• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

akshaya-tritiya-....
ଅକ୍ଷୟ ତୃତୀୟାରେ ଦାନ କରନ୍ତୁ, ପୁଣ୍ୟ ଜନ୍ମ ଜନ୍ମାନ୍ତର ପାଇଁ ସାଇତି ରଖନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ପଡେ ଅକ୍ଷୟ ତୃତୀୟା। ଅକ୍ଷୟର ଅର୍ଥ ଯାହା କ୍ଷୟ ହୁଏ ନାହିଁ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏକ ପବିତ୍ର ଦିନ। ଏହି ଦିନ ସୂର୍ଯ୍ୟ ଏବଂ ଚନ୍ଦ୍ର ଉଭୟ ଉଚ୍ଚ ରାଶିରେ ଅବସ୍ଥାପିତ କରନ୍ତି। ତେଣୁ ପ୍ରତ୍ୟେକ ଶୁଭ କାମର ଅନୁକୂଳ ଏହି ଦିନ କରାଗଲେ ତାହା ଦୀର୍ଘସ୍ଥାୟୀ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ପବିତ୍ର ରଥଯାତ୍ରା ପାଇଁ ଏହିଦିନ ରଥକାଠ ଅନୁକୂଳ କରାଯାଏ। ଶାସ୍ତ୍ର ଅନୁସାରେ, ସତ୍ୟ […]

  • Wednesday, 21 July 2021
gadi-6..
କ୍ଷୁଦ୍ର ବ୍ୟବସାୟୀଙ୍କ ପେଟରେ ଲାତ ମାରିଲା ‘ଫୋନି’  

ଭୁବନେଶ୍ୱର:  ହଜାର ହଜାର କ୍ଷୁଦ୍ର ବ୍ୟବସାୟୀଙ୍କ ପେଟପାଟଣା ଉପରେ ବି ଲାତ ମାରିଛି  ଫୋନି । ବ୍ୟବସାୟ ଠପ୍‌ ହୋଇଯାଇଥିବା ବେଳେ ଘରଦ୍ୱାର କିପରି ସମ୍ଭାଳିବେ ସେ ଚିନ୍ତା ଘାରିଛି। ବାତ୍ୟାରେ କାହାର ଦୋକାନ ଘର ଭାଙ୍ଗିଯାଇଛି, ତ ଆଉ କାହାର ଛପର ଉଡ଼ିଯାଇଛି। ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ସାମଗ୍ରୀ। ଏବେ ବିଜୁଳି ଓ ପାଣି ଅଭାବରୁ ବି ଅନେକ ବ୍ୟବସାୟ ପୁଣି ଥରେ ଆରମ୍ଭ କରିବାକୁ ଚାହୁଁଥିଲେ ବି ନିରୂପାୟ । […]

  • Wednesday, 21 July 2021
pack-2.
‘ଫୋନି’ର କୋପ: ଧ୍ୱଂସାବଶେଷ ତଳୁ ଖୋଜା ଚାଲିଛି ବଞ୍ଚିବାର ରାହା

ବ୍ରହ୍ମଗିରି: ‘ଫୋନି’ର ଲ୍ୟାଣ୍ଡଫଲ୍‌ ପରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ପୁରୀ ଜିଲା ବାସିନ୍ଦା। ବାତ୍ୟା, ବିଭୀଷିକା ଆଉ ତା ପରର ଦୁର୍ଦ୍ଦଶା ଜିଲାବାସୀଙ୍କୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି। ଏହି ଜିଲ୍ଲା ଅଧୀନ ବ୍ରହ୍ମଗିରି ବ୍ଲକର ରେବଣାନୂଆଗାଁ, ତଳମାଳ ଓ ଆଳିଆପୁଟ ବାତ୍ୟାର କୋପରେ ହୋଇଛି ସମ୍ପୂର୍ଣ୍ଣ ଧରାଶାୟୀ। ପ୍ରଳୟଙ୍କରୀ ବାତ୍ୟା ଉଡ଼ାଇନେଇଛି ଭବିଷ୍ୟତ। ଅନ୍ଧକାର ଭିତରକୁ ଠେଲି ଦେଇଛି ଜୀବନ। ମାଟିରେ ମିଶିଯାଇଛି ଚାଳ, ଚୁଲି, ଉଜୁଡିଯାଇଛି ଚାଷ, ବାସ। କାଳରୂପୀ ବାତ୍ୟା ଫୋନିରେ […]

  • Wednesday, 21 July 2021
rail
‘ଫୋନି’ ଯୋଗୁ ଟ୍ରେନ୍‌ ଓ ବିମାନସେବା ପ୍ରଭାବିତ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯୋଗୁ ଟ୍ରେନ୍‌ ଓ ବିମାନସେବା ପ୍ରଭାବିତ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ କ୍ଷତିଗ୍ରସ୍ତ ଟ୍ରାକ୍ ସଜାଡ଼ି ଭାଇଜାଗ୍-ଭଦ୍ରକ ରୁଟ୍‌ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି। ଅନ୍ୟପକ୍ଷେ, ରନ୍‌ୱେ ସଫା କରାଯିବା ସହ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ଟାଓ୍ୱାର ମରାମତି ହେବା ପରେ ଧୀରେ ଧୀରେ ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଉଡ଼ାଣ ସ୍ୱାଭାବିକ ହେଉଛି। ସେହିପରି ‘ଫୋନି’ ଯୋଗୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଟ୍ରେନ୍ ସେବା ଠପ୍ ହୋଇଥିବା ବେଳେ ଭୁବନେଶ୍ୱରରୁ […]

  • Wednesday, 21 July 2021
8
ପାଖେଇ ଆସୁଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଲାଗିଛି ଘମାଘୋଟ ଲଢ଼େଇ

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି। ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସି ୩ଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କୁ ସିଧା ଟାର୍ଗେଟ୍ କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ମାରାଥନ ପ୍ରଚାର କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଂଜରୁ ପ୍ରଚାର ଆରମ୍ଭ କରି ଜଗତସିଂହପୁରରେ ସାରିଛନ୍ତି। ସେହିପରି କଂଗ୍ରେସ୍ ପାଇଁ ଆଜି […]

  • Wednesday, 21 July 2021
7
ଓଡ଼ିଶାରେ ବାବୁମାନେ ଶାସନ ଚଳାଉଛନ୍ତି: ଶାହ

ଭୁବନେଶ୍ୱର: ଓଡ଼ିଶାରେ ନବୀନ ପଟ୍ଟନାୟକ ଶାସନ ଚଳାଉ ନାହାନ୍ତି। ଏଠାରେ ତଥାକଥିତ ବାବୁ ମାନେ ହିଁ ଶାସନ ଚଳାଉଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚୁନାହିଁ। ଏଭଳି ସ୍ଥିତିରେ ରାଜ୍ୟରେ ଦୁର୍ନୀତିର ସ୍ତର ଚରମ ସୀମାରେ ପହଞ୍ଚି ସାରିଲାଣି। ଏଭଳି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହ। ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଶାହ କହିଛନ୍ତି, ଏଠି ଓଡ଼ିଶାରେ ଲୋକତାନ୍ତ୍ରିକ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ନିର୍ବାଚିତ ପ୍ରତିନିଧିମାନଙ୍କୁ କୋଣଠେସା କରି ବାବୁମାନେ […]

  • Wednesday, 21 July 2021
2
ଛିଣ୍ଡୁନି ହାର୍‌ଜିତ୍‌ର ଅଙ୍କ କଷା

ଭୁବନେଶ୍ୱର( ହରିହର ଚାନ୍ଦ/ ଅର୍ଚ୍ଚନା ଶତପଥୀ): ବହୁ ପ୍ରଚାର, ଗଣ୍ଡଗୋଳ, ମାର୍‌ପିଟ୍ ଓ ବୋମାମାଡ଼ ଶେଷରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ହେଭିୱେଟ୍‌ ନେତାମାନଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଥିବା ବେଳେ କିଏ ଜିତିବ କେତୋଟି ଆସନ ଆଉ କାହାର ବଢ଼ିବ ୱେଟ୍‌ ଏହାକୁ ନେଇ ଚାଲିଛି ଅଙ୍କ କଷା। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ଭିତରେ ଆକଳନ ଚଳାଇଛନ୍ତି। ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା  ଓ ଏଥି ଅନ୍ତର୍ଗତ […]

  • Wednesday, 21 July 2021
medical
ମେଡିକାଲରେ ଦୟନୀୟ ଅବସ୍ଥାରେ ଚାଲିଛି ଚିକିତ୍ସା

କେନ୍ଦୁଝର (ପ୍ରଣୟ କୁମାର ପାଣି)/କରଞ୍ଜିଆ (ସତ୍ୟବ୍ରତ ବେହେରା) : କରଞ୍ଜିଆ ମେଡିକାଲରେ ଦୟନୀୟ ଅବସ୍ଥାରେ ଚାଲିଛି ଚିକିତ୍ସା। ବାରଣ୍ଡାରେ ପ୍ରସୂତୀ ଓ ନବ ଜାତ ପଡ଼ିରହିଥିବାବେଳେ ଦୟନୀୟ ଅବସ୍ଥାରେ ଶୋଇଛନ୍ତି ମାଆ ଓ ଶିଶୁ। ବର୍ଷେ ତଳେ ଏହି ମେଡିକାଲରେ ୧୦ କୋଟି ଟଙ୍କା ବ୍ୟୟରେ ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହୋଇଛି। ଗତ ଫେବୃଆରୀରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଥିଲେ। ହେଲେ ବିଡ଼ମ୍ବନା, ଆଜିଯାଏ ଏଠାରେ ଆବଶ୍ୟକ କର୍ମଚାରୀ […]

  • Tuesday, 20 July 2021
health
କାହା ସ୍ୱାର୍ଥରେ ମେଡିକାଲ ?

କୁଚିଣ୍ଡା(ଦେବେନ୍ଦ୍ର ବେହେରା)/ସୋର(ଶଶୀକାନ୍ତ ବେହେରା): ସାଧାରଣ ଲୋକଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ସରକାର କେତେ କଣ ଯୋଜନା କରୁଛନ୍ତି। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଏହା ସତ୍ତ୍ୱେ ମଧ୍ୟ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ ହୋଇପାରୁ ନାହିଁ। ଯାହାଫଳରେ ରୋଗୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ବାଲେଶ୍ୱର ଓ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରତିଷ୍ଠା ହୋଇଥିଲା […]

  • Tuesday, 20 July 2021
holi1
ଆସୁଛି ହୋଲି, କଟକରେ ଜମିଲାଣି ରଙ୍ଗ ବେପାର

କଟକ: ଆସୁଛି ରଙ୍ଗର ପର୍ବ ହୋଲି। ଏଥିପାଇଁ ଦୋକାନରେ ଲାଗିଲାଣି ଗ୍ରାହକଙ୍କ ଭିଡ଼। ହୋଲି ଉପଲକ୍ଷେ କଟକ ସହରର ବିଭିନ୍ନ ରଙ୍ଗ ଦୋକାନରେ ଆରମ୍ଭ ହୋଇଗଲାଣି ବ୍ୟବସାୟ। ଡିଜାଇନ୍ ପିଚକାରୀ ସହ ହର୍ବାଲ ରଙ୍ଗ ପାଲଟିଛି ଗ୍ରାହକଙ୍କ ପ୍ରଥମ ପସନ୍ଦ। ଦୋକାନରେ ଭଳି ଭଳି କି ରଙ୍ଗର ପସରା ମେଲିଛି। ଏହାସହ ଟୋପି, ଚଷମା, ମୁଖା ଆଉ ବିଭିନ୍ନ ଡିଜାଇନ୍‌ର ପିଚକାରୀ ବି ମିଳୁଛି। ଆଉ ଦିନ କେଇଟା ଗଲେ ରଙ୍ଗର ପର୍ବ ହୋଲି। ଏଥିପାଇଁ କଟକ […]

  • Tuesday, 20 July 2021
h
ହାତୀ ଦେବୁ, ଘୋଡ଼ା ଦେବୁ, ଯାହା ମାଗିବ, ତାହା ଦେବୁ: ନିର୍ବାଚନ ସରିଲେ ସବୁ ଫୁସ୍‌

ଭୁବନେଶ୍ୱର: ନିର୍ବାଚନ ବେଳେ ଭୋଟରଙ୍କୁ ମିଳେ ଲମ୍ବା ଲମ୍ବା ପ୍ରତିଶ୍ରୁତି। ମନ ଜିଣିବାକୁ ଦଳ ଓ ପ୍ରାର୍ଥୀ ଲମ୍ବାଇ ଦେଇଥାନ୍ତି ପ୍ରତିଶ୍ରୁତିର ତାଲିକା। ‘ହାତୀ ଦେବୁ, ଘୋଡ଼ା ଦେବୁ ଯାହା ମାଗିବ, ତାହା ଦେବୁ’। ହେଲେ କ୍ଷମତାକୁ ଆସିଲେ ସେ ସବୁକୁ ଯେମିତି ନିମିଷକେ ଭୁଲି ଯାଆନ୍ତି ନେତା, ଜନ ପ୍ରତିନିଧି ଓ ସରକାର। ଆଉ ଏପଟେ ଲୋକେ ଯେଉଁ ତିମିରେକୁ ସେଇ ତିମିରେ। ଜନମଙ୍ଗଳ ରାଷ୍ଟ୍ରରେ ବ୍ୟକ୍ତିର ମୌଳିକ ଆବଶ୍ୟକତା ପୂରଣ ସରକାରଙ୍କ ପ୍ରଥମ ଦାୟିତ୍ୱ। […]

  • Tuesday, 20 July 2021
j
କେଉଁଠି ଗଛ ତଳେ ତ, ଆଉ କେଉଁଠି ବନ ବିଭାଗ ଘରେ ଚାଲିଛି ପାଠପଢ଼ା

ଯାଜପୁର(ଗୁଲାମ ଗସ୍)/ ମୁନିଗୁଡା(ନନ୍ଦକିଶୋର ପଟ୍ଟନାୟକ): ସବୁ ପିଲାଙ୍କୁ ସ୍କୁଲକୁ ଆଣିବାକୁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ପିଲାମାନଙ୍କୁ ବହି, ଜୋତା, ସାଇକେଲ, ପୋଷାକଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଦିଆଯାଉଛି। ଏହାସହ ମଧ୍ୟାହ୍ନ ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି, ସବୁ ପିଲାଙ୍କୁ ସ୍କୁଲକୁ ଆକୃଷ୍ଟ କରିବା। ହେଲେ ଏତିକି ଦେଇ ଦେଲେ ଯେ, ପିଲାମାନେ ସ୍କୁଲ୍‌ ଆସିଯିବେ ଓ ଆପଣାଛାଏଁ ସେମାନଙ୍କ ବଭିଷ୍ୟତ ଗଠନ ହୋଇଯିବ ତାହା ଭାବିବା ଭୁଲ। ରାଜ୍ୟର […]

  • Tuesday, 20 July 2021
fsdf
ଏହି ମହିଳାମାନଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଶୁଣିଲେ ଆପଣ ବି ସାଲ୍ୟୁଟ୍‌ କରିବେ

ଭୁବନେଶ୍ୱର: ଘରର ଚାରିକାନ୍ଥ ମଧ୍ୟରେ ଆଉ ସୀମିତ ହୋଇନାହାନ୍ତି ନାରୀ। ସମାଜରେ ସେମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଭିନ୍ନ ବାଧାବିଘ୍ନ ଭିତରେ ବି ନିଜକୁ ପ୍ରତିଷ୍ଠିତ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। ଆଜି ମହିଳା ଦିବସରେ କିଛି ମହିଳାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ବିଷୟରେ ଆସନ୍ତୁ ଜାଣିବା। ଜଣେ ହେଉଛନ୍ତି, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ବନଲତା ଜେନା। ଆଜିକୁ ୧୦ ବର୍ଷ ହେଲା କପ୍ତିପଦା ବ୍ଲକ ସମ୍ମୁଖରେ ଚା ଦୋକାନ […]

  • Tuesday, 20 July 2021
bjp
ସଭା ମଧ୍ୟରେ ସାଂସଦ-ବିଧାୟକ ପିଟାପିଟି

ନୂଆଦିଲ୍ଲୀ : ସଭା ମଧ୍ୟରେ ବିଧାୟକଙ୍କୁ ଜୋତାରେ ପିଟିଲେ ସାଂସଦ। ଆଉ ବିଧାୟକ ବି ସାଂସଦଙ୍କୁ ଉତ୍ତମ ମଧ୍ୟମ ଦେଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ସନ୍ଥ କବିର ନଗର ଜିଲ୍ଲାରେ। ଉଭୟ ସାଂସଦ ଓ ବିଧାୟକ ବିଜେପି ଦଳର। ଜିଲ୍ଲା ଆକ୍ସନ ପ୍ଲାନ କମିଟି ବୈଠକ ଚାଲିଥିବା ବେଳେ ଶିଳାନ୍ୟାସ ଫଳକରେ ଉଭୟଙ୍କ ନାଁ କେଉଁଠି ରହିବ ତାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଚାଲିଥିବା ବେଳେ […]

  • Tuesday, 20 July 2021
rubi
ହଜିଲା ଝିଅକୁ ଖୋଜି ପାଇଲେ ବାପା ମାଆ

କୋରାପୁଟ : ପିଲା ଯେମିତି ହେଲେ ବି ନିଜ ବାପା ମା’ଙ୍କ ପାଇଁ ସେମାନେ ସବୁ କିଛି। ସେମାନେ ତିଳେ ମାତ୍ର ଆଖିରି କୁଆଡ଼େ ଦୂରେଇଗଲେ ବାପା ମା’ ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି। ଆଉ ଭାବିଲେ ଦେଖି ଯଦି କୌଣସି କାରଣରୁ ପିଲାଟି ହଜିଯାଇଥିବ ଆଉ ପରେ ମିଳିଯାଏ ତେବେ ବାପା ମା’ଙ୍କୁ କେତେ ଖୁସି ନ ଲାଗିବ। ଏମିତି ଏକ ଘଟଣା ଘଟିଛି ବିହାରରେ। ବାପା ମା’ଙ୍କ ଓଠରେ ହସଫୁଟି ଉଠୁଛି। କାରଣ ବାପା ମା’ ଦୁଇଜଣ […]

  • Tuesday, 20 July 2021
kkk
କାୟା ବିସ୍ତାର କରିଛି ସବୁଜ ଜହର

ଚିତ୍ରୋକୋଣ୍ଡା( ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ କାୟା ବିସ୍ତାର କରିଛି ସବୁଜ ଜହର। ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଗଂଜେଇ ଚାଷ ବଢ଼ି ଚାଲିଛି। ଏଠାରେ କମ୍‌ ଖର୍ଚ୍ଚ ସହ ସୁବିଧାରେ ଏହି ଚାଷ ହେଉଥିବାରୁ ଏହାକୁ ଜୀବିକା ଭାବେ ବାଛି ନେଇଛନ୍ତି ସ୍ଥାନୀୟ ଚାଷୀ। ଏଠାରେ ପ୍ରାୟ ୧୮ଟି ପଞ୍ଚାୟତର ଚାଷୀ ଏହି ଜହର ଚାଷରେ ମାତିଛନ୍ତି। ବାଲିମେଳା ନଦୀବନ୍ଧ ଅଞ୍ଚଳରେ ଅତ୍ୟଧିକ ଜଳ ସଂରକ୍ଷିତ ରହୁଥିବାରୁ ଏହି ଅଞ୍ଚଳ ଗଂଜେଇ ଚାଷକୁ ସୁହାଉଛି। […]

  • Tuesday, 20 July 2021
Capture-3-...
କାନାଡ଼ା ଝିଅ ଏବେ କୁଜଙ୍ଗ ବୋହୂ

କୁଜଙ୍ଗ:  ଜଗତସିଂପୁର ଜିଲା କୁଜଙ୍ଗରେ ଥିବା ଏକ ବିବାହ ମଣ୍ଡପରେ ହିନ୍ଦୁ ରୀତିନୀତି ଅନୁଯାୟୀ ମଙ୍ଗଳବାର ଏକ ବିବାହ ସମ୍ପନ୍ନ ହୋଇଥିଲା। ବେଦୀ ଉପରେ ବସିଥିଲେ ବରକନ୍ୟା। ମନ୍ତ୍ରପାଠ, ହୋମଯଜ୍ଞ ମଧ୍ୟରେ ପଡିଥିଲା ହାତଗଣ୍ଠି। ଉଭୟ ପରିବାର, ସମ୍ପର୍କୀୟ, ବନ୍ଧୁ ପରିଜନଙ୍କ ଉପସ୍ଥିତିରେ କନ୍ୟାଦାନ ହୋଇଥିଲା। ବିବାହ ରୀତିନୀତି ସମ୍ପନ୍ନ ପରେ କାନାଡା ଝିଅ ହୋଇ ଯାଇଛନ୍ତି କୁଜଙ୍ଗ ବୋହୂ। ସିନ୍ଥିରେ ସିନ୍ଦୁର ଆଉ ହାତରେ ଚୁଡି ପିନ୍ଧି ବିଦେଶିନୀଜଣକ ପାଲଟିଗଲେ ଖାଣ୍ଟି ଓଡିଆଣୀ। ସଂପୂର୍ଣ୍ଣ ବୈଦିକ […]

  • Tuesday, 20 July 2021
Captur1-....
ଚିଲିକାରେ ୨ ମାସରେ ମଲେଣି ୪ ଡଲ୍‌ଫିନ

ବ୍ରହ୍ମଗିରି ( ରବିନାରାୟଣ ପୂଜାରୀ) : ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକାର ଅନ୍ୟତମ ପ୍ରମୁଖ ଆର୍କଷଣ ହେଲା ଡଲଫିନ।। ହେଲେ ବର୍ଷ ଆରମ୍ଭରୁ ଡଲଫିନଙ୍କ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି। ଜାନୁୟାରୀ ଓ ଫେବୃୟାରୀରେ ୪ଟି ବିରଳ ଇରାୱାଡି ଡଲଫିନର ମୃତ୍ୟୁ ହୋଇଛି।  ଚିଲିକାରେ ଏହି ପ୍ରଜାତିର ଡଲଫିନଙ୍କ ମୃତ୍ୟୁ ସଂଖ୍ୟା ଏବେ ସ୍ୱେଚ୍ଛାସେବୀ ଓ ବନବିଭାଗର ଚିନ୍ତା ବଢାଇଛି। ଚଳିତବର୍ଷ ଆରମ୍ଭରୁ ଏଯାଏଁ ଡଲଫିନଙ୍କ ମୃତ୍ୟୁ ସଂଖ୍ୟା ୪ ଛୁଇଁଲାଣି। ଡଲଫିନ ଗଣନା ତଥ୍ୟ କହୁଛି, ୨୦୧୫ରେ […]

  • Tuesday, 20 July 2021
Inkhabar
ବିଚକ୍ଷଣ ଦକ୍ଷତା ଓ ଅଦମ୍ୟ ସାହସର ପରିଚୟ ଦେଲେ ଅଭିନନ୍ଦନ

ନୂଆଦିଲ୍ଲୀ: ପାକିସ୍ତାନର ବିମାନ ଆକ୍ରମଣକୁ ପ୍ରତିହତ କରିବାରେ ଓ୍ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ଦେଖାଇଥିବା ବୀରତ୍ୱକୁ ନେଇ ସାରା ଦେଶରେ ଚର୍ଚ୍ଚା। ମିଗ୍-୨୧ରେ ପାଟ୍ରୋଲିଂ କରୁଥିଲେ ମଧ୍ୟ ଅଭିନନ୍ଦନ ନିଜ ଅପୂର୍ବ ରଣ ଦକ୍ଷତା ପ୍ରଦର୍ଶନ କରିବା ସହ ପାକିସ୍ତାନର ଅତ୍ୟାଧୁନିକ F-16 ଲଢୁଆ ବିମାନକୁ ଖସାଇ ଦେବାରେ ସଫଳ ହୋଇଥିଲେ। ଫଳରେ ଭାରତୀୟ ସୀମାରେ ଆକ୍ରମଣ ଉଦ୍ୟମ କରୁଥିବା ଅନ୍ୟ ପାକିସ୍ତାନ ଜେଟ୍ ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ। F-16  ବନାମ ମିଗ୍-21 ବାଲାକୋଟ୍ ଆକ୍ରମଣରେ ବଦଲା […]

  • Tuesday, 20 July 2021
Capture--6-....
ଧାନ ଅମଳ କରି ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ, ମନୋଜ ସ୍ୱାଇଁ) : ଝାଳବୁହା ପରିଶ୍ରମ କରି ଧାନ ଅମଳ କରିଥିବା ଚାଷୀ ଏବେ ଚିନ୍ତାରେ। କାରଣ ଧାନ ବିକ୍ରି ହୋଇନପାରି ମଣ୍ଡିରେ ପଡ଼ିରହିଛି। ସମବାୟ ଅଫିସ୍ ଆଗରେ ଧାନ ଥୋଇ ମାସେ ହେଲାଣି ବସି ରହିଛନ୍ତି ଚାଷୀ। ଖୋଲା ଆକାଶ ତଳେ ପଡ଼ିଛି କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଧାନ। ନିଜର କଷ୍ଟ ଅର୍ଜିତ ଧାନକୁ ଶୀତ କାକରରେ ଜଗି ବସିଛି। ମାସେ ବିତିଲାଣି, କିନ୍ତୁ ମିଲର୍ କି ସୋସାଇଟି କର୍ତ୍ତୃପକ୍ଷଙ୍କ ଦେଖାନାହିଁ। ଫଳରେ […]

  • Tuesday, 20 July 2021
Capture--3-...
ଓଟିଭି ପ୍ରଭାବ: ଖବର ପ୍ରସାରଣ ପରେ ସୁଧୁରିଲା ରାସ୍ତା ଅବସ୍ଥା  

ସୁନ୍ଦରଗଡ଼:  ସୁନ୍ଦରଗଡ଼ ଜିଲ୍ଲା ପୋଲଗାଠାରୁ କୁଳିପୋସ୍ ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ବର୍ଷା ହେଲେ ରାସ୍ତା କାଦୁଅ ହୋଇଯାଉଥିବାରୁ ଦୀର୍ଘ ଦିନ ହେଲା ଲୋକେ ବହୁ ଅସୁବିଧା ଭୋଗୁଥିଲେ। ଏମିତି କି ପିଲାଏ ବି ସ୍କୁଲ୍ ଯିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧୀଙ୍କୁ ଜଣାଇଥିଲେ। ହେଲେ କିଛି ପଦକ୍ଷେପ ଗ୍ରହଣ କରାଯାଉ ନଥିଲା। ମାତ୍ର ଏନେଇ […]

  • Tuesday, 20 July 2021
Capture-10-..........
ବିଜୁଳି ଥିଲେ ଚଳଚଞ୍ଚଳ,  ବିଜୁଳି ଗଲେ ଖାଁ ଖାଁ 

କଳାହାଣ୍ଡି: ସରକାର ପାଓ୍ୱାର କଟ୍ ବନ୍ଦ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହି ଘୋଷଣା କେବଳ କାଗଜ କଲମରେ ସୀମିତ ଥିବା  ଭଳି ଲାଗୁଛି । ଗତ ୬/୭ ମାସ ହେଲା କଳାହାଣ୍ଡିରେ ପାଓ୍ୱାରକଟ୍ ଚାଲିଥିବା ବେଳେ ଏବେ ତାତି ବଢିବା ସାଙ୍ଗକୁ ମୁଣ୍ଡରେ ବୋର୍ଡ ପରୀକ୍ଷାର ଚିନ୍ତ। ଏଥିରେ ଛାତ୍ରଛାତ୍ରୀ ସାଙ୍ଗକୁ ସାଧାରଣ ଲୋକ ବି ପ୍ରଭାବିତ ହେଉଛନ୍ତି। ବିଜୁଳି ଥିଲେ ଚଳଚଞ୍ଚଳ ଏବଂ ବିଜୁଳି ଗଲେ ଖାଁ ଖାଁ । […]

  • Tuesday, 20 July 2021
Capture-8-.....
ସଚେତନତା ସତ୍ତ୍ୱେ ସୁଧୁରୁନି ଟ୍ରାଫିକ ବ୍ୟବସ୍ଥା

ବ୍ରହ୍ମପୁର ( ଜଗନ୍ନାଥ ସାହୁ) :  ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଗିରିମାର୍କେଟ୍‌ଠାରୁ ବଡ଼ବଜାର ପର୍ଯ୍ୟନ୍ତ ଟ୍ରାଫିକ୍‌ରେ କୌଣସି ପରିବର୍ତ୍ତନ ଘଟିନାହିଁ। ବିଏମସି ଓ ପୋଲିସ ପ୍ରଶାସନ ପକ୍ଷରୁ ଏହାକୁ ସୁଧାରିବା ଲାଗି ପ୍ରୟାସ ଜାରି ରହିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ଦକ୍ଷିଣ ଓଡ଼ିଶାର ସପିଂ ହବ୍ ବ୍ରହ୍ମପୁର। ଗଞ୍ଜାମ ଜିଲ୍ଲା ସହ ଏହାର ଆଖପାଖ ଅଞ୍ଚଳରୁ […]

  • Tuesday, 20 July 2021
Capture-7-...
ଗାଁ ବିକାଶରେ ବାଟ ଓଗାଳିଛି ନଦୀ

ଗୁଣପୁର (ଇନ୍ଦ୍ରଜିତ କୁମାର ପଣ୍ଡା):  ଗାଁର ବିକାଶରେ ବାଟ ଓଗାଳିଛି ନଦୀ । ବ୍ରିଜ ନଥିବାରୁ ସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ବାସିନ୍ଦା। ସାଧାରଣ ସୁବିଧା ଟିକେ ପାଇଁ ମଧ୍ୟ ସେମାନଙ୍କୁ ୪୦ କିଲୋମିଟର ବୁଲିକି ଯିବାକୁ ପଡୁଛି । ବର୍ଷା ଦିନ କଥା ତ ନକହିବା ଭଲ । ନଦୀରେ ପାଣି ବଢ଼ିଲେ ସ୍କୁଲକୁ ନା ଶିକ୍ଷକ ଆସୁଛନ୍ତି ନା ପିଲା। ସମସ୍ୟା ସମ୍ପର୍କରେ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ […]

  • Tuesday, 20 July 2021