• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

boy
ବୟସ ୫, କିନ୍ତୁ ପ୍ରଖର ସ୍ମୃତିଶକ୍ତି

ଚଣ୍ଡିଗଡ଼:  ୫ ବର୍ଷର ଝିଅ ବୈଷ୍ଣବୀ । ଏତେ କମ୍ ବୟସରେ ଅସୀମ ପ୍ରତିଭାଧାରୀ ଏହି ଝିଅଟି । ବୈଷ୍ଣବୀ ସବୁ ପ୍ରଶ୍ନର ଉତ୍ତର ଏପରି ଦେଉଛି ଯେ ଜଣେ ସାଧାରଣ ଲୋକ ସେହି ପ୍ରଶ୍ନର ଉତ୍ତର ଏତେ ଶୀଘ୍ର ଦେବା କଷ୍ଟକର। ଭାରତ ସହ ଜଡ଼ିତ ଅନେକ କଥା କହିବା ସହ, ପ୍ରତେକ ଦେଶ ଓ ତାର ରାଜଧାନୀ ମନେ ରଖିଛି ଏହି ଝିଅଟି। ତା’ର ଏହି ଆଶ୍ଚର୍ଯ୍ୟ କଲା ଭଳି ଗୁଣ ପାଇଁ ତାକୁ […]

  • Monday, 19 July 2021
villager
ଶୁଣିଲାନି ପ୍ରଶାସନ, ଚାନ୍ଦା ଆଦାୟ କରି ରାସ୍ତା କାମ କଲେ ଗାଁ ଲୋକେ

ନିଶ୍ଚିନ୍ତକୋଇଲି (ମନୋଜ ଆଚାର୍ଯ୍ୟ) : ପିଲା ଠାରୁ ଆରମ୍ଭ କରି ବୁଢା, ସମସ୍ତଙ୍କ ହାତରେ କୋଡ଼ି କୋଦାଳ। ଲାଗି ପଡ଼ିଛନ୍ତି ଗାଁ ରାସ୍ତା ନିର୍ମାଣରେ। ପ୍ରଶାସନକୁ ବାରମ୍ବାର ରାସ୍ତା ନିର୍ମାଣ ଲାଗି ଗୁହାରୀ କରି ଫେଲ୍‌ ମାରିବାପରେ , ଏବେ ନିଜ ପାରିଶ୍ରମରେ ରାସ୍ତା ନିର୍ମାଣ କରିଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ମହାଜନପୁର ବାସିନ୍ଦା । ୭୦ ପରିବାର ଚାନ୍ଦା ଭେଦ କରି ଏବେ ରାସ୍ତା ନିର୍ମାଣ ଆରମ୍ଭ କରିଛନ୍ତି । କେବଳ ଏତିକି ନୁହେଁ […]

  • Monday, 19 July 2021
kakul
ଜନ୍ମରୁ ନାହିଁ ମଳଦ୍ୱାର, ପେଟ ବାଟେ ହେଉଛି ମଳତ୍ୟାଗ

ଯାଜପୁର (ଅଭୟ କୁମାର ପତି) : ଜନ୍ମରୁ ନାହିଁ ମଳ ଦ୍ୱାର । ପେଟ ବାଟେ ହେଉଛି ମଳତ୍ୟାଗ । ୮ ବର୍ଷ ହେବ ଏମିତି କଷ୍ଟରେ ବିତୁଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାକୁଲ ପ୍ରଧାନଙ୍କ ଜୀବନ । ମଳଦ୍ୱାର ଅପରେସନ ପାଇଁ ମାଆଙ୍କ ପାଖରେ ନାହିଁ ଧନ ମୂଲ ଲାଗି ୨ ପୁଅଙ୍କ ପେଟ ପୋଷନ୍ତି। ସେପଟେ ସ୍ୱାମୀ ପିଲା ମାଆଙ୍କୁ ଛାଡ଼ି କେଉଁ ଆଡ଼େ ଚାଲି ଯାଇଛନ୍ତି । ଏଣୁ ପ୍ରଶାସନ ନିକଟରେ […]

  • Monday, 19 July 2021
helmet
ହେଲମେଟ ନପିନ୍ଧି ଗାଡ଼ି ଚଳେଇଲେ ଲେଖିବାକୁ ହେବ ୧୦୦ ଶବ୍ଦରେ ପ୍ରବନ୍ଧ

ଭୋପାଳ  : ଆମେ ସମସ୍ତେ ଜାଣିଛେ , ହେଲମେଟ୍‌ ବାଇକ୍‌ ଚଳେଇଲେ ହେଲମେଟ୍‌ର କେତେ ଜରୁରୀ ହୋଇଥାଏ । ସଡ଼କରେ ହେଉଥିବା ଦୁର୍ଘଟଣାରେ ମୃତ୍ୟୁ ମଧ୍ୟରେ ବେଶୀ ହେଲମେଟ ନ ପିନ୍ଧିବା ଯୋଗୁଁ ହୋଇଥାଏ । ସରକାର ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ଏ ଦିଗରେ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।  କେନ୍ଦ୍ର ସରକାର ମଧ୍ୟ ଏକ ନୂଆ ମୋଟର ଯାନ ସଂଶୋଧନ ନିୟମ ଲାଗୁ କରିଛନ୍ତି । ଯେଉଁଥିରେ  ହେଲମେଟ୍‌ ନପିନ୍ଧିଲେ ୧ ହଜାର ଟଙ୍କା […]

  • Monday, 19 July 2021
record chlild
୫ ବର୍ଷର ପିଲା ତାଇକୋଣ୍ଡରେ କଲେ ଗିନିଜ୍‌ ୱର୍ଲଡ ରେକର୍ଡ

ହାଇଦ୍ରାବାଦ : କମ୍‌ ବୟସ କିନ୍ତୁ ନାଁ ଖୁବ୍‌ ଚର୍ଚ୍ଚିତ ।  ୫ ବର୍ଷୀୟ ଆସମନ ତନେଜା  ତାଇକୋଣ୍ଡରେ କରିଛନ୍ତି ଗିନିଜ୍‌ ୱର୍ଲଡ ରେକର୍ଡ । ହାଇଦ୍ରାବାଦର ଏହି ଶିଶୁଟି ନନ୍‌ ଷ୍ଟପ୍‌ ୧ ଘଣ୍ଟାରେ ୧୨୦୦ରୁ ଅଧିକ ଷ୍ଟ୍ରାଇକ୍‌ ମାରି ଇତିହାସ ରଚିଛନ୍ତି । ଆସମନ ତନେଜା ଜଣେ ଭଲ ତାଇକୋଣ୍ଡ ଖେଳାଳି ଏବଂ କମ୍‌ ବୟସର ଜଣେ ଉତ୍ତମ ଆଥଲେଟ୍‌ ହୋଇପାରିଛନ୍ତି । ସେ ୟୁଏସଏ ର ଏକ  ୱର୍ଲଡ ଓପନେ  ତାଇକୋଣ୍ଡରେ ରଜତ […]

  • Monday, 19 July 2021
vlcsnap-error048
ନିମ୍ନ ମାନର ସେତୁ କାମ ଅଭିଯୋଗ: ଫାଟି ଆଁ କଲାଣି ଢଳେଇ, ସାଇଡ୍‌ ଓ୍ୱାଲ୍‌ରେ ବି ଫାଟ

ବାଲେଶ୍ୱର: ରେମୁଣା ବ୍ଲକ୍‌ ଇଞ୍ଚୁଡିର ନୂଅାନଈ ଉପରେ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ତିଅାରି ହୋଇଥିବା ଦୁଇଟି ସେତୁ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଉଦ୍‌ଘାଟନ ହେବା ପୂର୍ବରୁ ଏହାର ଦୁଇ ପାଖକୁ ସଂଯୋଗ କରୁଥିବା ଆପ୍ରୋଚ୍‌ ରୋଡ୍‌ରେ ଦେଖାଦେଇଛି ଫାଟ । ଅାପ୍ରୋଚ ରୋଡ୍‌ରେ ବାଲି ବଦଳରେ ମାଟି ଦିଅାଯାଇ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ପୋଲ କାମ କିଛି ମାସ ତଳେ ଶେଷ ହୋଇଛି । କେଉଁଠି କଂକ୍ରିଟ୍ ଢଳେଇ […]

  • Monday, 19 July 2021
thief
ଚୋରି କଲା ପରେ ଡ୍ୟାନ୍ସ କରୁଛି ଚୋର, ସିସିଟିଭିରେ ଲାଇଭ ଫୁଟେଜ୍

ନୂଆଦିଲ୍ଲୀ: ଚୋର ଚୋରି କରି ସାରିଲା ପରେ ଡ୍ୟାନ୍ସ କରୁଛି। ଚୋରଙ୍କ ଏହି ନିଆରା ଏବଂ ବେଫିକର୍ ଅନ୍ଦାଜ ଦିଲ୍ଲୀରେ ଦେଖିବାକୁ ମିଳିଛି। ରାତିର ଅନ୍ଧାରରେ କଳାକନା ବୁଲାଉ ଥିବା ବେଳେ ଚୋରମାନେ ବଲିଉଡ୍ ଡ୍ୟାନ୍ସ କରୁଛନ୍ତି। ପ୍ରଥମେ ଗୋଟିଏ ପରେ ଗୋଟିଏ ଦୋକାନର ସଟର୍‌ ତାଡ଼ି ଚୋରି କରି ସାରିଲା ପରେ ଡ୍ୟାନ୍ସ କରୁଛନ୍ତି। ନା ସେମାନଙ୍କର କୌଣସି ଡର ଅଛି ନା କାହାକୁ ଖାତିର ଅଛି। ଶୁନ୍‌ସାନ୍‌ ରାସ୍ତା ଯେପରି ଚୋରଙ୍କ ପାଇଁ ଷ୍ଟେଜ୍‌ […]

  • Monday, 19 July 2021
battery cycle
ବ୍ୟାଟେରୀ ସାଇକେଲ ତିଆରି କଲେ ଆଇଟିଆଇ ଛାତ୍ର

ବ୍ରହ୍ମପୁର  : ବ୍ରହ୍ମପୁର ସରକାରୀ ଆଇଟିଆଇର ଫିଟର ଛାତ୍ର ଦେଖାଇଛନ୍ତି କମାଲ।  ଫିଟର ଛାତ୍ର ଆଦିତ୍ୟ ବେହେରା ତିଆରି କରିଛନ୍ତି ଏକ ବ୍ୟାଟେରୀ ସାଇକେଲ।  ଯେଉଁଥିରେ ଦୁଇଟି ବ୍ୟାଟେରୀ ସହ ଏକ ମୋଟର ଲଗାଯାଇଛି। ଏହି ସାଇକେଲରେ ଲାଗିଥିବା ବ୍ୟାଟେରୀ ୩ ଘଣ୍ଟା ଚାର୍ଜ କଲେ, ୨୦ କିମି ପର୍ଯ୍ୟନ୍ତ ସାଇକେଲଟି ଗଡ଼ିପାରୁଛି । ୟୁଟ୍ୟୁବରେ ବ୍ୟାଟେରୀ ସାଇକେଲ ଦେଖି ସେ ନିଜେ ଏଭଳି କରିବା ପାଇଁ ପ୍ରେରଣା ପାଇଛନ୍ତି ବୋଲି କହିଛନ୍ତି ଆଦିତ୍ୟ ବେହେରା। ଆଇଟିଆଇ […]

  • Monday, 19 July 2021
makara
ଜାଣନ୍ତୁ କେତେବେଳ ଯାଏ ରହିଛି ମକର ସଂକ୍ରାନ୍ତିର ପୁଣ୍ୟକାଳ

ମକର ସଂକ୍ରାନ୍ତିରେ ମକର ଶବ୍ଦ  ସୌର ମଣ୍ଡଳର ବାର ରାଶି ଗୁଡ଼ିକ ମଧ୍ୟରେ ଗୋଟିଏ ରାଶି  , ଯାହାର ସ୍ୱାମୀଦେବ ଶନି ଗ୍ରହ ।  ସଂକ୍ରାନ୍ତିର ଅର୍ଥ  ସଂକ୍ରମଣ  ଅର୍ଥାତ୍‌ ଗ୍ରହର ପ୍ରବେଶ କରିବା । ମକର ସଂକ୍ରାନ୍ତି ଦିନ  ସୂର୍ଯ୍ୟ ଧନୁ ରାଶିକୁ ଛାଡ଼ି  ମକର ରାଶିରେ  ପ୍ରବେଶ କରିଥାନ୍ତି । ଭାରତୀୟ ଜ୍ୟୋତିଷ  ବିଜ୍ଞାନ ଅନୁସାରେ , ସୂର୍ଯ୍ୟ ଏହି ଦିନ ଠାରୁ ଉତ୍ତରାୟଣ ହୋଇଥାନ୍ତି। ଉତ୍ତରାୟଣ ସୂର୍ଯ୍ୟର ହିନ୍ଦୁ ଧର୍ମରେ ବିଶେଷ ମହତ୍ୱ  […]

  • Monday, 19 July 2021
rasogola
ଆସନ୍ତାକାଲି ବାଲିଯାତ୍ରା ଉପର ପଡ଼ିଆରେ ରସଗୋଲା ମହୋତ୍ସବ

ଭୁବନେଶ୍ୱର : ଜାନୁଆରୀ ୧୫ ତାରିଖରେ ରସଗୋଲା ମହୋତ୍ସବ । ପୂର୍ବଥର ଭଳି ଏଥର ମଧ୍ୟ ଓଟିଭି ରସଗୋଲା ମହୋତ୍ସବ୨୦୨୦ ଆୟୋଜନ କରିବାକୁ ଯାଉଛି। କିନ୍ତୁ ଚଳିତ ଥର ଏହି ମହୋତ୍ସବ ଭୁବନେଶ୍ୱରରେ ନ ହୋଇ କଟକର ବାଲିଯାତ୍ରା ଉପର ପଡ଼ିଆରେ ହେବ।  ଆସନ୍ତାକାଲି ସନ୍ଧ୍ୟା ୫ଟା ସମୟରେ ଏହି ଉତ୍ସବ ଆରମ୍ଭ ହେବ। ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ ଖାଦ୍ୟ ସାମଗ୍ରୀକୁ ଲୋକଲୋଚନକୁ ଆଣିବା ତଥା ଏହାକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ […]

  • Monday, 19 July 2021
nirbhaya convict
ନିର୍ଭୟା ଦୋଷୀ : ବେକ ମୋଟେଇ ମାପ ବେଳେ କାନ୍ଦି ପକାଇଲେ

ନୂଆଦିଲ୍ଲୀ  :  ଆଉ ମାତ୍ର ୮ ଦିନ । ସାରା ଦୁନିଆ ଦେଖିବ ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଦୋଷୀଙ୍କ ମୃତ୍ୟୁଦଣ୍ଡ । ଘାତକ ତୟାର୍, ଫାଶୀ ଦଉଡ଼ି ଓ ତିହାର୍ ଜେଲ୍ ବି ତୟାର୍ । ତାରିଖ ଜାନୁୟାରୀ ୨୨ । ସମୟ ସକାଳ ୭ଟା। ଜହ୍ଲାଦ ବି ତୟାର୍ ଫାଶୀ ଖୁଣ୍ଟରେ ଝୁଲିବେ ୪ ଦରିନ୍ଦା । ଗୋଟିଏ ପଟେ ଆତଙ୍କରେ ୪ ଦୋଷୀ ମୃତ୍ୟୁର ଦିନ ଗଣୁଥିବାବେଳେ ତିହାର୍ ଜେଲ୍‌ରେ […]

  • Monday, 19 July 2021
airforce
କାହା ବଳରେ ବଳିଆନ୍ ଭାରତୀୟ ବାୟୁ ସେନା ? ଜାଣନ୍ତୁ, କ’ଣ ରଖିଛି ଭାରତ...

ନୂଆଦିଲ୍ଲୀ (ସୁଧାଂଶୁ ଶେଖର ପରିଡା) : ଭାରତୀୟ ବାୟୁସେନା ବା ଇଣ୍ଡିଆନ୍ ଏୟାର ଫୋର୍ସ। ପୃଥିବୀର ଚତୁର୍ଥ ଶକ୍ତିଶାଳୀ ସେନା ଭାବେ ବେଶ ପରିଚିତ । ବହୁଥର ନିଜର ପରାକ୍ରମ ଦେଖାଇ ସାରା ବିଶ୍ୱକୁ କରିଛି ଚକିତ। ଅତ୍ୟାଧୁନିକ ହାତ ହତିଆର୍ ଓ ବିମାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛି ଏହି ସେନା । ତେବେ କେଉଁଥି ପାଇଁ ବଳିଆନ୍ ଭାରତୀୟ ବାୟୁସେନା । ଆସନ୍ତୁ ଜାଣିବା । ଭାରତୀୟ ବାୟୁସେନା ପାଖରେ ରହିଛି ସୁଖୋଇ ୩୦ […]

  • Monday, 19 July 2021
two
ଦିବ୍ୟାଙ୍ଗ ଦୁଇ ଭାଇ ହୃଦୟ ଜିତିଲେ : ପାଟି ସିନା ଖୋଲେନି, ହେଲେ କଥା କହେ ହାତ

ଅନୁଗୋଳ  : ସେମାନେ ଜନ୍ମରୁ ଦିବ୍ୟାଙ୍ଗ । ଶୁଣି ପାରନ୍ତିନି କି କଥା ବି କହିପାରନ୍ତିନି । ହେଲେ ମନର ଭାବକୁ ପରିପ୍ରକାଶ ପାଇଁ ସେମାନଙ୍କ ଆଗରେ ନାହିଁ କିଛି ବି ପ୍ରତିବନ୍ଧକ। ଜଣଙ୍କ ହାତର ପେନସିଲ କଥା କହୁଥିବା ବେଳେ ଅନ୍ୟ ଜଣଙ୍କ ପରିକଳ୍ପନା ଚିତ୍ରରେ ରୂପ ନିଏ । ଏହି ଦିବ୍ୟାଙ୍ଗ ଦୁଇ ଭାଇ ହେଲେ ଅନୁଗୁଳ ଜିଲ୍ଲା କୁକୁଡ଼ାଙ୍ଗ ଗାଁର ନିର୍ମଳ ବାରିକଙ୍କ ଦୁଇ ପୁଅ ଶୁଭମ ଓ ପ୍ରୀତମଙ୍କ। ପାଟି ସିନା […]

  • Monday, 19 July 2021
tree man
ନିଆରା ପ୍ରେମିକ : ପତ୍ନୀଙ୍କ ସ୍ମୃତିରେ ନିଜ ଅଞ୍ଚଳକୁ କଲେ ସବୁଜ ସୁନ୍ଦର

ଭଞ୍ଜନଗର : ପ୍ରେମ ବି ମିଳନ ଦିଏ ପ୍ରେମ ବି ବିଚ୍ଛେଦ ଦିଏ। ଯେବେ ସେହି ବିଚ୍ଛେଦର ପ୍ରୀତିରେ ନିଜର ପ୍ରିୟଜନକୁ ଖୋଜି ବସେ ତାକୁ ପାଖରେ ପାଇପାରେନି ସିନା ହେଲେ ତା’ସ୍ମୁତିକୁ ନେଇ ସେ ଗଢ଼ି ବସେ ସ୍ମୁତିର ତାଜମହଲ। ଦୁନିଆ ତାକୁ ତାରିଫ୍ କରେ। ଆଉ ସେଇଠି ତା’ ପ୍ରେମ ପାଲଟି ଯାଏ ସାର୍ଥକ। ତା’ ପ୍ରେମପ୍ରୀତି ହୋଇଯାଏ ପ୍ରଶଂସିତ। ଏହି ପ୍ରେମକୁ ଅମର ରଖିବା ପାଇଁ ଦିନେ ମୋଗଲ ସମ୍ରାଟ ନିଜ ବେଗମଙ୍କ […]

  • Monday, 19 July 2021
gooogle photo
ଗୁଗଲ ମ୍ୟାପ୍‌ର ଚମତ୍କାରିତା ! ଆପଣ ନିଜ ପରଲୋକଗତ ପ୍ରିୟଜନଙ୍କୁ ଦେଖିପାରିବେ

ଯେତେବେଳେ ଆପଣ ନିଜର ପ୍ରିୟଜନଙ୍କୁ ବହୁଦିନଠୁ ହରେଇ ଦେଇଥାନ୍ତି । ଆଉ ତାଙ୍କର  ସ୍ମୃତିକୁ ମନେପକାଇ ପାଖରେ ସାଇତି ଥିବା ଆଲବମ୍‌ରୁ ତାଙ୍କର ଫଟୋଗୁଡ଼ିକୁ ଦେଖିଥାନ୍ତି । ସେହି ପୁରୁଣା ଫଟୋକୁ ଦେଖି ଭାବୁକ ବନିଥାନ୍ତି। ଗୁଗଲ ମ୍ୟାପ୍‌ ସାହାଯ୍ୟରେ ଏବେ ଶହ ଶହ ଲୋକ ସୋଶାଲ ମିଡ଼ିଆରେ ଏହିପରି କାମ କରୁଛନ୍ତି । ଯଦି ଆପଣ ହରାଇଥିବା ନିଜର ପ୍ରିୟଜନର ଫଟୋକୁ ରଖିପାରିନାହାନ୍ତି । ଆଉ ତାଙ୍କୁ ଦେଖିବାକୁ ଚାହୁଁଛନ୍ତି । ଆପଣ ଗୁଗଲ ମ୍ୟାପ୍‌ […]

  • Monday, 19 July 2021
nirbhaya-3
ଫାଶୀର ଡ଼ର : ମାଆଙ୍କୁ ଭେଟି କାନ୍ଦିବାକୁ ଲାଗିଲା ମୁକେଶ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁର୍ଷମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡର ଦିନ ସମୟ ଠିକ୍‌ ହୋଇସାରିଛି। ଏହାକୁ ନେଇ ଦୋଷୀଙ୍କ ମଧ୍ୟରେ ଅଜବ ଆଚରଣ ସବୁ ଦେଖିବାକୁ ମିଳୁଛି। ୪ଜଣଙ୍କ ମଧ୍ୟରୁ ୩ଜଣ ହିଂସ୍ରକ ପାଲଟୁଥିବା ବେଳ ୪ର୍ଥ ଜଣକ ଶାନ୍ତ ଭାବରେ ବସି ରହୁଛି। ଏହା ଭିତରେ ଦୋଷୀ ମୁକେଶ ସିଂହକୁ ତା ମାଆଙ୍କ ସହ ଭେଟ ହେବାକୁ ଆଦେଶ ଦିଆଯାଇଛି। ଫାଶୀ ଦଣ୍ଡାଦେଶର ଘୋଷଣା ପରେ ଦୋଷୀ ମୁକେଶ ସିଂହର ଆଚରଣରେ […]

  • Monday, 19 July 2021
taxki
ରାସ୍ତା ଜାମ୍‌ ହେଲେ ଆଉ ଚିନ୍ତା ନାହିଁ , ଆପଣ ଆକାଶରେ ତୁରନ୍ତ ଯାଇପାରିବେ

କାନପୁର  : ଆପଣ ଯେତେବେଳେ କୌଣସି କାମରେ ଘରୁ ବାହାରୁଛନ୍ତି ଆଉ ଶୀଘ୍ର ପହଁଚିବା ପାଇଁ ସ୍ଥିର କରିଛନ୍ତି । ଏତିକି ବେଳେ ଯଦି ରାସ୍ତାରେ ଭିଡ଼ ହୋଇଥାଏ ତ କଥା ସରିଲା । ଇଚ୍ଛା ହୁଏ ଉପରେ ଉଡ଼ି ଲକ୍ଷ୍ୟ ସ୍ଥଳରେ ଯାଇ ପହଁଚିଯାଆନ୍ତି କି ? କିନ୍ତୁ ଏକଥା କଣ ସତରେ ସତ ହେବ ? ହଁ ଆପଣଙ୍କର ଏ କଳ୍ପନା ସତ ହେବାକୁ ଯାଉଛି । ଆପଣ ବି ଆକାଶରେ ଉଡ଼ି ନିଜର […]

  • Monday, 19 July 2021
cat
ବିଲେଇ ପାଇଁ ନିଜ ନାତିକୁ ୫ ମହଲା କୋଠାରୁ ତଳକୁ ଲଟକାଇଲେ ବୃଦ୍ଧା !

ସୋଶାଲ ମିଡ଼ିଆରେ ଚୀନ୍‌ର ଏକ  ଆଶ୍ଚର୍ଯ୍ୟକର ଭିଡ଼ିଓ ଭାଇରାଲ୍‌ ହୋଇଛି । ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏହି ଘଟଣାଟି ଏହି ସପ୍ତାହର ପ୍ରାରମ୍ଭରେ ସିଚୁଆନ ପ୍ରାନ୍ତର ପଗଟନର କାଉଁଟିରେ ଘଟିଥିଲା । ଜଣେ ବୃଦ୍ଧା ନିଜର ୭ ବର୍ଷର ନାତିକୁ ଏକ ରଶିରେ ବାନ୍ଧି ରହୁଥିବା ଆପାର୍ଟମେଣ୍ଟର  ୫ମହଲା କୋଠାରୁ ତଳକୁ ଲଟକାଇ ଥିଲେ । ଆଉ କାହିଁକି ଏପରି କରୁଥିଲେ ଜାଣନ୍ତି ଏକ ପୋଷା  ବିଲେଇକୁ ବଂଚାଇବା  ପାଇଁ । ଏହି […]

  • Monday, 19 July 2021
sishu
ମାଆ କଣ ନିଷ୍ଠୁର ହୋଇପାରେ ? ରାସ୍ତା କଡ଼ରେ ନିଷ୍ପାପ ଶିଶୁର କୁଆଁ କୁଆଁ କାନ୍ଦ

ଯାଜପୁର/ ଭୁବନେଶ୍ୱର/ କଟକ : ମାଆ କଣ ନିଷ୍ଠୁର ହୋଇପାରେ ? ଜନ୍ମଦାତ୍ରୀ କେବେ ବାତ୍ସଲ୍ୟକୁ ପର କରି ପାରେ ? ହେଲେ ତାହା ସତ ହୋଇଛି ଯାଜପୁର ତିଳପଦା ଗାଁରେ । ଏ ନିଷ୍ପାପ ଶିଶୁର କୁଆଁ କୁଆଁ କାନ୍ଦ, ବିହ୍ୱୋଳିତ କରୁଛି ମନକୁ ଓ ହୃଦୟକୁ । ହେଲେ କେମିତି ପର କରିଦେଲା ସେ ଜନ୍ମଦାତ୍ରୀ ଯିଏ ଅନ୍ତଫାଡ଼ି ଦୁନିଆକୁ ଆଣିବାର ମାତ୍ର କେଇ ଘଣ୍ଟା ପରେ ନିଛାଟିଆ ରାସ୍ତା କଡ଼ରେ ଅଲୋଡ଼ା କରି […]

  • Monday, 19 July 2021
father 3
ଦୀର୍ଘ ୮ ବର୍ଷ ପରେ ମିଳିଲା ହଜିଲା ଝିଅ

ରାଉରକେଲା : ଆଖିରେ ଖୁସିର ଲୋତକ । ମନରେ ଉଙ୍କି ମାରିଛି ପୁଣି ଭାଙ୍ଗି ଯାଇଥିବା ସ୍ୱପ୍ନ । କାରଣ ପାଖରେ ପାଇଛି ସେ ତାର ବାପାଙ୍କୁ । ଝିଅଟିଏ ପାଇଁ ଆଉ ବଡ଼ କଥା କଣ ହୋଇପାରେ । କୁଆଁରୀ ଜୀବନରେ ବାପା ହିଁ ତ ଝିଅର ସୁରକ୍ଷା କବଚ ଓ ପ୍ରେରଣାର ଉତ୍ସ । ବାପା ବି ଝିଅକୁ ପାଇଁ ଆତ୍ମବିଭୋର । ଆଖିରେ ଆନନ୍ଦର ସ୍ନେହାଶ୍ରୁ । ଦୀର୍ଘ ୮ ବର୍ଷ ପରେ […]

  • Monday, 19 July 2021
kulbhushan-jadhav_ee9341ce-3923-11e7-8e2c-04c6be70fea0
ପୁଣି ପାକିସ୍ତାନର ଚାଲ୍

ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ତ ହେବ ପାକିସ୍ତାନ। ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଦବଙ୍କ ମାମଲାରେ ଦ୍ୱିତୀୟ ଥର ପାଇଁ କାଉଣ୍ଟର ପିଟିସନ୍ ଦାଖଲ କରିବ ପାକିସ୍ତାନ। ଆସନ୍ତା ୧୭ ତାରିଖରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍-ICJଙ୍କ ଦ୍ୱାରସ୍ତ ହେବା ପାଇଁ ପାକିସ୍ତାନ ସରକାର ସଜବାଜ ହେଉଥିବା ପାକ୍ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ପ୍ରଥମରୁ ସାରା ବିଶ୍ୱରେ ଲଜ୍ଜିତ ହୋଇଥିବା ପାକିସ୍ତାନ ଏନେଇ ପୁଣି […]

  • Monday, 19 July 2021
death -
ବାପା ନୁହେଁ ସେ ପିଶାଚ ! ନିଜ ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମିଳିଲା ଫାଶୀ ଦଣ୍ଡ

ସୁରତ : କୁହାଯାଏ ମାଆ ଘର ହେଲେ ବାପା ଛାତ। ପିଲାଟିକୁ ମାଆ ଯେତିକି ଷଣ୍ଠଣା ଶିଖାଏ ବାପା ବି ସେହିପରି ସବୁ ଆବଶ୍ୟକତା ପୂରଣ କରି ସଭ୍ୟ ଶିକ୍ଷିତ କରାଇ ଦୁନିଆ ଦାଣ୍ଡରେ କୋଟିଏରେ ଗୋଟିଏ କରି ଗଢ଼ି ତୋଳିଥାନ୍ତି। ସେଥିପାଇଁ  ବାପା ମହାନ । ପିଲାଟିଏ ବାପାର ପରିଚୟରେ ଗଢ଼େ ଭବିଷ୍ୟତ। ହେଲେ ସେହି ବାପା ନାଁରେ ଯଦି କଳଙ୍କ ଲାଗି ଯାଏ । ଦୁନିଆ ତାକୁ କଣ କହିବ ? ସମୟ ତାକୁ […]

  • Monday, 19 July 2021
tapaswi
ସଫଳତା ପାଇଁ ଦୃଢ଼ ଚେଷ୍ଟା ଦରକାର : ପ୍ରଥମ ଦୃଷ୍ଟିହୀନ ଦିବ୍ୟାଙ୍ଗ OASରେ ପାଇଲେ ସଫଳତା

ଭୁବନେଶ୍ୱର : ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ସବୁ ବାଧାବିଘ୍ନ। ଏହା ପ୍ରମାଣ କରି ଦେଖାଇଛନ୍ତି ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ଦୃଷ୍ଟିହୀନ ତପସ୍ୱିନୀ ଦାସ । ସେ ଏହି ପରୀକ୍ଷାରେ୧୬୧ ରାଙ୍କ ହାସଲ କରିଛନ୍ତି । ଭୁବନେଶ୍ୱରରେ ଜନ୍ମ ହୋଇଥିବା ତପସ୍ୱିନୀ , ଡିଏଭି ଚନ୍ଦ୍ର ଶେଖରପୁରରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ନିଜର ଦୃଷ୍ଟି ଶକ୍ତି ହରାଇ ଥିଲେ । ପରେ ସେ ନିଜର ଏହି ଦୃଷ୍ଟିହୀନ ଦିବ୍ୟାଙ୍ଗତାକୁ ନେଇ ଭିମଭୋଇ […]

  • Monday, 19 July 2021
sikkim
ଆଉ ଜଣେ ବୁଦ୍ଧ ; ରାଜଗାଦି ଛାଡ଼ି ବନିଲେ ସନ୍ୟାସୀ

ସିକିମ୍‌ : ଇତିହାସରୁ ଆମେ ଗୌତମ ବୁଦ୍ଧଙ୍କ କାହାଣୀ ବିଷୟରେ ଜାଣିଛେ। ପିତା ସୁଦ୍ଧୋଦନଙ୍କ ରାଜକୀୟ ସାମ୍ରାଜ୍ୟକୁ ଛାଡ଼ି ଗୌତମ ଆପଣେଇ ଥିଲେ ସନ୍ୟାସର ବାଟ। ପତ୍ନୀ, ପୁତ୍ର ଓ ରାଜ ପରିବାର ଧନ ସମ୍ପତ୍ତିର ମୋହ ତାଙ୍କୁ ଅଟକାଇ ପାରିନଥିଲା। ସେ ସିଦ୍ଧାର୍ଥ ଗୌତମରୁ ପାଲଟିଗଲେ ଗୌତମ ବୁଦ୍ଧ। ଇଏ ଥିଲା ଭଗବାନ ବୁଦ୍ଧଙ୍କ କଥା।  କିନ୍ତୁ ଆମେ ଏପରି ଜଣେ ରାଜକୁମାରଙ୍କ କଥା କହିବୁ ଯିଏ ଆପଣାଇଥିଲେ ଗୌତମ ବୁଦ୍ଧଙ୍କ ପଥ। ବାପାଙ୍କ ରାଜଗାଦି […]

  • Monday, 19 July 2021
teacher arrest-2
ଲଜ୍ଜା ! ଟ୍ୟୁସନ ଶିକ୍ଷୟିତ୍ରୀ ଛାତ୍ରଙ୍କ ଅଶ୍ଳୀଳ ଭିଡ଼ିଓ କରି ବୟଫ୍ରେଣ୍ଡକୁ ଦେଉଥିଲେ

ଇନ୍ଦୋର : ମଧ୍ୟ ପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏକ ଘଟଣା ଘଟିଛି, ଯାହାକି ଆପଣଙ୍କୁ ଚିନ୍ତାରେ ପକାଇଦେବ। ଏଠାରେ ଜଣେ ଟ୍ୟୁସନ ଶିକ୍ଷୟିତ୍ରୀ ନିଜ ଷ୍ଟୁଣ୍ଡେଣ୍ଟଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ସହ ଏହାର ଭିଡ଼ିଓ କରି ନିଜ ବୟଫ୍ରେଣ୍ଡକୁ ପଠାଇଛନ୍ତି । ନବଭାରତ ଟାଇମ୍‌ସରେ ପ୍ରକାଶିତ ସୂଚନା ମୁତାବକ, ଶିକ୍ଷୟିତ୍ରୀ ଜଣକ ପିଲାଙ୍କୁ ପଢ଼ାଉଥିବା ବେଳେ ଏମିତି ସବୁ ଖରାପ କାମ କରିଥିଲେ । ୬ ବର୍ଷ ଓ ୩ ବର୍ଷର ଛୋଟ ଶିଶୁଙ୍କର ପୋଷାକ […]

  • Monday, 19 July 2021