• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

covid
ଦେଶରେ ୨୪ ଘଣ୍ଟାରେ ୩୪୧୭ ଜୀବନ ନେଲା ମହାମାରୀ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ରୂପ ନେଉଛି । ଘରୁ ବାହାରିଲେ ଲାଗୁଛି ଯେମିତି ମୃତ୍ୟୁ ଦୂତ ଛିଡା ହୋଇଛି । ଘରେ ବି ନିଜକୁ ସୁରକ୍ଷିତ ମନେ ହେଉନି । ଦେଶରେ ସୁସ୍ଥ ହାର ସନ୍ତୋଷଜନକ ଥିଲେ…

  • Monday, 03 May 2021
vaccination
୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ଭୁବନେଶ୍ୱରରେ ଟିକାକରଣ ଆରମ୍ଭ

ଆଜିଠୁ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ଭୁବନେଶ୍ୱରରେ ଟିକାକରଣ ଆରମ୍ଭ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ପ୍ରାୟ ୫ ଲକ୍ଷ ନାଗରିକଙ୍କୁ ଟିକା ଦେବା ପାଇଁ ଟାର୍ଗେଟ ବାଲେଶ୍ୱରରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ୧୮ରୁ ୪୪ ବର୍ଷ ବୟସ୍କଙ୍କୁ…

  • Monday, 03 May 2021
odisha
ପର କରି ଦେଉଛନ୍ତି ନିଜ ଲୋକ, ମୃତ୍ୟୁ ପରେ ମିଳୁନି ଚାରି କାନ୍ଧ

ବଲାଙ୍ଗିର/ବ୍ରହ୍ମପୁର: ସଂକ୍ରମଣର ଭୟ ସୃଷ୍ଟି କରିଛି ମହାମାରୀ କରୋନା। କରୋନା ଯୋଗୁ ଦିନକୁ ଦିନ ମାନବିକତା ମରି ଯାଉଛି। କରୋନା ଭୟରେ ନିଜ ଲୋକ ପର କରି ଦେଉଛନ୍ତି। କରୋନା ଭୟରେ ମୃତଦେହ ପାଖ ମାଡ଼ୁ ନାହାନ୍ତି ଲୋକେ। ମୃତ୍ୟୁ ପରେ…

  • Monday, 03 May 2021
corona-file pic
ଦିଲ୍ଲୀରେ କରୋନା ସଂକ୍ରମଣ ହାର ୩୦% କମିଲା, ଆଖି ବୁଜିଲେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାପା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସ୍ଥିତି ବେହାଲ ହୋଇ ଯାଇଛି। ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ମୃତ୍ୟୁ ସଂଖ୍ୟା ବି ଭୟଙ୍କର ଭାବେ ବୃଦ୍ଧି ପାଉଛି। ଏପଟେ ସ୍ଥିତି ମୁକାବିଲା ପାଇଁ ବ୍ୟବସ୍ଥା ନାହିଁ। କେଉଁଠି ବେଡ୍‌ ନାହିଁ…

  • Monday, 03 May 2021
Capture
ଭୋକ ଭୂଗୋଳର ବିବର୍ଣ୍ଣ ଚିତ୍ର: ଏଠି ଜୀଇଁବା ପାଇଁ ଲୋକେ ଘାସପତ୍ର ଖାଆନ୍ତି

ଅଣ୍ଟାନନରୀବୋ: ସାରା ପୃଥିବୀ ଏବେ କରୋନା ଭାଇରସର ମୃତ୍ୟୁ ଫାସରେ ପଡି ଛଟପଟ ହେଉଛି । ହେଲେ ଏଠି କରୋନାର ଭୟ ନାହିଁ । ଭୟ ଏଠି ଭୋକର। ଏଠି ଅନାହାର ଯମଦୂତ ପରି ଛିଡ଼ା ହୋଇଛି। ଖାଦ୍ୟ ମୁଠାଏ ପାଇବା…

  • Monday, 03 May 2021
bjp-party-office
ନିର୍ବାଚନ ଫଳାଫଳ ବାହାରିବା ପରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ

କୋଲକାତା: ପଶ୍ଚିମବଙ୍ଗରେ ତୃୃଣମୃଳ କଂଗ୍ରେସ(ଟିଏମ୍‌ସି)ର ବିପୁଳ ବିଜୟ ହୋଇଛି। ୨୯୨ଟି ଆସନରୁ ଟିଏମ୍‌ସିକୁ ୨୧୩ ଆସନ ମିଳିଛି। ବିପୁଳ ବହୁମତ ସହ ଦିଦିଙ୍କୁ ପିନ୍ଧାଇଛନ୍ତି ବିଜୟ ମୁକୁଟ। ତେବେ ପଶ୍ଚିମବଙ୍ଗରେ ଟିଏମ୍‌ସିର ବିପୁଳ ବିଜୟ ହୋଇ ଥିବାବେଳେ ନନ୍ଦିଗ୍ରାମରେ ମମତାଙ୍କୁ ପରାଜୟ…

  • Monday, 03 May 2021
corona test
ଦିନକରେ ଖୋର୍ଦ୍ଧାରୁ ବାହାରିଲେ ୧,୨୫୮ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ  ୮ ହଜାର ୯୧୪ କରୋନା ସଂକ୍ରମିତ ଚିହ୍ନଟ ଖୋର୍ଦ୍ଧାରୁ ସର୍ବାଧତ୍କ ୧,୨୫୮ ପଜିଟିଭ ଚିହ୍ନଟ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୦ ହଜାର ୬୩୭ରେ ପହଞ୍ଚିଛି ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା…

  • Monday, 03 May 2021
image_2021-05-02_003403
କୋଭିଡ୍ ଯୁଦ୍ଧର ସେହି ସେନା: ମେଡ଼ିକାଲରେ ସାଜିଛନ୍ତି ଜନତାଙ୍କ ତ୍ରାଣକର୍ତ୍ତା।

ଯେବେଠୁ ମାଡ଼ିଚାଲିଛି କରୋନା, ସେଦିନଠୁ ଆପଣ ବେଶ୍ ପରିଚିତ କୋଭିଡ୍ ଯୋଦ୍ଧାଙ୍କ ସହ। ଯେଉଁ ଯୋଦ୍ଧାଙ୍କ ପାଇଁ ଆଜି ବର୍ତ୍ତିଯାଇଛି ଅନେକ ଜୀବନ। ଦ୍ୱିତୀୟ ଈଶ୍ୱର ଭାବେ ଆବିର୍ଭାବ ହୋଇ ରାତିଦିନ ମଣିଷଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଡାକ୍ତର ଓ ନର୍ସ। ତେବେ…

  • Sunday, 02 May 2021
election-1
ଅପେକ୍ଷାର ହେଲା ଅନ୍ତ, ଆସିଲା ନିର୍ବାଚନ ଫଳାଫଳ

ତାମିଲନାଡୁରେ ଷ୍ଟାଲିନ୍ ରାଜ। ପ୍ରଦିଦ୍ୱନ୍ଦ୍ୱୀ AIADMKକୁ ହରାଇ ସ୍ପଷ୍ଟ ବହୁମତ ଆଡକୁ DMK। ଏଥିସହିତ ପୂରଣ ହେବାକୁ ଯାଉଛି କରୁଣାନିଧିଙ୍କ ପୁଅ ଷ୍ଟାଲିନଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ। ଅନ୍ୟତମ ଦକ୍ଷିଣ ଭାରତୀୟ ରାଜ୍ୟ କେରଳ ଭଳି ତାମିଲନାଡୁରେ ବି ପ୍ରତି ୫ ବର୍ଷରେ ସରକାର ବଦଳିବାର ନଜିର ରହିଥିଲା।

  • Sunday, 02 May 2021
Untitled-1
ନାସାର ସୂଚନା : ଗ୍ରହ ଖାଉଛି ତାରକା ପଦାର୍ଥ

ନାସାର ହବଲ୍ ସ୍ପେସ୍ ଟେଲିସ୍କୋପ୍ ନିକଟରେ ଏକ ନୂତନ ତାରକା ଗ୍ରହର ଚମତ୍କାର ଫଟୋ ପଠାଇଛି। ବୃହସ୍ପତି ଗ୍ରହ ଆକୃତିର ଏହି ବାହ୍ୟଗ୍ରହର ଫଟୋଗ୍ରାଫ୍ କହୁଛି ଯେ ଗ୍ରହର ନିର୍ମାଣ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ ଏବଂ ଏହା ତା’ର…

  • Sunday, 02 May 2021
sddrtruyioo
ଆଇପିଏଲର ଷ୍ଟାର କ୍ରିକେଟର୍ ଲୋକେଶ ରାହୁଲ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ଚଳିତ ଆଇପିଏଲ ସିଜିନର ଷ୍ଟାର କ୍ରିକେଟର୍ ଲୋକେଶ ରାହୁଲ । ପେଟରେ ଆପେଣ୍ଡିସାଇଟସ୍ ହୋଇଥିବା କାରଣରୁ ସେ ଭର୍ତ୍ତି ହୋଇଥିବା ଜଣାଯାଇଛି । ହଠାତ୍ ତାଙ୍କର ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

  • Sunday, 02 May 2021
painter
ମହାନ ଚିତ୍ରଶିଳ୍ପୀ ତଥା ଆବିଷ୍କାରକ ଲିଓନାଡୋ ଦା ଭିନନ୍ସିିଙ୍କର ଆଜି ଜନ୍ମ ତିଥୀ

ନିଜକୁ ମାନବତାର ଦୋଷୀ କହି ଜୀବନ ହାରିଥିଲେ। କଳାଜଗତକୁ ସର୍ବୋତ୍କୃଷ୍ଟ ଉପହାର ଦେଇଥିବା ମହାନ୍ ଚିତ୍ରକର ଇଟାଲୀର ମହାନ ଚିତ୍ରଶିଳ୍ପୀ ତଥା ଆବିଷ୍କାରକ ଲିଓନାଡୋ ଦା ଭିନନ୍ସିି । ବଡ଼ ଅବଶୋସ ନେଇ ସେ ଜୀବନ ହାରିଥିଲେ । ବିଶ୍ୱକୁ ସର୍ବଶ୍ରେଷ୍ଠ…

  • Sunday, 02 May 2021
assam
ଆସାମରେ ପୁଣି ଫୁଟିଲା ପଦ୍ମ

ଆସାମରେ ପୁଣି ଫୁଟିଲା ପଦ୍ମ। କ୍ଷମତା ବଜାୟ ରଖିଲା ବିଜେପି। ପ୍ରଥମ ଥର ଲାଗି ୫ ବର୍ଷର ଶାସନ ପୁରା କରିଥିବା ବିଜେପି ଉପରେ ପୁଣି ଆସ୍ଥା ପ୍ରକଟ କରିଛନ୍ତି ଆସାମବାସୀ। ଏନଆରସି-ସିଏଏ, ଶରଣାର୍ଥୀ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ଭିତରେ ବିଜେପିର ବିକାଶ ମଡେଲକୁ ଗ୍ରହଣ କରିଛନ୍ତି ରାଜ୍ୟବାସୀ।

  • Sunday, 02 May 2021
1
ଶୀତଳା ଅଷ୍ଟମୀ ବ୍ରତ ପାଳି ଦୂର କରନ୍ତୁ ଚିକେନ ପକ୍ସ

ହିନ୍ଦୁ ଶାସ୍ତ୍ରାନୁସାରେ ୩୩ କୋଟି ଦେବଦେବୀ ଥିବା ବେଳେ ଅନେକ ପୂଜା ପଦ୍ଧତି ଓ ବ୍ରତ ମଧ୍ୟ ରହିଛି। ପ୍ରତ୍ୟେକ ହିନ୍ଦୁ ସଚ୍ଚା ମନରେ ବିଭିନ୍ନ ଦେବଦେବୀଙ୍କୁ ପୂଜା ଅର୍ଚ୍ଚନା କରିବା ସହିତ ବର୍ଷଯାକରେ ପଡୁଥିବା ବିଭିନ୍ନ ବ୍ରତକୁ ବିଧି ଅନୁସାରେ…

  • Sunday, 02 May 2021
lockdown
୧୪ ଦିନିଆ ଲକଡାଉନ୍‌ ହେଲା ଓଡ଼ିଶା: କିନ୍ତୁ ଏହି ସବୁ କାମକୁ ମିଳିଛି ଅନୁମତି

ରାଜ୍ୟରେ ବେଲଗାମ୍ ହୋଇଥିବା କରୋନା ସଂକ୍ରମଣରେ ଲଗାମ୍ କସିବାକୁ ଫେରିଲା ଲକଡାଉନ୍‌। ଆସନ୍ତା ୫ରୁ ୧୯ ତାରିଖ ସକାଳ ଯାଏ ସାରା ରାଜ୍ୟରେ ଲକଡାଉନ୍‌ ଲାଗୁ ହେବ। ମୁଖ୍ୟ ଶାସନ ସଚିବ ଆଜି ୧୪ ଦିନିଆ ଲକଡାଉନ୍‌ ଘୋଷଣା କରିବା ସହିତ ଏଥିପାଇଁ ଜାରି ନିୟମାବଳୀ ସଂପର୍କରେ ସୂଚନା ଦେଇଛନ୍ତି।

  • Sunday, 02 May 2021
mamta and prashant
ଦିଦିଙ୍କ ଦଳକୁ ଜିତାଇ ନିର୍ବାଚନ ରଣନୀତିିରୁ ସନ୍ୟାସ ନେବେ ବଙ୍ଗର ଚାଣକ୍ୟ !

କୋଲକାତା: ବହୁ ପ୍ରତୀକ୍ଷିତ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ବିଜେପିର ବଙ୍ଗ ଅଭିଯାନ ଫେଲ। ବିକାଶକୁ ମାତ୍ ଦେଲା ଖେଲା ହବେ। ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ମହାବିଜୟ ହୋଇଛି। କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ…

  • Sunday, 02 May 2021
mamata
ଦଳ ବିଜୟୀ କିନ୍ତୁ ଫେଲ୍‌ ମାରିଲେ ସଭାପତି: ପରାଜୟ ସ୍ୱୀକାର କଲେ ଦିଦି

ଜିତିଲା ଟିଏମ୍ସି, ହାରିଲେ ମମତା। ପଶ୍ଚିମବଙ୍ଗରେ ଟିଏମ୍ସିର ବିପୁଳ ବିଜୟ ସତ୍ତ୍ୱେ ନନ୍ଦିଗ୍ରାମ ଆସନରୁ ହାରି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

  • Sunday, 02 May 2021
Untitled-1
ସୂର୍ଯ୍ୟକିରଣରୁ ଚର୍ମକୁ ରକ୍ଷା ଦେବ ଏହି ସବୁ ଉପାୟ

ଗ୍ରୀଷ୍ମରେ ଚର୍ମ କଳାପଡିବା ଏକ ସାଧାରଣ କଥା। ଏହି କାରଣରୁ, ମୁହଁ, ହାତ, ଗୋଡ ଆଦିର ଚର୍ମ ରଙ୍ଗହୀନ ଦେଖାଯିବା ଆରମ୍ଭ କରେ ଏବଂ ସୌନ୍ଦର୍ଯ୍ୟ ଫିକା ପଡିଯାଏ। କିନ୍ତୁ ଆପଣ ଜାଣନ୍ତି କି ପ୍ରକୃତରେ ଏପରି କାହିଁକି ହୁଏ? ସାଧାରଣତ…

  • Sunday, 02 May 2021
Mamata_Banerjee_PTI
ହାରିଗଲେ ଦିଦି, ଜିତିଗଲେ ଶୁଭେନ୍ଦୁ

ପଶ୍ଚିମବଙ୍ଗ: ନନ୍ଦିଗ୍ରାମରେ ମମତାଙ୍କୁ ହରାଇଲେ ଶୁଭେନ୍ଦୁ ଅଧିକାରୀ । ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ବିଜୟୀ । ୧୯୫୩ ଭୋଟରେ ନନ୍ଦିଗ୍ରାମ ଜିତିଲେ ଶୁଭେନ୍ଦୁ। ନନ୍ଦିଗ୍ରାମର ଫଳାଫଳକୁ ନେଇ ଲାଗିରହିଥିଲା ଦ୍ୱନ୍ଦ୍ୱ। ଶେଷ ମୁହୂର୍ତ୍ତରେ ନନ୍ଦିଗ୍ରାମରେ ମାତ୍ ଦେଲେ ଶୁଭେନ୍ଦୁ।…

  • Sunday, 02 May 2021
covid patients died
ଅକ୍ସିଜେନ ସପ୍ଲାଏରେ ବିଭ୍ରାଟ ! ଚାଲିଗଲା ୧୪ କରୋନା ରୋଗୀଙ୍କ ଜୀବନ

ଅନନ୍ତପୁର(ଆନ୍ଧ୍ରପ୍ରଦେଶ): କରୋନା ମହାମାରୀ ସମୟରେ ଅକ୍ସିଜେନର ଅଭାବ ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟୁଥିବା ଅନେକ ଘଟଣା ସାମ୍ନାକୁ ଆସୁଛି। ଅକ୍ସିଜେନ ସପ୍ଲାଏରେ ବିଭ୍ରାଟ ଯୋଗୁ ୧୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଆନ୍ଧ୍ରପ୍ରଦେଶର ଅନନ୍ତପୁର ସ୍ଥିତ ଏକ…

  • Sunday, 02 May 2021
Adar Poonawalla
କରୋନା ଟିକା ପାଇଁ ସେରମ ସିଇଓ ଅଦାର ପୁନୱାଲାଙ୍କୁ ଧମକ ଦେଉଛି କିଏ ?

ନୂଆଦିଲ୍ଲୀ: ସାରା ଦେଶରୁ କୋଭିସିଲ୍ଡ ଯୋଗାଣ ପାଇଁ ସେରମ ଉପରେ ଚାପ ପକାଯାଉଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ସେରମ ସିଇଓ ଅଦାର ପୁନାୱାଲା । ଲଣ୍ଡନର ଟାଇମ୍ସ ପତ୍ରିକାକୁ ସାକ୍ଷାତକାର ଦେଇ ପୁନାଓ୍ବାଲା କହିଛନ୍ତି, ତାଙ୍କୁ ଦେଶର…

  • Sunday, 02 May 2021
1
ଗଭୀର ଶ୍ଵାସ ଆପଣଙ୍କ ଫୁସଫୁସକୁ କରିବ ଶକ୍ତିଶାଳୀ

କରୋନାର ଦ୍ୱିତୀୟ ତରଙ୍ଗ ଯୋଗୁଁ ଅନେକ ସମସ୍ୟା ଦେଖାଦେଉଛି। ଯେପରିକି- ଶ୍ୱାସକ୍ରିୟାରେ ବାଧା, ଅମ୍ଳଜାନର ଅଭାବ, ଜ୍ୱର, ଶରୀର, ମାଂସପେଶୀ ଯନ୍ତ୍ରଣା, ଶୁଖିଲା କାଶ, ମୁଣ୍ଡବିନ୍ଧା ଇତ୍ୟାଦି। ଅନେକ ରୋଗୀଙ୍କ ମଧ୍ୟରେ କରୋନା ଆଣ୍ଟିଜେନ୍ ଏବଂ RTPCR ରିପୋର୍ଟ ନେଗେଟିଭ୍ ହେବା…

  • Sunday, 02 May 2021