• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Untitled-1
ଚୋରି କରି ଦୁଇ କଳାକାର ଗିରଫ

ମୁମ୍ବାଇ : ଚୋରି ମାମଲାରେ ମୁମ୍ବାଇ ପୋଲିସ ଦୁଇ ଟିଭି ସିରିଏଲ ଅଭିନେତ୍ରୀଙ୍କୁ ଗିରଫ କରିଛି। ପ୍ରସିଦ୍ଧ ଟିଭି ଶୋ କ୍ରାଇମ ପେଟ୍ରୋଲ ଏବଂ ଅନ୍ୟାନ୍ୟ କ୍ରାଇମ୍‌ ଶୋ’ରେ ଉଭୟ କଳାକାର ଛୋଟମୋଟ ଭୂମିକାରେ ଅଭିନୟ କରିଛନ୍ତି। କରୋନା କାଳରେ ଲକ୍‌ଆଉନ୍…

Drone-Delivery
ଡ୍ରୋନ୍ ମାଧ୍ୟମରେ ଫୁଡ୍ ଡେଲିଭରି କରିବ ସ୍ୱିଗି : ମିଳିଲା ମଞ୍ଜୁରୀ, ପରୀକ୍ଷା ଆରମ୍ଭ

ଡ୍ରୋନ୍ ସାହାଯ୍ୟରେ ଫୁଡ଼ି ଡେଲିଭରି କରିବ ସ୍ୱିଗି । ଅର୍ଡର ଦେବା ମାତ୍ରେ ଘରେ ଡ୍ରୋନ୍ ମାଧ୍ୟମରେ ପହଞ୍ଚିଯିବ ଖାଇବା । ଏଥିଯୋଗୁଁ ଉଭୟ ଫୁଡ ଓ ମେଡ଼ିକାଲ ପାଇଁ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ସ୍ୱିଗିର ଡ୍ରୋନ୍ ଡେଲିଭରି ସହଯୋଗୀ…

child
ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର, ଅନ୍ତିମସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଘଟିଲା ଚମତ୍କାର

ଚଣ୍ଡୀଗଡ଼: ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚଳାଇଥିଲେ। ପୁଅକୁ କୋଳରେ ଧରି ମୁଣ୍ଡ ଆଉଁସି କାନ୍ଦି କାନ୍ଦି ଭୂଇଁରେ ଲୋଟି ଯାଉଥିଲା ମା’। କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପୁରା ପରିବେଶ।…

Untitled-1
ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା

ବାଙ୍ଗାଲୁରୁ : ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଏଥିରେ ଦୁଇଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି। ୧୬ଜଣିଆ ଦଳରେ ଓଡିଶାର ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି। ମନପ୍ରୀତ ସିଂଙ୍କୁ ଦଳର…

maoist 11
ସୁକୁମା ଜଙ୍ଗଲରେ ଏନ୍‌କାଉଣ୍ଟର: ଟପ୍ କ୍ୟାଡର ମହିଳା ମାଓବାଦୀ ମୃତ

ଛତିଶଗଡ଼ ସୁକୁମା ଜିଲ୍ଲା ଚନ୍ଦାମେଟା ଜଙ୍ଗଲରେ DRG ଯବାନ ଏନ୍‌କାଉଣ୍ଟର କରିଛନ୍ତି। ଏନକାଉଣ୍ଟର୍‌ରେ ଟପ୍ କ୍ୟାଡର ମହିଳା ମାଓବାଦୀ ମୃତ ହୋଇଛନ୍ତି

Black fungs
ପିଲାଙ୍କ ଜୀବନ ବଂଚାଇବା ପାଇଁ ଆଖି କାଢ଼ି ଦେଲେ ଡାକ୍ତର

କରୋନା ମହାମାରୀ ଲୋକଙ୍କ ନିଦ ହଜାଇଥିବା ବେଳେ ଏବେ ଟେନ୍‌ସନ୍‌ ଦେଉଛି ବ୍ଲାକ୍‌ପଙ୍ଗସ୍‌। ମହାମାରୀ ପରି ବ୍ୟାପୁଛି ଏହି ରୋଗ। ଦିନକୁ ଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢୁଛି। ସୂଚନା ଅନୁସାରେ, ମୁମ୍ବାଇର ତିନି ଜଣ ପିଲଙ୍କୁ ବ୍ଲାକ୍‌ ଫଙ୍ଗସ୍‌ ହୋଇଥିଲା।

arun sahoo
କୁଳପତିଙ୍କ ବୈଠକ ପରେ UG/PG ଫାଇନାଲ ପରୀକ୍ଷା ନେଇ ବଡ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ UG/PG ଫାଇନାଲ ପରୀକ୍ଷା ହେବ।  ଜୁଲାଇ, ଅଗଷ୍ଟ ସୁଦ୍ଧା ଅନଲାଇନରେ ହେବ ଫାଇନାଲ ପରୀକ୍ଷା। ଉଚ୍ଚସ୍ତରୀୟ କୁଳପତିମାନଙ୍କ ସହ ବୈଠକରେ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି  ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।…

Untitled-1
WTC ଫାଇନାଲ ପାଇଁ ୧୧ ଜଣିଆ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : WTC ଫାଇନାଲ ପାଇଁ ୧୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଦଳରେ ୩ଜଣ ପେସ୍ ବୋଲର ଓ ୨ ଜଣ ସ୍ପିନ୍ ବୋଲର୍ ସାମିଲ ହୋଇଛନ୍ତି । ଏହି ପ୍ଲେୟିଂ ଇଲେଭେନ୍‌ରେ ଅଛନ୍ତି ବିରାଟ କୋହଲି(କ୍ୟାପ୍‌ଟେନ୍),…

dmet
କରୋନାର ତୃତୀୟ ଲହରରେ କମ୍ ସଂକ୍ରମିତ ହେବେ ଶିଶୁ-ଡିଏମ୍ଇଟି

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ନେଇ ଆସୁଛି। ସେଥିପାଇଁ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏବେ ଆଶ୍ୱାସନା ମିଳିଛି। କରୋନାର ତୃତୀୟ ଲହରରେ ଶିଶୁମାନେ କମ୍ ସଂକ୍ରମିତ ହେବେ।  ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ…

Oil
ଏମିତି ଦରଦାମ୍‌ ବଢାଇଲେ, ଆମେ ବଂଚିବୁ କେମିତି?

ସାରା ଦେଶରେ କ୍ରମାଗତ ଭାବରେ ବଢୁଛି ତୈଳ ଦର। ଅନେକ ସ୍ଥାନରେ ଏବେ ୧୦୦ ଟଙ୍କା ଉପରେ ରହିଛି ତେଲ ଦର। ତେବେ ଦର ବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି। ଲୋକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏପରି ଦରବୃଦ୍ଧିକୁ ସହଜରେ ଗ୍ରହଣ କରିନାହାନ୍ତି

isro
ଦିନ ମଜୁରିଆର ପୁଅ ଇସ୍ରୋ ବୈଜ୍ଞାନିକ : ଝାଟିମାଟି ଘରୁ ସୋମନାଥଙ୍କ ସଂଘର୍ଷର କାହାଣୀ

ମୁମ୍ବାଇ : ଝାଟିମାଟି ଚାଳ ଛପର ଘରୁ ଇସ୍ରୋ ବୈଜ୍ଞାନିକ । ବାପାମା’ଙ୍କ ସ୍ୱପ୍ନ ସାକାର କରିଛି ସୁନା ପୁଅ । କଠିନ ପରିଶ୍ରମ ଆଗରେ ବାଧା ସୃଷ୍ଟି କରିପାରିନି ଦାରିଦ୍ର‌୍ୟ । ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ମାତ୍ ଦେଇ ଗରିବ…

Savdhaan India actresses arrested
ପପୁଲାର୍‌ ଶୋ’ ‘ସାବଧାନ ଇଣ୍ଡିଆ’ର ୨ ଅଭିନେତ୍ରୀ ଗିରଫ

ମୁମ୍ବାଇ: ଚୋରି ମାମଲାରେ ମୁମ୍ବାଇର ଆରେ ପୋଲିସ୍‌ ୨ ଜଣ ଟେଲିଭିଜନ ଅଭିନେତ୍ରୀଙ୍କୁ ଗିରଫ କରିଛି। ଏହି ୨ ଅଭିନେତ୍ରୀ ପପୁଲାର ଶୋ’ ‘ସାବଧାନ ଇଣ୍ଡିଆ’ ଓ ‘କ୍ରାଇମ୍‌ ପାଟ୍ରୋଲ’ରେ ଅଭିନୟ କରିଥିଲେ ବୋଲି ଜଣାପଡ଼ିଛି। କରୋନା ଲକ୍‌ଡାଉନ୍‌ ଯୋଗୁ ସିରିୟଲ୍‌…

Mango
ଆମ୍ବର ଦାମ୍‌ ଅଢେଇ ଲକ୍ଷ

ଦୁନିଆରେ ଏମିତି ଏକ ଆମ୍ବ ଗଛ ଅଛି ଯାହାକୁ ଜଗିବାକୁ ମାଲିକ ୪ ଜଣ ସୁରକ୍ଷାକର୍ମୀ ଓ ୬ଟି ବିଦେଶୀ କୁକୁରକୁ ଜଗାଇଛନ୍ତି। ଜାପାନି ମିୟାଜିକି ପ୍ରଜାତିର ଆମ୍ବ ଗଛକୁ ଜଗିବା ଲାଗି ଏହିପରି ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି

students
୧୫ ବିଏଡ୍ କଲେଜରେ ନାମଲେଖା ପାଇଁ NCTEକୁ ଅନୁମତି ମାଗିଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ବନ୍ଦ ହୋଇଥିବା ୧୫ଟି  ବିଏଡ୍ କଲେଜରେ ନାମଲେଖା ପ୍ରସଙ୍ଗରେ NCTEର ଅନୁମତି ମାଗିଲା ବିଭାଗ। ଆବଶ୍ୟକ ଭିତ୍ତିଭୂମି ନ ଥିବା କହି ୧୫ଟି କଲେଜକୁ ବନ୍ଦ କରିବା ପାଇ ନିର୍ଦ୍ଦେଶ ଦେବା ପରେ ଛାତ୍ରଛାତ୍ରୀମାନେ ହତାଶ ହୋଇ ପଡ଼ିଥିଲେ। ଏବେ…

vaccination
ଗୋଟିଏ ଦିନରେ କୋଭାକ୍ସିନ୍‌ ଓ କୋଭିସିଲ୍ଡ ଭ୍ୟାକ୍‌ସିନ୍‌ ନେଲେ ଏହି ମହିଳା

ପାଟନା: ଗୋଟିଏ ଦିନରେ ଅଳ୍ପ କିଛି ସମୟ ବ୍ୟବଧାନରେ ଜଣେ ମହିଳା କରୋନା ଭ୍ୟାକ୍‌ସିନ୍‌ର ୨ଟି ଡୋଜ୍‌ ନେଇଥିବା ଘଟଣା ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା, ମହିଳା ଜଣକ ନେଇଥିବା ଭ୍ୟାକ୍‌ସିନ୍‌ ଅଲଗା ଅଲଗା ଥିଲା। ଗୋଟିଏ କୋଭାକ୍ସିନ୍‌ ଓ…

sabaramati
ସାବରମତୀ ନଦୀରୁ ମିଳିଲା କରୋନା ଭାଇରସ୍ : ଯାଂଚରେ ଜଣାପଡ଼ିଲା ସମସ୍ତ ନମୂନା ସଂକ୍ରମିତ

ଗୁଜୁରାଟ : ଗୁଜୁରାଟର ସାବରମତୀ ନଦୀରେ ମିଳିଲା କରୋନା ଭାଇରସ୍ । ପ୍ରାକୃତିକ ଜଳ ଉତ୍ସରେ ଜୀବିତ ରହୁଛି ଭୂତାଣୁ । ମହାମାରୀର ଦ୍ୱିତୀୟ ଲହରୀ ଧୀରେ ଧୀରେ କମ ହେଉଥିବା ବେଳେ ସଙ୍କଟ ସମ୍ପୂର୍ଣ୍ଣ ରୂପେ ଟଳିନାହିଁ । କରୋନାକୁ…

Eshima Ohashi Grand Bridge
ଏ ରାସ୍ତାରେ ଯିବାର ଅର୍ଥ ଆତ୍ମହତ୍ୟା କରିବା ସହ ସମାନ

ଦୁନିଆରେ ଏମିତି ଏକ ରାସ୍ତା ରହିଛି ଯେଉଁ ରାସ୍ତାରେ ଗଲେ ଆପଣଙ୍କ ଡ଼ର ଲାଗିବ। ଯଦି ଆପଣ ଆଡଭେନଚର୍ ପ୍ରିୟ ତେବେ ରୋଲର କୋଷ୍ଟରରେ ତ ନିଶ୍ଚୟ ରାଇଡ୍ କରିଥିବେ କିନ୍ତୁ ରାସ୍ତା ଯଦି ରୋଲର କୋଷ୍ଟର ଭଳି ହୋଇଥିବ ତେବେ କଣ ହେବ?

rasmikanta
ଥାନାକୁ ଡାକି ଅଭିଯୋଗକାରୀଙ୍କୁ ନିସ୍ତୁକ ପିଟିଲେ ଏସ୍ଆଇ

ଜଗତ୍‌ସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଥାନାରେ ଯୁବକଙ୍କୁ ପୋଲିସ ଦେଇଛି ନିର୍ଯାତନା ।  ବିନା କାରଣରେ ପୋଲିସ ଯୁବକ ଜଣଙ୍କୁ ନିସ୍ତୁକ ମାଡ଼ ମାରିଛି। ଏମିତି ଅଭିଯୋଗ  ଆସିଛି ଜଗତସିଂହପୁର ଜିଲ୍ଲାରୁ । ତିର୍ତ୍ତେଲ ଥାନା ଏସ୍ଆଇଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ…

vaccination in jammukashmir
ମେଡିକାଲ ଟିମ୍‌ର ଦୁର୍ଗମ ଯାତ୍ରା: ୬ ଘଣ୍ଟା ଚାଲି ଗାଁକୁ ଗଲେ, ଟିକା ଦେଲେ

ଶ୍ରୀନଗର:  ଦେଶର କିଛି ଅଞ୍ଚଳରେ ଟିକାକୁ ନେଇ ନାନା ଗୁଜବ ଦେଖାଦେଇଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ ଟିକା ନେଉନାହାନ୍ତି । କିଏ ଗାଁ ଛାଡ଼ି ଚାଲି ଯାଉଛି ତ କିଏ ଯାଇ ଜଙ୍ଗଲରେ ଲୁଚୁଛି।  କିନ୍ତୁ କାଶ୍ମୀରର ଦୁର୍ଗମ ଅଞ୍ଚଳରେ…

master canteen
‘ଏ ଯୋଦ୍ଧା ଘୋଡା କଳିଙ୍ଗ ଯୁଦ୍ଧର, ଉଠାଇବାକୁ ଦେବୁନି’

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚାଲିଥିବା ଯୋଜନାକୁ ରାଜ୍ୟ କଂଗ୍ରେସ  ବିରୋଧ କରିଛି। ଏହାର  ପ୍ରତିବାଦରେ କଂଗ୍ରେସ କର୍ମୀ ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତି ନିକଟରେ ଆଜି…

swiss
କରୋନା କାଳରେ ସ୍ୱିସ୍ ବ୍ୟାଙ୍କରେ ୩ଗୁଣ ବଢ଼ିଲା ଭାରତୀୟଙ୍କ ସମ୍ପତ୍ତି

କରୋନା ସଙ୍କଟ କାଳରେ ସ୍ୱିସ୍ ବ୍ୟାଙ୍କରେ ବଢ଼ିଲା ଭାରତୀୟଙ୍କ ସମ୍ପତ୍ତି । ମହାମାରୀର ପ୍ରାରମ୍ଭିକ ବର୍ଷରେ ସ୍ୱିଜରଲାଣ୍ଡର ବିଭିନ୍ନ ବ୍ୟାଙ୍କରେ ଭାରତୀୟ ଲୋକଙ୍କ ଦ୍ୱାରା ଜମା ହୋଇଥିବା ରାଶିରେ ବୃଦ୍ଧି ପାଇଛି । ୨୦୨୦ରେ ଭାରତୀୟଙ୍କ ଜମା ରାଶି ବୃଦ୍ଧି ପାଇ…

gold biscuits
କାର୍‌ରୁ ମିଳିଲା ୨୧ କୋଟି ଟଙ୍କାର ସୁନା ବିସ୍କୁଟ୍‌

ନୂଆଦିଲ୍ଲୀ: ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ ଅଧିକାରୀଙ୍କୁ ଏକ ବଡ଼ ସଫଳତା ମିଳିଛି। ମଣିପୁରର ଇମ୍ଫାଲରୁ ୪୩ କିଲୋରୁ ଅଧିକ ସୁନା ବିସ୍କୁଟ ଜବତ କରାଯାଇଛି। ଯାହାର ମୂଲ୍ୟ ୨୧ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଖବରପାଇ ଅଧିକାରୀମାନେ ମଙ୍ଗଳବାର…

petrol
ତେଲ ଦରରେ ନିଆଁ : ୨୭ ଦିନରେ ୬.୬୧ ଟଙ୍କା ମହଙ୍ଗା ହେଲା ପେଟ୍ରୋଲ

ସଙ୍କଟ ସମୟରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର । ଗୁରବାର ପେଟ୍ରୋଲ-ଡିଜେଲ ମୂଲ୍ୟ ସ୍ଥିର ରହିବା ପରେ ଆଜି ପୁଣି ଥରେ ବୃଦ୍ଧି ପାଇଛି । ସରକାରୀ ତେଲ…

ବ୍ରେକିଂ ନିଉଜ: ୧୮ ଜୁନ୍‌, ୨୦୨୧

ପୁରୀ: ରଥଯାତ୍ରାରେ ସଂପୃକ୍ତ ହେବାକୁ ଥିବା ସେବାୟତ, ପୁଲିସ୍ କର୍ମଚାରୀ ଓ ମନ୍ଦିର ଅଧିକାରୀଙ୍କର ୪ ଥର RTPCR ଟେଷ୍ଟ ହେବ  କରୋନା ମୃତ୍ୟୁ ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା: କରୋନା ମୃତ୍ୟୁର ସ୍ୱତନ୍ତ୍ର ଭାବେ ଅଡିଟ କରିବା ପାଇଁ  ଆଇନଜୀବୀ…