• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

vivekananda
ବିଶ୍ୱବିଜୟୀ ସ୍ୱାମୀ ବିବେକାନନ୍ଦ, ମାତ୍ର ୩୦ବର୍ଷ ବୟସରେ ଧର୍ମ ସଂସଦରେ ଦେଇଥିଲେ ମର୍ମସ୍ପର୍ଶୀ ଭାଷଣ

ଯୁବପିଢୀଙ୍କ ପାଇଁ ପ୍ରେରଣାର ସ୍ରୋତ ସ୍ୱାମୀ ବିବେକାନନ୍ଦ। ସନାତନ ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ଏହି ମହାନ୍ ବ୍ୟକ୍ତିଙ୍କ ଅବଦାନ ଅତୁଳନୀୟ । ଗୈରିକ ବସନ, ମଥାରେ ଗେରୁଆ ପଗଡ଼ି, ଢ଼ିଲା ପାଇଜାମାରେ ଶାନ୍ତ ସୌମ୍ୟ ଚେହେରା । ମୁଖମଣ୍ଡଳରେ  ଅଗ୍ନି ପରି ତେଜ । ଆକାଶର ବ୍ୟାପ୍ତି ଆଉ ହୃଦୟ ତାଙ୍କର ସିନ୍ଧୁ ପରି ଗଭୀର । ସେ ଥିଲେ ଜଣେ ପୂର୍ଣ୍ଣାଙ୍ଗ ପୁରୁଷ । ବିବେକାନନ୍ଦଙ୍କ ଅମୂଲ୍ୟ ବିଚାର ମନରେ ନୂତନ ଶକ୍ତିର ସଞ୍ଚାର […]

  • Tuesday, 13 July 2021
130718645_842013079693711_3587084674996764548_n
ଆଉ ଏକ ମହାମାରୀ ଭୟ ! ନୂଆ ଭାଇରସ୍ କବଳରେ ପଡ଼ି ଛଟପଟ ହେବେ ବିଶ୍ୱବାସୀ

ମାନବ ସମାଜ ପାଇଁ ନୂଆ ବିପଦ ପୁଣି ନୂଆ ଭାଇରସ୍ କବଳରେ ପଡ଼ି ଛଟପଟ ହେବେ ବିଶ୍ୱବାସୀ ଭବିଷ୍ୟତବାଣୀ କଲେ କ୍ରେଗ୍ ହାମିଲଟନ୍ ପାର୍କର ଅଦୃଶ୍ୟ ଭାଇରସ କବଳରେ ପଡ଼ି ଆଜି ତ୍ରାହି ତ୍ରାହି ଚିତ୍କାର କରୁଛି ପ୍ରବଳ ପରାକ୍ରମୀ ‍ବୋଲାଉଥିବା ମଣିଷ ସମାଜ । ଶହେ ବର୍ଷ ପୂର୍ବରୁ ଆତଙ୍କ ଖେଳାଇଥିବା ସ୍ପାନିସ୍ ଫ୍ଲୁ ପରେ ଦୁନିଆରେ ସବୁଠାରୁ ଭୟଙ୍କର ମହାମାରୀ କରୋନା ସାରା ବିଶ୍ୱବାସୀଙ୍କୁ କବଳିତ କରି ପକାଇଛି । ମହାମାରୀ ବିରୁଦ୍ଧରେ ଲଢ଼ି […]

  • Tuesday, 13 July 2021
୧
ଧଡ଼ାଧଡ଼ ଘୁରୁଛି ପୃଥିବୀ ! ପୂର୍ବାପେକ୍ଷା ଅଧିକ ବେଗରେ ଗତି କରୁଛି . . .

ପୃଥିବୀ ବିଗତ ୫୦ ବର୍ଷ ତୁଳନାରେ ଦ୍ରୁତ ବେଗରେ ଘୁରୁଛି। ସାଧାରଣ ବେଗ ଠାରୁ ଅଧିକ ବେଗରେ ଗତି କରୁଛି । ତେବେ ହଠାତ୍ ବେଗ ବଢ଼ିବା ଯୋଗୁଁ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅନେକ ଅଧ୍ୟୟନ ପରେ ମଧ୍ୟ  ବେଗ ବଢ଼ିବାର କାରଣ ଖୋଜିପାରୁ ନାହାନ୍ତି। ପୂର୍ବରୁ ପୃଥିବୀକୁ ନିଜର କକ୍ଷ ପଥରେ ଘୁରିବାକୁ ୨୪ ଘଣ୍ଟା ସମୟ ଲାଗୁଥିଲା । ତେବେ ବର୍ତ୍ତମାନ ଘଣ୍ଟାକଣ୍ଟାରେ ଚକ ଲାଗିବା ପରି ଆହୁରି ଦ୍ରୁତ ଗତିରେ […]

  • Tuesday, 13 July 2021
qctjgha_free-salon-service_625x300_05_January_21
ଝିଅ ଜନ୍ମ ଖୁସିରେ ଆତ୍ମହରା ବାପା !

ଗ୍ୱାଲିୟର :  ଝିଅ ଜନ୍ମ ହେବା ପରେ ଗ୍ୱାଲିୟରରେ ଜଣେ ସେଲୁନ୍ ମାଲିକ ସହର ସାରା ଲୋକଙ୍କ ସହ ନିଜର ଖୁସି ବାଣ୍ଟିଛନ୍ତି । ଘରକୁ ଲକ୍ଷ୍ମୀ ଆସିଥିବା ଖୁସିକୁ ମନାଇବା ପାଇଁ ଭିନ୍ନ ଅନ୍ଦାଜରେ ନିଜର ତିନୋଟି ସେଲୁନରେ ୨୪ ଘଣ୍ଟା ପାଇଁ ମାଗଣାରେ ଚୁଟି କାଟିଛନ୍ତି । ଘରେ କନ୍ୟାରତ୍ନର ପାଦ ପଡ଼ିବା ପରେ ଏହି ସ୍ମୁତିକୁ ସବୁଦିନ  ତାଜା ରଖିବା ପାଇଁ ଭିନ୍ନ ଏକ ତରିକା ଆପଣାଇ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି […]

  • Tuesday, 13 July 2021
gajapati-wonder-boy
ବିଚକ୍ଷଣ ବୁଦ୍ଧିମତାର ଅଧିକାରୀ ଆରୁଶ

ଗଜପତି : ( ରିପୋର୍ଟ -ଆଦର୍ଶ ଦାସ) କୁନି ବୟସରେ ଅସାଧାରଣ ପ୍ରତିଭାର ଅଧିକାରୀ ଗଜପତିର ବିସ୍ମୟ ବାଳକ । ମାତ୍ର ୩ ବର୍ଷ ବୟସରେ ଏକ୍ସକ୍ଲୁସିଭ ୱାଲ୍ଡ଼ ରେକର୍ଡସରେ ସ୍ଥାନ ପାଇଛନ୍ତି ଆରୁଶ ମିଶ୍ର । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଅଳ୍ପ ବୟସରୁ ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାକୁ ନିଜ ଆୟତରେ କରିପାରିଛନ୍ତି ଏହି ବାଳକ ଜଣକ । କେବଳ ଏତିକି ନୁହେଁ ବିଭିନ୍ନ ଦେଶର ରାଷ୍ଟ୍ରପତିଙ୍କ ନାମ ମୁହେଁ ମୁହେଁ […]

  • Tuesday, 13 July 2021
khbar-odisha-maribu-kimba-bhika-magibu
ଭୋକ ଉପାସରେ ବାପାମା’ ଛେଉଣ୍ଡ ତିନି ଅନାଥ ଶିଶୁ

କାମାକ୍ଷାନଗର (ରିପୋର୍ଟ ବିଦ୍ୟାଧର ବରାଳ ) –  ବିଧାତାର ତାଡ଼ନାରେ ଛେଉଣ୍ଡ ହୋଇଗଲେ ତିନି ଭାଇଭଉଣୀ ।  ମୁଣ୍ଡ ଉପରେ ନାହିଁ ମା’ର ସ୍ନେହବୋଳା ପଣତକାନି କି ଦୁଷ୍ଟାମୀ କଲେ, କିମ୍ବା ପାଠ ନପଢ଼ିଲେ ଆକଟ କରିବାକୁ ବାପା ନାହାନ୍ତି ।  ଜୀବନ କ’ଣ ଜାଣିବା ପୂର୍ବରୁ ବାପାମା’ ହାତ ଧରାଧରି ହୋଇ ଚାଲିଗଲେ । କଥାରେ ଅଛି ଯାର ବାପାମା ନାହିଁ, ତା’ର ଦୁନିଆରେ କେହି ନାହିଁ । ବିଚିତ୍ର ସ୍ରଷ୍ଟାଙ୍କ ଏହି ବିଚିତ୍ର ସୃଷ୍ଟିରେ […]

  • Tuesday, 13 July 2021
Bull-Kumar-696x392
ସିଆଚେନ୍ ବୀରଙ୍କୁ ଶେଷ ସଲାମ୍

ନୂଆଦିଲ୍ଲୀ :  ସିଆଚେନ୍ ହିରୋଙ୍କୁ ଶେଷ ସଲାମ୍ । ନୀରବି ଗଲେ ବୀରତ୍ୱର ଧ୍ୱଜା ଉଡ଼ାଇଥିବା ବୀରପୁତ୍ର ।   ସିଆଚେନ ବରଫଭ୍ୟାଲିରେ ଭାରତର ଉପସ୍ଥିତିକୁ ଜାହିର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କର୍ଣ୍ଣେଲ ବୁଲଙ୍କର ବର୍ଷ ଶେଷରେ ନିଧନ ହୋଇଛି । ରାତ୍ରି ରାତ୍ରି ଉଜାଗର ରହି ଦୁର୍ଗମ ଯୁଦ୍ଧକ୍ଷେତ୍ର ସିଆଚେନରେ ତ୍ରିରଙ୍ଗା ଉଡାଇଥିବା କର୍ଣ୍ଣେଲ ନରେନ୍ଦ୍ର ବୁଲ କୁମାର ଗର୍ବର ସହିତ ମୃତ୍ୟୁକୁ ଆଦରି ଚିରଦିନ ପାଇଁ ଅମର ହୋଇଯାଇଛନ୍ତି । ସିଆଚେନକୁ […]

  • Tuesday, 13 July 2021
727882-mandir
ଅଭିଶପ୍ତ ମନ୍ଦିର କିରାଡ଼ୁ ! ସନ୍ଧ୍ୟା ପରେ ମନ୍ଦିରରେ ଭୁଲବଶତଃ ରହିଯାଉଥିବା ଲୋକ ପାଲଟି ଯାଆନ୍ତି ପଥର

ରାଜସ୍ଥାନ : ଭାରତକୁ ମନ୍ଦିରର ଦେଶ କୁହାଯାଏ । ଦେଶରେ ଏତେ ମନ୍ଦିର ଅଛି ଯେ ଗଣିବା ସମ୍ଭବପର ନୁହେଁ ।  ବିଭିନ୍ନ ମନ୍ଦିର ଗୁଡିକରେ ପଛରେ ଲୁଚି  ରହିଛି ଭିନ୍ନ ଭିନ୍ନ ରହସ୍ୟମୟୀ ତଥ୍ୟ, ଯାହାକୁ ବୁଝିବାକୁ ମନୁଷ୍ୟ ଆଜି ଯାଏଁ ଅସମର୍ଥ । ଆଜି ଆମେ ଏଭଳି ରହସ୍ୟମୟୀ ମନ୍ଦିର ବିଷୟରେ ଜାଣିବା ଯାହାର କିମ୍ବଦନ୍ତୀ କୁହେ ଅଦ୍ଭୁତ କାହାଣୀ । ଏଭଳି ଏକ ମନ୍ଦିର  ଯାହାର ନାଁ ଶୁଣିଲେ ଭୟରେ ଥରହର ହୁଅନ୍ତି […]

  • Tuesday, 13 July 2021
Zhong_Shanshan_207760_730x419
ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଜୋଙ୍ଗ୍ ଶାନଶାନ

ବେଜିଂ : ଜୋଙ୍ଗ୍ ଶାନଶାନ ଏସିଆର ସବୁଠାରୁ ଧନୀ ବ୍ୟକ୍ତି । ଏସିଆର ଶୀର୍ଷ ଧନୀ ବ୍ୟକ୍ତିଙ୍କ ଟ୍ୟାଗ ହରାଇଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍)ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ତାଙ୍କ ସ୍ଥାନ ନେଇଛନ୍ତି ଜୋଙ୍ଗ୍ ଶାନଶାନ । ମୁକଶ ଆମ୍ବାନୀଙ୍କୁ ପଛରେ ପକାଇ ଏଥର ବାଜି ମାରିନେଲେ ଚୀନର ୱାଟର କିଙ୍ଗ ଭାବେ ପରିଚିତ ଜୋଙ୍ଗ୍  । କରୋନା ମହାମାରୀ ସମୟରେ ପ୍ରତିକୂଳ ପରିସ୍ଥିତିକୁ ସୁଯୋଗରେ ପରିଣତ କରିଥିବା ବ୍ୟବସାୟୀଙ୍କ କଥା ଉଠିଲେ, ଚୀନର […]

  • Tuesday, 13 July 2021
barbara
ମିିିଳିଲା ଦୁନିଆର ସର୍ବ ପୁରାତନ ପାଣି, ଯାହାର ବୟସ ୧୬୦ କୋଟି

ନୂଆଦିଲ୍ଲୀ: ମଣିଷ ସଭ୍ୟତାର ଅନେକ ଫର୍ଦ୍ଦ ଏବେ ବି ଅନ୍ଧାରରେ ରହିଛି । ସେହି ଅନ୍ଧାର ଭିତରୁ ରହସ୍ୟର ପେଡ଼ି ଖୋଲିବାକୁ ଚେଷ୍ଟା ଅବ୍ୟାହତ ରଖିଛନ୍ତି ଗବେଷକମାନେ । ସେଇ ରହସ୍ୟ ପେଡ଼ିର ସୂତାଖିଅଟେ ଏବେ ପଡ଼ଛି ଗବେଷଙ୍କ ହାତରେ । ବହୁ ପୂରାତନ ପାଣିର ସନ୍ଧାନ ମିଳିଛି । ଶହେ ବା ହଜାରେ ବର୍ଷର ପୁରୁଣା ପାଣି ନୁହେଁ,୧୬୦ କୋଟି ବର୍ଷର ପୁରୁଣା ପାଣି । ଏହି ପାଣିକୁ ଖୋଜି ପାଇଛନ୍ତି ଟରୋଣ୍ଟ ୟୁନିଭର୍ସିଟିର ଆଇସୋଟ୍ରପ […]

  • Tuesday, 13 July 2021
Adolf Hitler
ବିିବାହର ଗୋଟିଏ ଦିନ ପରେ କାହିଁକି ଆତ୍ମହତ୍ୟା କଲେ ହିଟ୍‌ଲର୍

ଆଡଲଫ ହିଟଲର । ଜର୍ମାନର ଏକଛତ୍ରବାଦ ଶାସକ । ଦୁର୍ଦ୍ଦଷ ନାଜି ସେନାର ମୁଖ୍ୟ । ଦକ୍ଷ, ପରାକ୍ରମୀ । ଦ୍ୱିତୀୟ  ବିଶ୍ୱଯୁଦ୍ଧରେ ତାଙ୍କର ପରାଜୟ ହେଲା । ତଥାପି ସେ ହାର ମାନି ନ ଥିଲେ । କେମିତି କଟିଥିଲା ତାଙ୍କ ଜୀବନର ସେଇ ଶେଷ ୨ ଦିନ.. ୧୯୪୫ ମସିହା ଏପ୍ରିଲ ଶେଷ ସପ୍ତାହ ବେଳକୁ ଜର୍ମାନୀର ପରାଜୟ ଏକ ପ୍ରକାର ସ୍ଥିର ହୋଇ ଯାଇଥିଲା । ମିତ୍ର ବାହିନୀ ଧୀରେ ଧୀରେ ଜର୍ମାନୀର […]

  • Tuesday, 13 July 2021
labour
ଇତିହାସର ପ୍ରାଚୁର୍ଯ୍ୟ ଭିତରେ ଅଲୋଡା ଶ୍ରମିକ

ମାନବସମାଜ ସୃଷ୍ଟି ହେଲା ପରେ ଶକ୍ତିଶାଳୀ ମଣିଷମାନେ ଶକ୍ତି ପ୍ରଦର୍ଶନ କରି ନିରୀହ ଲୋକଙ୍କୁ କାର୍ଯ୍ୟରେ ଲଗାଇ ନିଜେ ଆନନ୍ଦ , ସୁଖ ଅନୁଭବ କରୁଥିଲେ । ପରେ ରାଜା ମହାରାଜାମାନେ ଗରିବ, ଶ୍ରମିକ, ଶିଳ୍ପୀଙ୍କୁ ଲଗାଇ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କଲେ । ବିଦେଶୀ ରାଷ୍ଟ୍ର ଶିଳ୍ପ ସୃଷ୍ଟି କରି ମାଲିକମାନେ ଶ୍ରମିକମାନଙ୍କୁ ଅସ୍ୱାସ୍ଥ୍ୟ କର ପରିବେଶରେ ୧୨ ଘଣ୍ଟା ଖଟାଉଥିଲେ । ଶ୍ରମିକ ନିହଣ ମୁନରେ ଦିନେ ଗଢି ଉଠିଥିଲା ଗ୍ରୀକ୍‌ ସଭ୍ୟତା । […]

  • Tuesday, 13 July 2021
tulip
ଦିବ୍ୟାଙ୍ଗ ପାଇଲେ ଜୀବନର ନୂଆ ସ୍ୱାଦ; ପ୍ରକୃତିର ଶୋଭାରେ ଭୁଲିଗଲେ ଅବସାଦ

ଶ୍ରୀନଗର: ଜାମ୍ମୁ କଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପର ମୂଳୋତ୍ପାଟନ ପାଇଁ ଏବେ ଚାଲିଛି ‘ଅପରେସନ ଅଲ ଆଉଟ୍’ । ଆତଙ୍କୀଙ୍କ ସହ ଆର ପାର ଲଢେଇରେ ବ୍ୟସ୍ତ ସୁରକ୍ଷାକର୍ମୀ । ତଥାପି ଗୋଳାବାରୁଦ, ଲହୁ, ଲୁହ  ଭିତରେ ବି ସୁରକ୍ଷାକର୍ମୀ ସେମାନଙ୍କ ସାମାଜିକ କର୍ତ୍ତବ୍ୟବୋଧ ଭୁଲିନାହାନ୍ତି । ଇତି ମଧ୍ୟରେ ସ୍ଥାନୀୟ ଦିବ୍ୟାଙ୍ଗ ପିଲାଙ୍କୁ ନେଇ ସୁରକ୍ଷାକର୍ମୀମାନେ ପ୍ରସିଦ୍ଧ ତୁଲିପ ଗାର୍ଡେନରେ କରିଛନ୍ତି ପିକନିକ ଟ୍ରିପ୍ । ପ୍ରଥମ ଥର ପାଇଁ ପ୍ରକୃତିର ଏପରି ଅପରୂପ ସୌନ୍ଦର୍ଯ୍ୟକୁ  ଉପଭୋଗ […]

  • Tuesday, 13 July 2021
Pak-Ko
ପାକିସ୍ତାନର ପ୍ରସିଦ୍ଧ ଶକ୍ତିପୀଠ; ଚାଲି ଚାଲି ଗଲେ ପୂରଣ ହୁଏ ମନସ୍କାମନା

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଚୈତ୍ର ନବରାତ୍ର ପୂଜା। ଆଜିଠାରୁ ୯ ଦିନ ଧରି ଦେବୀଙ୍କୁ ୯ଟି ବେଶରେ ପୂଜା କରାଯାଏ। ଆରାଧନା କରାଯାଇଥାଏ। ଏହି ସମୟରେ ସାଧାରଣତଃ ଦେବୀ ପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ। ଏଥର କରୋନା କଟକଣା ଯୋଗୁ ଯଦିଓ ଭକ୍ତଙ୍କ ସମାଗମ ନାହିଁ ତଥାପି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ନବରାତ୍ର ପୂଜା ଅବସରରେ ଆମେ ଏମିତି ଏକ ଶକ୍ତିପୀଠ କଥା କହିବୁ ଯେଉଁଠି ସାରା ବିଶ୍ୱର ଶ୍ରଦ୍ଧାଳୁଙ୍କ ଭିଡ ଜମେ। ତେବେ […]

  • Tuesday, 13 July 2021
mangal-pandey
କାହିଁକି ଗୋଟିଏ ଦିନ ଘୁଞ୍ଚିଥିଲା ସହିଦ ମଙ୍ଗଳ ପାଣ୍ଡେଙ୍କ ଫାଶୀ ତାରିଖ

ନୂଆଦିଲ୍ଲୀ: ଭାରତ ସ୍ୱାଧୀନତା଼ ଇତିହାସର ଏକ ସ୍ୱର୍ଣ୍ଣିମ ନାମ ସହିତ ମଙ୍ଗଳ ପାଣ୍ଡେ। ଏପ୍ରିଲ ୮ ତାରିଖ ଥିଲା ମଙ୍ଗଳ ପାଣ୍ଡେଙ୍କ ଜୀବନର ଶେଷ ଦିନ। ଏହି ଦିନ ତାଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା। ହେଲେ ମଙ୍ଗଳ ପାଣ୍ଡେଙ୍କୁ ଏପ୍ରିଲ ୭ ତାରିଖ ଅର୍ଥାତ୍‌ ଗୋଟିଏ ଦିନ ପୂର୍ବରୁ ଫାଶି ଦଣ୍ଡ ଦିଆଯିବାର ଥିଲା। ଅତର୍କିତ ଭାବେ ଗୋଟିଏ ଦିନ ଗଡ଼ାଇ ଦିଆଯାଇଥିଲା। ଭାରତ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଶଙ୍ଖନାଦ କରିଥିବା ମଙ୍ଗଳ ପାଣ୍ଡେ ବ୍ରିଟିଶ ଶାସନ […]

  • Tuesday, 13 July 2021
marriage-
ବାହାଘର ପାଇଁ ପାତ୍ର ଖୋଜୁଛନ୍ତି କି ? ଏମିତି ବାଛନ୍ତୁ ଜୀବନସାଥୀ

ବିବାହ କଥା ଉଠିଲେ ସେ ପୁଅ ହେଉ ବା ଝିଅ ସମସ୍ତେ ଏକ ଭଲ ପାତ୍ର ଖୋଜନ୍ତି। ଯିଏ ମନ ବୁଝୁଥିବ, ସୁଖ-ଦୁଖରେ ସାଥୀ ହେଉଥିବ, ଭାବନା ସହିତ ଜଡ଼ିତ ରହୁଥିବ ଇତ୍ୟାଦି । କିନ୍ତୁ ଅଧିକାଂଶ ନିଜର ଜୀବନସାଥୀ ବାଛିବାରେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଯଦି ଆପଣମାନେ ବି ଏହିଭଳି କିଛି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କୁ କେଉଁଭଳି ଜୀବନସାଥୀ ଦରକାର,  ଆପଣଙ୍କ ରାଶି ଅନୁସାରେ କିପରି ଜୀବନସାଥୀ ବାଛିବେ ଏସବୁ ବିଷୟରେ […]

  • Tuesday, 13 July 2021
online class
ଅନ୍‌ଲାଇନ୍‌ କ୍ଲାସ୍ ଯୋଗୁ ସ୍କୁଲ୍‌ ଛାଡ଼ିବେ କି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ? ଜାଣନ୍ତୁ କ’ଣ କହୁଛି ସର୍ଭେ

ଭୁବନେଶ୍ୱର: ଅନ୍‌ଲାଇନ୍‌ କ୍ଲାସ୍ ଯୋଗୁ ସ୍କୁଲ୍‌ ଛାଡ଼ି ପାରନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ। ବିଶେଷ କରି ଯେଉଁମାନେ ଦୃଷ୍ଟି ଶକ୍ତି ହରାଇଛନ୍ତି ସେହି ଛାତ୍ରଛାତ୍ରୀମାନେ ସ୍କୁଲ ଛାଡ଼ି ପାରନ୍ତି। ଏଭଳି କିଛି ଆକଳନ କରିଛି ‘ସ୍ୱାଭିମାନ’, ଓଡ଼ିଶା ଷ୍ଟେଟ୍ ଡିଜାବିଲିଟି ନେଟୱର୍କ ଏବଂ ସେଣ୍ଟର ଫର୍ ଆଡଭୋକେସି ଆଣ୍ଡ୍‌ ରିସର୍ଚ୍ଚ (CFAR) ସଂସ୍ଥା। ଏହି ସଂସ୍ଥାମାନଙ୍କ ସହଯୋଗରେ ସର୍ଭେ କରି ‘ସ୍ବାଭିମାନ’ ଏଭଳି ତଥ୍ୟ ସାମ୍ନାକୁ ଆଣିଛି। ସଂସ୍ଥା ପକ୍ଷରୁ ହୋଇଥିବା ଏକ ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି। […]

  • Tuesday, 13 July 2021
villege-enger-pkg
ନିଆରା ନିଶା.. ନୂଆ ଉଦ୍ଭାବନ... ଆକାଶରେ ଡ୍ରୋନ ଉଡ଼ାଇଲେ ବି-ଟେକ୍ ଛାତ୍ର

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ):  ବି-ଟେକ୍ ଛାତ୍ରଙ୍କ ଚମତ୍କାର ଉଦ୍ଭାବନ । ରିମୋର୍ଟ  କଣ୍ଟ୍ରୋଲ ଦ୍ୱାରା ଫାଇଟର ଜେଟ ଉଡାଇ ସମସ୍ତଙ୍କୁ କରିଛନ୍ତି ଚକିତ । ଏହା ବ୍ୟତୀତ ଜଳ ଜାହାଜ, ରୋବର୍ଟ ଆଦି ନିର୍ମାଣ କରିବାର ଲକ୍ଷ୍ୟ ରଖିଛନ୍ତି।  ଜଣେ ସଫଳ ବୈଜ୍ଞାନିକ ହୋଇ DRDO ରେ କାମ କରିବା ତାଙ୍କର ସ୍ୱପ୍ନ।  ହେଲେ ଏଥିପାଇଁ ଅର୍ଥ ସାଜିଛି ବାଧକ।  ସହାୟତା ମିଳିଲେ ସେ ନିଜର ଉଦ୍ଭାବନାକୁ ସଫଳ ରୂପ ଦେଇପାରନ୍ତେ। ଏମିତି ସଂଘର୍ଷ ଏବଂ ସଫଳତା ଭରା […]

  • Tuesday, 13 July 2021
Debasis odisha Topper
JEE ମୁଖ୍ୟ ଫଳାଫଳ: ଜାଣନ୍ତୁ, କିପରି ଓଡିଶା ଟପ୍ପର ଦେବାଶିଷ ପଣ୍ଡା କଷ୍ଟକୁ ସୁଯୋଗରେ ପରିଣତ କଲେ

କଟକ: ଜାତୀୟ ପରୀକ୍ଷା ଏଜେନ୍ସି ମିଳିତ ପ୍ରବେଶିକା ପରୀକ୍ଷା (JEE) ମେନ୍ 2021 ମାର୍ଚ୍ଚ ଅଧିବେଶନ ପାଇଁ ଫଳାଫଳ  ଘୋଷଣା ହୋଇ ସାରିଛି | ଏଇ ପ୍ରବେଶିକା ପରୀକ୍ଷାରେ ମୋଟ 13 ଜଣ ପ୍ରାର୍ଥୀ ଶହେ (100) ସ୍କୋର କରିଛନ୍ତି। ଏଇ ପରୀକ୍ଷାରେ କଟକ ସହର  ଶ୍ରୀବିହାର କଲୋନୀରେ ରହୁଥିବା ଦେବାଶିଷ ପଣ୍ଡା 99.959166 ପ୍ରତିଶତ ସ୍କୋର ସହ ଶୀର୍ଷରେ ରହି ରାଜ୍ୟ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ଭୁବନେଶ୍ୱରର ଓଡିଏମ୍ ପବ୍ଲିକ୍ ସ୍କୁଲର […]

  • Tuesday, 13 July 2021
cylinder
୭୦୦ ଟଙ୍କା କମ୍‌ରେ ପାଇବେ ଏଲପିଜି ସିଲିଣ୍ଡର ! ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଦରବୃଦ୍ଧି ଏବେ ଆକାଶ ଛୁଆଁ ହୋଇଛି। ସବ୍‌ସିଡି ଯୁକ୍ତ ସିଲିଣ୍ଡରର ଦାମ୍‌ ୨୦୨୧ ବର୍ତ୍ତମାନ ସୁଦ୍ଧା ୨୨୫ଟଙ୍କା ବୃଦ୍ଧି ଘଟିଲାଣି। ଦିଲ୍ଲୀରେ  ସବ୍‌ସିଡି ଯୁକ୍ତ ୧୫୪.୨ କିଲୋ ଏଲପିଜି ସିଲିଣ୍ଡରର ଦାମ ୮୧୯ ଟଙ୍କା ରହିଛି। ତେବେ ଖାଉଟିମାନଙ୍କ ପାଇଁ ଏକ ଖୁସି ଖବର। ଆପଣ ଚାହିଁଣେ ଏଲପିଜି ସିଲିଣ୍ଡର ଦରରେ ୭୦୦ ଟଙ୍କାର ଛୁଟ୍‌ ପାଇ ପାରିବେ । ଅର୍ଥାତ୍‌ ଯଦି ସିଲିଣ୍ଡର ଦାମ୍‌ ୮୧୯ ଟଙ୍କା ହୋଇଥାଏ ତେବେ […]

  • Tuesday, 13 July 2021
pakhala-KO
ହଜି ଯାଉଛି କି ଆମ ପଖାଳ ହାଣ୍ଡିର ବାସ୍ନା ?

ଆମ ହାଣ୍ଡିଶାଳରୁ ହଜି ଯାଉଛି କି ପଖାଳ ହାଣ୍ଡି? ଆମ ଖାଦ୍ୟ ଶୈଳୀରୁ ଦୂରେଇ ଯାଉଛି କି ପଖାଳ କଂସା? ଦିନକୁ ଦିନ ପଖାଳଠାରୁ ଆମର ସମ୍ପର୍କ ଛିନ୍ନ ହୋଇଯାଉଛି କି ? ଏହା ଯେ ଆମ ଜୀବନ ଜୀବିକା ଓ ଦିନଚର୍ଯା ସହ ଅତି ଅନ୍ତରଙ୍ଗ, ଏହାକୁ ସେତିକି ସମ୍ମାନ ଦେବାରେ ଆମେ ହେଳା କରି ଦେଉ ନାହାନ୍ତି ତ? ଆଲେଖ୍ୟ:- ଜଗମୋହନ ମହାରଣା ପଖାଳ ଖାଲି ଏକ ଖାଦ୍ୟ ନୁହେଁ, ସକାଳରୁ ସଞ୍ଜ ରାତିରୁ […]

  • Tuesday, 13 July 2021
pakhala-Health-PKG
ପଖାଳର ଫାଇଦା: ଜାଣିଲେ, ନ ଫୋପାଡି ସାଇତି ରଖିବେ…

ଭୁବନେଶ୍ୱର: ଓଡ଼ିଆ ହାଣ୍ଡିଶାଳର ସ୍ୱତନ୍ତ୍ର ଆକର୍ଷଣ ପଖାଳ। ମାର୍ଚ୍ଚ ମାସର ଟାଇଁ ଟାଇଁ ଖରାରେ  ଯେପରି ହାତ ଠାରି ଡାକୁଥାଏ। ଖାଲି ଖରା କାହିଁକି, ଶୀତ ହେଉ କି ବର୍ଷା…ସବୁ ଋତୁ, ସବୁ ଦିନ ପଖାଳର ଆକର୍ଷଣ ମନଲୋଭା।  ଚୂନା ମାଛ ସାଙ୍ଗକୁ ଆଳୁ ଭର୍ତ୍ତା, ବଡ଼ି ଚୁରା, ଛୁଇଁ ଭଜା, ଟମାଟୋ, ବାଇଗଣ ଚକଟା ଆଉ ପିଆଜ ଖଣ୍ଡେ …ଆଃ, ଭାବିଦେଲେ ଯେମିତି ମୁହଁରେ ପାଣି ଆସିଯାଉଛି।   ଗୁଣ୍ଡେ ଖାଇ ଢ଼ୋକେ ପିଇଦେଲେ ସବୁ ଶାନ୍ତି […]

  • Tuesday, 13 July 2021
train
ଜାଣନ୍ତି, ଜେନେରାଲ ବଗି କାହିଁକି ଟ୍ରେନ୍‌ର ଆଗରେ ଏବଂ ପଛରେ ଲାଗିଥାଏ ?

ନୂଆଦିଲ୍ଲୀ: ଟ୍ରେନ୍‌ ଯାତ୍ରାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥିବ। ହେଲେ ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନ୍‌ରେ ଜେନେରାଲ ବଗି ଟ୍ରେନ୍‌ର ଆଗରେ କିମ୍ବା ପଛରେ ଥାଏ- ଏକଥା ହୁଏତ ଅନେକଙ୍କ ନଜରକୁ ଆସି ନ ଥିବ । ଯଦି ଏହା ଜାଣିଥାନ୍ତି, କେବେ ଚିନ୍ତା କରିଛନ୍ତି ଟ୍ରେନ୍‌ର ଆଗରେ ଏବଂ ପଛରେ କାହିଁକି ଏହି ଜେନରାଲ ବଗି ଲାଗିଥାଏ ? ଏହି ଜେନରାଲ ବଗି ମଝିରେ କ’ଣ ଥାଏ ଜାଣିଛନ୍ତି ? ଟ୍ରେନ୍‌ର ଆଗରେ ପଛରେ ଜେନରାଲ […]

  • Tuesday, 13 July 2021