• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Asuni-baishnab
କେନ୍ଦ୍ର କ୍ୟାବିନେଟ୍‌ରେ ବଡ଼ ଧରଣର ଅଦଳବଦଳ ଚର୍ଚ୍ଚା, ଜାଣନ୍ତୁ କିଏ ଫୋକସ୍‌ରେ ?

ଭୁବନେଶ୍ୱର: କେନ୍ଦ୍ର କ୍ୟାବିନେଟ୍‌ରେ ବଡ଼ ଧରଣର ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର୍ । ମୋଦି ସରକାରର ଦ୍ୱିତୀୟ ପାଳିକୁ ୟା ଭିତରେ ଦୁଇ ବର୍ଷ ପୂରି ସାରିଥିଲେ ବି ଏଯାଏଁ କ୍ୟାବିନେଟ୍ ସଂପ୍ରସାରଣ ହୋଇନାହିଁ । ଆବଶ୍ୟକତାଠୁ ବହୁ କମ୍ ମନ୍ତ୍ରୀରେ…

Ollywood Actor Mrutyunjaya
ଦିନେ ଅଭିନୟ କରି ଅନ୍ୟକୁ ହସାଉଥିଲେ, ଆଉ ଏବେ ନିଜେ କାନ୍ଦୁଛନ୍ତି ଏହି ଚଳଚ୍ଚିତ୍ର ଅଭିନେତା

ଭୁବନେଶ୍ୱର: ଦିନେ ଅଭିନୟ କରି ଅନ୍ୟକୁ ହସାଉଥିଲେ । ଆଜି ହସିବାର ଅଭିନୟ କରିବାକୁ ପଡୁଛି । ଦିନେ ଲୋକଙ୍କର ମନୋରଞ୍ଜନ କରୁଥିଲେ । ଆଜି ସେଇ ଲୋକଙ୍କ ସହାୟତା ଅପେକ୍ଷାରେ କଟୁଛି ଜୀବନ । ସେହି କଳାକାର ଜରକ ହେଉଛନ୍ତି…

Capture
ତିନି ବର୍ଷ ହେଲାଣି ବନ୍ଦ ପଡ଼ିଛି ରେଶମ ବିକାଶ କେନ୍ଦ୍ର, ଚାଷରୁ ମୁହଁ ଫେରାଇଲେଣି ଚାଷୀ

ମୋହନା: ରେଶମ ଶିଳ୍ପର ବିକାଶ ସହ ଚାଷୀଙ୍କୁ ସ୍ୱାବଲମ୍ବି କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠିରୁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି । କିନ୍ତୁ ସରକାରୀ ପ୍ରତ୍ସାହନ ଅଭାବରୁ ଏବେ ବହୁ ରେଶମ ଚାଷୀ ଚାଷ…

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

କୋରାପୁଟ: କଣ୍ଠରେ ତାଙ୍କର ଯାଦୁ। ସୁମଧୁର ଗୀତ ଗାଇ ସମସ୍ତଙ୍କ ମନ ମୋହି ନେଇଛନ୍ତି କୋରାପୁଟର ଝିଅ ନମିତା। ଏପରିକି କୋରାପୁଟ ଜିଲ୍ଲାପାଳ ମଧ୍ୟ ତାଙ୍କ କଣ୍ଠରେ ମନ୍ତ୍ରମୁଗ୍ଧ। ସେଥିପାଇଁ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି।  ଭୁବନେଶ୍ୱରରେ ପାଠ ପଢ଼ିବାର ବ୍ୟବସ୍ଥା କରିଛନ୍ତି। କୋରାପୁଟ ଉପାନ୍ତ ଅଞ୍ଚଳ ବନ୍ଧୁଗାଁର ଝିଅ ନମିତା ମେଲେକା। ସୁମଧୁର ଗୀତ ଗାଇ  ଏବେ ଚର୍ଚ୍ଚାର ପରିସରରେ। ସୁଲଳିତ ଗୀତ ପାଇଁ ଚିନ୍ତାଗୁଡି ଗାଁର ଆଦିବାସୀ ଝିଅ ନମିତା ମେଲକାଙ୍କୁ ଛୁଟୁଛି ଏବେ […]

  • Saturday, 03 July 2021
ipl1
ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଆବୁ ଧାବି: ବାସ୍ ଆଉ କେଇ ଘଣ୍ଟାର ବ୍ୟବଧାନ ପରେ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍। ବିଶ୍ୱର ସବୁଠାରୁ ମହଙ୍ଗା ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ଆସନ୍ତାକାଲିଠାରୁ ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ସାରା ଦୁନିଆରେ ଏବେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ଚଳିତ ସଂସ୍କରଣ ୟୁଏଇରେ ଆୟୋଜିତ ହେବ। ଆଇପିଏଲର ଆୟୋଜନ ପ୍ରଥମେ ଚଳିତ ବର୍ଷ ମାର୍ଚ୍ଚ ୨୯ […]

  • Saturday, 03 July 2021
12312
ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ନୂଆଦିଲ୍ଲୀ: ନିକଟରେ ଏକ ଗବେଷଣା କରି ବୈଜ୍ଞାନିକମାନେ ଭାରତୀୟଙ୍କ ବ୍ରେନ ଆଟଲାସ ପ୍ରସ୍ତୁତ କରିଛନ୍ତି । ମସ୍ତିଷ୍କର ଏହି ଡିଜିଟାଲ ଇମେଜ ଚୀନ୍‌ ଲୋକଙ୍କ ବ୍ରେନ ସହ ତୁଳନା କରାଯାଇଥିଲା । ଯାହା ଫଳାଫଳ ଆସିଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗବେଷଣା ଅନୁଯାୟୀ, ଭାରତୀୟଙ୍କ ମସ୍ତିଷ୍କ ଚୀନୀ ମସ୍ତିଷ୍କ ତୁଳନାରେ ଛୋଟ ଅଟେ । ଏହି ଗବେଷଣା ହାଇଦ୍ରାବାଦର ଇଣ୍ଟରନାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଇନ୍‌ଫର୍ମେଶନ ଟେକ୍ନୋଲଜି ପକ୍ଷରୁ କରାଯାଇଥିଲା । ଏହି […]

  • Saturday, 03 July 2021
registan
ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ନୂଆଦିଲ୍ଲୀ:  ଦୁବାଇର ମରୁଭୂମି ଶସ୍ୟଶ୍ୟାମଳା ହୋଇଉଠିବ । ସବୁଜିମାରେ ପରିପୂର୍ଣ୍ଣ ହୋଇ ହସି ଉଠିବ ଏହାର ପରିବେଶ । ଟେକନିକ୍‌ ସାହାଯ୍ୟରେ ଏବେ ସମ୍ଭବ ହୋଇପାରିବ ଏହି ଅସମ୍ଭବ କାମ । ନରୱେର ଏକ କମ୍ପାନୀ ଦୁବାଇର ଏହି ଶୁଷ୍କ ଅଞ୍ଚଳରେ ଏହି ଟେକନିକର ପ୍ରୟୋଗ କରି ସାରିଲାଣି । ମାର୍ଚ୍ଚ ମାସରେ ଏହି ବାଲୁକାମୟ ଅଞ୍ଚଳରେ ଚାଷକାମ ଆରମ୍ଭ ହୋଇଥିଲା । ବାଜରାଠାରୁ ଆରମ୍ଭ କରି ବିଭିନ୍ନ ଫୁଲ, ଫଳ ଏବଂ ତରଭୁଜ ଚାଷ କରାଯାଉଛି […]

  • Saturday, 03 July 2021
lion
ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

କାଲିଫର୍ଣ୍ଣିଆ: ରାସ୍ତାରେ ସାଇକେଲ ଧରି ବୁଲୁଥିଲେ କୁନି କୁନି ପିଲା ଦୁଇଜଣ। ଖୁବ୍‌ ମସ୍ତି ମୁଡ୍‌ରେ ଥିଲେ। ହେଲେ ସେମାନେ ଜାଣି ନ ଥିଲେ, ଘର ସାମ୍ନାରେ ଏକ ମାଉଣ୍ଟ ଲାୟନ ଲୁଚି ଲୁଚି ସେମାନଙ୍କୁ ଦେଖୁଛି ବୋଲି। ଏହି ପୂରା ଘଟଣାକୁ ଜଣେ ବ୍ୟକ୍ତି ତାଙ୍କ ଫୋନରେ କଏଦ କରି ନେଇଛନ୍ତି ଏବଂ ଏହାକୁ ସୋଶାଲ ମିଡିଆରେ ଶେୟାର କରିଛନ୍ତି। ଏହି ଭିଡିଓ ଲୋକଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ସଚେତନ ବି କରିଛି। ଯେଉଁ […]

  • Saturday, 03 July 2021
jio-airtel
ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓକୁ ଜବରଦସ୍ତ ଝଟ୍‌କା ଲାଗିଛି। ଜୁନ୍‌ ମାସରେ ଜିଓକୁ କଡ଼ା ଟକ୍କର ଦେଇଛି ଏୟାର୍‌ଟେଲ୍। ଜୁନ ମାସରେ ଜିଓର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା କମିଥିବା ବେଳେ ଏୟାର୍‌ଟେଲ୍‌ର କିନ୍ତୁ ସକ୍ରିୟ ଗ୍ରାହକ(ଆକ୍ଟିଭ୍ ୟୁଜର୍ସ)ଙ୍କ ସଂଖ୍ୟା ବଢ଼ିଛି। ଜୁନ ମାସରେ ଏୟାର୍‌ଟେଲ୍‌ର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ୩୭ ଲକ୍ଷ ବଢ଼ିଥିବା ବେଳେ ଜିଓର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ୨୧ ଲକ୍ଷ କମିଛି। ସେହିଭଳି ଭୋଡ଼ାଫୋନ୍‌-ଆଇଡିଆର ସକ୍ରିୟ ଗ୍ରାହକଙ୍କ ସଂଖ୍ୟାରେ ବି ହ୍ରାସ ହୋଇଛି। […]

  • Saturday, 03 July 2021
cqv
ସାମ୍ନାକୁ ଆସିଲା ଆଉ ଏକ ଭାଇରସ୍‌: ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା

ନୂଆଦିଲ୍ଲୀ: କରୋନା ଭୂତାଣୁର ଆତଙ୍କ ସାରା ବିଶ୍ୱକୁ ନାକେଦମ୍ କରୁଥିବାବେଳେ ସାମ୍ନାକୁ ଆସିଲା ଆଉ ଏକ ନୂଆ ଭୂତାଣୁ। ଭାରତରେ ଏହି ନୂଆ ଭୂତାଣୁର ସଙ୍କେତ ପାଇଛି  Indian Council of Medical Research (ICMR)। କୁହାଯାଉଛି, ଏହା ମଧ୍ୟ ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି। ରୋଚକ କଥା ହେଉଛି, ଏହି ଭାଇରସ୍‌ର ଉତ୍ପତ୍ତି ମଧ୍ୟ ଚୀନ୍‌ରୁ ହୋଇଛି ବୋଲି ସନ୍ଦେହ କରାଯାଉଛି। ଏହି ଭୂତାଣୁର ନାଁ Cat Que Virus (CQV)। କେବଳ […]

  • Saturday, 03 July 2021
gandhi
ଦେଶର ଦୁଇ ଜନନାୟକ-‘ଗାନ୍ଧୀ-ଶାସ୍ତ୍ରୀ’ଙ୍କୁ କାହିଁକି ଝୁରୁଛି ଦେଶ ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଅକ୍ଟୋବର-୨ ଭାରତ ପାଇଁ ଏକ ପବିତ୍ର ଦିନ । ଏଇ ଦିନ ଦୁଇ ଦୁଇ ଜଣ ମହାତ୍ମା ଜନ୍ମ ନେଇ ଏଇ ମାଟିକୁ କରିଥିଲେ ମହାନ୍‌। ସେ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧି ଏବଂ ସ୍ୱାଧୀନ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ। ଆଜି ସାରା ଦେଶ ଏଇ ଦୁଇ ମହାନ୍‌ ଜନନାୟକଙ୍କ ଜନ୍ମଦିବସ ପାଳନ କରୁଛି।  ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଓ  ଶାସ୍ତ୍ରୀଙ୍କ ୧୧୫ତମ ଜୟନ୍ତୀ। ଆଜିର ଦିନରେ […]

  • Saturday, 03 July 2021
china-1
ଜୈବିକ ଯୁଦ୍ଧରୁ ବର୍ତ୍ତିବା ପାଇଁ ଚୀନ ନିର୍ମାଣ କରୁଛି ଗୁପ୍ତ ସହର !

ନୂଆଦିଲ୍ଲୀ: କରୋନାକୁ ନେଇ ଚୀନ ପ୍ରତି ସମସ୍ତଙ୍କ କ୍ଷୋଭ ଓ ବିରୋଧାଭାସ ବଢି ଯାଇଛି। ଏପରି ପରିସ୍ଥିତିରେ ଚୀନ ଏକ ନୂଆ ପ୍ରକାର ସହର ବସାଇବାକୁ ଯାଉଛି। ଇଣ୍ଟରନାଶନାଲ ମିଡିଆ ସୂତ୍ରରୁ ଜଣାଯାଇଛି, ସହରର ଡିଜାଇନ ଏପରି ଭାବେ କରାଯାଉଛି, ଯେପରି ଯେ କୌଣସି ପ୍ରକାର ରୋଗରୁ ସୁରକ୍ଷିତ ରହି ପାରିବ। ଡେଲି ମେଲ ରିପୋର୍ଟ ଅନୁସାରେ ଏହି ସହର ବେଜିଂର ଜିଓଙ୍ଗ ନ୍ୟୁ ଏରିଆରେ ଅବସ୍ଥିତ। ଅବଶ୍ୟ ଏପରି ଗୁପ୍ତ ସହର ନିର୍ମାଣ କରିବାର ପ୍ରୟାସ […]

  • Saturday, 03 July 2021
gandhi
ଏହି ୧୦ଟି ବିଚାରଧାରା, ଯାହା ଗାନ୍ଧୀଙ୍କୁ କରିଥିଲା ସ୍ୱତନ୍ତ୍ର

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି ହେଉଛି ୧୫୧ ତମ ଜୟନ୍ତି। ସତ୍ୟ, ଅହିଂସାର ପୂଜାରୀ ତଥା ଭାରତକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ନେଇଥିବା ବାପୁ, ଅକ୍ଟୋବର ୨ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ। ସ୍ୱାଧାନତୀ ସଂଗ୍ରାମର ଏହି ମୁଖ୍ୟ ପୁରୋଧାଙ୍କୁ ଆଜି ସାରା ଦେଶ ମନେପକାଉଥିବା ବେଳେ ଆସନ୍ତୁ ଜାଣିବା ଗାନ୍ଧୀଙ୍କର ସେହି ୧୦ଟି ଆଦର୍ଶ। ଯାହା ସମ୍ପୂର୍ଣ୍ଣ ନିଆରା ଆଉ ଗୁରୁତ୍ୱପୂର୍ଣ୍ଣ। ୧) ସତ୍ୟ ହେଉଛି ଜୀବନ ଏବଂ ଇଶ୍ୱର। […]

  • Saturday, 03 July 2021
thubnail
ଏହି ବୃଦ୍ଧାଙ୍କୁ ଯାହା ଜଣା, ବିଶ୍ୱରେ ତାହା କେହି ଜାଣି ନାହାନ୍ତି

ଯଦି ତାଙ୍କର ମୃତ୍ୟୁ ହୁଏ, ତେବେ ସବୁକିଛି ହୋଇଯିବ ଅତୀତ

  • Saturday, 03 July 2021
social-distance
ସାମାଜିକ ଦୂରତା ରଖି ପାଳନ ହେଲା ହଳଦି ଲଗା ଉତ୍ସବ, ଭିଡ଼ିଓ ଭାଇରାଲ୍‌

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସରିଯାଇଛି। ଏବେ ଅନଲକ୍‌-୫ ଆରମ୍ଭ ହୋଇଯାଇଛି। ଦେଶରେ କରୋନା କଟକଣାକୁ ଟିକେ କୋହଳ କରି ବ୍ୟବସାୟ ଏବଂ ଅନ୍ୟାନ୍ୟ ବୃତ୍ତିଗତ କାମ ମଧ୍ୟ ଆରମ୍ଭ ହୋଇଯାଇଛି। ତଥାପି ଲୋକଙ୍କ ମନରୁ କରୋନା ପ୍ରତି ଥିବା ଭୟ ଦୂର ହୋଇପାରିନି। ଯାହାର ଉଦାହରଣ ଏକ ଭାଇରାଲ୍‌ ଭିଡ଼ିଓରୁ ଦେଖିବାକୁ ମିଳିଛି। ନିକଟରେ ସୋଶାଲ୍‌ ମିଡିଆରେ ଏକ ଭିଡ଼ଓ ଭାଇରାଲ୍‌ ହୋଇଛି। ଯେଉଁଥିରେ ଜଣେ ଯୁବତୀଙ୍କୁ ଦୂରରେ ଥାଇ ପେଣ୍ଟ ରୋଲର୍ ବ୍ରଶ୍ ସାହାଯ୍ୟରେ ପରିବାର ଲୋକେ […]

  • Saturday, 03 July 2021
malisha
ବସ୍ତିରେ ରହୁଥିବା ଏହି ଝିଅକୁ ମଡେଲ୍‌ କରିବାର ପ୍ରତିଶ୍ରୁତି ଦେଇଛନ୍ତି ହଲିଉଡ୍‌ ଅଭିନେତା ରୋବର୍ଟ

ନୂଆଦିଲ୍ଲୀ: ମୁମ୍ବାଇ ବାନ୍ଦ୍ରାର ବସ୍ତି ଅଞ୍ଚଳରେ ବାସ କରନ୍ତି ମଲିଶା ଖରୱା। ବୟସ ୧୨। ପାଲରେ ପ୍ରସ୍ତୁତ ଘରେ ପୁରା ପରିବାର ସହ ରହୁନ୍ତି ସେ। ଏହି ଧୂଳି ମାଟିର ଘର ଭିତରୁ କିନ୍ତୁ ମଲିଶା ଗୋଟେ ସୁନ୍ଦର ସ୍ୱପ୍ନ ସଜେଇଛନ୍ତି। ଜଣେ ସଫଳ ସୁପର ମଡେଲ୍‌ ହେବାର ସ୍ୱପ୍ନ ଦେଖିଛନ୍ତି ମଲିଶା। ଆଉ ଏଥିପାଇଁ ତାଙ୍କୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି ହଲିଉଡ୍‌ ଅଭିନେତା ରୋବର୍ଟ ହୋଫ୍‌ମ୍ୟାନ୍‌। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି। […]

  • Saturday, 03 July 2021
jhia
ଦିବ୍ୟାଙ୍ଗ ଝିଅର ଦମ୍‌ଦାର ନାଚ, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବାଲିଗୁଡ଼ା (ଅଜିତ୍ ନାୟକ): କଥାରେ ଅଛି ଇଛାଶକ୍ତି ଆଗରେ ହାର୍‌ ମାନେ ଅସମ୍ଭବ। ମନରେ ଥିବା ଦୃଢ ବିଶ୍ୱାସ ଆଉ ନିରନ୍ତର ଚେଷ୍ଟା ମଣିଷକୁ ଯେକୌଣସି କଠିନ କାମରେ ସଫଳତା ପ୍ରଦାନ କରେ। ଯାହାର ଏକ ସଦ୍ୟ ଉଦାହରଣ ହେଉଛନ୍ତି କନ୍ଧମାଳର ସୁନେଲି। ଏହି କୁନି ଝିଅ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ତଥାପି ସେ ବେଶ୍‌ ଚମତ୍କାର ନୃତ୍ୟ କରିପାରନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା କଲୋନୀ ସାହିରେ ରୁହନ୍ତି ସୁନେଲି।  ବୟସ ମାତ୍ର ୧୧ ବର୍ଷ। […]

  • Saturday, 03 July 2021
mani-op
ପଦ୍ମ ନାଡ଼ରୁ ମାସ୍କ ତିଆରି କରୁଛନ୍ତି ଯୁବତୀ, ମୋଦି କଲେ ପ୍ରଶଂସା

ନୂଆଦିଲ୍ଲୀ: ମଣିପୁରର ବିସ୍‌ନୁପୁର ଜିଲ୍ଲାର ଜଣେ ୨୭ବର୍ଷୀୟ ମହିଳା ପଦ୍ମ ନାଡରୁ ସୂତା ଏବଂ କପଡା ତିଆରି କରିଛନ୍ତି। ବର୍ତ୍ତମାନ ସେ ସେହି କପଡାରୁ ମାସ୍କ ତିଆରି କରିବାର ଏକ ନିଆରା ପ୍ରୟାସ କରୁଛନ୍ତି। ମହିଳା ଜଣଙ୍କ ନାଁ ଟୋଙ୍ଗବ୍ରାମ ବିଜୟଶାନ୍ତି। ସେ ପ୍ରସିଦ୍ଧ ଲୋକଟକ ହ୍ରଦ ନିକଟରେ ଥିବା ଥାଙ୍ଗା ଟୋଙ୍ଗବ୍ରାମ ଅଞ୍ଚଳର ରହୁଛନ୍ତି। କରୋନା ମହାମାରୀ ସମୟରେ ଯେତେବଳେ ଲୋକମାନେ ଆର୍ଥିକ ଅନଟନରେ ଗତି କରୁଥିଲେ ଏବଂ ବୃତ୍ତି ହରାଉଥିଲେ, ସେ ସମୟରେ ବିଜୟଶାନ୍ତି […]

  • Saturday, 03 July 2021
12121
ନବଜାତ ଶିଶୁର ତିନି ଗୋଡ଼, ଠାକୁର ଭାବି ମୁଣ୍ଡିଆ ମାରିଲେ ଲୋକେ

ଗାଜିପୁର: ଉତ୍ତର ପ୍ରଦେଶ ଗାଜିପୁର ଜିଲ୍ଲାର ଏକ ଆଶ୍ଚର୍ଯ୍ୟଜନକ ଘଟଣା। ତିନି ଗୋଡ ଥିବା ଏକ ଅଦ୍ଭୁତ ଶିଶୁକନ୍ୟା ଜନ୍ମ ନେଇଛି। ଝିଅଟିକୁ ଦେଖି ପରିବାର ତଥା ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିଛି ଲୋକ ତ ଶିଶୁଟିକୁ ଭଗବାନ ବୋଲି ବିଶ୍ୱାସ କରି ଦୂରରୁ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଛି। ଘଟଣା ଆଖପାଖ ଅଞ୍ଚଳରେ ବ୍ୟାପିଯିବା ପରେ ଶିଶୁକନ୍ୟାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି। ଘଟଣା ଘଟିଛି, ‍ବିରନୋ ଥାନା କ୍ଷେତ୍ର ସ୍ଥିତ ତିୟରା ଗାଁରେ। ଏହି […]

  • Saturday, 03 July 2021
suneli
ସୁନେଲି ସ୍ୱପ୍ନରେ ଲାଗିଲା ରଙ୍ଗ

ବାଲିଗୁଡ଼ା (ଅଜିତ୍ ନାୟକ): ପୂରଣ ହେଲା ଦିବ୍ୟାଙ୍ଗ ଝିଅ ସୁନେଲିର ଆଶା। ନିକଟରେ କନ୍ଧମାଳର ଦିବ୍ୟାଙ୍ଗ ଝିଅ ସୁନେଲିଙ୍କର ନାଚ ଭିଡ଼ିଓ ଓଟିଭିରେ ପ୍ରସାରଣ ହୋଇଥିଲା। ଏହି ଭିଡ଼ିଓରୁ ଅର୍ଥ ଅଭାବ ପାଇଁ ସୁନେଲି ସ୍କୁଲ୍‌ ଯାଇପାରୁନଥିବା ଜଣା ପଡିଥିଲା। ଭିଡିଓ ଦେଖିବା ପରେ ପ୍ରଶାସନ ସହାୟତାର ହାତ ବଢାଇଛି। ଗାଁ ସ୍କୁଲରେ ତାର ନାଁ ଲେଖାଯିବା ସହ ନିୟମିତ ସେ ସ୍କୁଲ୍‌ ଯିବାର ନିଷ୍ପତ୍ତି ହୋଇଛି।  ଏଥିପାଇଁ ସୁନେଲିଙ୍କ ପାଇଁ ଗୋଟିଏ ଟ୍ରାଇସାଇକେଲ, ସ୍କୁଲ ପୋଷାକ […]

  • Saturday, 03 July 2021
pradeep-maharthy
ସବୁରି ମୁହଁରେ ଗୋଟିଏ କଥା-‘କିଏ ବୁଝିବ ହୃଦୟର ଦୁଃଖ’

ଭୁବନେଶ୍ୱର: ସାତ ସାତ ଥରର ବିଧାୟକ, ପଞ୍ଚାୟତିରାଜ ଓ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ।  ଓଡ଼ିଶା ରାଜନୀତିରେ ଦୀର୍ଘ ୪ ଦଶନ୍ଧିର ଯାତ୍ରା । ହେଲେ ଏହି ଯାତ୍ରାରେ ଏବେ ପଡ଼ି ଯାଇଛି ଯବନିକା । ରାଜନୀତିର ମହାରଥୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ସହ ସରି ଯାଇଛି ଏହି ଯାତ୍ରା।  ପ୍ରଦୀପ ମହାରଥୀ କେବଳ ଯେ ରାଜନୀତିର ମହାରଥୀ ଥିଲେ ତା ନୁହେଁ,  ଯାତ୍ରା ଜଗତର ମହାରଥୀ ବି ଥିଲେ ।  ସେ ପ୍ରତିଷ୍ଠା କରିଥିଲେ […]

  • Saturday, 03 July 2021
smasan
କରୋନା ସମୟରେ ମହତକାମ, ୪୦୦ରୁ ଅଧିକ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ କାହାଣୀ ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ରେ କିଏ ହଜାରରୁ ଉର୍ଦ୍ଧ୍ୱ କିଲୋମିଟର ଚାଲିଛି ତ କିଏ ଘର ପାଖରେ ପହଞ୍ଚି ପ୍ରାଣ ହରାଇଛି। ଅନେକ ଛୋଟ ଶିଳ୍ପ ବନ୍ଦ ହୋଇଯାଇଛି। ଆଶାଠୁ ଅଧିକ ଲୋକ ବୃତ୍ତି ହରେଇଛନ୍ତି। ଏହି ପ୍ରତିକୂଳ ପରିସ୍ଥିତିରେ ଯେତେବେଳେ ସରକାର ପରସ୍ପରଠୁ ଦୂରେଇ ରହି ସାମାଜିକ ଦୂରତା ରଖିବାକୁ କହୁଛନ୍ତି। ସେତେବେଳେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ, ନିଜ ବିଷୟରେ ଚିନ୍ତା ନକରି କରୋନା ମୃତକଙ୍କ […]

  • Saturday, 03 July 2021
school
କାନ୍ଥରେ ହୋଇଛି କଳାପଟା, ୨୦୦ ପିଲାଙ୍କୁ ମାଇକ୍‌ ସାହାଯ୍ୟରେ ପାଠ ପଢାଉଛନ୍ତି ଶିକ୍ଷକ

ନୂଆଦିଲ୍ଲୀ: ସାମାଜିକ ଦୂରତା ରଖି ଚାଲିଛି ପାଠପଢା। ଗୋଟେ କି ଦୁଇଟି ନୁହେଁ ଝାଡଖଣ୍ଡ ସ୍କୁଲ୍‌ରେ ୨୦୦ରୁ ଅଧିକ ପିଲାଙ୍କୁ ନିଆରା ଢଙ୍ଗରେ ପାଠ ପଢାହେଉଛି। କାନ୍ଥରେ କଳାପଟା ହୋଇଛି, ପିଲାମାନେ ପରସ୍ପରଠୁ ଦୂରତା ରଖି ବସୁଛନ୍ତି। ଦୂରରେ ଥାଇ ଶିକ୍ଷକ ମାଇକ୍‌ ମାଧ୍ୟମରେ କଥାବାର୍ତ୍ତା କରୁଛନ୍ତି। କରୋନା ମହାମାରୀ ସମୟରେ ଏମିତି ନିଆରା ଶୈଳୀରେ ପାଠ ପଠାଉଥିବାରୁ ଏହି ସ୍କୁଲ୍‌ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା କରିଛନ୍ତି ଉଦ୍ୟୋଗପତି ହର୍ଷ ଗୋଏଙ୍କା। ଟୁଇଟ୍‌ କରି ହର୍ଷ ଲେଖିଛନ୍ତି, […]

  • Saturday, 03 July 2021
03
ବିଶ୍ୱର ସବୁଠାର ଲମ୍ବା ଗୋଡ଼ ଥିବା ଯୁବତୀ; ଉଚ୍ଚତା କେତେ ଜାଣନ୍ତି ?

ନୂଆଦିଲ୍ଲୀ:ପୃଥିବୀର ସବୁଠାରୁ ଲମ୍ବା ଗୋଡ ଥିବା ଯୁବତୀଙ୍କୁ ଜାଣନ୍ତି ? ସେ ହେଉଛନ୍ତି ମାକି କୁରିନ (Maci Currin) । ୧୭ ବର୍ଷର ଏହି ନାବାଳିକା ଜଣକ ନିଜ ଲମ୍ବା ଗୋଡ଼ ପାଇଁ ଗିନିଜ ବୁକ୍‌ରେ ନିଜ ନାଁ ସାମିଲ କରାଇ ପାରିଛନ୍ତି। ମାକି ଆମରିକାର ଟେକ୍ସାସ ଅଞ୍ଚଳରେ ରୁହନ୍ତି। ତାଙ୍କର ଉଚ୍ଚତା ୬ ଫୁଟ ୧୦ ଇଞ୍ଚ। ମାକିଙ୍କ ଡାହାଣ ଗୋଡ ୫୩.୨୫୫ ଇଞ୍ଚ ହୋଇଥିବାବେଳେ ବାମ ଗୋଡର ଲମ୍ବ ୫୨.୮୭୫ ଅଟେ। ଋଷର ଏକାତେରିନା […]

  • Saturday, 03 July 2021