• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

breast-cancer
ସ୍ତନ କର୍କଟ କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ଆଧୁନିକ ଯୁଗରେ ସ୍ତ୍ରୀଲୋକମାନଙ୍କ ପାଇଁ ସ୍ତନ କର୍କଟ ଏକ ସାଧାରଣ ରୋଗ । ତେବେ ଏଥିପାଇଁ  ଭୟ କରିବାର କିଛି ନାହିଁ। କାରଣ ପ୍ରାଥମିକ ସ୍ତରରେ ଏହା ଜଣାପଡ଼ିଗଲେ ଜଣେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରିବ। କାହିଁକି ହୁଏ ସ୍ତନ୍ୟ କର୍କଟ…

baby
ଶିଶୁଙ୍କ ମାଲିସ୍‌ ପାଇଁ ସବୁଠାରୁ ଭଲ ଏହି ତେଲ

ଭୁବନେଶ୍ୱର:ଆମେ ଦେଖିଛେ, ନବଜାତ ଶିଶୁଙ୍କ ଶରୀରରେ ତେଲମାଲିସ କରାଯାଏ। ଘରର ବୟସ୍କ ମହିଳାମାନେ ଶିଶୁଙ୍କ ତେଲ ମାଲିସକୁ ବେଶ ଗୁରୁତ୍ୱ ଦେଇଥାନ୍ତି। ତେଲ ଘଷିଲେ ହାଡ଼ ମଜଭୁତ ହେବା ସହ ତ୍ୱଚା ଚିକ୍କଣ ହୋଇଥାଏ ବୋଲି ବିଶ୍ୱାସ କରିଥାନ୍ତି ।ହେଲେ  ଆଜିକାଲି…

woman health
୩୦ ବର୍ଷ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ମାଡ଼ିଆସେ ବିପଦ

୩୦ ବର୍ଷ  ମହିଳାମାନଙ୍କ ସୁସ୍ଥ ଜୀବନ ପାଇଁ ଏକ ଲକ୍ଷ୍ମଣ ରେଖା। ଏହି ଗାର ଡେଇଁଲେ ଅର୍ଥାତ୍‌ ୩୦ ବର୍ଷ ଡେଇଁଲେ  ମାଡ଼ି ଆସେ ସ୍ୱାସ୍ଥ୍ୟ ପ୍ରତି ବିପଦ। ସାଧାରଣତଃ ଦେଖାଯାଇଥାଏ, ଏହି ବୟସ ପରେ ମହିଳାମାନଙ୍କୁ ଅନେକ ପ୍ରକାର ରୋଗର…

newborn
କେମିତି ନେବେ ନବଜାତକର ଯତ୍ନ

ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଶିଶୁ ସୁରକ୍ଷିତ ହେଲେ ଏ ଦେଶ ତଥା ଦୁନିଆ ସୁରକ୍ଷିତ ରହେ। ଯେମିତି ଚାରାଟିଏ ପୋତିଲେ, ତାକୁ ରୋପଣ କରିବା ବେଳୁ ତାର ଯତ୍ନ ନିଆଯାଇଥାଏ, ସେମିତି ଏକ ଶିଶୁଟିଏ ବଢ଼ିବା ପାଇଁ ଛୋଟ ବେଳୁ…

eye
ଆଖି ତଳେ କଳା ଦାଗ ରହିଛି କି? ଘରୋଇ ଉପାୟରେ ଦାଗ ଦୂର କରନ୍ତୁ

ଆଖି ତଳେ କଳା ଦାଗ ପଡିଥିଲେ , ଏହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଆଖି ଖାଲୁଆ ଥିବା ଭଳି ମନେହୁଏ।ଆଜିକାଲି ଏହି ସମସ୍ୟା ଅନେକଙ୍କର ଥିବାର ଦେଖିବାକୁ ମିଳେ। ଅନେକ କାରଣ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ। ଶରୀରରେ ପୋଷକ…

soumitra chattarji
ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆସିଲା କରୋନା ଟେଷ୍ଟ ରିପୋର୍ଟ

ନୂଆଦିଲ୍ଲୀ: ବଙ୍ଗଳା ଫିଲ୍ମର କିମ୍ବଦନ୍ତି ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆସିଲା କରୋନା ଟେଷ୍ଟ ରିପୋର୍ଟ। ତାଙ୍କର ନେଗେଟିଭ ରିପୋର୍ଟ ଆସିଛି। ଅଭିନେତା ସୌମିତ୍ର ଚାଟାର୍ଜୀ ଏବେ କରୋନା ମୁକ୍ତ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।  ଗତ ୫ ତାରିଖ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ୬ ତାରିଖ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କୋଲକାତାର ବେଲେ ଭ୍ୟୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ସେ ଏବେ […]

odisha
ଓଡ଼ିଶା ବିକାଶର ସୂତ୍ର : ଅ-ଆ-ଇ-ଉ

ମହାମାରୀ କରୋନାର ଏକ ଅତ୍ୟାଧୁନିକ ଆଲୋଚନା ଉତ୍ସଟି ଇଂରେଜୀରେ ୱେବ୍ନାର ଯାହା ଏକ ସେମିନାରର ରୂପାନ୍ତର ବୋଲି ଧରାଯାଉଛି। ଏକ ସମୟରେ ଘରେ ବସି ଜୁମ୍ ସଜାଡ଼ି ଲିଙ୍କ ବ୍ୟବହାରରେ ଦେଶର ବିଭିନ୍ନ ପ୍ରାନ୍ତରେ ଥାଇ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ…

covid 19
କରୋନା ଜନିତ ମୃତ୍ୟୁ ୪ ଲକ୍ଷ ଟପିଲା; ୨ ମାସ ମଧ୍ୟରେ ୫୦ ପ୍ରତିଶତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ ହାର । କିନ୍ତୁ ଗତକାଲି ତୁଳନାରେ ଆଜି ମୃତ୍ୟୁ ସଂଖ୍ୟା ଅଧିକ ରହିଛି।  ଗତ ୨୪ ଘଣ୍ଟାରେ ଦେଶରେ ୮୫୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାପରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ…

accident 2
ବସ୍‌-ବୋଲେରୋ‌ ମୁହାଁମୁହିଁ ଧକ୍କା, ଚାଲିଗଲା ୭ ଜୀବନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପିଲ୍‌ଭିଟ୍ ଜିଲ୍ଲା ପୁରନପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌-ବୋଲେରୋ‌ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଲକ୍ଷ୍ନୌର ଏହି ବସ୍‌ଟି ଯାତ୍ରୀଙ୍କୁ ନେଇ ପିଲ୍‌ଭିଟ୍ ଅଭିମୁଖେ ଆସୁଥିବା ବେଳେ ପୁରନପୁରରେ ନିକଟରେ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ […]

1
ଆଜିଠୁ ଆରମ୍ଭ ମହାନବରାତ୍ର ପୂଜା; ଜାଣନ୍ତୁ, କେଉଁଦିନ ମା’ଙ୍କର କେଉଁ ସ୍ୱରୂପକୁ ପୂଜା କରାଯାଏ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ର ପୂଜା। ଏହି ପବିତ୍ର ପର୍ବ ଆଶ୍ୱିନମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ୯ଦିନ ଧରି ଚାଲେ। ଶରତ ଋତୁର ଆଶ୍ୱିନ ମାସରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ ଶାରଦୀୟ ନବରାତ୍ରୀ କୁହାଯାଏ। ଚଳିତବର୍ଷ ମହାନବରାତ୍ର ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ଚାଲିବ।  ପ୍ରଥମ ଦିନରେ ସମ୍ପୂର୍ଣ୍ଣ ରୀତିନୀତିରେ କଳସ ସ୍ଥାପନା କରାଯିବ। ଏହାପରେ ଆରମ୍ଭ ହୋଇଯିବ ନବରାତ୍ରର ବ୍ରତ। […]

bjp leader shot dead
ଦୋକାନ ବନ୍ଦ କରି ଫେରୁଥିବାବେଳେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଫିରୋଜାବାଦ: ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ଡିକେ ଗୁୁପ୍ତା। ସେ ଫିରୋଜାବାଦ ମଣ୍ଡଳର ଉପାଧ୍ୟକ୍ଷ ରହିଥିଲେ। ସୂଚନା ଅନୁସାରେ, ଗତକାଲି ରାତିରେ ଡିକେ ଗୁୁପ୍ତା ଦୋକାନ ବନ୍ଦ କରି ଫେରୁଥିବା ବେଳେ ଏକ ଲୋକାଲ୍‌ ମାର୍କେଟ୍‌ରେ ୩ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାକୁ ନେଇ ସ୍ଥାନୀୟ […]

IPL
IPL 2020: ମୁମ୍ବାଇ ପାଖରେ ଏତେ ସହଜରେ କେମିତି ହାରିଗଲା KKR

ଦୁବାଇ: ଆଇପିଏଲ ୧୩ର ୩୨ ତମ ମ୍ୟାଚରେ ଏକ ରୋମାଞ୍ଚକର ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ଆବୁଧାବିର ଶେଖ ଜୟେଦ୍ ଷ୍ଟାଡିୟମରେ ଖେଳା ଯାଇଥିବା ଲିଗ୍ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୮ ଓ୍ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇର ଏହି ବିଜୟରେ ନାୟକ ସାଜିଛନ୍ତି ବ୍ୟାଟସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ । ଡି କକ୍ ୪୪ଟି ବଲ୍ ଖେଳି ଅପରାଜିତ ୭୮ ରନ୍ […]

pak player
ଯୁବରାଜ ସିଂହଙ୍କୁ ୬ ଥର ଆଉଟ କରିଥିବା ଖେଳାଳି କ୍ରିକେଟରୁ ସନ୍ୟାସ ନେଲେ

ଲାହୋର:ପାକିସ୍ତାନର ଦ୍ରୁତ ବୋଲର ଉମର ଗୁଲ୍‌ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ୩୬ ବର୍ଷ ବୟସ୍କ ଏହି ଖେଳାଳି ପାକିସ୍ତାନ ପାଇଁ ୪୭ଟି ଟେଷ୍ଟ, ୧୩୦ ୱାନ ଡେ ଏବଂ ୬୦ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ନାଶନାଲ ଟି-୨୦ ମ୍ୟାଚରେ ବେଲୁଚିସ୍ଥାନ ପାଖରୁ ହାରିବା ପରେ ସେ କ୍ରିକେଟରୁ ଅବସର ନେବା ଘୋଷଣା କରିଛନ୍ତି। ଶୁକ୍ରବାର ତାଙ୍କ ଟିମ୍‌ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି। ପେଶୱାରରେ ରହୁଥିବା ଉମର ଗୁଲ ୨୦୦୩ରେ ପାକିସ୍ତାନ କ୍ରିକେଟ ଟିମ୍‌ରେ ୱାନ୍‌ ଡେ ପାଇଁ […]

cattle
ଗାଈଗୋରୁଙ୍କ ପାଇଁ ହେଉଛି ଆଧାର କାର୍ଡ, ମିଳୁଛି ଏମିତି ସୁବିଧା

ଲକ୍ଷ୍ନୌ: ମଣିଷଙ୍କ ପାଇଁ ଆଧାର କାର୍ଡ କରାଯିବା ସମସ୍ତେ ଜାଣନ୍ତି । ହେଲେ ଏବେ ଗୃହପାଳିତ ପଶୁ ଗାଈଙ୍କ ପାଇଁ କରାଯାଉଛି ଆଧାର କାର୍ଡ। ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି ସତ । ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ପ୍ରତି ଗୋରୁଙ୍କର ଆଧାର କାର୍ଡ କରୁଛନ୍ତି । ସମସ୍ତ ଗୋରୁଙ୍କର କାନରେ ଟ୍ୟାଗିଂ କରାଯାଉଛି । ଏଥିସହ ମାଗଣାରେ ଟୀକାକରଣ ବି କରାଯାଉଛି। ଉତ୍ତରପ୍ରଦେଶର ଏକ ଗାଁରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।  […]

ବ୍ରେକିଂ ନ୍ୟୁଜ୍‌: ଜୁଲାଇ ୨, ୨୦୨୧

ଭୁବନେଶ୍ୱର: ୧୭ ହଜାର ପ୍ରିଆକ୍ଟିଭେଟେଡ୍ ସିମ୍ ଜବତ ହେବା ଘଟଣା; ୪ ଦିନିଆ ରିମାଣ୍ଡରେ ଯିବେ ରାକେଟ୍‌ରେ ସଂପୃକ୍ତ ୩ ଅଭିଯୁକ୍ତ, ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଇଞ୍ଜିନିୟର ଥିବା ସୂଚନା ପୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀର…

saif-c
ସୈଫ୍‌ଙ୍କୁ ବିବାହ କରିବାକୁ ବାପା-ମାଆଙ୍କୁ ଧମକ ଦେଇଥିଲେ କରିନା

ମୁମ୍ବାଇ: ବଲିଉଡର ସବୁଠାରୁ ଚର୍ଚ୍ଚିତ ଯୋଡି ମଧ୍ୟରୁ କରୀନା କପୁର ଖାନ ଏବଂ ସୈଫ ଅଲ୍ଲି ଖାନଙ୍କ ଯୋଡି ଅନ୍ୟତମ ।୨୦୧୨ ଅକ୍ଟୋବର ୧୬ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କୁହାଯାଏ ୨୦୦୮ରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘ଟସନ୍‌’ର ଶୁଟିଂ ସମୟରୁ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ। ତେବେ ଅନେକ ଉତ୍‌ଥାନ୍‌ ଏବଂ ପତନ ପରେ ସୈଫ୍‌ ଏବଂ କରିନାଙ୍କ ପ୍ରେମ କାହାଣୀ ସଫଳ ହୋଇଥିଲା। କୁହାଯାଏ ନିଜ ପ୍ରେମକୁ ବିବାହର ରୂପ […]