରବିବାର ରାତି ୧୧ଟା ୪୫। ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ପାଇ ପହଞ୍ଚିଥିଲା ଫ୍ଳାଇଂ ସ୍କ୍ୱାର୍ଡର ତିନୋଟି […]

  • Friday, 16 July 2021
vote -
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍‌ : ରାଜ୍ୟରେ ସିଲ୍‌ ହେବ ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର : ଆସନ୍ତାକାଲି ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୧୧୬ଟି  ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେବ। ଓଡ଼ିଶାର ୬ ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଓଡ଼ିଶାରେ ମତଦାନ ହେବାକୁ ଥିବା ୬ଟି ଲୋକସଭା […]

  • Friday, 16 July 2021
jaga-ananta
ରାଜ୍ୟରେ ରକ୍ତମୁଖା ହେଉଛି ରାଜନୀତି

ଭୁବନେଶ୍ୱର :  ରାତି ପାହିଲେ ତୃତୀୟ ସଂଗ୍ରାମର ମହାଫାଇଟ୍। ତାପୂର୍ବରୁ କିନ୍ତୁ ରକ୍ତରଂଜିତ ହେଲାଣି ରାଜନୀତି। ଗତକାଲି ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଏବଂ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଭାଙ୍ଗିଯାଇଛି ଭୁବନେଶ୍ୱର ମଧ୍ୟର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ି। ଚୁର୍‌ମାର୍ କାର୍‌ର କାଚ। କିନ୍ତୁ ବର୍ତ୍ତିଯାଇଛନ୍ତି ଜଗନ୍ନାଥ। କାଲି ପ୍ରଚାର ସାରି ଡେଲ୍‌ଟା କଲୋନୀର ଦଳୀୟ ଅଫିସକୁ ଯାଉଥିବାବେଳେ ଗାଡ଼ିକୁ ବୋମାମାଡ଼ କରାଯାଇଥିବା […]

  • Friday, 16 July 2021
bsp---
କଂଗ୍ରେସ ବିରୋଧରେ ଅଭିଯୋଗ ଆଣି କୃଷ୍ଣ ସଗରିଆଙ୍କ ଥାନା ଘେରାଉ

ବାଲେଶ୍ୱର( ରଶ୍ମୀରଂଜନ ଦାସ) : ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ କଂଗ୍ରେସ କର୍ମୀଙ୍କୁ ଗିରଫ ଦାବିରେ ବିଏସ୍‌ପି ନେତା କୃଷ୍ଣ ସଗରିଆଙ୍କ ଆନ୍ଦୋଳନ।  କୃଷ୍ଣ ସଗରିଆଙ୍କ ନେତୃତ୍ୱରେ ଶତାଧିକ ବିଏସ୍‌ପି କର୍ମୀ ଭଣ୍ଡାରୀପୋଖରୀ ଥାନା ଘେରାଉ କରିଥିଲେ।  ଗତ ୧୯ ତାରିଖରେ କୃଷ୍ଣ ସଗରିଆ ନିଜ ଦଳର କର୍ମୀଙ୍କ ସହ ସଭା କରିବାକୁ ଆସିଥିବାବେଳେ ତାଙ୍କୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସମର୍ଥକ ଠେଲାପେଲା କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କ […]

  • Friday, 16 July 2021
cec
ତୃତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ସିଇଓଙ୍କ ପ୍ରେସମିଟ୍‌

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍। ଗତକାଲି ହେବାକୁ ଥିବା ଭୋଟ୍‌ ଗ୍ରହଣ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ମଙ୍ଗଳବାର ହେବାକୁ ଥିବା ଭୋଟ୍‌ରେ ମୋଟ୍‌ ୩୧୮୬ଟି  କ୍ରିଟିକାଲ ବୁଥ୍ ରହିଛି।  ୬ ଲୋକସଭା, ୪୨ ବିଧାନସଭା ପାଇଁ ୧୦, ୪୬୪ ବୁଥ୍ ରହିଛି। ୩ୟ ପର୍ଯ୍ୟାୟ ପାଇଁ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ସେମାନଙ୍କ ମତ […]

  • Friday, 16 July 2021
dkl
ଢେଙ୍କାନାଳରେ ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଢେଙ୍କାନାଳ( ରାଜଶ୍ରୀ ଶତପଥୀ) : ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନର ଭୋଟ ଗ୍ରହଣ। ଢେଙ୍କାନାଳରେ ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଉଭୟ ମଡେଲ୍ ଓ ପିଙ୍କ୍ ବୁଥ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ଏବଂ ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାରା ମିଲିଟାରୀ ଫୋର୍ସ ଓ ଓଏସ୍ଏପିଙ୍କ ସହ ମୋଟ୍ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଏନେଇ […]

  • Friday, 16 July 2021
jay7
ନବୀନ କୋଟେରୀଙ୍କ ଚକ୍ରବ୍ୟୁହରେ କିଭଳି ଫସିଛନ୍ତି, ଦେଖି ଦୁଃଖ ଲାଗୁଛି : ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯୋଗକୁ ନେଇ ଟ୍ୱିଟରରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ନବୀନ ନିଜ କୋଟେରୀଙ୍କ ଚକ୍ରବ୍ୟୁହରେ କିଭଳି ଫସିଛନ୍ତି, ତାକୁ ଦେଖି ଦୁଃଖ ଲାଗୁଛି ବୋଲି ବୈଜୟନ୍ତ ଟୁଇଟ୍ କରିଛନ୍ତି। ପାରାଦୀପ-ହରିଦାସପୁର ରେଳପଥର ମୁଖ୍ୟ ଉଦ୍ୟୋକ୍ତା ନିଜେ ବିଜୁ ଅଙ୍କଲ ଥିଲେ। କେନ୍ଦ୍ରାପଡ଼ାକୁ ରେଳ ସଂଯୋଗ ନେଇ ୪୦ ବର୍ଷର ସ୍ୱପ୍ନ ଫାଇଲରେ ପଡ଼ିଥିଲା। ସେ ସାଂସଦ ହେବା ପରେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ […]

  • Friday, 16 July 2021
ani
ନବୀନଙ୍କ ଅଭିଯୋଗକୁ ପିଲାଳିଆମୀ କହିଲେ ବୈଜୟନ୍ତ

ଭୁବନେଶ୍ୱର  : କେନ୍ଦ୍ରାପଡ଼ାକୁ ରେଲୱେ ଲାଇନ୍‌ ନଆସିବା ନେଇ ବିଜେଡି ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ତଥା ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପରେ ଦୋଷ ଲଦିବା ପରେ ଶ୍ରୀ ପଣ୍ଡା ଏହାକୁ ଖଣ୍ଡନ କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ସେ କହିଛନ୍ତି ଯେ ନବୀନ ତାଙ୍କ ନାମରେ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି। ବର୍ତ୍ତମାନ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପିର ଲୋକସଭା ପ୍ରାର୍ଥୀ ହୋଇଥିବା ଶ୍ରୀ ପଣ୍ଡା ଏହି […]

  • Friday, 16 July 2021
nav
ବୈଜୟନ୍ତଙ୍କୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ୱର : ପ୍ରଥମ ଥର ବୈଜୟନ୍ତଙ୍କ ନାଁ ନେଇ ଟାର୍ଗେଟ୍ କରିଛନ୍ତି ନବୀନ। କେନ୍ଦ୍ରାପଡ଼ାର ବିକାଶ ପାଇଁ କିଛି ନକରିବା ସହ ତାଙ୍କ ସ୍ୱାସ୍ଥ୍ୟ ପଛର ଗୁଜବ ପ୍ରଚାର କରିବା ଏବଂ ରାଜନୀତିରେ ଉଚ୍ଚ ଆକାଂକ୍ଷା ରଖିବା ସହ ଦଳ ବିରୋଧୀ କାର୍ଯ୍ୟ କରିଥିବା ନେଇ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ସେପଟେ ନବୀନଙ୍କ ଏସବୁ ଆରୋପ ଉପରେ କଡ଼ା ଜବାବ ରଖିଛନ୍ତି ବୈଜୟନ୍ତ। କେନ୍ଦ୍ରାପଡ଼ାକୁ ରେଳ କେମିତି ଆସିଲା […]

  • Friday, 16 July 2021
car jaga
ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ବୋମାମାଡ଼

ଭୁବନେଶ୍ୱର  : ରାଜଧାନୀରେ ନିର୍ବାଚନୀ ହିଂସା। ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ିକୁ ବୋମାମାଡ଼ ଅଭିଯୋଗ। ଜଗନ୍ନାଥ ଆଜି ନିର୍ବାଚନ ପ୍ରଚାର ସାରି କର୍ମୀଙ୍କ ସହ ଆଲୋଚନା ପାଇଁ ଡେଲଟା କଲୋନୀ ସ୍ଥିତ ବିଜେପି ପାର୍ଟି ଅଫିସକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଛି। ଏଥିରେ ତାଙ୍କ ଗାଡ଼ିର କାଚ ଭାଙ୍ଗି ଚୁରମାର ହୋଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜଗନ୍ନାଥ ଆଜି ଡେଲଟା କଲୋନୀ […]

  • Friday, 16 July 2021
niranja patnaik
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ

ଘସିପୁରା : ଘସିପୁରାରେ ନିର୍ବାଚନୀ ହିଂସା। ନିର୍ବାଚନ ପ୍ରଚାରବେଳେ ବିଜେଡି-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ରାମଚନ୍ଦ୍ରପୁର ଥାନା ଭଣ୍ଡାରୀପଡ଼ା ଛକ ନିକଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କୁ ସଂଘବଦ୍ଧ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ହୋଇଛି। ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। କଂଗ୍ରେସ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ଜେନାଙ୍କ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ ହୋଇଛି। […]

  • Friday, 16 July 2021
h
ଚତୁର୍ଥ ପର୍ଯ୍ୟାୟ ମୁକାବିଲା ପାଇଁ କଂପୁଛି ପ୍ରଚାର

ଭୁବନେଶ୍ୱର : ଶେଷ ପର୍ଯ୍ୟାୟ ମୁକାବିଲା ଲାଗି କମ୍ପୁଛି ପ୍ରଚାର ମୈଦାନ। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଗ୍ରାଉଣ୍ଡରେ ବିଭିନ୍ନ ଦଳର ହେଭିୱେଟ୍। ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଲାଗି ଜୋରଦାର ହୋଇଛି ପ୍ରଚାର ପରିବେଶ। ବିଜେପି ପାଇଁ ଆଜି ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ। ଗୋୟଲ ଆଜି କେନ୍ଦ୍ରାପଡ଼ା ମାର୍ଶାଘାଇରେ ଆୟୋଜିତ ମେଗା ରୋଡ୍ ଶୋ’ରେ ଭାଗ ନେଇ ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରାପଡ଼ା ବିଧାନସଭା […]

  • Friday, 16 July 2021