• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

gold
ନକଲି ସୁନା ବିସ୍କୁଟ ଦେଇ ଅସଲି ଟଙ୍କା ହଡପ କରୁଥିବା ଗ୍ୟାଙ୍ଗ ଠାବ

ଭୁବନେଶ୍ୱର : ଦୁଇଗୁଣା ଟଙ୍କା ଦେବା ପାଇଁ  କହି କିମ୍ବା ମାଟି ତଳୁ ମିଳିଥିବା ସୁନାକୁ କମ୍‌ ଦାମରେ ଦେବା ପାଇଁ କହି ଫୋନ କଲ ଆସୁଛି କି ? ତେବେ ସାବଧାନ, କାରଣ କେତେ ବେଳେ ବି  ଆପଣ ଠକେଇ ଗ୍ୟାଙ୍ଗ ଜାଲରେ ପଡି ପାରନ୍ତି। ପୁଲା ପୁଳା ଟଙ୍କା। ଅସଲି ଭଳି ଲାଗୁଥିଲେ ମଧ୍ୟ ପ୍ରକୃତରେ ଏହା ନକଲି।  ନକଲି ୨୦୦୦ ଓ ୧୦୦ ଟଙ୍କିଆ ନୋଟ । ନକଲି ସୁନା ବିସ୍କୁଟ ଦେଇ […]

  • Monday, 19 July 2021
solar
ଡିପ୍ଲୋମା ଛାତ୍ରଙ୍କ ସ୍ୱତନ୍ତ୍ର ପ୍ରୟାସ ; ତିଆରି କଲେ ଅଟୋମେଟେଡ୍ ସୋଲାର ସ୍ପ୍ରେ ମେଶିନ

ଭଦ୍ରକ(ପାର୍ଥସାରଥୀ ନାୟକ) : ପୁଅ ଚାଷୀ ନ ହୋଇ ଇଞ୍ଜିନିୟର ହବ। ତାର ଉଚ୍ଚଶିକ୍ଷା ପାଇଁ ଯେତେ କଷ୍ଟ ପଡୁ ନା କାହିଁକି, ମୁଣ୍ଡ ଝାଳ ତୁଣ୍ଡରେ ମାରି ତାର ସ୍ୱପ୍ନ ସାକାର କରିବ। ନିଜ ପୁଅ ପାଇଁ ଏମିତି ଭାବୁଥିବା ବାପାଟି ଆଜି ଖୁସିରେ ବିଭୋର । ତାଙ୍କର ସେହି ପୁଅ ଆଜି ନିଜ ବୁଦ୍ଧିରେ କିଛି ନୂଆ କରି ଦେଖେଇଛି। ଆସନ୍ତୁ ଜାଣିବା ଏମିତି ଏକ ପୁଅ ବିଷୟରେ ଯିଏ ବାପାଙ୍କ ପରିଶ୍ରମକୁ ଅଙ୍ଗେ […]

  • Monday, 19 July 2021
bagabat1
୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଯାଜପୁର (ଗୁଲାମ ଗସ ) : ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି, ହେଳେ ତରିଲେ ବ୍ରଜ ନାରୀ, ଏହି ଉକ୍ତିଟି ଅତିବଡି ଜଗନ୍ନାଥ ଦାସଙ୍କ ରଚିତ ଓଡିଆ ଭାଗବତର । ଘରେ ଘରେ ପରିଚିତ ଏହି ଓଡିଆ ଭାଗବତ । କିନ୍ତୁ ଆଶ୍ଚର୍ଯ୍ୟର କଥା ମାତ୍ର ୬ବର୍ଷ ବାଳକ କଣ୍ଠରୁ ଝରିପଡୁଛି ଅନର୍ଗଳ ଏହି ଭାଗବତ । ଯାଜପୁର ବ୍ଲକ ରୁଦ୍ରପୁର ପଂଚାୟତ ବଡବାଗସାହି ଗ୍ରାମର ଅଶୋକ କୁମାର […]

  • Monday, 19 July 2021
child
ଏୟାରପୋର୍ଟରେ ଚେକିଂ ବେଳେ ବ୍ୟାଗ୍ ଭିତରୁ ମିଳିଲା ୫ ମାସର ଶିଶୁ !

ଦୁବାଇ  :  ବନ୍ଦ ବ୍ୟାଗ୍‌ ଭିତରୁ ମିଳିଲା ଶିଶୁ । ଦୁବାଇ ଏୟାରପୋର୍ଟରୁ ବ୍ୟାଗ୍ ଭିତରୁ ମିଳିଲା ଏହି ଜୀବନ୍ତ ଶିଶୁଟି। ଶିଶୁଟିକୁ ଅପହରଣ କରି କରାଚିରୁ ଏକ ଟ୍ରାଭେଲ ବ୍ୟାଗ୍ ଭିତରେ କେହି ଯାତ୍ରୀ ଲୁଚାଇ ନେଉଥିଲା।  ଏତିକି ବେଳେ ସୁରକ୍ଷାକର୍ମୀଙ୍କ ହାବୁଡରେ ପଡି ଧରାପଡିଲା। Baby Bagged!! A 5 month old baby was kidnapped and carried to Dubai from Karachi inside a Travel Bag. Fortunately, it […]

  • Monday, 19 July 2021
sarojini3
ସଂଗୀତ ମନସ୍କ ସରୋଜିନୀ ; ପରିଣତ ବୟସରେ ବି ତୁଟିନି ସଂଗୀତ ପ୍ରତି ମୋହ

ଚାନ୍ଦବାଲି( ବାସୁଦେବ ଦାସ) : ପେଶା ରୋଜଗାର ଦିଏ ସତ, କିନ୍ତୁ ନିଶା ଦିଏ ବଞ୍ଚିବାର ରାହା। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ମହିଳା। ଭଦ୍ରକ ଜିଲ୍ଲା ଚାନ୍ଦବାଲି ହରିପୁରର ସରୋଜିନୀ ମଲ୍ଲିକ। ତାଙ୍କୁ ୭୦ ଟପିଲାଣି ;କିନ୍ତୁ ଆଜି ବି ସେ ନିଜ କଳାକୁ ନେଇ ବେଶ୍ ସ୍ୱପ୍ନବିଳାସୀ। ପିଲାଟି ଦିନୁ ଗୀତ ଗାଇବା ଓ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବାରେ ବେଶ୍ ପାରଙ୍ଗମ ସରୋଜିନୀ। ଏବେ ପରିଣତ ବୟସରେ ତଥାପି ତୁଟିନି ସଂଗୀତ […]

  • Monday, 19 July 2021
cycle2
ଜଣେ ଚାଷୀଙ୍କ ଅଭିନବ ପ୍ରୟାସ ; ତିଆରି କଲେ ବ୍ୟାଟେରି ଚାଳିତ ସାଇକେଲ

ବୌଦ୍ଧ( ଭାର୍ଜନ କୁମାର ପ୍ରଧାନ) : କୌଣସି ଇଂଜିନିୟର ବା ମେକାନିକ୍ ନୁହଁନ୍ତି, ଜଣେ ଚାଷୀ ନିଜସ୍ୱ ବୁଦ୍ଧିରେ ତିଆରି କରିଛନ୍ତି ଏକ ଏଭଳି ବ୍ୟାଟେରୀ ଚାଳିତ ସାଇକେଲ, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପରିବେଶ ଅନୁକୂଳ ସହ କମ୍ ଖର୍ଚ୍ଚରେ ବାଇକ୍ ଭଳି ସବୁ ସୁବିଧା ରହିଛି ଏହି ବ୍ୟାଟେରୀ ସାଇକେଲରେ। ଏକ୍ସିଲେଟର ମୋଡିଲେ ଚାଲୁଛି ସାଇକେଲ।  ନା ପେଡାଲ ମାରିବାକୁ ପଡୁଛି , ନା ଇଞ୍ଜିନ ସମସ୍ୟା ରହିଛି। କୌଣସି ଇନ୍ଧନର […]

  • Monday, 19 July 2021
ubera rani
ଓଡ଼ିଆ କିନ୍ନର ହେଲେ ଭାରତର ଏକ ନମ୍ବର ଉବେର ଚାଳକ

ଭୁବନେଶ୍ୱର :  ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଲେ କିନ୍ନର ରାଣୀ। ଭାରତର ୧ ନମ୍ବର ଉବେର ଡ୍ରାଇଭର ହେବାର ସଫଳତା ହାସଲ କରିଛନ୍ତି ରାଣୀ। ଉବେର ପକ୍ଷରୁ ତାଙ୍କୁ  ଏହି ମାନ୍ୟତା ଦିଆଯାଇଛି। ୫ ଷ୍ଟାର ରେଟିଂ ସହ ଦେଶର ଏକ ନମ୍ବର ଉବେର ଚାଳକ ହେଉଛନ୍ତି ରାଣୀ। କିନ୍ନରମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀକୁ ଆଡ଼େଇ ଦୃଢ଼ ଇଚ୍ଛା ଶକ୍ତି ବଳରେ ଏହି ସବୁ ଉପଲବ୍ଧି ହାସଲ କରିବାରେ ସଫଳ ହୋଇଛନ୍ତି ସେ । […]

  • Monday, 19 July 2021
star
୧୨ ବର୍ଷିୟ ଜଗନ୍ନାଥଙ୍କ ଅପୂର୍ବ ଦକ୍ଷତା ; ପାଟି ସାହାଯ୍ୟରେ ବଜାଉଛନ୍ତି ବାଜା

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) : ଆପଣ ବାଜା ବଜାଇବା ପାଇଁ ଢୋଲ ସାହାଯ୍ୟ ନେବେ। ହେଲେ ବିନା କୌଣସି ବାଦ୍ୟ ଉପକରଣ ସାହାଯ୍ୟରେ ମଧ୍ୟ ଜଣେ ପିଲା ବାଜା ବଜାଇ ପାରୁଛନ୍ତି। ୧୨ ବର୍ଷର ଜଣେ ପିଲା ଛାତିକୁ ପିଟି ପାଟିରେ ବାଜା ବଜାଉଛନ୍ତି। କଥାଟି ଆଶ୍ଟର୍ଯ୍ୟ ଲାଗିଲେ ମଧ୍ୟ ସତ। ବୌଦ୍ଧ ଜିଲ୍ଲା କଣ୍ଟାମାଳର ଏହି କୁନି ପିଲାର ନାଁ ଜଗନ୍ନାଥ ନାୟକ। ସପ୍ତମ ଶ୍ରେଣୀରେ ପଢୁଥିବା ଜଗନ୍ନାଥ ପାଟିରେ ତାଳ, ଲୟ ସହ ବାଜା […]

  • Monday, 19 July 2021
marriage 5
ଗପ ନୁହେଁ ସତ କାହାଣୀ ; ବିଧବା ବୋହୂର ବାହାଘର କଲେ ଶାଶୂ

ଅନୁଗୁଳ( ବିରଜା ଦାସ) : ଆମ ସମାଜରେ ଏମିତି କିଛି ପ୍ରଥା ଓ କଥା ପ୍ରଚଳିତ ଅଛି , ଯାହାକୁ ଲୋକେ ଛାଡି ପାରନ୍ତି ନାହିଁ । କିଛି ଲୋକ ସେଇ ପୁରୁଣା ବିଶ୍ୱାସରେ ଜୀବନକୁ ଜଟିଳ କରିଦିଅନ୍ତି। ହେଲେ ଆଜି ଯେଉଁ  କଥାଟି ଆପଣ ଏବେ ଜାଣିବେ , ତାହା ଆପଣଙ୍କ ଆଖି ଖୋଲି ଦେବ । ଖୁସିର ଲୁହ ବହିଆସିବ । ଆଉ କହିବେ ଶାଶୂ ହେବତ ଏମତି। ବୋହୂ ଯେ ନିଜ ଝିଅ ପରି […]

  • Monday, 19 July 2021
w
ଗୋରା କ୍ରିମ୍‌ର କଳା କାହାଣୀ ; ପ୍ରସାଧନ ନାଁରେ ଔଷଧ ବିକ୍ରି

ଭୁବନେଶ୍ୱର : ରାତାରାତି ଗୋରା ହେବା ପାଇଁ ଉଦ୍ୟମ କରୁଛନ୍ତି କି ? ଆକର୍ଷଣୀୟ ବିଜ୍ଞାପନରେ ପଡ଼ି ଚେହେରାରେ ଲଗାଉଛନ୍ତି କି ଔଷଧୀୟ କ୍ରିମ୍ ? ତାହେଲେ ସାବଧାନ୍। କାରଣ ଯେଉଁ ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ ପ୍ରସାଧନ ସାମଗ୍ରୀ ଆପଣ ବ୍ୟବହାର କରୁଛନ୍ତି, ହୁଏତ ଆପଣଙ୍କ ଚେହେରାର ସୌନ୍ଦର୍ଯ୍ୟକୁ କରିଦେଇପାରେ ବରବାଦ୍ । ଗୋରା ହେବା ପାଇଁ ବ୍ୟବହାର କରୁଥିବା କ୍ରିମ୍ ବିଗାଡ଼ି ଦେଇପାରେ ଆପଣଙ୍କ ମୁଖମଣ୍ଡଳକୁ। ଯାହାର ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର । […]

  • Monday, 19 July 2021
old ,man
୮୦ ବର୍ଷର ବୃଦ୍ଧ ବେଶରେ ଆମେରିକା ଯାଇଥିଲେ ଏହି ଯୁବକ, ଧରାପଡିଗଲେ

ନୂଆଦିଲ୍ଲୀ : ଆମେରିକା ଯାଇ ଚାକିରି ଖୋଜିବେ ଏବଂ ନୂଆ ଜୀବନ ଆରମ୍ଭ କରିବେ ବୋଲି ସ୍ୱପ୍ନ ଦେଖିଥିଲେ ଜଣେ ଯୁବକ। କିନ୍ତୁ ଏଥିପାଇଁ ସେ ନିଜକୁ ଅଶୀ ବର୍ଷର ବୃଦ୍ଧଙ୍କ ପରି ସଜାଇଥିଲେ। ରବିବାର ଦିଲ୍ଲୀ ଏୟାରପୋର୍ଟରେ ତାଙ୍କର ଏହି ନାଟକର ପରଦା ଖୋଲିଦେଇଛନ୍ତି ସୁରକ୍ଷା କର୍ମୀ। ଜୟେଶ ପଟେଲ ନାମକ ଏହି ବ୍ୟକ୍ତି ନିଜ ଦାଢ଼ି ଓ ଚୁଟିକୁ ଧଳା କରି ଛଦ୍ମବେଶ ଧାରଣ କରିଥିଲେ। ସେ ତାଙ୍କର ନୂଆ ନାଁ ଦେଇଥିଲେ, ଆମ୍ରିକ୍‌ […]

  • Monday, 19 July 2021
jagannath
ଇଛାଶକ୍ତି ଆଗରେ ହାର୍ ମାନିଛି ଶାରୀରିକ ଅକ୍ଷମତା ; ସବୁଥିରେ ସକ୍ଷମ ଜଗନ୍ନାଥ

ଚାନ୍ଦବାଲି (ବାସୁଦେବ ଦାସ) :  ଦୃଢ଼ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ୱାସ ଆଗରେ ହାର୍‌ମାନେ ସବୁକିଛି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି। ନିଜ ଇଚ୍ଛା ବଳରେ ସବୁକିଛି ସମ୍ଭବ କରି ଦେଖାଇଛନ୍ତି ସେ । ତାଙ୍କୁ କାହାର ସାହାଯ୍ୟ କିମ୍ବା ସହାନୁଭୂତି ଦରକାର ନାହଁ। ଏପରି ଜଣେ ବ୍ୟକ୍ତି ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜନ୍ତୁଆଳି ଗାଁର ଦିବ୍ୟାଙ୍ଗ ଜଗନ୍ନାଥ ସାହୁ। ଦାନ୍ତ ଘସୁଛନ୍ତି, ଗାଧୋଉଛନ୍ତି, ଖାଦ୍ୟ ବି ଖାଉଛନ୍ତି। କିନ୍ତୁ ହାତରେ ନୁହେଁ, […]

  • Monday, 19 July 2021
mla
କୋଦାଳ ଧରି ଖାଲ ଢିପ ରାସ୍ତା ସମତୁଲ କରୁଛନ୍ତି ବିଧାୟକ !

ଉମରକୋଟ (କାର୍ତ୍ତିକ ମଲ୍ଲିକ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜ ନିର୍ବାଚନମଣ୍ଡଳୀରେ ହାତରେ କୋଦାଳ ଧରି ଖାଲ ଢିପ ରାସ୍ତା ସମତୁଲ କରିବା ଦୃଶ୍ୟ ଏବେ ପୁଣି ଚର୍ଚ୍ଚା ର ବିଷୟ ପାଲଟିଛି । ଉମରକୋଟ ମ୍ୟୁନସିପାଲଟି ଅନ୍ତର୍ଗତ ଭାଲୁଗୁଡ଼ା ସାହିରେ ବିଧାୟକ ନିତ୍ୟାନନ୍ଦ ରାସ୍ତା ସମତୁଲ କରୁଥିବା ଦେଖିବାକୁ ମିଳିଛି। ସବୁବେଳେ ନିଜ କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚିତ ନିତ୍ୟାନନ୍ଦ ଗଣ୍ଡ ବିଧାୟକ ପଦ ପାଇବା ପରେ ବି ବଦଳି ଯାଇ ନାହାନ୍ତି। ତାଙ୍କ […]

  • Monday, 19 July 2021
kashmir
ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନର ଇତିହାସ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗି ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ରାଜ୍ୟପାଳ ଏନ.ଏନ. ଭୋରା ଆଜି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।  ବିଭିନ୍ନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ସହ ସେଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ପାଇଁ ରାଜ୍ୟପାଳ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଏଥିସହିତ ପୋଲିସର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ରାଜ୍ୟପାଳ। ତେବେ ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ […]

  • Monday, 19 July 2021
khanudapata
ଶ୍ରୀଜୀଉଙ୍କ ପ୍ରିୟ ନୂଆପାଟଣା ଖଣ୍ଡୁଆପାଟ

ଆଠଗଡ଼: ଶ୍ରୀଜୀଉଙ୍କ ସ୍ନାନଯାତ୍ରା ହେଉ ଅବା ଘୋଷଯାତ୍ରା, ନୀଳାଦ୍ରି ବିଜେ ଭଳି ପ୍ରଭୁଙ୍କର ସମସ୍ତ ନୀତିକାନ୍ତିରେ ଖଣ୍ଡୁଆପାଟ ବସ୍ତ୍ର କାମରେ ଲାଗିଥାଏ। ଶ୍ରୀଜୀଉଙ୍କ ଏହି ସବୁ ବସ୍ତ୍ର ବୁଣିବା କାମରେ ଲାଗିଥାନ୍ତି କଟକ ଜିଲ୍ଲାର ଆଠଗଡ଼ ନୂଆପାଟଣା ଗାଁର କିଛି ପରିବାର। ମହାବାହୁଙ୍କ ଏହି ସେବା କରିବାକୁ ଏଇ ପରିବାରମାନଙ୍କୁ ସୁଯୋଗ ମିଳିଥାଏ। ପାଖେଇ ଆସୁଛି ଘୋଷଯାତ୍ରା। ତା ପୂର୍ବରୁ ଜୁନ ୨୮ ତାରିଖରେ ହେବ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା। ସେଥିପାଇଁ ମହାପ୍ରଭୁଙ୍କ ବସ୍ତ୍ର ବୁଣିବାରେ ବ୍ୟସ୍ତ […]

  • Monday, 19 July 2021
oldman
୭୦ବୟସରେ ଏକାକୀ ଖୋଳିଲେ ତିନି କି.ମି ଲମ୍ବର କେନାଲ

କେନ୍ଦୁଝର : ବିଶାଳ ପାହାଡ଼କୁ ଏକାକୀ ଖୋଳି ସମସ୍ତଙ୍କ ପାଇଁ ରାସ୍ତା ତିଆରି କରିବାର କାହାଣୀକୁ ନେଇ ବେଶ୍ ଚର୍ଚ୍ଚିତ ହୋଇଥିଲା ହିନ୍ଦୀ ଫିଲ୍ମ ‘ମାଂଝୀ ଦ ମାଉଣ୍ଟେନ୍ ମ୍ୟାନ୍’। ତେବେ ଏହି ମାଂଝୀଙ୍କ ଭଳି ଅନେକ ଉଦାହରଣ ଆମ ରାଜ୍ୟରେ ବି ଅଛନ୍ତି। ଏମିତି ଜଣେ ବ୍ୟକ୍ତି ହେଲେ ଦୈତାରୀ ନାୟକ। ବୟସ ପ୍ରାୟ ୭୦ ପାଖାପାଖି । ଘର କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ବୈତରଣୀ ଗାଁରେ। ହେଲେ ତାଙ୍କ ପରିଚୟ କେବଳ ଏତିକିରେ […]

  • Monday, 19 July 2021
biswa
ୟୁଟ୍ୟୁବ୍‌ ସେନସେସନ ପାଲଟିଛନ୍ତି ଓଡ଼ିଆ ପୁଅ ବିଶ୍ୱ ମହାନ୍ତି

ଚାନ୍ଦବାଲି (ବାସୁଦେବ ଦାସ):  ଦିଲ୍ଲୀର ପେହେଲି ପେହେଲି ଯୁବାନ୍ ମ୍ୟୁଜିକ୍ ଷ୍ଟୁଡିଓର କାନ୍ଥ ଅତିକ୍ରମ କରି ଶହ ଶହ ପ୍ରବାସୀ ଓଡିଆଙ୍କ ହୃଦୟରେ ସ୍ଥାନ ପାଇଛି ଏହି ସୁମଧୁର ଆଓ୍ୱାଜ୍। ପପ୍ ସଙ୍ଗ ‘ଡାକେରେ ଜନମ ମାଟି’ ଗୀତ ଗାଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କୁହ୍ଲି ଗାଁର ଓଡିଆ ପୁଅ ବିଶୁ ମହାନ୍ତି ଏବେ ପାଲଟିଛନ୍ତି ୟୁଟ୍ୟୁବ ସେନସେସେସନ୍। ତାଙ୍କ କଣ୍ଠର ଯାଦୁରେ ବିମୋହିତ ହୋଇଛନ୍ତି ଶହ ଶହ ପ୍ରବାସୀ ଓଡିଆ। ଆନ୍ତର୍ଜାତୀୟ ଫୋକ୍ ସିଙ୍ଗର […]

  • Monday, 19 July 2021
nuakhai--special
ଆସୁନ୍‌ ସଭେ ମିଶିକରି ନୂଆଁଖାଏମା

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହା ଏକ କୃଷି ଭିତ୍ତିକ ଧାର୍ମିକ ଉତ୍ସବ ଭାବେ ଖୁବ୍‌ ପ୍ରସିଦ୍ଧ । ଏହାର ମହାନତା , ସାମାଜିକ ଦର୍ଶନ ଓ ବ୍ୟାପକତାରେ ଥାଏ ସ୍ୱତନ୍ତ୍ର ପରିଚୟ ଓ ପ୍ରତିଷ୍ଠା । ପ୍ରତି ବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ଅର୍ଥାତ୍‌ ଗଣେଶ ଚତୁର୍ଥୀ ପରଦିନ ଏହି ମହାନ ପର୍ବକୁ ପାଳନ କରାଯାଏ । ଆସନ୍ତୁ ନୂଆଁଖାଇର ମହାନତା ଓ ଏହାର ବିସ୍ତୃତ ବୈଶିଷ୍ଟ ବିଷୟରେ ଆଉ ଟିକେ ଜାଣିବା ପାଇଁ […]

  • Monday, 19 July 2021
ganesh-4
ଅଗ୍ରପୂଜ୍ୟଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ

ଭୁବନେଶ୍ୱର : ଭିନ୍ନ ଭିନ୍ନ ଆକାର, ଭିନ୍ନ ଭିନ୍ନ ଭଙ୍ଗୀ। କେଉଁଠି ବିନାୟକଙ୍କ କମନୀୟ ରୂପକାନ୍ତି ତ ଆଉ କେଉଁଠି ଆଖି ଝଲସା ଆଭୂଷଣରେ ଝଟକୁଛନ୍ତି ଗଜାନନ। ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଅଗ୍ରପୂଜ୍ୟଙ୍କ ପୂଜା ଆରାଧନା ଲାଗି ଏମିତି କୋଳାହଳମୟ ପରିବେଶ ସୃଷ୍ଟି ହୋଇଛି। ଖୋର୍ଦ୍ଧା ଜଟଣୀ ସହରରେ ଏ ବର୍ଷ ଏଠାରେ ୨୦୦ରୁ ଅଧିକ ମଣ୍ଡପରେ ଶୋଭା ପାଉଛନ୍ତି ବିଘ୍ନରାଜ। ଶିଳ୍ପ ନଗରୀ ତାଳଚେରରେ ବି ଉତ୍ସବ ମୁଖର ପରିବେଶ। ଗଣପତିଙ୍କ ଭଳିକି ଭଳି […]

  • Monday, 19 July 2021
robort-1
ରେଷ୍ଟୁରାଣ୍ଟରେ ଖାଦ୍ୟ ପରଷୁଛି ରୋବୋଟ

ବେଙ୍ଗାଲୁରୁ : ରେଷ୍ଟୁରାଣ୍ଟରେ ଖାଦ୍ୟ ପରଷୁଛନ୍ତି ରୋବୋଟ। ଭାରତର ବଡ଼ ବଡ଼ ସହରରେ ଏବେ ରୋବୋଟ ଦ୍ୱାରା ହୋଟେଲ ପରିଚାଳନା କରାଯାଉଛି। ବେଙ୍ଗାଲୁରୁ, ଚେନ୍ନାଇ ଏବଂ କେରଳରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ରୋବୋଟ୍ ରେଷ୍ଟୁରାଣ୍ଟ। ଶିଳ୍ପକ୍ଷେତ୍ର ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ସବୁଠି କାମରେ ଆସେ ରୋବୋଟ।  ହେଲେ ଏବେ ରୋବୋଟ ଦ୍ୱାରା ଆରମ୍ଭ ହୋଇଛି ହୋଟେଲ ବ୍ୟବସାୟ।  ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଖାଦ୍ୟ ପରଷୁଛି ରୋବୋଟ। ବେଙ୍ଗାଲୁରୁର ଏକ ରେଷ୍ଟୁରାଣ୍ଟରେ ଯେଉଁଠି ଦେଖିବାକୁ ମିଳେ ୱେଟରଙ୍କ […]

  • Monday, 19 July 2021
disable man
ଦିବ୍ୟାଙ୍ଗ ହେଲେ ବି ସେ ସ୍ୱାବଲମ୍ବୀ ; ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

ବାରିପଦା /କଟକ : ସମାଜ ଆଖିରେ ସେମାନେ ଜଣେ ଜଣେ ଦିବ୍ୟାଙ୍ଗ; ହେଲେ ନିଜେ, ନିଜ ପରିବାର ଓ ଅନ୍ୟମାନଙ୍କ ପାଇଁ ବିଶାଳ ଉଦାହରଣ। ଜଣେ ପିଲାଦିନୁ ଗୋଟିଏ ହାତ ହରାଇ ତ ଆଉ ଜଣେ ଜନ୍ମରୁ ଦୁଇ ଗୋଡ଼ର ଦୁର୍ବଳ ଅବସ୍ଥାକୁ ନେଇ ଦିବ୍ୟାଙ୍ଗ । କିନ୍ତୁ ଏ ଜୀବନ ଯୁଦ୍ଧରେ ଏମାନେ ଜଣେ ଜଣେ ବିଜୟୀ ଯୋଦ୍ଧା। ଅନ୍ୟମାନଙ୍କ ପାଇଁ ଏମାନେ ଦିବ୍ୟାଙ୍ଗ ହେଲେ ବି ନିଜ ପାଇଁ କିନ୍ତୁ ସ୍ୱାବଲମ୍ବୀ-ସ୍ୱାଭିମାନୀ। ବାରିପଦା ମେଡିକାଲ […]

  • Monday, 19 July 2021
robert
୧୨ ବର୍ଷର ବାଳକ ତିଆରି କଲେ ରୋବର୍ଟ

ହାଇଦ୍ରାବାଦ : ସମୟ ସମୟରେ ଅନେକ ବିସ୍ମୟ ବାଳକଙ୍କ ଅବିସ୍ମରଣୀୟ କଥା ଆପଣ ନିଶ୍ଚୟ ଶୁଣିଥିବେ । ସେମାନଙ୍କ ବୟସ ତୁଳନାରେ ଏମିତି କାମ ସେ କରିଥାଆନ୍ତି , ଯାହାକି ବହୁତ ଆଶ୍ଟର୍ଯ୍ୟକର ମନେହୁଏ। ଏମିତି ଜଣେ ବିସ୍ମୟ ବାଳକଙ୍କ ବିଷୟରେ ଆପଣଙ୍କୁ ଜଣାଉଛୁ, ଯାହା ଆପଣଙ୍କୁ ଉତ୍ସାହିତ କରିବ ଏବଂ ପ୍ରେରଣା ବି ଦେବ। କଥାରେ କୁହନ୍ତି, ବୟସ ତୁଳନାରେ ବୁଦ୍ଧି ବହୁତ । ରୋବର୍ଟ ସହ ଖେଳୁଥିବା ଏବଂ ତାକୁ ନିୟନ୍ତ୍ରଣ କରୁଥିବା ଏହି […]

  • Monday, 19 July 2021
puri5
ଶ୍ରୀମନ୍ଦିର ସୁରକ୍ଷା ନେଇ କ୍ୟାବିନେଟ୍ ନିଷ୍ପତ୍ତି ପରେ ବଢୁଛି ଅସନ୍ତୋଷ

ପୁରୀ : ଭଙ୍ଗାଯିବ ଶ୍ରୀମନ୍ଦିର ଚୌହଦୀ। ୭୫ ମିଟର ଭିତରେ ଉଚ୍ଛେଦ ହେବ ସବୁ ନିର୍ମାଣ। ଉଭୟ ଜଗନ୍ନାଥ ମନ୍ଦିର ଓ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ ବି.ପି. ଦାଶଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟର ସୁପାରିଶକ୍ରମେ ଗତକାଲି ରାଜ୍ୟ କ୍ୟାବିନେଟ୍‌ରେ ହୋଇଛି ଏଭଳି ନିଷ୍ପତ୍ତି। ଏହା କାର୍ଯ୍ୟକାରୀ ହେଲେ ଭଙ୍ଗାଯିବ ୧୨ଟି ବଡ଼ ବଡ଼ ମଠ। ଯାହା ମଧ୍ୟରେ ଅଛି ବହୁଚର୍ଚ୍ଚିତ ଏମ୍ଆର ମଠ, ରାଧାବଲ୍ଲଭ ମଠ ଓ ମହାପ୍ରଭୁଙ୍କୁ ଟାହିଆ ଓ […]

  • Monday, 19 July 2021
horse flag
ଦୌଡ଼ୁଥିବା ଘୋଡ଼ା ପିଠିରେ ଠିଆ ହୋଇ ତ୍ରିରଙ୍ଗା ଉଡ଼ାଇଲେ ବାଳକ

ଗୁଜରାଟ  : ଦୌଡ଼ୁଥିବା ଘୋଡ଼ା ପିଠିରେ ଠିଆ ହୋଇ ତ୍ରିରଙ୍ଗା ଉଡ଼ାଇଲେ ୧୪ ବର୍ଷୀୟ ବାଳକ।  ଗୁଜରାଟ ପାଟଣ ଜିଲ୍ଲା ଅମରାପୁରାର ଏହି ବାଳକ ଅବ୍‌ଦୁଲର ଘୋଡ଼ା ଚଢ଼ିବାର କୌଶଳ ଓ ଦୁଃସାହସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଲ୍ଲେଖନାୟ ଯେ, ସ୍ୱାଧୀନତା ଦିବସ ଅବସରରେ ଘୋଡ଼ା ପିଠିରେ ଠିଆ ହୋଇ ଦୁଇ ହାତରେ ଅବ୍‌ଦୁଲ ଜାତୀୟ ପତାକା ଉଡ଼ାଇଥିଲେ । ଆଉ ଏହି ଭିଡ଼ିଓ ଏବେ ସୋଶାଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଅଶ୍ୱାରୋହଣ ପ୍ରତି […]

  • Monday, 19 July 2021
atala vihari
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପ୍ରଥମ ପୂଣ୍ୟତିଥି। ଏହି ଅବସରରେ ଦିଲ୍ଲୀସ୍ଥିତ ଅଟଳସ୍ଥଳରେ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ୨୦୧୮ମସିହା ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ […]

  • Monday, 19 July 2021