• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

oxygen shortage
ମିଳିଲାନି ଅକ୍ସିଜେନ; ଡାକ୍ତରଖାନାରେ ଆଖି ବୁଜିଲେ ୨୪ ରୋଗୀ

ଚାମରାଜନଗର: କର୍ଣ୍ଣାଟକର ଚାମରାଜନଗରର ଏକ ସରକାରୀ ଡାକ୍ତରଖାନାରେ ରବିବାର ଅକ୍ସିଜେନ ଅଭାବରୁ ୨୪ ଜଣଙ୍କ ଜୀବନ ଯାଇଛି । ଏମାନଙ୍କ ମଧ୍ୟରୁ ୨୩ ଜଣ ରୋଗୀ କୋଭିଡ ସଂକ୍ରମିତ ଥିଲେ । ମିଳିଥିବା ତଥ୍ୟ ଅନୁଯାୟୀ, ପଡୋଶୀ ଜିଲ୍ଲା ମୈଶୁରରୁ ଅକ୍ସଜେନ…

  • Monday, 03 May 2021
bjp leader chandana bauri
ଦିନ ମଜୁରିଆଙ୍କ ପତ୍ନୀ ହେଲେ ବିଧାୟିକା, ରହୁଛନ୍ତି ଚାଳ ଘରେ

କୋଲକାତା: ପଶ୍ଚିମବଙ୍ଗରେ ଟିଏମ୍‌ସିର ବିପୁଳ ବିଜୟ ହୋଇଛି। ୨୯୨ଟି ଆସନରୁ ଟିଏମ୍‌ସିକୁ ୨୧୩ ଆସନ ମିଳିଛି। ତେବେ ସବୁ ଚେଷ୍ଟା, ସବୁ କସରତ ସତ୍ତ୍ୱେ ବଙ୍ଗ ଅଧିକାର କରିବାରେ ବିଫଳ ହୋଇଛି ବିଜେପି। ବିଜେପିକୁ ମାତ୍ର ୭୭ଟି ଆସନ ମିଳିଛି। ଯଦିଓ…

  • Monday, 03 May 2021
1
୫ ରାଜ୍ୟ ବିଧାନସଭା ନିର୍ବାଚନ : ବିଜୟ ପଥରେ ନବାଗତ

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟ ନିର୍ବାଚନରେ ଅନେକ ନବାଗତ ବିଜୟୀ ହୋଇ ବିଧାନସଭାକୁ ଆସିଥିବାବେଳେ ଅନେକ ପ୍ରମୁଖ ପ୍ରାର୍ଥୀ ପରାଜୟର ସାମ୍ନା କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ପରାଜିତ ହୋଇଛନ୍ତି। ମମତା ତାଙ୍କର ପୂର୍ବଦିନର…

  • Monday, 03 May 2021
Mamata Banerjee
ହାରିଗଲା ପରେ ମୁଖ୍ୟମନ୍ତ୍ରୀ ହେବେ ଦିଦି: ହେଲେ କେମିତି?

ସମସ୍ତଙ୍କୁ ଚକିତ କରିଦେଲା ବଙ୍ଗ ଫଳ। ଦଳ ଜିତିଲା କିନ୍ତୁ ସଭାପତି ହାରିଲେ। ମୋଟ୍‌ ଉପରେ କହିବାକୁ ଗଲେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ବିପୁଳ ମାତ୍ରାରେ ଭୋଟ୍‌ ମିଳିଛି। କିନ୍ତୁ ବିଧାନସଭା ନିର୍ବାଚନରେ ​​ତୃଣମୂଳ କଂଗ୍ରେସ ବିଜେପିକୁ ପରାସ୍ତ କରିଥିବା ସତ୍ତ୍ୱେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରେ ହାରି ଯାଇଛନ୍ତି।

  • Monday, 03 May 2021
students
ସିବିଏସ୍ଇ ଢାଞ୍ଚାରେ ହେବ ମାଟ୍ରିକ ମୂଲ୍ୟାୟନ

ଭୁବନେଶ୍ଵର: ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ ସିବିଏସ୍ଇ ଢାଞ୍ଚାରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁସାରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀ ପରୀକ୍ଷାର ମାର୍କ ଓ ଦଶମ ଶ୍ରେଣୀର ପ୍ରି ବୋର୍ଡ ବା ଟେଷ୍ଟ ମାର୍କକୁ ଭିତ୍ତିକରି ମୂଲ୍ୟାୟନ ହେବ।…

  • Monday, 03 May 2021
1
ନର୍ଗିସଙ୍କୁ ସାମ୍ନାରେ ଦେଖି ସୁନୀଲ ଦତ୍ତ ନର୍ଭସ ଥିଲେ, ଚାକିରି ବିପଦରେ ଥିଲା

ମୁମ୍ବାଇ: ହିନ୍ଦୀ ସିନେମାର ମହାନ ଅଭିନେତ୍ରୀ ନର୍ଗିସ୍ ତାଙ୍କ କ୍ୟାରିୟରରେ ସିନେ ଜଗତକୁ ଗୋଟିଏରୁ ବଳି ଗୋଟିଏ ଚଳଚ୍ଚିତ୍ର ଦେଇଛନ୍ତି। ୫ ବର୍ଷ ବୟସରେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିବା ନର୍ଗିସ୍ ଶ୍ରୀ ୪୨୦, ମଦର ଇଣ୍ଡିଆ,…

  • Monday, 03 May 2021
cm odisha
ପ୍ରବାସୀ ଓଡ଼ିଆଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: କରୋନା ମହାମାରୀ ଦେଶରେ ଦିନକୁ ଦିନ ବେକାବୁ ହେଉଛି । ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଲାଣି । ବିଶେଷ କରି ଦିଲ୍ଲୀ ସ୍ଥିତି ଖୁବ୍‌ ଗମ୍ଭୀର ହୋଇପଡ଼ିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାରରୁ ଅଧିକ…

  • Monday, 03 May 2021
kkr
IPL 2021: କୋଲକାତା ନାଇଟ୍ ରାଇଡର୍ସର ୨ ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ: IPL (Indian Premier League)ରେ ପଶିଲା କରୋନା। କୋଲକାତା ନାଇଟ୍ ରାଇଡର୍ସ(Kolkata Knight Riders)ର ୨ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେକେଆର୍‌ ଟିମ୍‌ର ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିଅର୍‌ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି।…

  • Monday, 03 May 2021
covid
ଦେଶରେ ୨୪ ଘଣ୍ଟାରେ ୩୪୧୭ ଜୀବନ ନେଲା ମହାମାରୀ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ରୂପ ନେଉଛି । ଘରୁ ବାହାରିଲେ ଲାଗୁଛି ଯେମିତି ମୃତ୍ୟୁ ଦୂତ ଛିଡା ହୋଇଛି । ଘରେ ବି ନିଜକୁ ସୁରକ୍ଷିତ ମନେ ହେଉନି । ଦେଶରେ ସୁସ୍ଥ ହାର ସନ୍ତୋଷଜନକ ଥିଲେ…

  • Monday, 03 May 2021
vaccination
୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ଭୁବନେଶ୍ୱରରେ ଟିକାକରଣ ଆରମ୍ଭ

ଆଜିଠୁ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ଭୁବନେଶ୍ୱରରେ ଟିକାକରଣ ଆରମ୍ଭ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ପ୍ରାୟ ୫ ଲକ୍ଷ ନାଗରିକଙ୍କୁ ଟିକା ଦେବା ପାଇଁ ଟାର୍ଗେଟ ବାଲେଶ୍ୱରରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ୧୮ରୁ ୪୪ ବର୍ଷ ବୟସ୍କଙ୍କୁ…

  • Monday, 03 May 2021
odisha
ପର କରି ଦେଉଛନ୍ତି ନିଜ ଲୋକ, ମୃତ୍ୟୁ ପରେ ମିଳୁନି ଚାରି କାନ୍ଧ

ବଲାଙ୍ଗିର/ବ୍ରହ୍ମପୁର: ସଂକ୍ରମଣର ଭୟ ସୃଷ୍ଟି କରିଛି ମହାମାରୀ କରୋନା। କରୋନା ଯୋଗୁ ଦିନକୁ ଦିନ ମାନବିକତା ମରି ଯାଉଛି। କରୋନା ଭୟରେ ନିଜ ଲୋକ ପର କରି ଦେଉଛନ୍ତି। କରୋନା ଭୟରେ ମୃତଦେହ ପାଖ ମାଡ଼ୁ ନାହାନ୍ତି ଲୋକେ। ମୃତ୍ୟୁ ପରେ…

  • Monday, 03 May 2021
corona-file pic
ଦିଲ୍ଲୀରେ କରୋନା ସଂକ୍ରମଣ ହାର ୩୦% କମିଲା, ଆଖି ବୁଜିଲେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାପା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସ୍ଥିତି ବେହାଲ ହୋଇ ଯାଇଛି। ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ମୃତ୍ୟୁ ସଂଖ୍ୟା ବି ଭୟଙ୍କର ଭାବେ ବୃଦ୍ଧି ପାଉଛି। ଏପଟେ ସ୍ଥିତି ମୁକାବିଲା ପାଇଁ ବ୍ୟବସ୍ଥା ନାହିଁ। କେଉଁଠି ବେଡ୍‌ ନାହିଁ…

  • Monday, 03 May 2021
Capture
ଭୋକ ଭୂଗୋଳର ବିବର୍ଣ୍ଣ ଚିତ୍ର: ଏଠି ଜୀଇଁବା ପାଇଁ ଲୋକେ ଘାସପତ୍ର ଖାଆନ୍ତି

ଅଣ୍ଟାନନରୀବୋ: ସାରା ପୃଥିବୀ ଏବେ କରୋନା ଭାଇରସର ମୃତ୍ୟୁ ଫାସରେ ପଡି ଛଟପଟ ହେଉଛି । ହେଲେ ଏଠି କରୋନାର ଭୟ ନାହିଁ । ଭୟ ଏଠି ଭୋକର। ଏଠି ଅନାହାର ଯମଦୂତ ପରି ଛିଡ଼ା ହୋଇଛି। ଖାଦ୍ୟ ମୁଠାଏ ପାଇବା…

  • Monday, 03 May 2021
bjp-party-office
ନିର୍ବାଚନ ଫଳାଫଳ ବାହାରିବା ପରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ

କୋଲକାତା: ପଶ୍ଚିମବଙ୍ଗରେ ତୃୃଣମୃଳ କଂଗ୍ରେସ(ଟିଏମ୍‌ସି)ର ବିପୁଳ ବିଜୟ ହୋଇଛି। ୨୯୨ଟି ଆସନରୁ ଟିଏମ୍‌ସିକୁ ୨୧୩ ଆସନ ମିଳିଛି। ବିପୁଳ ବହୁମତ ସହ ଦିଦିଙ୍କୁ ପିନ୍ଧାଇଛନ୍ତି ବିଜୟ ମୁକୁଟ। ତେବେ ପଶ୍ଚିମବଙ୍ଗରେ ଟିଏମ୍‌ସିର ବିପୁଳ ବିଜୟ ହୋଇ ଥିବାବେଳେ ନନ୍ଦିଗ୍ରାମରେ ମମତାଙ୍କୁ ପରାଜୟ…

  • Monday, 03 May 2021
corona test
ଦିନକରେ ଖୋର୍ଦ୍ଧାରୁ ବାହାରିଲେ ୧,୨୫୮ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ  ୮ ହଜାର ୯୧୪ କରୋନା ସଂକ୍ରମିତ ଚିହ୍ନଟ ଖୋର୍ଦ୍ଧାରୁ ସର୍ବାଧତ୍କ ୧,୨୫୮ ପଜିଟିଭ ଚିହ୍ନଟ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୦ ହଜାର ୬୩୭ରେ ପହଞ୍ଚିଛି ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା…

  • Monday, 03 May 2021
image_2021-05-02_003403
କୋଭିଡ୍ ଯୁଦ୍ଧର ସେହି ସେନା: ମେଡ଼ିକାଲରେ ସାଜିଛନ୍ତି ଜନତାଙ୍କ ତ୍ରାଣକର୍ତ୍ତା।

ଯେବେଠୁ ମାଡ଼ିଚାଲିଛି କରୋନା, ସେଦିନଠୁ ଆପଣ ବେଶ୍ ପରିଚିତ କୋଭିଡ୍ ଯୋଦ୍ଧାଙ୍କ ସହ। ଯେଉଁ ଯୋଦ୍ଧାଙ୍କ ପାଇଁ ଆଜି ବର୍ତ୍ତିଯାଇଛି ଅନେକ ଜୀବନ। ଦ୍ୱିତୀୟ ଈଶ୍ୱର ଭାବେ ଆବିର୍ଭାବ ହୋଇ ରାତିଦିନ ମଣିଷଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଡାକ୍ତର ଓ ନର୍ସ। ତେବେ…

  • Sunday, 02 May 2021
election-1
ଅପେକ୍ଷାର ହେଲା ଅନ୍ତ, ଆସିଲା ନିର୍ବାଚନ ଫଳାଫଳ

ତାମିଲନାଡୁରେ ଷ୍ଟାଲିନ୍ ରାଜ। ପ୍ରଦିଦ୍ୱନ୍ଦ୍ୱୀ AIADMKକୁ ହରାଇ ସ୍ପଷ୍ଟ ବହୁମତ ଆଡକୁ DMK। ଏଥିସହିତ ପୂରଣ ହେବାକୁ ଯାଉଛି କରୁଣାନିଧିଙ୍କ ପୁଅ ଷ୍ଟାଲିନଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ। ଅନ୍ୟତମ ଦକ୍ଷିଣ ଭାରତୀୟ ରାଜ୍ୟ କେରଳ ଭଳି ତାମିଲନାଡୁରେ ବି ପ୍ରତି ୫ ବର୍ଷରେ ସରକାର ବଦଳିବାର ନଜିର ରହିଥିଲା।

  • Sunday, 02 May 2021
Untitled-1
ନାସାର ସୂଚନା : ଗ୍ରହ ଖାଉଛି ତାରକା ପଦାର୍ଥ

ନାସାର ହବଲ୍ ସ୍ପେସ୍ ଟେଲିସ୍କୋପ୍ ନିକଟରେ ଏକ ନୂତନ ତାରକା ଗ୍ରହର ଚମତ୍କାର ଫଟୋ ପଠାଇଛି। ବୃହସ୍ପତି ଗ୍ରହ ଆକୃତିର ଏହି ବାହ୍ୟଗ୍ରହର ଫଟୋଗ୍ରାଫ୍ କହୁଛି ଯେ ଗ୍ରହର ନିର୍ମାଣ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ ଏବଂ ଏହା ତା’ର…

  • Sunday, 02 May 2021
sddrtruyioo
ଆଇପିଏଲର ଷ୍ଟାର କ୍ରିକେଟର୍ ଲୋକେଶ ରାହୁଲ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ଚଳିତ ଆଇପିଏଲ ସିଜିନର ଷ୍ଟାର କ୍ରିକେଟର୍ ଲୋକେଶ ରାହୁଲ । ପେଟରେ ଆପେଣ୍ଡିସାଇଟସ୍ ହୋଇଥିବା କାରଣରୁ ସେ ଭର୍ତ୍ତି ହୋଇଥିବା ଜଣାଯାଇଛି । ହଠାତ୍ ତାଙ୍କର ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

  • Sunday, 02 May 2021
painter
ମହାନ ଚିତ୍ରଶିଳ୍ପୀ ତଥା ଆବିଷ୍କାରକ ଲିଓନାଡୋ ଦା ଭିନନ୍ସିିଙ୍କର ଆଜି ଜନ୍ମ ତିଥୀ

ନିଜକୁ ମାନବତାର ଦୋଷୀ କହି ଜୀବନ ହାରିଥିଲେ। କଳାଜଗତକୁ ସର୍ବୋତ୍କୃଷ୍ଟ ଉପହାର ଦେଇଥିବା ମହାନ୍ ଚିତ୍ରକର ଇଟାଲୀର ମହାନ ଚିତ୍ରଶିଳ୍ପୀ ତଥା ଆବିଷ୍କାରକ ଲିଓନାଡୋ ଦା ଭିନନ୍ସିି । ବଡ଼ ଅବଶୋସ ନେଇ ସେ ଜୀବନ ହାରିଥିଲେ । ବିଶ୍ୱକୁ ସର୍ବଶ୍ରେଷ୍ଠ…

  • Sunday, 02 May 2021
assam
ଆସାମରେ ପୁଣି ଫୁଟିଲା ପଦ୍ମ

ଆସାମରେ ପୁଣି ଫୁଟିଲା ପଦ୍ମ। କ୍ଷମତା ବଜାୟ ରଖିଲା ବିଜେପି। ପ୍ରଥମ ଥର ଲାଗି ୫ ବର୍ଷର ଶାସନ ପୁରା କରିଥିବା ବିଜେପି ଉପରେ ପୁଣି ଆସ୍ଥା ପ୍ରକଟ କରିଛନ୍ତି ଆସାମବାସୀ। ଏନଆରସି-ସିଏଏ, ଶରଣାର୍ଥୀ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ଭିତରେ ବିଜେପିର ବିକାଶ ମଡେଲକୁ ଗ୍ରହଣ କରିଛନ୍ତି ରାଜ୍ୟବାସୀ।

  • Sunday, 02 May 2021
1
ଶୀତଳା ଅଷ୍ଟମୀ ବ୍ରତ ପାଳି ଦୂର କରନ୍ତୁ ଚିକେନ ପକ୍ସ

ହିନ୍ଦୁ ଶାସ୍ତ୍ରାନୁସାରେ ୩୩ କୋଟି ଦେବଦେବୀ ଥିବା ବେଳେ ଅନେକ ପୂଜା ପଦ୍ଧତି ଓ ବ୍ରତ ମଧ୍ୟ ରହିଛି। ପ୍ରତ୍ୟେକ ହିନ୍ଦୁ ସଚ୍ଚା ମନରେ ବିଭିନ୍ନ ଦେବଦେବୀଙ୍କୁ ପୂଜା ଅର୍ଚ୍ଚନା କରିବା ସହିତ ବର୍ଷଯାକରେ ପଡୁଥିବା ବିଭିନ୍ନ ବ୍ରତକୁ ବିଧି ଅନୁସାରେ…

  • Sunday, 02 May 2021