• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

mm
ଗୃହବନ୍ଦୀରୁ ମୁକୁଳିଲେ ମେହବୁବା

ଶ୍ରୀନଗର: ମୁକୁଳିଲେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ (ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି)ପିଡିପିର ସଭାପତି ମେହବୁବା ମୁଫ୍‌ତି। ଦୀର୍ଘ ୧ ବର୍ଷରୁ ଅଧିକ ସମୟ ଗୃହବନ୍ଦୀ ରହିବା ପରେ ଆଜି ଜାମ୍ମୁ କାଶ୍ମୀର ସରକାର ତାଙ୍କୁ ଏଥିରୁ ମୁକ୍ତି ଦେଇଛନ୍ତି। ଆଜି ରାତି ପ୍ରାୟ ୯.୪୫ରେ ତାଙ୍କୁ ଗୃହବନ୍ଦୀରୁ ଛଡ଼ାଯାଇଛି। ଏ ନେଇ ଜାମ୍ମୁ କାଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କନସାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ଜମ୍ମୁ-କଶ୍ମୀରରୁ ୨୦୧୯ ମସିହା ଅଗଷ୍ଟ ୫ରେ କେନ୍ଦ୍ର ସରକାର […]

ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ପାଚେରି; ୨ ମାସର ଶିଶୁ ସମେତ ୯ ମୃତ

ହାଇଦ୍ରାବାଦ: ପ୍ରବଳ ବର୍ଷାରେ ପାଚେରି ଭୁଶୁଡ଼ି ପଡ଼ିବା ଫଳରେ ହାଇଦ୍ରାବାଦରେ ୯ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୨ ମାସର ଶିଶୁ ରହିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଗତ ୩ ଦିନ ହେବ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି। ସେହିପରି ଗତ ୪୮ ଘଣ୍ଟା ମଧ୍ୟରେ ଲଗାଣ ବର୍ଷା ଯୋଗୁ ତେଲେଙ୍ଗାନାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ହାଇଦ୍ରାବାଦ ସହର ଜଳବନ୍ଦୀ ଅବସ୍ଥାରେ […]

CSK
ଫେରୁଛି ଚେନ୍ନାଇର ଚମକ, ହାଇଦ୍ରାବାଦକୁ ହରାଇ ତୃତୀୟ ଥର ବିଜୟ ହାସଲ କଲା ଧୋନି ବାହିନୀ

ଦୁବାଇ: ଆଇପିଏଲ୍‌ରେ ଫେରୁଛି ଚେନ୍ନାଇର ଚମକ। ଗତ ୭ଟି ମ୍ୟାଚ୍‌ରୁ ମାତ୍ର ୨ଟିରେ ବିଜୟୀ ହୋଇଥିବା ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଜୟ ହାସଲ କରିଛି। ଏହି ବିଜୟ ସହିତ CSK ପୁଣିଥରେ ୱିନିଂ ଟ୍ରାକ୍‌କୁ ଫେରିଛି। ମଙ୍ଗଳବାର ଖେଳା ଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଚେନ୍ନାଇ ଟିମ୍‌ […]

itika
ଜୀବନର ଶେଷ ନିଶ୍ୱାସ ଯାଏ ହସାଉଥିବି, ମରିଗଲେ ଲୋକ କହିବେ...

କଟକ(ବିଶ୍ୱଜିତ୍‌ ଆଚାର୍ଯ୍ୟ): ସମୟ ବଦଳିବା ସହିତ ବଦଳିଛି କମେଡି ଟ୍ରେଣ୍ଡ। ଆଗରୁ ଲୋକଙ୍କୁ ହସେଇବା ପାଇଁ ବଡ ପରଦା ନହେଲେ ଷ୍ଟେଜ୍‌ର ଆବଶ୍ୟକ ହେଉଥିଲା। ଏବେ କିନ୍ତୁ ସୋଶାଲ୍‌ ମିଡିଆର ବ୍ୟବହାର କରି ଲୋକମାନେ ଦର୍ଶକଙ୍କର ଖୁବ୍‌ ମନୋରଞ୍ଜନ କରୁଛନ୍ତି। ଏଇ ଯେମିତି କଟକ ଚହଟା ଅଞ୍ଚଳର ଇତିକା ପ୍ରିୟଦର୍ଶିନୀ ପତି। ଇତିକା ସୋଶାଲ୍‌ ମିଡିଆରେ କମେଡି ଭିଡିଓ ପେଷ୍ଟ କରି ଏବେ ଚର୍ଚ୍ଚାରେ ଅଛନ୍ତି। ଇତିକା ନିଆରା ଶୈଳୀରେ କଥା ହୋଇ ସୋଶାଲ୍‌ ମିଡିଆରେ ଭିଡ଼ିଓ […]

robo
ଆସିଗଲା ମେଡ୍‌ ରୋବୋ: ଆଉ ବାରମ୍ବାର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବେନି ଡାକ୍ତର

ଭୁବନେଶ୍ୱର: ଡାକ୍ତର ଓ ନର୍ସଙ୍କୁ ବାରମ୍ବାର କରୋନା ରୋଗୀ ସଂସ୍ପର୍ଶରେ ଆସିବାକୁ ପଡ଼ିବନି। ସାମାଜିକ ଦୂରତା ବଜାୟ ରହିବ,  କରୋନା ସଂକ୍ରମଣର ଆଶଙ୍କା ବି କମିଯିବ। ଏମିତି ଏକ ମହତ୍ ଉଦ୍ଦେଶ୍ୟ ନେଇ ପୂର୍ବତଟ ରେଳପଥ ବିକାଶ କରିଛି ମେଡ୍ ରୋବୋ। କେବଳ ବିକାଶ କରିନି, ମଞ୍ଚେଶ୍ୱର ସେଣ୍ଟ୍ରାଲ ରେଲେୱେ ହସ୍ପିଟାଲରେ ଏହି ରୋବୋକୁ କାମରେ ଲଗାଇ ସଫଳତା ବି ପାଇଛି। ୪୦ ଫୁଟ ଦୂରତାରୁ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ କରୋନା ଯୋଦ୍ଧା […]

soumya
କୋଳରେ ପିଲା ହାତରେ ପେନ୍‌, ମା' ହେବାର ୧୪ ଦିନ ପରେ କାର୍ଯ୍ୟରେ ଯୋଗଦେଲେ IAS

ନୂଆଦିଲ୍ଲୀ: ଅନନ୍ୟ କର୍ତ୍ତବ୍ୟନିଷ୍ଠାର ନିଆରା ଉଦାହରଣ। ମା ହେବାର ମାତ୍ର ୧୪ ଦିନ ପରେ କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ଅଫିସର। ଅଫିସକୁ ନିଜ ନବଜାତ ଶିଶୁକୁ ଧରି କାର୍ଯ୍ୟରେ ଯୋଗଦେଇଥିବା ଏହି ଆଇଏଏସ୍ ଅଫିସର ଜଣଙ୍କ ହେଉଛନ୍ତି ସୌମ୍ୟା ପାଣ୍ଡେ। ତାଙ୍କୁ ଏବେ ଗାଜିଆବାଦର କୋଭିଡ୍ ପରିଚାଳନା ଦାୟିତ୍ୱ ଦିଆଯାଇଛି। ସୌମ୍ୟା କରୋନା ସଂକ୍ରମଣ ଭଳି କଠିନ ପରିସ୍ଥିତି ସତ୍ତ୍ୱେ ମୋଦିନଗର ସବ ଡିଭିଜନାଲ ମାଜିଷ୍ଟ୍ରେଟ୍ ଭାବେ ଯୋଗ ଦେଇଛନ୍ତି। ମାତ୍ର ୧୪ ଦିନର ଶିଶୁକୁ ଧରି […]

helicopters collide
ମଝି ଆକାଶରେ ୨ ସେନା ବିମାନ ମୁହାଁମୁହିଁ ଧକ୍କା, ୧୫ ମୃତ

କାବୁଲ: ଆଫଗାନିସ୍ତାନରେ ବାୟୁସେନାର ୨ଟି ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ସେଠାକାର ସ୍ଥାନୀୟ ଗଣମାଧ୍ୟମ ଟୋଲୋ ନ୍ୟୁଜ୍‌ର ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଦକ୍ଷିଣ ହେଲମନ୍ଦ ପ୍ରଦେଶର ମଝି ଆକାଶରେ ଆଫଗାନିସ୍ତାନ ବାୟୁସେନାର ୨ଟି ହେଲିକପ୍ଟର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୫ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ମୋଟ୍ ୮ ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ କୌଣସି […]

kajol
ଶିବାୟରେ କିସିଂ ସିନ୍‌ ଦେଖି ଅଜୟଙ୍କୁ ମାରିବାକୁ ବାହାରିଥିଲେ କାଜୋଲ୍‌!

ମୁମ୍ବାଇ: ବଲିଉଡ୍‌ ଫିଲ୍ମରେ କିସିଂ ସିନ୍‌ ରହିବା ଏକ ସାଧାରଣ କଥା। କାହାଣୀର ଗୁରୁତ୍ୱ ଦେଖି ଏହି ସିନ୍‌କୁ ସିନେମାରେ ସାମିଲ୍‌ କରନ୍ତି ନିର୍ଦ୍ଦେଶକ। କିନ୍ତୁ ବଲିଉଡ୍‌ରେ ଏମିତି କିଛି କଳାକାର ଅଛିନ୍ତି ଯେଉଁମାନେ କିସିଂ ସିନ୍‌ କରିବାକୁ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ଫିଲ୍ମ ସାଇନ୍‌ କରିବା ପୂର୍ବରୁ ସେମାନେ ନିର୍ଦ୍ଦେଶକଙ୍କ ସହ ଏ ସମ୍ପର୍କରେ କଥା ହୋଇଥାନ୍ତି। ଅଭିନେତା ସଲମାନ୍‌ ଖାନ୍‌ ଏବଂ ଅଜୟ ଦେବଗନ୍‌ ତାଙ୍କ ଫିଲ୍ମରେ କିସିଂ ସିନ୍‌ କରନ୍ତି ନାହିଁ। […]

dhanusha
ତାମିଲ ଷ୍ଚାର୍ ଧନୁଶ ଓ ନେତା ବିଜୟକାନ୍ତଙ୍କ ଘରେ ବୋମା ମାଡ଼ ନେଇ ଆସିଲା ଧମକପୂର୍ଣ୍ଣ କଲ୍‌

ଚେନ୍ନାଇ: ତାମିଲ ସୁପରଷ୍ଟାର ଧନୁସ ଓ ତାମିଲନାଡୁ ରାଜନେତା ବିଜୟକାନ୍ତଙ୍କ ଘରକୁ ବୋମା‌ରେ ଉଡ଼ାଇ ଦେବାକୁ ଧମକ ଦେଲା ଦୁର୍ବୃତ୍ତ। ପୋଲିସ କଣ୍ଟ୍ରୋଲ୍ ରୁମ୍‌କୁ ଦୁଇଟି ଅଲଗା ଅଲଗା ଫୋନ୍ କରି ଉଭୟ ସେଲିବ୍ରିଟିଙ୍କ ଘରେ ବୋମା ଫିଟ୍‌ କରାଯାଇଥିବା ନେଇ ଦୁର୍ବୃତ୍ତ କହିବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଆପରେସନ ଆରମ୍ଭ କରିଥିଲା ପୋଲିସ। କିନ୍ତୁ ସେଠାରେ ପହଞ୍ଚିବା ପରେ ସେମିତି କୌଣସି ବିସ୍ଫୋରକ ବସ୍ତୁ ମିଳିନଥିଲା।  ସୂଚନା ଅନୁସାରେ, ଅକ୍ଟୋବର ୧୮ […]

kangana 1
କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ୍‌

ତୁମ୍‌କୁରୁ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ବିରୋଧରେ କର୍ଣ୍ଣାଟକ ତୁମ୍‌କୁରୁ ଜିଲ୍ଲାରେ ମାମଲା ରୁଜୁ ହୋଇଛି। କୃଷକଙ୍କୁ ନେଇ ସେପ୍ଟେମ୍ବର ୨୧ରେ କଙ୍ଗନା କରିଥିବା ଏକ ଟ୍ୱିଟ୍‌ ତାଙ୍କ ପାଇଁ ଏହି ଅଡ଼ୁଆ ସୃଷ୍ଟି କରିଛି। ଏହି ଟ୍ୱିଟ୍‌କୁ ନେଇ ମଙ୍ଗଳବାର ଦିନ ପୋଲିସ୍‌ କଙ୍ଗନାଙ୍କ ବିରୋଧରେ ଏକ  ମାମଲା ରୁଜୁ କରିଛି। ଏହି ଟ୍ୱିଟ୍‌କୁ ନେଇ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଗତ ସପ୍ତାହରେ ତୁମ୍‌କୁରୁ କୋର୍ଟ Kyatasandra ପୋଲିସ୍‌ ଷ୍ଟେସନକୁ ନିର୍ଦ୍ଦେଶ ଦେଇଥିଲେ। […]

car
ଭାଇଭଉଣୀଙ୍କ ଉପରେ କାର୍ ଚଢ଼ାଇ ଦେଲା ୧୭ ବର୍ଷର ନାବାଳକ; ୨ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହିଟ୍ ଆଣ୍ଡ୍ ରନ୍ କେସ୍ ଘଟାଇଛି ଜଣେ ନାବାଳକ। ସୋମବାର ରାତିରେ ଏଭଳି ଘଟଣା ଘଟିଛି। ୧୭ ବର୍ଷୀୟ ଏହି ନାବାଳକର କାର୍ ଧକ୍କାରେ ଦୁଇ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୬ ବର୍ଷର ଭାଇ ଗୁରୁତର ହୋଇଛନ୍ତି। ତାକୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ମୃତ ନାବାଳିକାଙ୍କର ବୟସ ଯଥାକ୍ରମେ ୫ ଓ ୮ ବର୍ଷ। ନିଜ ଅଙ୍କଲଙ୍କ ସହ ତିନି ଜଣ ପିଲା ରାସ୍ତା ପାର୍ […]

kajal-agarwal
ସରିଲା ନିର୍ବନ୍ଧ, ଅକ୍ଟୋବର ୩୦ରେ ବାହାହେବେ କାଜଲ୍‌

ମୁମ୍ବାଇ: ଅଭିନେତ୍ରୀ କାଜଲ୍‌ ଅଗ୍ରୱାଲ୍‌ ନିକଟରେ ଏକ ଟ୍ୱିଟ୍‌ କରି ତାଙ୍କ ବିବାହ ନେଇ ସୂଚନା ଦେଇଥିଲେ। ସେ ମୁମ୍ବାଇରେ ଅକ୍ଟୋବର ୩୦ତାରିଖରେ ବିବାହ କରିବାକୁ ଯାଉଛନ୍ତି ବୋଲି ଜଣାଇଥିଲେ। ଏବେ କାଜଲ୍‌ଙ୍କ‌ ଭାବି ସ୍ୱାମୀ ଗୌତମ ତାଙ୍କ ନିର୍ବନ୍ଧର ଫଟୋ ଶେଆର କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେ କାଜୋଲ୍‌ ଏବଂ ତାଙ୍କର ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ କାଜଲ୍‌ କମେଣ୍ଟ କରିଛନ୍ତି। କମେଣ୍ଟରେ ସେ ଲେଖିଛନ୍ତି, ଏହି ପୋଷ୍ଟଟି ପରିକଳ୍ପନାର ଏକ ଉପାଦାନ ବହନ […]