• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

china-1
ଜୈବିକ ଯୁଦ୍ଧରୁ ବର୍ତ୍ତିବା ପାଇଁ ଚୀନ ନିର୍ମାଣ କରୁଛି ଗୁପ୍ତ ସହର !

ନୂଆଦିଲ୍ଲୀ: କରୋନାକୁ ନେଇ ଚୀନ ପ୍ରତି ସମସ୍ତଙ୍କ କ୍ଷୋଭ ଓ ବିରୋଧାଭାସ ବଢି ଯାଇଛି। ଏପରି ପରିସ୍ଥିତିରେ ଚୀନ ଏକ ନୂଆ ପ୍ରକାର ସହର ବସାଇବାକୁ ଯାଉଛି। ଇଣ୍ଟରନାଶନାଲ ମିଡିଆ ସୂତ୍ରରୁ ଜଣାଯାଇଛି, ସହରର ଡିଜାଇନ ଏପରି ଭାବେ କରାଯାଉଛି, ଯେପରି ଯେ କୌଣସି ପ୍ରକାର ରୋଗରୁ ସୁରକ୍ଷିତ ରହି ପାରିବ। ଡେଲି ମେଲ ରିପୋର୍ଟ ଅନୁସାରେ ଏହି ସହର ବେଜିଂର ଜିଓଙ୍ଗ ନ୍ୟୁ ଏରିଆରେ ଅବସ୍ଥିତ। ଅବଶ୍ୟ ଏପରି ଗୁପ୍ତ ସହର ନିର୍ମାଣ କରିବାର ପ୍ରୟାସ […]

  • Saturday, 03 July 2021
gandhi
ଏହି ୧୦ଟି ବିଚାରଧାରା, ଯାହା ଗାନ୍ଧୀଙ୍କୁ କରିଥିଲା ସ୍ୱତନ୍ତ୍ର

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି ହେଉଛି ୧୫୧ ତମ ଜୟନ୍ତି। ସତ୍ୟ, ଅହିଂସାର ପୂଜାରୀ ତଥା ଭାରତକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ନେଇଥିବା ବାପୁ, ଅକ୍ଟୋବର ୨ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ। ସ୍ୱାଧାନତୀ ସଂଗ୍ରାମର ଏହି ମୁଖ୍ୟ ପୁରୋଧାଙ୍କୁ ଆଜି ସାରା ଦେଶ ମନେପକାଉଥିବା ବେଳେ ଆସନ୍ତୁ ଜାଣିବା ଗାନ୍ଧୀଙ୍କର ସେହି ୧୦ଟି ଆଦର୍ଶ। ଯାହା ସମ୍ପୂର୍ଣ୍ଣ ନିଆରା ଆଉ ଗୁରୁତ୍ୱପୂର୍ଣ୍ଣ। ୧) ସତ୍ୟ ହେଉଛି ଜୀବନ ଏବଂ ଇଶ୍ୱର। […]

  • Saturday, 03 July 2021
thubnail
ଏହି ବୃଦ୍ଧାଙ୍କୁ ଯାହା ଜଣା, ବିଶ୍ୱରେ ତାହା କେହି ଜାଣି ନାହାନ୍ତି

ଯଦି ତାଙ୍କର ମୃତ୍ୟୁ ହୁଏ, ତେବେ ସବୁକିଛି ହୋଇଯିବ ଅତୀତ

  • Saturday, 03 July 2021
social-distance
ସାମାଜିକ ଦୂରତା ରଖି ପାଳନ ହେଲା ହଳଦି ଲଗା ଉତ୍ସବ, ଭିଡ଼ିଓ ଭାଇରାଲ୍‌

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସରିଯାଇଛି। ଏବେ ଅନଲକ୍‌-୫ ଆରମ୍ଭ ହୋଇଯାଇଛି। ଦେଶରେ କରୋନା କଟକଣାକୁ ଟିକେ କୋହଳ କରି ବ୍ୟବସାୟ ଏବଂ ଅନ୍ୟାନ୍ୟ ବୃତ୍ତିଗତ କାମ ମଧ୍ୟ ଆରମ୍ଭ ହୋଇଯାଇଛି। ତଥାପି ଲୋକଙ୍କ ମନରୁ କରୋନା ପ୍ରତି ଥିବା ଭୟ ଦୂର ହୋଇପାରିନି। ଯାହାର ଉଦାହରଣ ଏକ ଭାଇରାଲ୍‌ ଭିଡ଼ିଓରୁ ଦେଖିବାକୁ ମିଳିଛି। ନିକଟରେ ସୋଶାଲ୍‌ ମିଡିଆରେ ଏକ ଭିଡ଼ଓ ଭାଇରାଲ୍‌ ହୋଇଛି। ଯେଉଁଥିରେ ଜଣେ ଯୁବତୀଙ୍କୁ ଦୂରରେ ଥାଇ ପେଣ୍ଟ ରୋଲର୍ ବ୍ରଶ୍ ସାହାଯ୍ୟରେ ପରିବାର ଲୋକେ […]

  • Saturday, 03 July 2021
malisha
ବସ୍ତିରେ ରହୁଥିବା ଏହି ଝିଅକୁ ମଡେଲ୍‌ କରିବାର ପ୍ରତିଶ୍ରୁତି ଦେଇଛନ୍ତି ହଲିଉଡ୍‌ ଅଭିନେତା ରୋବର୍ଟ

ନୂଆଦିଲ୍ଲୀ: ମୁମ୍ବାଇ ବାନ୍ଦ୍ରାର ବସ୍ତି ଅଞ୍ଚଳରେ ବାସ କରନ୍ତି ମଲିଶା ଖରୱା। ବୟସ ୧୨। ପାଲରେ ପ୍ରସ୍ତୁତ ଘରେ ପୁରା ପରିବାର ସହ ରହୁନ୍ତି ସେ। ଏହି ଧୂଳି ମାଟିର ଘର ଭିତରୁ କିନ୍ତୁ ମଲିଶା ଗୋଟେ ସୁନ୍ଦର ସ୍ୱପ୍ନ ସଜେଇଛନ୍ତି। ଜଣେ ସଫଳ ସୁପର ମଡେଲ୍‌ ହେବାର ସ୍ୱପ୍ନ ଦେଖିଛନ୍ତି ମଲିଶା। ଆଉ ଏଥିପାଇଁ ତାଙ୍କୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି ହଲିଉଡ୍‌ ଅଭିନେତା ରୋବର୍ଟ ହୋଫ୍‌ମ୍ୟାନ୍‌। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି। […]

  • Saturday, 03 July 2021
jhia
ଦିବ୍ୟାଙ୍ଗ ଝିଅର ଦମ୍‌ଦାର ନାଚ, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବାଲିଗୁଡ଼ା (ଅଜିତ୍ ନାୟକ): କଥାରେ ଅଛି ଇଛାଶକ୍ତି ଆଗରେ ହାର୍‌ ମାନେ ଅସମ୍ଭବ। ମନରେ ଥିବା ଦୃଢ ବିଶ୍ୱାସ ଆଉ ନିରନ୍ତର ଚେଷ୍ଟା ମଣିଷକୁ ଯେକୌଣସି କଠିନ କାମରେ ସଫଳତା ପ୍ରଦାନ କରେ। ଯାହାର ଏକ ସଦ୍ୟ ଉଦାହରଣ ହେଉଛନ୍ତି କନ୍ଧମାଳର ସୁନେଲି। ଏହି କୁନି ଝିଅ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ତଥାପି ସେ ବେଶ୍‌ ଚମତ୍କାର ନୃତ୍ୟ କରିପାରନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା କଲୋନୀ ସାହିରେ ରୁହନ୍ତି ସୁନେଲି।  ବୟସ ମାତ୍ର ୧୧ ବର୍ଷ। […]

  • Saturday, 03 July 2021
mani-op
ପଦ୍ମ ନାଡ଼ରୁ ମାସ୍କ ତିଆରି କରୁଛନ୍ତି ଯୁବତୀ, ମୋଦି କଲେ ପ୍ରଶଂସା

ନୂଆଦିଲ୍ଲୀ: ମଣିପୁରର ବିସ୍‌ନୁପୁର ଜିଲ୍ଲାର ଜଣେ ୨୭ବର୍ଷୀୟ ମହିଳା ପଦ୍ମ ନାଡରୁ ସୂତା ଏବଂ କପଡା ତିଆରି କରିଛନ୍ତି। ବର୍ତ୍ତମାନ ସେ ସେହି କପଡାରୁ ମାସ୍କ ତିଆରି କରିବାର ଏକ ନିଆରା ପ୍ରୟାସ କରୁଛନ୍ତି। ମହିଳା ଜଣଙ୍କ ନାଁ ଟୋଙ୍ଗବ୍ରାମ ବିଜୟଶାନ୍ତି। ସେ ପ୍ରସିଦ୍ଧ ଲୋକଟକ ହ୍ରଦ ନିକଟରେ ଥିବା ଥାଙ୍ଗା ଟୋଙ୍ଗବ୍ରାମ ଅଞ୍ଚଳର ରହୁଛନ୍ତି। କରୋନା ମହାମାରୀ ସମୟରେ ଯେତେବଳେ ଲୋକମାନେ ଆର୍ଥିକ ଅନଟନରେ ଗତି କରୁଥିଲେ ଏବଂ ବୃତ୍ତି ହରାଉଥିଲେ, ସେ ସମୟରେ ବିଜୟଶାନ୍ତି […]

  • Saturday, 03 July 2021
12121
ନବଜାତ ଶିଶୁର ତିନି ଗୋଡ଼, ଠାକୁର ଭାବି ମୁଣ୍ଡିଆ ମାରିଲେ ଲୋକେ

ଗାଜିପୁର: ଉତ୍ତର ପ୍ରଦେଶ ଗାଜିପୁର ଜିଲ୍ଲାର ଏକ ଆଶ୍ଚର୍ଯ୍ୟଜନକ ଘଟଣା। ତିନି ଗୋଡ ଥିବା ଏକ ଅଦ୍ଭୁତ ଶିଶୁକନ୍ୟା ଜନ୍ମ ନେଇଛି। ଝିଅଟିକୁ ଦେଖି ପରିବାର ତଥା ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିଛି ଲୋକ ତ ଶିଶୁଟିକୁ ଭଗବାନ ବୋଲି ବିଶ୍ୱାସ କରି ଦୂରରୁ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଛି। ଘଟଣା ଆଖପାଖ ଅଞ୍ଚଳରେ ବ୍ୟାପିଯିବା ପରେ ଶିଶୁକନ୍ୟାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି। ଘଟଣା ଘଟିଛି, ‍ବିରନୋ ଥାନା କ୍ଷେତ୍ର ସ୍ଥିତ ତିୟରା ଗାଁରେ। ଏହି […]

  • Saturday, 03 July 2021
suneli
ସୁନେଲି ସ୍ୱପ୍ନରେ ଲାଗିଲା ରଙ୍ଗ

ବାଲିଗୁଡ଼ା (ଅଜିତ୍ ନାୟକ): ପୂରଣ ହେଲା ଦିବ୍ୟାଙ୍ଗ ଝିଅ ସୁନେଲିର ଆଶା। ନିକଟରେ କନ୍ଧମାଳର ଦିବ୍ୟାଙ୍ଗ ଝିଅ ସୁନେଲିଙ୍କର ନାଚ ଭିଡ଼ିଓ ଓଟିଭିରେ ପ୍ରସାରଣ ହୋଇଥିଲା। ଏହି ଭିଡ଼ିଓରୁ ଅର୍ଥ ଅଭାବ ପାଇଁ ସୁନେଲି ସ୍କୁଲ୍‌ ଯାଇପାରୁନଥିବା ଜଣା ପଡିଥିଲା। ଭିଡିଓ ଦେଖିବା ପରେ ପ୍ରଶାସନ ସହାୟତାର ହାତ ବଢାଇଛି। ଗାଁ ସ୍କୁଲରେ ତାର ନାଁ ଲେଖାଯିବା ସହ ନିୟମିତ ସେ ସ୍କୁଲ୍‌ ଯିବାର ନିଷ୍ପତ୍ତି ହୋଇଛି।  ଏଥିପାଇଁ ସୁନେଲିଙ୍କ ପାଇଁ ଗୋଟିଏ ଟ୍ରାଇସାଇକେଲ, ସ୍କୁଲ ପୋଷାକ […]

  • Saturday, 03 July 2021
pradeep-maharthy
ସବୁରି ମୁହଁରେ ଗୋଟିଏ କଥା-‘କିଏ ବୁଝିବ ହୃଦୟର ଦୁଃଖ’

ଭୁବନେଶ୍ୱର: ସାତ ସାତ ଥରର ବିଧାୟକ, ପଞ୍ଚାୟତିରାଜ ଓ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ।  ଓଡ଼ିଶା ରାଜନୀତିରେ ଦୀର୍ଘ ୪ ଦଶନ୍ଧିର ଯାତ୍ରା । ହେଲେ ଏହି ଯାତ୍ରାରେ ଏବେ ପଡ଼ି ଯାଇଛି ଯବନିକା । ରାଜନୀତିର ମହାରଥୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ସହ ସରି ଯାଇଛି ଏହି ଯାତ୍ରା।  ପ୍ରଦୀପ ମହାରଥୀ କେବଳ ଯେ ରାଜନୀତିର ମହାରଥୀ ଥିଲେ ତା ନୁହେଁ,  ଯାତ୍ରା ଜଗତର ମହାରଥୀ ବି ଥିଲେ ।  ସେ ପ୍ରତିଷ୍ଠା କରିଥିଲେ […]

  • Saturday, 03 July 2021
smasan
କରୋନା ସମୟରେ ମହତକାମ, ୪୦୦ରୁ ଅଧିକ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ କାହାଣୀ ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ରେ କିଏ ହଜାରରୁ ଉର୍ଦ୍ଧ୍ୱ କିଲୋମିଟର ଚାଲିଛି ତ କିଏ ଘର ପାଖରେ ପହଞ୍ଚି ପ୍ରାଣ ହରାଇଛି। ଅନେକ ଛୋଟ ଶିଳ୍ପ ବନ୍ଦ ହୋଇଯାଇଛି। ଆଶାଠୁ ଅଧିକ ଲୋକ ବୃତ୍ତି ହରେଇଛନ୍ତି। ଏହି ପ୍ରତିକୂଳ ପରିସ୍ଥିତିରେ ଯେତେବେଳେ ସରକାର ପରସ୍ପରଠୁ ଦୂରେଇ ରହି ସାମାଜିକ ଦୂରତା ରଖିବାକୁ କହୁଛନ୍ତି। ସେତେବେଳେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ, ନିଜ ବିଷୟରେ ଚିନ୍ତା ନକରି କରୋନା ମୃତକଙ୍କ […]

  • Saturday, 03 July 2021
school
କାନ୍ଥରେ ହୋଇଛି କଳାପଟା, ୨୦୦ ପିଲାଙ୍କୁ ମାଇକ୍‌ ସାହାଯ୍ୟରେ ପାଠ ପଢାଉଛନ୍ତି ଶିକ୍ଷକ

ନୂଆଦିଲ୍ଲୀ: ସାମାଜିକ ଦୂରତା ରଖି ଚାଲିଛି ପାଠପଢା। ଗୋଟେ କି ଦୁଇଟି ନୁହେଁ ଝାଡଖଣ୍ଡ ସ୍କୁଲ୍‌ରେ ୨୦୦ରୁ ଅଧିକ ପିଲାଙ୍କୁ ନିଆରା ଢଙ୍ଗରେ ପାଠ ପଢାହେଉଛି। କାନ୍ଥରେ କଳାପଟା ହୋଇଛି, ପିଲାମାନେ ପରସ୍ପରଠୁ ଦୂରତା ରଖି ବସୁଛନ୍ତି। ଦୂରରେ ଥାଇ ଶିକ୍ଷକ ମାଇକ୍‌ ମାଧ୍ୟମରେ କଥାବାର୍ତ୍ତା କରୁଛନ୍ତି। କରୋନା ମହାମାରୀ ସମୟରେ ଏମିତି ନିଆରା ଶୈଳୀରେ ପାଠ ପଠାଉଥିବାରୁ ଏହି ସ୍କୁଲ୍‌ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା କରିଛନ୍ତି ଉଦ୍ୟୋଗପତି ହର୍ଷ ଗୋଏଙ୍କା। ଟୁଇଟ୍‌ କରି ହର୍ଷ ଲେଖିଛନ୍ତି, […]

  • Saturday, 03 July 2021
03
ବିଶ୍ୱର ସବୁଠାର ଲମ୍ବା ଗୋଡ଼ ଥିବା ଯୁବତୀ; ଉଚ୍ଚତା କେତେ ଜାଣନ୍ତି ?

ନୂଆଦିଲ୍ଲୀ:ପୃଥିବୀର ସବୁଠାରୁ ଲମ୍ବା ଗୋଡ ଥିବା ଯୁବତୀଙ୍କୁ ଜାଣନ୍ତି ? ସେ ହେଉଛନ୍ତି ମାକି କୁରିନ (Maci Currin) । ୧୭ ବର୍ଷର ଏହି ନାବାଳିକା ଜଣକ ନିଜ ଲମ୍ବା ଗୋଡ଼ ପାଇଁ ଗିନିଜ ବୁକ୍‌ରେ ନିଜ ନାଁ ସାମିଲ କରାଇ ପାରିଛନ୍ତି। ମାକି ଆମରିକାର ଟେକ୍ସାସ ଅଞ୍ଚଳରେ ରୁହନ୍ତି। ତାଙ୍କର ଉଚ୍ଚତା ୬ ଫୁଟ ୧୦ ଇଞ୍ଚ। ମାକିଙ୍କ ଡାହାଣ ଗୋଡ ୫୩.୨୫୫ ଇଞ୍ଚ ହୋଇଥିବାବେଳେ ବାମ ଗୋଡର ଲମ୍ବ ୫୨.୮୭୫ ଅଟେ। ଋଷର ଏକାତେରିନା […]

  • Saturday, 03 July 2021
old-man
ପତ୍ନୀଙ୍କ ସହ ୮୦ବର୍ଷର ବୃଦ୍ଧ ଖୋଲିଲେ ଢାବା, କାନ୍ଦି କାନ୍ଦି ଶୁଣାଇଲେ ଦୁଃଖଦ କାହାଣୀ

ନୂଆଦିଲ୍ଲୀ: କରେନା ଅନେକ କଠିନ ପରିସ୍ଥିତି ସହ ପରିଚିତ କରାଇଛି। ଏହି ଭାଇରସ୍‌ ଲୋକଙ୍କ ଜୀବନ ସହ ଜୀବିକା ମଧ୍ୟ ଛଡେଇ ନେଇଛି। ୮-୧୦ମାସ ପୂର୍ବର ପରିସ୍ଥିତି ସହ ଯଦି ଆଜିର ତୁଳନା କରିବେ ତେବେ ଆପଣ ପରିବର୍ତ୍ତନ ପାଇବେ। ପ୍ରଗତିଶୀଳ ଦେଶ ଭାରତର ଅବନତିର ଚିତ୍ର ମଧ୍ୟ ମିଳିଯିବ। ତେବେ ଏହି ପ୍ରତିକୂଳ ପରିସ୍ଥିତିରେ ଏମିତି କିଛି ଲୋକ ସାମ୍ନାକୁ ଆସିଛନ୍ତି ଯେଉଁମାନେ ହାର୍‌ ମାନିବା ଶିଖିନାହାନ୍ତି। କରୋନା ପାଇଁ ଯେତେବେଳେ ଲୋକମାନେ ବୃତ୍ତି ଏବଂ […]

  • Saturday, 03 July 2021
lion
ବ୍ୟକ୍ତିଙ୍କ କଥା ମାନିଲା ସିଂହ, ଶିକାର ନକରି ଛାଡିଦେଲା ବାଟ

ନୂଆଦିଲ୍ଲୀ: ବନ୍ୟ ଜନ୍ତୁ ଦେଖିଲେ ସାଧାରଣତଃ ଭୟ ଲାଗେ। ସେମାନେ ହିଂସ୍ର ହୋଇଥିବାରୁ ସେମାନଙ୍କ ଆଖପାଖକୁ ଗଲେ ପାଟିରୁ କଥା ପଦେ ବାହାରେନି। କିନ୍ତୁ ନିକଟରେ ସିଂହ ଜଣେ ବ୍ୟକ୍ତିଙ୍କ କଥା ଶୁଣି ତାଙ୍କୁ ସହଯୋଗ କରିଥିବାର ଖବର ମିଳିଛି। ସେଶାଲ୍‌  ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଭିଡ଼ିଓରେ ବ୍ୟକ୍ତି ଜଣଙ୍କ ରାସ୍ତାରେ ଯାଉଥବା ବେଳେ ସାମ୍ନାରେ ସିଂହ ବସିଥିବା ଦେଖୁଛନ୍ତି। ସେ ସିଂହକୁ ଗୁଜୁରାତି ଭାଷାରେ କହୁଛନ୍ତି, ମୁଁ ଦିନସାରା ତୁମ ସେବାରେ ରହେ। […]

  • Saturday, 03 July 2021
WPF
WPF କ'ଣ ? କାହିଁକି ମିଳିବ ନୋବେଲ ଶାନ୍ତି ପୁରସ୍କାର ?

ଭୁବନେଶ୍ୱର: ଚଳିତ ଥର ୱାର୍ଲଡ ଫୁଡ୍ ପ୍ରୋଗ୍ରାମ୍‌କୁ(WFP) ନୋବେଲ ଶାନ୍ତି ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି ନୋବେଲ୍‌ କମିଟି। କ୍ଷୁଧା ବିରୋଧରେ ଲଢ଼େଇ ଓ କ୍ଷୁଧାମୁକ୍ତି ପାଇଁ WFPକୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଓସ୍‌ଲୋ ଠାରେ ନେବେଲ୍‌ କମିଟିର ଅଧ୍ୟକ୍ଷ ବେରିଟ୍‌ ରେଇସ ନୋବେଲ୍‌ ଶାନ୍ତି ପୁରସ୍କାର ଘୋଷଣା କରିଛନ୍ତି। ନେବୋଲ ପୁରସ୍କାର ବିଜେତା WFPର ଅର୍ଥ କଣ ? କାହିଁକି ଏହାକୁ ନୋବେଲ୍‌ ଶାନ୍ତି ପୁରସ୍କାର ମିଳିବ ଆସନ୍ତୁ ଏ ବିଷୟରେ ଜାଣିବା। […]

  • Friday, 02 July 2021
NOBEL copy
ନୋବେଲ ପୁରସ୍କାର କ'ଣ ? କେଉଁ ଭାରତୀୟମାନେ ପାଇଛନ୍ତି ଏହି ସମ୍ମାନ

ଔଷଧ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ଓ ସେବା କ୍ଷେତ୍ରରେ ନୋବେଲ୍‌ ପ୍ରାଇଜ୍ ଘୋଷଣା ହୋଇଛି। ଶାନ୍ତି କ୍ଷେତ୍ରରେ ଏଥର WFPକୁ ନୋବେଲ ପୁହରସ୍କାର ମିଳିଛି। ତେବେ ଏପର୍ଯ୍ୟନ୍ତ ନୋବେଲ୍ ପୁରସ୍କାର ପାଇଁ କୌଣସି ଭାରତୀୟଙ୍କ ନାଁ ଘୋଷଣା କରାଯାଇ ନାହିଁ। ଗତ ବର୍ଷ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ଅର୍ଥନୀତୀ ପାଇଁ ନୋବେଲ୍‌ ପୁରସ୍କାର ମିଳିଥିଲା। ସେହିଭଳି ୨୦୧୪ରେ ଶାନ୍ତି ପାଇଁ ଭାରତୀୟ ଭାବେ କୈଳାଶ ସତ୍ୟାର୍ଥୀଙ୍କୁ ନୋବେଲ୍‌ ପୁରସ୍କାରରେ ସମ୍ମାନିତ […]

  • Friday, 02 July 2021
7c8a5398-9b9a-475b-82ad-0139dbc09bf7
ସିନେମା ନୁହେଁ ସତ, ଦିନକ ପାଇଁ ପ୍ରଧାନମନ୍ତ୍ରୀ ହେଲେ ଏହି ୧୬ ବର୍ଷୀୟା କିଶୋରୀ

2001 ମସିହାର ବଲିଉଡ୍ ଚଳଚ୍ଚିତ୍ର ‘ନାୟକ‘ ଯେଉଁମାନେ ଦେଖିଥିବେ, ସେମାନେ ନିଶ୍ଚିତ ଜାଣିଥିବେ ଅନୀଲ କପୁର ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହୋଇ କେମିତି ହଙ୍ଗାମା କରିଥିଲେ। ଏହି ଫିଲ୍ମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବା ଅମରିଶ ପୁରୀ ଦିନକ ପାଇଁ ଅର୍ଥାତ ୨୪ ଘଣ୍ଟା ପାଇଁ ନିଜ ପଦବୀ ଛାଡ଼ି ଅନୀଲ କପୁରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ। ୨୪ ଘଣ୍ଟାରେ ବି ଅନୀଲ କପୁର ବହୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ଏହା ଥିଲା ଚଳଚ୍ଚିତ୍ରର ବିଷୟବସ୍ତୁ। ଏ କଥା […]

  • Friday, 02 July 2021
india copy
ଫିଲ୍ମ କାହାଣୀ ପରି ଉଡ଼ନ୍ତା ବିମାନରେ ଜନ୍ମହେଲା ପିଲା; ନବଜାତକୁ ସାରାଜୀବନ ଫ୍ରି ବିମାନ ଯାତ୍ରା ଦାବି କଲେ ଯାତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ବେଙ୍ଗାଲୁରୁ ଆସୁଥିବାବେଳେ ଜଣେ ମହିଳା ବିମାନରେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମଦେଇଛନ୍ତି। ଉଭୟ ମାଆ ଓ ପୁଅ ସୁସ୍ଥଥିବାର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ସନ୍ଧ୍ୟାରେ ଇଣ୍ଡିଗୋ ବିମାନ 6E122ରେ ଏହି ଘଟଣା ଘଟିଛି। ହଠାତ ଉଡ଼ନ୍ତା ବିମାନରେ ଜଣେ ନବଜାତ ଶିଶୁ ନୂଆ ଅତିଥି ହୋଇଯାଇଥିଲେ। ଦିଲ୍ଲୀରୁ ଜଣେ ମହିଳା ବିମାନରେ ବେଙ୍ଗାଲୁରୁ ଆସୁଥିଲେ। ହଠାତ୍ ସେ ଯନ୍ତ୍ରଣା ଅନୁଭବ କଲେ। ସୌଭାଗ୍ୟକ୍ରମେ ସେହି ବିମାନରେ ଜଣେ ସ୍ତ୍ରୀ […]

  • Friday, 02 July 2021
10 child
୧୦ ବର୍ଷରେ ୧୦ ସନ୍ତାନ, ତଥାପି ଆଉ ୨ ଜଣଙ୍କ ଆଗମନର ଅପେକ୍ଷା....

ୱାଶିଂଟନ:ଛୋଟ ପରିବାର ସୁଖୀ ପରିବାର। ସାଂପ୍ରତିକ ସ୍ଥିତିରେ ପ୍ରକୃତରେ ଏହି ଉକ୍ତିର ଯଥାର୍ଥତା ରହିଛି। ଆଜିକାଲି ସମୟରେ ଗୋଟିଏ ସନ୍ତାନ ଜନ୍ମ ଦେଇ ତାକୁ ବଡ କରିବା ଏବଂ ମଣିଷ ପରି ମଣିଷଟିଏ କରିବା ଏତେ ସହଜ ନୁହେଁ । କିନ୍ତୁ  ଆମରିକାର ଏହି ମହିଳାଙ୍କ ମାନସିକତା ଭିନ୍ନ। ମହିଳା ଜଣକ ୧୦ ବର୍ଷରେ ୧୦ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ୩୬ ବର୍ଷିୟା ଏହି  ମହିଳା ୧୨ ବର୍ଷରେ ୧୨ ସନ୍ତାନଙ୍କୁ ଜନ୍ମ ଦେବାର ଲକ୍ଷ୍ୟ ରଖିଛନ୍ତି। […]

  • Friday, 02 July 2021
calender
ଆଜି କ୍ୟାଲେଣ୍ଡରର ଏକ ବିଶେଷ ଦିନ; କ’ଣ ବିଶେଷତା ରହିଛି ଜାଣନ୍ତି ?

ଭୁବନେଶ୍ୱର: ବର୍ଷ ଶେଷ ହେବାକୁ ଯାଉଛି। ଏ ବର୍ଷ କ୍ୟାଲେଣ୍ଡରରେ ବାକି ରହିଛି ଆଉ ମାତ୍ର ୮୩ ଦିନ । ତେବେ ୨୦୨୦ର ଆଜି ଦିନଟି ଅର୍ଥାତ୍‌ ୧୦ ଅକ୍ଟୋବର ୧୦-୧୦-୨୦୨୦ ଏକ ବିଶେଷ ଦିନ। ଏମିତି ଦିନ କ୍ୟାଲାଣ୍ଡରରେ କେବେ ଆସି ନ ଥିଲା କିମ୍ବା ଆସିବ ନାହିଁ। ତେବେ ଜ୍ୟୋତିଷ ବିଷାରଦ ତଥା ନ୍ୟୁମରୋଲଜି ଏକ୍ସପର୍ଟମାନେ ଆଶା କରିଛନ୍ତି, ଆଜିର ଦିନଟି ଏକ ନୂଆ ଆରମ୍ଭର ଦିନ ହେବ। ଏହି ଦିନକୁ ନେଇ ଅନେକ […]

  • Friday, 02 July 2021
baba-ka-dhaba
ଡେଟ୍‌ ପାଇଁ ‘ବାବା କା ଢାବା’ର ସୁପାରିଶ୍‌ କଲା ଟିଣ୍ଡର

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୋଶାଲ୍‌ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି ଦିଲ୍ଲୀର ‘ବାବା କା ଢାବା’। ଦିନଥିଲା ମାଲବିୟା ନଗରରେ ଥିବା ଏହି ଢାବାକୁ ହାତ ଗଣତି କିଛି ଗ୍ରାହକ ଯାଉଥିଲେ। ଏବେ ଏହି ଢାବା ବାହାରେ ଲୋକଙ୍କ ଲାଇନ୍‌ ଲାଗୁଛି। ଏମିତିକି ଡେଟିଂ ଆପ୍‌ ଟିଣ୍ଡର ମଧ୍ୟ ତା ଗ୍ରାହାକଙ୍କୁ ଏହି ଢାବାକୁ ଯିବାକୁ ସୁପାରିଶ୍ କରିଛି। ନିକଟରେ ଟିଣ୍ଡର ଇଣ୍ଡିଆ ଟ୍ୱିଟ୍‌ କରି ଲେଖିଛି, ଆପଣଙ୍କ ସାଥୀ ସହ ପରବର୍ତ୍ତୀ ମିଳନ […]

  • Friday, 02 July 2021
kanji-walw
‘ବାବା କା ଢାବା’ ପରେ ଭାଇରାଲ୍‌ ହେଲେ ‘କାଞ୍ଜି ବଡେ ୱାଲା ଅଙ୍କଲ୍‌’  

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ଦିଲ୍ଲୀର ‘ବାବା କା ଢାବା’କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଆଉ ଏକ ବୃଦ୍ଧଙ୍କ ଭିଡ଼ିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡ଼ିଓଟି ଆଗ୍ରାର। ଏଥିରେ ବୃଦ୍ଧ ଜଣଙ୍କ ବରା ବିକ୍ରି କରୁଥିବା ନଜର ଆସିଛନ୍ତି। ଏହି ଭିଡ଼ିଓକୁ ପ୍ରିୟାଂଶି ଜୟେସ୍‌ୱାଲ୍‌ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି। ଭିଡ଼ିଓ ଶେଆର କରି ସେ ଲେଖିଛନ୍ତି, ଏଠି ବି ଜଣେ ବାବା […]

  • Friday, 02 July 2021