• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

debasis-badri-arrest
ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ, କେସ୍‌ ଉଠାଇବାକୁ ଘରେ ପଶି ଦେଲେ ଧମକ

ଘସିପୁରା: ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଦେବାଶିଷ ଜଣେ ମହିଳାଙ୍କ ଘରେ ପଶି ଥାନାରୁ ମାମଲା ପ୍ରତ୍ୟାହାର କରିବାକୁ ବାଧ୍ୟ କରିଛନ୍ତି । ଉକ୍ତ ମହିଳା ଜଣକ ଅସଦାଚରଣର ଶିକାର ହୋଇ…

କେଆର୍‌କେ ଆଣିଲେ ମିକାଙ୍କ ବିରୋଧରେ ଅଭିଯୋଗ

ମୁମ୍ବାଇ : କମଲ ରସିଦ ଖାନ ତଥା କେଆର୍‌କେ ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି। ସେ ମିକା ସିଂଙ୍କ ସହ ସୋସିଆଲ ମିଡିଆରେ ଜବରଦସ୍ତ ଲଢେଇ କରୁଛନ୍ତି। କେଆର୍‌କେଙ୍କ ଏକ ଟୁଇଟ୍ ପରେ ସୋସିଆଲ ମିଡିଆରେ ହଠାତ୍ ଉତ୍ତେଜନା ସୃଷ୍ଟି କରିଥିଲା,…

vaccine
ଆଦିବାସୀଙ୍କ ଅଜବ ଯୁକ୍ତି,ଟିକା ନେଲେ ଆମେ ଅଚଳ ହୋଇଯିବୁ

ସରକାରଙ୍କ ନାକ ତଳେ କରୋନା ଟିକାକରଣ ନେଇ ସଚେତନ ନୁହଁନ୍ତି ଲୋକେ। ଭୁବନେଶ୍ୱରର ଆଦିବାସୀ ବସ୍ତିର ଲୋକେ କରୋନା ଟିକା ନେବାକୁ ଡରୁଛନ୍ତି

Pink lake
କାହିଁକି ଏହି ହ୍ରଦର ରଙ୍ଗ ବଦଳିଯାଉଛି?

ପାଣିକୁ ଭୂଗୋଳ, ତଥା ମାନଚ୍ଚିତ୍ର ଇତ୍ୟାଦିରେ ନୀଳ ରଙ୍ଗର ଦେଖାଯାଇଥାଏ। ଦେଖିବାକୁ ଗଲେ ପାଣି ରଙ୍ଗହୀନ କିନ୍ତୁ ସମୁଦ୍ର, ନଦୀ, ପୋଖରୀ ଇତ୍ୟାଦିର ନୀଳ କିମ୍ବା ହାଲୁକା ସବୁଜ ରଙ୍ଗର ହୋଇଥାଏ

pocket ventil;ator
କୋଭିଡ ରୋଗୀଙ୍କ ଜୀବନ ବଞ୍ଚାଇବ ପକେଟ ଭେଣ୍ଟିଲେଟର

କୋଲକାତା: କରୋନା ଖୋଲି ଦେଇଛି ଆମ ସ୍ୱାସ୍ଥ୍ୟାବସ୍ଥାର ଅସଲ ମୁଖା। ଆମ ସ୍ୱାସ୍ଥ୍ୟ ସେବା କେତେ ଅବ୍ୟବସ୍ଥା ଭିତରେ ଚାଲିଛି ତାହା ଏହି ମହାମାରୀ ସମୟରେ ସମସ୍ତେ ଅଙ୍ଗେ ଅଙ୍ଗେ ଅନୁଭବ କରିଛନ୍ତି।  ମହାମାରୀ ସମୟରେ ନା ମିଳିଥିଲା ହସ୍ପିଟାଲରେ ବେଡ …

Island
ବିଶ୍ୱରେ ଭାସୁଥିବା ଅବସ୍ଥାରେ ରହିଛି ଏହି ଦୀପ

ଆମ ଦୁନିଆରେ ଅଜବ ଗଜବ ଭୂଭାଗ ବି ରହିଛି। ଯାହା କୌଣସି ସାଧାରଣ ମଣିଷକୁ ଅତି ସହଜରେ ଆଶ୍ଚର୍ଯ୍ୟ କରିଥାଏ। ସେହିଭଳି ଏକ ଭୂଭାଗ ରହିଛି ଆର୍ଜେଣ୍ଟିନାରେ

odisha
ପ୍ରେମ ପାଇଁ ବନ୍ଧୁକ ଧରିଲେ, କହିଲେ-‘ନୋ ଗିଲ୍‌ଟି, ନୋ ଶେମ୍‌’

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଶାନ୍ତିପଡ଼ାରେ ଘରେ ପଶି ବନ୍ଧୁକ ଧରି ଆତଙ୍କରାଜ ଖେଳାଇ ଥିବା ଅଭିଯୁକ୍ତ ବିକ୍ରମ ପଣ୍ଡା ଗଣମାଧ୍ୟମ ସାମ୍ନାରେ ଘଟଣାର ରହସ୍ୟ ଖୋଲିଛନ୍ତି। ପ୍ରେମ ପାଇଁ ସେ ଏଭଳି କରିଥିବା କହିଛନ୍ତି। ପ୍ରେମ କରୁଥିବା ଯୁବତୀଙ୍କ ବାହାଘର ଅନ୍ୟତ୍ର…

Untitled-1
ପ୍ରବଳ ବର୍ଷା ଯୋଗୁଁ ନେପାଳରେ ବନ୍ୟା

ନୂଆଦିଲ୍ଲୀ : ମୌସୁମୀ ବାୟୁ ପ୍ରଭାବରେ ନେପାଳରେ ଗତ ୩ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ହିମାଳୟ ପାଦ ଦେଶରେ ପ୍ରବାହିତ ନଦୀଗୁଡ଼ିକରେ ବନ୍ୟା ଆସିଛି। ମେଲାନସି, ଇନ୍ଦ୍ରାବତୀ ଓ ଗଣ୍ଡକୀ ନଦୀରେ ବଡ଼ ଧରଣର ବନ୍ୟା…

odisha
କାଲିଠୁ ଓଡ଼ିଶାରେ ଆଂଶିକ ଲକ୍‌ଡାଉନ୍‌ କଟକଣା; ଜାଣନ୍ତୁ, କ’ଣ ଖୋଲା ରହିବ ?

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଜିଲ୍ଲାରେ ୧୪ ଦିନ ପାଇଁ ଲକ୍‌ଡାଉନ୍‌ କଟକଣା ଆଂଶିକ କୋହଳ କରାଯାଇଛି। ଆସନ୍ତାକାଲି ସକାଳ ୫ଟା ପରଠାରୁ ଜୁଲାଇ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକ୍‌ଡାଉନ୍‌ କଟକଣା ଲାଗୁ ହେବ। ଏନେଇ ମୁଖ୍ୟ ଶାସନ…

posion
ମଦ ପିଇବାରୁ ଝଗଡ଼ା : ରାଗରେ ବାପଘର ଚାଲିଗଲା ସ୍ତ୍ରୀ, ବିଷ ପିଇଦେଲା ସ୍ୱାମୀ

ଜ୍ୱାଲାମୁଖୀ : ପାରିବାରିକ କଳହର କରୁଣ ପରିଣତି । ମଦ ପିଇବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଦ୍ୱାରା ମହିଳା ଜଣକ ରାଗରେ ବାପ ଘରକୁ ଚାଲିଯାଇଥିଲେ । ସ୍ତ୍ରୀ ଚାଲିଯିବା ପରେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ…

green fungus
ଦେଶରେ ପ୍ରଥମ ଗ୍ରୀନ୍ ଫଙ୍ଗସ ରୋଗୀ ଚିହ୍ନଟ : ବ୍ଲାକ୍ ଓ ହ୍ୱାଇଟ୍ ଫଙ୍ଗସ୍ ଠାରୁ ଅଧିକ ଭୟଙ୍କର

ଇନ୍ଦୋର : ଦେଶରେ ପ୍ରଥମ ଗ୍ରୀନ୍ ଫଙ୍ଗସ୍ ରୋଗୀ ଚିହ୍ନଟ । ବର୍ତ୍ତମାନ ଭାରତ ବ୍ଲାକ୍ ଫଙ୍ଗସ୍ ଏବଂ କରୋନାର ଦ୍ୱିତୀୟ ଲହରୀରୁ ସମ୍ପୂର୍ଣ୍ଣର୍ ଭାବେ ତ୍ର୍ରାହି ପାଇନଥିବା ଗ୍ରୀନ୍ ଫଙ୍ଗସ୍ ଚିନ୍ତା ବଢ଼ାଇଛି । ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଦେଶର…

Untitled-1
ଟିକା ନ ନେଲେ ଦୋକାନ ବନ୍ଦ : ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର : ଟିକାକରଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଓ ଉତ୍ସାହ ବଢ଼ାଇବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ନୂଆ ପଦକ୍ଷେପ। ଯେଉଁ ଦୋକାନୀ ଓ କର୍ମଚାରୀ ଟିକା ନେଇ ନ ଥିବେ, ସେମାନେ ଦୋକାନ ଖୋଲି ପାରିବେ ନାହିଁ…

lockdown
ଓଡ଼ିଶାରେ ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌ କଟକଣା

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଜିଲ୍ଲାରେ ୧୪ ଦିନ ପାଇଁ ଲକ୍‌ଡାଉନ୍‌ କଟକଣା ଆଂଶିକ କୋହଳ କରାଯାଇଛି। ଆସନ୍ତାକାଲି ସକାଳ ୫ଟା ପରଠାରୁ ଜୁଲାଇ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକ୍‌ଡାଉନ୍‌ କଟକଣା ଲାଗୁ ହେବ। ଏନେଇ ମୁଖ୍ୟ ଶାସନ…

Untitled-1
କରୋନା କଟକଣାରେ ଶୀତଳଷଷ୍ଠୀ ମହାପର୍ବ

ସମ୍ବଲପୁର : ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ମହାପର୍ବ। ଦେବ ଦମ୍ପତିଙ୍କ ବାହାଘର ସରିବା ପରେ ଏବେ ମନ୍ଦିରରେ ଅନ୍ୟ ରୀତିନୀତି ଚାଲିଛି। ଗତକାଲି ବିଳମ୍ବିତ ରାତିରେ ସରିଥିଲା ବାହାଘର। କରୋନା କଟକଣା ଯୋଗୁଁ ମନ୍ଦିର ଭିତରେ ସମସ୍ତ ରୀତିନୀତି ହୋଇଥିଲା । …

naxal
ଏନକାଉଣ୍ଟରରେ ୬ ନକ୍ସଲ ନିହତ

ବିଶାଖାପାଟଣମ: ବିଶାଖାପାଟଣା ଜିଲ୍ଲା କୋୟୁରୁ ଗାଁ ନିକଟରେ  ବୁଧବାର ସକାଳୁ ସକାଳୁ  ପୋଲିସ-ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ  ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିଛି। ଏହି ଏନକାଉଣ୍ଟରରେ ୬ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନିହତ ସମସ୍ତ…

mithun
ବିବାଦୀୟ ଭାଷଣ ଦେଇ ଫଶିଲେ ମେଗାଷ୍ଟାର ମିଥୁ୍‌ନ୍ ଚକ୍ରବର୍ତ୍ତୀ

କୋଲକାତା : ବିବାଦୀୟ ଭାଷଣ ଦେଇ ଫଶିଲେ ମେଗାଷ୍ଟାର ମିଥୁ୍‌ନ୍ ଚକ୍ରବର୍ତ୍ତୀ । ଭାରତୀୟ ଜନତା ପାର୍ଟିର ନେତା ତଥା ଚଳଚ୍ଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବିବାଦୀୟ ଭାଷଣ ଦେବା ମାମଲାରେ କୋଲକାତା ପୋଲିସ ଭର୍ଚୁଆଲ ପଚରାଉଚରା କରିଛି  ମିଥୁନଙ୍କୁ କୋଲକାତାର…

Untitled-1
ରାମାୟଣର ଏହି କଳାକାରଙ୍କ ଦେହାନ୍ତ

ମୁମ୍ବାଇ : ହିନ୍ଦୀ ଚଳଚ୍ଚିତ୍ର ଜଗତ ଜଣେ ମହାନ କଳାକାରଙ୍କୁ ହରାଇଛି। ଦୀର୍ଘ ସମୟ ଧରି ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତା ଚନ୍ଦ୍ରଶେଖର ବୈଦ ମୁମ୍ବାଇର ଆନ୍ଧେରି ନିବାସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହାଇଦ୍ରାବାଦରେ ଜନ୍ମିତ ଚନ୍ଦ୍ରଶେଖର ଦୀର୍ଘ ସମୟ…

accident
ଟ୍ରେଲର ପଛରେ ପିଟି ହେଲା ଭ୍ୟାନ୍‌; ୨ ମୃତ

କଟକ/ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ କଟକ ଓ ଭୁବନେଶ୍ୱରରେ ଦୁଇ ଦୁଇଟି ସଡ଼କ ଦୁର୍ଘଟଣା ଘଟିଛି। କଟକ ଜିଲ୍ଲା ଚୌଦ୍ୱାରରେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଓ ଜଣେ ଆହତ ହୋଇ ଥିବାବେଳେ ଭୁବନେଶ୍ୱର ସହିଦ ନଗର ଅଞ୍ଚଳରେ ଘଟିଥିବା ଦୁର୍ଘଟଣାରେ…

news varient
ଦେଶରେ ଚିହ୍ନଟ ହେଲେ ୬୨,୨୨୪ କରୋନା ପଜିଟିଭ, ଆଖି ବୁଜିଲେ ୨୫୪୨

ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ। ଗତ ୯ ଦିନ ହେବ ପିଜିଟିଭିଟି ରେଟ୍ ୫ ପ୍ରତିଶତରୁ କମ ରହିଥିବା ବେଳେ ଏହା ଏବେ ୩.୨୨ ପ୍ରତିଶତକୁ ଖସି ଆସିଛି । ସାପ୍ତାହିକ ପଜିଟିଭିଟି ରେଟ୍ ୫ ପ୍ରତିଶତରୁ ୪.୧୭ ପ୍ରତିଶତକୁ ଖସି…

lockdown
କାଲିଠୁ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବଢ଼ିବ ନା କୋହଳ ହେବ ? ଦିନ ସାଢ଼େ ୧ଟାରେ ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୫ଟାରେ ସରୁଛି ଲକ୍‌ଡାଉନ୍‌ ଅବଧି। ତେବେ ଲକ୍‌ଡାଉନ୍‌ ଅବଧି ସରୁଥିବାରୁ ଆଗକୁ ଏହି ଅବଧି ବୃଦ୍ଧି କରାଯିବ ନା ନିୟମ କୋହଳ କରାଯିବ ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ଏସବୁ ଭିତରେ ଆଜି ଦିନ ସାଢ଼େ ୧ଟାରେ…

death sentence
୨୬ ବର୍ଷୀୟ ଯୁବକଙ୍କୁ ମିଳିଲା ଫାଶୀ,କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ରିଆଦ: ସାଉଦୀ ଆରବରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଜଘନ୍ୟ ଅପରାଧ କଲେ ଫାଶୀ ଦଣ୍ଡାଦେଶ ମିଳିଥାଏ। ହେଲେ ଯେଉଁ ଦଣ୍ଡ ପାଇଁ ଏହି ଯୁବକଙ୍କୁ ଫାଶୀ ଦଣ୍ଡ ମିଳିଛି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକ ଜଣକଙ୍କର…

twitter t
ଭାରତରେ ଶେଷ ହେଲା ଟ୍ୱିଟରର ଆଇନଗତ ସୁରକ୍ଷା କବଚ : ପଚରାଉଚରା କରିପାରେ ପୋଲିସ୍

ନୂଆଦିଲ୍ଲୀ : ନୂଆ ଆଇଟି ନିୟମର ପାଳନ ନକରିବା ଟ୍ୱିଟର ପାଇଁ ମହଙ୍ଗା ପଡ଼ିଲା । ଟ୍ୱିଟରକୁ ଭାରତ ପକ୍ଷରୁ ମିଳୁଥିବା ଲିଗାଲ ପ୍ରୋଟେକ୍ସନ ଅର୍ଥାତ୍ ଆଇନଗତ ସୁରକ୍ଷା କବଚ ଶେଷ ହୋଇଛି । କେନ୍ଦ୍ର ସରକାର ମେ ୨୫ରେ ନୂଆ…

india-pakistan-flag
ଭାରତକୁ ସାହାଯ୍ୟ ନାମରେ କୋଟି କୋଟି ଟଙ୍କା ଆଦାୟ କଲା ପାକିସ୍ତାନୀ ଏନଜିଓ

ୱାସିଂଟନ୍ : ଭାରତ ସହ ଶତ୍ରୁତା, କିନ୍ତୁ ଭାରତର ନାଁ ନେଇ ଟଙ୍କା ଯୋଗାଡ଼ କରୁଛି ଶତ୍ରୁ ଦେଶ । କରୋନା ଭାଇରସ୍ ସଂକ୍ରମଣ ସମୟରେ ଭାରତକୁ ସାହାଯ୍ୟ କରିବାର ଆଳ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଛି ପାକିସ୍ତାନୀ…

accident
ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା, ୧୦ ମୃତ

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା, ୧୦ ମୃତ ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, ୭ ଜଣ ପୁରୁଷ ଓ ଜଣେ ଛୋଟ ଛୁଆ ଅଛନ୍ତି ଦୁର୍ଘଟଣାରେ କାର୍‌ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ସୁରତ:…

raja
ରଜ ଉତ୍ସବର ଆଜି ଶେଷ ଦିନ

ଭୁବନେଶ୍ୱର:  ଆଜି ଶେଷ ରଜ l ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ । ଓଡ଼ିଆ ପରିବାରର ବଡ଼ ପର୍ବ ରଜ ହୋଇଥିଲେ ବି ଏଥର ସେତେଟା ଚଳଚଞ୍ଚଳ ନାହିଁ ଗାଁ ଗଣ୍ଡା l କୋଭିଡ କଟକଣା ପାଇଁ…