• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

whats app
ସାବଧାନ ! ହ୍ୱାଟ୍ସଆପ୍‌ ମାଧ୍ୟମରେ ବ୍ୟାଙ୍କ୍‌ ଆକାଉଣ୍ଟରୁ ଏମିତି ଟଙ୍କା ଗାଏବ କରୁଛନ୍ତି ଠକମାନେ

ନୂଆଦିଲ୍ଲୀ: ମେସେଜିଂ ପାଇଁ ଅଧିକାଂଶ ଲୋକ ହ୍ୱାଟ୍ସଆପ୍‌ର ବ୍ୟବହାର କରିଥାନ୍ତି। ହେଲେ ହ୍ୟାକ୍‌ର୍ସମାନେ ଏବେ ଏହାର ଫାଇଦା ଉଠାଉଛନ୍ତି। ଲୋକମାନଙ୍କୁ ଟାର୍ଗେଟ୍‌ କରି ସେମାନଙ୍କ ବ୍ୟାଙ୍କ ଖାତାରୁ ହ୍ୟାକ୍‌ର୍ସମାନେ ଟଙ୍କା ଗାଏବ କରୁଥିବା ଜଣାପଡ଼ିଛି। ଏଥିପାଇଁ ସେମାନେ QR Codeର ବ୍ୟବହାର କରୁଛନ୍ତି। ଏହା ମାଧ୍ୟମରେ ଠକମାନେ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ଟଙ୍କା ସବୁ ଖାଲି କରି ନେଉଛନ୍ତି। ଏମିତି ଚାଲିଛି ଫ୍ରଡ୍‌… ଅନ୍‌ଲାଇନ୍‌ ଡୋମେନ୍‌ରେ ବିଜ୍ଞାପନ ପୋଷ୍ଟ କରିଥିବା […]

  • Wednesday, 21 July 2021
bsnl
BSNL ର ଖ୍ରୀଷ୍ଟ୍‌ମାସ୍‌ ଗିଫ୍ଟ: ଜାଣନ୍ତୁ ଏହି ଧମାକାଦାର ଅଫର୍‌ ବିଷୟରେ

ନୂଆଦିଲ୍ଲୀ: ଖ୍ରୀଷ୍ଟ୍‌ମାସ୍‌ର ଦିନକ ପୂର୍ବରୁ BSNL ଏହାର ଗ୍ରାହକମାନଙ୍କୁ ଖ୍ରୀଷ୍ଟ୍‌ମାସ୍‌ ଗିଫ୍ଟ ଭାବେ ନୂଆ ଆକର୍ଷଣୀୟ ଉପହାର ଦେଇଛି। ୧,୯୯୯ ଟଙ୍କାର ପ୍ଲାନ୍‌କୁ ରିଭାଇଜ୍‌ କରାଯାଇ କମ୍ପାନୀ ପକ୍ଷରୁ ଏହାର ଭାଲିଡିଟି(ବୈଧତା)କୁ ୬୦ ଦିନ ଯାଏ ବୃଦ୍ଧି କରାଯାଇଛି। ଏବେ ଏହି ପ୍ଲାନ୍‌ ୩୬୫ ଦିନ ବଦଳରେ ୪୨୫ ଦିନର ବମ୍ପର୍‌ ଭାଲିଡିଟି ମିଳିବ। ଏହାସହ ଗ୍ରାହକଙ୍କୁ ୧୨୭୫ ଜିବି ଇଣ୍ଟରନେଟ୍‌ ଡାଟା ମଧ୍ୟ ମିଳିବ। ଖାଲି ଏତିକି ନୁହେଁ ଏହି ପ୍ଲାନ୍‌କୁ ସବ୍‌ସ୍କ୍ରାଇବ୍‌ କରିଥିବା ୟୁଜର୍ସଙ୍କୁ […]

  • Wednesday, 21 July 2021
operation theatre
ପୁଣିଥରେ ଜୀବନ ଫେରି ପାଇବେ ମୃତ ବ୍ୟକ୍ତି ! ଡାକ୍ତର କଲେ ଏମିତି ଦାବି...

ନୂଆଦିଲ୍ଲୀ: ମରି ଯାଇଥିବା ଲୋକ ପୁଣିଥରେ ଜୀବନ ଫେରି ପାଇପାରିବେ ! ଏସମ୍ପର୍କରେ ଭାବିବା ତ ଦୂରର କଥା।   କେହି କହିଲେ ବି ବିଶ୍ୱାସ କରିହେବନି । କିନ୍ତୁ ଡାକ୍ତର ଏମିତି ଦାବି କରିଛନ୍ତି। ସତରେ କ’ଣ ଏହା ସମ୍ଭବପର ହୋଇପାରିବ ? ମେଡିକାଲ୍‌ ସାଇନ୍ସରେ ଅନ୍ୟ ଅଙ୍ଗ ଭଳି ହେଡ୍‌ ଟ୍ରାନ୍ସପ୍ଲାଣ୍ଟ୍‌ କ’ଣ ସମ୍ଭବପର ହୋଇପାରିବ ? ଯାହା ଫଳରେ ମୃତ ବ୍ୟକ୍ତି ପୁଣିଥରେ ଜୀବନ ଫେରି ପାଇପାରିବେ। ବ୍ରିଟେନ୍‌ର ଜଣେ ପୂର୍ବତନ ନ୍ୟୁରୋସର୍ଜନ ଓ […]

  • Wednesday, 21 July 2021
horse 11
ଘୋଡ଼ାର ଦାମ୍‌ ୧୦ କୋଟି

ନୂଆଦିଲ୍ଲୀ: ଆମେ ଆଜି ଆପଣଙ୍କୁ ଏମିତି ଏକ ଘୋଡ଼ା ବିଷୟରେ କହିବୁ ଯାହାର ଦାମ୍‌, ଖାଦ୍ୟପେୟ ଆଦି ବିଷୟରେ ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। ଏହା ଏମିତି ଏକ ଘୋଡ଼ା, ଯାହା ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ସ୍ୱପ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହି ଘୋଡ଼ାର ଦାମ୍‌ ଏତେ ଯେ ଏହି ମୂଲ୍ୟରେ ଆପଣ ଦାମୀ କାର୍‌ ମଧ୍ୟ କିଣିପାରିବେ। ଦାମ୍‌ ଯେମିତି ଘୋଡ଼ାର ନାଁ ସେମିତି ବି ରଖାଯାଇଛି। ଏହାର ନାଁ ‘ଶାନ୍‌’। ଘୋଡ଼ାର ମାଲିକଙ୍କ […]

  • Wednesday, 21 July 2021
headphone
ଏଣିକି ସୂର୍ଯ୍ୟଙ୍କ କିରଣରେ ଚାର୍ଜ ହେବ ହେଡ୍‌ଫୋନ୍‌

ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ନୂଆ ନୂଆ ଟେକ୍ନୋଲୋଜି ସାମ୍ନାକୁ ଆସିବା ସହ ଏଥିରେ କିଛି ପରିବର୍ତ୍ତନ ମଧ୍ୟ ହେଉଛି। ସାଧାରଣତଃ ଆମେ ପର୍ସନାଲ୍‌ କମ୍ପ୍ୟୁଟର୍‌, ମୋବାଇଲ୍‌ ଫୋନ୍‌ର ଟେକ୍ନୋଲୋଜିରେ ପରିବର୍ତ୍ତନ ଦେଖିବାକୁ ପାଇଥାଉ ହେଲେ ଏବେ ହେଡ୍‌ଫୋନ୍‌ରେ ପରିବର୍ତ୍ତନ ଦେଖିବାକୁ ମିଳିବ। ଅର୍ଥାତ୍‌ ଖୁବ୍‌ ଶୀଘ୍ର ସୂର୍ଯ୍ୟଙ୍କ କିରଣରେ ଚାର୍ଜ ହୋଇପାରୁଥିବା ଏକ ହେଡ୍‌ଫୋନ୍‌ ଲଞ୍ଚ ହେବାକୁ ଯାଉଛି। ନୂଆ ଟେକ୍ନୋଲୋଜି ଉପରେ ଆଧାରିତ ଏହି ହେଡ୍‌ଫୋନ୍‌କୁ  JBL କମ୍ପାନୀ ପକ୍ଷରୁ ଲଞ୍ଚ କରାଯିବ। ମିଳିଥିବା ସୂଚନା […]

  • Wednesday, 21 July 2021
Matthew Lepre
ଫଟୋଗ୍ରାଫରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ମାସକୁ ଦରମା ୨୬ ଲକ୍ଷ

ନୂଆଦିଲ୍ଲୀ: ଦେଶ-ଦୁନିଆର ଅନେକ ସ୍ଥାନରେ ଯୁବକମାନେ ରୋଜଗାର ପାଇଁ ଏଠିସେଠି ଘୂରି ବୁଲୁଛନ୍ତି। ସେମାନଙ୍କ ପାଖରେ ଭଲ ଡିଗ୍ରୀ ଓ ଦକ୍ଷତା ଥାଇ ମଧ୍ୟ ସେମାନଙ୍କୁ କୌଣସି ଚାକିରି ମିଳୁନାହିଁ। ଏଭଳି ସ୍ଥିତିରେ ଏବେ ଜଣେ କୋଟିପତି ବିଜ୍‌ନେସ୍‌ ମ୍ୟାନ୍‌ ଏମିତି ଏକ ଚାକିରି ଅଫର୍‌ ଦେଇଛନ୍ତି ଯେଉଁଥିରେ ଆପଣ ମାସକୁ ୨୬ ଲକ୍ଷ ଟଙ୍କା ଆୟ କରିପାରିବେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଯାହାକି ଏକ ସୁବର୍ଣ୍ଣ ସୁଯୋଗ ବୋଲି ମଧ୍ୟ କୁହାଯାଉଛି। […]

  • Wednesday, 21 July 2021
forbes list
ବଲିଉଡ୍‌ ଷ୍ଟାର୍‌ଙ୍କୁ ପଛରେ ପକାଇ ନମ୍ବର ୱାନ୍‌ ହେଲେ ବିରାଟ୍‌

ନୂଆଦିଲ୍ଲୀ: ଲୋକପ୍ରିୟ ମାଗାଜିନ୍ ଫୋର୍ବସ ପକ୍ଷରୁ ଭାରତର ସେଲେବ୍ରିଟିଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଖିଲାଡି ଷ୍ଟାର ଅକ୍ଷୟ କୁମାର ଦୁଇ ନମ୍ବର ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ୨୦୧୬ରୁ ତାଲିକାର ଶୀର୍ଷରେ ଥିବା ବଲିଉଡ୍‌ ଭାଇଜାନ୍‌ ସଲମାନ ଖାନ୍ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ସେଲେବ୍ରିଟି ମାନଙ୍କ ବାର୍ଷିକ ଆୟ ଓ ଲୋକପ୍ରିୟତାକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି। ସମସ୍ତଙ୍କ […]

  • Wednesday, 21 July 2021
monkey
ଜଙ୍ଗଲରେ କେକ୍‌ କାଟି ଜନ୍ମଦିନ ପାଳୁଥିଲେ, ପଛରୁ ଆସିଗଲା ମାଙ୍କଡ଼, ତା’ପରେ....

ନୂଆଦିଲ୍ଲୀ: ମାଙ୍କଡ଼ ଏମିତି ଏକ ପଶୁ, ଯିଏକି ଅନ୍ୟ ପଶୁଙ୍କ ଠାରୁ ବୁଦ୍ଧିମାନ ବୋଲି କୁହାଯାଏ। ମାଙ୍କଡ଼ ମଣିଷର ନକଲ କରିବାରେ ପୂରାପୂରି ମାହିର। ତାହା କପଡ଼ା ଧୋଇବା ହେଉ ଅବା ବୋତଲରେ ପାଣି ପିଇବା ଇତ୍ୟାଦି। ମଣିଷକୁ ଦେଖିଲେ ମାଙ୍କଡ଼ ସବୁକିଛି ନକଲ କରିଥାଏ। ତେବେ ମାଙ୍କଡ଼ମାନେ ଜିନିଷ ଚୋରି କରି ଦୌଡ଼ି ପଳାଇବାରେ ବି ମାହିର। ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଜଣେ ଯୁବକ ଜନ୍ମଦିନ ପାଳିବା […]

  • Wednesday, 21 July 2021
odisha
ରହସ୍ୟମୟ ଗୁମ୍ଫାରେ ରହିଛି ଏମିତି ଜିନିଷ, ଯାହା ଜାଣିଲେ ଆପଣ ବି ଆଚମ୍ବିତ ହେବେ

ସୁନ୍ଦରଗଡ଼: ଦୁନିଆରେ ଏମିତି ବହୁତ ଜିନିଷ ଅଛି ଯାହା ଏବେବି ରହସ୍ୟମୟ ହୋଇ ରହିଛି। ତେବେ ଓଡ଼ିଶାରେ ଏମିତି ଏକ ରହସ୍ୟମୟ ଗୁମ୍ଫା ଅଛି ଯାହା ବିଷୟରେ ହୁଏତ ଆପଣ ଜାଣିନଥିବେ। ଏହି ଗୁମ୍ପାଟି ପ୍ରକୃତିର ଆଶ୍ଚର୍ଯ୍ୟ କହିଲେ କିଛି କମ୍ ହେବ ନାହିଁ। ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ଗୁମ୍ଫା ରାସ୍ତାର ତଳକୁ ଏକ ଗଭୀର କୂପ ଭଲି ଖାଲରେ ରହିଛି। ଏହି ଗୁମ୍ଫାର ପ୍ରବେଶ ଦ୍ୱାର ସଂକୀର୍ଣ୍ଣ ହୋଇଥିଲେ ମଧ୍ୟ ଭିତରକୁ ପଶିଲା […]

  • Wednesday, 21 July 2021
online
ଚୋରକୁ ଏମିତି ପାନେ ଦେଲେ ମହିଳା

କୋଲୋରାଡୋ: ଯେତେବେଳେ ଆମେ ଅନ୍‌ଲାଇନ୍‌ରେ କିଛି ଅର୍ଡର କରିଥାଉ ଏହାକୁ ଡେଲିଭରି ମ୍ୟାନ୍‌ ପ୍ରାୟତଃ ଘର ବାହାରେ ରଖି ଦେଇ ପଳାଇଥାନ୍ତି। ଯାହା ଫଳରେ ଏହା ଚୋରି ହୋଇଯାଇଥାଏ। ଆମେରିକାର ଜଣେ ମହିଳାଙ୍କ ସହ ଏମିତି କିଛି ଘଟଣା ବାରମ୍ବାର ଘଟିବା ଫଳରେ ଶେଷରେ ସେ ଚୋରକୁ ବୁଦ୍ଧି ଶିଖାଇବା ପାଇଁ ଏମିତି ବାଟ ବାହାର କରିଲେ ଯାହା ଆପଣଙ୍କୁ ଅଜବ ଲାଗିବ। ସୂଚନା ଅନୁସାରେ, ଆମେରିକାର କୋଲୋରାଡୋରେ ରହୁଥିବା ଜଣେ ମହିଳାଙ୍କ ଅନ୍‌ଲାଇନ୍‌ରେ ସଫିଂ କରିବା […]

  • Wednesday, 21 July 2021
train
ବିନା ଟଙ୍କାରେ ଏମିତି ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌

ନୂଆଦିଲ୍ଲୀ: ଏମିତି ଅନେକ ଥର ଦେଖିବାକୁ ମିଳିଛି ଟ୍ରେନ୍‌ରେ ଆମ୍ଭେମାନେ କୌଣସି ସ୍ଥାନକୁ ଯିବାପାଇଁ ଚାହୁଁ ହେଲେ ଟିକେଟ୍‌ ବୁକ୍‌ କରିବା ପାଇଁ ଆବଶ୍ୟକ ଟଙ୍କା ନ ଥିବା ଯୋଗୁ ଯାତ୍ରାକୁ ବାତିଲ୍‌ କରିଦେଇଥାଉ।  ଏଥିପାଇଁ ଏବେ ଆପଣଙ୍କୁ ଆଉ ଆଦୌ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣ IRCTC ଏବେ ଏମିତି ଏକ ସୁବିଧା ଆରମ୍ଭ କରିଛି ଯେଉଁଥିରେ ଆପଣ ବିନା ଟଙ୍କାରେ ଟିକେଟ୍‌ ବୁକ୍‌ କରି ଯାତ୍ରା କରିପାରିବେ। IRCTC ପକ୍ଷରୁ ଆରମ୍ଭ ହୋଇଥିବା […]

  • Wednesday, 21 July 2021
mobile charge
ଚାର୍ଜିଂ ପଏଣ୍ଟରୁ ଡାଟା ଚୋରି !

ନୂଆଦିଲ୍ଲୀ: ପବ୍ଲିକ୍‌ ମୋବାଇଲ୍‌ ଫୋନ୍‌ ଚାର୍ଜିଂ ପଏଣ୍ଟରେ ମୋବାଇଲ୍‌ ଚାର୍ଜ କରୁଛନ୍ତି କି ? ତା’ହେଲେ ସାବଧାନ ହୋଇଯାଆନ୍ତୁ। ନ ହେଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। କାରଣ ଏବେ ପବ୍ଲିକ୍‌ ମୋବାଇଲ ଫୋନ୍ ଚାର୍ଜିଂ ପଏଣ୍ଟରେ ଗୁପ୍ତ ତଥ୍ୟ ଚୋରି ହେଉଥିବା ଅଭିଯୋଗ ହୋଇଛି। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଦିଲ୍ଲୀରେ ଜଣେ ଯୁବକ ପବ୍ଲିକ୍‌ ମୋବାଇଲ୍‌ ଫୋନ୍‌ ଚାର୍ଜିଂ ପଏଣ୍ଟରେ ମୋବାଇଲ ଫୋନ ଚାର୍ଜ କରିବା ପରେ ତାଙ୍କ ବ୍ୟାଙ୍କ ଖାତାରୁ […]

  • Wednesday, 21 July 2021
talking on phone
ବିନା ନେଟ୍‌ୱର୍କରେ ବି କରିପାରିବେ ଫୋନ୍‌ କଲ୍‌

ନୂଆଦିଲ୍ଲୀ: ସାଧାରଣତଃ ମୋବାଇଲ୍‌ରେ ନେଟ୍‌ୱର୍କ ନ ଥିଲେ ଆମେ କୌଣସି ସ୍ଥାନକୁ କଲ୍‌ କରି ପାରିନଥାଉ। ହେଲେ ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। ଏଣିକି ମୋବାଇଲ୍‌ରେ ନେଟ୍‌ୱର୍କ ନ ଥିଲେ ବି ଆପଣ କଲ୍‌ କରିପାରିବେ। ଭାରତରେ ଏପରି କିଛି ସର୍ଭିସ୍‌ ଲଞ୍ଚ୍‌ ହେବାକୁ ଯାଉଛି, ଯେଉଁଥିରେ ଉପଭୋକ୍ତାମାନେ ମୋବାଇଲ୍‌ରେ ନେଟ୍‌ୱର୍କ ନ ଥିଲେ WiFiରେ କଲ୍ କରିପାରିବେ। ଏୟାରଟେଲ୍‌ ଏହାର ଗ୍ରାହକଙ୍କ ପାଇଁ ଏହି ଖୁସି ଖବର ଆଣିଛି। ମିଳିଥିବା ସୂଚନା […]

  • Wednesday, 21 July 2021
phone
ଡିସେମ୍ବର ୧ରୁ ମହଙ୍ଗା ହୋଇପାରେ ମୋବାଇଲ୍‌ରେ କଥା ହେବା

ନୂଆଦିଲ୍ଲୀ: ଏଣିକି ମୋବାଇଲ୍‌ରେ କଥା ହେବା, ଇଣ୍ଟରନେଟ୍‌ ବ୍ୟବହାର କରିବା ମହଙ୍ଗା ହୋଇପାରେ। ଚଳିତ ବର୍ଷ ଡିସେମ୍ବର ୧ରୁ ଗ୍ରାହକଙ୍କୁ ଫୋନ୍‌ କଲ୍ ସହ ଇଣ୍ଟରନେଟ୍‌ ବ୍ୟବହାର କରିବା ମହଙ୍ଗା ପଡ଼ିପାରେ। କାରଣ ଭୋଡାଫୋନ୍‌, ଆଇଡିଆ, ଏୟାରଟେଲ୍‌ ସେମାନଙ୍କର Tariff ପ୍ଲାନ୍‌ ଡିସେମ୍ବର ୧ରୁ ବୃଦ୍ଧି କରିବା ନେଇ ଯୋଜନା ଚଳାଇଛନ୍ତି। ପୂର୍ବରୁ ଏହି ଟେଲିକମ୍‌ କମ୍ପାନୀ Tariff ପ୍ଲାନ୍‌ ବୃଦ୍ଧି ନେଇ ଘୋଷଣା କରି ସାରିଛନ୍ତି। Adjusted Gross Revenue (AGR)ର ବକେୟାକୁ ପୂରଣ କରିବା […]

  • Wednesday, 21 July 2021
vlcsnap-error640
ଦର୍ଶକଙ୍କ ହୃଦୟ ଜିତିଥିବା ଏହି ଅଭିନେତା ଏବେ କରୁଛନ୍ତି ଗୋପାଳନ

ଅନୁଗୁଳ(ବିରଜା ଦାଶ): ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟ ଜିତି ପାରିଥିବା ଓଲିଉଡ୍‌ ଅଭିନେତା ଅଶୋକ ଦାସ ଆଜି ଜଣେ ସଫଳ ଦୁଗ୍ଧ ଚାଷୀ। ବଳିଷ୍ଠ ଅଭିନୟ ଜରିଆରେ ସେ ଅଭିନୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅଭିନୟ ଓ ଗୋପାଳନକୁ ନିଶାରୂପେ ଗ୍ରହଣ କରିଥିବା ଅଶୋକଙ୍କ ଗୋପାଳନ ଯେ ପରବର୍ତ୍ତୀ ମୁହୂର୍ତ୍ତରେ ପେଶା ହୋଇଯିବ ତାହା ସେ ବି ଜାଣି ନ ଥିଲେ। ୧୯୮୬-୮୭ରେ ମାତ୍ର କେତୋଟି ଗାଈକୁ ନେଇ ଅଶୋକ, ଅନୁଗୁଳ […]

  • Wednesday, 21 July 2021
odisha
ବେଲ୍‌ ବାଜିଲେ, ପାଣି ପିଇବେ ପିଲା

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଜଳ ହିଁ ଜୀବନ। ଜଳ ଶରୀରର ହଜମ କ୍ରିୟା, ଅବଶୋଷଣ, ସଂଚାଳନ, ଶରୀରର ତାପମାତ୍ରା ନିୟନ୍ତ୍ରଣ, ନିର୍ଜଳୀକରଣ ଜନିତ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରେ। ତେଣୁ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ଦିନ ଯଥେଷ୍ଟ ପାଣି ପିଇବା ଉଚିତ୍‌। ଦେଖାଯାଏ, ବିଶେଷକରି ପିଲାମାନେ ଶରୀରର ଆବଶ୍ୟକତା ଅନୁଯାୟୀ ପାଣି ନ ପିଇବା ଫଳରେ ନାନା ପ୍ରକାର ରୋଗର ଶିକାର ହୋଇଥାନ୍ତି। ଏସବୁକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ପାଣି ପିଇବା ପ୍ରତି ସଚେତନ କରିବାକୁ ଆଜିଠାରୁ […]

  • Wednesday, 21 July 2021
odisha
ବିଶ୍ୱ ରେକର୍ଡ କଲେ ଓଡ଼ିଆ ଯବାନ

ଯାଜପୁର: ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରି ବିଶ୍ୱ ରେକର୍ଡ କଲେ ଓଡ଼ିଆ ଯବାନ ସଂଗ୍ରାମ କେଶରୀ ଜେନା। ଭାରତୀୟ ସେନାର ସିଗ୍ନାଲ ବିଭାଗର ଡେୟାର ଡେଭିଲ୍‌ ଟିମ୍‌ରେ ସାମିଲ ହୋଇ ସେ ଏହି  ବିଶ୍ୱ ରେକର୍ଡ କରିଛନ୍ତି। ନିକଟରେ ଜବଲପୁରରେ ଆୟୋଜିତ ଏକ ଡେୟାର ଡେଭିଲ୍‌ ଶୋ’ ରେ ଭାଗ ନେଇ ସଂଗ୍ରାମ ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ତାଙ୍କର ଏହି ସଫଳତା ଖାଲି ଓଡ଼ିଶା ନୁହେଁ ଦେଶ ପାଇଁ ଗୌରବ ଆଣିଛି। ସଂଗ୍ରାମ, ବୁଲେଟ […]

  • Wednesday, 21 July 2021
mars
ମଙ୍ଗଳରେ ମିଳିଲା ‘ଡେଡ୍‌ ବଡ଼ି’, ବୈଜ୍ଞାନିକ କଲେ ଏମିତି ଦାବି...

ନ୍ୟୁୟର୍କ: ମଙ୍ଗଳ ଗ୍ରହରେ ଜୀବ ସତ୍ତା ଅଛି ନା ନାହିଁ ? ଏହାକୁ ନେଇ ଅନେକ ରିସର୍ଚ୍ଚ ହେବାସହ ବହୁ ଲୋକ ବହୁ କଥା ଦାବି କରିଛନ୍ତି। ଏବେ ପୁଣି ସାମ୍ନାକୁ ଏପରି ଏକ ଘଟଣା ଆସିଛି ଯାହାକୁ ନେଇ ପୁଣିଥରେ ମଙ୍ଗଳ ଗ୍ରହରେ ଜୀବ ସତ୍ତାକୁ ନେଇ ପ୍ରଶ୍ନ ଉଠିଛି। ଆମେରିକାର ବୈଜ୍ଞାନିକଙ୍କୁ ମଙ୍ଗଳ ଗ୍ରହରେ ‘ଡେଡ୍‌ ବଡି’ ମିଳିଛି। ଏହାର ମୁଣ୍ଡ, ଶରୀର ଓ ପାଦ ରହିଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା […]

  • Wednesday, 21 July 2021
pay tm
Paytm ୟୁଜର୍ସଙ୍କ ପାଇଁ ବଡ଼ ଖବର ! ଆପଣଙ୍କର ଏହି ଛୋଟ ଭୁଲ୍‌ ପାଇଁ ଖାଲି ହୋଇପାରେ ବ୍ୟାଙ୍କ୍‌ ଖାତା

ନୂଆଦିଲ୍ଲୀ: ଆଜିକାଲି ଲୋକଙ୍କୁ ବିଭିନ୍ନ ଅଫର୍‌, କ୍ୟାସ୍‌ବ୍ୟାକ୍‌ ଇତ୍ୟାଦିର ଲୋଭ ଦେଖାଇ ଲୋକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସହ ଜଡ଼ିତ ସମସ୍ତ ତଥ୍ୟ ଚୋରି କରୁଛନ୍ତି କିଛି ଠକ। ଠକାମିର ଶିକାର ହେଉଥିବା ଲୋକେ ଏସବୁ ଜାଣିବା ପରେ ସେମାନଙ୍କ ପାଖରେ ଆଉ କୌଣସି ବାଟ ନ ଥାଏ କିଛି ପଦକ୍ଷେପ ନେବା ପାଇଁ। ଯଦି ଆପଣ Paytm ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ। କାହିଁକି ନା ଆଜିକାଲି Paytmକୁ […]

  • Wednesday, 21 July 2021
railway
ମାଟ୍ରିକ୍‌ ପାସ୍‌ ପିଲାଙ୍କ ପାଇଁ ରେଲ୍‌ୱେରେ ଚାକିରି ଅଫର୍‌, ହେବନି କୌଣସି ପରୀକ୍ଷା

ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ। ସାଉଥ୍‌ ସେଣ୍ଟ୍ରାଲ୍‌ ରେଲ୍‌ୱେ ୪୧୦୩ ପଦ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଏହି ପଦ ପାଇଁ ୧୦ମ ପାସ୍‌ କରିଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ। ନଭେମ୍ବର ୯ ତାରିଖରୁ ଆବେଦନ ପକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଡିସେମ୍ବର […]

  • Wednesday, 21 July 2021
odisha
‘ଓଡ଼ିଆ ଲୋକଙ୍କ ପାଇଁ ମାଗଣାରେ ଗାଇବି’

କଟକ: ଜମୁଛି ଐତିହାସିକ କଟକ ବାଲିଯାତ୍ରା। ଯାତ୍ରା ବୁଲିବା ସହ ଖାଦ୍ୟର ମଜା ନେଉଛନ୍ତି ଲୋକେ। ଦିନକୁ ଦିନ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଗତକାଲି ସନ୍ଧ୍ୟା ଥିଲା ଭରପୁର୍‌ ଏଣ୍ଟରଟେନ୍‌ମେଣ୍ଟ। କାରଣ ମଞ୍ଚ ଉପରେ ଥିଲେ ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଦଲେର୍‌ ମେହେନ୍ଦୀ। ଗଣକବି ବୈଷ୍ଣବ ପାଣି ମଞ୍ଚରେ ଦୀର୍ଘ ୨ ଘଣ୍ଟା ଧରି ଗୋଟିଏ ପରେ ଗୋଟିଏ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିତିଥିଲେ ଦଲେର୍‌। ଆଉ ଗୀତର ତାଳେତାଳେ ଝୁମିଥିଲେ ଦର୍ଶକ। […]

  • Wednesday, 21 July 2021
pearl
କେବଳ ସମୁଦ୍ର ନୁହେଁ, ପୋଖରୀରୁ ବି ଉତ୍ପାଦନ ହୋଇପାରିବ ମୁକ୍ତା

ଜଳେଶ୍ୱର: ମୁକ୍ତା କେବଳ ସମୁଦ୍ରରୁ ନୁହେଁ, ପୋଖରୀରୁ ମଧ୍ୟ ଉତ୍ପାଦନ କରିବା ସମ୍ଭବ। କଥାଟି ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କଠିନ ପରିଶ୍ରମ ଓ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ପୋଖରୀରୁ ମୁକ୍ତା ଉତ୍ପାଦନ କରୁଛନ୍ତି ବାଲେଶ୍ୱର ଜିଲ୍ଲା ଗୁନାପୁର ଗାଁର ଅରୁଣ ଓ ଜଗନ୍ନାଥ। ଉଭୟ ପୋଖରୀରେ ମୁକ୍ତା ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ପ୍ରଥମେ ଏମାନେ ଗୁଜୁରାଟରୁ ୪୫ […]

  • Wednesday, 21 July 2021
Turkmenistan 4
ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

ନୂଆଦିଲ୍ଲୀ: ଆମେ ଯେଉଁଠି ରହୁ ସେହି ସ୍ଥାନକୁ ହିଁ ଆମେ ଆମର ଦୁନିଆ ଓ ସଂସାର ବୋଲି ଭାବି ନେଉ। ହେଲେ  ଦୁନିଆ ଖାଲି ସେତିକିରେ ସୀମିତ ନୁହେଁ । ହେଲେ ଆମେ ଏଠି ଆପଣଙ୍କୁ ଦୁନିଆ ନୁହେଁ, ନର୍କର ପ୍ରବେଶ ପଥ ବିଷୟରେ କହିବାକୁ ଯାଉଛୁ। ହଁ, ଲୋକେ ଏହାକୁ ନର୍କର ପ୍ରବେଶ ପଥ ବୋଲି ଭାବି ନେଇଛନ୍ତି।  ନର୍କର ଏହି ପ୍ରବେଶ ପଥରେ ଏକ ବହୁତ ବଡ଼ ଗାତ ଅଛି, ଯେଉଁଠି ଦୀର୍ଘ ୪୭ […]

  • Wednesday, 21 July 2021
monkey 22
ମାଙ୍କଡ଼ କଲା ଅନ୍‌ଲାଇନ୍‌ ସପିଂ !

ବେଜିଂ: ଆଜିକାଲି ଅନ୍‌ଲାଇନ୍‌ ସପିଂ କରିବା ଏକ ସାଧାରଣ କଥା ହୋଇଗଲାଣି, ଯାହାକୁ ଦେଖ ସିଏ ଅନ୍‌ଲାଇନ୍‌ରେ ସପିଂ କରୁଛନ୍ତି। ହେଲେ ଆପଣ କେବେ ଶୁଣିଛନ୍ତି କି ମାଙ୍କଡ଼ମାନେ ଅନ୍‌ଲାଇନ୍‌ରେ ସପିଂ କରିବା ? କଥାଟା ଶୁଣିକି ଅଜବ ଲାଗୁଥିଲେ ବି ଏମିତି କିଛି ଘଟଣା ଘଟିଛି ଚୀନ୍‌ରେ। ଯାହା ଜାଣିଲେ ଆପଣ ବି ଆଚମ୍ବିତ ହୋଇ କହିବେ ଏମିତି କେମିତି ହୋଇପାରିଲା ? ଚୀନ୍‌ର ଜିଙ୍ଗସୁ ପ୍ରଦେଶ ସ୍ଥିତ ୟାଙ୍ଗ୍‌ଚେଙ୍ଗ୍‌ ଚିଡ଼ିଆଖାନାରେ ଏହି ଅଜବ ଘଟଣା […]

  • Wednesday, 21 July 2021
vase
୯୦ ଟଙ୍କାରେ କିଣିଥିବା ଫୁଲଦାନୀକୁ ବିକିଲେ ୪.୪୮ କୋଟି ଟଙ୍କାରେ

ଲଣ୍ଡନ: କଥାରେ ଅଛି ଭଗବାନ ଯେତେବେଳେ ଦେଇଥାନ୍ତି ସେତେବେଳେ ଛପର ଫାଡ଼ି ଦେଇଥାନ୍ତି। ଏମିତିରେ ବି ଅନେକ ସମୟରେ ଆମେ କିଛି ଜିନିଷ ବିଷୟରେ ଭଲ ଭାବରେ ନ ଜାଣି ମଧ୍ୟ ଏହାକୁ ସାଧାରଣ ଭାବି କିଣି ଦେଇଥାଉ। ହେଲେ ପରେ ସେସମ୍ପର୍କରେ ଯେତେବେଳେ ଜାଣିଥାଉ ତାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଏମିତି କିଛି ଘଟଣା ଘଟିଛି ଲଣ୍ଡନରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ। ସୂଚନା ଅନୁସାରେ, ଏହି ବ୍ୟକ୍ତି ଜଣକ ଏକ ନିଲାମୀରେ ମାତ୍ର ୯୦ […]

  • Wednesday, 21 July 2021