• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

railway
ରେଲ୍‌ୱେ ଆରମ୍ଭ କଲା କଣ୍ଟାକ୍ଟ ଲେସ୍‌ ଟିକେଟିଂ ବ୍ୟବସ୍ଥା

ନୂଆଦିଲ୍ଲୀ: ରେଲ୍‌ୱେ ଆରମ୍ଭ କଲା କଣ୍ଟାକ୍ଟ ଲେସ୍‌ ଟିକେଟିଂ ବ୍ୟବସ୍ଥା। ଏଣିକି ସିଧା QR କୋଡ୍ ସ୍କାନ୍ କରି ଯାତ୍ରୀ ଟ୍ରେନ୍‌ରେ ଚଢ଼ିପାରିବେ। ଚେକିଂ କାଉଣ୍ଟର ଦେଇ ପ୍ରବେଶ କରିବା ସମୟରେ ଏହି କୋଡ୍‌କୁ ସ୍କାନ୍ କରିବାକୁ ପଡ଼ିବ। ଏହାଦ୍ୱାରା ରେଲ୍‌ୱେ ଡାଟାବେଶ୍‌ରେ ଥିବା ସୂଚନା ଆପେ ଆପେ ଡିସ୍‌ପ୍ଲେ ସ୍କିନ୍‌କୁ ଆସିଯିବ। ଟିଟି ହାତରେ ଧରିଥିବା ମେସିନ୍‌ରେ ମଧ୍ୟ ଏହି ତଥ୍ୟ ଆସିଯିବ। ଯାତ୍ରୀଙ୍କ ବର୍ଥ ଓ ଅନ୍ୟାନ୍ୟ ସୂଚନା ଏଥିରେ ଉପଲବ୍ଧ ହେବ। ପ୍ରଥମେ […]

  • Tuesday, 06 July 2021
Ed0tomdU0AMRLNm (1)
କାରଗିଲ ବିଜୟ ଦିବସ; ଦେଶପାଇଁ ସହିଦ ହୋଇଥିଲେ ବୀର ଓଡ଼ିଆ ଯବାନ

ଭୁବନେଶ୍ୱର: ଆଜି କାର୍ଗିଲ ବିଜୟ ଦିବସ। ସାରା ଦେଶ ମନେ ପକାଉଛି ଭାରତୀୟ ସେନାଙ୍କ ବିଜୟ ଗାଥା। ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନୀ ସେନା ଉପରେ ବିଜୟଲାଭ କରି କାର୍ଗିଲରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା। ତେବେ ଏଥିପାଇଁ ୫୨୭ ଜଣ ବୀର ସୈନିକଙ୍କୁ ବଳିଦାନ ଦେବାକୁ ପଡ଼ିଥିଲା ଆଉ ଏଥିରେ ସହିଦ୍ ହୋଇଥିଲେ ଆମ ରାଜ୍ୟର ଅନେକ ଯବାନ। କଟକ ନିଶ୍ଚିନ୍ତକୋଇଲିର ଗୋପୀନାଥ ମହାରଣା ହୁଅନ୍ତୁ କି ବାଲେଶ୍ୱରର ଗଙ୍ଗାରାମ କିମ୍ବା ଭଦ୍ରକର ନିରଞ୍ଜନ, […]

  • Tuesday, 06 July 2021
corona
କରୋନା ଉଜାଡ଼ିଦେଲା ସଂସାର, ଚାକିରି ଯିବା ଭୟରେ ପୂରା ପରିବାର ନେଲେ ଏମିତି ପଦକ୍ଷେପ

ଧରୱାଡ: ଲୋକଙ୍କ ଜୀବନ ଜୀବିକା ଉପରେ କରୋନା କାଳ ସାଜିଛି। ମହାମାରୀ ଯୋଗୁ ଦେଶ ସମେତ ସାରା ବିଶ୍ୱରେ ଲକ୍‌ଡାଉନ୍‌ ଜାରି ହୋଇଥିବା ଯୋଗୁ ଅନେକ ସରକାରୀ ଓ ବେସରକାରୀ ଶିଳ୍ପାନୁଷ୍ଠାନ ଓ ସାଧାରଣ କାମଧନ୍ଦା ଠପ୍‌ ହୋଇଯାଇଛି। ଏହି ସମୟରେ ଅନେକ ଲୋକଙ୍କ ଚାକିରି ଯିବାର ଭୟ ସେମାନଙ୍କ ମନରେ ଘର କରିସାରିଲାଣି। ଏଭଳି ପରସ୍ଥିତିରେ ଗତ ଶନିବାର କର୍ଣ୍ଣାଟକର  ଧରୱାଡ ଜିଲ୍ଲାରେ ଚାକିରିକୁ ନେଇ ଗୋଟିଏ ପରିବାରର ତିନି ଜଣ ଆତ୍ମହତ୍ୟା କରିଛନ୍ତି। ଏ […]

  • Tuesday, 06 July 2021
masa
କାହିଁକି ମଣିଷଙ୍କ ରକ୍ତ ପିଅନ୍ତି ମଶା?

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ମଶାମାନେ କ’ଣ ପାଇଁ ରକ୍ତ ପିଅନ୍ତି? ସେମାନେ କେବେଠାରୁ ରକ୍ତ ପିଇବାର ଅଭ୍ୟାସରେ ପଡ଼ିଲେ?  ବୈଜ୍ଞାନିକମାନେ ଏହାର ଉତ୍ତର ଖୋଜି ସାରିଛନ୍ତି। ବୈଜ୍ଞାନିକମାନେ ଏହା ପଛରେ ଥିବା କାରଣ ଜାଣି ପାରିଛନ୍ତି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। କାରଣ ଦୁନିଆ ଆରମ୍ଭରୁ ମଶାମାନେ ରକ୍ତ ପିଇବାରେ ଅଭ୍ୟସ୍ତ ନଥିଲେ। ଏହା ଧୀରେ ଧୀରେ ମଶାଙ୍କର ଅଭ୍ୟାସ ହୋଇଛି। ମଶାମାନେ ଶୁଖିଲା ସ୍ଥାନରେ ବସବାସ କରୁଥିଲେ। ଏନେଇ ମଶାମାନେ ମଣିଷ ଓ ଅନ୍ୟପ୍ରାଣୀମାନଙ୍କର […]

  • Monday, 05 July 2021
PMAY
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ । ଏମିତିକି ଏହି ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଆସନ୍ତା ୭ରୁ ୯ ଯାଏଁ ଆନ୍ଦୋଳନ କରିବାକୁ ଦଳ ସ୍ଥିର କରିଛି ।…

COWIN
୫୦ ଦେଶ କୋ-ୱିନ୍‌ ଆପ୍‌ ବ୍ୟବହାର କରିବାକୁ ଆଗ୍ରହୀ

ନୂଆଦିଲ୍ଲୀ: ଭାରତର କରୋନା ବିରୋଧୀ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଟିକା । ଆଉ ଏହି ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର ମେରୁଦଣ୍ଡ କୋ-ଓ୍ୱିନ୍ ଟିକା । ଉପଲବ୍ଧତା ଯାଞ୍ଚ ହେଉ, ସ୍ଲଟ୍ ବୁକିଂ ଅବା ରେଜିଷ୍ଟ୍ରେନ୍ କିମ୍ବା ଟିକା ନେବା ପରେ…

abinash
କରୋନା ଭାଇରସ୍‌ ସମ୍ପର୍କରେ ଏହିସବୁ କଥା ଜାଣିଛନ୍ତି କି ଆପଣ ?

ଭୁବନେଶ୍ଵର: ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଦେଶରେ ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ବି କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି। ତେବେ ପ୍ରତିଦିନ ଲୋକାଲ୍ କେସ୍‌ ସାମ୍ନାକୁ ଆସୁଥିବା ବେଳେ ସରକାର କିନ୍ତୁ କହୁଛନ୍ତି ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଅନ୍ୟପଟେ କରୋନାରୁ ଦେଶକୁ ବଞ୍ଚାଇବା ପାଇଁ ପ୍ଲାଜ୍‌ମା ଥେରାପି ଚିକିତ୍ସା ଚାଲିଛି। ତେବେ କ’ଣ ଏହି ଗୋଷ୍ଠୀ ସଂକ୍ରମଣ ? କିପରି ଏଥିରୁ ଆମେ ବଞ୍ଚିପାରିବା ? […]

  • Monday, 05 July 2021
Small-girl
ମା‘ ଭାଇର ଜୀବନ ବଞ୍ଚେଇ ଦେଲା କୁନି ଝିଅ

ମୁରାଦାବାଦ୍‌: ଯେଉଁ ବୟସରେ ଚାଲି ଶିଖିବା କଥା ସେ ବୟସରେ ସେ ମାଆ ପାଇଁ ସାହାରା ହେଲା । ଅଜଣା ରାସ୍ତାରେ ମାଆ, ଭାଇ ପାଇଁ ଖୋଜି ଆଣିଲା ଉଦ୍ଧାରକାରୀ ଟିମ୍ । ଷ୍ଟେସନ୍‌ରେ ଅଚେତ୍ ଅବସ୍ଥାରେ ପଡ଼ିଥିବା ମାଆ ଓ…

bank
ଏହି ମାସରେ ୧୫ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ୍‌

ବ୍ୟାଙ୍କ୍‌ରେ ଆପଣଙ୍କର କୌଣସି କାମ ରହିଯାଇଛି କି? ଯଦି ହଁ ତେବେ ଆଦୌ ବିଳମ୍ବ ନକରି ଯଥାଶୀଘ୍ର କାମ ସାରନ୍ତୁ। କାରଣ ୧୫ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ। ଠପ୍‌ ହୋଇଯିବ ପୂରା ବ୍ୟାଙ୍କ ସେବା। କାରଣ ଏହି ମାସରେ ଦିନେ ନୁହେଁ କି ଦୁଇ ଦିନ ବରଂ ପୂରା ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ୍

  • Monday, 05 July 2021
temple
ଆଶ୍ଚର୍ଯ୍ୟ ! ବଢ଼ୁଛି ମୂର୍ତ୍ତିର ଆକାର, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଭାରତକୁ ଚତ୍ମକାର ଦେଶ ବୋଲି କୁହାଯାଇଥାଏ। ଆମ ଦେଶରେ ଏମିତି କିଛି ମନ୍ଦିର ଅଛି ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଦକ୍ଷିଣ ଭାରତର ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ପ୍ରତିବର୍ଷ ମୂର୍ତ୍ତିର ଆକାର ବଢ଼ିବାରେ ଲାଗିଛି। ଏହି ମନ୍ଦିରଟି ଶିବପାର୍ବତୀଙ୍କ ମନ୍ଦିର। କିନ୍ତୁ ସେହି ମନ୍ଦିରରେ ଥିବା ନନ୍ଦୀଙ୍କ ମୂର୍ତ୍ତିଟି ବଢ଼ିବାରେ ଲାଗିଛି। ଏପରିକି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ନିଜେ ତଦାରଖ କରି ରିପୋର୍ଟ ଦେଇଛନ୍ତି। ତେବେ ଆସନ୍ତୁ […]

  • Monday, 05 July 2021
lawer
ଗରିବଙ୍କ ସାହା, ସଂଗ୍ରାମୀଙ୍କ ସାଥୀ ବାସୁଦେବ; ସଞ୍ଚିତ ଅର୍ଥ ଦାନ କରି ସୃଷ୍ଟି କଲେ ଉଦାହରଣ

ଜଗତସିଂହପୁର: ସେ ଜଣେ ନିଆରା ମଣିଷ। ଅର୍ଥ ରୋଜଗାର କରୁଛନ୍ତି ସତ, ହେଲେ ଅର୍ଥ ପାଇଁ ତାଙ୍କ ମନରେ ଲୋଭ ନାହିଁ କି  ଗର୍ବ  ନାହିଁ। ଉପାର୍ଜିତ ଅର୍ଥ ସେ ଖର୍ଚ୍ଚ କରନ୍ତି ଅନ୍ୟମାନଙ୍କ ପାଇଁ।  କେଉଁଠି ଦୁଃଖୀ ମଣିଷଟିଏ ଦେଖିଲେ ତାଙ୍କର ଆତ୍ମା ଯେମିତି କାନ୍ଦି ଉଠେ, ଅନ୍ୟର ସଂଘର୍ଷ ଦେଖିଲେ ତାଙ୍କ ରକ୍ତ ମଧ୍ୟ ସେମିତି ତାତି ଉଠେ। ସେମିତି ଦେଶଦ୍ରୋହୀଙ୍କୁ ଦେଖିଲେ ତାଙ୍କ ମନ ବିଦ୍ରୋହ କରିଉଠେ। ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ସିପି […]

  • Monday, 05 July 2021
crocodile
କୁମ୍ଭୀର ପେଟରୁ ବାହାରିଲା ୧୪ ବର୍ଷର ବାଳକ!

ମାଲେସିଆ: ମାଲେସିଆରେ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା ଦେଖିବାକୁ ମିଳିଛି। ସେଠାରେ ୧୪ ବର୍ଷର ଏକ ବାଳକ କିଛି ସମୟ ପାଇଁ ନିଖୋଜ ଥିଲା। କୁଚିଂ ଅଞ୍ଚଳରେ ଥିବା ନଦୀ କୂଳରେ ବାଳକଟି ଶାମୂକା ସଂଗ୍ରହ କରିବାକୁ ଯାଇଥିଲା। ଠିକ୍‌ ସେତିକିବେଳେ କୁମ୍ଭୀରଟି ବାଳକଟିକୁ ନଦୀ ଭିତରକୁ ଟାଣି ନେଇଥିଲା। ଏହି ଘଟଣାର କିଛି ସମୟ ପରେ ବାଳକଟିର ମାଉସୀ ତାଙ୍କୁ ଖୋଜି ଖୋଜି ନଦୀ ତଟରେ ପହଞ୍ଚିଥିଲେ। ସେଠାରେ ସେ ଦେଖିବାକୁ ପାଇଥିଲେ ଯେ ନଦୀର […]

  • Monday, 05 July 2021
cat
ବିଲେଇ କରୁଥିଲା ଡ୍ରଗ୍ସ ଚାଲାଣ, ଗିରଫ କଲା ପୋଲିସ୍!

ଶ୍ରୀଲଙ୍କା: ଗୁରୁତର ଅପରାଧ ଯୋଗୁ ଏକ ବିଲେଇକୁ ଗିରଫ କରାଯାଇ ତା’କୁ ଜେଲକୁ ପଠାଯାଇଥିଲା। କିନ୍ତୁ ପରେ ବିଲେଇଟି ଜେଲରୁ ଖସି ଯିବାରେ ସଫଳ ହୋଇଥିଲା। ଘଟଣାଟି ଶ୍ରୀଲଙ୍କାରେ ଘଟିଛି। ରିପୋର୍ଟ ଅନୁଯାୟୀ, ବିଲେଇକୁ ଡ୍ରଗ୍ସ ଓ ସିମ୍‌ କାର୍ଡ ଚୋରା ଚାଲାଣ କାର୍ଯ୍ୟରେ ବ୍ୟବହୃତ କରାଯାଉଥିଲା। ଶ୍ରୀଲଙ୍କା ହାଇ ସିକ୍ୟୁରିଟି ସ୍ଥିତ ଭେଲିକଡା ଜିଲ୍ଲାର ଗୁପ୍ତଚର ଅଧିକାରୀମାନେ ଗତ ଶନିବାର ଦିନ ଏକ ବିଲେଇ ମାଧ୍ୟମରେ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇଥିଲେ। ସ୍ଥାନୀୟ ପୋଲିସ […]

  • Monday, 05 July 2021
ram temple
୩ ମହଲା ବିଶିଷ୍ଟ ହେବ ଭବ୍ୟ ରାମ ମନ୍ଦିର, ଲାଗିବନି ଲୁହା

ଦୀର୍ଘ ଶତାବ୍ଦୀର ପ୍ରତୀକ୍ଷା ପରେ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଛି। ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆସନ୍ତା କାଲି ହେବ ଭୂମି ପୂଜନ। ଏହି ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିଲାଗି ଚଳଚଞ୍ଚଳ ସାରା ଅଯୋଧ୍ୟା। ଅଯୋଧ୍ୟାରେ ଥିବା ମନ୍ଦିରର ଭୂମି ପୂଜନ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଯାଇଛି। ଏଥି ସହିତ ଅତିଥିମାନେ ମଧ୍ୟ ଆଗମନ କଲେଣି। ଏହି ସମୟରେ […]

  • Monday, 05 July 2021
advani
ରାମ ମନ୍ଦିର ନିର୍ମାଣରେ ଏଇ ୧୦ ସିପାହୀଙ୍କୁ ଭୁଲି ହେବନି

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଶେଷ ହୋଇଛି। ୨୦୧୯ରେ ସୁପ୍ରିମକୋର୍ଟ ରାୟ ପରେ ଦୀର୍ଘ ବର୍ଷ ଧରି ଫସି ରହିଥିବା ଏହି ବିବାଦର ସମାଧାନ ହୋଇଥିଲା। ଯାହାଫଳରେ ଆଜି ମନ୍ଦିର ପାଇଁ ନିଅଁ ପଡ଼ିପାରିଛି। ତେବେ ରାମ ମନ୍ଦିର ନିର୍ମାଣ ପାଇଁ କିନ୍ତୁ ଅନେକ ବ୍ୟକ୍ତିଙ୍କର ଅବଦାନ ରହିଛି। ରାମ ଜନ୍ମଭୂମିର ଆନ୍ଦୋଳନରେ ସାମିଲ ହୋଇ ମନ୍ଦିର ନିର୍ମାଣ ଦିଗରେ କାର୍ଯ୍ୟ କରିଥିବା ସେହିଭଳି ଦଶ ଜଣ ବ୍ୟକ୍ତିଙ୍କ ବିଷୟରେ […]

  • Monday, 05 July 2021
rahul
ରାମ ମନ୍ଦିର ନିର୍ମାଣର ଶୁଭାରମ୍ଭକୁ ନେଇ କିଏ କ'ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ସବୁ ପ୍ରତିକ୍ଷାର ଅନ୍ତ ଘଟିଛି। କୋଟି କୋଟି ରାମ ଭକ୍ତଙ୍କ ସ୍ୱପ୍ନ ସାକାର ହେବ। ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ, ସୁଉଚ୍ଚ ଶ୍ରୀରାମଙ୍କ ମନ୍ଦିର। ଆଜି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଘଟିଛି ସେହି ଐତିହାସିକ ଘଟଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଛି ଭୂମି ପୂଜନ ଓ ଶିଳ୍ୟାନାସ। ତେବେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକୁ ନେଇ କିଏ କଣ କହିଛନ୍ତି ଆସନ୍ତୁ ଜାଣିବା। ରାଷ୍ଟ୍ରପତି:- ଅଯୋଧ୍ୟାରେ ଶ୍ରୀରାମ […]

  • Monday, 05 July 2021
ram-temople
ଅଯୋଧ୍ୟା ବିବାଦ: ଆରମ୍ଭରୁ ଏପର୍ଯ୍ୟନ୍ତ କ'ଣ ସବୁ ଘଟି ଯାଇଛି ଜାଣନ୍ତୁ ଘଟଣାକ୍ରମ

ନୂଆଦିଲ୍ଲୀ: ଦୀର୍ଘ ୭ ଦଶନ୍ଧି ଧରି ଲାଗି ରହିଥିବା ଅଯୋଧ୍ୟା ଜମି ବିବାଦ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ପରିଶ୍ରମ ଅନେକ ବଳିଦାନ ଦେଇଛନ୍ତି ରାମ ଭକ୍ତ। ଶେଷରେ ସେମାନଙ୍କ ବଳିଦାନ ସଫଳ ହୋଇଛି। ଖୁବ୍‌ଶୀଘ୍ର ଦେଶରେ ନିର୍ମାଣ ଆକାଶ ଛୁଆଁ ଭବ୍ୟ ଶ୍ରୀରାମଙ୍କ ମନ୍ଦିର। ତେବେ ଏହି ମନ୍ଦିର ନିର୍ମାଣ […]

  • Monday, 05 July 2021
irl
ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପୂର୍ବରୁ ଜଳିଗଲା ଘର

ନୂଆଦିଲ୍ଲୀ: ଜଣେ ପ୍ରେମିକ ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଅନେକ ପ୍ରକାରର ପନ୍ଥା ଆପଣାଇଥାଏ। କିନ୍ତୁ ଆମେ ଆପଣଙ୍କୁ ଏମିତି ଜଣେ ପ୍ରେମିକ ବିଷୟରେ କହିବାକୁ ଯାଉଛି, ଯାହାକୁ ପଢ଼ି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଯାହା ବିପଜ୍ଜନକ ପ୍ରମାଣିତ ହୋଇଛି। ବ୍ୟକ୍ତି ଜଣଙ୍କ ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଘରକୁ ମହମବତୀରେ ସଜାଇ ଥିଲେ। କିନ୍ତୁ ପ୍ରେମିକାଟି ହଁ କହିବା ପୂର୍ବରୁ ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ […]

  • Monday, 05 July 2021
odias
ଟପ୍‌ ପୋଷ୍ଟରେ ୫ ଓଡ଼ିଆ

ଭୁବନେଶ୍ୱର: ଓଡ଼ିଶାରେ ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ ଦେଶର ନୂଆ CAG(Comptroller and Auditor General) ଭାବେ ନିଯୁକ୍ତ ହୋଇଛନ୍ତି। ଯାହାକି ଓଡ଼ିଶା ପାଇଁ ଏକ ଗର୍ବର କଥା। କେବଳ ଗିରୀଶ ଚନ୍ଦ୍ର ନୁହଁନ୍ତି, ତାଙ୍କ ଭଳି ଅନେକ ଓଡ଼ିଆ ଦେଶର ବିଭିନ୍ନ ଉଚ୍ଚ ପଦବୀରେ ଅଛନ୍ତି। ମୋଦି ସରକାର କ୍ଷମତାକୁ ଆସିବା ପରେ ଅନେକ ଓଡ଼ିଆ ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ସ୍ଥାନ ପାଇଛନ୍ତି। ଓଡ଼ିଆ ପୁଅ ପି.କେ ମିଶ୍ର ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର […]

  • Monday, 05 July 2021
bhikari
ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଯଦି ମା’ ଲକ୍ଷ୍ମୀ କାହା ଉପରେ ପ୍ରସନ୍ନ ହେଇଯାଆନ୍ତି ତାହେଲେ ଜଣେ ଭିକାରୀରୁ ରାଜା ହୋଇଯାଆନ୍ତି। ଆଉ ଯେଉଁଠି ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ସେଠାରେ ବଡ଼ ବଡ଼ ଧନୀବ୍ୟକ୍ତି ମଧ୍ୟ ଭିକାରୀ ହୋଇଯାଆନ୍ତି। ଜାଣତରେ ହେଉ ବା ଅଜଣାତରେ ହେଉ ଆମେ ଏମିତି କିଛି ଭୁଲ କରି ବସୁ, ଯାହାଦ୍ୱାରା ମା’ ଲକ୍ଷ୍ମୀ ଆମଠାରୁ ଦୂରେଇ ଯାଆନ୍ତି। ଆଜି ଆମେ ଆପଣଙ୍କୁ ଏପରି ୬ ଟି ଲକ୍ଷଣ ବିଷୟରେ କହିବୁ, ଯେଉଁ କାରଣରୁ ମା’ ଲକ୍ଷ୍ମୀ […]

  • Monday, 05 July 2021
marraie2
ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଚତରା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଇଟଖୋରୀରେ ରହୁଥିବା ପ୍ରିୟଙ୍କା କୁମାରୀଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। Shaadi.com ମାଧ୍ୟମରେ ଯୁବତୀ ଜଣଙ୍କ ଜଣେ ନୁହଁ ତିନି ତିନି ଜଣଙ୍କୁ ବାହା ହୋଇ ବିଦେଶକୁ ପଳାଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ଏତେ ଚାଲାକ୍‌ ଥିଲେ ଯେ ସେ ବିଭିନ୍ନ ରାଜ୍ୟରୁ ଯୁବକମାନଙ୍କୁ ନିଜ ପ୍ରେମ ଜାଲରେ ଫସେଇ ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଛି। ଖବର ଅନୁଯାୟୀ, ପ୍ରିୟଙ୍କା ପ୍ରଥମେ […]

  • Monday, 05 July 2021
goat
ଭାଇରାଲ୍ ହେଲା ଛେଳିଙ୍କ ଡିସ୍‌କୋ ଡାନ୍ସ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଅନେକ ସମୟରେ ପଶୁ ପକ୍ଷୀମାନଙ୍କର ଭଳିକି ଭଳି ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ। ଭିଡିଓରେ ପଶୁପକ୍ଷୀମାନଙ୍କର ଅଜବ ଅଜବ କାର୍‌ନାମା ଦେଖିଲେ ଯେତିକି ଖୁସୀ ଲାଗେ ସେତିକି ଆଶ୍ଚର୍ଯ୍ୟ ବି ଲାଗେ। ଦେଖୁ ଦେଖୁ ଭିଡିଓଗୁଡ଼ିକ ଭାଇରଲ୍ ବି ହୋଇଯାଏ। ଠିକ୍ ଏମିତି ଏକ ଭିଡିଓ ହେବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି। ଏହି ଭିଡିଓଟି ହେଲା, ଛେଳିମାନଙ୍କର ଡିସ୍‌କୋ ଡାନ୍ସ ଭିଡିଓ। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। […]

  • Monday, 05 July 2021
parrot
ଶୁଆର ପଇଡ଼ ପାଣି ପିଆ ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦ ଅନେକ ସମୟରେ ପଶୁ ପକ୍ଷୀମାନଙ୍କ ଅଜବ ଅଜବ କାର୍‌ନାମାକୁ ସୋସିଆଲ୍‌ ମିଡିଆ ଶେୟାର କରନ୍ତି। ଯାହା ଖୁବ୍‌ ଭାଇରାଲ୍ ମଧ୍ୟ ହୋଇଥାଏ। ଜଙ୍ଗଲରେ ପଶୁପକ୍ଷୀମାନଙ୍କର ଅଜବ କାର୍‌ନାମା ଦେଖିଲେ ଯେତିକି ଖୁସୀ ଲାଗେ ସେତିକି ଆଶ୍ଚର୍ଯ୍ୟ ବି ଲାଗେ। ଏବେ ସୁଶାନ୍ତ ଟ୍ୱିଟର୍‌ରେ ଆଉ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି, ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି। ଏହି ଭିଡିଓରେ ଏକ ଶୁଆକୁ ଶୋଷ ଲାଗିବାରୁ ସେ ନଡ଼ିଆ […]

  • Monday, 05 July 2021
coronaaaa
ଶବକୁ ପୋତିବା ପୂର୍ବରୁ ଥକି ପଡ଼ି ତଳେ ଶୋଇପଡ଼ିଲେ କୋଭିଡ ଯୋଦ୍ଧା

ନୂଆଦିଲ୍ଲୀ: ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଏବେ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ବ୍ୟକ୍ତି ଜଣଙ୍କ ପିପିଇ କିଟ୍ ପିନ୍ଧି ଭୂମିରେ ଶୋଇଥିବାର ଦେଖା ଯାଉଛନ୍ତି। ଖବର ଅନୁଯାୟୀ, ସ୍ୱାସ୍ଥ୍ୟକର୍ମୀ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ଏକ ମହିଳାଙ୍କୁ ପୋତିବା ପାଇଁ ନେଇଥିଲେ। କିନ୍ତୁ ମହିଳାଙ୍କୁ ପୋତିବା ପୂର୍ବରୁ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ନିଜର ଥକାକୁ ମେଣ୍ଟାଇବା ପାଇଁ ଭୂମିରେ ଶୋଇଛନ୍ତି। ଏହି ଫଟୋକୁ ଅଦନନ୍ ଅବିଦି ନାମକ ଜଣେ […]

  • Monday, 05 July 2021
snake
୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଡେରାଡୁନ୍‌: ଉତ୍ତରାଖଣ୍ଡର ନୈନିତାଲରେ ଏକ ଘରୁ ଏକ ବିରଳ ପ୍ରଜାତିର ସାପକୁ ଉଦ୍ଧାର କରାଯାଇଛି। ଏହି ସାପକୁ କୋରାଲ କୁକ୍ରି ବୋଲି କୁହାଯାଇଥାଏ। ସବୁଠାରୁ ଖାସ୍‌ କଥା ହେଉଛି ଏହି ସାପର ରଙ୍ଗ ସଂପୂର୍ଣ୍ଣ ଭାବେ ଲାଲ୍। ଏହି ସାପଟି ନୈନିତାଲର ଏକ ଘରେ ଲୁଚି ରହିଥିଲା। ଯାହାକୁ ବନ ବିଭାଗ ଟିମ୍‌ ଉଦ୍ଧାର କରିଛି। ବନ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବିରଳ ପ୍ରଜାତର ସାପକୁ ପ୍ରଥମେ ୧୯୩୬ ମସିହାରେ ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଅଞ୍ଚଳରେ […]

  • Monday, 05 July 2021