• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

ww
ଗୋଶାଳାରେ ତିଆରି ହେଉଛି ଗୋବର କାଠ

କଟକ : ଶବଦାହ ପାଇଁ କିଛି ସ୍ଥାନରେ ଇଲେକ୍ଟ୍ରି ଓ ଗ୍ୟାସ୍ ଚୁଲାର ବ୍ୟବହାର ହେଉଥିଲେ ମଧ୍ୟ, ଅଧିକାଂଶ ସ୍ଥାନରେ ଏବେବି ଲୋଡ଼ା ପଡ଼ୁଛି ପାରମ୍ପରିକ ଜାଳେଣି କାଠର । କିନ୍ତୁ ଧୀରେଧୀରେ କାଠର ଅଭାବ ଦେଖାଦେଉଛି ଓ ଦାମ୍ ମଧ୍ୟ ବଢ଼ିବାରେ ଲାଗିଛି। କିନ୍ତୁ କଟକର ଏକ ଗୋଶାଳାର ଦାବି, ଜାଳେଣି କାଠର ଯେତେ ଅଭାବ ହେଲେ ବି ଆଦୌ ଚିନ୍ତା ନାହିଁ। କାରଣ ସେମାନେ ତିଆରି କରୁଛନ୍ତି ଏହାର ଏକ ସୁନ୍ଦର, ସୁଲଭ ତଥା […]

  • Monday, 19 July 2021
aabash
ବାହା ନହୋଇ ବିଧବା ; ପଦାରେ ପଡ଼ିଲା ଆବାସ କେଳେଙ୍କାରୀ

ଚାନ୍ଦବାଲି / ନିମାପଡ଼ା : ଆବାସ ହଡ଼ପ ପାଇଁ ନୂଆ ତରିକା। ଯୁବତୀ ସାଜିଲେ ବିଧବା।  ଭଦ୍ରକ ନରେନ୍ଦ୍ରପୁରରେ ହୋଇଛି ଏମିତି କେଳଙ୍କାରୀ ।  ନରେନ୍ଦ୍ରପୁରର ନିବେଦିତା ବେହେରା ପଢୁଛନ୍ତି କଲେଜରେ,  ହେଲେ ନିବେଦିତାଙ୍କୁ ବିଧବା ଦେଖାଇ ତାଙ୍କ ନାଁରେ ମଂଜୁର ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର। ମଂଜୁର ହୋଇଥିବା ୧ ଲକ୍ଷ ୨୦ ହଜାରରୁ ୨୦ ହଜାର ଟଙ୍କା ମିଳିସାରିଛି। ପ୍ରକୃତ ହିତାଧିକାରୀଙ୍କ ନାଁ ଆବାସ ଯୋଜନାରେ ସାମିଲ ହୋଇପାରୁ ନଥିବା ବେଳେ ଅଯୋଗ୍ୟଙ୍କ […]

  • Monday, 19 July 2021
vlcsnap-error804
ସାବଧାନ! ମାତିଛନ୍ତି ଏଟିଏମ୍‌ ଲୁଟେରା

ରାଉରକେଲା: ସାବଧାନ ଅାପଣଙ୍କୁ ପିଛା କରୁଛନ୍ତି ଏଟିଏମ୍ ଲୁଟେରା। କେବେ ବି, କୌଣସି ସମୟରେ ଅାପଣଙ୍କ ବ୍ୟାଙ୍କ ଅାକାଉଣ୍ଟରେ କଳାକନା ବୁଲାଇ ଦେଇପାରନ୍ତି ଦୁର୍ବୃତ୍ତ। ରାଉରକେଲା ହକିଛକରେ ଏମିତି ଏଟିଏମ୍ ଡକାୟତି ଯୋଜନା ବେଳେ ୧୧ ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୋଲିସ। ଅାଉ ଜବତ କରିଛି ନଗଦ ୪ ଲକ୍ଷ ୨୦ ହଜାର ଟଙ୍କା ସହ ୧୬ଟି ମୋବାଇଲ୍, ବିଭିନ୍ନ ବ୍ୟାଙ୍କର ୯୫ଟି ଏଟିଏମ୍ କାର୍ଡ, ୧୧ଟି ବ୍ଲାଙ୍କ୍ ଏଟିଏମ୍ କାର୍ଡ, ୩ଟି ସ୍କିମର ମ୍ୟାସିନ୍, ୨ଟି […]

  • Monday, 19 July 2021
vlcsnap-error952
କୋଟିଆବାସୀଙ୍କ ପ୍ରଶ୍ନ: ମିଛ ଦର୍ପଣ ଦେଖାଉ ନାହାନ୍ତି ତ ରାଜ୍ୟ ସରକାର ?

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଅାନ୍ଧ୍ର-ଓଡ଼ିଶା ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଅା ପଞ୍ଚାୟତ । କିଛି ଦିନର ନିରବତା ପରେ ଅାନ୍ଧ୍ର ପ୍ରଶାସନ ପୁଣି ସେଠି ଅାରମ୍ଭ କଲାଣି ଉନ୍ନୟନମୂଳକ କାମ। ତେଣେ କିନ୍ତୁ ଓଡ଼ିଶା ସରକାରଙ୍କ ଘୋଷଣା ମୁତାବକ ୧୫୦ କୋଟି ଟଙ୍କାର ଉନ୍ନୟନମୂଳକ କାମରୁ ଗୋଟିଏ ବି ଅାରମ୍ଭ ହୋଇନି। ଯାହାକୁ ନେଇ ତେଜିଛି ରାଜନୀତି। କୋଟିଅାବାସୀଙ୍କ ମନରେ ପ୍ରଶ୍ନ, ସରକାର ବିକାଶର ମିଛ ଦର୍ପଣ ଦେଖାଉ ନାହାନ୍ତି ତ? ଅାନ୍ଧ୍ରର ଦାଦାଗିରି ପରେ ୬ମାସ […]

  • Monday, 19 July 2021
vlcsnap-error247
୧୭ ଦିନ ଭିତରେ ପୋଲିସ ଫାଇଲ କଲା ଚାର୍ଜସିଟ୍‌

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଗରୁଡ଼ବସା ଗାଁରେ ଗତ ୧୫ ତାରିଖରେ ଘଟିଥିବା ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୋଲିସର ଚାର୍ଜସିଟ। ମାତ୍ର ୧୭ ଦିନ ଭିତରେ ପୋଲିସ ଚାର୍ଜସିଟ କରି ଅଭିଯୁକ୍ତକୁ ଦଣ୍ଡ ଦେବାପାଇଁ  ଏକ ବଡ ପଦକ୍ଷେପ ନେଇଛି। ସାମ୍ବାଦିକ ସମ୍ମିଳନୀ କରି ମୟୁରଭଂଜ ଏସପି ଏହି ସୂଚନା ଦେଇଛନ୍ତି। ଏହି ଘଟଣାରେ ପୋଲିସ ଡିଏନଏ ରିପୋର୍ଟ,ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ରିପୋର୍ଟକୁ ଆଧାର କରି ଅଭିଯୁକ୍ତ ବିରୋଧରେ ୧୭ ଦିନରେ ଏହି […]

  • Monday, 19 July 2021
vlcsnap-error322
ସାଇକେଲ ବନିଲା ସୋଲାର ସାଇକେଲ

ଭଦ୍ରକ: ଆର୍ଥିକ ଅଭାବରୁ ସୃଷ୍ଟି ହେଲା ସୁଯୋଗ । ବାଇକ୍ ନ ଥିବାରୁ ସାଇକେଲକୁ ବନାଇଲେ ଅଟୋମେଟେଡ୍ ସୋଲାର ସାଇକେଲ। ନିଜର ଜ୍ଞାନ ଏବଂ ପରିଶ୍ରମ ବଳରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ କୁଲଣା ଗାଁର ରାକେଶ ନାୟକ ତିଆରି କରଛନ୍ତି ଏହି ସୋଲାର ସାଇକେଲ। ଏକ ବ୍ୟାଟେରୀ, ମୋଟର ଏବଂ ସୋଲାର ପ୍ୟାନେଲ ସାହାଯ୍ୟରେ ତିଆରି ହୋଇଥିବା ଏହି ସାଇକେଲର ଘଣ୍ଟା ପ୍ରତି ବେଗ ରହିଛି ୩୦ କିଲୋମିଟର। ସବୁଠାରୁ ବଡକଥା ହେଲା ଏହା ସମ୍ପୂର୍ଣ୍ଣ ଇକୋ ଫ୍ରେଣ୍ଡଲି […]

  • Monday, 19 July 2021
sleeping_couple_graphic
ଭୁଲ୍‌ ହୋଇଗଲା ଭଲ ପାଇବା ; ସହିପାରିଲାନି ସମାଜ

କୋରାପୁଟ : ପ୍ରେମ ଯେବେ ହୁଏ ମନ ଖୋଜେ ମନକୁ , ହୃଦୟ ବାନ୍ଧେ ହୃଦୟକୁ । ପ୍ରେମୀ ଯୁଗଳ ନିଜ ନିଜ ଭିତରେ ନୁଆ ଦୁନିଆ ଗଢ଼ନ୍ତି। ସେଥିରେ ହସନ୍ତି ଆଉ ସେଥିରେ ବି କାନ୍ଦନ୍ତି। ତାହା ହିଁ ଉଭୟଙ୍କ ପାଇଁ ପ୍ରେମ ଦୁନିଆଁ । ହେଲେ ସବୁ ପ୍ରେମ କଣ ସଫଳ ହୁଏ ? ପ୍ରେମିକ କଣ ତାର ପ୍ରେମିକାକୁ ପାଏ ? ହଁ ,କିଛି ପ୍ରେମ ଲେଖା ହୁଏ ଖୁସିର ଲେଖନୀରେ ,ଆଉ […]

  • Monday, 19 July 2021
mumbai2
ବୁଡିଯିବ କି ମୁମ୍ବାଇ ?

ଆରବସାଗର ଗର୍ଭରେ ଲୀନ ହେବ କି ମହାନଗର ମୁମ୍ବାଇ ? ସଦ୍ୟ ପ୍ରକାଶିତ ଏକ ରିସର୍ଚ୍ଚ ପେପରରେ ଏଭଳି ଆଶଙ୍କା ବ୍ୟକ୍ତ କରାଯାଇଛି। ଆମେରିକାର ନ୍ୟୁଜର୍ସି ସ୍ଥିତ କ୍ଲାଇମେଟ୍‌ ସେଣ୍ଟ୍ରାଲ ନାମକ ଏକ ସଂସ୍ଥା ଏହି ରିପୋର୍ଟ ପ୍ରସ୍ତୁତ କରିଛି। ରିପୋର୍ଟ ଅନୁସାରେ ,୧୫ କୋଟିରୁ ଅଧିକ ଲୋକ ଏବେ ସମୁଦ୍ର ତଟବର୍ତ୍ତୀ ଯେଉଁ ଅଞ୍ଚଳରେ  ବସବାସ କରୁଛନ୍ତି ୨୦୫୦ ବେଳକୁ ତାହା  ଜଳମଗ୍ନ ହେବ। ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ ଯେଭଳି ଭାବେ ସମୁଦ୍ର ପତ୍ତନ […]

  • Monday, 19 July 2021
vlcsnap-error281
ଜଳ ନିଷ୍କାସନ ନାଳ ଅବରୋଧ: ଶହ ଶହ ଚାଷ ଜମି ଜଳମଗ୍ନ

ଭଦ୍ରକ: ସେପଟେ ଲଗାଣ ବର୍ଷା ଆଉ ଏପଟେ ଜଳ ନିଷ୍କାସନ ନାଳ ଅବରୋଧ । ବନ୍ୟା ନ ଆସୁଣୁ ବନ୍ୟା ପ୍ରାୟ ପରିସ୍ଥିତି ।  ଲଗାଣ ବର୍ଷା ଯୋଗୁଁ ପାଣି ନିଷ୍କାସନ ହୋଇନପାରି ଶହ ଶହ ଚାଷ ଜମି ଜଳମଗ୍ନ ହୋଇଛି। ଫଳରେ ଧାନ ତଳି ଓ ବୁଣା ଜମି ନଷ୍ଟ ହୋଇଯାଇଛି। ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଭଦ୍ରକ ଜିଲ୍ଲା କେଦାରପୁର ପଂଚାୟତର ସେରପୁର ଗାଁର ଚାଷୀ। ଅଭିଯୋଗ ଅନୁସାରେ ଧାମରାବନ୍ଦର ରେଳପଥ ନିର୍ମାଣ ଲାଗି ଜଳ […]

  • Monday, 19 July 2021
vlcsnap-error054
ଫୁଲବାଣୀ ଓ ନବରଂଗପୁରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଫୁଲବାଣୀ: କେବଳ ରାସ୍ତା ନୁହେଁ, ବିଭିନ୍ନ ୱାର୍ଡ, ସାହି ଏବଂ ବସ୍ତିରେ ଗଦା ହେଉଛି କୁଢ଼ କୁଢ଼ ମଇଳା। ଦୀର୍ଘ ଦିନ ହେଲା ମଇଳା ସଫା କରାଯାଉନଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ ପୌରପାଳିକା ଅଞ୍ଚଳର । ଅଭିଯୋଗ ଅନୁସାରେ, ସହରର ୧୩ଟି ଯାକ ୱାର୍ଡରେ ପୌରପାଳିକା ପକ୍ଷରୁ ସଫେଇ କରାଯାଉନଥିବାରୁ ଏଭଳି ପରିସ୍ଥିତି ଦେଖା ଦେଇଛି। ଏପରିକି ଏନେଇ ପୌରାଧ୍ୟକ୍ଷଙ୍କୁ ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ। […]

  • Monday, 19 July 2021
dama
ଶୋକରେ ସକୁନି , ସରୁନି ଦୁଃଖ... ମଞ୍ଚ ଖୋଜୁଛନ୍ତି ଦାମ

ଭୁବନେଶ୍ୱର : ଦୁର୍ଯ୍ୟୋଧନ କ’ଣ ମଲାଣି । ଦୁର୍ଯୋଧନ ପରା ଉରୁଭଙ୍ଗ ହୋଇ ମାନସରୋବରରେ ପଡ଼ିଛି। ଦୁର୍ଯ୍ୟୋଧନ ମରିବ। କୁରୁ ବଂଶ ସମୂଳେ ଧ୍ୱଂସ ହେବ। ତା’ପରେ ଶକୁନି ଶାନ୍ତି ପାଇବ ନା।… ଇଏ ହେଉଛି ସେଇ ଦୁର୍ଦ୍ଦାନ୍ତ ଯାତ୍ର ଭିଲେନ୍‌ ଦାମ ପଣ୍ଡାଙ୍କ ଛାତି ଥରା ଡାଏଲଗ୍‌। ଯାହାଙ୍କ ଭୟଙ୍କର ଚରିତ୍ରରେ ଥରହର ହୁଏ ନିଃଶବ୍ଦ ରାତିର ଯାତ୍ରା ପେଣ୍ଡାଲ୍‌। ଯାହାଙ୍କ ଭୟଙ୍କର ଡାଏଲଗ୍‌ରେ ଚମକିପଡ଼ି ଛାତିରେ ଛେପ ପକାଇଥା’ନ୍ତି ନାଟକରେ ମଜି ଯାଇଥିବା ଦର୍ଶକେ। […]

  • Monday, 19 July 2021
rain ---1
ବୁଡିଲା ରାଜଧାନୀ

ଭୁବନେଶ୍ୱର : ଲଗାଣ ବର୍ଷାରେ ବେହାଲ ସ୍ମାର୍ଟସିଟି ଭୁବନେଶ୍ୱର। ରାଜଧାନୀର ପ୍ରମୁଖ ରାସ୍ତା ସହ ଜଳମଗ୍ନ ହୋଇପଡିଥିଲା ଅନେକ ତଳିଆ ଅଞ୍ଚଳ। ନୟାପଲ୍ଲୀ, ଚିନ୍ତାମଣିଶ୍ୱର, ଗ୍ୟାରେଜ ଛକ, ଲକ୍ଷ୍ମୀସାଗର ଓ ପଥରବନ୍ଧ ବସ୍ତି ଅଞ୍ଚଳ ଜଳମଗ୍ନ ହୋଇପଡିଥିଲା। ଲୋକଙ୍କ ଘରେ ପାଣି ପଶିବାରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଲୋକେ। ରାସ୍ତାରେ ପାଣି ଜମି ରହିଥିବାରୁ ଠପ୍ ହୋଇ ପଡିଥିଲା ଟ୍ରାଫିକ୍ ବ୍ୟବସ୍ଥା। କିଲୋମିଟର ଧରି ଅଟକି ରହିଥିଲା ଗାଡି। ନୟାପଲ୍ଲୀ ବେହେରା ସାହିରେ ପ୍ରାୟ ଚାଲୁଥିଲା […]

  • Monday, 19 July 2021
tiktok
ଆଇଏସ୍‌ଆଇର ଆକାଉଣ୍ଟକୁ ହଟେଇଲା ଟିକ୍‌ଟକ୍‌

ବେଜିଂ : ଆତଙ୍କବାଦୀ ପ୍ରଚାର ଉଦ୍ଦିଷ୍ଟ ଭିଡ଼ିଓକୁ ନେଇ ଲୋକପ୍ରିୟ ସୋଶାଲ ମିଡିଆ ଆପ୍‌ ଟିକ୍‌ଟକ୍‌ ଉଠାଇଛି ଏକ ଦୃଢ଼ ପଦକ୍ଷେପ । ନିଜ ପ୍ଲାଟ୍‌ଫର୍ମରୁ କିଛି ଆଇଏସ୍‌ଆଇ ଭିଡ଼ିଓକୁ ହଟାଇଦେଇଛି। ‘ଦ ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ର ସୂଚନା ମୁତାବକ ୨୪ଟି ଆଇଏସ୍‌ଆଇ ଆକାଉଣ୍ଟକୁ ଚିହ୍ନଟ କରି ଏହି ଭିଡ଼ିଓ ସବୁ ହଟେଇ ଦେଇଛି ଟିକ୍‌ଟକ୍‌ କଂପାନୀ। ଏହି ଆକାଉଣ୍ଟରେ ଯେଉଁ ସବୁ ଭିଡ଼ିଓ ପୋଷ୍ଟ ହେଉଥିଲା , ତାର ମୂଳ ଲକ୍ଷ୍ୟ ଥିଲା ଫଲୋୟରସ୍‌  ବଢ଼ାଇବା […]

  • Monday, 19 July 2021
REX
ପୁଣି ଚର୍ଚ୍ଚାରେ ରିଟର୍ଣ୍ଣିଂ ଅଫିସର

ଲକ୍ଷ୍ନୌ: ନିର୍ବାଚନ ଆସିବା ମାତ୍ରେ ଖୋଜାପଡ଼େ ସେଲିବ୍ରେଟି ରିଟର୍ଣ୍ଣିଂ ଅଫିସର ରୀନା ଦ୍ୱିବେଦୀଙ୍କୁ। ପୂର୍ବରୁ ହଳଦିଆ ଶାଢ଼ୀରେ ଲୋକସଭା ନିର୍ବାଚନ ସମୟରେ ଚର୍ଚ୍ଚାରେ ଥିବା ଏହି ପିଡବ୍ଲୁଡି ଅଧିକାରୀଙ୍କର ଇଭିଏମ୍‌ ସହ ଫଟୋ ବିଭିନ୍ନ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା। ସୋମବାର ଉତ୍ତର ପ୍ରଦେଶର ଏକ ଉପନିର୍ବାଚନରେ ତାଙ୍କୁ ଏକ ଗୋଲାପୀ ଶାଢ଼ୀରେ ଦେଖିବାକୁ ମିଳିଛି। ସେ ଲକ୍ଷ୍ନୌ କ୍ୟାଣ୍ଟନମେଣ୍ଟର କ୍ରିଷ୍ଣାନଗର ଠାରେ ଇଲେକ୍ସନ୍‌ ଡ୍ୟୁଟିରେ ଯୋଗ ଦେଇଥିଲେ। ଗୋଲାପୀ ଏବଂ ଗୋଲଡେନ୍‌ ରଙ୍ଗ ମିଶା ଶାଢ଼ୀରେ […]

  • Monday, 19 July 2021
kandhamal
୨୫ ବର୍ଷ ପରେ ପୁଅକୁ ଫେରି ପାଇଲେ ମାଆ, ଜାଣନ୍ତୁ କେମିତି...

କନ୍ଧମାଳ: ଦୀର୍ଘ ୨୫ ବର୍ଷ ପରେ ମାଆ-ପୁଅଙ୍କ ମିଳନ, ଭାଇ-ଭାଇର ମିଳନ ଓ ଭାଇ-ଭଉଣୀର ମିଳନ। ଆଉ ଘରେ ଖେଳିଯାଇଛି ଉତ୍ସବର ମାହୋଲ।  ଦିନେ ଘରୁ ରାଗି ଯାଇ ଚାଲିଯାଇଥିଲେ, ଆଉ ଏତେ ବର୍ଷ ପରେ ପୁଣି ଘରକୁ ଫେରିଲେ। ଯାହକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ନାହିଁନଥିବା ଖୁସି। ପୁଅକୁ ପାଖରେ ପାଇ ମାଆ ହୋଇଛି ଆତ୍ମବିଭୋର। ନିଜ ପଣତ କାନିରେ ପୋଛି ଦେଇ ତାକୁ ନିଜ ହାତରେ ଖୁଆଇ ଦେଉଛି। ସାନ ଭାଇ ଓ […]

  • Monday, 19 July 2021
dada -1
ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ

ସୌରଭ ଗାଙ୍ଗୁଲି ନିଜର ପିଲାବେଳର ସାଙ୍ଗ ଡୋନା ଗାଙ୍ଗୁଲିକୁ ଭଲ ପାଉଥିଲେ । ଡୋନାଙ୍କୁ ଦେଖିବା ପାଇଁ  ସୌରଭ ତାଙ୍କର ସ୍କୁଲ ଚାରିପଟେ ବୁଲୁଥିଲେ । ପ୍ରଥମେ ଦୁଇଜଣଙ୍କ ପରିବାର ମଧ୍ୟରେ ସମ୍ପର୍କ ଭଲ ଥିଲା, ଦୁଇ ପରିବାର ଏକ ବିଜ୍‌ନେସ୍‌ ପାର୍ଟନର ବି ଥିଲେ । କିନ୍ତୁ କିଛି କାରଣରୁ ଦୁଇ ପରିବାର ଭିତରେ ଫାଟ ସୃଷ୍ଟି ହେଲା। ଉଭୟ ପରିବାର ଭିତରେ ସଂପର୍କ ଭାଙ୍ଗିଗଲା । ଗୋଟିଏ ବାଉଣ୍ଡରୀ ଭିତରେ ଥାଇ ବି କେହି […]

  • Monday, 19 July 2021
ସବୁ ଦିନିଆ ରାସ୍ତା
ବିକଶିତ ଓଡ଼ିଶାର ନଗ୍ନ ଚିତ୍ର : ଜଙ୍ଗଲ ଘେରା ଗାଁ, ବର୍ଷା ହେଲେ ବାହ୍ୟଜଗତରୁ ବିଛିନ୍ନ

ଚିତ୍ରକୋଣ୍ଡା: ଆଦିବାସୀ ଅଞ୍ଚଳରେ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର କେତେ କ’ଣ ଯୋଜନା କରୁଛନ୍ତି। କିନ୍ତୁ ଏହା ଲୋକମାନଙ୍କ ପାଖରେ ନ ପହଞ୍ଚି ଯୋଜନ ଦୂରରେ ରହିଯାଉଛି। ଏବେ ବି ବିକାଶ ଯେମିତି ଲୋକଙ୍କ ପାଇଁ ସାତ ସପନ ହୋଇ ରହିଛି। ସେମିତି ଏକ ଗାଁ ହେଉଛ ଚିତ୍ରକୋଣ୍ଡା ବ୍ଲକର ରଲେଗାଡ଼ ପଞ୍ଚାୟତ । ଏଠି ସରକାରଙ୍କ ସମସ୍ତ ଯୋଜନା ସତରେ ଅପହଞ୍ଚ ହୋଇଛି । ପଢ଼ନ୍ତୁ ରଲେଗାଡରୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ। […]

  • Monday, 19 July 2021
girls school
ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ଜୟପୁର : ରାଜସ୍ଥାନ ସରକାରଙ୍କର ଅଜବ ପଦକ୍ଷେପ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ବାଳିକା ବିଦ୍ୟାଳୟରେ ପୁରୁଷ ଶିକ୍ଷକ ପଢ଼ାଇପାରିବେନି। ସରକାରୀ ସ୍କୁଲରେ ବାଳିକାଙ୍କ ସହ ହେଉଥିବା ଅସଦାଚରଣକୁ ରୋକିବା ପାଇଁ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ଡୋଟାସରା ଏପରି ଭିନ୍ନ ନିଷ୍ପତ୍ତି ନେଇଛନ୍ତି।  ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ, ବାଳିକା ବିଦ୍ୟାଳୟ ଗୁଡିକରେ ୫୦ ବର୍ଷରୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ପ୍ରବେଶ ନାହିଁ । ଏହି ଶିକ୍ଷକଙ୍କ ସ୍ଥାନରେ ମହିଳା ଶିକ୍ଷକଙ୍କୁ […]

  • Monday, 19 July 2021
child
ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ

ଝାରସୁଗୁଡ଼ା (ଭାଗିରଥୀ ସାହୁ) : ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ। ଚେଷ୍ଟା, ପରିଶ୍ରମ ଏବଂ ପ୍ରଶିକ୍ଷଣ ଦ୍ୱାରା ସବୁ କିଛି ସମ୍ଭବ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡ଼ାର ବିସ୍ମୟ ବାଳିକା ଦୀପ୍ତି ଶର୍ମା। ତୃତୀୟ ଶ୍ରେଣୀରେ ପଢୁଥିବା ଦୀପ୍ତି ଆଖିରେ ପଟି ବାନ୍ଧି ମାତ୍ର ୩.୫୪ ସେକେଣ୍ଡରେ A ରୁ Z ପର୍ଯ୍ୟନ୍ତ ଟାଇପ୍‌ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ଦୃଢ଼ ଇଚ୍ଛା ଶକ୍ତି ଓ ଚେଷ୍ଟା ପାଇଁ […]

  • Monday, 19 July 2021
today's generation
ସାଙ୍ଗର ଚିକିତ୍ସା ପାଇଁ ଗାଁ ଗାଁ ବୁଲି ଭିକ୍ଷା ମାଗିଲେ ସାଙ୍ଗ

ପୁରୀ: କଥାରେ ଅଛି ସଂପଦେ ସମସ୍ତେ ବୋଲାନ୍ତି ସଖା ହେଲେ ବିପଦେ କେହି ନ ଦିଅନ୍ତି ଦେଖା। ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ଏଭଳି ଲୋକ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗୋପାଳପୁର ଗାଁର ଆଲୋକଙ୍କ ବନ୍ଧୁମାନେ। ବିନା ସ୍ୱାର୍ଥରେ ସାହାଯ୍ୟର ହାତ ବଢ଼ାଇ ଅନ୍ୟମାନଙ୍କ ଲାଗି ସାଜିଛନ୍ତି ଉଦାହରଣ। ହାତରେ ପେପର ତିଆରି ବାକ୍ସ। ଦୁଆର ଦୁଆର ବୁଲି ମାଗୁଛନ୍ତି ଭିକ। ଗୋଟିଏ କି ଦୁଇଟି ଗାଁ ନୁହଁ, […]

  • Monday, 19 July 2021
KBC--1
‘ମୋତେ ୧୫ ବର୍ଷ ହୋଇଥିବା ବେଳେ ୮ ଜଣ ଦୁଷ୍କର୍ମ କରିଥିଲେ’

ଇଏ ଏମିତି ଜଣେ ମହିଳାଙ୍କର କାହାଣୀ ଯାହାକୁ ଜାଣିଲେ ଆପଣ ବିଶ୍ୱାସ କରିପାରିବେନି ତାଙ୍କ ସହ ଏମିତି ହୋଇପାରେ । ଏହି ଥର ଶୁକ୍ରବାରର ‘କୌନ୍‌ ବନେଗା କରୋଡିପତି’ର ସ୍ପେଶାଲ ସୋ’ କୁ  ଆସୁଛନ୍ତି ଏହି ମହିଳା । ଯାହାଙ୍କ ଜୀବନ କାହାଣୀ ଶୁଣି ଅମିତାଭ ବି ଥରି ଉଠିଛନ୍ତି। ତାଙ୍କ ମନର କଥା ଶୁଣି କିଛି ସମୟ ସ୍ତବ୍ଧ ହୋଇଯାଇଛନ୍ତି ଅମିତାଭ । ଶୁକ୍ରବାର ଦିନ ଏହି ସ୍ପେଶାଲ ସୋ’ର ପ୍ରସାରଣ ହେବ । ଆଉ […]

  • Monday, 19 July 2021
letter to cm
ମୋତେ ଇଚ୍ଛା ମୃତ୍ୟୁ ଦିଅ ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ମାଲକାନଗିରି ( ଜିତେନ୍ଦ୍ର ବେଉରା) : ୧୩ ବର୍ଷ ହେଲା ଅଜଣା ରୋଗରେ ପଙ୍ଗୁ ହୋଇ ଖଟରେ ପଡି ରହିଛି। ମୁଁ ଆଉ କଷ୍ଟସହ୍ୟ କରିପାରୁନି। ତେଣୁ ମୋତେ ଇଚ୍ଛା ମୃତ୍ୟୁ ଦିଆଯାଉ। ଦୀର୍ଘ ବର୍ଷ ଧରି ଅଜଣା ରୋଗରେ ଶଯ୍ୟାଶାୟୀ ହୋଇ ପଡିରହିବା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କୋହଭରା ଚିଠି ଲେଖିଛନ୍ତି ମାଲକାନଗିରି ଜିଲ୍ଲା ସର୍ଗିଗୁଡା ଗାଁର ଯୁବତୀ ଚମ୍ପା କାଲାକୁରା । ୧୩ ବର୍ଷ ହେଲା ଅଜଣା ରୋଗରେ ପଙ୍ଗୁ ହୋଇ ଖଟରେ […]

  • Monday, 19 July 2021
aids
ଦାଉ ସାଧୁଛି ରୋଗ , ସାଥିରେ ପୁତୁରା, ଝିଆରୀ ବୋଝ ; ଜଣେ ଏଡସ ଆକ୍ରାନ୍ତଙ୍କ ଦୁଃଖଦ କଥା

ଜୟପୁର (ଟି.ଗୌରୀଶଙ୍କର) : ମା’ ପର କରିଦେଲା, ବାପା ଆରପାରିରେ। ବାପା ମାଆଙ୍କ ଅନୁପସ୍ଥିତିରେ ଦୁଇ ଭାଇ ଭଉଣୀଙ୍କ ସାହାରା ପାଲଟିଛନ୍ତି ଏଡ୍‌ସରେ ଆକ୍ରାନ୍ତ ଦାଦା। କୋରାପୁଟ ଜିଲ୍ଲା ବୋରିଗୁମ୍ମା ହାଟପଦାରେ ଜଣେ ଏଡ୍‌ସ ଆକ୍ରାନ୍ତ ଏମିତି ପରିସ୍ଥିତି ଦେଇ ଗତି କରୁଛନ୍ତି।  କୁନି ପୁତୁରା ଓ ଦିବ୍ୟାଙ୍ଗ ଝିଆରୀଙ୍କ ଦାୟିତ୍ୱ ଏବେ ତାଙ୍କୁ ବୋଝ ଉପରେ ନଳିତା ବିଡ଼ା ସଦୃଶ । ଦୁଇ ପୁତୁରା ଝିଆରୀଙ୍କ ପ୍ରତିପୋଷଣରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆର୍ଥିକ ସହାୟତା ପାଇଁ […]

  • Monday, 19 July 2021
superman
ରିଲ୍‌ ନୁହେଁ ଏ ହେଉଛନ୍ତି ରିଅଲ୍‌ ଲାଇଫ ସୁପରମ୍ୟାନ୍‌

ମୁଜାଫରନଗର: ଫିଲ୍ମରେ ସୁପରମ୍ୟାନ୍‌ଙ୍କ କଥା ତ ସମସ୍ତେ ଜାଣିଥିବେ। କାହିଁକି ନା ସୁପରମ୍ୟାନ୍‌ ଶେଷ ସମୟରେ ଆସି ସମସ୍ତଙ୍କ ଜୀବନ ବଞ୍ଚାଇ ଥାଏ। ଆଉ ସମସ୍ତେ ଭାବନ୍ତି କି ସୁପରମ୍ୟାନ୍‌ ହେଉଛି ସବୁଠୁ ଶକ୍ତିଶାଳୀ। ସୁପରମ୍ୟାନ୍‌ ପାଖରେ ସେସବୁ ଶକ୍ତି ଅଛି ଯାହା ଅନ୍ୟମାନଙ୍କ ପାଖରେ ନାହିଁ ବୋଲି ସମସ୍ତଙ୍କ ଧାରଣା। ତେବେ ଆମେ ଏଠି ଆପଣଙ୍କୁ କୌଣସି ରିଲ୍‌ ଲାଇଫର ସୁପରମ୍ୟାନ୍‌ ନୁହେଁ ବରଂ ରିୟଲ୍‌ ଲାଇଫର ସୁପରମ୍ୟାନ୍‌ଙ୍କ କଥା କହୁଛୁ। ପଢ଼ନ୍ତୁ ପୂରା ଘଟଣା… […]

  • Monday, 19 July 2021
train
ଟ୍ରେନ୍‌ରେ ଯାତ୍ରା କରୁଥିଲେ ନିଜର ଏହି ଅଧିକାର ବିଷୟରେ ନିହାତି ଜାଣି ରଖନ୍ତୁ -

ଆପଣ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି କି ? ନିହାତି ଏହି କଥାକୁ ଜାଣି ରଖନ୍ତୁ । କାହିଁକି ନା ଆପଣ ନ ଜାଣିଲେ ଅସୁବିଧାରେ ପଡିପାରନ୍ତି। ଏଣୁ ନିଜର ଅଧିକାର ଗୁଡ଼ିକ ବିଷୟରେ ଅବଗତ ଥିଲେ ଯାତ୍ରା ସୁଖଦପୂର୍ଣ୍ଣ ହେବ । ଆଉ କୌଣସି ଅସୁବିଧାରେ ପଡିବେନି। ଏବେ ଆସନ୍ତୁ ଜାଣିବା ସେହି ଅଧିକାର ଗୁଡ଼ିକ କଣ – ୧ – ଯଦି ଆପଣ କୌଣସି କାରଣବଶତଃ ଟିକେଟ୍‌ ବୁକ୍‌ କରିପାରିନାହାଁନ୍ତି ତ ବ୍ୟସ୍ତ ନହୋଇ ପ୍ଲାଟଫର୍ମ […]

  • Monday, 19 July 2021