ଭୁବନଶ୍ୱର: ମହାମାରୀ କରୋନା ଅନେକ ପରିବାରରେ ଆଣିଦେଇଛି ଦୁଃଖ । କାହାର କୋଳ ପୋଛି ଦେଇଛି ତ କାହାର ବାପା ମା’ଙ୍କୁ ଛଡ଼ାଇ ନେଇଛି । ପ୍ରତ୍ୟେକ ଦିନ ଦେଶରେ ଶହ ଶହ ଲୋକଙ୍କ ମୁଣ୍ଡ ନେଉଛି ଏହି କରୋନା ରାକ୍ଷଷ…
ସୋନପୁର : ଭୁଲ ଇଞ୍ଜେକସନ୍ ଯୋଗୁଁ ୫ ବର୍ଷୀୟ ଶିଶୁର ମୃତ୍ୟୁ ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ଗାଁରେ। ଗାଁର ପିଣ୍ଟୁ ଜଗଦଲାଙ୍କ ପୁଅ ଚନ୍ଦନଙ୍କୁ କୋଟସମଲାଇ ମେଡିକାଲର ଫାର୍ମାସିଷ୍ଟ ଏକ ଇଞ୍ଜେକସନ୍ ଦେଇଥିଲେ ।…
ଭୁବନେଶ୍ୱର: ରାଜଧାନୀରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ ରହିଛି। ଆଜି ଏହାକୁ ସ୍ୱୀକାର କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ। ସେ କହିଛନ୍ତି, ଆମ ପାଖରେ ଯଥେଷ୍ଟ ଟିକା ନାହିଁ ଯେଉଁମାନେ ମେ…
ଭୁବନେଶ୍ୱର: ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଲେ ଅମ୍ରିତ ପ୍ରଧାନ । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ଥାନାନ୍ତର କରାଯାଇଛି । ସ୍ୱତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯାଇଛି । ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ…
ଭୁବନେଶ୍ୱର : କୋଭିଡ୍ ସଂକଟ ସମୟରେ ଅମ୍ଳଜାନ ଅଭାବ ଯୋଗୁଁ ଅନେକ ରୋଗୀଙ୍କ ଜୀବନ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଅନେକ ହିତାଧିକାରୀ ମଧ୍ୟ ସହଯୋଗର ହାତ ବଢାଉଥିବା ଦେଖାଯାଏ। ଏହିକ୍ରମରେ କୋଭିଡ୍ ମହାମାରୀରରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍…
ଆର୍ତ୍ତତ୍ରାଣ ପ୍ରଧାନ(ନୟାଗଡ): ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କର ଓ ଭକ୍ତଙ୍କ ଭିତରେ ସମ୍ପର୍କ ଅବର୍ଣ୍ଣନୀୟ। କିଛି ଏହିଭଳି ଭାବାବେଗ ଦେଖିବାକୁ ମିଳିଛି ନୟାଗଡର ଜଣେ ୧୫ ବର୍ଷୀୟ ଭକ୍ତଙ୍କ ଭିତରେ। ଛୋଟ ବୟସରୁ…
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନା ନେଇ ପ୍ରଶ୍ନ ଉଠାଇଲା ବିଜେପି । ବାତ୍ୟା ପରିଚାଳନାରେ ସରକାର ବିଫଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ । ଗୁରୁବାର ଏକ…
ମୁମ୍ବାଇ: ବଲିଉଡ ରୋମାନ୍ସ କିଙ୍ଗ୍ ଶାହରୁଖ ଖାନଙ୍କ ଗେଲ୍ହା ଝିଅ ସୁହାନା ଖାନ ଆଜିକାଲି ବିଦେଶରେ ରହୁଛନ୍ତି ସତ କିନ୍ତୁ ସେ ପ୍ରାୟତଃ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଜଡିତ ରୁହନ୍ତି। ସୋସିଆଲ ମିଡିଆରେ ତାଙ୍କର ସୁନ୍ଦର ଫଟୋଗୁଡ଼ିକ…
ଭୁବନେଶ୍ୱର: ରାଜ୍ୟରେ କମୁଛି ସଂକ୍ରମଣ ସଂଖ୍ୟା । ଦିନକୁ ଦିନ ସୁଧୁରୁଛି ସ୍ଥିତି । ମେ’ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ପଜିଟିଭ୍ ପିକରେ ଥିଲା । ତା’ପରଠାରୁ କମିବା ଆରମ୍ଭ କରିଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା…
ନୂଆଦିଲ୍ଲୀ: ମନଇଚ୍ଛା ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇପାରିବ ନାହିଁ କି ସେମାନଙ୍କୁ ଏହାର ଆଳରେ ଗିରଫ କରାଯାଇପାରିବ ନାହିଁ। କେଦାର ନାଥ ସିଂହ ଜଜମେଣ୍ଟ ଆଧାରରେ ସମସ୍ତ ସାମ୍ବାଦିକଙ୍କୁ ଏହି ସୁରକ୍ଷା ମିଳିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।…
ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ବିଜୟ ସାହୁଙ୍କ ପରଲୋକ । ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍ ମଧ୍ୟ ଥିଲେ ବିଜୟ ସାହୁ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ହୋଇଯାଇଛି । କରୋନା ପରବର୍ତ୍ତୀ ଜଟିଳତା ନେଇ…
ନୂଆଦିଲ୍ଲୀ: କରୋନାକୁ ଦେଶ ମାତ ଦେବା ପାଇଁ ଆବଶ୍ୟକ ଭାକ୍ସିନ। ହେଲେ ଦେଶରେ ପର୍ଯ୍ୟପ୍ତ ପରିମାଣର ଭାକ୍ସିନ ନ ଥିବାବେଳେ ଦେଶରେ ସମସ୍ତଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ଆସୁଛି ଆଉ ଏକ ସ୍ୱଦେଶୀ…
ମୁମ୍ବାଇ: ବଲିଉଡର ଗୁଜବ ଦମ୍ପତି ଦିଶା ପାଟାନି ଏବଂ ଟାଇଗର ଶ୍ରଫଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏଫ୍ଆଇଆର୍ ଦାଖଲ କରିଛି। ମୁମ୍ବାଇରେ ତାଲାବନ୍ଦ ସେମାନେ ବୁଲୁଥିବା ଦେଖିବାକୁ ମିଳିଥିଲା। ନ୍ୟୁଜ୍ ଏଜେନ୍ସି ANI ରୁ ଏହା ଜାଣିବାକୁ ମିଳିଛି ଯେ ଯେତେବେଳେ…
ଖଲ୍ଲିକୋଟ୍ (ସିଲୁ ବିଶ୍ୱାଳ) : ସଇତାନ ସାଜିଲା ସ୍ୱାମୀ । ଭରିଲା ପୂରିଲା ପରିବାରରେ ଦୁଃଖର କଳାବାଦଲ । ଶିଳରେ ଛେଚି ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ସ୍ୱାମୀ । ବାପାମା’ ଛେଉଣ୍ଡ ହୋଇଗଲେ ପୁଅ ଝିଅ…
କୁତ୍ରିମ ସୂର୍ଯ୍ୟ ତିଆରି କରିଛି କି ଚୀନ? କାହିଁକି ଏମିତି ଦାବି କରୁଛି ଚାଇନା? ଆସନ୍ତୁ ଜାଣିବା କଣ ରହିଛି ପୂରା ଘଟଣା… ଭାରତୀୟ ପ୍ରାଚୀନ ଶାସ୍ତ୍ର ହେଉ ବା ଆଧୁନିକ ବିଜ୍ଞାନ ହେଉ, ସବୁଥିରେ ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ,…