• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Beauty parlour
ବ୍ୟୁଟିପାର୍ଲର ଓ ସ୍ପା ଖୋଲିବାକୁ ଅନୁମତି ଦାବିରେ ବିକ୍ଷୋଭ

ଭୁବନେଶ୍ୱର: ବ୍ୟୁଟିପାର୍ଲର ଓ ସ୍ପା ଖୋଲିବାକୁ ଅନୁମତି ଦାବିରେ ବିକ୍ଷୋଭ । ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ନିକଟରେ ବ୍ୟୁଟିପାର୍ଲର ସଂଘ ପକ୍ଷରୁ ପ୍ଲାକାର୍ଡ ଧରି ବିରୋଧ କରାଯାଇଛି । ସରକାରଙ୍କ ନିକଟରେ ସଂଘ ପକ୍ଷରୁ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି…

diwali 7
ଋଣରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି ? ଦୀପାବଳିରେ ଏହି ସ୍ଥାନରେ ଜଳାନ୍ତୁ ଦୀପ

ଚଳିତ ବର୍ଷ ନଭେମ୍ବର ୧୪ରେ ଆଲୋକର ପର୍ବ ଦୀପାବଳି ପାଳନ କରାଯିବ। ଏହି ପର୍ବକୁ ଦୀପୋତ୍ସବ ମଧ୍ୟ କୁହାଯାଇଥାଏ। ଏହି ଦିନରେ ଘରେ ଦୀପ ଜଳାଯାଇ ଲୋକମାନେ ଏହି ପର୍ବକୁ ପାଳନ କରିଥାନ୍ତି। ହେଲେ ଏମିତି କିଛି ସ୍ଥାନ ଅଛି ଯେଉଁଠି…

  • Thursday, 01 July 2021
puri
ମହାପ୍ରଭୁଙ୍କ ସେବା କରିବା, ଭାଗ୍ୟରେ ଥିଲେ ମିଳେ; ଜାଣନ୍ତୁ ସେବାୟତଙ୍କ କାହାଣୀ..

ପୁରୀ: ଏହା ସତ୍ୟ ଯେ, ମହାପ୍ରଭୁ ଜଗନ୍ନାଥ ଶୃଙ୍ଗାର ପ୍ରିୟ । ବର୍ଷ ତମାମ ଶ୍ରୀମନ୍ଦିରରେ ନାନାଦି ଯାନିଯାତ୍ରା ସାଙ୍ଗକୁ ଚାଲିଥାଏ ଅନେକ ନୀତିକାନ୍ତି ଓ ବେଶଭୂଷା । ତେବେ ଠାକୁରଙ୍କ ସେବାରେ ଯେଉଁମାନେ ନିୟୋଜିତ ସେମାନେ ନିଜକୁ କିଭଳି ପ୍ରସ୍ତୁତ…

Mandi
ମଣ୍ଡିରୁ ଧାନ ଉଠା ସରିନି, ଡେଡ୍‌ଲାଇନ ଶେଷ, ୨୯ ହଜାର ଚାଷୀ ମୁଣ୍ଡରେ ଦେଲେଣି ହାତ..

ଭୁବନେଶ୍ୱର: ମଣ୍ଡିରୁ ଧାନ ଉଠା ସରିନି, ଡେଡ୍‌ଲାଇନ ଶେଷ । ରାଜ୍ୟରେ ଆଜି ରବି ଧାନ ସଂଗ୍ରହର ଶେଷ ଦିନ ବୋଲି ସରକାର ଘୋଷଣା କରିଥିବା ବେଳେ ଏପଟେ ମିଲରଙ୍କ ଆସିବା ବାଟକୁ ଅପେକ୍ଷା କରିଛନ୍ତି ରାଜ୍ୟର ହଜାର ହଜାର ଚାଷୀ…

Covid-impact
ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ କଟକଣା, କିଏ ଖୁସି ତ ଆଉ କିଏ ନିରାଶ !

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ କଟକଣା ଘୋଷଣା ପରେ କିଏ ଖୁସି ତ ଆଉ କିଏ ନିରାଶ । ଆଜିର ଘୋଷଣା କେତେକଙ୍କ ପାଇଁ ଆଶା ସଂଚାରିଛି, ତ ଆଉ କାହା ପାଇଁ ଆଣିଛି ଘୋର ନିରାଶା ।…

vlcsnap-2021-06-27-10h47m45s639
ମନରେଗା ଯୋଜନାରେ ମହାଦୁର୍ନୀତି, ପୋଖରୀ ନାହିଁ କି ଟଙ୍କା ନାହିଁ..

ନବରଙ୍ଗପୁର: ମନରେଗା ଯୋଜନାରେ ମହାଦୁର୍ନୀତି । ପୋଖରୀ ଖୋଳା ନାଁରେ ବଡ଼ ଚଞ୍ଚକତା । ହଡ଼ପ ହୋଇଛି ଲକ୍ଷାଧିକ ଟଙ୍କା । ଏଭଳି ସାଂଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାର ବନ ଅଧିକାରୀଙ୍କ ବିରୋଧରେ । ଡାବୁଗାଁ ବନାଞ୍ଚଳ ଅଧୀନ ବଡ଼ପାଞ୍ଜିରିଗୁଡ଼ା…

vlcsnap-error058
ଆତଙ୍କରେ ଆତଙ୍କର ସୌଦାଗର, ଲାଲ୍‌ସେନାର ଜୀବନ ନେଉଛି କରୋନା

ମାଲକାନଗିରି: ଆତଙ୍କରେ ଆତଙ୍କର ସୌଦାଗର । ମହାମାରୀ ପଞ୍ଝାରେ ମାଓବାଦୀ । ଲାଲ୍‌ଗଡ଼ରେ ଲାଲ୍‌ସେନାର ଜୀବନ ନେଉଛି କରୋନା । ପୂର୍ବରୁୁ ଉଭୟ ଛତିଶଗଡ଼ ଓ ତେଲେଙ୍ଗାନା ପୋଲିସ କହୁଥିଲେ ହେଲେ ଏବେ ଆଉ ଲୁଚେଇ ନପାରି ଖୋଦ୍ ମାଓବାଦୀ ବି…

vlcsnap-error961
କରୋନା ଉଜାଡ଼ି ଦେଲା ସଂସାର, ଅନାଥ ହୋଇଗଲେ କୁନି କୁନି ପିଲା...

ଭଦ୍ରକ: ସୁନା ସଂସାର, ଆଉ ହସଖେଳ ଭରା ପରିବାକୁ ଚୁରମାର କରିଦେଇଛି ମହାମାରୀ କରୋନା । ଦଇବ ଏଭଳି କ୍ରୁର ହସ ହସିଛି ଯେ ଭଲମନ୍ଦ ବୁଝିବା ଆଗରୁ ଅସରନ୍ତି ଦୁଃଖ ଆଉ ଦୁର୍ଦ୍ଦଶାକୁ ଠେଲି ହୋଇଯାଇଛି । ଅନେକ ଶିଶୁଙ୍କ…

vlcsnap-error464
ଅନିଶ୍ଚିତତା ଭିତରକୁ ଠେଲି ହେଉଛି ପଞ୍ଚାୟତ ନିର୍ବାଚନ, ସରକାର ଦେଉଛନ୍ତି କି ପଛଘୁଞ୍ଚା..?

ଭୁବନେଶ୍ୱର: ପୌର ନିର୍ବାଚନ ଭଳି ସମାନ ଦଶା ଭୋଗିବନି ତ ପଂଚାୟତ ନିର୍ବାଚନ ? ରାଜ୍ୟ ନିର୍ବାଚନ କମିଶନଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ସରକାର ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସାରୁନଥିବାରୁ ସୃଷ୍ଟି ହୋଇଛି ଏଭଳି ପ୍ରଶ୍ନ ।…

vlcsnap-error360
୭ ବର୍ଷର କ୍ରୀଷ୍ଣା ମୁଣ୍ଡରୁ ଉଠିଗଲା ବାପା-ମାଙ୍କ ହାତ, ଏବେ ଦେଢ଼ ମାସର ଭାଇକୁ ଧରି କାଟୁଛି ଦିନ

ବାଲେଶ୍ୱର: କରୋନା ଅକାଳରେ ଖାଲି ମୁଣ୍ଡ ନେଉନି ତ, ଉଜାଡ଼ି ଦେଉଛି ଗୋଟିଏ ଗୋଟିଏ ପରିବାର । କିଏ ସ୍ୱାମୀକୁ ହରାଉଛି, ତ କିଏ ସ୍ତ୍ରୀକୁ । କେଉଁଠି ଅବୋଧ ଶିଶୁ ବାପା ମାଆ ଛେଉଣ୍ଡ ହୋଇଯାଉଛି, ଆଉ କେଉଁଠି ନିଜ…

vlcsnap-error847
୮ ବର୍ଷ ତଳେ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ, ଏଯାଏଁ ସରିନି ପୋଲ କାମ ! ୧୨ଟି ପଞ୍ଚାୟତବାସୀ ହନ୍ତସନ୍ତ

ଭଦ୍ରକ: କାର୍ଯ୍ୟକ୍ଷମ ହୋଇପାରୁନି ଭଦ୍ରକ ଜିଲ୍ଲାର ମନ୍ତେଇ ବ୍ରିଜ୍ । ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସକୁ ୮ ବର୍ଷ ବିତିଥିଲେ ବି ଅଧପନ୍ତରିଆ ପଡିଛି କାମ । ଜିଲ୍ଲାର ତିହିଡି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରିବା ପାଇଁ ବହୁ ଦାବି ପରେ ମନ୍ତେଇ…