• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

gooogle photo
ଗୁଗଲ ମ୍ୟାପ୍‌ର ଚମତ୍କାରିତା ! ଆପଣ ନିଜ ପରଲୋକଗତ ପ୍ରିୟଜନଙ୍କୁ ଦେଖିପାରିବେ

ଯେତେବେଳେ ଆପଣ ନିଜର ପ୍ରିୟଜନଙ୍କୁ ବହୁଦିନଠୁ ହରେଇ ଦେଇଥାନ୍ତି । ଆଉ ତାଙ୍କର  ସ୍ମୃତିକୁ ମନେପକାଇ ପାଖରେ ସାଇତି ଥିବା ଆଲବମ୍‌ରୁ ତାଙ୍କର ଫଟୋଗୁଡ଼ିକୁ ଦେଖିଥାନ୍ତି । ସେହି ପୁରୁଣା ଫଟୋକୁ ଦେଖି ଭାବୁକ ବନିଥାନ୍ତି। ଗୁଗଲ ମ୍ୟାପ୍‌ ସାହାଯ୍ୟରେ ଏବେ ଶହ ଶହ ଲୋକ ସୋଶାଲ ମିଡ଼ିଆରେ ଏହିପରି କାମ କରୁଛନ୍ତି । ଯଦି ଆପଣ ହରାଇଥିବା ନିଜର ପ୍ରିୟଜନର ଫଟୋକୁ ରଖିପାରିନାହାନ୍ତି । ଆଉ ତାଙ୍କୁ ଦେଖିବାକୁ ଚାହୁଁଛନ୍ତି । ଆପଣ ଗୁଗଲ ମ୍ୟାପ୍‌ […]

  • Monday, 19 July 2021
nirbhaya-3
ଫାଶୀର ଡ଼ର : ମାଆଙ୍କୁ ଭେଟି କାନ୍ଦିବାକୁ ଲାଗିଲା ମୁକେଶ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁର୍ଷମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡର ଦିନ ସମୟ ଠିକ୍‌ ହୋଇସାରିଛି। ଏହାକୁ ନେଇ ଦୋଷୀଙ୍କ ମଧ୍ୟରେ ଅଜବ ଆଚରଣ ସବୁ ଦେଖିବାକୁ ମିଳୁଛି। ୪ଜଣଙ୍କ ମଧ୍ୟରୁ ୩ଜଣ ହିଂସ୍ରକ ପାଲଟୁଥିବା ବେଳ ୪ର୍ଥ ଜଣକ ଶାନ୍ତ ଭାବରେ ବସି ରହୁଛି। ଏହା ଭିତରେ ଦୋଷୀ ମୁକେଶ ସିଂହକୁ ତା ମାଆଙ୍କ ସହ ଭେଟ ହେବାକୁ ଆଦେଶ ଦିଆଯାଇଛି। ଫାଶୀ ଦଣ୍ଡାଦେଶର ଘୋଷଣା ପରେ ଦୋଷୀ ମୁକେଶ ସିଂହର ଆଚରଣରେ […]

  • Monday, 19 July 2021
taxki
ରାସ୍ତା ଜାମ୍‌ ହେଲେ ଆଉ ଚିନ୍ତା ନାହିଁ , ଆପଣ ଆକାଶରେ ତୁରନ୍ତ ଯାଇପାରିବେ

କାନପୁର  : ଆପଣ ଯେତେବେଳେ କୌଣସି କାମରେ ଘରୁ ବାହାରୁଛନ୍ତି ଆଉ ଶୀଘ୍ର ପହଁଚିବା ପାଇଁ ସ୍ଥିର କରିଛନ୍ତି । ଏତିକି ବେଳେ ଯଦି ରାସ୍ତାରେ ଭିଡ଼ ହୋଇଥାଏ ତ କଥା ସରିଲା । ଇଚ୍ଛା ହୁଏ ଉପରେ ଉଡ଼ି ଲକ୍ଷ୍ୟ ସ୍ଥଳରେ ଯାଇ ପହଁଚିଯାଆନ୍ତି କି ? କିନ୍ତୁ ଏକଥା କଣ ସତରେ ସତ ହେବ ? ହଁ ଆପଣଙ୍କର ଏ କଳ୍ପନା ସତ ହେବାକୁ ଯାଉଛି । ଆପଣ ବି ଆକାଶରେ ଉଡ଼ି ନିଜର […]

  • Monday, 19 July 2021
cat
ବିଲେଇ ପାଇଁ ନିଜ ନାତିକୁ ୫ ମହଲା କୋଠାରୁ ତଳକୁ ଲଟକାଇଲେ ବୃଦ୍ଧା !

ସୋଶାଲ ମିଡ଼ିଆରେ ଚୀନ୍‌ର ଏକ  ଆଶ୍ଚର୍ଯ୍ୟକର ଭିଡ଼ିଓ ଭାଇରାଲ୍‌ ହୋଇଛି । ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏହି ଘଟଣାଟି ଏହି ସପ୍ତାହର ପ୍ରାରମ୍ଭରେ ସିଚୁଆନ ପ୍ରାନ୍ତର ପଗଟନର କାଉଁଟିରେ ଘଟିଥିଲା । ଜଣେ ବୃଦ୍ଧା ନିଜର ୭ ବର୍ଷର ନାତିକୁ ଏକ ରଶିରେ ବାନ୍ଧି ରହୁଥିବା ଆପାର୍ଟମେଣ୍ଟର  ୫ମହଲା କୋଠାରୁ ତଳକୁ ଲଟକାଇ ଥିଲେ । ଆଉ କାହିଁକି ଏପରି କରୁଥିଲେ ଜାଣନ୍ତି ଏକ ପୋଷା  ବିଲେଇକୁ ବଂଚାଇବା  ପାଇଁ । ଏହି […]

  • Monday, 19 July 2021
sishu
ମାଆ କଣ ନିଷ୍ଠୁର ହୋଇପାରେ ? ରାସ୍ତା କଡ଼ରେ ନିଷ୍ପାପ ଶିଶୁର କୁଆଁ କୁଆଁ କାନ୍ଦ

ଯାଜପୁର/ ଭୁବନେଶ୍ୱର/ କଟକ : ମାଆ କଣ ନିଷ୍ଠୁର ହୋଇପାରେ ? ଜନ୍ମଦାତ୍ରୀ କେବେ ବାତ୍ସଲ୍ୟକୁ ପର କରି ପାରେ ? ହେଲେ ତାହା ସତ ହୋଇଛି ଯାଜପୁର ତିଳପଦା ଗାଁରେ । ଏ ନିଷ୍ପାପ ଶିଶୁର କୁଆଁ କୁଆଁ କାନ୍ଦ, ବିହ୍ୱୋଳିତ କରୁଛି ମନକୁ ଓ ହୃଦୟକୁ । ହେଲେ କେମିତି ପର କରିଦେଲା ସେ ଜନ୍ମଦାତ୍ରୀ ଯିଏ ଅନ୍ତଫାଡ଼ି ଦୁନିଆକୁ ଆଣିବାର ମାତ୍ର କେଇ ଘଣ୍ଟା ପରେ ନିଛାଟିଆ ରାସ୍ତା କଡ଼ରେ ଅଲୋଡ଼ା କରି […]

  • Monday, 19 July 2021
father 3
ଦୀର୍ଘ ୮ ବର୍ଷ ପରେ ମିଳିଲା ହଜିଲା ଝିଅ

ରାଉରକେଲା : ଆଖିରେ ଖୁସିର ଲୋତକ । ମନରେ ଉଙ୍କି ମାରିଛି ପୁଣି ଭାଙ୍ଗି ଯାଇଥିବା ସ୍ୱପ୍ନ । କାରଣ ପାଖରେ ପାଇଛି ସେ ତାର ବାପାଙ୍କୁ । ଝିଅଟିଏ ପାଇଁ ଆଉ ବଡ଼ କଥା କଣ ହୋଇପାରେ । କୁଆଁରୀ ଜୀବନରେ ବାପା ହିଁ ତ ଝିଅର ସୁରକ୍ଷା କବଚ ଓ ପ୍ରେରଣାର ଉତ୍ସ । ବାପା ବି ଝିଅକୁ ପାଇଁ ଆତ୍ମବିଭୋର । ଆଖିରେ ଆନନ୍ଦର ସ୍ନେହାଶ୍ରୁ । ଦୀର୍ଘ ୮ ବର୍ଷ ପରେ […]

  • Monday, 19 July 2021
kulbhushan-jadhav_ee9341ce-3923-11e7-8e2c-04c6be70fea0
ପୁଣି ପାକିସ୍ତାନର ଚାଲ୍

ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ତ ହେବ ପାକିସ୍ତାନ। ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଦବଙ୍କ ମାମଲାରେ ଦ୍ୱିତୀୟ ଥର ପାଇଁ କାଉଣ୍ଟର ପିଟିସନ୍ ଦାଖଲ କରିବ ପାକିସ୍ତାନ। ଆସନ୍ତା ୧୭ ତାରିଖରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍-ICJଙ୍କ ଦ୍ୱାରସ୍ତ ହେବା ପାଇଁ ପାକିସ୍ତାନ ସରକାର ସଜବାଜ ହେଉଥିବା ପାକ୍ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ପ୍ରଥମରୁ ସାରା ବିଶ୍ୱରେ ଲଜ୍ଜିତ ହୋଇଥିବା ପାକିସ୍ତାନ ଏନେଇ ପୁଣି […]

  • Monday, 19 July 2021
death -
ବାପା ନୁହେଁ ସେ ପିଶାଚ ! ନିଜ ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମିଳିଲା ଫାଶୀ ଦଣ୍ଡ

ସୁରତ : କୁହାଯାଏ ମାଆ ଘର ହେଲେ ବାପା ଛାତ। ପିଲାଟିକୁ ମାଆ ଯେତିକି ଷଣ୍ଠଣା ଶିଖାଏ ବାପା ବି ସେହିପରି ସବୁ ଆବଶ୍ୟକତା ପୂରଣ କରି ସଭ୍ୟ ଶିକ୍ଷିତ କରାଇ ଦୁନିଆ ଦାଣ୍ଡରେ କୋଟିଏରେ ଗୋଟିଏ କରି ଗଢ଼ି ତୋଳିଥାନ୍ତି। ସେଥିପାଇଁ  ବାପା ମହାନ । ପିଲାଟିଏ ବାପାର ପରିଚୟରେ ଗଢ଼େ ଭବିଷ୍ୟତ। ହେଲେ ସେହି ବାପା ନାଁରେ ଯଦି କଳଙ୍କ ଲାଗି ଯାଏ । ଦୁନିଆ ତାକୁ କଣ କହିବ ? ସମୟ ତାକୁ […]

  • Monday, 19 July 2021
tapaswi
ସଫଳତା ପାଇଁ ଦୃଢ଼ ଚେଷ୍ଟା ଦରକାର : ପ୍ରଥମ ଦୃଷ୍ଟିହୀନ ଦିବ୍ୟାଙ୍ଗ OASରେ ପାଇଲେ ସଫଳତା

ଭୁବନେଶ୍ୱର : ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ସବୁ ବାଧାବିଘ୍ନ। ଏହା ପ୍ରମାଣ କରି ଦେଖାଇଛନ୍ତି ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ଦୃଷ୍ଟିହୀନ ତପସ୍ୱିନୀ ଦାସ । ସେ ଏହି ପରୀକ୍ଷାରେ୧୬୧ ରାଙ୍କ ହାସଲ କରିଛନ୍ତି । ଭୁବନେଶ୍ୱରରେ ଜନ୍ମ ହୋଇଥିବା ତପସ୍ୱିନୀ , ଡିଏଭି ଚନ୍ଦ୍ର ଶେଖରପୁରରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ନିଜର ଦୃଷ୍ଟି ଶକ୍ତି ହରାଇ ଥିଲେ । ପରେ ସେ ନିଜର ଏହି ଦୃଷ୍ଟିହୀନ ଦିବ୍ୟାଙ୍ଗତାକୁ ନେଇ ଭିମଭୋଇ […]

  • Monday, 19 July 2021
sikkim
ଆଉ ଜଣେ ବୁଦ୍ଧ ; ରାଜଗାଦି ଛାଡ଼ି ବନିଲେ ସନ୍ୟାସୀ

ସିକିମ୍‌ : ଇତିହାସରୁ ଆମେ ଗୌତମ ବୁଦ୍ଧଙ୍କ କାହାଣୀ ବିଷୟରେ ଜାଣିଛେ। ପିତା ସୁଦ୍ଧୋଦନଙ୍କ ରାଜକୀୟ ସାମ୍ରାଜ୍ୟକୁ ଛାଡ଼ି ଗୌତମ ଆପଣେଇ ଥିଲେ ସନ୍ୟାସର ବାଟ। ପତ୍ନୀ, ପୁତ୍ର ଓ ରାଜ ପରିବାର ଧନ ସମ୍ପତ୍ତିର ମୋହ ତାଙ୍କୁ ଅଟକାଇ ପାରିନଥିଲା। ସେ ସିଦ୍ଧାର୍ଥ ଗୌତମରୁ ପାଲଟିଗଲେ ଗୌତମ ବୁଦ୍ଧ। ଇଏ ଥିଲା ଭଗବାନ ବୁଦ୍ଧଙ୍କ କଥା।  କିନ୍ତୁ ଆମେ ଏପରି ଜଣେ ରାଜକୁମାରଙ୍କ କଥା କହିବୁ ଯିଏ ଆପଣାଇଥିଲେ ଗୌତମ ବୁଦ୍ଧଙ୍କ ପଥ। ବାପାଙ୍କ ରାଜଗାଦି […]

  • Monday, 19 July 2021
teacher arrest-2
ଲଜ୍ଜା ! ଟ୍ୟୁସନ ଶିକ୍ଷୟିତ୍ରୀ ଛାତ୍ରଙ୍କ ଅଶ୍ଳୀଳ ଭିଡ଼ିଓ କରି ବୟଫ୍ରେଣ୍ଡକୁ ଦେଉଥିଲେ

ଇନ୍ଦୋର : ମଧ୍ୟ ପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏକ ଘଟଣା ଘଟିଛି, ଯାହାକି ଆପଣଙ୍କୁ ଚିନ୍ତାରେ ପକାଇଦେବ। ଏଠାରେ ଜଣେ ଟ୍ୟୁସନ ଶିକ୍ଷୟିତ୍ରୀ ନିଜ ଷ୍ଟୁଣ୍ଡେଣ୍ଟଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ସହ ଏହାର ଭିଡ଼ିଓ କରି ନିଜ ବୟଫ୍ରେଣ୍ଡକୁ ପଠାଇଛନ୍ତି । ନବଭାରତ ଟାଇମ୍‌ସରେ ପ୍ରକାଶିତ ସୂଚନା ମୁତାବକ, ଶିକ୍ଷୟିତ୍ରୀ ଜଣକ ପିଲାଙ୍କୁ ପଢ଼ାଉଥିବା ବେଳେ ଏମିତି ସବୁ ଖରାପ କାମ କରିଥିଲେ । ୬ ବର୍ଷ ଓ ୩ ବର୍ଷର ଛୋଟ ଶିଶୁଙ୍କର ପୋଷାକ […]

  • Monday, 19 July 2021
reliance-jio-4g-lte-network
ରିଲାଏନ୍ସ ଜିଓ ପକ୍ଷରୁ ଭିଡିଓ ଓ ଭଏସ ୱାଇ-ଫାଇ କଲିଂ ସେବା ଶୁଭାରମ୍ଭ

ଭୁବନେଶ୍ୱର : ଗ୍ରାହକଙ୍କୁ ଶ୍ରେଷ୍ଠ ଉତ୍ପାଦ ଓ ଅନୁଭୂତି ପ୍ରଦାନ କରିଆସୁଥିବା ରିଲାଏନ୍ସ ଜିଓ ପକ୍ଷରୁ ଆଜି ଦେଶବ୍ୟାପୀ ସ୍ତରରେ ଭିଡିଓ ଓ ଭଏସ‌୍‍ ୱାଇ-ଫାଇ କଲିଂ ସେବା ଆରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି। ଶୁଭାରମ୍ଭ ସହିତ ପ୍ରତ୍ୟେକ ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା ଲାଗି ବିଗତ କିଛି ମାସ ଧରି ଜିଓ ପକ୍ଷରୁ ଏହି ସେବାର ପରୀକ୍ଷଣ କରାଯାଉଥିଲା। ଜିଓ ୱାଇ-ଫାଇ କଲିଂରେ ଅନେକ ପ୍ରକାରର ସୁବିଧା ମିଳିବ। ଜିଓ ୱାଇ-ଫାଇ କଲ‌୍‍ […]

  • Monday, 19 July 2021
kour
ହାର୍‌ ମାନିଛି ବୟସ : ୯୪ ବର୍ଷରେ ଆରମ୍ଭ କଲେ ବ୍ୟବସାୟ

 ନୂଆଦିଲ୍ଲୀ : ଯଦି ଦୃଢ଼ ମନୋବଳ ଓ ପ୍ରବଳ ଇଚ୍ଛା ଶକ୍ତି ଥାଏ ତ ଅସମ୍ଭବ ବି ସମ୍ଭବ ହୋଇଥାଏ । କୌଣସି କାମ କରିବାକୁ ବୟସ ନୁହେଁ ,ସ୍ୱତନ୍ତ୍ର ଆବେଗ ହିଁ ଲୋଡା ପଡିଥାଏ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଚଣ୍ଡିଗଡ଼ର ୯୪ ବର୍ଷୀୟା ହରଭଜନ କୌର ନାମକ ଜଣେ ମହିଳାଙ୍କ ଉଦ୍ୟମତାକୁ ଟ୍ୱିଟରରେ ଖୁବ୍‌ ପ୍ରଶଂସା ମିଳିଛି । । ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ସମୟ ସମୟରେ […]

  • Monday, 19 July 2021
mobile3
ଗୋଟିଏ ଫୋନ , କଥା ହେଉଛନ୍ତି ପୁରା ଗାଁ

ଅନୁଗୁଳ (ବିରଜା ପ୍ରସାଦ ଦାଶ) : ୨୦୨୦ ମସିହାରେ ବି ଫୋନ ସେବା ଅପହଞ୍ଚ । ଶୁଣିଲେ ଟିକେ ଅଡୁଆ ଲାଗିବ, ହେଲେ ସତ । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଞ୍ଚଳରେ ଥିବା ଅନେକ ଗାଁ ଏବେ ମୋବାଇଲ ଫୋନ୍ ସେବା ପାଇବାରୁ ବଞ୍ଚିତ। ଯାହାଫଳରେ ନାହିଁ ନଥିବା ଅସୁବିଧାରେ ପଡ଼ୁଛନ୍ତି। ଏତେ ବଡ଼ ଅଞ୍ଚଳରେ କେବଳ ଗୋଟିଏ ଜାଗାରେ ନେଟଓ୍ୱର୍କ ଆସିଥାଏ । ଗଇଁନ୍ଦି ଗାଁର ଜଳଧର ପ୍ରଧାନଙ୍କ ଛୋଟିଆ ଦୋକାନ ପାଖରେ ନେଟଓ୍ୱର୍କ ଆସୁଥିବାରୁ […]

  • Monday, 19 July 2021
nirbhaya
ମୋ ପୁଅକୁ କ୍ଷମା କରିଦିଅ : ନିର୍ଭୟା ମା’ଙ୍କୁ ଜୀବନ ଭିକ୍ଷା ମାଗିଲେ ଦୋଷୀର ମା’

ନୂଆଦିଲ୍ଲୀ :୨୦୧୨ ମସିହାରେ ଜଣେ ପାରା ମେଡିକଲ ଛାତ୍ରୀ , (ଯାହାକୁ ସାରା ଦୁନିଆ  ନିର୍ଭୟା  ନାମରେ ଜାଣେ )ଙ୍କୁ ଗଣବଳାତ୍କାର ଓ ହତ୍ୟା ହୋଇଥିଲା । ଏହି ମାମଲାରେ ,ମଙ୍ଗଳବାର ଦିଲ୍ଲୀ ପଟାଆଲା ହାଉସ୍‌ କୋର୍ଟ ୪ ଦୋଷୀଙ୍କୁ ୨୨ ଜାନୁଆରୀ ସକାଳ ୭ଟାରେ ଫାଶି ଦେବାକୁ ଆଦେଶ ଦେଇଛନ୍ତି । ଆଉ ଏହି ଶୁଣାଣିର କିଛି କ୍ଷଣ ପରେ ଏହି ୪ ଦୋଷୀଙ୍କ ମଧ୍ୟରୁ ଦୋଷୀ ମୁକେଶ ସିଂହଙ୍କର ମାଆ ଖୁବ୍‌ ମର୍ମାହତ ହୋଇପଡିଥିଲେ […]

  • Monday, 19 July 2021
nagarjuna
୨୦୨୦ ନଭେମ୍ବର ୨୭ରେ ପଡିବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ : ୨୦୨୦ ମସିହା ନଭେମ୍ବର ୨୭ରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ  ନାଗାର୍ଜୁନ ବେଶ । ଦୀର୍ଘ ୨୫ ବର୍ଷ ପରେ ଏହି ବିରଳ ବେଶ ପବିତ୍ର କାର୍ତ୍ତିକ ଦ୍ୱାଦଶୀ ଅର୍ଥାତ୍ ଶୁକ୍ରବାର ଦିନ ପଡିବ । ଏ ନେଇ ଗଣନା କରି ସୂଚନା ଦେଇଛନ୍ତି ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ବାଚସ୍ପତି ବୈକୁଣ୍ଠନାଥ ନାୟକ। ବିଶ୍ୱାସ ରହିଛି ଏହି ବେଶରେ ଭଗବାନ ପର୍ଶୁରାମ ଅତ୍ୟାଚାରୀ ସହଶ୍ରାର୍ଜୁନକୁ ବଦ୍ଧ କରିଥିଲେ । ତାସହ ନାଗା […]

  • Monday, 19 July 2021
doll-1
ଦିବ୍ୟାଙ୍ଗ କାରିଗରଙ୍କ ଚମତ୍କାର ହାତ ସ୍ପର୍ଶ ; ଜୀବନ ପାଇଛି କଣ୍ଢେଇ

ଭଂଜନଗର  (ରାଜେଶ ପଣ୍ଡା) :  ଆପଣ ଏହି କଣ୍ଢେଇଟିକୁ ଦେଖିଲେ ବିଶ୍ୱାସ କରିପାରିବେନି ଯେ, ଏହା ଏହା ଏକ କାଠ କଣ୍ଢେଇ । କିନ୍ତୁ ଏହାର ଅଙ୍ଗଭଙ୍ଗୀ ପୁରା ରୋବର୍ଟ ପରି ପ୍ରତୀୟମାନ । ଚାଲିଲା ବେଳେ କଣ୍ଢେଇଟି କେତେବେଳେ ଆଖି ମିଟି ମିଟି କରୁଛି ତ କେତେବେଳେ ମୁଣ୍ଡରେ ଓଢଣା ଦେଇ ହଁ ନାଇଁ କରୁଛି। ଏଭଳି ଏକ କାଠ କଣ୍ଢେଇ ନିର୍ମାଣ କରି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଛାମୁଣ୍ଡା ଗାଁର ରଘୁନାଥ […]

  • Monday, 19 July 2021
ankita-2
ହାରି ନାହାଁନ୍ତି ଦିବ୍ୟାଙ୍ଗ ଅଙ୍କିତା ; ଅଟୋ ଚଳାଇ କ୍ୟାନସର ପୀଡ଼ିତ ପିତାଙ୍କର କରୁଛନ୍ତି ଚିକିତ୍ସା

ଅହମ୍ମଦାବାଦ୍‌ : ଅନେକ କୁହନ୍ତି ପୁଅଟିଏ ଯେଉଁ କାମ କରିପାରେ ଝିଅଟିଏ କରିପାରେନା । କିନ୍ତୁ  ସମୟ ବଦଳିବା ଏସବୁ କଥାରେ ପରିବର୍ତ୍ତନ ଘଟିଲାଣି । ଆଜିକା ସମୟରେ ଝିଅମାନେ ଆଉ ଅବଳା ଦୁର୍ବଳା ନୁହଁନ୍ତି , ସେମାନେ ନିଜକୁ ସବୁ ପରିସ୍ଥିତିରେ କଠିନ ପରିଶ୍ରମ କରି ନିଜକୁ ସକ୍ଷମ କରିପାରିଛନ୍ତି । ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ । ସେମାନଙ୍କ ମଧ୍ୟରୁ ଅଙ୍କିତା ଜଣେ । ଅହମ୍ମଦାବାଦ୍‌ରେ ରହୁଥିବା ୩୫ ବର୍ଷୀୟା ଅଙ୍କିତା ଶାହ […]

  • Monday, 19 July 2021
odia girl
ବଡି ବିଲଡିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ୍

କଟକ : ମସଲ୍ ମାନିଆରେ ଓଡ଼ିଆ ଝିଅଙ୍କ କମାଲ୍ ।ମୁମ୍ବାଇରେ ଅନୁଷ୍ଠିତ ବଡି ବିଲଡିଂ ପ୍ରତିଯୋଗିତା ମସଲ୍ ମାନିଆ ଇଣ୍ଡିଆରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବତୀଙ୍କୁ କଡା ଟକ୍କର ଦେଇ ଚାମ୍ପିଅନ୍ ହୋଇଛନ୍ତି ଗାର୍ଗୀ ନାୟକ। ତାଙ୍କ ସଫଳତାର କାହାଣୀ ଦେଖିବା ଏହି ରିପୋର୍ଟରେ। ବଡି ବିଲଡିଂ କ୍ଷେତ୍ରରେ କେବଳ ପୁଅ ନୁହଁନ୍ତି, ଝିଅ ବି କମାଲ କରିପାରିବେ, ଏକଥାକୁ ପ୍ରମାଣିତ କରିଛନ୍ତି ଓଡ଼ିଆ ଝିଅ ଗାର୍ଗୀ ନାୟକ । ନିଜ ଦୃଢ ମନୋବଳ, କଠିନ […]

  • Monday, 19 July 2021
father death
କେହି କଲେନି ସାହାଯ୍ୟ ; ବାପାଙ୍କ ଶବକୁ ମଶାଣୀ ନେଲା ବିଧବା ଝିଅ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆମ ସମାଜରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ଏକ ଦୃଢ଼ ଆସ୍ଥାନ କରିରହିଛି । ଲୋକଙ୍କୁ ଯେତେ ସଚେତନ କଲେବି ଏହାର ଫଳ କିଛି ହେଉନାହିଁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଗୁଡ଼ଭେଳା ବ୍ଲକ ଜଙ୍ଗଲ ପାହାଡ ଘେରା ଘୁନା ଗାଁରେ। ସାମାଜିକ ବାସନ୍ଦ ଭୟରେ କେହି ଶବ ଛୁଇଁଲେନି। ୧୬ ଘଣ୍ଟା ପରେ ବାପାଙ୍କ ଶବକୁ ଭଙ୍ଗା ଖଟିଆରେ ଘୋଷାରି ଘୋଷାରି ନେଇ ସତ୍କାର କଲେ ବିଧବା […]

  • Monday, 19 July 2021
vlcsnap-error878
ଅବକାରୀ ଅଫିସ ଭିତରେ ବ୍ରାଉନ୍‌ସୁଗାର ହାଟ !

ଖୋର୍ଦ୍ଧା: ଅବକାରୀ ବିଭାଗର ନାକ ତଳେ ଚାଲିଛି ନିଶା ବେପାର। ଅବକାରୀ ଅଫିସ ଭିତରେ ଧଳା ଜହରର ହାଟ । ସଉଦା କରୁଛନ୍ତି ବିଭାଗର କର୍ମଚାରୀ। ସ୍ଥାନ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପୁରୁଣା ଅଫିସ ଭିତରେ ଥିବା ଅବକାରୀ ଅଫିସ। ସମୟ ରାତି ପ୍ରାୟ ଗୋଟାଏ ୪୭ ମିନିଟ୍। ନିସ୍ତବ୍ଧ ରାତିରେ ଜମିଛି ଭୋଜିଭାତର ଅାସର, ଅାଉ ସେହି ଅାସର ଭିତରେ ମୂଲଚାଲ ହେଉଛି ବ୍ରାଉନସୁଗାରର ଦର । ନିଆଁ ଲଗାଇ ଦମ୍ ମାରିବା ପରେ ଖୋର୍ଦ୍ଧା ଅବକାରୀ […]

  • Monday, 19 July 2021
vlcsnap-error084
ସରକାରୀ ରେକର୍ଡରେ ଚାଳ ଘର ବି ଛାତ ଘର !

କୋଣାର୍କ: ପୁରୀ ଜିଲ୍ଲା କାକଟପୁର ବ୍ଲକ୍‌ରେ ବାଟବଣା ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ହିତାଧିକାରୀ ଚୟନ ତାଲିକାରେ ନାଁ ଅଛି, କିନ୍ତୁ ପକ୍କାଘର କେବେ ମିଳିବ ତାହା ଭଗବାନଙ୍କୁ ଜଣା। ପୁରୀ ଜିଲ୍ଲା କାକଟପୁର ବ୍ଲକ ଓଳଙ୍ଗରର କିଛି ହିତାଧିକାରୀଙ୍କ ଅଭିଯୋଗ ହୋଇଛି ଯେ ସେମାନଙ୍କର ଚାଳ ଘର ଥିଲେ ବି ସରକାରୀ ରିପୋର୍ଟରେ ତାଙ୍କର ଛାତ ଘର ଥିବା ଦର୍ଶାଯାଇଛି।  ୨୦୧୭–୧୮ର ଗ୍ରାମୀଣ ଗୃହ ନିର୍ମାଣ ହିତାଧିକାରୀ ଚୟନ ତାଲିକାର ସପ୍ତମ ସ୍ଥାନରେ ଥିଲା ପ୍ରକାଶ […]

  • Monday, 19 July 2021
vlcsnap-error051
୨୦ ବର୍ଷ ହେଲା ମିଳୁଛି ରାସ୍ତା ନିର୍ମାଣର ପାଣିଚିଆ ପ୍ରତିଶ୍ରୁତି

ଅନୁଗୁଳ: ଯାହା ହୋଇଛି ହୋଇଛି…ଏଥର ରାସ୍ତା ନିର୍ମାଣ ନିଶ୍ଚିତ । ୨୦ ବର୍ଷ ହେଲା ଏମିତି ପାଣିଚିଆ ପ୍ରତିଶ୍ରୁତି ଦେଇ ଅନୁଗୁଳ ଜିଲ୍ଲା ଧୋକୁଟା ପଞ୍ଚାୟତର ଗୋବିନ୍ଦପୁର ବାସିନ୍ଦାଙ୍କୁ ଠକି ଚାଲିଛନ୍ତି ରାଜନେତାଏ । ସେପଟେ ଅସରାଏ ଦି ଅସରା ବର୍ଷା ହେଲେ ରାସ୍ତା ହୋଇଯାଉଛି ପାଣି କାଦୁଅ ସରସର । ଅାଗକୁ ବର୍ଷା ଆହୁରି ବଢ଼ିବ । ଏଣେ ଏହି ଖାଲ ଖମା ଭରା କାଦୁଅ ରାସ୍ତାରେ କେମିତି ଯାଅା ଅାସ କରିବେ ସେ ନେଇ […]

  • Monday, 19 July 2021
ଊଈଓଗଲ ଜୀଆଉଲୋଲୂ
ଟ୍ରେନ୍‌ରେ ପିଲା ଜନ୍ମ କଲେ ମହିଳା, ଭାରତୀୟ ସେନା ଡାକ୍ତର କଲେ ସାହାଯ୍ୟ

ନୂଆଦିଲ୍ଲୀ : ସୋଶାଲ୍‌ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଘଟଣାକୁ ନେଇ ଭିଡ଼ିଓ ଓ ଫଟୋ ଭାଇରାଲ୍‌ ହେଉଛି । ଆଉ କିଛି ଭଲ ଘଟଣା ବା କଥାକୁ ସେୟାର କରୁଛନ୍ତି । ଆଉ ଏହାକୁ ଲୋକେ ପ୍ରଶଂସା କରି ନିଜର ମତ ଦେଉଛନ୍ତି । ଏହା ଭିତରେ ଟ୍ୱିଟରରେ ଏକ ଫଟୋ ବହୁତ ଭାଇରାଲ୍‌ ହେବାରେ ଲାଗିଛି । ଏହି ଫଟୋଟିକୁ ଏଡିଜି ପିଆଇ-ଇଣ୍ଡିଆନ୍‌ ଆର୍ମିଙ୍କ ଟ୍ୱିଟର ପେଜ୍‌ରୁ ସେୟାର କରାଯାଇଛି ।  ଯେଉଁଥିରେ […]

  • Monday, 19 July 2021
celebrity
ସେଲିବ୍ରିଟିଙ୍କୁ କ୍ୟାନସର: କିଏ ଜିତିଛି ତ କିଏ ହାରିଛି...

କ୍ୟାନସର, ଏ ନାଁ ଟି ଶୁଣିଲେ ଭୟରେ ଶୀତେଇ ଉଠେ ଦେହ। କ୍ୟାନସରକୁ ସମସ୍ତଙ୍କର ଭୟ। କିନ୍ତୁ କ୍ୟାନସର ସହିତ ଲଢ଼େଇ କରି ଅନେକ ବିଜୟୀ ମଧ୍ୟ ହୋଇଛନ୍ତି। କ୍ୟାନସରକୁ ମାତ୍ ଦେଇଛନ୍ତି ଅନେକ ଲୋକେ। ଯେଉଁମାନଙ୍କ ଭିତରେ ରହିଛନ୍ତି ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ। ଚିକିତ୍ସା ପରେ ସୁସ୍ଥ ହୋଇ ସେମାନେ ପୂର୍ବଭଳି ନିଜ ନିଜ କର୍ମମୟ ଜୀବନରେ ସକ୍ରିୟ ହୋଇଛନ୍ତି,ସଫଳ ହୋଇଛନ୍ତି। କ୍ୟାନସର ସେମାନଙ୍କ କର୍ମ କ୍ଷେତ୍ରକୁ କୌଣସି ଭାବରେ […]

  • Monday, 19 July 2021