• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Untitled-1
୨ରୁ ୪ ସପ୍ତାହ ମଧ୍ୟରେ ଏଇ ରାଜ୍ୟକୁ ଫେରିପାରେ କରୋନାର ତୃତୀୟ ଲହର-ଟାସ୍କ ଫୋର୍ସ

ମୁମ୍ବଇ: ମହାମାରୀ କରୋନାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବାବେଳେ ପୁଣି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି।  ଆସନ୍ତା ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଦେଖାଦେବ ବୋଲି ଆକଳନ କରାଯାଉଛି। କୋଭିଡି ସ୍ଥିତି ନିରୀକ୍ଷଣ କରିବା ପାଇଁ…

odisha
ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମ୍ନାକୁ ଘୁଞ୍ଚିବା ନେଇ ଯୋଜନା

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମ୍ନାକୁ ଘୁଞ୍ଚିପାରେ। ବର୍ଷ ବର୍ଷ ଧରି ଏହି ଛକରେ ଶୋଭା ବଢାଉଥିବା ଏହି ସ୍ଥାପତ୍ୟକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି। ସ୍ମାର୍ଟ ଜନପଥର ବିକାଶ ପାଇଁ…

china
ଏଲଏସିରେ ଶକ୍ତି ବଢ଼ାଉଛି ଚୀନ : ପରମାଣୁ ବମ୍ବର ଠାରୁ ଆରମ୍ଭ କରି କ୍ଷେପଣାସ୍ତ୍ର ମୁତୟନ କରୁଛି ଡ୍ରାଗନ୍

ପେଇଚିଙ୍ଗ୍ : ପୁଣି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛି ଚୀନ୍ । ପୂର୍ବ ଲଦାଖରେ ବିଗତ କିଛି ମାସ ଧରି ଭାରତ ଓ ଚୀନ ସେନା ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ଡ୍ରାଗନ୍ ପୁଣି ଥରେ ଭାରତୀୟ ସୀମାରେ ସକ୍ରିୟ…

odisha
“ଦକ୍ଷିଣ,ପଶ୍ଚିମ ଓଡ଼ିଶାରେ କରୋନା ନିୟନ୍ତ୍ରଣ; ଫୋକସ୍‌ରେ ଏବେ କ୍ୟାଟୋଗୋରୀ ‘ବି’ ଜିଲ୍ଲା”

ଭୁବନେଶ୍ୱର: ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ କରୋନା ନିୟନ୍ତ୍ରଣକୁ ଆସିବା ପରେ ଏବେ ଫୋକସ୍‌ରେ ଉପକୂଳ ଅଞ୍ଚଳ। କ୍ୟାଟୋଗୋରୀ ‘ବି’ ରେ ଥିବା ୧୩ ଜିଲ୍ଲାକୁ ଏବେ ଗୁରୁତ୍ୱ ଦିଆଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଏହି ସବୁ ଜିଲ୍ଲାରେ…

Flight
ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ନେଇ ସର୍ଭେ ଆରମ୍ଭ

ପୁରୀରେ ଏୟାରପୋର୍ଟ ନେଇ ସର୍ଭେ ଆରମ୍ଭ ହୋଇଛି। ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ପ୍ରତିଷ୍ଠା ନେଇ ସର୍ଭେ ଆରମ୍ଭ ହୋଇଛି।

kumbh mela
କୁମ୍ଭମେଳାରେ ଫେକ୍‌ କରୋନା ଟେଷ୍ଟ ଅଭିଯୋଗ ଘଟଣାର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୁମ୍ଭମେଳାରେ ଜାଲିଆତି କରି କରୋନା ଟେଷ୍ଟ ଅର୍ଥାତ୍‌ ନକଲି କରୋନା ଟେଷ୍ଟିଂ କରାଇଥିବା ଅଭିଯୋଗରେ ପ୍ରାଇଭେଟ୍‌  ଲାବ୍ରୋଟୋରୀ ଗୁଡ଼ିକ ବିରୋଧରେ ମାମଲା ରୁଜୁ ହେବ। ଏନେଇ ଉତ୍ତରାଖଣ୍ଡ ସରକାର ହରିଦ୍ୱାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା…

students
କେମିତି ପିଲାଙ୍କୁ ଦିଆଯିବ ମାର୍କ? ସୁପ୍ରିମକୋର୍ଟରେ ଫର୍ମୁଲା ଜଣାଇଲା CISCE

ଦ୍ୱାଦଶ ମାର୍କ ସଂପର୍କରେ ନିଜ ଫର୍ମାଟ ଜଣାଇଲା CISCE। ସୁପ୍ରିମକୋର୍ଟରେ ନିଜ ମାର୍କିଂ ସମ୍ପର୍କରେ ସମସ୍ତ ତଥ୍ୟ ଦେଲା CISCE। ଗତ  ୬ ବର୍ଷର ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ ବୋଲି କହିଲା CISCE। ଆଇସିଏସ୍ଇର ଓକିଲ କହିଛନ୍ତି, ଗତ ୬ ବର୍ଷର ପ୍ରଦର୍ଶନକୁ ଆଧାର କରି ଦ୍ୱାଦଶର ମାର୍କିଂ କରାଯିବ

mukul roy
ଟିଏମସିରେ ଯୋଗଦେବା ପରେ ମୁକୁଲ ରୟଙ୍କୁ ଝଟକା :  'Z' ବର୍ଗ ସୁରକ୍ଷା ହଟାଇଲା ଗୃହ ମନ୍ତ୍ରଣାଳୟ  

କୋଲକାତା : ଟିଏମସି ନେତା ମୁକୁଲ ରୟଙ୍କ  ସୁରକ୍ଷା ପ୍ରତ୍ୟାହାର । ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗଦେବା ପରେ ମୁକୁଲ ରୟଙ୍କ ‘Z’ ବର୍ଗ ସୁରକ୍ଷା ପ୍ରତ୍ୟାହାର କରିଛି ଗୃହ ମନ୍ତ୍ରଣାଳୟ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ…

Ganga Putri
ଗଙ୍ଗାନଦୀରୁ ଉଦ୍ଧାର ହେଲେ "ଗଙ୍ଗାପୁତ୍ରୀ": ୟୁପି ସରକାର କହିଲେ, ଲାଳନପାଳନ ଦାୟିତ୍ୱ ଆମର

ପବିତ୍ର ଗଙ୍ଗା ନଦୀରେ ଏକ କାଠ ବାକ୍ସରେ ଏକ ନବଜାତ ଶିଶୁକନ୍ୟାକୁ ଜଣେ ନାବିକ ଉଦ୍ଧାର କରିଛନ୍ତି। ତେବେ ଉଦ୍ଧାର କରିବା ପରେ ନାବିକ ସେହି ବାକ୍ସରେ ଥିବା ସାମଗ୍ରୀକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଓ ଚକିତ ହୋଇ ଯାଇଛନ୍ତି

12th result
କେବେ ପ୍ରକାଶ ପାଇବ ଦ୍ୱାଦଶ ପରୀକ୍ଷା ଫଳ ? ତାରିଖ ଘୋଷଣା କଲା CBSE

ନୂଆଦିଲ୍ଲୀ:  ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାହାର ତାରିଖ ଘୋଷଣା କରିଛି CBSE।  ଜୁଲାଇ ୩୧ ସୁଦ୍ଧା ଫଳାଫଳ ପ୍ରକାଶ କରିବ ବୋଲି ସୂଚନା ଦେବା ସହ ଏ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି ସିବିଏସ୍ଇ। ପରୀକ୍ଷା…

nepal flood
ନେପାଳ ବନ୍ୟା: ହଠାତ୍‌ ମାଡ଼ି ଆସିଲା ପାଣି, ଭାସିଗଲା ଗାଁ

କାଠମାଣ୍ଡୁ: କେନ୍ଦ୍ର ନେପାଳରେ ଦେଖା ଦେଇଛି ପ୍ରଳୟଙ୍କରୀ ବନ୍ୟା । ଅଚାନକ ବନ୍ୟାପାଣି ମାଡି ଆସିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶହ ଶହ ଘର ଉପରେ ବାଲିଚର ମାଡି ଯାଇଛି । ଏପରିକି ଅନେକ ସ୍ଥାନରେ ୧୫ଫୁଟ/୨୦ ଫୁଟ ଉଚ୍ଚର…

truck accident
ସୁଧୁରୁନି ମାନସିକତା: ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ପରେ ବୋହି ନେଲେ ପରିବା

ଭୁବନେଶ୍ୱର: ମାଗଣାରେ କିଛି ଜିନିଷ ମିଳିଗଲେ ସାଧାରଣତଃ ଲୋକମାନେ ଲୋଭରେ ପଡ଼ି ଯାଆନ୍ତି। ହେଲେ ସେମାନଙ୍କର ଏହି ଲୋଭ ଯୋଗୁ ସେମାନେ କେତେବେଳେ ମାନିବିକତା ଭୁଲି ଯାଆନ୍ତି, ତା’ହୁଏତ ସେମାନଙ୍କୁ ଜଣାନଥିବ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର…

Ratan Tata
ବୁଲା କୁକୁରକୁ ଘର ଯୋଗାଇ ଦେଲେ ରତନ ଟାଟା

ଦେଶବାସୀଙ୍କୁ ସବୁବେଳେ ସାହାଯ୍ୟ କରିବାକୁ ଆଗକୁ ଆସୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଶିଳ୍ପପତି ରତନ ଟାଟାଙ୍କ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ହେଲେ ଏବେ ସେ ମଣିଷ ନୁହେଁ ବରଂ ଗୋଟିଏ କୁକୁରକୁ ସାହାଯ୍ୟ କରି ଚର୍ଚ୍ଚାରେ ଆସିଛନ୍ତି

twitter
ଗାଜିଆବାଦ ଭିଡିଓ ମାମଲା : ସ୍ୱରା ଭାସ୍କର ଓ ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : ଗାଜିଆବାଦର ମୁସଲମାନ ବୃଦ୍ଧଙ୍କୁ ମାଡ଼ପିଟ୍ କରୁଥିବାର ଭାଇରାଲ୍ ଭିଡିଓକୁ ନେଇ ବିବାଦ ଜାରି ରହିଛି । ଏବେ ରାଜଧାନୀ ଦିଲ୍ଲୀରେ ଏହି ମାମଲାକୁ ନେଇ ବଲିଉଡ଼୍ ଅଭିନେତ୍ରୀ ସ୍ୱରା ଭାସ୍କର, ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କ ସମେତ…

plus two exam
ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ନେଇ ବାହାରି ପାରୁନି ନିର୍ଯାସ

ଭୁବନେଶ୍ୱର: କରୋନା ମହାମାରୀର ପ୍ରକୋପକୁ ଦେଖି  CBSE ଓ  CISCE ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବା ପରେ ରାଜ୍ୟ ସରକାର ଦଶମ ବୋର୍ଡ ଓ ଯୁକ୍ତ ୨ ପରୀକ୍ଷା ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପରୀକ୍ଷା ବାତିଲ…

corona positive
୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ ହଜାରରୁ ଅଧିକ ପଜିଟିଭ, ମୃତ୍ୟୁ ସଂଖ୍ୟା ୨,୩୩୦

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ୨ୟ ଲହରର ଭୟାବହତା ହ୍ରାସ ପାଉଛି। ଦୈନିକ ସଂକ୍ରମଣ ହାର କମୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଆଜି ଦେଶରେ ୬୭ ହଜାର ୨୦୮ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୩୩୦ ଆକ୍ରାନ୍ତଙ୍କ…

puri
ରଘୁରାଜପୁରର ଶିଳ୍ପୀଙ୍କୁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ : ପଟ୍ଟଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ପୁରୀ ଜିଲ୍ଲାର ରଘୁରାଜପୁରର ଶିଳ୍ପୀଙ୍କୁ ଆର୍ଥିକ ସହାୟତା । ବିଶ୍ବ ଐତିହ୍ୟ ଗ୍ରାମର ମାନ୍ୟତା ପାଇଥିବା ଏହି ଗାଁର ଶିଳ୍ପୀଙ୍କ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ…

pregnancy_corona
ଗର୍ଭବତୀଙ୍କ ପାଇଁ ଅଧିକ ବିପଜ୍ଜନକ ଦ୍ୱିତୀୟ ଲହରୀ, ସେମାନଙ୍କ ପାଇଁ ଟିକାକରଣ ଜରୁରୀ

ନୂଆଦିଲ୍ଲୀ : ଦ୍ୱିତୀୟ ଲହରୀ ଗର୍ଭବତୀଙ୍କ ପାଇଁ ଅଧିକ ବିପଜ୍ଜନକ । କରୋନାର ଦ୍ୱିତୀୟ ଲହରୀ ଗର୍ଭବତୀ ମହିଳା ଓ ନିକଟରେ ମା’ ହୋଇଥିବା ମହିଳାଙ୍କ ଉପରେ ଅଧିକ ପ୍ରଭାବ ପକାଇଛି । ଗମ୍ଭୀର ଲକ୍ଷଣ ଥିବା ମାମଲା ଓ ମୃତ୍ୟୁ…

aiims
ଏମ୍ସର ୯ମ ମହଲାରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଏମ୍ସରେ ବୁଧବାର ରାତିରେ ନିଆଁ ଲାଗି ଯାଇଛି। ଖବର ବ୍ୟାପିବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଆତଙ୍କିତ ହୋଇ ପଡ଼ିଥିଲେ। ଖବର ପାଇ ତୁରନ୍ତ ଫାୟାର ବ୍ରିଗେଡର ୨୨ଟି ଗାଡି ପହଞ୍ଚି…

ବ୍ରେକିଂ ନ୍ୟୁଜ୍‌: ୧୭ ଜୁନ୍‌

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୬୩୧ କରୋନା ସଂକ୍ରମିତ ଚିହ୍ନଟ, ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୦୬୯ ଓ ଲୋକାଲ କେସ୍- ୧,୫୬୨ ରହିଛି। ଆସନ୍ତା ୨୧ରୁ ଜୁଲାଇ ୨ ଯାଏ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ, ସକାଳ…

corona testing
୨୪ ଘଣ୍ଟାରେ ଓଡ଼ିଶାରେ ୩,୬୩୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୬୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୦୬୯ ଓ ଲୋକାଲ କେସ୍- ୧,୫୬୨ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୦୬ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ଖୋର୍ଦ୍ଧା ପରେ କଟକରୁ ୪୩୮ଜଣ ପଜିଟିଭ୍‌…

12th exam
୩୦-୩୦-୪୦ ଫର୍ମୂଲାରେ ମୂଲ୍ୟାୟନ ହେବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେଶନ ବା (ସିବିଏସ୍‌ଇ) ତା‘ର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ବାତିଲ କରିଦେଇଛି। ତେବେ ପରୀକ୍ଷା ନ ଦେଇ କିପରି ପିଲାମାନେ ପାସ୍‌ କରିବେ ସେ ନେଇ…

modi
ଷ୍ଟାର୍ଟଅପ୍ ପାଇଁ ଭାରତରେ ରହିଛି ଉତ୍ତମ ପରିବେଶ : ଦେଶରେ ନିବେଶ କରିବାକୁ ବିଶ୍ୱକୁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ : ଭାରତରେ ଷ୍ଟାର୍ଟ-ଅପ ବ୍ୟବସାୟ ପାଇଁ ଉତ୍ତମ ପରିବେଶ ଅଛି । ତେଣୁ ଏଠାକୁ ଆସି ନିବେଶ କରିବାକୁ ବିଶ୍ୱକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାଇଭାଟେକ୍ ସମ୍ମିଳନୀର ପଞ୍ଚମ ସଂସ୍କରଣରେ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦବୋଧନ…

lockdown
ଆଜିଠୁ ସାରା ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ କଟକଣା ଲାଗୁ

ଭୁବନେଶ୍ୱର: ପ୍ରାୟ ଦେଢ଼ ମାସର ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପରେ ସାରା ରାଜ୍ୟରେ ଆଜିଠାରୁ ଆଂଶିକ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଜୁଲାଇ ୧ ତାରିଖ ସକାଳ ୫ଟା ଯାଏ ଏହା ବଳବତ୍ତର ରହିବ। ତେବେ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି…

Mukul-Roy
ବଙ୍ଗ ବିଜେପିକୁ ଗ୍ରହଣ : ମୁକୁଲ ରୟଙ୍କ ଯୋଗାଯୋଗରେ ଅଛନ୍ତି ୨୫ ବିଧାୟକ, ୨ ସାଂସଦ

କୋଲକାତା : ପଶ୍ଚିମବଙ୍ଗ ବିଜେପିରେ ବଡ଼ ସଙ୍କଟ ସମ୍ଭାବନା । ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ପୂର୍ବାପେକ୍ଷା ବହୁତ ଭଲ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଦଳରେ ଗ୍ରହଣ ଲାଗିଯାଇଛି । ବଙ୍ଗ ବିଜେପିର ଟାଣୁଆ ନେତା ମୁକୁଲ ରୟ ତୃଣମୂଳ କଂଗ୍ରେସକକୁ…