• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

‘ଏ ବର୍ଷ ହୋଇପାରେ ହାଡ଼ଭଙ୍ଗା ଶୀତ’

ନୂଆଦିଲ୍ଲୀ: ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇପାରେ। ଲା- ନିନା ସ୍ଥିତି ଯୋଗୁ ଭାରତରେ ହିମପ୍ରବାହ ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଜାତୀୟ ଗଣମାଧ୍ୟମର ୱେବିନାରରେ ଭାରତୀୟ ପାଣିପାଗ ବିଭାଗର(ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ପ୍ରବଳ ଶୀତ ଯୋଗୁ ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାରରେ ପ୍ରତିବର୍ଷ ଅଧିକ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିଥାନ୍ତି। ଲା-ନିନାର ସ୍ଥିତି ଅନୁଯାୟୀ ଦେଶରେ ଶୀତର ପ୍ରଭାବ କିପରି ରହିବ ତାହା ଜଣାପଡ଼ିଥାଏ। ଦେଶରେ ଶୀତର […]

film hall
୭ ମାସ ପରେ ଖୋଲିଲା ସିନେମା ହଲ, ଯିବା ପୂର୍ବରୁ ଜାଣି ରଖନ୍ତୁ ଏସବୁ ନିୟମ

ନୂଆଦିଲ୍ଲୀ: ୬ ମାସ ପରେ ଖୋଲିଛି ସିନେମା ହଲ୍। ଦିଲ୍ଲୀ, କୋଲକାତା, ଲକ୍ଷ୍ନୌ, ଚଣ୍ଡିଗଡ଼, ବେଙ୍ଗାଲୁରୁ ସମେତ ଦେଶର କିଛି ମେଟ୍ରୋ ଏବଂ ଛୋଟ ସହରରେ ଆଜିଠୁ ସିନେମା ହଲ୍ ଖୋଲିଛି। ମଲ୍ଟି ପ୍ଲେକ୍ସ ସହ ଅନ୍ୟ ସିଙ୍ଗଲ ସ୍କ୍ରିନ୍ ସିନେମା ଥିଏଟର ବି ଖୋଲିଛି। ଏନେଇ ବିଶେଷ ଭାବେ କୋଭିଡ କଟକଣା  ପାଳନ ନେଇ ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା, ମାସ୍କ, ସାନିଟାଇଜର୍ସକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ୫୦ ପ୍ରତିଶତ ଦର୍ଶକ ବସିବା ସହ ସାନିଟାଇଜ୍ […]

abdul-kalam
ମତ୍ସଜୀବି ପରିବାରରୁ ମିସାଇଲ୍‌ ମ୍ୟାନ୍‌: କାହିଁକି ବିବାହ କରିନଥିଲେ ଅବଦୁଲ୍ କଲାମ୍‌?

ନୂଆଦିଲ୍ଲୀ: ଆଜି ଭାରତର ମିସାଇଲ୍‌ ମ୍ୟାନ୍‌ ଭାବରେ ଲୋକପ୍ରିୟ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଜନ୍ମଦିନ। ୧୯୩୧ ମସିହା ଅକ୍ଟୋବର ୧୫ତାରିଖରେ ରାମେଶ୍ୱରମ୍‌ରେ ଜନ୍ମଗ୍ରହଣ କରିଥିଲେ ଅବଦୁଲ୍‌ କଲାମ। ବେଶ୍‌ ସରଳ ସ୍ୱାଭାବ ଏବଂ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉଥିବାରୁ ଅବଦୁଲ୍‌ଙ୍କୁ ‘ଲୋକଙ୍କ ରାଷ୍ଟ୍ରପତି’ କୁହାଯାଉଥିଲା। ସମାଜର ସମସ୍ତ ବର୍ଗ ଏବଂ ବିଶେଷକରି ଯୁବକମାନଙ୍କର ପ୍ରେରଣା ଥିବା ଡକ୍ଟର କଲାମଙ୍କ ପାଇଁ ଆଜି ବି ଭାରତବାସୀଙ୍କ ହୃଦୟରେ ରହିଯାଇଛି ଏକ ସ୍ୱତନ୍ତ୍ର ସ୍ଥାନ। ରାମେଶ୍ୱରମ୍‌ର ଏକ ସାଧାରଣ ପରିବାରରେ […]

mask
ବଜାରକୁ ଆସିବ 'ମୋକ୍ଷ ମାସ୍କ', ରହିବ ଫ୍ୟାନ୍‌ ସୁବିଧା

ନୂଆଦିଲ୍ଲୀ: ବଜାରକୁ ଆସିବାକୁ ଯାଉଛି ନୂଆ ଧରଣର ମାସ୍କ। ଏନ୍ ୯୫ ସହ ଏୟାର ଫିଲଟର୍ ସଂଯୋଗ ହୋଇଥିବା ମାସ୍କ ଏବେ ନିର୍ମାଣ ହୋଇଛି। ଆଇଆଇଟିର ପୂର୍ବତନ ଓଡିଆ ଛାତ୍ର ପିୟୁଷ ଅଗ୍ରୱାଲ୍ ଏହାକୁ ନିର୍ମାଣ କରିଛନ୍ତି। ମୋକ୍ଷ ନାମକ ଏହି ମାସ୍କରେ ବିଶେଷ ବ୍ୟବସ୍ଥା ରହିଛି। ମାସ୍କ ଏନ୍ ୯୫ ଧରଣର ହୋଇଥିବା ବେଳେ ଏଥିରେ ଲାଗିଛି ବାୟୁ ବିଶୁଦ୍ଧିକରଣ ବ୍ୟବସ୍ଥା। ଯାହା ଦ୍ୱାରା ଶରୀରକୁ ଅଧିକ ଅମ୍ଲଜାନ ମିଳିପାରିବ ବୋଲି କୁହାଯାଉଛି। ମାସ୍କର ଉଭୟ […]

gold
କମିଲା ସୁନା ଦର, ଦୀପାବଳିରେ କେମିତି ରହିବ ଦର, ଜାଣନ୍ତୁ...

ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୁନା,ରୂପା ଦର ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ଦିଲ୍ଲୀର Bullion Marketରେ ସୁନା ଦର ୬୦୦ ଟଙ୍କା ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। ଆଜି ମଧ୍ୟ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Bullion Marketରେ ପ୍ରାରମ୍ଭରୁ ଆଜି ସୁନା ଦର ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୦,୬୦୩ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ଦରରେ ମଧ୍ୟ ହ୍ରାସ ଘଟି ପ୍ରତି କିଲୋକୁ ୬୦,୫୭୩ […]

1
ଜନ୍ମ ହେଉ ହେଉ ଡାକ୍ତରଙ୍କ ମାସ୍କ ଟାଣି ଧରିଲା ନବଜାତ ଶିଶୁ

ନୂଆଦିଲ୍ଲୀ: ଏକ ନବଜାତ ଶିଶୁର କାରନାମାକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି। ନବଜାତ ଶିଶୁଟି ଜନ୍ମ ହେଉ ହେଉ ଡାକ୍ତରଙ୍କ ମୁହଁରୁ ମାସ୍କ ହଟାଇବାକୁ ଚେଷ୍ଟା କରୁଛି। ଶିଶୁର ଏକ ପୁରୁଣା ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ୟୁଏଇର ଜଣେ ଡାକ୍ତର ସମୀର ଚେଇବଙ୍କ ଦ୍ୱାରା ଏହି ଫଟୋ ଇନ୍‌ଷ୍ଟାରେ ସେୟାର କରାଯାଇଥିଲା। ଫଟୋରେ ଦେଖିବାକୁ ମିଳିଛି, ନବଜାତ ଶିଶୁଟି ତାଙ୍କ ମୁହଁରୁ ମାସ୍କକୁ ଟାଣି ଧରିଛି। ମାସ୍କକୁ ତଳକୁ ତଳକୁ ଭିଡୁଛି। […]

k
ଆଜି ବେଙ୍ଗାଲୁରୁ ଏବଂ ପଞ୍ଜାବ ମଧ୍ୟରେ ଲଢ଼େଇ, ଡେବ୍ୟୁ କରିପାରନ୍ତି ଗେଲ୍‌

ଦୁବାଇ: ଚଳିତ ଆଇପିଏଲ୍‌ର ୩୧ ତମ ମ୍ୟାଚ୍‌ ବିରାଟ କୋହିଲିଙ୍କ ବେଙ୍ଗାଲୁରୁ ଏବଂ କେ.ଏଲ ରାହୁଲଙ୍କ ପଞ୍ଜାବ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଆଜି ଶାରଜା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଥର ପାଇଁ ପଞ୍ଜାବ ଏବଂ ବେଙ୍ଗାଲୁରୁ ମୁହାଁମୁହିଁ ହେବେ। ଏହି ଦୁଇ ଦଳଙ୍କ ମଧ୍ୟରେ ପ୍ରଥମ ମ୍ୟାଚ୍ ସେପ୍ଟେମ୍ୱର ୨୪ରେ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ୯୭ ରନ୍‌ର ବ୍ୟବଧାନରେ ଜିତି ନେଇଥିଲା। ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌କୁ […]

SALMAN-KHAN
ବଲିଉଡ୍‌ର ଏହି ଅଭିନେତା ଏବେ ଭେଣ୍ଟିଲେଟର୍‌ରେ ଜୀବନ ଯୁଦ୍ଧ ଲଢୁଛନ୍ତି: ସହଯୋଗର ହାତ ବଢ଼ାଇଲେ ସଲମାନ

ନୂଆଦିଲ୍ଲୀ: ବଲିଉଡ୍‌ର ଆଉ ଜଣେ ଅଭିନେତା ଏବେ ଭେଣ୍ଟିଲେଟରେ ଜୀବନ ମରଣର ଯୁଦ୍ଧ ଲଢ଼ୁଛି। ସେ ହେଲେ ମେହେନ୍ଦୀ ଫିଲ୍ମରେ ରାଣୀ ମୁଖାର୍ଜୀଙ୍କ ଅପୋଜିଟ୍‌ରେ ଅଭିନୟ କରିଥିବା ଫରାଜ ଖାନ। ନିଜ ଚିକିତ୍ସା ପାଇଁ ବି ଏହି ଅଭିନେତାଙ୍କ ପାଖରେ ପଇସା ନାହିଁ। ଆଉ ଏହି ସମୟରେ ସହଯୋଗରେ ହାତ ବଢ଼ାଇଛନ୍ତି ଦବଙ୍ଗ ଷ୍ଟାର୍ ସଲମାନ ଖାନ। ଫରାଜଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ସଲମାନ ବହନ କରିଛନ୍ତି। ଏସମ୍ପର୍କରେ ସୂଚନା ଦେଇଛନ୍ତି ଅଭିନେତ୍ରୀ କଶ୍ମୀରା ଶାହ। ସେ […]

wine
ବିଷାକ୍ତ ମଦ ପିଇ ୧୧ ମୃତ

ଭୋପାଳ: ବିଷାକ୍ତ ମଦ ପିଇ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅକ୍ଟୋବର ୧୪ ଓ ୧୫ ତାରିଖ ରାତିରେ ମଧ୍ୟପ୍ରଦେଶର ମନ୍ଦିରମାଳିନୀ ସହର ଉଜ୍ଜେନରେ ଏଭଳି ଘଟଣା ଘଟିଛି। ମଦମୃତ୍ୟୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାର ତଦନ୍ତ ପାଇଁ ମଧ୍ୟପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ଘଟଣାର ତଦନ୍ତ କରିବ। ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଯାଯାବର। ସେମାନଙ୍କର ପରିବାର ସଦସ୍ୟ ନାହାଁନ୍ତି ଓ ସେମାନେ ପ୍ରାୟତ […]

bibekl-obroyt
ଡ୍ରଗ୍ସ ଯାଞ୍ଚ ମାମଲା; ବଲିଉଡ୍‌ ଷ୍ଟାର୍ ବିବେକ ଓବ‌ରୟଙ୍କ ଘର ସର୍ଚ୍ଚ କଲା ପୋଲିସ

ମୁମ୍ବାଇ: ସାଣ୍ଡାଲଉଡ୍ ଡ୍ରଗ୍ସ ଯାଞ୍ଚ ମାମଲାରେ ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କ ଘର ସର୍ଚ୍ଚ କରିଛି ବେଙ୍ଗାଲୁରୁ ପୋଲିସ। ଆଜି ବିବେକଙ୍କର ମୁମ୍ବାଇ ଜୁହୁସ୍ଥିତ ବାସଭବନରେ ସର୍ଚ୍ଚ ଅପରେସନ ଚଳାଇଥିଲା ପୋଲିସ। ପୂର୍ବରୁ ଏହି ଘଟଣାରେ ପୋଲିସ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଜୀବରାଜ ଅଲ୍‌ଭାଙ୍କ ପୁଅ ଅଦିତ୍ୟ ଅଲଭାଙ୍କ ଘରେ ରେଡ୍ କରିଥିଲା। କିନ୍ତୁ ଆଦିତ୍ୟ ଫେରାର୍ ଅଛନ୍ତି। ଆଦିତ୍ୟ ଅଲ୍‌ଭା ବିବେକଙ୍କର ଶାଳକ ହୋଇଥିବାରୁ ସେ ବିବେକଙ୍କ ଘରେ ଲୁଚି ରହିଥିବା ସନ୍ଦେହ କରି […]

3
ଡାଇବେଟିସ୍‌ ଏବଂ ହାର୍ଟ ରୋଗୀଙ୍କ ପାଇଁ ଲାଭ ଦାୟକ ଏହି ପତ୍ର

ଏବେ ଶୀତ ଋତୁ ଆରମ୍ଭ ହୋଇଯାଇଛି। ଶୀତୁଆ ସକାଳ ସାଙ୍ଗକୁ ବିଭିନ୍ନ ପ୍ରକାରର ଶାଗର ଭଜା ହେଉ ବା ବିଭିନ୍ନ ପନିପରିବାର ସନ୍ତୁଳା ହେଉ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ଗୃହିଣୀମାନେ ଏହି ଋତୁରେ ରୋଷେଇ ଘରେ ମେଥି ଶାଗର ବ୍ୟବହାର…

7
ଶରୀରରେ ଭିଟାମିନ୍‌ Dର ପୂରଣ କରିଥାଏ ଛତୁ, ଜାଣନ୍ତୁ ଏହାର ଫାଇଦା

ଛତୁ ଅଧିକାଂଶ ଶାକାହାରୀ ଲୋକଙ୍କ ପ୍ରଥମ ପସନ୍ଦ ହେଉଥିବା ଖାଦ୍ୟ ମଧ୍ୟରୁ ଗୋଟିଏ। ଛତୁ ପକାଇ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସ୍ୱାଦିଷ୍ଟ ହେବା ସହିତ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ଛତୁରେ କ୍ୟାଲୋରୀ କମ୍‌ ପରିମାଣରେ ରହିଥିବାବେଳେ ଏଥିରେ ବିଭିନ୍ନ…

heart
ବଜାରକୁ ଆସିବ ମଣିଷ ହାର୍ଟ ! ମାର୍ଚ୍ଚ ପରେ ବିକ୍ରି ନେଇ ସୂଚନା ଦେଲା କାର୍ମାତ୍‌

ଆପଣ ହୃଦୟ କିଣିବାକୁ ଚାହୁଁଛନ୍ତି କି ?  ଏଣିକି କିଣି ପାରିବେ ?  କିନ୍ତୁ ପ୍ରାକୃତିକ ହୃଦୟ ନୁହେଁ, କୃତ୍ରିମ ହୃଦୟ କିଣିପାରିବେ। ୟୁରୋପୀୟ ରେଗୁଲେଟରମାନେ କୃତ୍ରିମ ହୃଦୟ ବିକ୍ରିକୁ ଅନୁମୋଦନ କରିଛନ୍ତି। କାର୍ମାତ ନାମକ ଏକ କମ୍ପାନୀ ଏହି ହୃଦୟ…

chirag-paswan
ବାପାଙ୍କୁ ଅପମାନିତ କରିଥିଲେ ନୀତୀଶ କୁମାର” ଚିରାଗ ପାଶ‌ୱାନ

ପଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁରେ ଅଭିଯୋଗ ଆଣିଲେ ଲୋକ ଜନଶକ୍ତି ପାର୍ଟିଂ ଅଧ୍ୟକ୍ଷ ଚିରାଗ ପାଶୱାନ। ନୀତୀଶ ତାଙ୍କ ବାପାଙ୍କୁ ଅପମାନିତ କରିଥିଲେ ବୋଲି କହିଛନ୍ତି ଚିରାଗ। ପିଟିଆକୁ ଦେଇଥିବା ଏକ ସକ୍ଷାତକାର ଏଭଳି ଅଭିଯୋଗ ଆଣିଛନ୍ତି ଚିରାଗ। ସେ କହିଛନ୍ତି “ ନିକଟରେ ନୀତୀଶ ମୋ ବାପାଙ୍କୁ ପରିହାସ କରି କହିଥିଲେ ଯେ ସେ ଜେଡିୟୁ ସହଯୋଗ ବିନା ରାଜ୍ୟସଭାକୁ ନିର୍ବାଚିତ ହୋଇପାରି ନଥାନ୍ତେ। କାରଣ ଆମ ପାଖରେ ସେତେବେଳେ ଦୁଇଜଣ ବିଧାୟକ […]

ranbeer-singh
ବଲିଉଡ୍‌ ଷ୍ଟାର୍‌ ରଣବୀର ସିଂହଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ: ସଡ଼କ ଦୁର୍ଘଟଣାର ଶିକାର ହେଲା ବଲିଉଡ୍‌ ଅଭିନେତା ରଣବୀର ସିହଂଙ୍କ ଗାଡ଼ି। ଷ୍ଟୁଡିଓରୁ ଡବିଂ ସାରି ଫେରୁଥିବା ବେଳେ ରଣବୀରଙ୍କ ଗାଡ଼ି ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଥିଲା। ଜଣେ ବାଇକ୍ ଆରୋହୀ ରଣବୀରଙ୍କ କାର୍‌କୁ ପଛପଟୁ ଧକ୍କା ଦେଇଥିଲେ। କାର୍‌ରେ ଧକ୍କା ଲାଗିବା ପରେ ରଣବୀର ଗାଡ଼ିରୁ ଓହ୍ଲାଇ ଗାଡ଼ିର ସ୍ଥିତି ପରଖି ଥିବାର ଦେଖାଯାଇଥିଲା। ସୌଭାଗ୍ୟବସତଃ ଏହା ଏକ ଛୋଟ ଦୁର୍ଘଟଣା ଥିବାରୁ କାହାର ବି ବିଶେଷ କିଛି କ୍ଷତି ହୋଇନଥିଲା। ଗାଡ଼ିର […]