• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

marriage.1.345544
ଲଭ୍‌ଷ୍ଟୋରୀ ଶୁଣି ତରଳିଗଲା ପୋଲିସ୍‌ ବାବୁଙ୍କ ମନ, ଥାନା ପରିସରରେ କଲେ ବାହାଘର

କାନପୁର;ଅଭିଯୋଗ ପାଇବା ପରେ ପୋଲିସ ଦୁହିଁଙ୍କୁ ଗିରଫ କଲା। ହେଲେ ସେମାନଙ୍କ ପ୍ରେମ କାହାଣୀ ଶୁଣିବା ପରେ ପୋଲିସବାବୁଙ୍କ ମନ ବି ତରଳିଗଲା। ଗିରଫ କରିବେ କ’ଣ ଦୁଇ ଯୁବକ-ଯୁବତୀଙ୍କ ବିବାହ ସେହିଠାରେ କରିଦେବା ପାଇଁ ନିଷ୍ପତ୍ତି ନେଲେ। ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁରର ଜୁହି ପୋଲିସ ଷ୍ଟେଶନରେ। ପୂରା ଘଟଣାଟି ଏହିପରି। କାନପୁର ଜୁହୀ ଥାନା ଅଧୀନ କେଣ୍ଟ  ଅଞ୍ଚଳରେ ରୁହନ୍ତି ରାହୁଲ ଓ ନୈନା। ଦୁହେଁ ପଡୋଶୀ। ଦୁଇ ବର୍ଷ ତଳେ ଉଭୟଙ୍କ ମଧ୍ୟରେ […]

6564747
୪୦ ଦିନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ସେନା !

ନୂଆଦିଲ୍ଲୀ:ସୀମାନ୍ତରେ ଠୁଳ ହୋଇଛନ୍ତି ୧୩ ଲକ୍ଷ ଯବାନ। ସେନା ରକେଟ୍‌, ମିସାଇଲ୍‌, ଉଚ୍ଚକ୍ଷମତା ସମ୍ପନ୍ନ ଟ୍ୟାଙ୍କ ମଧ୍ୟ ରଖାଯାଇଛି। ଯେମିତି ୧୦ ଦିନ ଯୁଦ୍ଧ କରିବା ପାଇଁ ଏମାନେ ପ୍ରସ୍ତୁତ। ଆଗକୁ ଏମାନଙ୍କ ଶକ୍ତି ଆହୁରି ବୃଦ୍ଧି କରାଯିବ। ଯେମିତି ଏମାନେ ୪୦ ଦିନ ପର୍ଯ୍ୟନ୍ତ ଯୁଦ୍ଧ କରିପାରିବେ। ତେବେ  ସତରେ କ’ଣ ସୀମାନ୍ତରେ ଯୁଦ୍ଧ ଲାଗିଗଲା ? ନାଁ, ଯୁଦ୍ଧ ଲାଗିନି, କିନ୍ତୁ ଯେ କୌଣସି ପରିସ୍ଥିତିରେ ଯୁଦ୍ଧକୁ ମୁକାବିଲା କରିବା ପାଇଁ ଏମାନେ ପ୍ରସ୍ତୁତ […]

nirbhaya
ନିର୍ଭୟା ଦୋଷୀଙ୍କ ଆବେଦନ ଉପରେ ଶୁଣାଣି ଶୀଘ୍ର କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ:ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବା ପାଇଁ ଫେବ୍ରୁଆରୀ ୧ ତାରିଖ ଧାର୍ଯ୍ୟ କରାଯାଇଛି। ମୃତ୍ୟୁ ଅପେକ୍ଷାରେ ଥିବା  ଏହି ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ସିଂହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ମୁକେଶ କରିଥିବା ରାଜକ୍ଷମା ଆବେଦନ ଖାରଜ ହେବା ପରେ ସେ ଏହାକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ କରିଛି। ଏହି ମାମଲାର ଶୀଘ୍ର ଶୁଣାଣି ପାଇଁ  ସେ ନିବେଦନ କରିଛି। ମୁଖ୍ୟ ବିଚାରପତି ଏସ.ଏ.ବୋବଡେ କହିଛନ୍ତି, ମୁକେଶର ଆବେଦନ ଉପରେ ଶୀଘ୍ର ଶୁଣାଣି କରିବା ଆବଶ୍ୟକ। ସେ […]

sis
ବାହା ହେବା ପାଇଁ ଘୋଡ଼ା ପିଠିରେ ବସି ବରଘରକୁ ଗଲେ ଦୁଇ ଭଉଣୀ

ଲକ୍ଷ୍ନୌ:ମଧ୍ୟପ୍ରଦେଶରେ ନିକଟରେ ହୋଇଥିବା ଏକ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିଆରା ଷ୍ଟାଇଲ୍‌ରେ ହୋଇଥିବା ଏହି ବାହାଘର ଦେଖି ଲୋକେ ତାଜୁବ ହୋଇ ଯାଇଛନ୍ତି। ମଧ୍ୟପ୍ରଦେଶର ଖଣ୍ଡବା ଜିଲ୍ଲାରେ ହେଉଥିଲା ଏହି ବାହାଘର। ଏଠାରେ ଦୁଇ ଭଉଣୀ ସାକ୍ଷୀ ପାଟିଦାର ଏବଂ ସୃଷ୍ଟି ପାଟିଦାର ବାହା ହେଉଥିଲେ। ଦୁହେଁ ନିଜର କନ୍ୟାଯାତ୍ରୀଙ୍କୁ ନେଇ ବରଘରେ ପହଞ୍ଚିଥିଲେ। ବ୍ୟାଣ୍ଡ ବାଜା ବାଜୁଥିଲା। ଆଲୁଅ ରୋଷଣୀ ସହ କନ୍ୟାଘରର ଲୋକ ବି ଥିଲେ।  ଦୁଇ ଭଉଣୀ ଘୋଡ଼ା ଉପରେ […]

nirvaya
ପୁଣି ଘୁଞ୍ଚିପାରେ ନିର୍ଭୟା ଦୋଷୀଙ୍କ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ ଫେବ୍ରୁଆରୀ ୧ରେ ଫାଶୀ ପାଇବାକୁ ଦିନ ଧାର୍ଯ୍ୟ ହୋଇଛି। ହେଲେ ଫାଶୀ ଦିନ ଗଡ଼ାଇବା ପାଇଁ ଏମାନେ ଗୋଟିଏ ପରେ  ଗୋଟିଏ ବାହନା କରୁଛନ୍ତି।  ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ ପୁଣିଥରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ପୁଣି ୨ ଜଣ ରାଜକ୍ଷମା ଆବେଦନ କରିଛନ୍ତି। ହେଲେ ଏହି ପ୍ରକ୍ରିୟା ବିଳମ୍ବିତ କରିବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷ ଉଦ୍ୟମ କରୁଛି ବୋଲି […]

shibangini
ଗଳାରେ ତୀର ପଶି ବାହାରିଗଲା; ସାହସ ଯୋଗୁ ଜୀବନ ଫେରି ପାଇଲେ ଏଇ କୁନି ଝିଅ

ବିପଦକୁ ସାହସର ସହ ସାମ୍ନା କରିପାରିଲେ ବିପଦ ଅଧା ଟଳିଯାଏ। ଏକଥାର ସତ୍ୟତା ରହିଛି। ଯାହାକୁ କରି ଦେଖାଇ ପାରିଛନ୍ତି କୁନି ବାହାଦୁର ଶିବାଙ୍ଗିନୀ ।  ଦୁଇ ସପ୍ତାହ ତଳର ଘଟଣା। ଆସାମ୍‌ ଡିବ୍ରୁଗଡ଼ ଅଞ୍ଚଳରେ ୧୨ବର୍ଷ ତୀରନ୍ଦାଜ ଶିବାଙ୍ଗିନୀର ଗଳାରେ ଏକ ତୀର ପଶି ଯାଇଥିଲା। ଗୁରୁତର ହୋଇ ପଡ଼ିଥିଲା ଶିବାଙ୍ଗିନୀ। ପ୍ରାୟ ୪୦ ଘଣ୍ଟା ଧରି ତୀର ତାର ଗଳାରେ ସେମିତି ପଶି ରହିଥିଲା। ଏମ୍‌ସର ଡାକ୍ତରମାନେ ଗଳାରୁ ତୀର ବାହାର କରିଥିଲେ ଏବଂ […]

123
ଫୋନ କରି କଲ୍‌ଗର୍ଲଙ୍କୁ ଡକାଇଲେ, ହେଲେ ଆସିଲେ....

ଉଦ୍ଧମ ସିଂ ନଗର:ଉତ୍ତରାଖଣ୍ଡର ଉଦ୍ଧମ ସିଂ ନଗର ସ୍ଥିତ କାଶୀପୁରରେ ଏକ ଅଜୀବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଫୋନ କରି ଜଣେ କଲଗାର୍ଲକୁ ଡାକିଲେ। ହେଲେ ଯେତେବେଳେ କଲଗର୍ଲ ଆସି ପହଞ୍ଚିଲେ,ତାଙ୍କ ହୋସ ଉଡ଼ିଗଲା। ଏହି କଲଗର୍ଲ ଜଣକ ଆଉ କେହି ନୁହଁନ୍ତି, ତାଙ୍କର ପତ୍ନୀ ଥିଲେ। ଏହି ଘଟଣା ପରେ ଦୁହିଁଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ଏପରିକି ମାମଲା ଥାନାରେ ପହଞ୍ଚିଲା। ପୋଲିସ ଏବେ ଘଟଣାର ତଦନ୍ତ କରୁଛି। କାଶୀପୁର […]

Untitled-1
ପାକିସ୍ତାନକୁ ସବକ୍‌ ଶିଖାଇବ ‘ସାରଙ୍ଗ’

ଜବଲପୁର: ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ସବୁଠାରୁ ବଡ ତୋପ କୁହାଯାଉଥିବା ‘ସାରଙ୍ଗ’ର ସଫଳ ପରୀକ୍ଷଣ ହୋଇଯାଇଛି। ପାକିସ୍ତାନକୁ ମୁକାବିଲା କରିବାପାଇଁ ଏହା ଭାରତୀୟ ସେନାକୁ ଏହା ବେଶ ସାହାଯ୍ୟ କରିବ। ଏହି ତୋପ ପାକ୍‌ ଅଧିକୃତ କାଶ୍ମୀରର ୪୦ରୁ ୫୦ କିମି ଭିତରକୁ ଲକ୍ଷ୍ୟଭେଦ କରିପାରିବ। କାନ୍‌ପୁରସ୍ଥିତ ଆର୍ଡନେନ୍ସ ଫ୍ୟାକ୍ଟି ଦ୍ୱାରା ନିର୍ମିତ ୧୫୫ ଏମଏମର ଏହି ତୋପ ମଧ୍ୟ ପ୍ରଦେଶ ଜବଲପୁର ସ୍ଥିତ ଖମରିଆ ରେଞ୍ଜରେ ସଫଳ ପରୀକ୍ଷଣ କରାଯାଇଛି। ଏହା ପୂର୍ବରୁ […]