• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

images
ରୁଟି ବ୍ୟାଙ୍କ-ଗରିବଙ୍କୁ ଯୋଗାଏ ମାଗଣା ଖାଦ୍ୟ

ଅହମଦାବାଦ୍‌:ଅନେକ ସମୟରେ ଆମ ଘରେ ଖାଦ୍ୟ ବଳି ପଡେ। କିଛି ଭାବିବା ପୂର୍ବରୁ ଆମେ ତାକୁ ଫୋପାଡ଼ି ଦେଇଥାଉ। ବିଶେଷ କରି ରୁଟି।  ହେଲେ ଏହି ବଳକା ରୁଟିକୁ ନେଇ ଲୋକଙ୍କ କ୍ଷୂଧା ନିବାରଣ କରୁଛନ୍ତି ଅହମଦାବାଦ୍‌ର ଦିଲ୍ଲୀପ ନାମକ ଜଣେ ବ୍ୟକ୍ତି। ତାଙ୍କର ଏହି ମହତ୍‌ କାମରେ ପ୍ରଭାବିତ ହୋଇଛନ୍ତି ସ୍ଥାନୀୟ ଅନେକ ଲୋକ। ସେମାନେ ଘରେ  ଅଧିକ ରୁଟି ତିଆରି କରିଥାଆନ୍ତି ଖାସ୍‌ ଭୋକିଲା ଲୋକଙ୍କୁ ଦେବାପାଇଁ। ଦିଲ୍ଲୀପଙ୍କର ଅହମଦାବାଦର ନରନପୁର ନିକଟରେ ଏକ […]

  • Sunday, 11 July 2021
tea-1
ଚା’ ଦିବସର ଚିନ୍ତନ-‘ଲଭ ଟୁ ସର୍ଭ’

ବିଛଣାରେ ଅଳସ ଭାଙ୍ଗୁଭାଙ୍ଗୁ ମୋବାଇଲ ଅନ୍‌ କଲେ ମିସେସ ମିଶ୍ର। ସକାଳୁ ସକାଳୁ International Tea Day ପାଇଁ ଅନେକ ବାର୍ତ୍ତା । ଓହୋ ! କେତେ ଡେରି ହୋଇଗଲା ସତେ ! ସମସ୍ତେ message post କରିସାରିଲେଣି। ବ୍ୟସ୍ତ ହୋଇପଡ଼ିଲେ ମିସେସ୍‌ ମିଶ୍ର। ଚା’କପ୍‌ର Photo ଟିଏ post କରି ତା’ ଉପରେ ଲେଖିଦେଲେ ‘Love to serve Tea.‘ ମୁହଁ ଧୋଇ ଆସିଲାବେଳକୁ ଅନେକ କମେଣ୍ଟ। ସତେ ଯେମିତି ଫେସ୍‌ବୁକ୍‌ ବନ୍ଧୁମାନେ ଚାହିଁ ବସିଥିଲେ […]

  • Sunday, 11 July 2021
Untitled-1
ଦୁନିଆର ଦାମୀ ଚା’, ରେଟ୍‌ ଶୁଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ: ସକାଳୁ ସକାଳୁ ଚା’ କପ୍‌ର ବାସ୍ନା ଯେମିତି ସାରା ଦିନକୁ ସତେଜ କରିଦିଏ। ଚା’ ପ୍ରେମୀମାନଙ୍କ ଧାରଣା,  ଭଲ ଚା’ କପ୍‌ରେ ଯଦି ସକାଳର ଆରମ୍ଭ ହୁଏ ତେବେ ଦିନଟି ବେଶ ଭଲରେ କଟିବ । ଖାଲି ସକାଳେ ଚା’ କପ୍ ଖୋଜା ପଡେନି। ଘରକୁ କେହି ଅତିଥି ଆସନ୍ତୁ ବା ଅପରାହ୍ନରେ ସାଙ୍ଗମାନଙ୍କ ସହ ଗପଶପ କଲାବେଳେ ହେଉ, ଚା’ କପ୍‌ଟିଏ ତ ନିଶ୍ଚୟ ଖୋଜାପଡେ।  ଚା’ର ଲୋକପ୍ରିୟତାକୁ ଦେଖି ଆଜି ପାଳନ ହେଉଛି […]

  • Sunday, 11 July 2021
rail
ରେଲୱେରେ ଖାଲି ପଡ଼ିଛି ପଦବୀ, ବିନା ଲିଖିତ ପରୀକ୍ଷାରେ ନିଯୁକ୍ତି

ନୂଆଦିଲ୍ଲୀ:ସରକାରୀ ଚାକିରୀ ଖୋଜୁଥିବା ଯୁବଗୋଷ୍ଠୀଙ୍କ ପାଇଁ ଖୁସି ଖବର। ରେଳ ବିଭାଗ ଖାଲି ପଡ଼ିଥିବା ତାର ବିଭିନ୍ନ ପଦ ପାଇଁ ପ୍ରାର୍ଥୀପତ୍ର ଆହ୍ୱାନ କରିଛି। ଇଷ୍ଟ କୋଷ୍ଟ ରେଲୱେ ଅପ୍ରେଣ୍ଟିସ୍‌ ଆକ୍ଟ ଅନୁଯାୟୀ ପ୍ରାୟ୧୨୧୬ ପଦବୀ ପାଇଁ ପ୍ରାର୍ଥୀ ନିଯୁକ୍ତି ଦେବ। ୧୦ମ ଶ୍ରେଣୀ ପାସ କରିଥିବା ବ୍ୟକ୍ତି ଏହି ପଦ ପାଇଁ ଆବେଦନ କରିପାରିବେ। କେତେକ ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି ୮ମ ପାସ୍‌। ଆବଦନର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଆବେଦନର ଶେଷ […]

  • Sunday, 11 July 2021
Capture
ସାପର ଦାମ୍‌ ୩ କୋଟି !

ନୂଆଦିଲ୍ଲୀ:ସାପ, ପୁଣି ତା’ର ଦାମ୍‌ ୩ କୋଟି ଟଙ୍କା ! ଏମିତି ଦାମି ସାପ କେଉଁଠି ଦେଖିଛନ୍ତି ! ଏମିତି ଏକ ଦୁର୍ଲଭ ପ୍ରଜାତିର ସାପ ବିକ୍ରି ପାଇଁ ମୂଲଚାଲ କରି ଗିରଫ ହୋଇଛନ୍ତି ଜଣେ ବ୍ୟକ୍ତି। ଗିରଫ ବ୍ୟକ୍ତିଙ୍କ ନାମ ଜୟପ୍ରକାଶ ଶର୍ମା। ପୋଲିସ ତାଙ୍କ ଠାରୁ ସାଣ୍ଡ ବୋଆ (sand-boa)ସାପ ଜବତ କରିଛି। ସାପକୁ ବିକ୍ରି କରିବା ପାଇଁ ମୂଲଚାଲ ଚାଲିଥିବା ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିବା ସହ […]

  • Sunday, 11 July 2021
34433
ଆତ୍ମହତ୍ୟା କରିବା ପୂର୍ବରୁ ମସ୍ତିଷ୍କରେ ଆସିଥାଏ ଏମିତି ପରିବର୍ତ୍ତନ..

ନିକଟରେ ଗାଜିଆବାଦରେ ଘଟିଯାଇଥିବା ଦୁଃଖଦ ଘଟଣା ସ୍ତବ୍ଧ କରି ଦେଇଛି ସାରା ଦେଶକୁ। ୨ ସନ୍ତାନଙ୍କୁ ହତ୍ୟା କଲା ପରେ ପରିବାରର ୩ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଏମିତି ଘଟଣା ଅବଶ୍ୟ ନୂଆ ନୁହେଁ। କାରଣ ଅନେକ ସମୟରେ ଦେଖାଯାଏ, ଅନେକ ଶିକ୍ଷିତ ବ୍ୟକ୍ତି ମାନସିକ ଚାପ ସହି ନ ପାରି ଆତ୍ମହତ୍ୟାର ବାଟ ବାଛି ନେଇଥାନ୍ତି। ତେବେ ଏମିତି କାହିଁକି ହୁଏ ? ଜଣେ ଲୋକ ଆତ୍ମହତ୍ୟା କଲାବେଳେ ସେ କ’ଣ ଭାବୁଥାଏ ? ତା’ର […]

  • Sunday, 11 July 2021
indian-spices-powder-500x50
ଅସଲି ମସଲା ଗୁଣ୍ଡ କେମିତି ଚିହ୍ନିବେ ?

ବଜାରରେ ଛାଇ ଯାଇଛି ନକଲି ଜିନିଷ। ନକଲି ଚାଉଳ, ନକଲି ଅଣ୍ଡା, ନକଲି ତେଲ …। ଏବେ ଦିଲ୍ଲୀରେ ନକଲି ଜିରା କାରଖାନା ବାହାରିବା ପରେ ଲୋକ ଚିନ୍ତାରେ ପଡି ଗଲେଣି। ଅଧିକ ଲାଭ ଆଶା, ରାତାରାତି ବଡଲୋକ ହେବା ସ୍ୱପ୍ନ ମଣଷକୁ ଏପରି କରିବାକୁ ବାଧ୍ୟ କରୁଛି। ତେଣୁ ଆମେ ତ ଏହାକୁ ଅଟକାଇ ପାରବା ନାହିଁ, ତେଣୁ ନକଲି ଜିନିଷ ପ୍ରତି ସଚେତନ ହେଲେ ବିପଦକୁ ଏଡ଼ାଇ ପାରିବ। ଫୁଡ୍ ଏବଂ ସପ୍ଲାଇ ବିଭାଗ […]

  • Sunday, 11 July 2021
MENS DAY VVV
୪୦ରେ ବି ଲାଗିବେ ଯୁବକ..ଯୁବକ

ନୂଆଦିଲ୍ଲୀ: ପ୍ରତ୍ୟେକ ନାରୀ ଚାହେଁ ସୁନ୍ଦର ଦିଶିବା ପାଇଁ। ସେଥିପାଇଁ ଖବରକାଗଜଠାରୁ ସୋଶାଲ ମିଡିଆ ସବୁଠି ନାରୀ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ  ଦିଆଯାଏ ଅନେକ ଟିପ୍ସ। ହେଲେ ସୁନ୍ଦର ଦିଶିବା ପାଇଁ ପୁରୁଷ କ’ଣ ଚାହେଁନି ? ନିଜ ସୌନ୍ଦର୍ଯ୍ୟ ପ୍ରତି କ’ଣ ପୁରୁଷର କ’ଣ ଲୋଭ ନ ଥାଏ ? । ସେମାନେ ବି କ’ଣ ଚାହାଁନ୍ତିନି ଲମ୍ବା ସମୟ ପାଇଁ young, handsome ଦିଶିବା ପାଇଁ ? ନିଶ୍ଚୟ ଚାହାଁନ୍ତି। ଆଜି ବିଶ୍ୱ ପୁରୁଷ […]

  • Sunday, 11 July 2021
111111
ଫଟୋ ଉଠାଇବା ପାଇଁ ସିଂହ ସାମ୍ନାକୁ ଡେଇଁ ପଡ଼ିଲେ

ନୂଆଦିଲ୍ଲୀ: ଫଟୋ ଉଠାଇବାର ନିଶାରେ ଜୀବନ ଚାଲିଯାଉଛି। ତଥାପି ମଣିଷ ଚେତୁନି। ଫଟୋ ଉଠାଇବା ପାଇଁ କିଏ ବାଘ ମୁହଁକୁ ଡେଇଁ ପଡ଼ୁଛି ତ କିଏ ସିଂହ ମୁହଁକୁ। ନିକଟରେ ଗୁଜୁରାଟରେ ଜଣେ ବ୍ୟକ୍ତି ସିଂହ ସାମ୍ନାକୁ ଡେଇ ଉଠାଉଛନ୍ତି ଫଟୋ। ଆଉ ଏହାକୁ କେହି ଜଣେ ରେକର୍ଡିଂ କରି ନେଇଛନ୍ତି। ଏହାର ଭିଡିଓ ଭାଇରାଲ ହୋଇଛି। ଗୁଜରାଟ ଗିର୍ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ଏହି ଘଟଣା। ଫଟୋ ଉଠାଇବା ପାଇଁ ଯୁବକ ଜଣକ ସିଂହ ଖୁଆଡରେ […]

  • Sunday, 11 July 2021
1
ଏନଆଇଟି ଛାତ୍ରଛାତ୍ରୀଙ୍କ ମହାନତା- ବସ୍ତିରେ ବାଣ୍ଟିଲେ ଜ୍ଞାନର ଆଲୋକ

ରାଉରକେଲା: ଭଲ ପାଠ ପଢି ସାର୍ଟିଫିକେଟ ହାସଲ କରିବା, ବଡ ଚାକିରି କରି ବହୁତ ଟଙ୍କା ଉପାର୍ଜ୍ଜନ କରିବା  ସଫଳତାର ମାପକାଠି ନୁହେଁ। ମାନବିକ ମୂଲ୍ୟବୋଧକୁ ସମ୍ମାନ ଦେବା, ଅନ୍ୟକୁ ସହାୟତାର ହାତ ବଢାଇବା, ନିଜ ଭିତରର ମଣିଷ ପଣିଆର ଆହ୍ୱାନକୁ ଶୁଣିବାରେ ହିଁ ରହିଛି ମଣିଷ ଜୀବନର ସଫଳତା। ଜୀବନର ଏଇ ସତ୍ୟକୁ ବୁଝି ପାରିଛନ୍ତି ରାଉରକେଲା ଏନଆଇଟିର ଏଇ ଛାତ୍ରଛାତ୍ରୀମାନେ। ସେଥିପାଇଁ ତାଙ୍କ ପାଖରେ ଜ୍ଞାନର ଆଲୋକଙ୍କୁ ବାଣ୍ଟୁଛନ୍ତି ଗରିବ ବସ୍ତିରେ। ଯେଉଁମାନେ ଅର୍ଥାଭାବରୁ […]

  • Sunday, 11 July 2021
admission
ମିଳିନି ସାର୍ଟିଫିକେଟ୍; ଚିନ୍ତାରେ ମାଟ୍ରିକ ପାସ୍ କରିଥିବା ଛାତ୍ରଛାତ୍ରୀ

ପୁରୀ(ମଧୁସୂଦନ ମିଶ୍ର): ଚିନ୍ତାରେ ମାଟ୍ରିକ ପରୀକ୍ଷାରେ ପାସ୍ କରିଥିବା ଛାତ୍ରଛାତ୍ରୀ। ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବାର ମାସେ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନା ମିଳିଛି ବୋର୍ଡ ସାର୍ଟିଫିକେଟ୍ ନା ସ୍କୁଲ୍ ଲିଭିଂ କି କଣ୍ଡକ୍ଟ ସାର୍ଟିଫିକେଟ୍। ଫଳରେ କେମିତି କଲେଜରେ ଆଡମିଶନ କରିବେ ତାକୁ ନେଇ ପୁରୀ ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଏବେ ଚିନ୍ତାରେ। ଯୁକ୍ତ ଦୁଇରେ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ହେଲେ ଏଯାଏ  ସାର୍ଟିଫିକେଟ୍ ମିଳିନଥିବାରୁ […]

  • Sunday, 11 July 2021
naveen-modi
କେଉଁ ଉଦ୍ଦେଶ୍ୟରେ ମୋଦିଙ୍କ ନିକଟତର ହେବାକୁ ଚାହୁଁଛନ୍ତି ନବୀନ?

ଭୁବନେଶ୍ୱର: ଗଠନମୂଳକ ସହଯୋଗ ନା ଆଉ କିଛି? କେଉଁ ଉଦ୍ଦେଶ୍ୟରେ ମୋଦି ସରକାରଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ? ସ୍ଥିତି ଏଭଳି ଯେ କେନ୍ଦ୍ରର ଆବଶ୍ୟକତା ନ ଥାଇ ମଧ୍ୟ କେତେକ ପ୍ରସଙ୍ଗରେ ନିଜ ଆଡୁ ସମର୍ଥନ ଜଣାଇଛି ବିଜେଡି। ଏହା ପଛର କାରଣକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ନବୀନଙ୍କୁ ସିବିଆଇ ଭୟ ଘାରିଛି ବୋଲି କଂଗ୍ରେସ କହିଛି। ଏନେଇ ବିଜେପି ମାପିଚୁପି ମନ୍ତବ୍ୟ ଦେଇଥିବା ବେଳେ ଭୟ କରିବାର ପ୍ରଶ୍ନ […]

  • Sunday, 11 July 2021
naveen patnaik
ରାଜ୍ୟସଭା ପାଇଁ କାହା ଉପରେ ଭରସା କରିବେ ନବୀନ ?

ଭୁବନେଶ୍ୱର: ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା? କାହା ଉପରେ ଭରସା କରିବେ ବିଜେଡି ସୁପ୍ରିମୋ? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାହିଁକି ନା ରାଜ୍ୟସଭାର ୩ଟି ସିଟ୍ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା ପରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ବିଜେଡି ସୁପ୍ରିମୋଙ୍କ ଶୁଭ ଦୃଷ୍ଟିରେ କିଏ ଅଛନ୍ତି, ତାକୁ ନେଇ ସସ୍‌ପେନ୍‌ସ୍‌ ଲାଗି ରହିଛି। ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଜୁନ୍ ୨୫। ଏହା ପୂର୍ବରୁ ବିଜେଡି ତା’ର କାର୍ଡ ଖୋଲିବ କି? ସାଧାରଣ ନିର୍ବାଚନ […]

  • Sunday, 11 July 2021
traffic problems
ଟ୍ରାଫିକ୍ ନିୟମକୁ ଫୁ କରି ଉଡ଼ାଉଛନ୍ତି ଲୋକେ; ମଦ ଦୋକାନ ସାମ୍ନା ପାଲଟିଛି ପାର୍କିଂ ପ୍ଲେସ୍‌

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରରେ ସୀମା ଟପିଲାଣି ଟ୍ରାଫିକ୍‌ ସମସ୍ୟା। ଟ୍ରାଫିକ୍ ନିୟମକୁ ଫୁ କରି ଉଡ଼ାଉଛନ୍ତି ବାଇକ୍‌ ଓ କାର୍ ଆରୋହୀ। ଆଉ ଏହି ସମସ୍ୟା ପଛରେ ବି ଯେଉଁ କାରଣ ରହିଛି ତାହା ଚିନ୍ତାଜନକ। ରାସ୍ତାକଡ଼ରେ ଖୋଲା ଯାଇଥିବା ମଦ ଦୋକାନରୁ ମଦ ଆଣିବା ପାଇଁ ରାସ୍ତାକୁ ଅବରୋଧ କରୁଛନ୍ତି ଗ୍ରାହକ। ବିଶେଷ କରି କ୍ୟାପିଟାଲ ହସ୍ପିଟାଲ ଟ୍ରାଫିକ ଛକ , ଜୟଦେବ ବିହାରରୁ ଏକାମ୍ର କାନନ ରୋଡ, ଡମଣା ଓ ପଟିଆ ମୁଖ୍ୟ ରାସ୍ତାରେ […]

  • Sunday, 11 July 2021
rain
ମୋସୁମୀ ବର୍ଷା କେବେ?

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା କେବେ ହେବ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ରଜ ଭିତରେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବାର ସମ୍ଭାବନା କ୍ଷୀଣ ବୋଲି ଜଣାପଡ଼ିଛି। କାହିଁକି ନା ଏପର୍ଯ୍ୟନ୍ତ କେରଳରେ ମୌସୁମୀ ବର୍ଷା ହୋଇନାହିଁ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଆସନ୍ତ ସପ୍ତାହେ ଯାଏ କେରଳରେ ମୌସୁମୀ ବର୍ଷା ହୋଇନପାରେ। ତେଣୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ […]

  • Saturday, 10 July 2021
ministeral berth
ଏମାନଙ୍କୁ କାହିଁକି ମିଳିନପାରେ ମନ୍ତ୍ରିପଦ, ଜାଣନ୍ତୁ...

ଭୁବନେଶ୍ୱର: ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ କିଏ କିଏ ମନ୍ତ୍ରିପଦ ପାଇବେ, ତାକୁ ନେଇ ଅଙ୍କକଷା ଆରମ୍ଭ ହେବାସହ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ଅନ୍ୟ ଦଳରୁ ଆସି ବିଜେଡି ଟିକେଟରେ ବିଜୟୀ ହୋଇଥିବା ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ନବ ଦାସଙ୍କୁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା କ୍ଷୀଣ ବୋଲି ଜଣାପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆସନ୍ତା ମେ’ ୨୯ତାରିଖରେ ପଞ୍ଚମଥର ପାଇଁ ନୂଆ ସରକାର ଶପଥ ନେବେ। ତେବେ ବିଜେଡିର ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା […]

  • Saturday, 10 July 2021
surat
କେତେ ସୁରକ୍ଷିତ ଟ୍ୱିନ୍‌ ସିଟିର କୋଚିଂ ସେଣ୍ଟର?

ଭୁବନେଶ୍ୱର: ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ ଘଟି ୨୩ ଜୀବନ ଦୀପ ଲିଭିବା ସହ ୨୦ରୁ ଅଧିକ ଆହତ ହୋଇଛନ୍ତି। ଏହି  ଘଟଣା ପରେ ଟ୍ୱିନ୍‌ ସିଟି ଭୁବନେଶ୍ୱର ଓ କଟକରେ ଗଢ଼ି ଉଠିଥିବା କୋଚିଂ ସେଣ୍ଟରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି  କରିଛି। ସୁରତ ସରଥଣା ସ୍ଥିତ ତକ୍ଷଶିଳା କୋଚିଂ ସେଣ୍ଟରରେ ନିଆଁ ଲାଗିବା ପରେ ନିଆଁ ଓ ଧୂଆଁ ଦାଉରୁ ରକ୍ଷା ପାଇବାକୁ ଚତୁର୍ଥ ମହଲାରୁ ଛାତ୍ରଛାତ୍ରୀ ଡେଇଁ ପଡ଼ିଥିଲେ। ଏଭଳି […]

  • Saturday, 10 July 2021
summer
ଡହଡହ ଖରାରେ ସିଝୁଛି ସାରା ଓଡ଼ିଶା; ସରବତ ଓ ତରଭୁଜ ଦୋକାନରେ ଲୋକଙ୍କ ଭିଡ଼

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାଦେପାଦେ ଅଂଶୁଘାତର ଭୟ ରହୁଛି। ଅସହ୍ୟ ତାତି ବଲାଙ୍ଗିରବାସୀଙ୍କୁ ନାକେଦମ୍ କରିସାରିଲାଣି। ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ିଛି। ରାସ୍ତାଘାଟ ଖାଁଖାଁ ରହୁଥିବା ବେଳେ ମୁହଁରେ କପଡା ବାନ୍ଧି ଲୋକେ ଘରୁ ବାହାରୁଛନ୍ତି। ଅନ୍ୟପକ୍ଷେ, ତାତିରୁ ଟିକେ ତ୍ରାହି ପାଇବା ପାଇଁ ଲସି, ସରବତ ଓ ତରଭୁଜ ଦୋକାନରେ ଲୋକଙ୍କ ଭିଡ଼ ଜମୁଛି। […]

  • Saturday, 10 July 2021
12345
କାନ ଭିତରେ ବସା ବାନ୍ଧିଥିଲେ ୧୦ରୁ ଅଧିକ ଅସରପା, ଆଉ ତା’ପରେ...

ବେଜିଂୱ: ବେଳେବେଳେ କାନରେ ପିମ୍ପୁଡ଼ି ପଶିଯାଏ। ଆଉ ତା‘ ପରର ଅବସ୍ଥା କ’ଣ ହୁଏ, ଅନୁଭବୀ ହିଁ ଜାଣିଥାଏ। ହେଲେ ଥରେ ଚିନ୍ତା କରନ୍ତୁ ତ , ଯଦି ଆପଣଙ୍କ କାନରେ ପିମ୍ପୁଡ଼ି ବଦଳରେ ଏକାଧିକ ଅସରପା ବସାବାନ୍ଧି ଭିତରେ ରହିବେ, ତେବେ କ’ଣ ହେବ?  ଏମିତି ଏକ ଘଟଣା ଘଟିଛି ଚୀନର ଜଣେ ବ୍ୟକ୍ତିଙ୍କ ସହ। ବ୍ୟକ୍ତି ଜଣକ ରାତିରେ ଶୋଇଥିଲେ। ହଠାତ୍‌ ତାଙ୍କ କାନରେ ଯନ୍ତ୍ରଣା ଅନୁଭବ କଲେ। ଏତ ଯନ୍ତ୍ରଣା ହେଲା ଯେ, […]

  • Saturday, 10 July 2021
cyclone
କିଏ ଦେଲା ଏଇ ବାତ୍ୟାର ନାଁ ‘ମହା’...‘ବୁଲ୍‌ବୁଲ୍‌’....

ନୂଆଦିଲ୍ଲୀ:ତାଣ୍ଡବ ସୃଷ୍ଟି କରି ଚାଲିଗଲା ଫନି। ଯଦିଓ ଆମେ ଅନୁଭବ କରିପାରିନୁ ତେବେ ଫନି ପରେ ଆସି ଚାଲି ଯାଇଛନ୍ତି ବାୟୁ, ହିକ୍କା..। ନିକଟରେ ଆରବ ସାଗର ଉପକୂଳ ଅଞ୍ଚଳକୁ ହଲଚଲ କରି ଚାଲିଯାଇଛି କ୍ୟାର। ତା ପରେ ଲାଇନରେ ଅଛନ୍ତି ଆରବ ସାଗରରେ ସୃଷ୍ଟ ‘ମହା’ ଓ ବଙ୍ଗୋପସାଗର ଉପକୂଳକୁ ନଚାଇବା ପାଇଁ ଆସୁଛି ‘ବୁଲ୍‌ବୁଲ୍‌’। ମେ’ ମାସ ଆରମ୍ଭରୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏଇ ‘‍ଫନି’ରୁ ‘‍କ୍ୟାର’…ପର୍ଯ୍ୟନ୍ତ ସମସ୍ତେ ପୃଥିବୀ ପୃଷ୍ଠରେ ନିଜର […]

  • Saturday, 10 July 2021
432
ଡାହାଣୀ ସନ୍ଦେହରେ ତଡ଼ିଦେଲେ, ଗର୍ଭବତୀ ପତ୍ନୀଙ୍କ ସହ ଗାଁ ଗାଁ ବୁଲିଲେ

ବାରିପଦା:ଗର୍ଭବତୀ ପତ୍ନୀଙ୍କୁ ସାଙ୍ଗରେ ଧରି କରୁଥିଲେ ଅଜ୍ଞାତବାସ। ଜୀବନ ବଞ୍ଚାଇ ଲୁଚି ଲୁଚି ବୁଲୁଥିଲେ ଏ ଗାଁରୁ ସେ ଗାଁ। ଅନ୍ଧବିଶ୍ୱାସର ଅନ୍ଧଗଳିରେ ଖୋଜି ବୁଲୁଥିଲେ ଆଶାର ଆଲୋକ । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ତିନି ମାସ । ଶେଷରେ ଜଙ୍ଗଲ ଭିତରେ ଦୁନିଆକୁ ଆସିଲା ତାଙ୍କର ସନ୍ତାନ । ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳର ଏକ ଦମ୍ପତିଙ୍କ ଦୁଃଖଦ ଜୀବନ କାହାଣୀ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ […]

  • Saturday, 10 July 2021
summer 1
‘ଫୋନି’ ପରେ ଏବେ ଦାଉ ସାଧୁଛି ତାତି

ଭୁବନେଶ୍ୱର: ଫୋନି ଯିବା ପରେ ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ହୋଇଛି ଖରାର ପ୍ରକୋପ।  ତାପାମାତ୍ରା ୪୦ରୁ ଉପରେ । ଅଂଶୁଘାତର ଭୟ, ଜଳ ସଙ୍କଟ ଏବେ ହୋଇଛି ବଡ଼ ସମସ୍ୟା। ଦିନର ତାତିଠୁ ବଳି ଯାଉଛି ରାତିର ଅଘୋଷିତ ବିଦ୍ୟୁତ କାଟ।  ଡହଳ ବିକଳ ହେଉଛନ୍ତି ଲୋକେ। ବଲାଙ୍ଗୀରରୁ ବାଲେଶ୍ୱର, ସମ୍ବଲପୁରରୁ ଅନୁଗୁଳ  ସବୁଠି ସୂର୍ଯ୍ୟଙ୍କ ରୌଦ୍ର ରୂପ । ବାଲେଶ୍ୱର ସହରରେ  ଦିନ ୧୦ଟା ପରେ ରାସ୍ତାଘାଟ ଶୂନଶାନ […]

  • Saturday, 10 July 2021
aftermath of fani
‘ଫୋନି’ ପରେ କ୍ଷତିଗ୍ରସ୍ତ ନିମେଇସାପୁର ଗାଁରେ ଅଧିକାରୀଙ୍କ ପାଦ ପଡ଼ିନି

କଟକ: ଘର ଉପରୁ ଉଡ଼ିଯାଇଛି ଚାଳ ଛପର। ଆଉ ଖୋଲା ଆକାଶ ତଳେ କଟୁଛି ଜୀବନ। ଖାଲି ଏତିକି ନୁହେଁ ଘରେ ଥିବା ଆସବାବପତ୍ର ସବୁ ନଷ୍ଟ ହୋଇଯାଇଥିବାରୁ ରାନ୍ଧିକି ଖାଇବା ବି କଷ୍ଟକର ହୋଇପଡ଼ୁଛି। କଟକ ସଦର ନିମେଇସାପୁର ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସାମୁଦ୍ରିକ ଝଡ଼ ‘ଫୋନି’ ଯିବାର ସପ୍ତାହେ ବିତି ଯାଇଥିଲେ ସୁଦ୍ଧା ବାତ୍ୟା କ୍ଷତିଗ୍ରସ୍ତ ନିମେଇସାପୁର ଗାଁରେ ଏଯାଏ ପ୍ରଶାସନର ଦେଖାନାହିଁ। ନା ମିଳିଛି ରିଲିଫ ନା ହୋଇଛି […]

  • Saturday, 10 July 2021
2222222
ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି

ବାଲେଶ୍ୱର: ଚାକିରିରୁ ଅବସର ପରେ ରାସ୍ତା କଡ଼ରେ ବସି ଯୋତା ପଲିସ କରୁଛନ୍ତି ଜଣେ ଅବସରପ୍ରାପ୍ତ ଏସ୍‌ପି ।କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! ହେଲେ ସମ୍ପୂର୍ଣ୍ଣ ସତ୍ୟ।  ଆଉ କେଉଁଠି ନୁହେଁ, ବାଲେଶ୍ୱର ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି । ନାଁ ତାଙ୍କର ଉଜ୍ଜ୍ୱଲ କୁମାର ବ୍ରହ୍ମା। ଆହୁରି ଆଶ୍ଚର୍ଯ୍ୟର କଥା ସେ ସମ୍ପୂର୍ଣ୍ଣ ମାଗଣାରେ ଏହି କାମ କରୁଛନ୍ତି। ଘଟଣାଟି ଏମିତି- ବାଲେଶ୍ୱର ଏସ.ପି.ଙ୍କ କାର୍ଯ୍ୟାଳୟ ଆଗରେ […]

  • Saturday, 10 July 2021
1313223
ଜିଓର IUC ଚାର୍ଜ କ'ଣ ? ଉପଭୋକ୍ତାଙ୍କ ପକେଟରୁ କେମିତି କଟିବ ପଇସା ଜାଣନ୍ତୁ

ଭୁବନେଶ୍ୱର: ଅକ୍ଟୋବର୍‌ ୧୦ ତାରିଖରୁ ଟେଲିକମ୍‌ କମ୍ପାନୀ ଜିଓ ଆଉ ଫ୍ରି କଲ୍‌ ସୁବିଧା ଦେବନାହିଁ ବୋଲି ଘୋଷଣା କରିଥିଲା। ଏଥିପାଇଁ ଗ୍ରାହକଙ୍କୁ IUC ଚାର୍ଜ ଦେବାକୁ ପଡ଼ିବ। ଜିଓ ରିଚାର୍ଜ ସହିତ IUC ଚାର୍ଜ ପାଇଁ ଗ୍ରାହକ ଅଲଗା ଟକ୍‌ଟାଇମ୍‌ ରିଚାର୍ଜ କରିବେ। ଏହି ଖବର ଶୁଣିବା ମାତ୍ରେ ଅନେକ ଗ୍ରାହକ ଘଟଣାଟିକୁ ସମ୍ପୂର୍ଣ୍ଣ ବୁଝିପାରିନଥିଲେ। ଗୋଟିଏ ରିଚାର୍ଜ ପରେ ପୁଣି ଆଉ ଗୋଟିଏ ରିଚାର୍ଜ କରିବାକୁ ପଡ଼ିବ ବୋଲି ଭାବି ଏବେ ବି ଅନେକ […]

  • Saturday, 10 July 2021