• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

phd-up
ପରିଣତ ବୟସରେ ଡକ୍ଟରେଟ୍ ନିଶା

ଭୁବନେଶ୍ୱର : ବୟସର ଅପରାହ୍ନରେ ଡକ୍ଟରେଟ୍ ନିଶା। ୮୦ ବର୍ଷ ବୟସରେ ବାଣୀବିହାର ହଷ୍ଟେଲରେ ରହି ପିଏଚ୍‌ଡି କରୁଥିବା ଦେବଗ଼ଡ଼ର ପୂର୍ବତନ ସାଂସଦ ନାରାୟଣ ସାହୁ ଏବେ ଚର୍ଚ୍ଚାରେ। ଦିନେ ରାଜନୀତିର ପଶାପାଲିରେ ଗୋଟି ଚାଳନା କରୁଥିବା ନାରାୟଣ ଆଜି ଜଣେ ଛାତ୍ର ପାଲଟି ଯାଇଛନ୍ତି। ପାଲଲହଡାରୁ ଦୁଇ ଦୁଇଥର ବିଧାୟକ, ପରେ ୧୯୮୦ରେ ଦେବଗଡ଼ରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ନାରାୟଣ ସାହୁ। ହେଲେ ଶେଷରେ ରାଜନୀତିକୁ ତ୍ୟାଗ କଲେ ନାରାୟଣ । କାରଣ ସେ […]

  • Friday, 16 July 2021
sahid-up
ପୁଅ ଅଚ୍ୟୁତାନନ୍ଦଙ୍କୁ ହରେଇ ବେସାହାରା ବାପା-ମାଆ

ଭୁବନେଶ୍ୱର : ଦାନ୍ତେଓ୍ୱାଡା ନକ୍ସଲ ଅାକ୍ରମଣରେ ସହିଦ, ଓଡ଼ିଆ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କ ପ୍ରତି ରାଜ୍ୟ ସରକାରଙ୍କ ଦରଦ କେତେ? ତାକୁ ନେଇ ଏବେ ପ୍ରଶ୍ନ। ଅଚ୍ୟୁତାନନ୍ଦଙ୍କ ଗାଁକୁ ନେତାଙ୍କ ସୁଅ ତ ଛୁଟୁଛି, ହେଲେ ତାଙ୍କ ରୋଗୀଣା ମାଅାଙ୍କ ଚିକିତ୍ସା ଓ ବିଧବା ପତ୍ନୀଙ୍କ ଥଇଥାନ ପାଇଁ କାହାରି ମୁହଁ ଖୋଲୁନି । ଶୂନ୍ୟ ହୋଇଯାଇଛି କୋଳ, ଭାଙ୍ଗି ଯାଇଛି ସାହାରା। ରୋଜଗାରିଅା ପୁଅକୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ମାଓ ଅାକ୍ରମଣରେ ସହିଦ, […]

  • Friday, 16 July 2021
a2
ରାୟଗଡ଼ାରେ ଆହାର ଯୋଜନା ବାଟବଣା ହେଉଥିବା ଅଭିଯୋଗ

ରାୟଗଡ଼ା: ଗରିବ ନିରାଶ୍ରୟ ଲୋକଙ୍କୁ ରାତିରେ ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ରାତିରେ ଆହାର ଯୋଜନା ଆରମ୍ଭ କରିଥିଲେ। ଆଉ ନିୟମ ଥିଲା ରାତି ୯ଟା ପର୍ଯ୍ୟନ୍ତ ଲୋକଙ୍କୁ ୫ଟଙ୍କାରେ ଖାଦ୍ୟ ମିଳିବ। ତେବେ ରାୟଗଡ଼ାରେ ଏହି ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି। ରାତି ୯ଟା ବଦଳରେ ସନ୍ଧ୍ୟା ୮ଟାରୁ ଆହାର କେନ୍ଦ୍ର ବନ୍ଦ ହୋଇଯାଉଥିବା ଅଭିଯୋଗ ହୋଇଛି। ରାୟଗଡ଼ା ସହର ଜିସିଡି ହାଇସ୍କୁଲ ନିକଟରେ ଥିବା ଆହାର କେନ୍ଦ୍ରରେ ରାଜ୍ୟ ସରକାରଙ୍କ ଘୋଷଣା […]

  • Friday, 16 July 2021
b14
ମଥୁରାନଗରୀରେ ଚାଲିଛି ମହାରାଜା କଂସଙ୍କ ରାଜୁତି

ବରଗଡ଼: ମଥୁରାନଗରୀରେ ମହାରାଜା କଂସଙ୍କ ରାଜୁତି ଚାଲିଛି। ସୁସଜ୍ଜିତ ହାତୀ ପିଠିରେ ବସି ମହାରାଜା ନଗର ଭ୍ରମଣ କରିବା ସହ ପ୍ରଜାଙ୍କ ସୁଖଦୁଃଖ ବୁଝୁଛନ୍ତି। ଏଥିସହ ରଙ୍ଗମହଲ ମଧ୍ୟ ଉଦ୍‌ଘାଟନ କରିଥିଲେ ମହାରାଜା କଂସ। ଧନୁଯାତ୍ରାର ତୃତୀୟ ଦିନରେ ମହାରାଜା କଂସ ମଥୁରାନଗରୀ ଭ୍ରମଣ କରିବେ। ଏହାସହ ବିଜୁଳି କନ୍ୟାକୁ ପ୍ରହାର, ଦୈବବାଣୀ, ଶ୍ୟାମେଶ୍ୱର ମହାଦେବ ଦର୍ଶନ ଭଳି କାର୍ଯ୍ୟକ୍ରମ ରହିଛି। ସେହପରି ଗୋପପୁରରେ ନନ୍ଦୋତ୍ସୋବ, କୃଷ୍ଣଙ୍କ ଦୋଳି ଝୁଲା, ରାସ ନୃତ୍ୟ, କୃଷ୍ଣ-ବଳରାମଙ୍କ ଗୋପପୁର ଭ୍ରମଣ […]

  • Friday, 16 July 2021
ctc
ପୁଅ ଦିବ୍ୟାଙ୍ଗ, ପାନ ବିକି ଗୁଜୁରାଣ ମେଣ୍ଟାଉଛନ୍ତି ବୃଦ୍ଧା ମା’

କଟକ: ପଲିଥିନ ଟଣା ଘରେ ବିତୁଛି ଜୀବନ। ବର୍ଷେ କି ଦୁଇ ବର୍ଷେ ନୁହେଁ, ୪୦ ବର୍ଷରୁ ଅଧିକ ହେବ ଦୁର୍ବିସହ ଭାବେ ଜୀବନ କଟୁଛି। ଏପରିକି ସଳଖି ଠିଆ ହେବା ପାଇଁ ଅଣ୍ଟାରେ ବଳ ନାହିଁ। ଏହା ସତ୍ତ୍ୱେ ବି ସେ ହାର୍‌ ମାନି ନାହାନ୍ତି। ଏ ହେଉଛି ଅସହାୟ ବୃଦ୍ଧା ପୁନି ନାୟକଙ୍କ ସଂଘର୍ଷର କାହାଣୀ। ସ୍ୱାମୀଙ୍କର ଦେହାନ୍ତ ପରେ ପୁନି କଟକ ମାଲଗୋଦାମ ଓଭରବ୍ରିଜ୍‌ ତଳେ ଏକ ପାନ ଦୋକାନ କରି ଗୁଜୁରାଣ […]

  • Friday, 16 July 2021
survey
ସି-ଭୋଟର ସର୍ଭେ ; ଏସ୍‌ପି-ବିଏସ୍‌ପି ମେଣ୍ଟ ହେଲେ ଅଡୁଅାରେ ପଡ଼ିବ ଏନ୍‌ଡିଏ

ନୂଆଦିଲ୍ଲୀ / ଭୁବନେଶ୍ୱର : ଏନ୍‌ଡିଏ ରାସ୍ତାରେ ଏସ୍‌ପି-ବିଏସ୍‌ପି ପ୍ରତିବନ୍ଧକ। ଅାଗାମୀ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶରେ ଯଦି ଏସ୍‌ପି-ବିଏସ୍‌ପି ମେଣ୍ଟ ହୁଏ ,ତେବେ ସ୍ପଷ୍ଟ ବହୁମତ ପାଇବାରେ ବି ଫେଲ୍‌ ମାରିପାରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ। ସି-ଭୋଟର ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ଦେଶ୍‌କା ମୁଡ୍‌ରେ ଏମିତି କିଛି  ଅାକଳନ କରାଯାଇଛି। ଅାଜି ଦିନରେ ଯଦି ଦେଶରେ ଭୋଟ ହୁଏ, ତେବେ କେଉଁ ଦଳ ଓ କେଉଁ ମେଣ୍ଟର ସ୍ଥିତି କଣ ହେବ? ଦେଶର ସାଂପ୍ରତିକ ରାଜନୈତିକ […]

  • Friday, 16 July 2021
viral
ଚଢ଼ା ଦରରେ ମିଳୁଛି ‘କାଳିଆ’ ଯୋଜନାର ଫର୍ମ

ବାଲେଶ୍ୱର: ଚଢ଼ା ଦରରେ ମିଳୁଛି ‘କାଳିଆ’ ଯୋଜନା ଫର୍ମ। ପଞ୍ଚାୟତ ଅଫିସ୍‌ରେ ଫର୍ମ ମିଳୁନଥିବା ବେଳେ ବାହାରେ କିନ୍ତୁ ଦଲାଲ ଏହାକୁ ଖୁଲମ୍‌ଖୁଲା ଚଢ଼ା ଦରରେ ବିକୁଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଖଇରା ବ୍ଲକ୍‌ ମାଖନପୁର ପଞ୍ଚାୟତ ଅଫିସ୍ ଆଗର ଏକ ଦୃଶ୍ୟ ଏବେ ଭାଇରାଲ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତି ବାଇକ୍ ଡିକିରେ ‘କାଳିଆ’ ଯୋଜନାର ଫର୍ମ ଗୁଡିକ ରଖି ଲୋକଙ୍କୁ ବିକ୍ରି କରୁଛନ୍ତି। ଗତକାଲି ମାଖନପୁର ପଞ୍ଚାୟତ ଅଫିସ୍‌ରେ ଫର୍ମ ସରିଯିବାରୁ ଲୋକମାନେ ହଇରାଣ […]

  • Friday, 16 July 2021
madras
ସମସ୍ୟା ଘେରରେ ସରକାରୀ ମଦ୍ରାସା

ଯାଜପୁର  : ଅବହେଳିତ ଯାଜପୁର ଜିଲ୍ଲା ବିଞ୍ଝାରପୁରର ମଦ୍ରାସା। ରାଜ୍ୟର ଏହା ଏକମାତ୍ର ମଦ୍ରାସା ଯେଉଁଠି ପ୍ରଥମ ଶ୍ରେଣୀରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ପାଠପଢାଯାଏ। ହେଲେ ଶ୍ରେଣୀ ଗୃହର ଅବସ୍ଥା ନକହିବା ଭଲ । ଛାତରୁ କଂକ୍ରିଟ୍ ଖସି ରଡ୍ ଦିଶୁଛି । ଛୋଟିଅା ଶ୍ରେଣୀଗୃହରେ ବିପଦସଙ୍କୁଳ ଅବସ୍ଥାରେ ଖୁନ୍ଦାଖୁନ୍ଦି ହୋଇ ପଢୁଛନ୍ତି ପିଲା । ଅାବଶ୍ୟକ ଶ୍ରେଣୀ ଗୃହ ଓ ଶୌଚାଳୟ ନଥିବାରୁ ସମସ୍ୟାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ। ଖେଳ ପଡିଅା ସହ ଭିତ୍ତିଭୂମିର ଅଭାବ […]

  • Friday, 16 July 2021
2
ବିନା ବିଦ୍ୟୁତ୍‌ରେ ଲମ୍ବା ବିଲ୍‌

ରାୟଗଡ଼ା: ଘର ଘରକୁ ବିଜୁଳି ଆଲୋକ ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ରସରକାରଙ୍କ ପକ୍ଷରୁ ସୌଭାଗ୍ୟ ବିଦ୍ୟୁତ୍‌କରଣ ଯୋଜନା କାର୍ଯ୍ୟକାରୀ ହୋଇଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଲୋକେ ଯୋଜନାର ସୁଫଳ ଉଠାଇ ପାରୁନାହାନ୍ତି। ଏପରିକି ବିଦ୍ୟୁତ୍‌ ସଂଯୋଗ ନହୋଇ ଲମ୍ବା ବିଦ୍ୟୁତ୍‌ ବିଲ୍‌ର ଚିଠା ଆସିଛି। ସୌଭାଗ୍ୟ ବିଦ୍ୟୁତ୍‌କରଣ ଯୋଜନାରେ ଗାଁରେ ବିଦ୍ୟୁତ୍‌ ଖୁଣ୍ଟ ପୋତା ଯାଇଛି। ଘରେ ଘରେ ସୁଇଚ୍ ବୋର୍ଡ ବି ଲଗାଯାଇଛି। ହେଲେ ନା ଖୁଣ୍ଟରୁ ତାର ସଂଯୋଗ ହୋଇଛି, ନା ମିଟର […]

  • Friday, 16 July 2021
ctc
କଟକ ସିଟି ହସ୍ପିଟାଲ ଓ ଶିଶୁ ଭବନରେ ଖତ ଖାଉଛି ମହାପ୍ରୟାଣ ଗାଡ଼ି

କଟକ: କଟକରେ ମହାପ୍ରୟାଣ ଯୋଜନାରେ କଳଙ୍କି ଲାଗିଛି। ସିଟି ହସ୍ପିଟାଲ ଓ ଶିଶୁ ଭବନରେ ଗାଡ଼ି ବ୍ୟବହାର ନହୋଇ ପଡ଼ି ରହିଛି। ଆର୍‌ଟିଆଇ ତଥ୍ୟ ମୁତାବକ ୨ବର୍ଷରେ ସିଟି ହସ୍ପିଟାଲ୍‌ରେ ମାତ୍ର ୫ଥର ମହାପ୍ରୟାଣ ଗାଡ଼ି ବ୍ୟବହାର ହୋଇଛି। ଏହାକୁ ନେଇ କର୍ତ୍ତୃପକ୍ଷ ଅଜବ ଯୁକ୍ତି ବାଢ଼ିଛନ୍ତି। କଟକ ସିଟି ହସ୍ପିଟାଲ ଓ ଶିଶୁ ଭବନରେ ମହାପ୍ରୟାଣ ଗାଡ଼ି ଖତ ଖାଉଛି। ଆର୍‌ଟିଆଇ ତଥ୍ୟ ଅନୁସାରେ ସିଟି ହସ୍ପିଟାଲରେ ୨୦୧୬ରୁ ଆଜି ପର୍ଯ୍ୟନ୍ତ ମାତ୍ର ୫ଥର ମହାପ୍ରୟାଣ […]

  • Friday, 16 July 2021
1
ଅବହେଳିତ ଅବସ୍ଥାରେ କେନ୍ଦୁଝରର ପୁଟଘର ଜଳପ୍ରପାତ

କେନ୍ଦୁଝର: ପ୍ରକୃତିର କୋଳରେ ଅବସର ବିନୋଦନ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। କେନ୍ଦୁଝର ଜିଲ୍ଲା ତେଲକୋଇ କଳାପଟ ପାହାଡ଼ରେ ଥିବା ପୁଟଘର ଜଳପ୍ରପାତ ପର୍ଯ୍ୟଟନସ୍ଥଳୀକୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଆସୁଛନ୍ତି। ଯଦିଓ ପୁଟଘର ଜଳପ୍ରପାତ ସୌନ୍ଦର୍ଯ୍ୟରେ ବିମୋହିତ, ତେବେ ସେଠାକାର ଅବ୍ୟବସ୍ଥାରେ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି। କିଏ ଜଳପ୍ରପାତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛି ତ ଆଉ କିଏ ପାହାଡ ଚଢ଼ାର ମଜା ନେଉଛନ୍ତି। କଳାପଟ ପାହାଡ଼ରେ ପୁଟଘର ଓ ସାନଘାଗରା ଜଳପ୍ରପାତ ରହିଛି। ଏହା ସହିତ […]

  • Friday, 16 July 2021
dear3
ଅବହେଳିତ ଅବସ୍ଥାରେ କଟକର ହରିଣ ପାର୍କ

କଟକ: ଅବହେଳିତ ଅବସ୍ଥାରେ କଟକର ହରିଣ ପାର୍କ। ୨୦ରୁ ୨୫ ହରିଣ ରହିବା ଜାଗାରେ ରହୁଛନ୍ତି ଦୁଇ ଶହରୁ ଅଧିକ ହରିଣ। କମ୍ ଜାଗାରେ ଅଧିକ ହରିଣ ରହୁଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଉଛି। ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଉନାହିଁ। ୬ଟି ହରିଣକୁ ନେଇ ଆରମ୍ଭ ହୋଇଥିବା ହରିଣ ପାର୍କରେ ଏବେ ଦୁଇ ଶହରୁ ଅଧିକ ହରିଣ ରହୁଛନ୍ତି। ହେଲେ କମ୍‌ ଜାଗାରେ ଏତେ ସଂଖ୍ୟକ ହରିଣ ରହୁଥିବାରୁ ସେମାନେ ଠିକ୍‌ରେ […]

  • Friday, 16 July 2021
BOAT
ରାଜ୍ୟରେ ବାରମ୍ବାର ଘଟୁଛି ଡଙ୍ଗା ବୁଡ଼ି ଘଟଣା: କେବେ ଲୋକ ଚେତିବେ ଆଉ ପ୍ରଶାସନର ନିଦ ଭାଙ୍ଗିବ ?

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଡଙ୍ଗାବୁଡ଼ି ଘଟଣାରେ ଆଉ କେତେ ଜୀବନ ଗଲେ ଆମେ ଚେତିବା ଓ ପ୍ରଶାସନର ନିଦ ଭାଙ୍ଗିବ ? କେବଳ କେନ୍ଦ୍ରାପଡ଼ାର ଏହି ଗୋଟିଏ ଘଟଣା ନୁହେଁ ଲଗାତର ଭାବେ କିଛି ବର୍ଷ ହେଲାଣି ରାଜ୍ୟର କେଉଁଠି ନା କେଉଁଠି ଛୋଟ […]

  • Friday, 16 July 2021
scb-up
ବଡ଼ ଅବ୍ୟବସ୍ଥାରେ ବଡ଼ ମେଡିକାଲ

କଟକ : ଭଲ ସ୍ୱାସ୍ଥ୍ୟସେବା ପାଇବା ପାଇଁ ରାଜ୍ୟର ବିଭିନ୍ନ ଜାଗାରୁ କଟକ ବଡ଼ ମେଡିକାଲକୁ ଧାଇଁ ଅାସିଥାନ୍ତି ରୋଗୀ। ହେଲେ ଏଠି କିନ୍ତୁ ବିଚିତ୍ର ବ୍ୟବସ୍ଥା। ଏକ୍ସ-ରେଟିଏ କରିବାକୁ ହେଲେ ଅପେକ୍ଷା କରିବାକୁ ପଡ଼େ ୩ରୁ ୪ ଦିନ। ସତେ ଯେମିତି ପଥର ତଳେ ରହିଯାଇଛି ରୋଗୀଙ୍କ ଭାଗ୍ୟ। ଏ ବିଚିତ୍ର ବ୍ୟବସ୍ଥା ହେଉଛି କଟକ ବଡ଼ ଡାକ୍ତରଖାନାର। ଅଲଟ୍ରାସାଉଣ୍ଡ କିମ୍ବା ଏକ୍ସ-ରେ ପାଇଁ ଅାସୁଥିବା ଗୁରୁତର ରୋଗୀଙ୍କ ପାଇଁ ଏମିତି ବ୍ୟବସ୍ଥା କରିଛନ୍ତି ମେଡିକାଲ୍ […]

  • Friday, 16 July 2021
bjd-up
ପ୍ରତିହିଂସାକୁ ଅସ୍ତ୍ର କରିଛନ୍ତି କି ନବୀନ ସରକାର ?

ଭୁବନେଶ୍ୱର : ବିଭିନ୍ନ ପ୍ରସଙ୍ଗରେ ଅଠାକାଠିରେ ଫସିଥିବା ନବୀନ ସରକାର ଓ ବିଜେଡି ପ୍ରତିହିଂସା ପରାୟଣର ଷ୍ଟ୍ରାଟେଜି ଅାପଣାଇଛି କି? ଗତ କିଛି ଦିନର ଘଟଣାକ୍ରମକୁ ନେଇ ଏଭଳି ଚର୍ଚ୍ଚା ଲାଗି ରହିଛି। ବାରିପଦାରେ ଦାମଙ୍କ ସଭା ଭଣ୍ଡୁର ପାଇଁ ଉଦ୍ୟମ। ତାଳଚେରରେ ବୈଜୟନ୍ତଙ୍କ ବିରୋଧରେ ହଲ୍ଲାବୋଲ୍ । ଅାଳିରେ ଖାରବେଳଙ୍କୁ ଅାକ୍ରମଣ । ସପ୍ତାହେ ଭିତରେ ଘଟିଯାଇଥିବା ଏସବୁ ଘଟଣା ପରେ ଚର୍ଚ୍ଚା ହେଉଛି, ବିଜେଡି ଓ ସରକାରଙ୍କ ବିରୋଧରେ ମୁହଁ ଖୋଲୁଥିବା ନେତାଙ୍କ ମୁହଁ […]

  • Friday, 16 July 2021
savji-up
ଚର୍ଚ୍ଚାରେ ହୀରା ବ୍ୟବସାୟୀ ସବ୍‌ଜି ଢୋଲାକିଅା ; କର୍ମଚାରୀଙ୍କୁ ଦେବେ କାର ଉପହାର

ସୁରତ :  ଅାଗକୁ ଅାସୁଛି ଦୀପାବଳି ।  ଅନେକ କମ୍ପାନୀ ଏହି ଅବସରରେ ନିଜ କର୍ମଚାରୀଙ୍କୁ ବୋନସ ପ୍ରଦାନ କରିଥାନ୍ତି। ତେବେ ଏଭଳି ଏକ କମ୍ପାନୀ ବିଷୟରେ ଶୁଣିଛନ୍ତି କି ଯିଏ ନିଜ  କର୍ମଚାରୀଙ୍କୁ ବୋନସ ଅାକାରରେ କାର ଦେଇଥାଏ । ପ୍ରତିବର୍ଷ ଭଳି ଏଥର ମଧ୍ୟ କାର ଉପହାର ଦେଇ ପୁଣି ଚର୍ଚ୍ଚାକୁ ଅାସିଛନ୍ତି ସୁରତର ହୀରା ବ୍ୟବସାୟୀ ସବଜି ଢୋଲାକିଅା । ଧାଡି ଧାଡି ହୋଇ ଶହ ଶହ କାର ରଖା ହୋଇଛି । […]

  • Friday, 16 July 2021
3
ମାଲକାନଗିରି ଜିଲ୍ଲାରେ ଲାଗି ରହିଛି ମଣ୍ଡି ସମସ୍ୟା

ମାଲକାନଗିରି : ଦୀର୍ଘ ଦିନର ପରିଶ୍ରମ ପରେ ଅମଳ ହୋଇଥିବା ଫସଲ ଖୋଲା ଆକାଶ ତଳେ ପଡ଼ି ରହିଛି। ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳରେ ଥିବା ମଣ୍ଡିରେ ଶହ ଶହ ବସ୍ତା ଧାନ ପଡ଼ି ରହିଛି। ୨ ସପ୍ତାହରୁ ଅଧିକ ହେବ ଧାନ ମଣ୍ଡିରୁ ଉଠୁନାହିଁ। ଫଳରେ ଚାଷୀମାନେ ମଣ୍ଡିରେ ରହି ନିଜ ନିଜ ଧାନକୁ ଜଗିଛନ୍ତି। ପଦ୍ମଗିରି ଛକରେ ମଣ୍ଡିରୁ ଧାନ ଉଠୁ ନ ଥିବା ପ୍ରତିବାଦରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟରେ […]

  • Friday, 16 July 2021
8
ଦାରିଙ୍ଗବାଡ଼ିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

କନ୍ଧମାଳ: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ସତ୍ତ୍ୱେ ମଧ୍ୟ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ବେଶ୍‌ ଜମୁଛି। ଶୀତଋତୁରେ ବଣଭୋଜି ସାଙ୍ଗକୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି। ଜାଡ଼ର ମାଡ଼ ସତ୍ତ୍ୱେ ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। କେବଳ ଓଡ଼ିଶା କାହିଁକି, ଓଡ଼ିଶା ବାହାରୁ ପର୍ଯ୍ୟଟକ ଆସି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି। ଶୀତ ବଢ଼ିବା ସାଙ୍ଗକୁ […]

  • Friday, 16 July 2021
Jalandhara
କୋରାପୁଟର ବହି ମଣିଷ ଜଳନ୍ଧର ଗାଣ୍ଠ

କୋରାପୁଟ : କୋରାପୁଟର ବହି ମଣିଷ ଭାବେ ପରିଚିତ ସେ । ନାଁ ତାଙ୍କର ଜଳନ୍ଧର ଗାଣ୍ଠ । ବହୁ ପୁରାତନ ଠାରୁ ଅାରମ୍ଭ କରି ଅତ୍ୟାଧୁନିକ ପୁସ୍ତକରେ ଭର୍ତ୍ତି ହୋଇଛି ତାଙ୍କ ଘର। ପୁସ୍ତକ ସଂଗ୍ରହ ତାଙ୍କର ଯେମିତି ଏକ ନିଶା ପାଲଟି ଯାଇଛି। ଯେବେ ସେ କୋରାପୁଟ ବାହାରକୁ  ଯାଆନ୍ତି ପୁସ୍ତକ ଆଣିବାକୁ ଭୁଲନ୍ତି ନାହିଁ । ସବୁ ପୁସ୍ତକକୁ ଏକାଠି କରି ନିଜ ଘରେ କରିଛନ୍ତି ଏକ ଅନନ୍ୟ ପାଠାଗାର। ଜଳନ୍ଧରଙ୍କ ଏହି ପୁସ୍ତକ […]

  • Friday, 16 July 2021
deadbody-up
କଟକ ବଡ଼ ମେଡିକାଲ୍‌ରେ ସମ୍ବେଦନହୀନତାର ନଗ୍ନ ଦୃଶ୍ୟ

କଟକ : ସମାଜର ସାମୂହିକ ବିବେକକୁ ଦୋହଲାଇ ଦେବା ଭଳି ଏକ ଦୃଶ୍ୟ ଅାଜି ଦେଖିବାକୁ ମିଳିଛି କଟକ ବଡ଼ ମେଡିକାଲ୍‌ରେ । ଓଡ଼ିଶାର ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଅାସିଥିବା ବୃଦ୍ଧ ରୋଗୀଟିଏ କିପରି ଚିକିତ୍ସା ଅଭାବରେ ଜୀବନ ହାରିଦେଇଛି ଏ ହେଉଛି ତାର ଜ୍ୱଳନ୍ତ ଉଦାହରଣ । ଘଟଣା ଏହିପରି ….. ବଡ଼ ମେଡିକାଲ୍‌ର ମେଡିସିନ୍ ଓ୍ୱାର୍ଡ। ଅାଉ ତାରି ୧୦ ହାତ ଦୂରରେ ପଡ଼ିଛି ଜଣେ ମଣିଷର ଶବ। ସମୟ ସକାଳ ପାଖାପାଖି […]

  • Friday, 16 July 2021
nandankanan1
ଶୀତରୁ ମୁକ୍ତି ପାଇଁ ନନ୍ଦନକାନନରେ ପଶୁପକ୍ଷୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା। ଦିନକୁ ଦିନ ପାରଦ କମୁଥିବା ବେଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ବିଭିନ୍ନ ପଶୁ ପକ୍ଷୀ ଯେମିତି ପ୍ରଭାବିତ ନହେବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଖାଲି ସାପ ନୁହେଁ ପାଣିରେ ରହୁଥିବା କୁମ୍ଭୀର ମଧ୍ୟ ଶୀତରେ ଅସ୍ତବ୍ୟସ୍ତ। କୁମ୍ଭୀରଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ଏନ୍‌କ୍ଲୋଜର୍‌ ପାଣି ପାଖରେ ଶୁଖିଲା ବାଲି ପକା ଯାଇଛି। ସିମ୍ପାଜି ପାଇଁ ରୁମ୍ ଭିତରେ ପ୍ଲାଏ ଉଡ୍ ପଡ଼ିଛି। ପାଖରେ ରୁମ୍ […]

  • Friday, 16 July 2021
2
ସରକାରଙ୍କ ତିତ୍‌ଲି ପୁନରୁଦ୍ଧାରକୁ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର : ତିତ୍‌ଲିର ତାଣ୍ଡବରେ ଘରଦ୍ୱାର ବିଧ୍ୱସ୍ତ। ଜୀବନ ଜୀବିକା ହରାଇ ଅସହାୟ ଜନତା। ଏପଟେ ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ। ଅାଜି ବି ସବୁ ବିଭାଗ ମୁଖ୍ୟଙ୍କ ସହ ମୁଖ୍ୟଶାସନ ସଚିବ ରିଲିଫ୍ ଓ ପୁନଃରୁଦ୍ଧାର ନେଇ ସମୀକ୍ଷା କରିଛନ୍ତି। ବୈଠକ ପରେ ମିଳିଥିବା ସୂଚନା ଅନୁଯାୟୀ, ସୋରଡା-ଦାରିଙ୍ଗବାଡି ରାସ୍ତାକୁ ଛାଡି ଅନ୍ୟ ସବୁ ରାସ୍ତାର ମରାମତି ସରିଛି ଓ ଗ୍ରାମାଞ୍ଚଳରେ ୫୭୦ଟି ପାନୀୟ ଜଳ ପ୍ରକଳ୍ପର ପୁନରୁଦ୍ଧାର ସରିଛି। ଗଜପତିରେ ୧ଲକ୍ଷ ୨୦ […]

  • Friday, 16 July 2021
2
ବରଗଡ଼ ଧନୁଯାତ୍ରା ପାଇଁ ଜୋରଦାର୍‌ ପ୍ରସ୍ତୁତି

ବରଗଡ଼: ପାଖେଇ ଆସିଲାଣି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଉ ଦିନ କେଇଟା ପରେ ଧନୁଯାତ୍ରାକୁ ନେଇ ବରଗଡ଼ରେ ଲୋକଙ୍କ ଭିଡ଼ ଜମିବ। ଅନ୍ୟପଟେ, ଧନୁଯାତ୍ରା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଧନୁଯାତ୍ରାରେ ବରଗଡ଼ ସହର ପାଲଟିବ ମଥୁରାନଗରୀ। ଏଥିପାଇଁ ଜୋର୍‌ସୋର୍‌ରେ ସଜବାଜ ଚାଲିଛି। ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତେ ଲାଗିପଡ଼ିଛନ୍ତି। ବରଗଡ଼ କଲ୍ୟାଣ ମଣ୍ଡପ ପାଲଟିଛି ଆଖଡ଼ାଶାଳ। ଅଭିନୟକୁ ଉନ୍ନତତର କରିବାକୁ କଳାକାରମାନେ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପଟେ, ଧନୁଯାତ୍ରାରେ ଅଭିୟନ କରୁଥିବା କଳାକାରଙ୍କ […]

  • Friday, 16 July 2021
11
ରହସ୍ୟ ଘେରରେ ଅଜଣା ଜନ୍ତୁ

କଟକ: କିଛି ଦିନର ବ୍ୟବଧାନ ପରେ ପୁଣି ସେହି ଅଜଣା ଜନ୍ତୁ ଆତଙ୍କ। କଟକ ନରାଜ ଅଞ୍ଚଳକୁ ଏହି ଅଜଣା ଜନ୍ତୁ ଆତଙ୍କ ପୁଣି ଥରେ ଫେରିଛି। ୧୫ରୁ ଅଧିକ ମେଣ୍ଢା ମାରି ସାରିଲାଣି ଏହି ଅଜଣା ଜନ୍ତୁ। ଯାହାକୁ ନେଇ ଲୋକେ ଆତଙ୍କିତ। ମେଣ୍ଢାଙ୍କ ସୁରକ୍ଷା ପାଇଁ ହାତରେ ଠେଙ୍ଗା ଓ ନିଆଁହୁଳା ଧରି ପହରା ଦେଉଛନ୍ତି ଲୋକେ। ଅନ୍ୟପଟେ ମେଣ୍ଢା ଗୁଡ଼ିକୁ ଗୁହାଳରେ ସୁରକ୍ଷିତ ରଖିବାକୁ ବନବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ନରାଜ […]

  • Friday, 16 July 2021
jatin-up
ଲମ୍ବୁଛି #MeToo ତାଲିକା : ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର : ଅଭିନେତ୍ରୀ ନନ୍ଦିତା ଦାସଙ୍କ ବାପା ତଥା ପ୍ରଖ୍ୟାତ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ହୋଇଛି  ଅଭିଯୋଗ । ମହିଳା ଉଦ୍ୟୋଗୀ ତଥା ପରିବେଶବିତ୍ ନିଶା ବୋରା ଆଣିଛନ୍ତି ଏହି ଅଭିଯୋଗ । ୨୦୦୪ରେ ଯତୀନ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ନିଶା ଖୁଲାସା କରିବା ପରେ ସୃଷ୍ଟି ହୋଇଛି ହଲଚଲ୍। ନିଶା ନିଜ ଟ୍ୱିଟର ପେଜ୍‌ରେ ଏହି ଅଭିଯୋଗ ଆଣିଛନ୍ତି। ନିଶା ଅଭିଯୋଗ କରିଛନ୍ତି ଯେ, ୨୦୦୪ରେ ଯତୀନ୍‌ ଦାସଙ୍କ ସହ ଏକ […]

  • Friday, 16 July 2021