• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

tin
ବିଶ୍ୱର ସବୁଠାରୁ କୁନି ୩ଜି ମୋବାଇଲ୍‌ ଫୋନ୍‌ Zanco tiny t2 ଲଞ୍ଚ୍

ନୂଆଦିଲ୍ଲୀ: ଲଞ୍ଚ୍‌ ହେଲା ବିଶ୍ୱର ସବୁଠାରୁ କୁନି ୩ଜି ମୋବାଇଲ୍‌ ଫୋନ୍‌ Zanco tiny t2 । ଏହାର ସାଇଜ୍‌ ଗୋଟିଏ ଆଙ୍ଗୁଳି ଠାରୁ ବି ଛୋଟ। ପୁର୍ବରୁ କମ୍ପାନୀ Zanco tiny t1 ମୋବାଇଲ୍‌ ଫୋନ୍‌ ଲଞ୍ଚ୍ କରି ବେଶ୍‌ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଏଥିରେ କେବଳ କଲ୍ ଯିବା ଆସିବା ସୁବିଧା ସହିତ ଅନ୍ୟ କେତେକ ସାଧାରଣ ସେବା ଉପଲବ୍ଧ ଥିଲା। କିନ୍ତୁ Zanco tiny t2ରେ ୧୪ଟି ନୂଆ ଅତ୍ୟାଧୁନିକ ଫିଚର୍ ରହିଛି। […]

  • Friday, 23 July 2021
f
ସତ ହେବ କି ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ. ୨୦୨୦ ଆରମ୍ଭରୁ ମିଳିଲାଣି ସଂକେତ

ସତ ହେବ କି ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟବକ୍ତା ନଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ? କାରଣ ୨୦୨୦ ଆରମ୍ଭରୁ ହିଁ ତାର ଆଭାସ ବାରି ହୋଇପଡ଼ିଲାଣି। ଆମେରିକା ଇରାକ୍‌ ଉପରେ ଆକ୍ରମଣ କରି ତାର ସେନା କମାଣ୍ଡର ଅବୁ ମେହଦୀ ଅଲ୍‌ ମୁହାନ୍ଦିସ୍‌ଙ୍କୁ ହତ୍ୟା କରିବା ସହିତ ଇରାନର ସୁପ୍ରିମ ପାୱାର୍‌ କୁହାଯାଉଥିବା ଜେନେରାଲ କ୍ୱାସିମ ସୁଲେମାନୀଙ୍କୁ ବି ହତ୍ୟା କରିଛି। ଆଉ ବଦଳରେ ଇରାନ୍‌ ମଧ୍ୟ ଏହାର ପ୍ରତିଶୋଧ ନେବାକୁ ଆମେରିକାକୁ ଧମକ୍‌ ଦେଇଛି। ଆଉ ଅନ୍ତର୍ଜାତୀୟ ସ୍ତରରେ ଉତ୍ତେଜନା […]

  • Friday, 23 July 2021
mimicry
କଟକର ମିମିକ୍ରି ମ୍ୟାନ୍; କଅଁଳା ଛୁଆ, କାଉ, ମୟୂର ସବୁର ନକଲ କରିପାରନ୍ତି

କଟକ: କାର୍ଟୁନ ଶୋ’ର ଅନେକ ଚରିତ୍ର ସହ ସହିତ ବିଭିନ୍ନ ପଶୁପକ୍ଷୀଙ୍କ ଅବିକଳ ନକଲ। ଏହି ମିମିକ୍ରି କରି ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କଟକର ଦେବଦତ୍ତ ସାମଲ। ଅବିକଳ ନକଲ କରି ମିମିକ୍ରି ମ୍ୟାନ୍‌କ ମଧ୍ୟ ଆଖ୍ୟା ପାଇଛନ୍ତି। ଅନେକ ଫିଲ୍ମଷ୍ଟାରଙ୍କ ମଧ୍ୟ ସେ ମିମିକ୍ରି କରୁଛନ୍ତି। ଦେବଦତ୍ତଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ଜଣେ ଭଲ ମିମିକ୍ରି ଆର୍ଟିଷ୍ଟ ହୋଇ ପାରିବେ ବୋଲି ମତ ରଖିଛନ୍ତି ତାଙ୍କର ପ୍ରଶଂସକ। ଅବିକଳ ନବଜାତ ଛୁଆର […]

  • Friday, 23 July 2021
OTV
ଯାତ୍ରୀଙ୍କ ପାଇଁ ୧୩୯ ହେଲ୍‌ପ୍‌ ଲାଇନ୍‌ ନମ୍ବର୍‌ ଜାରି କଲା ରେଳବାଇ

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ରେଳ ଯାତ୍ରା ସମ୍ପର୍କିତ ସହାୟତା କିମ୍ବା କୌଣସି ପଚରାଉଚରା ବା ଅଭିଯୋଗ ପାଇଁ ଯାତ୍ରୀଙ୍କୁ ଆଉ ଭିନ୍ନ ଭିନ୍ନ ନମ୍ବର୍‌ରେ ଫୋନ୍‌ କରିବାକୁ ପଡ଼ିବ ନାହିଁ। ଏଥିପାଇଁ ରେଳବାଇ ତରଫରୁ ଗୋଟିଏ ମାତ୍ର ହେଲ୍‌ପ ଲାଇନ୍‌ ନମ୍ବର୍‌ ୧୩୯ ଜାରି କରାଯାଇଛି। ଏହି ହେଲ୍‌ପ ଲାଇନ୍‌ ନମ୍ବର୍‌କୁ ଫୋନ କରି ଯାତ୍ରୀ ସମସ୍ତ ପ୍ରକାର ଅଭିଯୋଗ କରିପାରିବ ଏବଂ ସହାୟତା ମାଗିପାରିବ। ଏହି ସମ୍ପର୍କରେ ରେଳବାଇ ତରଫରୁ […]

  • Friday, 23 July 2021
pan
ପାନ୍‌ କାର୍ଡ ସହ ଆଧାର କାର୍ଡକୁ କେମିତି ଲିଙ୍କ୍ କରିବେ, ଜାଣନ୍ତୁ

ଭୁବନେଶ୍ୱର : ଯଦି ଆପଣ ପାନ୍‌ କାର୍ଡ ସହିତ ଆଧାର କାର୍ଡକୁ ଲିଙ୍କ୍‌ କରି ନାହାନ୍ତି, ତେବେ ତୁରନ୍ତ କରିଦିଅନ୍ତୁ। ଫଳରେ ଆପଣ ପାନ କାର୍ଡ ସମ୍ପର୍କିତ କୌଣସି ଆର୍ଥିକ କାରବାର କରିପାରିବେ ନାହିଁ। ଟ୍ୟାକ୍ସ ଫାଇଲ୍‌ ସମୟରେ ମଧ୍ୟ ସମସ୍ୟା ହୋଇପାରେ। ଯଦିଓ ଏନ୍‌ଆର୍‌ଇଙ୍କ ପାଇଁ ଆଧାର କିମ୍ବା ପାନ୍‌ କାର୍ଡ ବାଧ୍ୟତାମୂଳକ ନୁହେଁ, ତଥାପି ଯଦି ଏନ୍‌ଆର୍‌ଆଇଙ୍କ ପାଖରେ ଆଧାର ଓ ପାନ୍‌ ରହିଛି, ତେବେ ଏହାକୁ ଶେଷ ତାରିଖ ସୁଦ୍ଧା ଲିଙ୍କ୍ କରାଇ […]

  • Friday, 23 July 2021
raja
ଏହି ରାଜାଙ୍କର ଥିଲା ଘୋଡ଼ାଶାଳ ସହ ୩୦ ଦାମୀ କାର, ମାଟି କୁଡ଼ିଆରେ ଗଲା ଜୀବନ

କଟକ: ଆଜି ଆମେ ଓଡ଼ିଶାର ଏମିତି ଜଣେ ରାଜାଙ୍କ ବିଷୟରେ କହିବୁ ଯାହାଙ୍କର ଦିନେ ହାତ ଲେଉଟିଲେ ପୃଥି ଲେଉଟୁଥିଲା ବୋଲି ଲୋକେ କହନ୍ତି। ଆଖି ଝଲସିଲା ଭଳି ରାଜ ପ୍ରାସାଦ। ୨୫ଟି ବିଳାସପୂର୍ଣ୍ଣ କାର, ୩୦ ଦାସୀ ପରିବାର ତାଙ୍କର ରାଜମହଲରେ କାମ କରୁଥିଲେ। କିନ୍ତୁ ଶେଷ ସମୟରେ ତାଙ୍କୁ ରିକ୍ସା ଟାଣି ଜୀବନ ବିତାଇବାକୁ ପଡ଼ିଥିଲା। ରାଜଉଆସ ଛାଡ଼ି ମାଟି କୁଡ଼ିଆରେ ଦିନ କାଟିବାକୁ ପଡ଼ିଥିଲା। ଗଣତନ୍ତ୍ର ଓ ରାଜତନ୍ତ୍ର ଶାସନ ଭିତରେ କେମିତି […]

  • Friday, 23 July 2021
20
ପତ୍ନୀଙ୍କ ଜଳକଷ୍ଟ ଦୂର କରିବାକୁ ସ୍ୱାମୀଙ୍କ ନିଆରା ଉଦ୍ଭାବନ

କେନ୍ଦୁଝର(ପ୍ରଣୟ ପାଣି): ପିତୃପୁରୁଷଙ୍କ ଉଦ୍ଧାର ପାଇଁ ଭଗୀରଥ କୁଆଡ଼େ ମା ଗଙ୍ଗାଙ୍କୁ ସ୍ୱର୍ଗରୁ ପୃଥିବୀକୁ ଆଣିଥିଲେ। ଇଏ ବିଶ୍ୱାସର କଥା। ପୁରାଣ କଥା ହେଲେ ଆଜି କିନ୍ତୁ ଆମେ ଏମିତି ଜଣେ ଭଗୀରଥଙ୍କ କାହାଣୀ କହିବାକୁ ଯାଉଛୁ ଯିଏ ନିଜ ପତ୍ନୀଙ୍କ ଜଳକଷ୍ଟ ଦୂର କରିବାକୁ ଅଧ କିଲୋମିଟର ଦୂରରେ ଥିବା ଜଳାଶୟକୁ ନିଜ ଘର ଅଗଣାକୁ ଆଣି ପାରିଛନ୍ତି। ଅବଶ୍ୟ ନିଜ ନିଆରା ଉଦ୍ଭାବନ ବଳରେ ବଣପାହାଡ଼ ଘେରା କେନ୍ଦୁଝର ବନେଇକଳା ଗାଁରୁ ଆସନ୍ତୁ ଜାଣିବା […]

  • Friday, 23 July 2021
kataria
ପତ୍ନୀଙ୍କୁ ଶୀଘ୍ର ଫେରିବି କହି ଯାଇଥିଲେ; ତ୍ରିରଙ୍ଗା ଘୋଡ଼େଇ ହୋଇ ଫେରିଲା ପାର୍ଥିବ ଶରୀର

ଜୟପୁର: ହାତରୁ ମେହନ୍ଦି କି ପାଦରୁ ଅଳତା ଲିଭିନି, ହେଲେ ମଥାରୁ କିନ୍ତୁ ଲିଭି ଗଲା ସିନ୍ଦୁର। ବାହାଘରର ମାତ୍ର ୧୬ ଦିନ ପରେ କୁପୱାରାରେ ସହିଦ ଜଣେ ଯବାନଙ୍କ ପତ୍ନୀଙ୍କ ଜୀବନରେ ହଠାତ୍ ଘୋଟିଆସିଛି ଏମିତି କଳା ବାଦଲ। ଅସୁମାରି ସ୍ୱପ୍ନ ଆଉ ମନରେ ଅନେକ ଆଶା। ଏଭଳି କିଛି ସ୍ୱପ୍ନ ନେଇ ଚଳିତମାସ ୮ ତାରିଖରେ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଯବାନ୍ ସୌରଭ କଟାରା। କିନ୍ତୁ ବିଧିର ବିଧାନ […]

  • Friday, 23 July 2021
hh
ସହଜରେ ବଦଳାଇ ପାରିବେ ଚିରା ନୋଟ୍; ମନା କରିପାରିବନି ବ୍ୟାଙ୍କ, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ଚିରା ନୋଟ୍ ଅଛି ଓ ଏହାକୁ ଅଚଳ କହି କେହି ନେଉ ନାହାନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କର ଏହି ଅଚଳ ନୋଟ୍‌ ବଦଳ ହୋଇପାରିବ। ଆପଣ ଚାହିଁଲେ ଏହି ନୋଟ୍‌କୁ ବ୍ୟାଙ୍କ୍‌ରେ ଦେଇ ନୋଟ୍‌ର ଉପଯୁକ୍ତ ମୂଲ୍ୟ ନେଇପାରିବେ। ଆର୍‌ବିଆଇର ନୋଟ୍‌ ରିଫଣ୍ଡ ରୁଲ୍ ୨୦୧୯ ଅନୁସାରେ ବ୍ୟାଙ୍କ୍‌ ମଧ୍ୟ ଆପଣଙ୍କ ଟଙ୍କା ବଦଳେଇ ଦେବାକୁ ମନା କରିପାରିବ ନାହିଁ। କିନ୍ତୁ ତା’ର କେତେଗୁଡ଼ିଏ ନିୟମ ରହିଛି। ଆସନ୍ତୁ […]

  • Friday, 23 July 2021
kalka
ବିନା ସାରରେ ଧାନ ଚାଷ; ଏମିତି ଧାନ ଯାହାର ପତ୍ର, ମୂଳ ଓ ଚାଉଳ ସବୁ କଳା

ଭୁବନେଶ୍ୱର: ଚାଷୀ ଭାଇଙ୍କ ପାଇଁ ଖୁସି ଖବର। ଆମେ ଆଜି ଆପଣଙ୍କୁ ଏମିତି ଏକ ଧାନ ଚାଷ ବିଷୟରେ କହିବୁ, ଯାହା ପାଇଁ ଆପଣଙ୍କୁ ଅଧିକ କୀଟନାଶକ କିମ୍ବା ରାସାୟନିକ ସାର ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ମାନେ, କମ୍‌ ଖର୍ଚ୍ଚ କରି ଅଧିକ ଫାଇଦା।  ତେବେ ଆସନ୍ତୁ ଜାଣିବା। ଏହି ଧାନ ଫସଲର ରଙ୍ଗ ଧଳା ନୁହେଁ କି ଇସତ୍ ହଳଦିଆ ବି ନୁହେଁ, ଏହାର ରଙ୍ଗ କଳା। ଖାଲି ଧାନ କାହିଁକି ଏହାର ପତ୍ର, […]

  • Friday, 23 July 2021
hindu bride walks behind husband holding garb
ଏମିତି ପ୍ରେମ କାହାଣୀ କେବେ ଶୁଣି ନଥିବେ

ଭୋପାଳ: ଆପଣମାନେ ପ୍ରାୟ ସମସ୍ତେ ହିନ୍ଦୀ ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ ଦେଖିଥିବେ ନିଶ୍ଚିତ। ସଲ୍‌ମାନ ଖାନ, ଐଶ୍ୱର୍ଯ୍ୟା ଓ ଅଜୟ ଦେବଗନଙ୍କୁ ନେଇ ନିର୍ମାଣ ହୋଇଥିବା ଫିଲ୍ମଟି ସେତେବେଳେ ଖୁବ୍ ଲୋକପ୍ରିୟ ହୋଇଥିଲା। ଫିଲ୍ମରେ ସଲ୍‌ମାନ ଓ ଐଶ୍ୱର୍ଯ୍ୟା ପରସ୍ପରକୁ ଭଲପାଉଥିଲେ। କିନ୍ତୁ ଐଶ୍ୱର୍ଯ୍ୟାଙ୍କ ବାପା ତାଙ୍କୁ ଅଜୟ ଦେବଗନଙ୍କ ସହ ବାହା କରାଇଦେଲେ। କିନ୍ତୁ ପରେ ଅଜୟ ଯେମିତି ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀ ସଲ୍‌ମାନଙ୍କୁ ଭଲପାଉଥିଲେ ସେ ପୁଣିଥରେ […]

  • Friday, 23 July 2021
mother
୪୧ ବର୍ଷ ପରେ ସାତ ଦରିଆ ଡେଇଁ ମାଆ ପାଖରେ ପହଞ୍ଚିଲା ପୁଅ

୪୧ ବର୍ଷ ପରେ ମାଆକୁ ଖୋଜି ପାଇଛି ପୁଅ । ମାତ୍ର ଦୁଇ ବର୍ଷ ବୟସରେ ମାଆଠାରୁ ଅଲଗା ହୋଇଯାଇ ଘଟଣାକ୍ରମେ ବିଦେଶକୁ ପଳେଇ ଯାଇଥିଲା। ଆଉ ୪୧ ବର୍ଷଧରି ମାଆଠାରୁ ଅଲଗା ହେବାର କଷ୍ଟ ସହି ନପାରି ଖୋଜି ଖୋଜି ଆସି ଜନ୍ମଦାତ୍ରୀ ପାଖରେ ପହଞ୍ଚିଛି ପୁଅ। ଆଉ ଏତେ ବର୍ଷ ପରେ ମାଆକୁ ପାଇଲା ପରେ କେଉଁ ପୁଅ ଭଲା ଧର୍ଯ୍ୟ ଧରି ରହିବ…. ଏ କାହାଣୀ ଏମିତି ଆରମ୍ଭ ହୋଇଥିଲା….   ୪୩ […]

  • Friday, 23 July 2021
kali
ଟାବ୍‌ଲେଟ୍‌ ଖୋଳରେ କାହିଁକି ଥାଏ ଖାଲିସ୍ଥାନ?

ଦୋକାନରେ ଔଷଧ କିଣିଲାବେଳେ ଟାବ୍‌ଲେଟ୍‌ ଷ୍ଟ୍ରିପ୍‌ରେ ଖାଲିସ୍ଥାନ ଦେଖି ଆପଣଙ୍କ ମନରେ କେବେ ନା କେବେ ପ୍ରଶ୍ନ ଆସିଥିବା ଯେ ଟାବ୍ଲେଟ୍‌ ମଝିରେ ଖାଲି ସ୍ଥାନ କାହିଁକି ଥାଏ। ପ୍ରାୟ ଅନେକ ଲୋକଙ୍କ ମନରେ ଏମିତି ପ୍ରଶ୍ନ ଉଠେ। ଆପଣ ଭାବନ୍ତି ଯଦି ଏହି ଖାଲି ସ୍ଥାନରେ ବଟିକା ନାହିଁ, ତେବେ ଏଭଳି ଖାଲି ସ୍ଥାନ କାହିଁକି ଛଡ଼ାଯାଇଛି? ପ୍ରକୃତରେ ଏହା ପଛରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ କାରଣ ଲୁଚି ରହିଛି। ମନରେ ବାରମ୍ବାର ଆସୁଥିବା ଏହି ପ୍ରଶ୍ନରୁ […]

  • Friday, 23 July 2021
jjj
ଦିନେ ଏହି ନେତାଙ୍କୁ ଖୋଜିବାକୁ ହୋଇଥିଲା ଦେଶର ସବୁଠୁ ବଡ଼ ସର୍ଚ୍ଚ ଅପରେସନ

ଭୁବନେଶ୍ୱର: ୱାଇଏସ୍‌ଆର୍‌ ନାମରେ ପରିଚିତ କଂଗ୍ରେସ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ୟେଦୁଗୁରୀ ସନ୍ଦିନ୍ତି ରାଜ୍‌ଶେଖର ରେଡ୍ଡୀଙ୍କ ଶବକୁ ଖୋଜିବା ପାଇଁ ଦେଶର ସବୁଠାରୁ ବଡ଼ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା। ସ୍ଥଳ ସେନା, ବାୟୁ ସେନା ଏମିତିକି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ‘ଇସ୍ରୋ’ ମଧ୍ୟ ଏହି ସର୍ଚ୍ଚ ଅପରେସନ୍‌ରେ ସାମିଲ୍‌ ହୋଇଥିଲା। ତେବେ କ’ଣ ଥିଲା ସେ ଦିନର ଘଟଣା ଆସନ୍ତୁ ଜାଣିବା। ଏହି ଘଟଣା ହେଉଛି ୨୦୦୯ ମସିହାର। ସେପ୍ଟେମ୍ବର ୨ ତାରିଖରେ […]

  • Friday, 23 July 2021
ghggg
ଟ୍ୱିଟର୍‌ ଆଉ ଟ୍ରୋଲିଂ ହେବନି; ଏମିତି ଲୁଚାଇପାରିବେ ଅପତ୍ତିଜନକ ରିପ୍ଲାଏ

ସୋଶାଲ୍ ମିଡିଆ ଟ୍ୱିଟର୍‌ ଏବେ ଏକ ନୂଆ ଫିଚର୍‌ ଆଣିଛି। ଯାହା ସାହାଯ୍ୟରେ ଆପଣ ଆପଣଙ୍କ ଟ୍ୱିଟର୍‌ ୱାଲ୍‌ରେ ଆସୁଥିବା ଆପତ୍ତିଜନକ ଟିପ୍ପଣୀକୁ ହାଇଡ୍‌ କରିପାରିବେ। ଫଳରେ ସୋଶାଲ୍ ମିଡିଆ ଟ୍ରୋଲିଂ ଉପରେ ବି ଲଗାମ ଲଗାଯାଇପାରିବ। ଟ୍ୱିଟର୍‌ରେ ପୂର୍ବରୁ ଏଭଳି ବିକଳ୍ପ ନଥିବାରୁ ଯିଏ ଯାହା ପାରିଲେ ଟ୍ରୋଲିଂ କରୁଥିଲେ। ଏବେ ଏଥିରେ ଲଗାମ ଲାଗିବ ବୋଲି ଆଶା କରାଯାଉଛି। ସୋଶାଲ୍‌ ମିଡିଆରେ ଯେମିତି ଗୋଟେ ସୋହାର୍ଦ୍ଧ୍ୟପୂର୍ଣ୍ଣ ବାତାବାରଣ ରହିବ କେହି କାହାକୁ ଟ୍ରୋଲ୍‌ ନ […]

  • Friday, 23 July 2021
phone
ଫୋନ୍‌ ପାସ୍‌ୱାର୍ଡ ଭୁଲିଯାଇଥିଲେ, ୨ ମିନିଟ୍‌ରେ ଅନଲକ୍‌ କରନ୍ତୁ

ଅନେକ ସମୟରେ ଆମ ମୋବାଇଲ୍‌ ପାସ୍‌ୱାର୍ଡ ସେଟ୍‌ କରି ନିଜେ ହିଁ ଭୁଲି ଯାଆନ୍ତି। ଆଉ ମୋବାଇଲ୍‌ର ପାସ୍‌ୱାର୍ଡ ଖୋଲି ନପାରିବାରୁ ବହୁତ ହଇରାଣ ହେବାକୁ ପଡ଼େ। ଯଦି ଆପଣ ବି ଏଭଳି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ତେବେ ଚିନ୍ତା କରନ୍ତୁନି। ଆମେ ଆଜି ଆପଣଙ୍କୁ ଯେଉଁ ଟ୍ରିକ୍‌ କହିବୁ ଯାହାଦ୍ୱାରା ଆପଣ ଆମ ମାତ୍ର ୩ ମିନିଟ୍‌ରେ ନିଜ ମୋବାଇଲ୍‌କୁ ଅନଲକ୍‌ କରିପାରିବେ। ତାହା କେମିତି ଆସନ୍ତୁ ଜାଣିବା। ଏଥିପାଇଁ ଆପଣଙ୍କୁ ପ୍ରଥମେ ଅନ୍ୟ ଏକଫୋନ୍‌ରୁ […]

  • Friday, 23 July 2021
tab-0
ଟାବ୍‌ଲେଟ୍ ଖୋଳରେ କାହିଁକି ଥାଏ ନାଲି ପଟି; Rx,NRx ଓ XRxର ଅର୍ଥ କ'ଣ ?

ଔଷଧ କିଣିଲା ବେଳେ କେତୋଟି ସାଧାରଣ କଥା ବିଷୟରେ ଧ୍ୟାନ ଦେବା ନିହାତି ଆବଶ୍ୟକ। ଆମେ ଆଜି ଆପଣଙ୍କୁ ଏ ସମ୍ପର୍କିତ କିଛି ଦରକାରୀ ସୂଚନା ଦେବୁ ଯାହା ଜଣେ ସାଧାରଣ ବ୍ୟକ୍ତି ଜାଣିବା ନିହାତି ଆବଶ୍ୟକ। ଔଷଧ କିଣିଲା ବେଳେ ବିଭିନ୍ନ ଟାବ୍‌ଲେଟ୍ ଖୋଳରେ ଲାଲ୍ ପଟି, Rx, NRx କିମ୍ବା XRx ଲେଖାଯାଇଥାଏ। ଏଗୁଡ଼ିକର ଅର୍ଥ କ’ଣ ଓ ଏହା କାହିଁକି ଲେଖାଯାଇଥାଏ ଜାଣିଛନ୍ତି କି ? ତେବେ ଆସନ୍ତୁ  ଜାଣିବା। ଲାଲ୍‌ ପଟିର […]

  • Friday, 23 July 2021
isro
ମାଟ୍ରିକ୍‌ ପାସ୍‌ ପିଲାଙ୍କ ପାଇଁ ଇସ୍ରୋରେ ଚାକିରି ଅଫର୍‌: ଦରମା ୬୦ ହଜାର

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌(ଇସ୍ରୋ)ର ୨୦୧୯ରେ ଖାଲି ପଡ଼ିଥିବା ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ କାର୍‌ପେଣ୍ଟର୍‌, କେମିକାଲ୍‌, ଇଲେକ୍‌ଟ୍ରିସିଆନ୍‌ ପରି ଅନ୍ୟାନ୍ୟ ପଦବୀ ରହିଛି। ଇଚ୍ଛୁକ ଆବେଦନକାରୀ ଇସ୍ରୋର ଅଫିସିଆଲ୍‌ ୱେବସାଇଟ୍‌ isro.gov.in କୁ ଯାଇ ନଭେମ୍ୱର ୨୯, ୨୦୧୯ ମଧ୍ୟରେ ଆବେଦନ କରିପାରିବେ। ଲିଖିତ ଓ ମୌଖିକ ପରୀକ୍ଷା ଜରିଆରେ ଉପଯୁକ୍ତ ଆବେଦନକାରୀ ଚୟନ କରାଯିବ। ପରୀକ୍ଷା ପାଇଁ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନାହିଁ। ପରୀକ୍ଷାରେ କୃତକାର୍ଯ୍ୟ ହେଲେ ୬୯ […]

  • Friday, 23 July 2021
p
ମାଟ୍ରିକ୍ ଫେଲ୍‌ ନାବାଳକ ତିଆରି କଲେ ୩୫ଟି ଲାଇଟ୍‌ ୱେଟ୍‌ ବିମାନ ମୋଡେଲ୍

ଭଦୋଦରା: ଆମେ ଆଜି ଜଣେ ଏମିତି ଆରୋନେଟିକ୍‌ ଇଞ୍ଜିନୟରଙ୍କ ବିଷୟରେ କହିବୁ ଯାହାଙ୍କ ବୟସ ମାତ୍ର ୧୭। ମାଟ୍ରିକ୍‌ରେ ୬ଟି ଯାକ ବିଷୟରେ ବି ଫେଲ୍‌ ହୋଇଛନ୍ତି। କିନ୍ତୁ ପାଠ ନହେଲେ କଣ ହେଲା, ସାଠରେ ସେ ଯାହା କରିଦେଖାଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେ କହୁଛୁ ଗୁଜରାଟର ଭଦୋଦରାର ପ୍ରନ୍ମ ପଞ୍ଚଲଙ୍କ କଥା। ପ୍ରିନ୍ସ ମାତ୍ର ୧୭ ବର୍ଷ ବୟସରେ ଜଣେ ଅଭିଜ୍ଞ ଆରୋନେଟିକ୍‌ ଇଞ୍ଜିନୟରଙ୍କ ଭଳି ସ୍ୱଦେଶୀ ଜ୍ଞାନକୌଶଳରେ ୩୫ଟି ଲାଇଟ୍‌ ୱେଟ୍‌ […]

  • Friday, 23 July 2021
emoji copy
ଭୁଲ୍‌ କେଉଁଠି ରହିଲା ଜାଣି ପାରିଲେନି ପ୍ରେମିକ

ଗୋଟିଏ ମେସେଜ୍‌ରେ ବ୍ରେକ୍‌ଅପ୍‌। ଛାଡ଼ି ଚାଲିଗଲା ପ୍ରେମିକା। କିନ୍ତୁ ମେସେଜ୍‌ରେ କଣ ଭୁଲ୍‌ ଥିଲା ଜାଣିପାରିଲେନି ପ୍ରେମିକ। ବିଚରା ଲୁହ ଗଡ଼ାଇବା ସାର ହେଲା। ପରେ ମାନସ ମନ୍ଥନ କରି ଜାଣିପାରିଲେ ନିଜର ଭୁଲ୍‌। ସୋଶାଲ ମିଡିଆର ବ୍ୟବହାର ଭଲଭାବରେ ଜାଣି ନଥିବାରୁ ଏଭଳି ଘଟିଛି। ପ୍ରକୃତ ଘଟଣା ଥିଲା ଏମିତି… ଶ୍ରୀତମଙ୍କ ସହିତ ହ୍ୱାଟ୍‌ସ ଆପ୍‌ରେ କଥା ହେଉଥିଲା ତାଙ୍କ ପ୍ରେମିକା ଗେହ୍ଲି। କଥା ହେଉ ହେଉ ଗେହ୍ଲି ନିଜ ଦୁଃଖ ଜଣାଇଥିଲେ ପ୍ରେମିକଙ୍କୁ। ଦୁଃଖ […]

  • Friday, 23 July 2021
ns
ବାରମ୍ବାର ସଂଶୋଧନ କରିପାରିବେ ନାହିଁ ଆଧାର କାର୍ଡ

ନୂଆଦିଲ୍ଲୀ: ୟୁଆଇଡିଏଆଇ ଆଧାର ସଂଶୋଧନ ନିୟମରେ ପରିବର୍ତ୍ତନ ଆଣିଛନ୍ତି। ଏଣିକି ଆପଣ ଆଧାର କାର୍ଡରେ ନିଜ ନାଁ, ଜେଣ୍ଡର ଓ ଜନ୍ମତାରିଖକୁ ବାରମ୍ବାର ସଂଶୋଧନ କରିପାରିବେ ନାହିଁ। ଏଥିରେ ଅଙ୍କୁଶ ଲଗାଇଛି ୟୁଆଇଡିଏଆଇ। ଆଧାର ସଂଶୋଧନର ବାରମ୍ବାରତା ଉପରେ ଅଙ୍କୁଶ ଲଗାଇ ଏହାକୁ ସିମିତ ରଖାଯାଇଛି। ଏବେ ଆସନ୍ତୁ ଜାଣିବା ଅଧାରକାର୍ଡରେ ଆଉ କଣ ସବୁ ସଂଶୋଧନ କରିପାରିବେ ଓ ଏଥିପାଇଁ କଣ ନିୟମ ରହିଛି। ଆଧାରକାର୍ଡରେ ନିଜ ନାଁ କେତେଥର ସଂଶୋଧନ କରିପାରିବେ ? – […]

  • Friday, 23 July 2021
maa
ବୁଢ଼ୀ ମାଆକୁ ଛାଡ଼ି କୁଆଡ଼େ ଗଲେ ପୁଅ ବୋହୂ? କାନ୍ଦି କାନ୍ଦି ଥକି ଗଲାଣି ସେ

ଚାନ୍ଦବାଲି(ବାସୁଦେବ ଦାସ): ଆହାର କେନ୍ଦ୍ର ବାହାରେ କାନ୍ଦୁଛି ବୁଢ଼ୀ ମାଆ, ଆଖିକୁ ଠିକ୍‌ ସେ ଦେଖାଯାଉନି କି କାନକୁ ବି ଶୁବୁନି। ସକାଳ ଯାଇ ସନ୍ଧ୍ୟା ହେଲାଣି, କିନ୍ତୁ ପୁଅ-ବୋହୂର ଦେଖା ନାହିଁ। ଏଇଠି ତାକୁ ଛାଡ଼ିଯାଇଛନ୍ତି ସେମାନେ। କହିଛନ୍ତି ତୁ ଏଇଠି ରହିବୁ। ସକାଳୁ ସନ୍ଧ୍ୟା ଯାଏ ବସିବା ପରେ ଶେଷରେ କୋହ ସମ୍ଭାଳିପାରିନି ମାଆ। ପୁଅ ଛାଡ଼ିଯାଇଥିବା ଜାଣିବା ପରେ ବି ଏଣେ ତେଣେ ହାତ ଦରାଣ୍ଡି ଖୋଜୁଛି ପୁଅକୁ, ଆଖିକୁ ଠିକ୍‌ ସେ […]

  • Friday, 23 July 2021
nnnhj
ଓଡ଼ିଶାର ବଗିଚାରେ ଫୁଟିଛି ଗୋଟେ ସେଫାଳୀ; ଯାହାର ସୌନ୍ଦର୍ଯ୍ୟରେ ବିଶ୍ୱ ବିମୋହିତ

ଭୁବନେଶ୍ୱର: ଓଡ଼ିଶାର ବଗିଚାରେ ଫୁଟିଛି ଗୋଟେ ସେଫାଳୀ ଫୁଲ। ଇଏ ସେଇ ସେଫାଳୀ ନୁହେଁ ଯିଏ ରାତିରେ ଫୁଟି ସକାଳେ ଝଡ଼ିଯିବ। ବରଂ ଇଏ ସେଇ ସେଫାଳୀ ଯାହାର ସୌନ୍ଦର୍ଯ୍ୟର ବିଶ୍ୱ ବିମୋହିତ। ଯିଏ ଫୁଟିବାମାତ୍ରେ ସାରା ଓଡ଼ିଶା ଆଜି ବିଶ୍ୱକୁ ମହମହ ବାସୁଛି। ଆମେ କହୁଛୁ ଅର୍ନ୍ତଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ନିଜର ସୈନ୍ଦର୍ଯ୍ୟରେ ଯାଦୁରେ ସମସ୍ତଙ୍କ ବାନ୍ଧି ରଖିପାରିଥିବା ଆମ ଓଡ଼ିଆ ବଲାଙ୍ଗିରର ଝିଅ ସେଫାଳୀ ଉଦ୍‌ଗାତାଙ୍କ କଥା। ଶ୍ରୀଲଙ୍କାରେ ହୋଇଥିବା ମିସ୍ ବ୍ରିଟିଶ୍ ଏମ୍ପାୟର୍ […]

  • Friday, 23 July 2021
ffff
ରାଜଧାନୀରେ ଭୋକିଲା ପେଟକୁ ଦାନା ଦେଉଛି ‘ହାପି ଫ୍ରିଜ୍‌’

ଭୁବନେଶ୍ୱର: ଚିକ୍‌ମିକ୍‌ ଏଇ ରାଜଧାନୀରେ ରହନ୍ତି ଉଭୟ ଧନୀ ଓ ଗରିବ। କେଉଁଠି ଚିକେନ୍‌ ବିରିୟାନୀ ଭାସେ ତ ଆଉ କେଉଁଠ ପେଟରେ ଓଦା କନା ଦେଇ ଶୋଇଯାଏ ଭୋକିଲା ଜୀବନ। କାରଣ ପେଟ ପାଇଁ ମୁଠାଏ ଦାନା ଯୋଗାଡ଼ କରିବା ରାଜଧାନୀର ଗରିବଙ୍କ ପାଇଁ ସବୁବେଳେ ସମ୍ଭବ ହୋଇନଥାଏ। କିନ୍ତୁ ଏହି ଗରିବ ଲୋକଙ୍କ ପେଟ ଦାନା ଯୋଗାଉଛି ‘ହାପି ଫ୍ରିଜ୍‌।’ ଏହା ହେଉଛି ଏକ କମ୍ୟୁନିଟି ଫ୍ରିଜ୍, ଯେଉଁଠି ଦାନ କରାଯାଇଥିବା ବଳକା ଖାଦ୍ୟ […]

  • Friday, 23 July 2021
mi
ଖୁବ୍‌ଶୀଘ୍ର ଆସୁଛି ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ଯୁକ୍ତ ଦମ୍‌ଦାର ସ୍ମାର୍ଟ ଫୋନ୍‌

ଚଳିତ ବର୍ଷ  Xiaomi ମୋବାଇଲ୍ କମ୍ପାନୀ ଗୋଟିଏ ପରେ ଗୋଟିଏ ଜବରଦସ୍ତ ଫୋନ୍‌ ମାର୍କେଟ୍‌କୁ ଛାଡ଼ିଛି। ଆଉ ପ୍ରାୟ ସବୁ ଫୋନ୍‌ଗୁଡ଼ିକରେ ଜବରଦସ୍ତ କ୍ୟାମେରା କ୍ୱାଲିଟି ରିହିଛି। କମ୍ପାନୀ ପ୍ରଥମେ ୪୮ ମେଗାପିକ୍ସେଲ୍‌ ଓ ପରେ ୬୪ ମେଗାପିକ୍ସେଲ୍‌ କ୍ୟାମେରା ଯୁକ୍ତ ସ୍ମାର୍ଟ ଫୋନ୍‌ ଛାଡ଼ି ମୋବାଇଲ୍‌ ମାର୍କେଟ୍‌ରେ ହାଲ୍ଲାବୋଲ୍‌ କରୁଛି।  ଆଉ ଏବେ ଶୁଣିବାକୁ ମିଳୁଛି ଯେ ସାଓମୀ ଖୁବ୍‌ଶୀଘ୍ର ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ଯୁକ୍ତ ସ୍ମାର୍ଟ ଫୋନ୍‌ ଆଣିବାକୁ ଯାଉଛି, ଯାହାର ଲିକ୍‌ ସାମ୍ନାକୁ […]

  • Friday, 23 July 2021