• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

china
ଭାଇ ପାଇଁ ୫ ବର୍ଷ ହେବ ମାତ୍ର ୨୧ ଟଙ୍କାରେ ଜୀବନ କାଟୁଛନ୍ତି ଏହି ଭଉଣୀ, ହେଲେ ଏବେ...

ବେଜିଂ: ସୋଶାଲ୍‌ ମିଡିଆରେ ଆପଣ ଏମିତି ଅନେକ ଫଟୋ ହେଉ ଅଥବା ଭିଡିଓ ଦେଖିଥିବେ ସେଥିମଧ୍ୟରୁ ଏମିତି କିଛି ଫଟୋ ବା ଭିଡିଓ ଥିବ ଯାହା ଦେଖିଲା ପରେ ଆପଣଙ୍କୁ ଦୁଃଖ ନିଶ୍ଚୟ ଲାଗିଥିବ। ଏବେ ସୋଶାଲ୍‌ ମିଡିଆରେ ଏମିତି ଏକ ଫଟୋ ଭାଇରାଲ ହେଉଛି ଯାହା ପଛର କାହାଣୀ ଜାଣିଲେ ଆପଣଙ୍କୁ ନିଶ୍ଚୟ ଦୁଃଖ ଲାଗିବ। ଚୀନ୍‌ର ଏହି ୨୪ ବର୍ଷୀୟ ଯୁବତୀଙ୍କ ଦୁଃଖଭରା କାହାଣୀ ଯାହା ଏବେ ସାରା ବିଶ୍ୱର ହୃଦୟକୁ ଥରାଇଦେଇଛି। ଚୀନ୍‌ର […]

  • Wednesday, 21 July 2021
bull
ଷଣ୍ଢ ଖାଇଗଲା ୪ ଭରି ସୁନା !

ଚଣ୍ଡୀଗଡ଼: ସୁନା ପ୍ରତି କାହାର ବା ଲୋଭ ନ ଥାଏ। ହଠାତ୍‌ ସୁନା କଥା ଶୁଣିଲେ ଆମ ମୁହଁର ପରିପ୍ରକାଶ ଟିକେ ଅଲଗା ପ୍ରକାର ହୋଇଯାଇଥାଏ। ହେଲେ କଷ୍ଟସଞ୍ଚିତ ୪ ଭରି ସୁନା ଯଦି ଷଣ୍ଢ ଖାଇଯିବ ତେବେ କେମିତି ଲାଗିବ ? ହଁ, ହରିଆଣାରେ ଜଣେ ବ୍ୟକ୍ତିଙ୍କର ୪ ଭରି ସୁନା ଷଣ୍ଢ ଖାଇ ଦେଇଛି । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ହରିଆଣାର ସିରସାରେ ଘଟିଛି ଏହି ଅଜବ ଘଟଣା, ଯାହା ସମସ୍ତଙ୍କୁ […]

  • Wednesday, 21 July 2021
ghost
ଏହି ଘରେ ୧୦ ଘଣ୍ଟା ରହିଲେ ମିଳିବ ୧୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ ପ୍ରକାର ଲୋକ ଅଛନ୍ତି। କିଛି ଲୋକ ଭୂତ-ପ୍ରେତ ଉପରେ ବିଶ୍ୱାସ କରୁ ନ ଥିବାବେଳେ ଆଉ କିଛି ଲୋକ ଭୂତ-ପ୍ରେତ ନାଁ ଶୁଣିଲେ ମାତ୍ରେ ଭୟରେ ଥରି ଉଠନ୍ତି। ଯଦି ଆପଣ ଭୂତ-ପ୍ରେତ ବିଶ୍ୱାସ କରୁ ନାହାନ୍ତି, ହୁଏତ ଏହି ଖବର ଆପଣଙ୍କ ପାଇଁ ଖୁସି ଆଣିପାରେ। କାହିଁକି ନା କିଛି ଘଣ୍ଟାରେ ଆପଣ ହୋଇପାରନ୍ତି ଲକ୍ଷପତି ! ଆପଣ ଯାହାବି ଶୁଣିଲେ ସତ। ଆସନ୍ତୁ ଜାଣିବା ଏମିତି କ’ଣ ଘଟଣା ଯାହା […]

  • Wednesday, 21 July 2021
diwali 11
ଏମିତି ପାଳନ୍ତୁ ସୁରକ୍ଷିତ ଦୀପାବଳି

ଭୁବନେଶ୍ୱର: ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ଗାଁଠୁ ସହର, ସବୁଠି ଉତ୍ସବର ମାହୋଲ୍‌। ବାଣ ଫୁଟାଇ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବେ ଲୋକେ। ଏଥିପାଇଁ ବାଣ, ଦୀପ ଓ ମିଠା ଦୋକାନରେ ଲୋକଙ୍କ ଭିଡ଼ ଲାଗିଛି। ବାଣ ଫୁଟାଇବା ସମୟରେ ଅନେକ ଅଘଟଣ ଘଟି ବହୁ ଲୋକ ମୃତାହତ ହୋଇଥାନ୍ତି। ତେଣୁ ଏହି ସମୟରେ ସତର୍କ ରହିବା ଜରୁରୀ। ତେବେ ବାଣ ଫୁଟାଇବା ବେଳେ କ’ଣ କ’ଣ ସତର୍କତା ଅବଲମ୍ବନ କରିବା ଆସନ୍ତୁ […]

  • Wednesday, 21 July 2021
cockroach--11
ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ୱାଶିଂଟନ୍‌: ସୋଶାଲ୍‌ ମିଡିଆରେ ପ୍ରତିଦିନ କିଛି ନା କିଛି ଘଟଣାକୁ ନେଇ ଭିଡିଓ ଭାଇରାଲ ହେଉଛି। ଏବେ ଏକ ଅସରପାର ଭିଡିଓକୁ ନେଇ ଚର୍ଚ୍ଚା। ଅସରପାର ଏମିତି କିଛି କାରନାମା ସାମ୍ନାକୁ ଆସିଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅସରପାର ଏଭଳି କାରନାମାକୁ ନେଇ ସମସ୍ତଙ୍କ ମନ ମଧ୍ୟରେ  ଗୋଟିଏ ପ୍ରଶ୍ନ, ଅସରପା ଏମିତି କେମିତି କରିପାରିବ ! ଆମେରିକାର ନ୍ୟୁୟର୍କରେ ଏହି ଅଜବ ଘଟଣା ଘଟିଛି। ନ୍ୟୁୟର୍କ ସହରର ସଡ଼କରେ ଜଳନ୍ତା ସିଗାରେଟ୍‌ ସହ ଏକ […]

  • Wednesday, 21 July 2021
jio
ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ନୂଆଦିଲ୍ଲୀ: ଦିୱାଲି(ଦୀପାବଳି)ରେ ଆପଣ କାହାକୁ ଗିଫ୍ଟ ଦେବାକୁ ଭାବିଛନ୍ତି କି? ତେବେ ଆଉ ଡେରି କାହିଁକି ଘରେ ବସି ଆପଣ ଏହି ଗିଫ୍ଟ କରିପାରିବେ। ତାହା ବି ପୁଣି ଶସ୍ତାରେ। ଫେଷ୍ଟିଭ୍‌ ସିଜ୍‌ନ୍‌କୁ ଦୃଷ୍ଟିରେ ରଖି ‘ରିଲାଏନ୍ସ ଜିଓ’ ଏହାର ଜିଓ ଫୋନ୍‌ ଉପରେ ଆକର୍ଷଣୀୟ ଅଫର ଆଣିଛି। ଏହି ଅଫରରେ ଆପଣଙ୍କୁ ମାତ୍ର ୬୯୯ ଟଙ୍କାରେ ଜିଓର 4G ସ୍ମାର୍ଟଫୋନ୍‌ ମିଳିପାରିବ। ଏହି ଫୋନ୍‌ ପ୍ରଥମେ ଯେତେବେଳେ ଲଞ୍ଚ ହୋଇଥିଲା ଏହାର ମୂଲ୍ୟ ୧୫୦୦ ଟଙ୍କା […]

  • Wednesday, 21 July 2021
odisha
ରାଜଧାନୀରେ ପାର୍କିଂ କେଳେଙ୍କାରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପାର୍କିଂ କେଳେଙ୍କାରୀ। ଏକ ନମ୍ବର ହାଟରେ ଥିବା ପାର୍କିଂରୁ ଏତେ କମ୍ ଟଙ୍କା ଆଦାୟ ହେଉଛି, ଆପଣ ବି ବିଶ୍ୱାସ କରିପାରିବେନି। ଟିକେଟ୍‌ ବହିରେ ଦେଖିବାକୁ ମିଳିଛି, ଏଠାରୁ ଦୁଇଦିନ ମଧ୍ୟରେ କେତେ ଅର୍ଥ ଆଦାୟ ହୋଇଛି। ଦୈନିକ ମାତ୍ର ୮୮୦ ରୁ ୯ଶହ ୬୦ଟଙ୍କା ଆଦାୟ ହୋଇଥିବା ଜଣାପଡ଼ିଛି। ଆପଣଙ୍କୁ ବିଶ୍ୱାସ ଲାଗୁ ନ ଥିଲେ ବିି ଏହା ସତ। ଯଦି ଏକ ନମ୍ବର ଭଳି ହାଟରୁ ଦୈନିକ ଆଦାୟ ଏତେ […]

  • Wednesday, 21 July 2021
loot
ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ବ୍ରାସିଲିଆ(ବ୍ରାଜିଲ): ଲୁଟ୍‌ କରିବା ପାଇଁ ଲୁଟେରାମାନେ କେତେବେଳେ ବନ୍ଧୁକ ମୁନରେ ଧମକ ଦେଇଥାନ୍ତି ତ, ଆଉ କେତେବେଳେ ଛୁରୀ ଦେଖାଇ ଲୋକଙ୍କୁ ଭୟଭୀତ କରିଥାନ୍ତି। ହେଲେ ଏ କ’ଣ ! ଏହି ଲୁଟେରା ଜଣକ ଲୁଟ୍‌ କରିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଉଛି। ଆଶ୍ଚର୍ଯ୍ୟ ଲାଗୁଛି ନା? ଆଜ୍ଞା ହଁ,  ଲୁଟ୍‌ ବେଳେ ଜଣେ ଲୁଟେରାଙ୍କ ଏମିତି ଏକ ବ୍ୟବହାର ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ବି ଟିକେ ଆଚମ୍ବିତ ହୋଇଯିବେ। ବ୍ରାଜିଲ୍‌ରେ ଏଭଳି […]

  • Wednesday, 21 July 2021
Susmita Mohanty
ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

ନୂଆଦିଲ୍ଲୀ/ଭୁବନେଶ୍ୱର: ବିବିସିର ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ । ଏହି ତାଲିକାରେ ଭାରତର ୭ ଜଣ ମହିଳାଙ୍କ ନାଁ ରହିଛି, ଯେଉଁଥିରେ ଓଡ଼ିଆ ଝିଅ ସୁସ୍ମିତା ମହାନ୍ତି ଅଛନ୍ତି। କଟକରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାନ୍ତିଙ୍କ ଏହି ସଫଳତା ଖାଲି କଟକ ଜିଲ୍ଲା ପାଇଁ ନୁହେଁ ବରଂ ସାରା ଓଡ଼ିଶା ଓ ଭାରତ ଏଥିପାଇଁ ଗର୍ବିତ। ପୂର୍ବତନ ଇସ୍ରୋ ବୈଜ୍ଞାନିକ ନୀଳମଣି ମହାନ୍ତିଙ୍କ ଝିଅ ସୁସ୍ମିତା ମହାନ୍ତି ତାଙ୍କର କ୍ୟାରିୟର ବହୁତ […]

  • Wednesday, 21 July 2021
toilet
୧୫ ମିନିଟ୍‌ରୁ ଅଧିକ ସମୟ ଟଏଲେଟ୍‌ରେ ରହିଲେ ବାଜିବ ଆଲାର୍ମ

ବେଜିଂ: ଆପଣ ଟଏଲେଟ୍‌ରେ କେତେ ସମୟ ବିତାଉଛନ୍ତି ? ଏଭଳି ପ୍ରଶ୍ନ କେବେ କାହାକୁ ବି କରାଯାଇପାରିବନି। କାହିଁକି ନା ଟଏଲେଟ୍‌ରେ କିଏ କେତେ ସମୟ ବିତାଇବ ସେହିଁ କେବଳ କହିପାରିବ ଯିଏ ଟଏଲେଟ୍‌ରେ ଥିବ। ହେଲେ ଆମେ ଏଠି ଆପଣଙ୍କୁ ଏହି ପ୍ରଶ୍ନ ଏଥିପାଇଁ କଲୁ କାରଣ ଏବେ ସ୍ମାର୍ଟ ଟଏଲେଟ୍‌ ଆସି ଯାଇଛି।  ଟଏଲେଟ୍‌ରେ ଆପଣ ଆଉ ଅଧିକ ସମୟ ରହିପାରିବେନି। ଆଉ ଯଦି ରୁହନ୍ତି ଏକ ଆଲାର୍ମ ବାଜିବ। ଚୀନ୍‌ରେ ଏହି ନୂତନ […]

  • Wednesday, 21 July 2021
odisha
‘ମତେ ପଛେ ବିକ୍ରି କରିଦିଅ କିନ୍ତୁ ମୋ ପୁଅକୁ ଭଲ କରିଦିଅ’

ଭୁବନେଶ୍ୱର: ‘ମତେ ପଛେ ବିକ୍ରି କରିଦିଅ କିନ୍ତୁ ମୋ ପୁଅକୁ ଭଲ କରି ଦିଅ। ସେ ଚାଲିଗଲେ ମୁଁ ରହି ପାରିବିନି।’ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଯବାନ ପୁଅକୁ ଭଲ କରିବାକୁ ଏ ହେଉଛି ଜଣେ ଅସହାୟ ବୁଢା ବାପାର ଆକୁଳ ନିବେଦନ। ଗୋଟିଏ ପଟେ ରାଜ୍ୟ ସରକାର ନିଜର ସ୍ୱଚ୍ଛ ଓ ନିର୍ମଳ ଭାବ ମୂର୍ତ୍ତି ପାଇଁ ୫-ଟିର ପ୍ରଚଳନ କରିଛନ୍ତି, ହେଲେ ଦେଶବାସୀଙ୍କ ସୁରକ୍ଷାରେ ସର୍ବଦା ଜାଗ୍ରତ ସେନା ଓ ଯବାନମାନଙ୍କୁ ସୁରକ୍ଷା […]

  • Wednesday, 21 July 2021
food
ନିରାମିଷରେ ପ୍ରସ୍ତୁତ ଚିକେନ, ମଟନ, ଚିଙ୍ଗୁଡ଼ି !

ଭୁବନେଶ୍ୱର: ଏବେ ଚାଲିଛି ଧର୍ମର ମାସ କାର୍ତ୍ତିକ ମାସ। ପ୍ରାୟତଃ ସମସ୍ତେ ଏହି ମାସରେ ଆମିଷ ଖାଇବା ଛାଡ଼ି ଦେଇଥାନ୍ତି। ଏପରିକି ଆମିଷ ନାଁ ଶୁଣିଲେ କେହିକେହି ନାକ ବି ଟେକି ଥାନ୍ତି। ଯଦି ଆମେ ଆପଣଙ୍କୁ କହିବୁ ଏବେ ଭେଜ୍‌ ଚିକେନ୍‌, ଭେଜ୍ ମଟନ୍‌ , ଭେଜ୍‌ ଚିଙ୍ଗୁଡ଼ି…ତା‘ବି ପୁଣି ବିନା ଆମିଷରେ ପ୍ରସ୍ତୁତ ଖାଦ୍ୟ ବଜାରରେ ମିଳୁଛି। ଏହା ଜାଣିଲା ପରେ ଆପଣ କେବେ ଏହାକୁ ବିଶ୍ୱାସ କରିବେନି। କାହିଁକି ନା କେହି କେବେ […]

  • Wednesday, 21 July 2021
seat belt
ଜାଣନ୍ତି, ଦୁର୍ଘଟଣାବେଳେ କିଏ ସେହି ଦେବଦୂତ ଯିଏ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିବ

ନୂଆଦିଲ୍ଲୀ: କାର୍‌ ଡ୍ରାଇଭ କରିବା ବେଳେ ସିଟ୍‌ ବେଲ୍ଟ ପିନ୍ଧିବା ନିହାତି ଜରୁରୀ। ହେଲେ କିଛି ଲୋକ ଖାମ୍‌ ଖିଆଲି ଭାବେ ଏହା ନ ପିନ୍ଧି ଗାଡ଼ି ଡ୍ରାଇଭିଂ କରିଥାନ୍ତି। ହେଲେ ଜାଣନ୍ତି, ଦୁର୍ଘଟଣା ସମୟରେ ଏହି ସିଟ୍‌ ବେଲ୍ଟ କିଭଳି ଦେବଦୂତ ଭଳି ଲୋକଙ୍କ ଜୀବନ ବଞ୍ଚାଇ ଥାଏ ! ଚାରି ଚକିଆ ଏସ୍‌ୟୁଭି କାର୍‌ରେ ଦୁର୍ଘଟଣାରୁ ଡ୍ରାଇଭର ଓ ଅନ୍ୟ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଁ ସିଟ୍‌ ବେଲ୍ଟ ଓ ଏୟାର୍‌ ବ୍ୟାଗ୍‌ର ବ୍ୟବସ୍ଥା […]

  • Wednesday, 21 July 2021
hole
ଏକ ରହସ୍ୟମୟ ଗାତ, ଯେତେ ଭରିଲେ ବି ପୂରୁନି

ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ରହସ୍ୟମୟ ଜିନିଷ ଅଛି ଯାହାକୁ ଜାଣିଲେ ଆମେମାନେ ଆଶ୍ଚର୍ଯ୍ୟ ହୋଇଯାଉ। ଏମିତି ଏକ ରହସ୍ୟ ଜିନିଷ ସାଉଦି ଆରବରେ ଅଛି। ଏଠାରେ ଏମିତି ଏକ ଗାତ ଅଛି ଯାହାକୁ ପୋତା ଯିବାପାଇଁ ବହୁତ ଥର ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ହୋଇପାରିନାହିଁ। କୁହାଯାଏ କି ଆଜି ପର୍ଯ୍ୟନ୍ତ ଏହି ଗାତକୁ କେହି ବି ପୋତିବାରେ ସଫଳ ହୋଇପାରି ନାହାନ୍ତି। ଆପଣ ଜାଣିଛନ୍ତି ଏହା ପଛରେ ବି ଏକ ରହସ୍ୟ ଲୁଚି କି […]

  • Wednesday, 21 July 2021
beggar
କୋଟିପତି ଭିକାରୀ, ବ୍ୟାଙ୍କ୍ ଆକାଉଣ୍ଟ୍‌ରେ ଏତେ ଟଙ୍କା ଯେ ଜାଣିଲେ ହୋସ୍‌ ଉଡ଼ିଯିବ

ନୂଆଦିଲ୍ଲୀ: ଜଣେ ଭିକାରୀ ପାଖରେ କେବେ କୋଟି କୋଟି ଟଙ୍କା ଥିବ ବୋଲି ଆପଣ ଭାବି ପାରୁଛନ୍ତି? ଭାବିବା ତ ଦୂର କଥା ଏଭଳି କଥା ଆମମାନଙ୍କ ମନକୁ ମଧ୍ୟ କେବେ ଆସେ ନ ଥାଏ କି ଜଣେ ଭିକାରୀ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିବ। କେବେ କେବେ ତ ଆମେମାନେ ଭିକାରୀର ଚେହେରା ବା ଅବସ୍ଥା ଦେଖି ସେମାନଙ୍କୁ ଟଙ୍କା ଦେଇ ଦେଉ। ହେଲେ ଆମେ ଜାଣି ନ ଥାଉ କି ପ୍ରକୃତରେ […]

  • Wednesday, 21 July 2021
new-psd-file
ଉତ୍କଳୀୟ ଶାକ୍ତ ପରମ୍ପରାରେ ଜଗନ୍ନାଥ ଓ ଦୁର୍ଗା

ମିହିର ପଟ୍ଟନାୟକ ଓଡ଼ିଶାର ପୂର୍ବ ନାମଟି ଥିଲା ଉଡ୍ର ବା ଓଡ୍ର। ଏହି ମାଟି ଉଡ୍ଡିଆନ ତନ୍ତ୍ର ସାଧନାର ପୀଠ ବୋଲି ଏହାର ନାମକରଣ ଏପରି ହୋଇଛି ବୋଲି କୁହାଯାଏ। ଜଗନ୍ନାଥ ସଂସ୍କୃତିରେ ତନ୍ତ୍ର ଆରୋପଣ ଓ ଶ୍ରୀ ଜୀଉମାନଙ୍କୁ ତାରା, କାଳି ଓ ଭୁବନେଶ୍ୱରୀ ଯନ୍ତ୍ରରେ ଆରୁଢ଼ କରି ପୂଜା କରିବା ବିଧି ଓଡ଼ିଶା ବା ଉଡ୍ର କ୍ଷେତ୍ରକୁ ମହିମାନ୍ଵିତ କରିଛି। ଶୈବ, ଶାକ୍ତ, ବୈଷ୍ଣବୀୟ ଧର୍ମଧାରାକୁ ଏକା ସୂତାରେ ବାନ୍ଧିବାରେ ଏହି ମାଟି ସକ୍ଷମ […]

  • Wednesday, 21 July 2021
yamaraj
ହାଇକୋର୍ଟରେ ଆବେଦନ- ଜଜ୍‌ ସାହାବ ଯମରାଜଙ୍କୁ ନିର୍ଦ୍ଦେଶ ଦିଅନ୍ତୁ, ଅଭିଯୁକ୍ତଙ୍କୁ ଧରାପୃଷ୍ଠକୁ ଫେରାଇବେ

କୋଲକାତା: ଆପଣ ଲୋକଙ୍କ ନାଁରେ ମାମଲା ରୁଜୁ ହେଉଥିବା ଶୁଣିଥିବେ, ଯମପୁରରେ ରହୁଥିବା ଯମରାଜଙ୍କ ବିରୋଧରେ କେବେ ନିର୍ଦ୍ଦେଶ ଜାରି ହେବା କଥା ଶୁଣିଛନ୍ତି ? କଥାଟା ଶୁଣି ତାଜୁବ୍‌ ଲାଗୁଥିଲେ ବି ସତ। ଘଟଣା ଟା ଏମିତି… ୨ ମୃତକଙ୍କୁ ପୁଣିଥରେ ଧରାପୃଷ୍ଠକୁ ଫେରାଇ ଆଣିବାକୁ ନେଇ କୋଲକାତା ହାଇକୋର୍ଟରେ ମୃତକଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଆବେଦନ କରାଯାଇଛି। ଆବେଦନରେ ମୃତକଙ୍କ ପରିବାର ଲୋକେ କୋର୍ଟଙ୍କୁ ନିବେଦନ କରିଛନ୍ତି, କୋର୍ଟ ଯମରାଜଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେମିତି ସେ […]

  • Wednesday, 21 July 2021
Seeing Snake
ସାପ ଭାବି ଜୋରରେ ଚିତ୍କାର କଲେ ମହିଳା, ହେଲେ ପାଖକୁ ଯାଇ ଦେଖିଲା ବେଳକୁ...

ନୂଆଦିଲ୍ଲୀ: ଆପଣ କେବେ ସାପର ସାମ୍ନା କରିଛନ୍ତି କି? ଅନେକ ଲୋକ ଅଛନ୍ତି ସାପକୁ ଦୂରରୁ ଦେଖିବା ମାତ୍ରେ ହିଁ ଭୟଭୀତ ହୋଇ ଜୋରରେ ଚିତ୍କାର କରିଥାନ୍ତି। ଫେସବୁକ୍‌ର ଜଣେ ୟୁଜରଙ୍କ ସହ ଏମିତି କିଛି ଘଟିଛି ଯାହା ଜାଣିଲେ ଆପଣଙ୍କର ରିଆକ୍ସନ ଟିକେ ଅଲଗା ପ୍ରକାର ହେବ। ପାର୍କିଂ ପ୍ଲେସ୍‌ରେ ସାପ ଭଳି ଦେଖାଯାଉଥିବା ଏକ ଜିନିଷ ଫାତିମା ଦାଉଦ ଦେଖିଥିଲେ। ଯାହାକୁ ଦେଖି ସେ ହଠାତ୍‌ ଚିତ୍କାର କରିବା ଆରମ୍ଭ କରି ଦେଇଥିଲେ। ତାଙ୍କୁ […]

  • Wednesday, 21 July 2021
firoz
ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ କଇଁ କଇଁ ହୋଇ କାନ୍ଦିଲେ ଏହି ନେତା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଚର୍ଚ୍ଚାକୁ ଆସିବା ପାଇଁ କିଏ ବା ନ ଚାହେଁ? ପ୍ରତ୍ୟେକ ଲୋକ ଚାହାଁନ୍ତି ତାଙ୍କ ସହ ଏମିତି କିଛି ଘଟଣା ଘଟୁ ଯାହା ତାଙ୍କୁ ଲୋକଲୋଚନକୁ ଆଣିପାରିବ। ଏବେ ଏମିତି ଜଣେ ରାଜନେତାଙ୍କ କାନ୍ଦିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏସବୁ ଜାଣିବା ପରେ ଆପଣଙ୍କ ମନକୁ ନିଶ୍ଚୟ ଆସୁଥିବ, ଏମିତି କ’ଣ ଘଟିଲା ଯାହା ଫଳରେ ଏହି ନେତା ସର୍ବସମ୍ମୁଖରେ କାନ୍ଦିଲେ। ପ୍ରକୃତରେ କଥାଟା ଏମିତି… ଗତକାଲି ଜାତିର ପିତା ମହାତ୍ମା […]

  • Wednesday, 21 July 2021
aadhar
ଆପଣଙ୍କ ଆଧାର କାର୍ଡର ଭୁଲ୍‌ ବ୍ୟବହାର ହେଉନାହିଁ ତ? ଏମିତି ଲଗାନ୍ତୁ ପତ୍ତା

ନୂଆଦିଲ୍ଲୀ: ‘ମୋ ଆଧାର ମୋ ପରିଚୟ’ ସ୍ଲୋଗାନ୍‌ ସହ ସରକାର ବି ଆଧାର କାର୍ଡକୁ ନେଇ ବହୁତ ଗମ୍ଭୀର। ସୁରକ୍ଷାକୁ ନେଇ ସମସ୍ତ ଜରୁରୀ କାଗଜପତ୍ର କ୍ଷେତ୍ରରେ ଆଧାର କାର୍ଡର ବ୍ୟବହାର ପାଇଁ ପ୍ରୟାସ ଚାଲିଛି। ଗତ କିଛିମାସ ପୂର୍ବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, କରଦାତାମାନେ ଏବେ ସେମାନଙ୍କର ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ ଆଧାର କାର୍ଡ ମାଧ୍ୟମରେ ମଧ୍ୟ କରିପାରିବେ। ତେବେ ଏସବୁ ଭିତରେ ସମସ୍ତେ ଜାଣିବା ଜରୁରୀ କି ସେମାନଙ୍କର ଆଧାର […]

  • Wednesday, 21 July 2021
medicine
ଏସିଡିଟି ମେଡିସିନ୍‌ Ranitidine ଖାଉଛନ୍ତି କି? ହୁସିଆର୍ ହୋଇ ଯାଆନ୍ତୁ, ନ ହେଲେ...

ନୂଆଦିଲ୍ଲୀ: ଆପଣ ଏସିଡିଟି (ଗ୍ୟାସ୍‌-ପେଟରେ ଜଳାପୋଡ଼ା) ପାଇଁ ଆଣ୍ଟି ଏସିଡିଟି ମେଡିସିନ୍‌ Ranitidine ଖାଉଛନ୍ତି କି? ତେବେ ହୁସିଆର ହୋଇ ଯାଆନ୍ତୁ କାହିଁକି ନା ଏହି ମେଡିସିନ୍‌କୁ ନେଇ ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ (DCGI) ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଜାରି କରିଛି। ଏଥିରେ କୁହାଯାଇଛି ଯେ, ଏହି ମେଡିସିନ୍‌ରେ ଏମିତି ଏକ କେମିକାଲ୍ସ ଅଛି ଯେଉଁଥିରେ କ୍ୟାନ୍ସର ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ଡ୍ରଗ୍‌ ରେଗୁଲେଟର ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। […]

  • Wednesday, 21 July 2021
odisha
ଆର୍‌ଟିଓ ଅଫିସରେ ଚାଲିଛି ଦଲାଲ୍‌ଙ୍କ ରାଜ୍‌

ଭୁବନେଶ୍ୱର: ନୂଆ ମୋଟରଯାନ ସଂଶୋଧିତ ଆଇନ୍‌ ଲାଗୁ ହେବାପରେ ଜୋରଦାର ଚାଲିଛି ଧରପଗଡ଼।  ଧରପଗଡ଼ ସହ ମୋଟା ଅଙ୍କର ଜରିମାନା ଗାଡ଼ି ଚାଳକ ଏବଂ ମାଲିକଙ୍କ ହୋସ୍ ଉଡାଇ ଦେଉଛି।  ଟ୍ରାଫିକ ଆଇନକୁ ଅଣଦେଖା କରି ଆସୁଥିବା ଖିଲାପକାରୀ  ନୂଆ ଆଇନର ଜାଲରେ ଫସି ଯାଇଛନ୍ତି। ଏପଟେ ଆର୍‌ଟିଓ ଅଫିସରେ ବି ସୋରିଷ ପକାଇବାକୁ ଜାଗା ନାହିଁ। ଲୋକମାନେ ବିଭିନ୍ନ କାଗଜପତ୍ର ନେଇ ଆର୍‌ଟିଓ ଅଫିସକୁ ଧାଁ ଦଉଡ଼ କରୁଥିବା ବେଳେ ଏସବୁର ଫାଇଦା ଉଠାଉଛନ୍ତି ଦଲାଲ୍‌। […]

  • Wednesday, 21 July 2021
odisha
ବେଶରେ ପୁରାପୂରି ଘରଣୀ, ହେଲେ ପେଶାରେ ଅଟୋ ଡ୍ରାଇଭର

କେନ୍ଦୁଝର: କୁହାଯାଏ ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଆଗରେ ସବୁକିଛି ହାର୍‌ ମାନେ। ଆଉ ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତିି କେନ୍ଦୁଝର ଜିଲ୍ଲାର ମହିଳା ଅଟୋ ଚାଳକ କବିତା ପ୍ରଧାନ। ଯିଏ ଦିନେ ପରିବାର କିପରି ଚଳିବ ସେନେଇ ଚିନ୍ତାରେ ଥିଲେ, ଆଜି ସେ ସ୍ୱାବଲମ୍ବୀ। ଖାଲି ସେ ସ୍ୱାବଲମ୍ବୀ ହୋଇନାହାନ୍ତି ବରଂ ଅନ୍ୟମାନଙ୍କ ପାଇଁ ଉଦାହରଣ ମଧ୍ୟ ସାଜିଛନ୍ତି। ଦେଖିବାକୁ ପୁରାପୂରି ସାଧାସିଧା ଘରଣୀ। ହେଲେ ପେଶାରେ ଅଟୋ ଚାଳକ। କେନ୍ଦୁଝର ଜିଲ୍ଲା ଝୁମ୍ପରା ବ୍ଳକ […]

  • Wednesday, 21 July 2021
chandrayaan-2
ଭାରତର ଚନ୍ଦ୍ରମିଶନ ଏକ ଗବେଷଣାତ୍ମକ ବିଶ୍ଲେଷଣ

  ଗତ ସେପ୍ଟେମ୍ବର ୭ ତାରିଖ ମଧ୍ୟରାତ୍ରି ସାରା ବିଶ୍ୱର ନଜର ଟେଲିଭିଜନ ପରଦା ଉପରେ ଥାଏ, ମନରେ ଅନେକ ଆଶା ଓ ଆକାଂକ୍ଷା ନେଇ ଅପେକ୍ଷା କରିଥାନ୍ତି ୧୩୩ କୋଟି ଭାରତୀୟ। ହେଲେ ହଠାତ ଏକ ଦୁଃଖ ଖବର ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଦେଲା। ଖବର ଥିଲା ଚନ୍ଦ୍ରଯାନ-୨ ସମ୍ବନ୍ଧରେ। ଲୁନାର ଅରବିଟର ଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠ ଆଡକୁ ନିର୍ଦ୍ଧାରିତ ବେଗରେ ଗତି କରୁଥିବା ବିକ୍ରମ ଲାଣ୍ଡର ହଠାତ ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କିମି […]

  • Wednesday, 21 July 2021
LordSriKrishna
କେବେ ଶୁଭିଥିଲା ଶ୍ରୀକୃଷ୍ଣଙ୍କ ଶେଷ ବଂଶୀସ୍ୱନ, ଜାଣନ୍ତି କି?

ଭୁବନେଶ୍ୱର: ରାଧା-କୃଷ୍ଣଙ୍କ ପ୍ରେମ କାହାଣୀକୁ ଆତ୍ମା ସହ ପରମାତ୍ମାଙ୍କ ମିଳନ ବୋଲି କୁହାଯାଏ। ଯେବେ ବି ପବିତ୍ର ପ୍ରେମର ଉଦାହରଣ ଦିଆଯାଏ, ସେତେବେଳେ ପୁରାଣବର୍ଣ୍ଣିତ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ଅନାବିଳ ପ୍ରେମ କାହାଣୀ ହିଁ କୁହାଯାଏ। ଗୋପପୁରରେ ରାଧା-କୃଷ୍ଣଙ୍କ ପ୍ରେମକୁ ନେଇ ଅନେକ ବର୍ଣ୍ଣନା ପୁରାଣରେ ରହିଛି। ସେହି ବର୍ଣ୍ଣନା ଅନୁସାରେ ରାଧା-କୃଷ୍ଣଙ୍କ ଏହି ମିଳନରେ ପ୍ରମୁଖ ଭୂମିକା ନେଇଥିଲା ବଂଶୀ। ତେଣୁ ଶ୍ରୀକୃଷ୍ଣଙ୍କ ଅତି ପ୍ରିୟ ଥିଲା ବଂଶୀ। ଗୋଟିଏ ମୁହୂର୍ତ୍ତ ବି ସେ ବଂଶୀକୁ […]

  • Wednesday, 21 July 2021