• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

rape
୭ ବର୍ଷ ପରେ ଧରାପଡ଼ିଲା ଦୁଷ୍କର୍ମ ଅଭିଯୁକ୍ତ

ନୟାଗଡ: ୭ ବର୍ଷ ପରେ ଧରାପଡ଼ିଲା ଦୁଷ୍କର୍ମ ଅଭିଯୁକ୍ତ। ୭ ବର୍ଷ ତଳେ ଫେରାର ଗଣଦୁଷ୍କର୍ମ ଅଭିଯୁକ୍ତ ଭାସ୍କର ସାହୁକୁ ନୟାଗଡ଼ରୁ ଗିରଫ କରିଛି ପୋଲିସ୍‌ର ସ୍ପେଶାଲ ସ୍କ୍ବାଡ୍। ଭୁବନେଶ୍ୱର କୋର୍ଟ ପରିସରରୁ ଫେରାର ମାରିଥିବା ଭାସ୍କର ୨୦୧୪ ମସିହାରେ ଏକ…

corona vaccine
ଟିକା ପାଇଁ ୨ଟି କମ୍ପାନୀ ପକାଇଥିଲେ ଟେଣ୍ଡର, ଚାଲିଛି ଡକୁମେଣ୍ଟ ଭେରିଫିକେସନ

ଭୁବନେଶ୍ୱର: କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଗ୍ଲୋବାଲ ଟେଣ୍ଡରରେ ୨ଟି କମ୍ପାନୀ ଆସିଥିଲେ, ସେମାନଙ୍କର ଡକୁମେଣ୍ଟ ଭେରିଫିକେସନ ଚାଲିଛି । କିନ୍ତୁ ଯେପର୍ଯ୍ୟନ୍ତ…

Aparajita Sarangi
SDG ରିପୋର୍ଟ ଖୋଲିଲା ସରକାରଙ୍କ ପୋଲ, ୧୬ରୁ ଖସି ୨୧ରେ ପହଞ୍ଚିଲା ଓଡ଼ିଶା

ଭୁବନେଶ୍ୱର: ଏସଡିଜି ରିପୋର୍ଟକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । କହିଲେ ଓଡ଼ିଶାର ସ୍ଥିତି ଭଲ ନାହିଁ, ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ୍ । ଏସଡିଜି ରିପୋର୍ଟ ଖୋଲିଦେଲା ସରକାରଙ୍କ ପୋଲ ।…

corona
ଭାରତ ତୃତୀୟ ଲହରୀ ପାଇଁ ହେଲାଣି କି ପ୍ରସ୍ତୁତ?

ତୃତୀୟ ଲହର ପ୍ରସ୍ତୁତି ପାଇଁ ହାତରେ ଆଉ ନାହିଁ ବେଶୀ ସମୟ। ଆଉ କେଇମାସ ପରେ ଶୁଭିପାରେ ତୃତୀୟ ଲହରର ପଦଧ୍ୱନି। କରୋନାର ଦ୍ୱିତୀୟ ଲହର ଯୋଗୁଁ ଭାରତରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ତୃତୀୟ ଲହରୀ ପାଇଁ ଆଶଙ୍କା ଦେଖାଦେଇଛି

BJD MP-MLA
କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ ବିଜେଡି ସାଂସଦ-ବିଧାୟକ ମୁହାଁମୁହିଁ

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ ବିଜେଡି ନେତା ମୁହାଁମୁହିଁ ହୋଇଛନ୍ତି। ପାଲଲହଡ଼ା ବିଧାୟକ ମୁକେଶ ପାଲ୍ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ମଧ୍ୟରେ ଏହି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଧାୟକଙ୍କ ପ୍ରତି…

C CORONA
ଆଗାମୀ ଦିନରେ ଏହି ସବୁ ସ୍ଥାନ କରୋନାର ହେବ ହଟ୍‌ସ୍ପଟ୍‌

ଏବେ ସାରା ବିଶ୍ୱକୁ କରୋନାର ୨ଟି ଲହର ଘାଇଲା କରିସାରିଥିବା ବେଳେ, କିଛି ଗବେଷକ ପୃଥିବୀର ଏମିତି କିଛି ଦେଶ ବା ସ୍ଥାନକୁ ଚିହ୍ନଟ କରିଛନ୍ତି, ଯେଉଁଠି ଆଗାମୀ ଦିନରେ ପୁଣି ଭୂତାଣୁ ସଂକ୍ରମଣର ହଟସ୍ପଟ୍‌ ସୃଷ୍ଟି ହୋଇପାରେ

Modi
ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ଆଜି ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧୧ଟା ବେଳେ ଭିଡିଓ କନ୍ଫରେନ୍ସିଂରେ ଯୋଗ ଦେଇ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଜୈବ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହନ ଥିମ୍ ସମ୍ପର୍କରେ ଆଲୋଚନା କରିଥିଲେ

Balangir
ଖବର ବାଜିଲା, ପ୍ରଶାସନ ଚେତିଲା

ଓଟିଭିରେ ଖବର ପ୍ରସାରଣର ପ୍ରଭାବ। ଗୋଟିଏ ଜୁଇରେ ଏକାଧିକ ଶବ ସତ୍କାର କରାଯାଉଥିବା ଖବର ଓଟିଭିରେ ପ୍ରସାରଣ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ବଲାଙ୍ଗିର ବିଜାଖମନ ଠାରେ ଥିବା କୋଭିଡ ଶ୍ମଶାନକୁ ଯାଇ ତଦନ୍ତ ଆରମ୍ଭ କରିଛି DLSA ବା ଜିଲ୍ଲା ଆଇନ ସେବା ପ୍ରାଧିକରଣ

bjd-bjp
SDG ରିପୋର୍ଟକୁ ନେଇ ମୁହାଁମୁହିଁ ବିଜେପି-ବିଜେଡ଼ି

ଏସଡିଜି ଇଣ୍ଡିଆ ରାକିଂ ନେଇ ବିଜେପି-ବିଜେଡି ମୁହାଁମୁହିଁ। ଓଡିଶାର ସ୍ଥାନ ତଳକୁ ଖସିଥିବାରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସମାଲୋଚନା କରିଛନ୍ତି। ରାଜ୍ୟରେ ଅପରାଧ ବଢ଼ୁଛି ଦେଶରେ ତଳଆଡୁ ପଂଚମ ସ୍ଥାନରେ ରହିଛି ଓଡିଶା। ରାଜ୍ୟର ନିମ୍ନ ପ୍ରଦର୍ଶନ ରାଜ୍ୟବାସୀଙ୍କ ପାଇଁ ଦୁଃଖର ବିଷୟ ବୋଲି ସେ ଅଭିଯୋଗ କରିଛନ୍ତି।

twitter
ଟ୍ୱିଟରକୁ ସରକାରଙ୍କ ଶେଷ ଚେତାବନୀ : ନିୟମ ନମାନିଲେ ପରିଣାମ ପାଇଁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ : ନୂଆ ଆଇଟି ନିୟମ ଅନୁସାରେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ସରକାରଙ୍କ ପକ୍ଷରୁ ଅନ୍ତିମ ଚେତାବନୀ ଦିଆଯାଇଛି । ଶନିବାର ଅର୍ଥାତ ଆଜି ଭାରତୀୟ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଟ୍ୱିଟରକୁ ଶେଷ ସୁଯୋଗ ଦେଇଥିଲେ ସରକାର । ଏଥିସହିତ…

pfizer
ଆମେରିକାର ‘ଫାଇଜର’ ଫ୍ଲପ୍ ! ଡଲଟା ଭ୍ୟାରିଆଣ୍ଟ ବିରୋଧରେ ପ୍ରଭାବଶୂନ୍ୟ କହିଲେ ଚଳେ

ଭୁବନେଶ୍ୱର: ଭାରତରେ କାମ ଦେଉନି ଆମେରିକୀୟ କରୋନା ଟିକା ଫାଇଜର । ଭାରତରେ ଠାବ ହୋଇଥିବା କରୋନ ଭାଇରସର ଡେଲଟା ଭାରିଆଣ୍ଟ ବିରୋଧରେ କାମ ଦେଉନି ଆମେରିକୀୟ କରୋନା ଟିକା ଫାଇଜର । ଏକ ସର୍ଭେରୁ ଜଣାପଡ଼ିଛି ଯେ, ଡେଲଟା ଭ୍ୟାରିଏଣ୍ଟ…

Pearl V Puri
ଗିରଫ ହେଲେ ‘ନାଗିନ୍‌ ୩’ ଫେମ୍‌ ଆକ୍ଟର ପର୍ଲ ଭି ପୁରୀ

ମୁମ୍ବାଇ: ଟେଲିଭିଜନ ଅଭିନେତା ତଥା ଟିଭି ସିରିଜ୍ ‘ନାଗିନ୍‌ ୩’ର ଫେମ୍‌ ପର୍ଲ ଭି ପୁରୀଙ୍କୁ ମୁମ୍ବାଇ ୱାଲିଭ୍‌ ପୋଲିସ୍‌ ଗିରଫ କରିଛି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଶୁକ୍ରବାର ଦିନ ପୋଲିସ୍‌ ତାଙ୍କୁ ଗିରଫ କରିଛି। ଏହି ମାମଲାରେ…

mehul
ଭାରତକୁ  ଆସିବେ ତ ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି  ?

ନୂଆଦିଲ୍ଲୀ: ଭାରତକୁ  ଆସିବେ ତ ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି ? ତାଙ୍କୁ  ଆଣ୍ଟିଗୁଆକୁ ପଠାଯିବ ନା ଭାରତକୁ ଅଣାଯିବ ସେ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି। ମେହୁଲଙ୍କ ଜାମିନ ଶୁଣାଣିକୁ ଜୁଲାଇ ଯାଏଁ ସ୍ଥଗିତ ରଖିଛନ୍ତି…

serum
ସ୍ପୁଟନିକ୍-ଭି’ ଟିକା ଉତ୍ପାଦନ ପାଇଁ ସେରମକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ତୃତୀୟ ଲହର ନେଇ ଆଶଙ୍କା ପ୍ରକାଶ ପାଇଛି । ଏନେ ନୀତି ଆୟୋଗ ସଦସ୍ୟ ମଧ୍ୟ ସୂଚନା ଦେଇଛନ୍ତି । ତେଣୁ ଏହାକୁ ରୋକିବାକୁ ହେଲେ କେବଳ ଟିକାକରଣ…

nilagiri thana
ଅତିଷ୍ଠ ହେଲା ମଦ୍ୟପ ସ୍ୱାମୀର ବ୍ୟବହାର, ପିଟିପିଟି ମାରିଦେଲା ସ୍ତ୍ରୀ

ନୀଳଗିରି: ମଦ୍ୟପ ସ୍ୱାମୀର ଅତ୍ୟାଚାର ଆଉ କେତେ ସହିଥାନ୍ତା ?  ଯେତେବେଳେ  ନାବାଳିକା ଝିଅ ପ୍ରତି ଖରାପ ଦୃଷ୍ଟି ପକାଇଲା ସହିବାର ସବୁ ବନ୍ଧ ଭାଙ୍ଗିଗଲା। ବିରୋଧ ଗଲା,  ତଥାପି ଶୁଣି ନ ଥିଲା ପିଶାଚ ବାପା। ଶେଷରେ ଚରମ ପଦକ୍ଷେପ…

samir das
ଯୁକ୍ତ ୨ ମୂଲ୍ୟାୟନ ପାଇଁ ଗଠନ କରାଯିବ ବିଶେଷଜ୍ଞ କମିଟି

ଭୁବନେଶ୍ୱର: ଯୁକ୍ତ ୨ ମୂଲ୍ୟାୟନ ପ୍ରକ୍ରିୟା ନେଇ ଗଠନ କରାଯିବ ବିଶେଷଜ୍ଞ କମିଟି। କିପରି ପିଲାଙ୍କ ପରୀକ୍ଷା ଫଳାଫଳର ମୂଲ୍ୟାୟନ କରାଯିବ ସେ ନେଇ ତର୍ଜମା କରିବ ଏହି କମିଟି। କମିଟି ମତ ରଖିବା ପରେ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ…

delhi
ଅଡ୍-ଇଭିନ୍ ଫର୍ମୁଲାରେ ଦିଲ୍ଲୀରେ ଖୋଲିବ ମାର୍କେଟ୍‌, ମଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଲକ୍‌ଡାଉନ୍‌ କୋହଳ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି ଘୋଷଣା କରିଛନ୍ତି। ଦିଲ୍ଲୀରେ ଜାରି କରାଯାଇଥିବା ଲକ୍‌ଡାଉନ୍‌ ସୋମବାର ସରୁଥିଲେ ବି ସଂପୂର୍ଣ୍ଣ ଉଠିବନି। ଲକ୍‌ଡାଉନ୍‌ ଜାରି ରହିବ କିନ୍ତୁ କଟକଣା କୋହଳ କରାଯିବ।  ଏହାସହ ଦିଲ୍ଲୀରେ ସଂକ୍ରମଣ…

coronavirus
ଦେଶରେ ପୁଣି ୩ ହଜାର ଟପିଲା ମୃତକଙ୍କ ସଂଖ୍ୟା, ତୃତୀୟ ଲହର ଆସିବା ନେଇ ଆଶଙ୍କା

ନୂଆଦିଲ୍ଲୀ: ପୁଣି ୩ ହଜାର ଟପିଲା ମୃତକଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟାରେ ୩ ହଜାର ୩୮୦ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଥିବା ରିପୋର୍ଟ ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩…

mohan
RSS ମୁଖ୍ୟ ମୋହନ ଭାଗବତଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ପୁଣି ଥରେ ବିବାଦ ସୃଷ୍ଟି ହୋଇପାରେ । ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବାକୁ ନେଇ ଉତ୍ତେଜନା ସୃଷ୍ଟି ହେବାର ପୂରା ସମ୍ଭାବନା ରହିଛି । ଶନିବାର ସକାଳେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଆକାଉଣ୍ଟରୁ…