• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

impact-up
୫ ରାଜ୍ୟର ଏକ୍‌ଜିଟ୍ ପୋଲ୍ ସର୍ଭେ ରିପୋର୍ଟକୁ ନେଇ ଓଡ଼ିଶାରେ ଅଙ୍କକଷା

ଭୁବନେଶ୍ୱର : ରାଜସ୍ଥାନରେ ବିଜେପିକୁ ମାତ୍ ଦେବ କଂଗ୍ରେସ। ମଧ୍ୟପ୍ରଦେଶ ଓ ଛତିଶଗଡରେ ପଦ୍ମ ଓ ହାତ ଭିତରେ କାଣ୍ଟେ କି ଟକ୍କର। ଦୁଇ ରାଜ୍ୟରେ ଶାସନରେ ଥିବା ବିଜେପିର ଆସନ କମିବ, ଏମିତିକି ହାତରୁ ଖସି ବି ଯାଇପାରେ କ୍ଷମତା। ବିଭିନ୍ନ ଜାତୀୟ ଚ୍ୟାନେଲ ଦ୍ୱାରା କରାଯାଇଥିବା ଏକ୍‌ଜିଟ୍ ପୋଲ ସର୍ଭେରେ ଏଭଳି ଆକଳନ ପରେ ଓଡ଼ିଶାରେ ଏହାର ଇଂପାକ୍ଟକୁ ନେଇ ଚର୍ଚ୍ଚା। ଖାସ୍ କରି ରାଜ୍ୟ କଂଗ୍ରେସ ସର୍ଭେ ରିପୋର୍ଟକୁ ନେଇ ଉତ୍ସାହିତ ହୋଇପଡିଛି। […]

  • Friday, 16 July 2021
tdp-up
୧୯ ମହା ଲଢ଼େଇରେ ଓଡ଼ିଶାରେ ପ୍ରାର୍ଥୀ ଦେବ ଟିଡିପି

ଭୁବନେଶ୍ୱର : ତେଲୁଗୁ ଦେଶମ୍ ପାର୍ଟି ଫୋକସ୍‌ରେ ଓଡ଼ିଶା। ଅାନ୍ଧ୍ରପ୍ରଦେଶରେ କ୍ଷମତାରେ ଥିବା ଟିଡିପି ଅାଗାମୀ ସାଧାରଣ ନିର୍ବାଚନରେ ଓଡିଶାରେ ଦେବ ପ୍ରାର୍ଥୀ। ୫ଟି ଲୋକସଭା ଓ ୫୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳ ପ୍ରତିଦ୍ୱନ୍ଦ୍ୱୀତା କରିବ ବୋଲି କୋରାପୁଟରେ ଏକ ସାମ୍ବାଦିକ ସମ୍ମଳନୀରେ ଘୋଷଣା କରିଛନ୍ତି  ଟିଡିପି ନେତା ରାଜେଶ ପୁତ୍ରା। ଅାଉ ଦଳର ଫୋକସ୍‌ରେ ରହିଛି ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନାଗିରି ଓ ନବରଙ୍ଗପୁର ଜିଲ୍ଲା। ଅାନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଭାବମୂର୍ତ୍ତି,  […]

  • Friday, 16 July 2021
exit--poll
ଏକଜିଟ୍ ପୋଲ୍ ସର୍ଭେ : ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି-କଂଗ୍ରେସ ମଧ୍ୟରେ ହୋଇପାରେ କଡ଼ା ଟକ୍କର

ନୂଆଦିଲ୍ଲୀ : ସରିଲା ୫ ରାଜ୍ୟରେ ବିଧାନସଭା ଭୋଟ୍। ୧୧ରେ ଗଣତି ସହ ଅସଲ ଫଳ ଅାସିବା ପୂର୍ବରୁ ପ୍ରକାଶ ପାଇଛି ଏକଜିଟ୍ ପୋଲ୍। ଫଳାଫଳ ଭିନ୍ନ ଭିନ୍ନ ସଂସ୍ଥାଙ୍କ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ରାଜସ୍ଥାନରେ କଂଗ୍ରେସ କ୍ଲିନସ୍ୱିପ୍ କରିବାର ସଙ୍କେତ ଅାସୁଛି। ସେହିପରି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି-କଂଗ୍ରେସ ମଧ୍ୟରେ ହୋଇପାରେ କଡ଼ା ଟକ୍କର। ତେଲେଙ୍ଗାନାରେ କ୍ଷମତା ବଜାୟ ରଖିପାରନ୍ତି KCR। ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଛି କଡ଼ା […]

  • Friday, 16 July 2021
latrine
ମିଳୁନି ଟଙ୍କା ; ପାଇଖାନା ତିଆରି କରି ହିତାଧିକାରୀ ହତାଶ

 ସାଲେପୁର : କେନ୍ଦ୍ର ସରକାର ସ୍ୱଚ୍ଛଭାରତ ଯୋଜନାରେ ପ୍ରତିଟି ଘରେ ପାଇଖାନା ନିର୍ମାଣର ବ୍ୟବସ୍ଥା କରିଛନ୍ତି। ହେଲେ ସାଲେପୁର ବ୍ଲକରେ ଏହି ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। ଲୋକେ ନିଜ ଖର୍ଚ୍ଚରେ ପାଇଖାନା ତିଆରି କରିବା ପରେ ଏବେ ସହାୟତା ରାଶି ପାଇବା ପାଇଁ ନାକେଦମ୍ ହେଉଛନ୍ତି। ଏପରିକି କିଛି ହିତାଧିକାରୀଙ୍କ ନଥିପତ୍ର ବ୍ଲକ କାର୍ଯ୍ୟାଳୟରେ ନଥିବା ଅଭିଯୋଗ ବି ହୋଇଛି। ଅଭିଯୋଗ ଅନୁସାରେ, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ କାର୍ଯ୍ୟାଦେଶ […]

  • Friday, 16 July 2021
1
ମଣ୍ଡିରେ ତାଲା, ମିଲର୍ସଙ୍କ ଦେଖାନାହିଁ

ମାଲକାନଗିରି: ମଣ୍ଡିରେ ଅବ୍ୟବସ୍ଥା ଏବଂ ବିଭ୍ରାଟର ପ୍ରତିବାଦ କରି ଚାଷୀମାନେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ସପ୍ତାହ ସପ୍ତାହ ଧରି ମଣ୍ଡିରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡ଼ି ରହୁଥିଲେ ମଧ୍ୟ କେହି ସେମାନଙ୍କ ଧାନ ଉଠାଉନଥିବାରୁ ଶେଷରେ ଆଜି ସ୍ଥାନୀୟ ଚାଷୀ ରାସ୍ତାକୁ ଓହ୍ଲାଇବା ସହ ଜିଲ୍ଳାପାଳଙ୍କ ଅଫିସ୍‌ ଘେରାଉ କରିଛନ୍ତି। ଏହା ସହ କାର୍ଯ୍ୟାଳୟ ଭିତରେ ଜଣେ ଚାଷୀଙ୍କୁ ଆକ୍ରମଣ କରିଥିବା କୋରକୋଣ୍ଡା ଲ୍ୟାମ୍ପସ ଏମ୍ଡ଼ିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରାଯାଇଛି। […]

  • Friday, 16 July 2021
dawory-up
ଯୌତୁକ ଜହ୍ଲାଦଙ୍କ ଜଘନ୍ୟ କାଣ୍ଡ

କେନ୍ଦ୍ରାପଡ଼ା :  ଯୌତୁକ ଜହ୍ଲାଦଙ୍କ ନିଷ୍ଠୁର ନିଆଁରେ କଲବଲ ହୋଇ ଜଳିଗଲା ପୁଣି ଜଣେ ବୋହୂ। ରାତି ଅଧରେ ଜୀଅନ୍ତା ଜାଳି ଦେବାକୁ ଜଘନ୍ୟ ଉଦ୍ୟମ କରିଥିଲେ ଶାଶୁ ଓ ନଣନ୍ଦ। କେନ୍ଦ୍ରାପଡ଼ା ଜିଲ୍ଲା ବାଲିସୁଆଁର ନିର୍ମଳ ସ୍ୱାଇଁଙ୍କ ଘରେ ଗତକାଲିର ଏ ଲୋମଟାଙ୍କୁରା ଘଟଣା, ପୁଣି ଯୌତୁକ ରାକ୍ଷସଙ୍କ ଲୋଭର କୁତ୍ସିତ ପରିଣତିକୁ ଜନମାନସରେ ଉଜାଗର କରିଛି। ନିର୍ମଳଙ୍କ ଅନୁପସ୍ଥିତିରେ ପତ୍ନୀ ଭାରତୀଙ୍କୁ ହାତଗୋଡ଼ ବାନ୍ଧି କିରାସିନି ଢାଳି ଅତି ନିର୍ମମ ଭାବେ ହତ୍ୟା ଉଦ୍ୟମ […]

  • Friday, 16 July 2021
dillip-up
ବିଜୟ-ଦିଲୀପଙ୍କ ବିରୋଧରେ ବିଜେପିର ସଂଗୀନ ଅଭିଯୋଗ

ଭୁବନେଶ୍ୱର : ବିଜୟ ଓ ଦିଲୀପଙ୍କୁ ନିଜ ପୁରୁଣା ଦଳ ବିଜେପିର ଜୋରଦାର ଅାଟାକ୍। ଉଭୟ ଇସ୍ତଫା ଦେବାପରେ ସାମ୍ବାଦିକ ସମ୍ମିଳନୀ କରି ସେମାନଙ୍କ ଉପରେ ବର୍ଷି ଥିଲା ବିଜେପି। ଅାଜି ପୁଣି ଏ ଦୁଇ ବରିଷ୍ଠ ନେତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଅାଣିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ। ସିଧାସଳଖ ଅଭିଯୋଗ କରିଛନ୍ତି ଉଭୟ ନେତାଙ୍କର ବିଜେଡି ସହ ସଲାସୁତୁରା ଥିଲା। ସେମାନେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟିପ୍ପଣୀ ଦେବା, ମହାନଦୀ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଦଳକୁ […]

  • Friday, 16 July 2021
hockey-up
ହକି ବିଶ୍ୱକପ୍ ଉଦ୍‌ଘାଟନୀରେ କୋଟି କୋଟି ଟଙ୍କା ଖର୍ଚ୍ଚକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର : ହକି ବିଶ୍ୱକପ୍ ଅାୟୋଜନକୁ ନେଇ ତେଜୁଛି ବିବାଦ। ଖେଳର ବିକାଶ ନୁହେଁ ନବୀନ ନିଜର ପ୍ରଚାର ଲାଗି କରଦାତାଙ୍କ କୋଟି କୋଟି ଟଙ୍କା ଶ୍ରାଦ୍ଧ କରିଥିବା ସଂଗୀନ ଅଭିଯୋଗ ଅାଣିଛି ବିଜେପି। ବିଶ୍ୱକପ୍ ହକି ବ୍ୟୟବହୁଳ ଉଦ୍‌ଘାଟନୀ ଉତ୍ସବକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି କରିଛି ଟାର୍ଗେଟ୍। ନବୀନ ଅାତ୍ମପ୍ରଚାର ଲାଗି କରଦାତାଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ଦଳ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି। କଟକ ଉତ୍ସବରେ ଅତିଥି ହେବା ଲାଗି […]

  • Friday, 16 July 2021
dkl-up
ଢେଙ୍କାନାଳ ବେଅାଇନ ସେଲଟର ହୋମ୍‌ରେ ଝିଅଙ୍କୁ ଯୌନ ନିର୍ଯାତନା

ଢେଙ୍କାନାଳ : ବିହାର ମୁଜାଫରପୁର ସେଲ୍‌ଟର ହୋମ୍‌ର ନୃଶଂସ କାଣ୍ଡ ଭଳି ଢେଙ୍କାନାଳରେ ସାମ୍ନାକୁ ଅାସିଛି ଯୌନ ଶୋଷଣର ସାଂଘାତିକ ଅଭିଯୋଗ। ଘୃଣ୍ୟ ଅାଚରଣର ଲଜ୍ଜାଜନକ ଘଟଣା ଘଟିଛି ଢେଙ୍କାନାଳ ବେଲଟିକିରି ସ୍ଥିତ ବେଅାଇନ୍ ସେଲ୍ଟର ହୋମ ଡ୍ରିମ୍ ସେଣ୍ଟରରେ। ନାବାଳିକାଙ୍କୁ ଦିଅାଯାଇଛି ଯୌନ ନିର୍ଯାତନା। ଜଣେ କି ଦୁଇ ଜଣ ନୁହେଁ, ଏକାଧିକ ନାବାଳିକା ଅନ୍ତେବାସୀଙ୍କୁ କରାଯାଇଛି ଶୋଷଣ। ଅାଉ ସେହି ଜଘନ୍ୟ କାଣ୍ଡର ମୁଖ୍ୟ ଖଳନାୟକ ହେଉଛି ଡ୍ରିମ୍‌ ସେଣ୍ଟର ଇନ୍‌ଚାର୍ଜ ସୀମାଞ୍ଚଳ ନାୟକ। […]

  • Friday, 16 July 2021
marathan-up
ଏଡ୍‌ସ ଦିବସରେ ଆସନ୍ତାକାଲି ଓଟିଭି ମିନି ମାରାଥନ

ଭୁବନେଶ୍ୱର : ମୃତ୍ୟୁ ନୁହେଁ, ଜୀବନ ଅାଡ଼କୁ ଦୌଡ଼। ଏଡ୍‌ସ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ସ୍ଲୋଗାନ ଦେଇ ଓଟିଭି ଅାସନ୍ତାକାଲି ଅାୟୋଜନ କରୁଛି ମିନି ମାରାଥନ। ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଥିବା ସପ୍ତମ ବାଟାଲିୟନ ପଡ଼ିଆରୁ ସକାଳ ସାଢ଼େ ୬ଟାରେ ଏହି ମିନି ମାରାଥନ ଅାରମ୍ଭ ହେବ। ଏହାକୁ ଉଦ୍‌ଘାଟନ କରିବେ ପ୍ରାଦେଶିକ ସେନା ୧୨୦ ଇନ୍‌ଫାନ୍‌ଟ୍ରି ବାଟାଲିୟନର ଅଫିସିଏଟିଂ କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ଜେ.ଏସ୍. ଭଦୋରିଅା ଓ ଉଦ୍‌ଯାପନୀ […]

  • Friday, 16 July 2021
opsc
ଓଡ଼ିଶା ଲୋକସେବା ଅାୟୋଗକୁ ନେଇ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର : ଓଡିଶା ଲୋକସେବା ଅାୟୋଗ ବା ଓପିଏସ୍‌ସି ଖେଳିଛି ପିଲାଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ। ନିକଟରେ ଡେଣ୍ଟାଲ ସର୍ଜନ ଚାକିରି ପାଇଁ ହୋଇଥିବା ପରୀକ୍ଷାରେ ହୋଇଛି ବ୍ୟାପକ ଅନିୟମିତତା। ପରୀକ୍ଷାରେ ୧୫ରୁ ଅଧିକ ପ୍ରଶ୍ନର ଭୁଲ୍ ମାର୍କିଂକୁ ନେଇ ଓପିଏସ୍‌ସିର ଭୂମିକା ସନ୍ଦେହ ଘେରରେ ଥିବାବେଳେ, ବଡ କଥା ହେଲା କଟ୍ ଅପ୍ ମାର୍କଠୁ କମ୍ ମାର୍କ ରଖି ପିଲା ପାଇଛନ୍ତି ନିଯୁକ୍ତି। ତେଣୁ ଏହା ପଛରେ ଏକ ବଡ ଧରଣର ଘୋଟାଲାର ଗନ୍ଧ […]

  • Friday, 16 July 2021
4
ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ନିହାର

ପାରଳାଖେମୁଣ୍ଡି: ମାନବ ସେବା ହିଁ ମାଧବ ସେବା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସ୍ୱେଚ୍ଛାସେବୀ ନିହାର ରଞ୍ଜନ ପଣ୍ଡା ଏହାକୁ ଅଙ୍ଗେଅଙ୍ଗେ ଉପଲବ୍ଧି କରିଛନ୍ତି। ଲୋକଙ୍କ ମୁହଁରେ ଚେନାଏ ହସ ଆଣିବା ପାଇଁ ସେ ସବୁବେଳେ ପ୍ରୟାସ କରିଥାନ୍ତି। ସେ ପ୍ରଳୟଙ୍କାରୀ ଫାଇଲିନ୍ ହେଉ ଅବା କାମଳ ରୋଗରେ ଆକ୍ରନ୍ତ ରୋଗୀଙ୍କୁ ସହାୟତା ପାଇଁ ନିହାର ସବୁବେଳେ ଅସହାୟଙ୍କ ପାଖରେ ଦେବଦୂତ ହୋଇ ଛିଡା ହୋଇଥାନ୍ତି। ପାରଳାଖେମୁଣ୍ଡି କବିଚନ୍ଦ୍ର ସାହିରେ ବାସ କରୁଥିବା ନିହାର ଏମ୍‌ସିଏ ପରେ ଏକ […]

  • Friday, 16 July 2021
school-bag-up
କୁନି ପିଲାଙ୍କୁ ବସ୍ତାନୀ ବୋଝ ଓ ହୋମ୍ଓ୍ୱାର୍କ ଚାପ କମାଇବାକୁ କେନ୍ଦ୍ରର ଗାଇଡ୍‌ଲାଇନ୍ସ

ନୂଆଦିଲ୍ଲୀ : କୁନି କୁନି ପିଲାଙ୍କୁ ମିଳିବ ବସ୍ତାନି ବୋଝରୁ ଅାଶ୍ୱସ୍ତି। କୋମଳମତି ପିଲାଙ୍କ ଉପରେ ରହିବନି ହୋମ୍ ଓ୍ୱାର୍କର ଚାପ। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ଜାରି ହୋଇଛି ଗାଇଡ୍ ଲାଇନ୍ସ। କେଉଁ ଶ୍ରେଣୀର ପିଲାକୁ କଣ ପଢ଼ାଯିବ ଓ ସେମାନଙ୍କ ସ୍କୁଲ ବ୍ୟାଗର ଓଜନ କେତେ ରହିବ ତାର ଏକ ନିର୍ଦ୍ଦିଷ୍ଟ ବିବରଣୀ ଦିଅାଯାଇଛି। ଗାଇଡ୍‌ଲାଇନ୍ସ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ଲାଗି ଦେଢ଼ […]

  • Friday, 16 July 2021
kiit-up
କିଟ୍ କ୍ୟାମ୍ପସରେ ଖଣ୍ଡଯୁଦ୍ଧର ଖୋଳତାଡ଼ ଜାରି

ଭୁବନେଶ୍ୱର : ଗତ ୨୪ ତାରିଖରେ କିଟ୍‌ରେ ଦେଖିବାକୁ ମିଳିଥିଲା ତୁମୁଳ ସଂଘର୍ଷ । ରଣକ୍ଷେତ୍ର ପାଲଟିଥିଲା କିଟ୍ କ୍ୟାମ୍ପସ। କେତେବେଳେ ଅାଖିବୁଜା ଢ଼େଲା ପଥର ମାଡ଼ ତ ଅାଉ କେତେବେଳେ କ୍ରିକେଟ୍ ବ୍ୟାଟ୍‌ରେ ପ୍ରହାର । ଅାଇନ ଏବଂ ଇଂଜିନିୟରିଂ ଛାତ୍ରଙ୍କ ଖଣ୍ଡଯୁଦ୍ଧରେ ଶନିବାର କ୍ୟାମ୍ପସରେ ଖେଳିଯାଇଥିଲା ଅାତଙ୍କ। ତେବେ କେଉଁ ପରିସ୍ଥିତିରେ ଘଟିଲା ଏଭଳି ଲଙ୍କାକାଣ୍ଡ ? ଘଟଣା ପଛରେ କେଉଁ ଛାତ୍ରଙ୍କ ରହିଛି ସଂପୃକ୍ତି ? ସେନେଇ ଗତ ଦୁଇ ଦିନ ହେଲା […]

  • Friday, 16 July 2021
ayo-up
ଅଯୋଧ୍ୟାରେ ଶିବସେନା ଓ ବିଶ୍ୱ ହିନ୍ଦୁ ପରିଷଦର ବିଶାଳ ସମାବେଶ

ନୂଆଦିଲ୍ଲୀ : ଜୟ ଶ୍ରୀରମ ଧ୍ୱନୀରେ କମ୍ପୁଛି ଅଯୋଧ୍ୟା । ରାମମନ୍ଦିର ନିର୍ମାଣ ଦାବିରେ ଅଯୋଧ୍ୟାରେ ଏକାଠି ହୋଇଛନ୍ତି ଉଦ୍ଧବ ଠାକ୍‌ରେଙ୍କ ଶିବ ସେନାର ହଜାର ହଜାର କର୍ମୀ। ନିଜେ ଉଦ୍ଧବ ବି ଦୁଇ ଦିନ ହେଲା ସେଠାରେ ଡେରା ପକାଇଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ସେ ଘୋଷଣା କରିଛନ୍ତି। ତେବେ କେନ୍ଦ୍ର ସରକାର ଯଦି ମନ୍ଦିର ନିର୍ମାଣ ନକରନ୍ତି ତେବେ କ୍ଷମତାରେ ରହିପାରିବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ତେବେ […]

  • Friday, 16 July 2021
kharabala-up
ଖାରବେଳଙ୍କୁ ଅାକ୍ରମଣ ପଛର କାରଣ ଖୋଜିବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର : କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ଅାକ୍ରମଣ କରୁଥିବା ଏ ଯୁବକ ସୁମନ୍ତ ନାୟକ କେଉଁ ଦଳର ?  କାହା ପ୍ରରୋଚନା ଏବଂ କାହା ଇଙ୍ଗିତରେ ଜଣେ ପ୍ରତିଷ୍ଠିତ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଉପରେ ଏଭଳି ହିଂସା ? ଅାକ୍ରମଣକାରୀ ଯୁବକ ବିଜେଡିର ବୋଲି ନିଜେ ଖାରବେଳ ଅଭିଯୋଗ କରିଥିଲା ବେଳେ ଅାଜି ବିଜେପି ଅାଣିଛି ଅାଉ ଏକ ସାଂଘାତିକ ଅଭିଯୋଗ। କହିଛି ଖାରବେଳଙ୍କୁ ଅାକ୍ରମଣ କରିଥିବା ଦୁଇ ଯୁବକ ସୁମନ୍ତ ନାୟକ ଓ […]

  • Friday, 16 July 2021
sambalpur-up
ତେଜୁଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଅାନ୍ଦୋଳନ

ସମ୍ବଲପୁର : ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ପଶ୍ଚିମ ଓଡ଼ିଶାରେ ଅହରହ ଜାରି ରହିଛି ଓକିଲଙ୍କ ଅାନ୍ଦୋଳନ । ଦୀର୍ଘ ୭୮ ଦିନ ବିତିଯାଇଥିଲ ବି ସରକାର ନୀରବ। ତେଣୁ ଅାଗକୁ ଅାନ୍ଦୋଳନକୁ ବ୍ୟାପକ କରିବା ପାଇଁ ସମ୍ବଲପୁର ଏବଂ ବଲାଙ୍ଗିର ଓକିଲ ସଂଘ ନିଷ୍ପତ୍ତି ଶୁଣାଇଛନ୍ତି । ସେପଟେ ଅାଇନସେବା ପ୍ରଭାବିତ ହୋଇଥିବାବେଳେ ଜାମିନ ନପାଇ ଛୋଟମୋଟ ମାମଲାରେ ଜେଲ୍‌ରେ ପଡ଼ିରହିଛନ୍ତି କଏଦୀ । ସୋନପୁର ଜିଲ୍ଲାର ମାଖନୀ ମେହେର । ଚୋରୀ ଅଭିଯୋଗରେ […]

  • Friday, 16 July 2021
tree-cutting-up
ବଳରାମପୁର ଗଛକଟା ନେଇ ଗୃହରେ ତୁମ୍ବିତୋଫାନ

ଢେଙ୍କାନାଳ : ବଳରାମପୁର ଗଛ କଟା ପଛରେ କାହାର ହାତ ? କାହା ଚାପରେ କଟାଗଲା ଗଛ। ଏହାକୁ ନେଇ ଅାଜି ବିଧାନସଭାରେ ହୋଇଥିଲା ତୁମ୍ବିତୋଫାନ୍। ମଦ ଫାକ୍ଟ୍ରି ପାଇଁ ରାତି ଅଧିଅା ଶହ ଶହ ଗଛକଟା ପଛରେ କମ୍ପାନୀ-ଅଫିସର-ଜଙ୍ଗଲ ବିଭାଗ ଓ ଇଡ୍‌କୋର ମଧୁଚନ୍ଦ୍ରିକା ଥିବା ଅଭିଯୋଗ ଅାଣି ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧୀ। ମଦ କମ୍ପାନୀର ସ୍ୱାର୍ଥ ପାଇଁ ଜିଲ୍ଲା ପ୍ରଶାସନ ପ୍ରୋତ୍ସାହନରେ ଗଛକଟା ଶୀର୍ଷକ ମୁଲତବୀ ଅାଲୋଚନାରେ ଭାଗ ନେଇ ବିରୋଧୀଦଳ ନେତା […]

  • Friday, 16 July 2021
cycle
ଭୁବନେଶ୍ୱରରେ ୨୬ତାରିଖରୁ ଗଡ଼ିବ ସ୍ମାର୍ଟ ସାଇକେଲ୍

ଭୁବନେଶ୍ୱର : ସ୍ମାର୍ଟ ସିଟିରେ ସ୍ମାର୍ଟ ସାଇକେଲ ଟ୍ରାକ୍‌। ରାସ୍ତାକୁ ବିଭକ୍ତିକରଣ କରାନଯାଇ ୩ ଫୁଟ ଚୌଡାରେ ନାଲି ରଙ୍ଗର ଚାଦର ବିଛାଯାଇଛି। ତା ଉପରେ ନଭେମ୍ବର ୨୬ରୁ ଗଡିବ ସାଇକେଲ। ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସାଇକେଲର ସିମ୍ବଲ ବି ଦିଅାଯାଇଛି। ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ୧୪ ଶହ ସାଇକେଲ। ଅାସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବାକୁ ଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ହଜାରେ ସାଇକେଲ ଗଡିବ। ସାଇକେଲ ଷ୍ଟାଣ୍ଡ ପାଇଁ ୧୨୦ଟି ସ୍ଥାନ ଚିହ୍ନଟ […]

  • Friday, 16 July 2021
siv-thakre-up
ରାମ ମନ୍ଦିର ନିର୍ମାଣ ଲାଗି ବଢୁଛି ଚାପ ; ଅଯୋଧ୍ୟାରେ ଉଦ୍ଧବ ଠାକ୍‌ରେଙ୍କ ପୂଜାର୍ଚ୍ଚନା

ଉତ୍ତର ପ୍ରଦେଶ :  ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ପ୍ରୟାସ।  ଏଥିପାଇଁ କାଲିଠାରୁ ଅଯୋଧ୍ୟାରେ ଅାରମ୍ଭ ହେଉଛି ବିଶ୍ୱହିନ୍ଦୁ ପରିଷଦର ଧର୍ମ ସଂସଦ। ଏଥିରେ ସାରା ଦେଶରୁ ସନ୍ଥ ଓ ସାଧୁ ଯୋଗଦେବେ। ଏଥିସହ ପ୍ରାୟ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ଏକାଠି ହେବାର ସମ୍ଭାବନା ରହିଛି। ଅଯୋଧ୍ୟାରେ ରାମ ମନ୍ଦିର କିପରି ନିର୍ମାଣ ହୋଇପାରିବ ସେ ନେଇ ମୁଖ୍ୟତଃ ଏଥିରେ ଅାଲୋଚନା ହେବ। ୧୯୯୨ ବାବ୍ରି […]

  • Friday, 16 July 2021
konark
ବିପଦରେ କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖଶାଳାର ଗର୍ଭଗୃହ

କୋଣାର୍କ  : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ବାହ୍ୟ ସ୍ଥିତି ଠାରୁ ଆଭ୍ୟନ୍ତରୀଣ ସ୍ଥିତି ବିପଦରେ। ୧୯୦୩ ମସିହାରେ ବ୍ରିଟିଶ୍ ସରକାର ମୁଖଶାଳାର ସ୍ଥିତି ଗମ୍ଭୀର ଥିବା ଦେଖି ବାଲି ଓ ପଥର ଭର୍ତ୍ତି କରି ସିଲ୍‌ କରିଥିଲେ।  ଏହା ମଧ୍ୟରେ ୧୧୫ ବର୍ଷ ବିତିଯାଇଛି। ଗର୍ଭଗୃହର ଅାଭ୍ୟନ୍ତରୀଣ ସ୍ଥିତିରେ କଣ ପରିବର୍ତ୍ତନ ଅାସିଛି ଜାଣିବା ପାଇଁ କେନ୍ଦ୍ରୀୟ ଗବେଷଣା ସଂସ୍ଥା ସି.ବି.ଅାର.ଅାଇ. ୨୦୧୫ ମସିହାରେ ପ୍ରଥମ ପର୍ଯ୍ୟାୟରେ ଜିପିଅାରଏସ, ଲେଜର ସ୍କାନିଂ ଓ ଏଣ୍ଡୋସ୍କୋପି […]

  • Friday, 16 July 2021
q1
ରକ୍ତ ପରୀକ୍ଷା ପାଇଁ ଛିଡ଼ା ହେବାକୁ ପଡ଼ୁଛି ୭ରୁ ୮ ଘଣ୍ଟା

ବ୍ରହ୍ମପୁର: ରୋଗୀଙ୍କ ଯନ୍ତ୍ରଣାଠୁ ବଳି ଯାଇଛି ରକ୍ତ ପରୀକ୍ଷା ପାଇଁ ଥିବା ଲମ୍ବା ଲାଇନ୍। ମାଗଣାରେ ରକ୍ତ ପରୀକ୍ଷା ପାଇଁ ସରକାରଙ୍କ ସୁବିଧାର ବାସ୍ତବ ଚିତ୍ର କ’ଣ, ତାହା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍ କଲେଜକୁ ଦେଖିଲେ ଆପଣ ଜାଣିପାରିବେ। ରକ୍ତ ପରୀକ୍ଷା ପାଇଁ ୭ରୁ ୮ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଯାହା ରୋଗୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି। ସରକାରୀ ଡାକ୍ତରଖାନାରେ ମାଗଣାରେ ରକ୍ତ ପରୀକ୍ଷା ହେବ। ରୋଗୀଙ୍କୁ ସହାୟତା କରିବା […]

  • Friday, 16 July 2021
bali yatra
ଆଜିଠୁ କଟକର ଐତିହାସିକ ବାଲିଯାତ୍ରା

କଟକ : ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା। ସବୁ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପାଖାପାଖି ୪୪ ଏକର ଜମିରେ ଖୋଲିବ ୧୩ ଶହରୁ ଅଧିକ ଷ୍ଟଲ। ବାଲିଯାତ୍ରାରେ ସବୁ ପ୍ରକାର ସାମଗ୍ରୀ ମିଳିବ। ସାଧାରଣ ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ଦାମୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ମିଳିବ। ତା ସହିତ ଜମିବ ବିଭିନ୍ନ ରକମ ଖାଦ୍ୟର ପସରା। ଏଥର ଓର୍‌ମାସର ୩୫୦ଟି ଷ୍ଟଲ୍‌ ପଡ଼ିଛି। ଦର୍ଶକଙ୍କ ପାଇଁ ଚଳିତ ବର୍ଷ ଚହଟା […]

  • Friday, 16 July 2021
1
ଚାଷୀଙ୍କ ପିଛା ଛାଡୁନି ଦୁର୍ଦ୍ଦଶା: ଧାନ ପରେ ପରିବା ଚିନ୍ତା

ଭୁବନେଶ୍ୱର: ଦୁର୍ଦ୍ଦଶା ଚାଷୀଙ୍କ ପିଛା ଛାଡୁନି। ଧାନ ପରେ ଏବେ ପନିପରିବାର ଅଭାବୀ ବିକ୍ରି ସମସ୍ୟାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଖାସ୍ କରି କୋବି ଚାଷୀଙ୍କୁ ବିପୁଳ କ୍ଷତି ସହିବାକୁ ପଡୁଛି। ଏବର୍ଷ ଅନୁକୂଳ ପାଗ ଯୋଗୁ କୋବି ଚାଷ ଭଲ ହୋଇଛି। ତେବେ ଚାଷୀଙ୍କ ମନରେ ଖୁସି ନାହିଁ। କାହିଁକି ନା ହେକ୍ଟର ହେକ୍ଟର ଜମିରେ କୋବି ଚାଷ କରିଥିବା ଚାଷୀ ଭଲ ଉତ୍ପାଦନ ଦୃଷ୍ଟିରୁ ଭଲ ଦିପଇସା ପାଇବା କଥା। କିନ୍ତୁ ସଂରକ୍ଷଣ […]

  • Friday, 16 July 2021
kalinga
ହକି ବିଶ୍ୱକପ୍ ପାଇଁ ଜୋରଦାର୍ ପ୍ରସ୍ତୁତି

ଭୁବନେଶ୍ୱର : ହକି ବିଶ୍ୱକପ୍ ପାଇଁ ଜୋରଦାର୍ ପ୍ରସ୍ତୁତି। ଷ୍ଟାଡିୟମ୍‌ ଠାରୁ ଅାରମ୍ଭ କରି ରାସ୍ତାଘାଟ, ସବୁଠି ଏବେ ହକି ଫିବର୍। ତେବେ ଏହି ମେଗା ଇଭେଣ୍ଟରେ ପାର୍କିଂ ବ୍ୟବସ୍ଥା ହେବ। ପୁଲିସ ପାଇଁ ହେବ ବଡ଼ ଚାଲେଞ୍ଜ  ଟ୍ରାଫିକ୍‌ ସମସ୍ୟା ଓ ଭିଡ଼କୁ ଅାଖିରେ ରଖି ପାର୍କିଂ ପାଇଁ ତିଅାରି ହୋଇଛି ସ୍ୱତନ୍ତ୍ର ମାଷ୍ଟର ପ୍ଲାନ୍‌। ଉଦ୍‌ଘାଟନୀ ଉତ୍ସବରୁ ଫାଇନାଲ୍ ମ୍ୟାଚ୍ ପାଇଁ ଷ୍ଟାଡିୟମ୍ ଭିତରେ ଏବଂ ବାହାରେ ୧୦ଟି ପାର୍କିଂ ସ୍ଥାନକୁ ଚିହ୍ନଟ କରାଯାଇଛି। […]

  • Friday, 16 July 2021